< Matthew 16 >

1 Then came the pharises and saduces and did tempte him desyringe him to shewe them some signe from heve.
ଦିନେକ୍‌ କେତେଟା ପାରୁସିମନ୍‌ ଆରି ସାଦୁକିମନ୍‌ ଜିସୁର୍‌ ଦସ୍‌ ଦାର୍‌ବାକେ ତାର୍‌ ଲଗେ ଆଇଲାଇ । ସେମନ୍‌ ତାକେ କଇଲାଇ, “ପର୍‌ମେସର୍‌ ତକେ ବାଚ୍‌ଲା ଆଚେ ବଲି ଆମେ ଜାନ୍‌ବାକେ, ତୁଇ ଗଟେକ୍‌ ସରଗର୍‌ କାବାଅଇଜିବା ଚିନ୍‌ ଦେକା ।”
2 He answered and sayde vnto the. At even ye saye we shall have fayre wedder and yt because ye skye is reed:
ଜିସୁ କଇଲା, “ତମେ ସଞ୍ଜ୍‌ ବେଲାଇ ବାଦଲ୍‌ ରଙ୍ଗ୍‌ ଡିସ୍‌ଲେ ପାଗ୍‌ ବଲ୍‌ ଅଇସି ବଲି କଇସା,
3 and in the morninge ye saye to daye shalbe foule wedder and that because the skye is cloudy and reed. O ye ypocrites ye can discerne ye fassion of the skye: and can ye not discerne ye signes of the tymes?
ଆରି ସାକାଲ୍‌ ବେଲାଇ ରଙ୍ଗ୍‌ ଆରି ଆନ୍ଦାର୍‌ ଡିସ୍‌ଲେ ପାନି ମାର୍‌ସି ବଲି ଜାନାସ୍‌ । ବାଦଲ୍‌ ଦେକି ପାଗର୍‌ କାତା ଆଗ୍‌ତୁ ଜାନ୍‌ସା । ମାତର୍‌ ଆଜିକାଲିର୍‌ ଡିସ୍‍ବା ଚିନ୍‌ ତମେ ବୁଜିନାପାରାସ୍‌ ।
4 The frowarde nacion and advoutrous seketh a signe and there shall non other signe be geven vnto them but the signe of the prophet Ionas. So lefte he them and departed.
ଏ ଜୁଗର୍‌ ଲକ୍‌ମନ୍‌ କେଡେ କାରାପ୍‌ ଆରି ପରମେସର୍‌କେ ବିସ୍‌ବାସ୍‌ ନ କରୁମନ୍‌! ତମେ ଗଟେକ୍‌ କାବାଅଇଜିବା କାମ୍‌ ଦେକ୍‍ବାକେ କଇଲାସ୍‌ନି? ମାତର୍‌ ନାଇ, ଜୁନସର୍‌ ଜିବନେ ଗଟ୍‌ଲାଟା ଚାଡି ଆରି ଗଟେକ୍‌ ମିସା କାବାଅଇଜିବା କାମ୍‌, ତମେ ମର୍‌ତେଇ ଦେକିନାପାରାସ୍‌ ।” ଏଟା କଇ ଜିସୁ ସେମନ୍‌କେ ଚାଡି ଉଟିଗାଲା ।
5 And when his disciples were come to the other side of the water they had forgotte to take breed with the.
ସିସ୍‌ମନ୍‌ ଗାଡ୍‌ ସେପାଟେ ଜିବାବେଲେ ରୁଟି ନେବାକେ ପାସ୍‌ରି ଜାଇରଇଲାଇ ।
6 Then Iesus sayd vnto them: Take hede and beware of the leve of ye Pharises and of ye Saduces.
ଜିସୁ ସେମନ୍‌କେ କଇଲା, “ଜାଗ୍‌ରତ୍‌, ପାରୁସି ଆରି ସାଦୁକିମନର୍‌ କମିର୍‌ତେଇଅନି ତରିକ୍‌ନା ଅଇ ରୁଆ ।”
7 And they thought in them selves sayinge: because we have brought no breed with vs.
ସେମନ୍‌ ନିଜର୍‌ ନିଜର୍‌ ବିତ୍‌ରେ କୁଆ ବଲା ଅଇଲାଇ, “ଆମେ ରୁଟି ଆନି ନ ରଇଲାର୍‌ ପାଇ ସେ ଏନ୍ତାରି କଇଲାନି ।”
8 When Iesus vnderstode that he sayd vnto the. O ye of lytell faith why are youre mindes cumbred because ye have brought no breed?
ସେମନ୍‌ କାଇଟା କଇତେ ରଇଲାଇ ସେଟା ଜାନି ଜିସୁ ସେମନ୍‌କେ କଇଲା, “ତମର୍‌ ଲଗେ ରୁଟି ନାଇ ବଲି କାଇକେ କୁଆବଲା ଅଇଲାସ୍‌ନି? ତମର୍‌ ବିସ୍‌ବାସ୍‌ କେତେ ଦୁର୍‌ବଲ୍‌ ।
9 Do ye not yet perceave nether remeber those. v. loves when there were. v. M. men and how many baskettes toke ye vp?
ଏବେ ଜାକ ତମେ ବୁଜାସ୍‌ ନାଇ କି? ପାଁଚ୍‌ ଅଜାର୍‌ ଲକ୍‌ମନର୍‌ ବିତ୍‌ରେ ମୁଇ ପାଁଚ୍‌ଟା ରୁଟି ବାଟାକରି ରଇବା କାତା ତମେ କାଇ ପାସ୍‌ରି ଗାଲାସ୍‌ କି? ସେଡ୍‌କିବେଲେ ତମେ କେତେଟା ଡାଲାଇ ବର୍‌ତି କରି ରଇଲାସ୍‌?
10 Nether the. vii. loves when there were. iiiii. M. and how many baskettes toke ye vp?
୧୦ଆରି ଚାରି ଅଜାର୍‌ ଲକ୍‌କେ ସାତ୍‌ଟା ରୁଟିର୍‌ କାତା ମନେ ନାଇ କି? ସେଡ୍‌କିବେଲେ କେତେ ଡାଲା ବର୍‌ତି କରି ରଇଲାସ୍‌?
11 Why perceave ye not then yt I spake not vnto you of breed whe I sayde beware of the leven of the Pharises and of the Saduces?
୧୧“ମୁଇ ରୁଟିର୍‍ ବିସଇ ନ କଇତେ ରଇଲି, ତମେ କେନ୍ତି ବୁଜାସ୍‌ ନାଇ? ମୁଇ କଇଲିନି, ପାରୁସି ଆରି ସାଦୁକିମନର୍‌ କମିର୍‌ ପାରା ସିକିଆ ତେଇଅନି ତରିକ୍‌ନା ଅଇ ରୁଆ ବଲି ।”
12 The vnderstode they how that he bad not them beware of the leven of breed: but of the doctrine of the Pharises and of the Saduces.
୧୨ସେଡ୍‌କିବେଲେ ସିସ୍‌ମନ୍‌ ବୁଜି ପାର୍‌ଲାଇ ଜେ, ଜିସୁ ରୁଟିର୍‌ କମିରର୍‌ କାତା ନ କଇତେ ରଇଲା, ମାତର୍‌ ପାରୁସି ଆରି ସାଦୁକିମନର୍‌ ସିକିଆ ତେଇ ତରିକ୍‌ନା ଅଇ ରୁଆ ବଲି କଇରଇଲା ।
13 When Iesus cam in to the costes of the cite which is called Cesarea Philippi he axed his disciples sayinge: whom do men saye yt I the sonne of ma am?
୧୩ଜିସୁ କାଇସେରିଆ ପିଲିପି ଗଡ୍‌ ପାକାପାକି ଜାଗାଇ ଗାଲା ପଚେ ସିସ୍‌ମନ୍‌କେ ପାଚାର୍‌ଲା, “ନର୍‌ପିଲା କେ ବଲି ଲକ୍‌ମନ୍‌ କାଇଟା କଇଲାଇନି?”
14 They saide some saye yt thou arte Ihon Baptist some Helias some Ieremias or one of ye prophetes.
୧୪ସେମନ୍‌ କଇଲାଇ, “କେତେ ଲକ୍‌ କଇଲାଇନି, ସେ ଡୁବନ୍‌ ଦେଉ ଜଅନ୍‌ । ଆରି କେତେ ଲକ୍‌ ‘ସେ ଏଲିୟ’, ବିନ୍‌ ଲକ୍‌ମନ୍‌ କଇଲାଇନି, ‘ସେ ଜିରିମିୟ ନଇଲେ ବବିସତ୍‌ବକ୍‌ତାମନର୍‌ତେଇଅନି ଗଟେକ୍‌ ଲକ୍‌’ ।”
15 He sayde vnto the: but who saye ye yt I am?
୧୫ଜିସୁ ପାଚାର୍‌ଲା, “ମୁଇ କେ ବଲି ତମେ କାଇଟା ବଇଲାସ୍‌ନି?”
16 Simo Peter answered and sayde: Thou arte Christ ye sonne of the lyvinge God.
୧୬ସିମନ୍‌ ପିତର୍‌ କଇଲା, “ତମେ କିରିସ୍‌ଟ, ମସିଅ, ଜିବନ୍‌ ରଇବା ପରମେସରର୍‌ ପିଲା ।”
17 And Iesus answered and sayde to him: happy arte thou Simon the sonne of Ionas for fleshe and bloud hath not opened vnto the yt but my father which is in heve.
୧୭ଜିସୁ କଇଲା, “ନିମାନ୍‌, ଜୁନସର୍‌ ପିଲା, ପିତର୍‌! ଏଟା ସତ୍‌, ତୁଇ ମୁନୁସର୍‌ଟାନେ ଅନି କଉସ୍‌ ନାଇ । ମର୍‌ ସରଗର୍‌ ବାବା ତକେ ଜାନାଇଲାକେ ତୁଇ କଇଲୁସ୍‌ ।
18 And I saye also vnto the yt thou arte Peter: and apon this rocke I wyll bylde my congregacion. And the gates of hell shall not prevayle ageynst it. (Hadēs g86)
୧୮ସେଟାର୍‌ପାଇ ମୁଇ ତକେ କଇଲିନି, ତୁଇ ପିତର୍‌, ଜାର୍‌ ଅରତ୍‌ କି ପାକ୍‌ନା । ଏ ପାକ୍‌ନା ଉପ୍‌ରେ ମୁଇ ମର୍‌ ମଣ୍ଡଲି ତିଆର୍‌ କର୍‌ବି । ଜେନ୍ତିକି ମରନ୍‌ ପାରା ବପୁ ମିସା ତାକେ କାଇ କରିନାପାରେ । (Hadēs g86)
19 And I wyll geve vnto the the keyes of the kyngdom of heven: and whatsoever thou byndest vpon erth shall be bounde in heven: and whatsoever thou lowsest on erthe shalbe lowsed in heven.
୧୯“ମୁଇ ତକେ ସରଗ୍‌ ରାଇଜର୍‌ କୁଚିକାଡି ଦେବି । ତୁଇ ଜାଇଟା ଜଗତେ ନାଇ ବଲ୍‌ସୁ, ସେଟା ସରଗେ ମିସା ନାଇ ଅଇସି । ତୁଇ ଜଗତେ ଜାଇଟା କରା ବଲି କଇସୁ ସେଟା ସର୍‌ଗେ ମିସା କରାଅଇସି ।”
20 Then he charged his disciples yt they shulde tell no man yt he was Iesus Christ.
୨୦ସେ ମସିଅ ବଲି କାକେ ନ କଇବାକେ, ସିସ୍‌ମନ୍‌କେ ଡାଟ୍‌କଲା ।
21 From yt tyme forth Iesus began to shewe vnto his disciples how yt he must go vnto Ierusalem and suffer many thinges of ye Elders and of ye hye prestes and of the scribes and must be killed and ryse agayne ye thirde daye.
୨୧ସେବେଲେଅନି ଜିସୁ ସିସ୍‌ମନ୍‌କେ ବୁଜ୍‌ଲାପାରା କଇବାର୍‌ ଦାର୍‌ଲା, “ମୁଇ ଜିରୁସାଲାମ୍‌ ଜାଇ ଦରମ୍‌ଗୁରୁମନ୍‌, ମୁକିଅ ପୁଜାରିମନ୍‌ ଆରି ପାର୍‌ଚିନ୍‌ମନର୍‌ଟାନେ ବେସି କସ୍‌ଟ ପାଇବି । ସାରାସାରି ମକେ ମରାଇବାଇ, ମାତର୍‌ ତିନ୍‌ ଦିନ୍‌ ଗାଲାପଚେ ମୁଇ ଆରି ତରେକ୍‌ ଜିବନ୍‌ ଅଇ ଉଟ୍‌ବି ।”
22 But Peter toke him asyde and began to rebuke him sayinge: master faver thy sylfe this shall not come vnto the.
୨୨ପିତର୍‌ ଜିସୁକେ ଅଁତ୍‌ରେ ଡାକିନେଇ ସେନ୍ତି ନ ଅ ବଲି ଦମ୍‌କାଇଲା । “ପର୍‌ମେସର୍‌ ତମ୍‌କେ କାଇଟା ନ କର, ମାପ୍‌ରୁ, ତମ୍‍କେ ଏ ସବୁ କେବେ ମିସା ନଅ ।”
23 Then tourned he aboute and sayde vnto Peter: come after me Satan thou offendest me because thou sauourest not godly thinges but wordly thinges
୨୩ଜିସୁ ପାସ୍‌ଲି କରି କଇଲା, “ମର୍‌ ମୁଆଟେଅନି ଦୁରିକେ ଜା ସଇତାନ୍‌ । ତୁଇ ମର୍‌ ବାଟ୍‌ ଚୁଟିଦେଲୁସ୍‌ନି । ମକେ ନିଚୁ ବଲି କଅ ନାଇ । କାଇକେ ବଇଲେ ତମର୍‌ ଚିନ୍ତା ମୁନୁସ୍‌ମନର୍‌ତେଇଅନି, ପର୍‌ମେସରର୍‌ତେଇ ଅନି ନାଇ ।”
24 Iesus then sayde to his disciples. If eny man wyll folowe me leet him forsake him sylfe and take vp his crosse and folowe me.
୨୪ତାର୍‌ପଚେ ଜିସୁ ସିସ୍‌ମନ୍‌କେ କଇଲା, “କେ ମିସା ମର୍‌ ସଙ୍ଗ୍‍ ଆଇବାକେ ମନ୍‍ କଲେ, ନିଜର୍‌ ମନ୍‍ କଲାଟା ସବୁ ଚାଡିଦେଇ, ନିଜର୍‌ କୁର୍‌ସ ବଇବାକେ ଅଇସି, ଆରି ମର୍‌ ପଚେ ପଚେ ଇଣ୍ଡ୍‌ବାକେ ଅଇସି ।
25 For who soever wyll save his lyfe shall loose it. And whosoever shall loose his lyfe for my sake shall fynde it.
୨୫କାଇକେ ବଇଲେ କେ ମିସା ନିଜର୍‌ ଜିବନ୍‌ ରକିଆ କର୍‌ବାକେ ମନ୍‍ କର୍‌ସି ବଇଲେ, ସେଟା ସେ ଆରାଇସି, ମାତର୍‌ ଜେ ମର୍‌ ଲାଗି ଜିବନ୍‌ ଦେଇସି, ସେ ସତଇସେ ସେଟା ରକିଆ କର୍‌ସି ।
26 What shall it proffet a man though he shulde wynne all the whoole worlde: yf he loose his owne soule? Or els what shall a man geve to redeme his soule agayne with all?
୨୬ଜଦି ଗଟେକ୍‌ ଲକ୍‌, ଗୁଲାଇ ଜଗତ୍‌ ଜିତିକରି ନିଜର୍‌ ଜିବନ୍‌ ଆରାଇଦେଇସି ବଇଲେ ସେଟା କାଇ ଲାବ୍‌? ଜିବନ୍‌ ବାଉଡାଇ ପାଇବାକେ ଆଲେ ସେ କାଇଟା ମିସା ଦେଇ ନାପାରେ ।
27 For the sonne of man shall come in the glory of his father wt his angels: and then shall he rewarde every man accordinge to his dedes.
୨୭ନର୍‌ପିଲା ମୁଇ ବାବା ପର୍‌ମେସରର୍‌ ଡାକ୍‌ପୁଟା ପାଇ ସରଗ୍‌ ଦୁତ୍‌ମନର୍‌ ସଙ୍ଗ୍‌ ଆରି ତରେକ୍‌ ଆଇବି । ସେଡ୍‌କି ବେଲେ ମୁଇ ସବୁ ଲକର୍‌ କରିରଇବା କାମ୍‌ ଦେକି ପୁରୁସ୍‌କାର୍‌ ଦେବି ।
28 Verely I saye vnto you some ther be amonge them that here stonde which shall not taste of deeth tyll they shall have sene the sonne of man come in his kyngdomen.
୨୮ମୁଇ ତମ୍‌କେ ସତ୍‌ କଇଲିନି, ନର୍‌ପିଲା ମୁଇ ମର୍‌ ରାଇଜେ ରାଜା ଅଇ ଆଇବା ଜାକ, ଇତି ରଇଲା କେତେ ଲକ୍‌ ନ ମରତ୍‌ ।”

< Matthew 16 >