< Matthew 22 >

1 And Iesus answered and spake vnto them agayne in similitudes sayinge.
ଜିସୁ ଆରିତରେକ୍‌ ଉଦାଅରଣ୍‌ ଦେଇ ଲକ୍‌ମନ୍‌କେ ସିକିଆ ଦେଲା ।
2 The kingdome of heve is lyke vnto a certayne kynge which maryed his sonne
ପର୍‌ମେସରର୍‌ ସରଗ୍‌ ରାଇଜ୍‌ ଏନ୍ତାରି । ତରେକ୍‌ ଗଟେକ୍‌ ରାଜା ତାର୍‌ ପିଲାର୍‌ପାଇ ବଜି କରାଇଲା ।
3 and sent forth his servantes to call them that were byd to the weddinge and they wolde not come.
ଜନ୍‌ ଲକ୍‌ମନ୍‌କେ ବିବା ବଜିଟାନେ କବର୍‌ ଦେଇରଇଲା, ସେମନ୍‌କେ ଡାକିଆନ୍‌ବାକେ ଦାଙ୍ଗ୍‌ଡାମନ୍‌କେ ପାଟାଇଲା । ମାତର୍‌ ସେମନ୍‌ ନିଚ୍‌ଲାଇ ।
4 Ageyne he sent forth other servauntes sayinge: Tell them which are bydden: beholde I have prepared my dynner myne oxen and my fatlinges are kylled and all thinges are redy come vnto the mariage.
ବିବାଟାନେ ଗାଗଡ୍‌ ଚେଲିମନ୍‌କେ ମାରି ବଜି ଅଇଲା ଆଚେ । ଦାପ୍‌ରେ ଆସା ବଲି ରାଜା ଆରି ତରେକ୍‌ ବିନ୍‌ ଦାଙ୍ଗ୍‌ଡାମନ୍‌କେ କଇପାଟାଇଲା ।
5 But they made light of it and went their wayes: one to his ferme place another about his marchaundise
ମାତର୍‌ କବର୍‌ ପାଇରଇଲା ଲକ୍‌ମନ୍‌ ଏ କାତା ନ ମାନିକରି ନିଜର୍‌ ନିଜର୍‌ ପାଇଟି କର୍‌ବାର୍‌ ଦାର୍‌ଲାଇ । କେତେ ଲକ୍‌ ବାରଇକରି ପଦାଇ ଉଟିଗାଲାଇ । ଆରି କେତେକ୍‌ ଲକ୍‌ ତାକର୍‌ ଦୁକାନେ ଉଟିଗାଲାଇ ।
6 the remnaunt toke his seruantes and intreated them vngodly and slewe them.
ଆରି କେତେ ଲକ୍‌ ରାଜାର୍‌ ଦାଙ୍ଗ୍‌ଡାମନ୍‌କେ ଦାରି ମାରି ମରାଇଲାଇ ।
7 When the kinge hearde that he was wroth and send forth his warryers and distroyed those murtherers and brent vp their cyte.
ରାଜା ରିସାଅଇଜାଇ କରି ସଇନମନ୍‌କେ ପାଟାଇଲା । ସଇନମନ୍‌ ଜାଇକରି ସେ ମାରୁମନ୍‌କେ ମରାଇ ପାକାଇଲାଇ ଆରି ସେମନ୍‌ ରଇଲା ସଅର୍‌ ପଡାଇ ପାକାଇଲାଇ ।
8 Then sayde he to his servauutes: the weddinge was prepared. But they which were bydden were not worthy.
ତାର୍‌ ପଚେ ରାଜା ଗତିଦାଙ୍ଗ୍‌ଡାମନ୍‌କେ ଡାକି କଇଲା, ବିବା ବଜିର୍‌ ରାନ୍ଦାବାଡା ସାର୍‌ଲାବେ ମାତର୍‌ ମୁଇ କବର୍‌ ଦେଇରଇଲା ଲକ୍‌ମନ୍‌ ଏ ବଜି କାଇବାକେ ବାଗ୍‌ ନାଇ ।
9 Go ye therfore out into ye hyewayes and as many as ye finde byd them to the mariage.
ଏବେ ତମେ ଜାଇକରି ଗାଉଁପାଲିର୍‌ ଗୁଡା ଆରି ପୁଟ୍‌ମନ୍‌କେ, ଜେତ୍‌କି ଲକ୍‌କେ ବେଟ୍‌ ଅଇସା ସେ ସବୁ ଲକ୍‌ମନ୍‌କେ ଆମର୍‌ ବଜିଟାନେ ଡାକିଆନା ।
10 The seruauntes wet out into the hiewayes and gaddered to gedder as many as they coulde fynde both good and bad and ye weddinge was furnysshed with gestes.
୧୦ତେବେ ଦାଙ୍ଗ୍‌ଡାମନ୍‌ ଲଗର୍‌ ପାକର୍‌ ଗାଉଁମନ୍‌କେ ବୁଲି ନିକ ଲକ୍‌ ଅଅତ୍‌ କି ବାନିଆ ଲକ୍‌ ଅଅତ୍‌ ଜେତ୍‌କି ଲକ୍‌କେ ବେଟ୍‌ ଅଇଲାଇ, ସବୁକେ ଡାକି ଆନ୍‌ଲାଇ । ଆରି ବିବା ଗରେ ଲକ୍‌ମନ୍‌ ମାଣ୍ଡାଚୁଣ୍ଡା ଅଇଗାଲାଇ ।
11 Then the kynge came in to viset the gestes and spyed there a ma which had not on a weddinge garment
୧୧ପଚେ ରାଜା ଡାକାଇଲା ଲକ୍‌ମନ୍‌କେ ଦେକ୍‌ବାର୍‌ ଆଇଲା । ସେ ଲକ୍‌ମନର୍‌ ବିତ୍‌ରେ ଅନି ଗଟେକ୍‌ ଲକ୍‌ ତିଆର୍‌ପିଆର୍‌ ନ ଅଇକରି ନିକଟା ପିନ୍ଦି ନ ଆସିରଇଲାଟା ରାଜା ଦେକ୍‌ଲା ।
12 and sayde vnto him: frende how fortuned it that thou camest in hither and hast not on a weddyng garment? And he was eve spechlesse.
୧୨ରାଜା ତାର୍‌ ଲଗେ ଜାଇ ପାଚାର୍‌ଲା, “ମଇତର୍‌, ତୁଇ ତିଆର୍‌ ପିଆର୍‌ ନ ଅଇତେ କେନ୍ତି ଏ ବଜିଟାନେ ଆଇଲୁସ୍‌” ସେ ଲକ୍‌ ଚିମ୍‌ରା ଅଇଦେଲା ।
13 Then sayde the kynge to his ministers: take and bynde hym hand and fote and caste hym into vtter darcknes there shalbe wepinge and gnasshinge of teth.
୧୩ରାଜା ଦାଙ୍ଗ୍‌ଡାମନ୍‌କେ କଇଲା, “ତାର୍‌ ଆତ୍‌ ଗଡ୍‌ ବାନ୍ଦି ବାଇରେ ନେଇ ଆନ୍ଦାରେ ପିଙ୍ଗିଦିଆସ୍‌ । ତେଇ ସେ ଦାଁତ୍‌ମୁଣ୍ଡ୍‌ କାତ୍‌ରିଅଇ କାନ୍ଦି କାନ୍ଦି ରଅ ।”
14 For many are called and feawe be chosen.
୧୪ଜିସୁ କାତାନି କଇସାରାଇ କଇଲା, ବେସି ଲକ୍‌କେ ଡାକ୍‌ବାଇ, ମାତର୍‌ ଉନାଲକ୍‌କେ ବାଚ୍‌ବାଇ ।
15 Then wet the Pharises and toke counsell how they might tagle him in his wordes.
୧୫କେତେଟା ପାରୁସିମନ୍‌ ଜାଇକରି ଜିସୁକେ ପର୍‌ସନ୍‌ ପାଚାରି ପାନ୍ଦେ ପାକାଉଁ ବଲି ବାବ୍‌ଲାଇ ।
16 And they sent vnto him their disciples with Herodes servauntes sayinge: Master we knowe yt thou are true and teachest the waye of god trulie nether carest for eny man for thou consydrest not menes estate.
୧୬ସେମନ୍‌ ତାକର୍‌ କେତେଟା ସିସ୍‌ମନ୍‌କେ ଆରି ଏରଦର୍‌ ଦଲେଅନି କେତେଟା ଲକ୍‌ମନ୍‌କେ ଜିସୁର୍‌ ଲଗେ ପାଟାଇଲାଇ । ଏମନ୍‌ ଆସି ଜିସୁକେ ପାଚାର୍‌ଲାଇ, “ଗୁରୁ, ତମେ ସତ୍‌ କଇସା ଆରି ପର୍‌ମେସରର୍‌ ସତ୍‌ ବିସଇ ସିକିଆ ଦେବାଟା ଆମେ ଜାନୁ । ତମେ ମୁନୁସ୍‌ମନର୍‌ ମର୍‌ଜିତାକେ କାତୁର୍‌ କରାସ୍‌ ନାଇ । ଲକ୍‌ମନ୍‌ କାଇ ବଲି ବାବ୍‌ବାଇ ବଲି ଚିନ୍ତା କରାସ୍‌ ନାଇ ।
17 Tell vs therfore: how thynkest thou? Is it lawfull to geve tribute vnto Cesar or not?
୧୭ତେବେ କଇଦେକା ପନି, ଏ ବିସଇ ତମେ କାଇବଲି କଇଲାସ୍‌ନି? ରମିୟ ସର୍‌କାର୍‌କେ ସିସ୍‌ତୁ ଦେବାଟା ଆମର୍‌ ଦରମ୍‌ ସାସ୍‌ତରର୍‌ ଇସାବେ ଟିକ୍‌ କି ନାଇ?”
18 Iesus perceaved their wikednes and sayde: Why tempte ye me ye ypocrites?
୧୮ମାତର୍‌ ଜିସୁ ସେମନର୍‌ କୁଟ୍‌କାତା ଜାନି କରି କଇଲା, “ଏ କୁଟିଆଲ୍‌ମନ୍‌, କାଇକେ ମକେ ପାନ୍ଦେ ପାକାଇବାକେ ଚେସ୍‌ଟା କଲାସ୍‌ନି?
19 Let me se ye tribute money. And they toke hym a peny.
୧୯ଜନ୍‌ ଅଦ୍‌ଲି ଡାବୁ ସିସ୍‌ତୁ ଦେଲାସ୍‌ନି, ତେଇଅନି ଗଟେକ୍‌ ଆନିକରି ମକେ ଦେକାଆ ।” ସେମନ୍‌ ଗଟେକ୍‌ ଅଦ୍‌ଲି ଆନି ତାକେ ଦେଲାଇ ।
20 And he sayde vnto them: whose is this ymage and superscripcion?
୨୦ଜିସୁ ସେମନ୍‌କେ ପାଚାର୍‌ଲା “ଏ ଅଦ୍‌ଲି ଡାବୁଟାନେ କାର୍‌ ମୁଉ ଆରି ନାଉଁ ଆଚେ?”
21 They sayde vnto him: Cesars. Then sayde he vnto them. Geve therfore to Cesar that which is Cesars: and geve vnto god that which is goddes.
୨୧ସେମନ୍‌ କଇଲାଇ, “ରମିୟ ରାଜାର୍‌ ମୁଉ ଆରି ନାଉଁ ଆଚେ ।” ଜିସୁ ସେମନ୍‌କେ କଇଲା, “ତେବେ ଜନ୍‌ଟା ରମିୟ ରାଜାର୍‌ଟା, ସେଟା ତାକେ ଦିଆସ୍‌ ଆରି ଜନ୍‌ଟା ପରମେସରର୍‌ଟା, ସେଟା ପରମେସର୍‌କେ ଦିଆସ୍‌ ।”
22 When they hearde that they marveled and lefte hym and went there waye.
୨୨ଏ କାତା ସୁନି ସେମନ୍‌ କାବାଅଇଗାଲାଇ ଆରି ତେଇଅନି ଉଟିଗାଲାଇ ।
23 The same daye the Saduces came to him (which saye that there is no resurrcecion) and axed him
୨୩ସେ ଦିନେ ସାଦୁକି ଦଲର୍‌ କେତେ ଲକ୍‌ ଜିସୁର୍‌ ଲଗେ ଆଇଲାଇ । ସାଦୁକିମନ୍‌ ମରିଗାଲେ ଆରି ତରେକ୍‌ ଉଟି ନଏଁ ବଲି ବିସ୍‌ବାସ୍‌ କର୍‌ତେ ରଇଲାଇ ।
24 sayinge: Master Moses bade yf a man dye havinge no chyldre that the brother mary his wyfe and reyse vp seed vnto his brother.
୨୪ସେମନ୍‌ ଜିସୁକେ ପାଚାର୍‌ଲାଇ, “ଏ ଗୁରୁ, ଜଦି ଗଟେକ୍‌ ଲକ୍‌ ପିଲାଟକି ନ ଅଇତେ ମରିଜାଇସି, ତେବେ ମରିଜାଉର୍‌ ବାଇ ସେ ରାଣ୍ଡି ମାଇଜିକେ ସଙ୍ଗଇସି । ଆରି ତାକର୍‌ ଟାନେଅନି ଅଇଲା ପିଲାଜିଲା ସେ ମଲା ଲକର୍‌ପାଇ ଅଇସି ବଲି ମସା ନିୟମ୍‌ କଲା ଆଚେ ।
25 Ther were wt vs seven brethre and the fyrste maried and deceased wt oute yssue and lefte his wyfe vnto his brother.
୨୫ଗଟେକ୍‌ କାତା ସୁନା । ଇତି ଆମର୍‌ ବିତ୍‌ରେ ସାତ୍‌ବାଇ ରଇଲାଇ । ବଡ୍‌ ବାଇ ପିଲାଜିଲା ନ ଅଇତେ ମରିଗାଲାଜେ ତାର୍‌ ପିଟିର୍‌ ବାଇ ତାର୍‌ ବଉକେ ସଙ୍ଗଇଲା ।
26 Lykewise the seconde and ye thryd vnto the sevethe.
୨୬ମାତର୍‌ ବଡ୍‌ମଜିଆ, ମଜିଆ, ସାନ୍‌ମଜିଆ ଏନ୍ତି ଅଇକରି ସାରାସାରି ସାନର୍‌ ଦସା ମିସା ଏନ୍ତି ଅଇଲା ।
27 Laste of all the woman dyed also.
୨୭ସାରାସାରି ପଚେ ସେ ମାଇଜି ମିସା ମରିଗାଲା ।
28 Now in the resurreccion whose wyfe shall she be of the seven? For all had her.
୨୮ଜେବେ ମଲା ଲକ୍‌ମନର୍‌ ଉଟ୍‌ବା ଦିନ୍‌ ଆଇସି, ତେବେ ଏ ମାଇଜି କାର୍‌ ମାଇଜି ଅଇସି? ସବୁ ଲକ୍‌ସେ ତାକେ ସଙ୍ଗଇ ରଇଲାଇ ।”
29 Iesus answered and sayde vnto the: ye are deceaved and vnderstonde not the scriptures nor yet the power of God.
୨୯ଜିସୁ ସେମନ୍‌କେ କଇଲା, “ତମେ କେତେକ୍‌ ବୁଲ୍‌ ବିସଇ ବାବ୍‌ବା ଲକ୍‌ମନ୍‌! ଦରମ୍‌ ସାସ୍‌ତରେ ପର୍‌ମେସରର୍‌ ବପୁ ବିସଇ ସମାନ୍‍ ଇସାବେ ଚିନ୍‌ତା କରାସ୍‌ ନାଇଜେ, ତମେ ଏ କାତା ପାଚାର୍‌ଲାସ୍‌ନି ।”
30 For in the resurreccion they nether mary nor are maryed: but are as the angels of God in heven.
୩୦ମରିକରି ଉଟ୍‌ଲା ପଚେ, ମଲା ଲକ୍‌ମନ୍‌ ସରଗର୍‌ ଦୁତ୍‌ମନର୍‌ ପାରା ଅଇଜିବାଇ । ସେମନ୍‌ ଆରି ବିବା ନ ଅଅତ୍‌ କି ନ କରତ୍‌ ।
31 As touchynge the resurreccion of the deed: have ye not redde what is sayde vnto you of God which sayeth:
୩୧ମଲା ଲକ୍‌ମନ୍‌ ଆରି ତରେକ୍‌ ଉଟ୍‌ବା ବିସଇ, ପରମେସର୍‌ ଜନ୍‌ଟା କଇଲା ଆଚେ, ତମେ କାଇ ସାସ୍‌ତରେ କେବେ ପଡାସ୍‌ ନାଇ କି?
32 I am Abrahams God and Ysaacks God and the God of Iacob? God is not the God of the deed: but of the lyvinge.
୩୨ପର୍‌ମେସର୍‌ କଇଲା ଆଚେ “ଆମେ ଅବ୍‌ରାଆମର୍‍, ଇସାକର୍‌ ଆରି ଜାକୁବର୍‌ ମାପ୍‌ରୁ ।” “ପର୍‌ମେସର୍‌ ତା ଜିବନ୍‌ ରଇଲା ଲକ୍‌ମନର୍‌ ମାପ୍‌ରୁ, ମଲା ଲକ୍‌ମନର୍‌ ଅଇନାପାରେ ।”
33 And when the people hearde that they were astonyed at his doctrine.
୩୩ଲକ୍‌ମନ୍‌ ଜିସୁର୍‌ ସିକାଇବାଟା ସୁନିକରି କାବାଅଇଗାଲାଇ ।
34 When the Pharises had hearde how yt he had put the Saduces to silence they drewe to gedder
୩୪ଜିସୁ ସାଦୁକିମନ୍‌କେ ଚୁପ୍‌କରାଇ ରଇବାଟା ଜାନିକରି ପାରୁସିମନ୍‌ ସବୁଲକ୍‌ ଗଟେକ୍‌ ଅଇ ତାର୍‌ ଲଗେ ଆଇଲାଇ ।
35 and one of them which was a doctoure of lawe axed a question teptinge h m and sayinge:
୩୫ଆରି ସେମନର୍‌ ବିତ୍‌ରେଅନି ଗଟେକ୍‌ ନିୟମ୍‌ ସିକାଇବା ଦରମ୍‌ ଗୁରୁ ଜିସୁକେ ପାନ୍ଦେ ପାକାଇବାକେ ଗଟେକ୍‌ ପର୍‌ସନ୍‌ ପାଚାର୍‌ଲା ।
36 Master which is ye chefe comaundment in the lawe?
୩୬“ଏ ଗୁରୁ ମସାର୍‌ ଦରମ୍‌ ସାସ୍‌ତରର୍‌ ନିୟମ୍‌ ଇସାବେ ସବୁଟାନେଅନି କନ୍‌ ଆଦେସ୍‌ ମୁକିଅ?”
37 Iesus sayde vnto him: love the Lorde thy God wt all thine herte with all thy soule and with all thy mynde.
୩୭ଜିସୁ ତାକେ କଇଲା, “ତମର୍‌ ମାପ୍‌ରୁ, ପରମେସର୍‌କେ ପୁରାପୁରୁନ୍‌ ମନ୍‌ଦେଇ, ପୁରାପୁରୁନ୍‌ ଜିବନ୍‌ ଦେଇ, ପୁରାପୁରୁନ୍‌ ଚିନ୍ତା ସଙ୍ଗ୍‌ ତାକେ ମାନା ଆରି ଆଲାଦ୍‌ କରା ।
38 This is the fyrst and the chefe comaundement.
୩୮ଏଟା ଅଇଲାନି ସବୁର୍‌ଟାନେଅନି ଆଗତୁ ଆରି ମୁକିଅ ଆଦେସ୍‌ ।”
39 And ther is another lyke vnto this. Love thyne neghbour as thy selfe.
୩୯ତାର୍‌ ପଚର୍‌ ମୁକିଅ ଆଦେସ୍‌ ଅଇଲାନି, ତମର୍‌ ଲଗର୍‌ ପାକର୍‌ ଗରର୍‌ ଲକ୍‌ମନ୍‌କେ ନିଜ୍‌କେ ଆଲାଦ୍‌ କଲା ପାରା ଆଲାଦ୍‌ କରା ।
40 In these two commaundemetes hange all the lawe and the Prophetes.
୪୦ଏ ଦୁଇଟା ଆଦେସ୍‌ ଆକା ମସା କରିରଇବା ସବୁ ରିତିନିତି ଆରି ବବିସତ୍‌ବକ୍‌ତାମନର୍‌ ସିକିଆ ଜାନାଇଲାନି ।
41 Whyll the Pharises were gaddered togeder Iesus axed
୪୧କେତେଟା ପାରୁସିମନ୍‌ ଜିସୁର୍‌ ଲଗେ ରଇଲା ବେଲେ, ଜିସୁ ସେମନ୍‌କେ ପାଚାର୍‌ଲା ।
42 the sayinge: what thinke ye of Christ? Whose sonne is he? They sayde vnto him: the sonne of David.
୪୨“କିରିସ୍‌ଟ ମସିଅର୍‌ ବିସଇ, ତମେ କାଇଟା ବାବ୍‍ଲାସ୍‌ନି? ସେ କାର୍‌ ପଅ?” ସେମନ୍‌ କଇଲାଇ, “ସେ ଦାଉଦର୍‌ ପଅ ।”
43 He sayde vnto the: how then doeth David in spirite call him Lorde sayinge?
୪୩ଜିସୁ ପାଚାର୍‌ଲା, “ସେନ୍ତାର୍‌ ଆଲେ ଦାଉଦ୍‌ ମସିଅକେ ‘ମର୍‌ ମାପ୍‌ରୁ!’ ବଲି କାଇକେ ଜାନାଇ ଆଚେ?” କାଇକେବଇଲେ ଆତ୍‌ମା ଚାଲ୍‌ନା ଦେଲାକେ, ସେ ଲେକିଆଚେ,
44 The Lorde sayde to my Lorde syt on my right honde: tyll I make thyne enemyes thy fote stole.
୪୪ପର୍‌ମେସର୍‌ ମର୍‌ ମାପ୍‌ରୁକେ କଇଲା, “ଆମେ ତର୍‌ ସତ୍‌ରୁମନ୍‍କେ ତମର୍‍ ପାଦ୍‌ ତଲେ ନ ଆନ୍‌ବା ଜାକ ‘ତୁଇ ମର୍‌ ଉଜା ବାଟେ ବସି ରଅ ।’
45 Yf David call him Lorde: how is he then his sonne?
୪୫“ଜଦି ଦାଉଦ୍‌ ମସିଅକେ ‘ମର୍‌ ମାପ୍‌ରୁ’ ବଲି ନାମି ଆଚେ, ତେବେ ମସିଅ କେନ୍ତି ତାର୍‌ ପଅ ଅଇପାର୍‌ସି?”
46 And none coulde answere him ageyne one worde: nether dueste eny from that daye forth axe him eny moo questions.
୪୬ଜିସୁକେ ଇତିର୍‌ ଉତର୍‌ କେ ମିସା ଦେଇ ନାପାର୍‌ଲାଇ । ସେ ଦିନେଅନି, ଆରି ତାକେ କେ ମିସା କାଇ ପର୍‌ସନ୍‌ ପାଚାର୍‌ବାକେ ସାଆସ୍‌ କରତ୍‌ ନାଇ ।

< Matthew 22 >