< Yochanan 16 >

1 “I have said these things to you so that you wouldn’t be caused to stumble.
“ତମେ ମକେ କରିରଇବା ବିସ୍‌ବାସ୍‌ ନ ଚାଡି, ଡାଟ୍‌ ସଙ୍ଗ୍‌ ରଇବାକେ, ମୁଇ ଏ ସବୁ କାତା କଇଲିଆଚି ।
2 They will put you out of the synagogues. Yes, the time is coming that whoever kills you will think that he offers service to God.
ସେମନ୍‌ ତମ୍‌କେ ପାର୍‌ତନା ଗରେଅନି ବାର୍‌କରାଇ ଦେବାଇ । ଉଁ ଏନ୍ତାରି ବେଲା ଆଇଲାନି, ଜେ ମିସା ତମ୍‌କେ ମରାଇବାଇ, ସେଟା ପର୍‌ମେସର୍‌କେ ସେବା କଲାପାରା ରଇସି ।
3 They will do these things because they have not known the Father nor me.
ତମ୍‌କେ ସେମନ୍‌ ଏନ୍ତି ସବୁ କାମ୍‌ମନ୍‌ କର୍‌ବାଇ । କାଇକେ ବଇଲେ ସେମନ୍‌ ମକେ ଆରି ମର୍‌ ବାବାକେ ନାଜାନତ୍‌ ।
4 But I have told you these things so that when the time comes, you may remember that I told you about them. I didn’t tell you these things from the beginning, because I was with you.
ଏବେ ମୁଇ ଏ ସବୁ କାତା କଇଲିନି । ସେଟାର୍‌ ପାଇ ଏ ସବୁ ଗଟ୍‍ନାମନ୍‌ ଗଟ୍‌ବା ବେଲା କେଟ୍‌ଲେ ମୁଇ କଇଲା କାତା ଏତାଇସା । ଆରାମେ ଅନି ମୁଇ ତମର୍‌ ସଙ୍ଗ୍‌ ରଇଲି ଜେ ଏ ସବୁ କାତା କଇ ନ ରଇଲି ।”
5 But now I am going to him who sent me, and none of you asks me, ‘Where are you going?’
“ମାତର୍‌ ମୁଇ ଏବେ ମର୍‌ ପାଟାଉର୍‌ ଲଗେ ଗାଲିନି । ଏଲେମିସା ତମର୍‌ ବିତ୍‌ରେ ଅନି କେ ମିସା ମକେ କେନେ ଜାଇସୁ ବଲି ପାଚାରାସ୍‌ ନାଇ ।
6 But because I have told you these things, sorrow has filled your heart.
ମାତର୍‌ ଏବେ ମର୍‌ ଏ ସବୁ କାତା ସୁନିକରି ଦୁକ୍‌ ଅଇକରି ଆଚାସ୍‌ ।
7 Nevertheless I tell you the truth: It is to your advantage that I go away; for if I don’t go away, the Counsellor won’t come to you. But if I go, I will send him to you.
ମୁଇ ତମ୍‌କେ ସତ୍‌କାତା କଇଲିନି, ମୁଇ ଉଟିଜିବା ବିସଇ ତମର୍‌ ପାଇ ଗଟେକ୍‌ ମଙ୍ଗଲର୍‌ ବିସଇ ଅଇସି । କାଇକେ ବଇଲେ ମୁଇ ନ ଗାଲେ ସାଇଜକାରିଆ ତମର୍‌ଟାନେ ନ ଆସେ, ମୁଇ ଗାଲେ ତାକେ ତମର୍‌ଟାନେ ପାଟାଇଦେବି ।
8 When he has come, he will convict the world about sin, about righteousness, and about judgement;
ସେ ଆସିକରି ଦୁନିଆର୍‌ ଲକ୍‌ମନ୍‌କେ ପାପ୍‌, ଦରମ୍‌ ଆରି ନିଆଇ ବିସଇର୍‌ ସାକି ଦେଇସି ।
9 about sin, because they don’t believe in me;
ଏ ଦୁନିଆର୍‌ ଲକ୍‌ମନ୍‌ ପାପ୍‌ ବିସଇ ବୁଲ୍‌ ବୁଜ୍‌ଲାଇ ଆଚତ୍‌ । ସେ ଦେକାଇ ଦେଇସି ଜେ, ମକେ ବିସ୍‌ବାସ୍‌ ନ କର୍‌ବାଟାସେ ପାପ୍‌ ।
10 about righteousness, because I am going to my Father, and you won’t see me any more;
୧୦ଟିକ୍ ଇସାବେ ଚଲାଚଲ୍‍ତି କର୍‍ବା ବିସଇ, ଦୁନିଆର୍‌ ଲକ୍‌ମନ୍‌ ବୁଲ୍‌ ବୁଜିଆଚତ୍‌ । ମୁଇ ମର୍‌ ବାବାର୍‌ ଲଗେ ବାଉଡି ଗାଲିନି, ଆରି ତମେ ମକେ ଦେକିନାପାରାସ୍‌ । ସେଟା ମୁଇ ମାନ୍‌ବା ଦରମ୍‌ ବିସଇ ସାକି ଦେଲାନି ।
11 about judgement, because the prince of this world has been judged.
୧୧ଦୁନିଆର୍‌ ଲକ୍‌ମନ୍‌ ବିଚାର୍‌ କର୍‌ବା ବିସଇ ବୁଲ୍‌ ବୁଜ୍‌ଲାଇ ଆଚତ୍‌ । କାଇକେବଇଲେ ଏ ଦୁନିଆର୍‌ ସାସନ୍‌କାରିଆ ଦସି ବଲି ବିଚାର୍‍ ଅଇ ସାରାଇ ଆଚେ ।”
12 “I still have many things to tell you, but you can’t bear them now.
୧୨“ମୁଇ ତମ୍‌କେ କେତେକ୍‌ କେତେକ୍‌ କାତା କଇବାର୍‌ ଆଚେ । ମାତର୍‌ ଏବେ ତମେ ସେ ସବୁ କାତା ଦାରିନାପାରାସ୍‌ ।
13 However, when he, the Spirit of truth, has come, he will guide you into all truth, for he will not speak from himself; but whatever he hears, he will speak. He will declare to you things that are coming.
୧୩ମାତର୍‌ ସତ୍‌ ଆତ୍‌ମା ଆଇଲେ, ସେ ତମ୍‌କେ ସବୁ ସତ୍‌ ବିସଇର୍‌ ବାଟେ ଡାକିନେଇସି । କାଇକେ ବଇଲେ, ସେ ନିଜର୍‌ ଅଦିକାରେ କାଇ କାତା ନ କଏ । ମାତର୍‌ ସେ ବାବାର୍‌ତେଇଅନି ଜନ୍‌ ଜନ୍‌ କାତା ସୁନ୍‍ସି, ସେ ସବୁ କଇସି । ଆରି ଆଇବା ଦିନ୍‌ମନ୍‌କେ କାଇଟା ଅଇସି ସେ ସବୁ ବିସଇ ମିସା କଇସି ।
14 He will glorify me, for he will take from what is mine and will declare it to you.
୧୪ସେ ମୁଇ କଇବାଟାନେ ଅନି ନେଇକରି ଆକା ତମ୍‌କେ କଇସି । ଆରି ମକେ ଡାକ୍‌ପୁଟା କରାଇ ଦେକାଇସି ।
15 All things that the Father has are mine; therefore I said that he takes of mine and will declare it to you.
୧୫ଜନ୍‌ଟା ବାବାର୍‌ଟା, ସେ ସବୁ ମର୍‌ଟା । ସେଟାର୍‌ପାଇ ମୁଇ ତମ୍‌କେ କଇଲିନି, ସୁକଲ୍‌ ଆତ୍‌ମା ମର୍‌ଟାନେଅନି ନେଇକରି ସେ ତମ୍‌କେ କଇସି ।”
16 “A little while, and you will not see me. Again a little while, and you will see me.”
୧୬“ଚନେକ୍‌ ଗାଲା ପଚେ ତମେ ଆରି ମକେ ଦେକି ନାପାରାସ୍‌ । ଆରି ଚନେକ୍‌ ଗାଲେ ଦେକ୍‌ସା ।”
17 Some of his disciples therefore said to one another, “What is this that he says to us, ‘A little while, and you won’t see me, and again a little while, and you will see me;’ and, ‘Because I go to the Father’?”
୧୭ସେବେଲେ ତାର୍‌ ସିସ୍‌ମନର୍‌ ବିତ୍‌ରେଅନି କେତେ ଲକ୍‌ ତାକର୍‌ ବିତ୍‌ରେ କୁଆବଲା ଅଇଲାଇ । “ସେ ଆମ୍‌କେ କଇଲାନି, ଚନେକ୍‌ ଗାଲାପଚେ ତମେ ଆରି ମକେ ଦେକି ନାପାରାସ୍‌, ଆରି ଚନେକ୍‌ ଗାଲେ ମକେ ଦେକ୍‌ସା । ମୁଇ ଏବେ ବାବାର୍‌ ଲଗେ ଗାଲିନି ବଲି କଇବା ଅରତ୍‌ କାଇଟା?”
18 They said therefore, “What is this that he says, ‘A little while’? We don’t know what he is saying.”
୧୮ତେବେ ସେମନ୍‌ କଇଲାଇ, “ଏ ଚନେକ୍‌ ପଚେ ବଲି କାଇକେ କଇଲାନି? ସେ କାଇଟା ବଲି କଇଲାନି, ଆମେ ବୁଜି ନାପାର୍‌ଲୁନି ।”
19 Therefore Yeshua perceived that they wanted to ask him, and he said to them, “Do you enquire amongst yourselves concerning this, that I said, ‘A little while, and you won’t see me, and again a little while, and you will see me’?
୧୯ସେମନ୍‌ ମକେ ପାଚାର୍‌ବାକେ ମନ୍‍ କଲାଇନି ବଲି ଜିସୁ ଜାନିକରି ସେମନ୍‌କେ କଇଲା, “ଚନେକ୍‌ ଗାଲେ ତମେ ଆରି ମକେ ଦେକି ନାପାରାସ୍‌ ଆରି ଚନେକ୍‌ ଗାଲାପଚେ ମକେ ଦେକ୍‌ସା ବଲି କଇଲା ଏ କାତା ନେଇକରି ତମର୍‌ ତମର୍‌ ବିତ୍‌ରେ କାଇକେ କୁଆବଲା ଅଇଲାସ୍‌ନି?
20 Most certainly I tell you that you will weep and lament, but the world will rejoice. You will be sorrowful, but your sorrow will be turned into joy.
୨୦ମୁଇ ତମ୍‌କେ ସତ୍‌ କାତା କଇଲିନି, ତମେ ସାତାରି ସାତାରି କାନ୍ଦ୍‌ସା, ମାତର୍‌ ଦୁନିଆର୍‌ ଲକ୍‌ମନ୍‌ ସାର୍‌ଦା ଅଇବାଇ । ତମେ ପର୍‌ତୁମ୍‌ ଦୁକ୍‌ ଅଇରଇସା ମାତର୍‌ ତମର୍‌ ଦୁକ୍‌ ସାର୍‌ଦାଇ ପୁରୁନ୍‌ ଅଇଜାଇସି ।
21 A woman, when she gives birth, has sorrow because her time has come. But when she has delivered the child, she doesn’t remember the anguish any more, for the joy that a human being is born into the world.
୨୧ଗଟେକ୍‌ ମାଇଜି ନିକ ଅଇବା ବେଲା କେଟ୍‌ଲେ ବେସି ଦୁକ୍‌ ଅଇସି । କାଇକେବଇଲେ ତାର୍‌ ଦୁକ୍‌ କସ୍‌ଟର୍‌ ବେଲା କେଟିଆଚେ । ମାତର୍‌ ନିମାନ୍‌ ଅଇସାର୍‌ଲା ପଚେ ତାର୍‌ ଦୁକ୍‌ କସ୍‌ଟ ପାସ୍‌ରିଜାଇସି । କାଇକେ ବଇଲେ ତାର୍‌ତେଇଅନି ଗଟେକ୍‌ ପିଲା ଦୁନିଆଇ ଜନମ୍‌ ଅଇଲା ଆଚେ ।
22 Therefore you now have sorrow, but I will see you again, and your heart will rejoice, and no one will take your joy away from you.
୨୨ସେନ୍ତାରିସେ ତମ୍‌କେ ମିସା ଅଇସି । ଏବେ ତମେ ଦୁକ୍‌ଅଇ ଆଚାସ୍‌, ମାତର୍‌ ଆରି ତରେକ୍‌ ମୁଇ ତମ୍‌କେ ଦେକାଇଅଇବି, ତାର୍‌ ପଚେ ତମେ ବେସି ସାର୍‌ଦା ଅଇସା । ଆରି କେମିସା ତମର୍‌ ସାର୍‌ଦା ତମର୍‌ଟାନେଅନି ଚାଡାଇ ନେଇ ନାପାରତ୍‌ ।
23 “In that day you will ask me no questions. Most certainly I tell you, whatever you may ask of the Father in my name, he will give it to you.
୨୩“ସେବେଲା ତମେ ମକେ ମୁଲ୍‌କେ ନ ପାଚାରାସ୍‌ । ମୁଇ ତମ୍‌କେ ସତ୍‌ କାତା କଇଲିନି, ତମେ ମର୍‌ ନାଉଁ ଦାରି ବାବାକେ କାଇଟା ମିସା ମାଙ୍ଗ୍‌ସା ବଇଲେ ସେଟା ଦେଇସି ।
24 Until now, you have asked nothing in my name. Ask, and you will receive, that your joy may be made full.
୨୪ତମେ ଏବେ ଜାକ ମର୍‌ ନାଉଁ ଦାରି କାଇଟା ମିସା ମାଙ୍ଗାସ୍‌ ନାଇତା । ଏବେ ମାଙ୍ଗା, ତେବେ ତମ୍‌କେ ମିଲ୍‌ସି । ଆରି ତମର୍‌ ସାର୍‌ଦା ପୁରାପୁରୁନ୍‌ ଅଇସି ।”
25 “I have spoken these things to you in figures of speech. But the time is coming when I will no more speak to you in figures of speech, but will tell you plainly about the Father.
୨୫“ମୁଇ ତମ୍‌କେ କାତା ମଲ୍‌କାଇ କରି ଏ ସବୁ କଇଲିନି, ଏନ୍ତି ବେଲା ଆଇସି, ତମ୍‌କେ ଆରି ମୁଇ କାତା ନ ମଲ୍‌କାଇ, ସଲ୍‌କେ ବାବାର୍‌ ବିସଇ କଇଦେବି ।
26 In that day you will ask in my name; and I don’t say to you that I will pray to the Father for you,
୨୬ତମେ ସେ ଦିନ୍‌ମନ୍‌କେ ମର୍‌ ନାଉଁ ଦାରି ପର୍‌ମେସର୍‌କେ ବେସି ବିସଇମନ୍‌ ମାଙ୍ଗ୍‌ସା । ଆରି ମୁଇ ତମର୍‌ ପାଇ ବାବା ପର୍‌ମେସରର୍‌ ତେଇ ଗୁଆରି କର୍‌ବାର୍‌ ଦର୍‌କାର୍‌ ନ ରଏ ।
27 for the Father himself loves you, because you have loved me, and have believed that I came from God.
୨୭କାଇକେବଇଲେ ବାବା ତମ୍‌କେ ଆଲାଦ୍‌ କଲାନି, ସେ ତମ୍‌କେ ଆଲାଦ୍‌ କଲାନି କାଇକେବଇଲେ ତମେ ଜେନ୍ତିକି ମକେ ଆଲାଦ୍‌ କରି ଆଚାସ୍‌, ଆରି ମୁଇ ପର୍‌ମେସରର୍‌ ତେଇଅନି ଆଇଲି ଆଚି ବଲି ବିସ୍‌ବାସ୍‌ କରିଆଚାସ୍‌ ।
28 I came from the Father and have come into the world. Again, I leave the world and go to the Father.”
୨୮ମୁଇ ବାବାର୍‌ଟାନେଅନି ଏ ଦୁନିଆଇ ଆସିଆଚି, ଆରି ଏବେ ମୁଇ ଏ ଦୁନିଆ ଚାଡିକରି ବାବାର୍‌ ଲଗେ ବାଉଡି ଗାଲିନି ।”
29 His disciples said to him, “Behold, now you are speaking plainly, and using no figures of speech.
୨୯ଜିସୁର୍‌ ସିସ୍‌ମନ୍‌ କଇଲାଇ, “ଏବେ ତମେ ଆମ୍‌କେ କାତା ମଲ୍‌କାଇ ନ କଇକରି ସଲ୍‌କେସେ କଇଲାସ୍‌ନି ।
30 Now we know that you know all things, and don’t need for anyone to question you. By this we believe that you came from God.”
୩୦ତମେ ସବୁ ବିସଇ ଜାନିଆଚୁସ୍‌, ଏଟା ଏବେ ଆମେ ଜାନ୍‌ଲୁ । ଆରି କେ ତମ୍‍କେ ଜାନେ କି ନାଇ ବଲି, ପାଚାର୍‌ବାର୍‌ ଲଡା ନାଇ । ଏଟାର୍‌ପାଇ ତମେ ପର୍‌ମେସରର୍‌ଟାନେ ଅନି ଆସିଆଚୁସ୍‌ ବଲି ଆମେ ବିସ୍‌ବାସ୍‌ କଲୁନି ।”
31 Yeshua answered them, “Do you now believe?
୩୧ଜିସୁ ସେମନ୍‌କେ କଇଲା, “ଏବେ କାଇ ତମେ ବିସ୍‌ବାସ୍‌ କଲାସ୍‌ନି?
32 Behold, the time is coming, yes, and has now come, that you will be scattered, everyone to his own place, and you will leave me alone. Yet I am not alone, because the Father is with me.
୩୨ଦେକା, ଏନ୍ତି ବେଲା ଆଇଲାନି, ଉଁ ସେ ବେଲା କେଟ୍‌ଲା ଆଚେ, ତମେ ମକେ ଗଟେକ୍‌ ଲକ୍‌କେ ଚାଡି, ଏନେ ତେନେ ଅଇକରି ନିଜର୍‌ ନିଜର୍‌ ଗରେ ଉଟିପାଲାଇସା । ଏଲେମିସା ମୁଇ ଗଟେକ୍‌ ଲକ୍‌ ନାଇ, ସବୁବେଲା ମର୍‌ ସଙ୍ଗ୍‌ ବାବା ଆଚେ ।
33 I have told you these things, that in me you may have peace. In the world you have trouble; but cheer up! I have overcome the world.”
୩୩ଜେନ୍ତାରି କି ତମେ ମର୍‌ତେଇ ରଇକରି ସାନ୍ତି ପାଇସା, ସେଟାର୍‌ପାଇ ମୁଇ ତମ୍‌କେ ଏ ସବୁ ବିସଇ କଇଆଚି । ଏ ଦୁନିଆଇ ତମର୍‌ପାଇ ବେସି ଦୁକ୍‌ କସ୍‌ଟ ଆଚେ, ମାତର୍‌ ଡାଟ୍‌ସଙ୍ଗ୍‌ ରୁଆ, ମୁଇ ଦୁନିଆର୍‌ କାରାପ୍‌ ବପୁ ନସାଇକରି ଜିତିଆଚି ।”

< Yochanan 16 >