< Matthew 2 >

1 When Iesus was borne at Bethleem in Iury in the tyme of Herode the kynge. Beholde there came wyse me from the eest to Ierusalem
ଏରଦ୍‌ ରାଜାର୍‌ ସାସନ୍‌ ବେଲେ, ଜିଉଦା ରାଇଜର୍‌ ବେତ୍‌ଲିଇମେ ଜିସୁ ଜନମ୍‌ ଅଇଲା । ଜନମ୍‌ ଅଇ ଚନେକ୍‌ ଜିବାକେ ପୁରୁବ୍‌ ଦେସର୍‌ କେତେଟା ତାରାର୍‍ ବିସଇ ପଡ୍‌ତେ ରଇବା ପଣ୍ଡିତ୍‌ମନ୍‌ ଜିରୁସାଲାମେ ଆସି ପାଚାର୍‌ଲାଇ,
2 saynge: Where is he yt is borne kynge of ye Iues? We have sene his starre in ye eest and are come to worship him.
“ଜନ୍‌ ପିଲା ଜିଉଦିମନର୍‌ ରାଜା ଅଇବାକେ ଜନମ୍‌ ଅଇଲାଆଚେ, ସେ କନ୍ତି ଆଚେ? କାଇକେବଇଲେ ଆମେ ପୁରୁବ୍‌ ଦେସେ ତାର୍‌ ତାରା ଦେକି ତାକେ ପୁଜା କର୍‌ବାର୍‌ ଆସିଆଚୁ ।”
3 When Herode ye kynge had herde thys he was troubled and all Ierusalem with hym
ପଣ୍ଡିତ୍‌ମନର୍‌ କାତା ସୁନି ଏରଦ୍‌ ରାଜା ଆରି ତାର୍‌ ସଙ୍ଗ୍‍ ରଇବା ଜିରୁସାଲାମର୍‌ ଲକ୍‌ମନ୍‌ ସବୁ କିଲ୍‌ବିଲ୍‌ ଅଇଗାଲାଇ ।
4 and he gathered all ye chefe Prestes and Scribes of the people and axed of them where Christ shulde be borne.
ଆରି ଏରଦ୍‌ ସବୁ ମୁକିଅ ପୁଜାରିମନ୍‌କେ ଆରି ସାସ୍‌ତର୍‌ ସିକାଉମନ୍‌କେ ଡାକାଇ କରି, “ମସିଅ ଜେ କି କିରିସ୍‌ଟ କନ୍‌ ଜାଗାଇ ଜନମ୍‌ ଅଇଆଚେ?” ସେଟା ସେମନର୍‌ତେଇ ଅନି ବୁଜ୍‌ବାକେ ଚେସ୍‌ଟା କଲା ।
5 And they sayde vnto hym: at Bethlee in Iury. For thus it is written by the Prophet.
ପଣ୍ଡିତ୍‌ମନ୍‌ ଏରଦ୍‌ ରାଜାକେ କଇଲାଇ, ଜିଉଦା ରାଇଜର୍‌ ବେତ୍‌ଲିଇମ୍‌ ଗଡେ, ଜନ୍‌ଟାକି ଗଟେକ୍‌ ବବିସତ୍‌ବକ୍‌ତା ଏନ୍ତାରି ଲେକିଆଚେ ।
6 And thou Bethleem in the londe of Iury art not the leest concernynge the Princes of Iuda. For out of the shall come the captayne that shall govern my people Israhel.
ଏ ଜିଉଦା ଦେସର୍‌ ବେତ୍‌ଲିଇମ୍‌, ତୁଇ ଜିଉଦା ରାଇଜର୍‌ ମୁକିଅ ଗଡ୍‍ମନର୍‌ତେଇ ଅନି ସାନ୍‌ ନଉଁସ୍‌, କାଇକେବଇଲେ ମର୍‌ ଇସ୍‌ରାଏଲର୍‌ ଲକ୍‌ମନ୍‌କେ ବାଟ୍‌ ଦେକାଇସି, ଏନ୍ତାରି ଗଟେକ୍‌ ସାସନ୍‌କାରିଆ ତର୍‌ତେଇଅନି ଉବଜ୍‌ସି ।
7 Then Herod prevely called the wyse men and dyligetly enquyred of them ye tyme of the starre that appered
ଏଟା ସୁନି କରି ଏରଦ୍‌ ରାଜା ସେ ପଣ୍ଡିତ୍‌ମନ୍‌କେ ଲୁଚ୍‌ତେ ଡାକାଇ, ତାରା କନ୍‌ ବେଲାଇ ଉଦିରଇଲା, ସେମନର୍‌ତେଇ ଅନି ଟିକ୍ ସଙ୍ଗ୍‌ ବୁଜିନେଲା ।
8 and sent the to Bethleem saynge: Goo and searche dyligetly for ye chylde. And when ye have founde hym bringe me worde yt I maye come and worshippe hym also.
ତାର୍‌ପଚେ ସେମନ୍‌କେ କଇ ପାଟାଇଲା, “ତମେ ଜାଆ ଆରି ବେତ୍‌ଲିଇମେ ସେ ପିଲାକେ ନିମାନ୍‌ କରି କଜିଦେକା, ଆରି ପିଲା ମିଲ୍‌ଲେସରି ମକେ ଜାନାଆ ମୁଇ ମିସା ଜାଇ ତାକେ ଦର୍‌ସନ୍‌ କର୍‌ବି ।”
9 When they had heard the kynge they departed: and lo the starre which they sawe in ye eeste went before them tyll it came and stode over the place where the chylde was.
ପଣ୍ଡିତ୍‌ମନ୍‌ ରାଜାର୍‌ କାତା ସୁନି ସେ ଜାଗାଇଅନି ବାରିଗାଲାଇ । ଗାଲାବେଲେ ଏଦେ ଦେକା! ସେମନ୍‌ ପୁରୁବ୍ ଦେସେ ଜନ୍‌ ତାରା ଦେକି ରଇଲାଇ, ସେ ତାରା ଆରି ତରେକ୍‌ ଡିସ୍‌ଲା ।
10 When they sawe the starre they were marvelously glad:
୧୦ସେମନ୍‌ ତାରା ଦେକି ବେସି ସାର୍‌ଦା ଅଇଗାଲାଇ । ତାରା ସେମନର୍‌ ଆଗେ ଜାଇକରି ଜିସୁ ରଇଲା ଜାଗାର୍‌ ଉପ୍‌ରେ ଅଟ୍‌କିଗାଲା ।
11 and went into the house and found the chylde with Mary hys mother and kneled doune and worshipped hym and opened their treasures and offred vnto hym gyftes gold frackynsence and myrre.
୧୧ପଣ୍ଡିତ୍‌ମନ୍‌ ସେ ଗର୍‌ ବିତ୍‌ରେ ପୁରି ପିଲାକେ ତାର୍‌ ମା ମରିୟମ୍‌ ସଙ୍ଗ୍‌ ରଇଲାଟା ଦେକି, ତାକେ ମାଣ୍ଡିକୁଟା ଦେଇ ଜୁଆର୍‌ କଲାଇ, ଆରି ଆନିରଇବା ସୁନା, କୁନ୍ଦୁୁରୁ ଆରି ଗନ୍ଦ୍‌ରସ୍‌ ବେଟି, ପିଲାକେ ଦେଲାଇ ।
12 And after they were warned of God in a dreame that they shuld not go ageyne to Herod they retourned into their awne countre another waye.
୧୨ପଚେ ସେମନ୍‌ ଏରଦର୍‌ ଲଗେ ଆରିତରେକ୍‌ ନ ଜାଇକରି ବିନ୍‌ ବାଟେ ନିଜର୍‌ ଦେସେ ବାଉଡି ଗାଲାଇ । କାଇକେବଇଲେ ଏରଦର୍‌ ଟାନେ ଆରିତରେକ୍‌ ବାଉଡି ନ ଜିବାକେ ପର୍‌ମେସର୍‌ ସେମନ୍‌କେ ସପ୍‍ନେ ଆଦେସ୍‌ ଦେଇରଇଲା ।
13 When they were departed: beholde the angell of the Lorde appered to Ioseph in dreame sayinge: aryse and take the chylde and his mother and flye into Egypte and abyde there tyll I brynge the worde. For Herod will seke the chylde to destroye hym.
୧୩ପଣ୍ଡିତ୍‌ମନ୍‌ ଗାଲାପଚେ, ପର୍‌ମେସରର୍‌ ଗଟେକ୍‌ ଦୁତ୍‌ ଜସେପ୍‌କେ ସପ୍‌ନେ ଦର୍‌ସନ୍‌ ଦେଇ କଇଲା, “ଉଟ୍‌, ପିଲାକେ ଆରି ତାକର୍‌ ଆୟାକେ ଦାରି ମିସର୍‌ ଦେସେ ଦାପ୍‌ରେ ଉଟିଜା । ଏରଦ୍‌ ପିଲାକେ ମରାଇବାକେ କଜିବୁଲ୍‌ସି । ମୁଇ ସେ ଜାଗା ଚାଡା ବଲି ନ କଇବା ଜାକ ତେଇସେ ରୁଆ ।”
14 The he arose and toke the chylde and his mother by night and departed into Egypte
୧୪ଏ କାତା ସୁନି ଜସେପ୍‌ ସେ ରାତି, ପିଲାକେ ଆରି ତାର୍‌ ମାକେ ଦାରି ମିସର୍‌ ଦେସେ ଉଟିଗାଲା ।
15 and was there vnto ye deeth of Herod to fulfill that which was spoken of the Lorde by ye Prophet which sayeth out of Egypte haue I called my sonne.
୧୫ଏରଦ୍‌ ରାଜା ମର୍‌ବା ଜାକ ମିସର୍‌ ଦେସେସେ ରଇଲାଇ, ଜେନ୍ତାର୍‌ କି ବବିସତ୍‌ବକ୍‌ତା କଇରଇଲା ମାପ୍‌ରୁର୍‌ ବାକିଅ ସିଦ୍‌ ଅଇଲା, ମର୍‌ ପିଲାକେ ମୁଇ ମିସର୍‌ ଦେସେଅନି ଡାକି ଆନ୍‌ଲି ।
16 Then Herod perceavynge yt he was moocked of the wyse men was excedynge wroth and sent forth and slue all the chyldren that were in Bethleem and in all the costes there of as many as were two yere olde and vnder accordynge to the tyme which he had diligetly searched oute of the wyse men.
୧୬ପୁରୁବ୍‌ ଦେସେଅନି ଆସିରଇଲା ପଣ୍ଡିତ୍‌ମନ୍‌ ତାକେ ନାଡାଇ କରି ଉଟିଗାଲାଇ ଆଚତ୍‌ ବଲି ଜାନି, ଏରଦ୍‌ ବେସି ରିସା ଅଇଗାଲା । ବେତ୍‌ଲିଇମ୍‌ ଆରି ସେ ଲଗେ ପାକେ ରଇବା ଦୁଇ ବରସ୍‌ ଅନି ତଲେ ରଇଲା ସବୁ ପିଲାମନ୍‌କେ ମରାଇବାକେ ଆଦେସ୍‌ ଦେଲା । ପଣ୍ଡିତ୍‌ମନର୍‌ ଟାନେଅନି ତାରା ଡିସ୍‌ତେ ରଇବା ବେଲା ସେ ଜାନିରଇଲା । ସେ ଇସାବେ ପିଲାମନର୍‌ ବରସ୍‌ ଟିକ୍‌ କରିରଇଲା ।
17 Then was fulfilled yt which was spoken by the Prophet Ieremy sayinge:
୧୭ଏନ୍ତି ଅଇଲାଜେ ଜିରିମିୟ ବବିସତ୍‌ବକ୍‌ତା କଇଲା ଏ ବାକିଅ ପୁରାପୁରୁନ୍‌ ଅଇଲା । ସେ ଏନ୍ତି କଇରଇଲା,
18 On the hilles was a voyce herde mornynge wepynge and greate lamentacion: Rachel wepynge for her chyldren and wolde not be conforted because they were not.
୧୮ରାମା ନାଉଁର୍‌ ସଅରେ ମାର୍‌ଚପ୍‌ ଅଇ କାନ୍ଦ୍‌ବାଟା ସୁନି ଅଇଲାନି, ରାଏଲ୍‌ ତାର୍‌ ପିଲାମନର୍‌ ପାଇ କାନ୍ଦ୍‌ଲାନି । ତାକେ ଜେତେକ୍‌ ବୁଜାଇଲେ ମିସା ବୁଜେନାଇ । କାଇକେବଇଲେ ତାର୍‌ ପିଲାମନ୍‌ ସବୁ ମରିଜାଇରଇଲାଇ ।
19 When Herode was deed: beholde an angell of ye Lorde appered in a dreame to Ioseph in Egypte
୧୯ଏରଦ୍‌ ମଲାପଚେ, ଏଦେ ଦେକା! ମାପ୍‌ରୁର୍‌ ଗଟେକ୍‌ ଦୁତ୍‌ ମିସର୍‌ ଦେସେ ଜସେପ୍‌କେ ଦର୍‌ସନ୍‌ ଦେଇ କଇଲା,
20 sayinge: arise and take ye chylde and his mother and go into ye londe of Israel. For they are deed which sought ye chyldes life.
୨୦“ଉଟ୍‌ ଆରି ବାରଇକରି, ଦୁଇ ମାଆ ପିଲାକେ ଇସ୍‌ରାଏଲ୍‌ ଦେସେ ଦାରିଜା । କାଇକେବଇଲେ ଜନ୍‌ ଲକ୍‌ମନ୍‌ କି ପିଲାର୍‌ ଜିବନ୍‌ ନେବାକେ ଚେସ୍‌ଟା କର୍‌ତେରଇଲାଇ, ସେମନ୍‌ ମରିଗାଲାଇ ଆଚତ୍‌ ।”
21 The he arose vp and toke ye chylde and his mother and cam into the londe of Israhel.
୨୧ଜସେପ୍‌ ଏ କାତା ସୁନି ଜିସୁ ଆରି ତାର୍‌ ମାଆ ମରିୟମ୍‌ ସଙ୍ଗ୍‍ ବାରଇକରି ଇସ୍‌ରାଏଲ୍‌ ଦେସେ ବାଉଡି ଆଇଲାଇ ।
22 But whe he hearde yt Archelaus did raygne in Iury in ye roume of his father Herode he was afrayde to goo thither. Not withstondynge after he was warned of god in a dreame he turned a syde into ye parties of Galile
୨୨ମାତର୍‌ ଜସେପ୍‌, ଏରଦର୍‌ ପଚେ ତାର୍‌ ପଅ ଆର୍‌କିଲାୟ ଜିଉଦା ରାଇଜର୍‌ ରାଜା ଅଇଆଚେ ବଲି ସୁନିକରି ତେଇ ଜିବାକେ ଡର୍‍ଲା ।
23 and wet and dwelt in a cite called Nazareth to fulfill yt which was spoken by ye Prophetes: he shalbe called a Nazarite
୨୩ମାତର୍‌ ଆରିଗଟେକ୍‌ ବିନ୍‌ ସପନ୍‌ ଇସାବେ ଗାଲିଲି ଦେସେ ଜାଇକରି ନାଜରିତ୍‌ ନାଉଁର୍‌ ଗଡେ ବାସା ଅଇ ରଇଲା । ଜେନ୍ତାର୍‌ କି ବବିସତ୍‌ବକ୍‌ତା କଇଲା ଏ ବାକିଅ ସିଦ୍‌ ଅଇଲା । ସେ ଏନ୍ତି ବଲି କଇରଇଲା, “ସେ ନାଜରିତିୟା ବଲି ଡାକ୍‌ପୁଟା ଅଇସି ।”

< Matthew 2 >