< Romans 6 >

1 What shall we saye then? Shall we continue in synne that there maye be aboundaunce of grace?
ସେନ୍ତିଆଲେ କାଇଟା କଉଁ? ପରମେସରର୍‌ ଜିବନ୍‌ଦୁକାନି ଆରି ଅଦିକ୍‌ ମିଲ୍‌ସି ବଲି ଆମେ କାଇ ଆରି ସେ ପାପେ ରଇକରି ଚଲାଚଲ୍‌ତି କରୁ କି?
2 God forbyd. How shall we that are deed as touchynge synne live eny lenger therin?
ନାଇ କେବେ ନାଇ । ପାପ୍‌ କର୍‌ବା ବିସଇତେଇ ଆମେ ମରିଗାଲୁଆଚୁ । ଆରି କେନ୍ତି ପାପ୍‌ କର୍‌ତେସେ ରଇବୁ?
3 Remember ye not that all we which are baptysed in the name of Iesu Christ are baptysed to dye with him?
ତମେ ଜାନାସ୍‌, ଡୁବନ୍‌ ନେଲାକେ ଜିସୁକିରିସ୍‌ଟର୍‌ ସଙ୍ଗ୍‌ ମିସିକରି ଆମେ ତାର୍‌ ମରନେ ମିସା ମିସିଆଚୁ ।
4 We are buryed with him by baptim for to dye that lykewyse as Christ was raysed vp from deeth by the glorye of the father: eve so we also shuld walke in a newe lyfe.
ସେଟାର୍‌ପାଇ ଡୁବନ୍‌ ନେଲାପଚେ ଆମେ ତାର୍‌ ମରନେ ମିସି, ତାର୍‌ ସଙ୍ଗ୍‌ ତପି ଅଇଲୁଆଚୁ । ସେ ଜେନ୍ତାରି ବାବାର୍‌ ଡାକ୍‌ପୁଟା ବପୁ ସଙ୍ଗ୍‍ ଆରିତରେକ୍‌ ଉଟ୍‌ଲା, ଆମେ ମିସା ସେନ୍ତାରି ନୁଆ ଜିବନ୍‌ ପାଇକରି ଚଲାଚଲ୍‌ତି କର୍‌ବାର୍‌ ଆଚେ ।
5 For yf we be graft in deeth lyke vnto him: even so must we be in the resurreccio.
କାଇକେବଇଲେ ଆମେ ମରନେ ମିସି ତାର୍‌ ସଙ୍ଗ୍‌ ଗଟେକ୍‌ ଅଇଲୁ ଆଚୁ, ତାକେ ଆରିତରେକ୍‌ ଉଟ୍‌ବାତେଇ ମିସା, ତାର୍‌ ସଙ୍ଗ୍‌ ଗଟେକ୍‌ ଅଇକରି ରଇବୁ ।
6 This we must remeber that oure olde man is crucified with him also that the body of synne myght vtterly be destroyed that hence forth we shuld not be servauntes of synne.
ଆମେ ଜାନିଆଚୁ, କିରିସ୍‌ଟର୍‌ ସଙ୍ଗ୍‌ କୁର୍‌ସେ ଆମର୍‌ ପୁର୍‌ନା ଜିବନ୍‌ ମରିଗାଲାଆଚେ । ତେଇଅନି ଆମର୍‌ ପାପର୍‌ ଚଲାଚଲ୍‌ତି କୁରୁପ୍‌ନାସ୍‌ ଅଇଲା ଆଚେ ଆରି ଆମେ ପାପର୍‌ ଗତିଅନି ମୁକ୍‌ଲିଆଚୁ ।
7 For he that is deed ys iustified from synne.
କାଇକେବଇଲେ ମୁନୁସ୍‌ ମରିଗାଲେସେ, ପାପର୍‌ ବାନ୍ଦନେଅନି ରକିଆ ପାଇସି ।
8 Wherfore yf we be deed with Christ we beleve that we shall live with him:
ଆମେ ଜିସୁର୍‌ ସଙ୍ଗ୍‌ ମରିରଇଲାର୍‌ ପାଇ, ତାର୍‌ ସଙ୍ଗ୍‌ ମିସା ଜିବନ୍‌ ଅଇବୁ ବଲି ବିସ୍‌ବାସ୍‌ କଲୁନି ।
9 remembringe that Christ once raysed fro deeth dyeth no more. Deeth hath no moare power over him.
ଆମେ ଜାନୁ, କିରିସ୍‌ଟ ମଲାତେଇଅନି ଉଟ୍‌ଲାର୍‌ପାଇ, ସେ ଆରି କେବେ ମିସା ନ ମରେ । ତାର୍‌ ଉପ୍‌ରେ ଆରି କେବେ ମରନର୍‌ ସାସନ୍‌ ନ ଚାଲେ ।
10 For as touchynge that he dyed he dyed concernynge synne once. And as touchinge that he liveth he liveth vnto God.
୧୦ସେ ଜନ୍‌ ମରନ୍‌ ପାଇଲା, ତାର୍‌ଲାଗି ପାପର୍‌ ବପୁତେଇଅନି ଏକାତରେକ୍‌ ଆମ୍‍କେ ମୁକ୍‌ଲାଇଲା । ସେ ଏବେ ଜନ୍‌ ଜିବନେ ଜିଇଲାନି, ସେଟା ପରମେସର୍‌ ସଙ୍ଗ୍‌ ମିସିକରି ରଇଲା ଜିବନ୍‌ ।
11 Lykewyse ymagen ye also that ye are deed concernynge synne: but are alive vnto God thorow Iesus Christ oure Lorde.
୧୧ସେନ୍ତାରି ତମେ ମିସା ପାପେ ମରିଜାଇଆଚୁ ବଲି ଏତାଆ । ତମେ ଏବେ କିରିସ୍‌ଟ ଜିସୁର୍‌ ଜିବନେଅନି ପରମେସର୍‌ ସଙ୍ଗ୍‌ ମିସ୍‌ଲାସ୍‌ ।
12 Let not synne raygne therfore in youre mortall bodyes that ye shuld thervnto obey in the lustes of it.
୧୨ତମର୍‌ ନସିଜିବା ଗାଗଡ୍‌ ଉପ୍‌ରେ ଆରି ପାପ୍‌ ଅଦିକାର୍‌ ନ କର, ସେଟାର୍‌ପାଇ ଆମର୍‌ ଏ ଗାଗଡ୍‌ ମନ୍‌କର୍‌ବା କାରାପ୍‌ ବିସଇ ମାନିକରି ରୁଆନାଇ ।
13 Nether geve ye youre members as instrumentes of vnrightewesnes vnto synne: but geve youre selves vnto God as they that are alive from deeth. And geve youre membres as iustrumetes of rightewesnes vnto God.
୧୩କାରାପ୍‌ କାମର୍‌ ଲାଗି ଆମର୍‌ ଗାଗଡର୍‌ କଣ୍ଡେକ୍‌ ବାଗ୍‌ ମିସା ପାପ୍‌ କର୍‌ବାକେ ଦିଆସ୍‌ନାଇ । ମାତର୍‌ ଦରମ୍‌ କାମ୍‌ କର୍‌ବାପାଇ ତମର୍‌ ଗୁଲାଇ ଗାଗଡ୍‌ ତାକେ ସର୍‌ପି ଦିଆସ୍‌ । ପର୍‌ମେସର୍‌ ତମ୍‌କେ ମରନେଅନି ଜିବନ୍‌ କରି ଆନ୍‌ଲାଆଚେ ।
14 Let not synne have power over you. For ye are not vnder the lawe but vnder grace.
୧୪କାଇକେ ବଇଲେ ପାପ୍‌ ତମର୍‌ ଉପ୍‌ରେ ସାସନ୍‌ ନ କର । ତମେ ଆରି ନିୟମର୍‌ ତଲେ ନାଇ । ମାତର୍‌ ପରମେସରର୍‌ ଜିବନ୍‌ଦୁକାନି ଅନି କାଇଟା ନ ଅଇତେ ଆଚାସ୍‌ ।
15 What then? Shall we synne because we are not vnder the lawe: but vnder grace? God forbyd.
୧୫ସେନ୍ତିଆଲେ ଆମେ ନିୟମର୍‌ ତଲେ ନ ରଇ, ପରମେସରର୍‌ ଜିବନ୍‌ଦୁକାନି ପାଇଲୁ ଆଚୁ ବଲି ପାପ୍‌ କର୍‌ତେ ରଉଁ କି? ନାଇ, କେବେ ମିସା ନଏଁ ।
16 Remember ye not how yt to whom soever ye comit youre selves as servautes to obey his servauntes ye are to whom ye obey: whether it be of synne vnto deeth or of obedience vnto rightewesnes?
୧୬ଏଲେ ମିସା ତମେ ଜାନିଆଚାସ୍‌, ଜଦି ତମେ କାକେ ତର୍‌ ତଲେ ଆକା ମୁଇ ବଲି କଇକରି ତାର୍‌ ପୁରାପୁରୁନ୍‌ କାତାମାନ୍‍ସା ବଇଲେ, ତମେ ତାର୍‌ ଗେନ୍‌ଲା ଗତିଦାଙ୍ଗ୍‌ଡା । ଜଦି ପାପର୍‌ ଗତିଦାଙ୍ଗ୍‌ଡା ଅଇସା, ଏଟାର୍‌ ଦସା ଅଇସି ମରନ୍‌, ଜଦି ଦରମର୍‌ ବାଟେ ଇଣ୍ଡ୍‌ସା, ବଇଲେ ନ ସାର୍‌ବା ଜିବନ୍‌ ପାଇସା ।
17 God be thanked yt though ye were once the servauntes of synne ye have yet obeyed with herte vnto the forme of doctryne wher vnto ye were delyvered.
୧୭ମୁଇ ପରମେସର୍‌କେ ଦନିଅବାଦ୍‌ କଲିନି, ତମେ ଗଟେକ୍‌ ବେଲାଇ ପାପର୍‌ ଗତିଦାଙ୍ଗ୍‌ଡା ଅଇରଇଲାସ୍‌ ମିସା, ଏବେ ଜନ୍‌ ସିକିଆ ଟାନେ ପାଇରଇବା ସତ୍‌, ପୁରାପୁରୁନ୍‌ ମନ୍‌ଦେଇକରି ନାମ୍‍ଲାସ୍‌ନି ।
18 Ye are then made fre from synne and are be come the servauntes of rightewesnes.
୧୮ଏବେ ତମେ ପାପେଅନି ମୁକ୍‌ଲିକରି ଦରମର୍‌ ଗତିଦାଙ୍ଗ୍‌ଡା ଅଇଆଚାସ୍‌ ।
19 I will speake grossly because of the infirmitie of youre flesshe. As ye have geve youre membres servauntes to vnclennes and to iniquitie fro iniquitie vnto iniquitie: even so nowe geve youre membres servantes vnto rightewesnes yt ye maye be sanctified.
୧୯ଗଟେକ୍‌ ବେଲାଇ ତମେ ତମର୍‌ ଗୁଲାଇ ଗାଗଡ୍‌, ମନ୍‌, ପରାନ୍‌, ଅସୁକଲ୍‌ ଆରି କାରାପ୍‌ ଚଲାଚଲ୍‌ତି କର୍‌ବାକେ ଗତିଦାଙ୍ଗ୍‌ଡା ଅଇ ସର୍‌ପି ଦେଇରଇଲାସ୍‌ । ସେନ୍ତାରିସେ ସୁକଲ୍‌ ଆରି ଦରମ୍‌ ଚଲାଚଲ୍‌ତିର୍‌ପାଇ ଦରମର୍‌ ଲଗେ ନିଜ୍‌କେ ପୁରାପୁରୁନ୍‌ ସର୍‌ପିଦିଆସ୍‌ ।
20 For when ye were the servauntes of synne ye were not vnder rightewesnes.
୨୦ତମେ ପାପର୍‌ ଗତିଦାଙ୍ଗ୍‌ଡା ରଇଲାବେଲେ, ଦରମ୍‌ ଜିବନ୍‌ ଜିଇବାକେ ମୁର୍‌ମୁରା ଅଇରଇଲାସ୍‌ ।
21 What frute had ye then in tho thinges wher of ye are now ashamed. For the ende of tho thynges is deeth.
୨୧ଏବେ ତମ୍‌କେ ଜନ୍‌ କାମ୍‌ମନ୍‌ କର୍‌ବାକେ ଲାଜ୍‌ଲାଗ୍‌ଲାନି, ସେଡ୍‌କିବେଲେ ସେ ସବୁ କର୍‌ତେ ରଇଲାସ୍‌ । ତେଇଅନି ତମ୍‌କେ କାଇ ଲାବ୍‌ ଅଇଲା? ସେ ସବୁ କାମର୍‌ ଦସା ଅଇଲାନି ମରନ୍‌ ।
22 But now are ye delivered from synne and made the servauntes of God and have youre frute that ye shuld be sanctifyed and the ende everlastinge lyfe. (aiōnios g166)
୨୨ମାତର୍‌ ତମେ ଏବେ ପାପେଅନି ମୁକ୍‌ଲିକରି ପରମେସରର୍‌ ଗତିଦାଙ୍ଗ୍‌ଡା ଅଇଆଚାସ୍‌ । ଏଟାର୍‌ ଲାବ୍‌ ଅଇଲାନି, ପରମେସରର୍‌ତେଇ ପୁରାପୁରୁନ୍‌ ସଲଦ୍‌ । ଆରି ଇତିଅନି ମିଲ୍‌ବାଟା ଅଇଲାନି ନ ସାର୍‌ବା ଜିବନ୍‌ । (aiōnios g166)
23 For the rewarde of synne is deeth: but eternall lyfe is the gyfte of God thorow Iesus Christ oure Lorde. (aiōnios g166)
୨୩ପାପ୍‌ କାମର୍‌ ବୁତି ଅଇଲାନି ମରନ୍‌, ମାତର୍‌ ପରମେସର୍‌ ଜାଚାଇକରି ଦାନ୍‌ ଦେଇଆଚେ । ସେଟା ଆମର୍‌ ମାପ୍‌ରୁ ଜିସୁ କିରିସ୍‌ଟର୍‌ ସଙ୍ଗ୍‌ ମିସିକରି ମିଲାଇର‍ଇବା ନ ସାର୍‌ବା ଜିବନ୍‌ । (aiōnios g166)

< Romans 6 >