< Mark 16 >

1 And when ye saboth daye was past Mary Magdalen and Mary Iacobi and Salome bought odures that they myght come and anoynt him.
ବିସ୍‌ରାମ୍‌ବାର୍‌ ସାର୍‌ଲା ତାର୍‌ ଆର୍‌କର୍‌ ଦିନେ ମଗ୍‌ଦଲିନି ମରିୟମ୍‌, ଜାକୁବର୍‌ ମାଆ ମରିୟମ୍‌ ଆରି ସଲମି, ଜିସୁର୍‌ ମଲା ଗାଗ୍‌ଡେ ଲାଗାଇବାକେ ବାସ୍‌ନା ଚିକନ୍‌ ଗେନିଆନ୍‌ଲାଇ ।
2 And erly in the morninge the nexte daye after the saboth day they came vnto the sepulcre when the sunne was rysen.
ରଇବାର୍‌ ଦିନର୍‌ ସାକାଲ୍‌ ସାକାଲ୍‌ ସେମନ୍‌ ତାର୍‌ ଗାଗଡ୍‌ ସଙ୍ଗଇଲା ଜାଗାକେ ଜାଇତେରଇଲାଇ । ସେବେଲେ ବେଲ୍‌ ଉଦି ଆଇତେରଇଲା ।
3 And they sayd one to another: who shall rolle vs awaye the stone from the dore of the sepulcre?
ସେମନ୍‌ ନିଜର୍‌ ନିଜର୍‌ ବିତ୍‌ରେ “ଜିସୁର୍‌ ଗାଗଡ୍‌ ସଙ୍ଗଇରଇଲା ମୁଆଟର୍‌ ବଡ୍‌ ଚାଚଡା ପାକ୍‌ନା ଆମର୍‌ ପାଇ କେ ଗୁଚାଇଦେଇସି ତେବେ?” ବଲି କାତା ଅଇତେରଇଲାଇ ।
4 And when they looked they sawe how the stone was rolled awaye: for it was a very greate one.
ସେମନ୍‌ ସେ ଜାଗାଇ କେଟିକରି ଦେକ୍‌ଲାବେଲେ, ଏଦେ ଦେକା! ସେ ବଡ୍‌ ଚାଚଡା ପାକ୍‌ନା ଗୁଚିଜାଇରଇଲା ।
5 And they went into the sepulcre and sawe a yonge man syttinge on the ryght syde cloothed in a longe whyte garmet and they were abasshed.
ସେବେଲା ସେମନ୍‌ ସେ ଜାଗା ବିତ୍‌ରେ ପୁରିକରି ଦେକ୍‌ଲାବେଲେ ଗଟେକ୍‌ ବିଜ୍‌ଲି ପାରା ଜଗ୍‌ଜଗି ଜାଇତେରଇବା ଦବ୍‌ ପଚିଆ ପିନ୍ଦିରଇବା ଦାଙ୍ଗ୍‌ଡା, ଜିସୁର୍‌ ମଡ୍‌ ସଙ୍ଗଇରଇଲା ଜାଗାର୍‍ ଉଜାବାଟେ ବସିରଇଲା । ସେଟା ଦେକି ସେମନ୍‌ ବେସି ଡରିଜାଇ କାବା ଅଇଗାଲାଇ ।
6 And he sayd vnto the be not afrayed: ye seke Iesus of Nazareth which was crucified. He is rysen he is not here. Beholde the place where they put him.
ମାତର୍‌ ସେ ଲକ୍‌ ସେମନ୍‌କେ କଇଲା, “ଡରାନାଇ, ତମେ କୁର୍‌ସେ ମଲା ନାଜରିତ୍‌ ଗଡର୍‌ ଜିସୁ କିରିସ୍‌ଟକେ କଜ୍‌ଲାସ୍‌ନି କି? ସେ ଇତି ନାଇନି, ଏବେ ମଲାଟାନେଅନି ଉଟ୍‌ଲା ଆଚେ । ତାର୍‌ ମଡ୍‌ ସଙ୍ଗଇଲା ଜାଗା ଦେକା ।” ବଲି କଇଲା ।
7 But go youre waye and tell his disciples and namely Peter: he will goo before you into Galile: there shall ye se him as he sayde vnto you.
“ତମେ ଜାଇକରି ତାର୍‌ ସିସ୍‌ମନ୍‌କେ ଆରି ପିତର୍‌କେ ବାଇଦରେ କୁଆ, ତମେ ଜିବା ଆଗ୍‌ତୁ ଜିସୁ ଗାଲିଲି ଗଡେ ଗାଲା ଆଚେ । ସେ ତମ୍‌କେ ଜେନ୍ତି କଇରଇଲା, ସେନ୍ତିସେ ଗାଲିଲି ଗଡେ ତାକେ ଦେକ୍‌ସା ।” ବଲି କଇଲା ।
8 And they went oute quickly and fleed from the sepulcre. For they trembled and were amased. Nether sayd they eny thinge to eny man for they were afrayed.
ସେ ମାଇଜିମନ୍‌ ବେସି କାବା ଅଇଜାଇ, ତର୍‌ତରି ଜାଇକରି ସେ ଜାଗାଇଅନି ବାରଇକରି ପାଲାଇଲାଇ ଆରି ସେମନ୍‌ ବେସି ଡରିଜାଇକରି କାକେ ମିସା କାଇବଲି କଅତ୍‌ନାଇ ।
9 (note: The most reliable and earliest manuscripts do not include Mark 16:9-20.) When Iesus was rysen the morow after ye saboth daye he appered fyrst to Mary Magdalen oute of whom he cast seven devyls.
(note: The most reliable and earliest manuscripts do not include Mark 16:9-20.) ଜିସୁ ମଲାଟାନେଅନି ଉଟ୍‌ଲା ଆଟର୍‌ ପର୍‌ତୁମ୍‌ ଦିନର୍‌ ସାକାଲେ ଜନ୍‌ ମାଇଜିଟାନେଅନି ଜିସୁ ସାତ୍‌ଟା ଡୁମାମନ୍‌କେ କେଦିରଇଲା, ମଗ୍‌ଦଲିନି ନାଉଁର୍‌ ମରିୟମ୍‌କେ ପର୍‌ତୁମ୍‌ ଦେକାଇଅଇଲା ।
10 And she wet and toolde them that were with him as they morned and weapte.
୧୦ସେ ମାଇଜି ତେଇଅନି ଜାଇକରି, ଦୁକ୍‌ଅଇ କରି କାନ୍ଦ୍‌ତେ ରଇଲା ଜିସୁର୍‌ ସିସ୍‌ମନ୍‌କେ କଇଲା,
11 And when they herde that he was alyve and he had appered to hyr they beleved it not.
୧୧“ଜିସୁ ମଲାତେଇଅନି ଉଟ୍‌ଲା ଆଚେ ଆରି ମୁଇ ତାକେ ନିଜେ ଦେକିଆଚି ।” ବଲି କଇଲା । ସିସ୍‌ମନ୍‌ ତାକେ ମୁଲ୍‌କେ ବିସ୍‌ବାସ୍‌ କରତ୍‌ ନାଇ ।
12 After that he appered vnto two of them in a straunge figure as they walked and went into the country.
୧୨ତାର୍‌ପଚେ ଦୁଇଟା ସିସ୍‌ମନ୍‌ ଗଟେକ୍‌ ଗାଏଁ ଜିବାବେଲେ ଜିସୁ ସେମନ୍‌କେ ବିନ୍‌ ରୁପେ ଦେକାଇଅଇଲା । ସିସ୍‌ମନ୍‌ ତାକେ ଚିନି ନାପାର୍‌ଲାଇ ।
13 And they went and toolde it to the remnaunt. And they beleved them nether.
୧୩ସେ ଦୁଇଟା ସିସ୍‌ମନ୍‌ ବାଉଡିଆସିକରି ବିନ୍‌ ସିସ୍‌ମନ୍‌କେ ଏ କାତା କଇଲାଇ । ଏନ୍ତି କଇଲେ ମିସା ସିସ୍‌ମନ୍‌ ତାକର୍‌ କାତା ବିସ୍‌ବାସ୍‌ କରତ୍‌ ନାଇ ।
14 After that he appered vnto the eleve as they sate at meate: and cast in their tethe their vnbelefe and hardnes of herte: be cause they beleued not them which had sene him after his resurreccio.
୧୪ତାର୍‌ପଚେ ଏଗାର୍‌ଟା ସିସ୍‌ମନ୍‌ କାଇବାବେଲେ ଜିସୁ ସେମନ୍‌କେ ଦେକାଇଅଇଲା । ଜିସୁ ମଲାଟାନେଅନି ଉଟ୍‌ଲାଟା ଦେକିରଇଲା ଲକ୍‌ମନ୍‌ କଇଲା କାତା ବିସ୍‌ବାସ୍‌ ନ କରି, ସେମନର୍‌ ମନ୍‌ ଆଁଟ୍‌ କଲାର୍‌ ଲାଗି ସେମନ୍‌କେ ଲାଗ୍‌ଲା ।
15 And he sayd vnto them: Goo ye in to all the worlde and preache the glad tyges to all creatures
୧୫ଜିସୁ ସେମନ୍‌କେ କଇଲା, “ତମେ ଏ ଦୁନିଆର୍‌ ଗୁଲାଇବାଟେ ଜାଇକରି ସବୁ ଲକ୍‌ମନ୍‌କେ ମର୍‌ ନିମାନ୍‌ କାତା କୁଆ ।
16 he that beleueth and is baptised shall be saved. But he that beleveth not shalbe dampned.
୧୬ଜେ ଜେ ଏ ନିମାନ୍‍ କାତା ବିସ୍‌ବାସ୍‌ କରି ଡୁବନ୍‌ ନେବାଇ, ସେମନ୍‌ ପାପେଅନି ରକିଆ ପାଇବାଇ, ମାତର୍‌ ଜେ ଜେ ଏ ନିମାନ୍‍ କାତା ବିସ୍‌ବାସ୍‌ ନ କରତ୍‌, ପର୍‌ମେସର୍‌ ସେମନ୍‌କେ ଡଣ୍ଡ୍‌ ଦେଇସି ।
17 And these signes shall folowe them that beleve: In my name they shall cast oute devyls and shall speake with newe tonges
୧୭ଆରି ବିସ୍‌ବାସି ଲକ୍‌ମନ୍‌ ମର୍‌ ନାଉଁ ଦାରି ଡୁମାମନ୍‌କେ ବାର୍‌କରାଇ କେଦିଦେବାଇ ଆରି ନାଜାନିରଇବା ବାସାଇ କାତା ଅଇବାଇ । ଏନ୍ତି ବିସ୍‌ବାସ୍‌ କର୍‌ବା ଲକ୍‌ମନର୍‌ଟାନେ ଗଟେକ୍‌ ଚିନ୍‌ ପାରା ଅଇସି ।
18 and shall kyll serpentes. And yf they drinke eny dedly thinge yt shall not hurte the. They shall laye their hondes on ye sicke and they shall recover.
୧୮ସେମନ୍‌ ନାଜାନିକରି ସାଁପ୍‌ ଆତେ ଦାର୍‌ଲେ କି ବିସ୍‌ କାଇଲେ ନ ମରତ୍‌ । ଜର୍‌ଦୁକାର୍‌ ଲକ୍‌ମନ୍‌କେ ଆତ୍‌ ଚିଇ କରି ପାର୍‌ତନା କଲେ, ସେଲକ୍‌ମନ୍‌ ନିମାନ୍‌ ଅଇଜିବାଇ” ବଲି କଇଲା ।
19 So then when the lorde had spoken vnto them he was receaued into heauen and is set doune on the ryght honde of God.
୧୯ମାପ୍‌ରୁ ଜିସୁ ଏ ସବୁ କାତା ସେମନ୍‌କେ କଇ ସାରାଇଲା ପଚେ, ପର୍‌ମେସର୍‌ ତାକେ ସର୍‌ଗେ ଦାରିଗାଲା ଆରି ପର୍‌ମେସର୍‌ ସନ୍‌ମାନ୍‌ ଜାଗାଇ ବସ୍‌ଲା ।
20 And they went forth and preached every where. And the Lorde wrought with them and confirmed the worde with miracles that folowed.
୨୦ତାର୍‌ପଚେ ତାର୍‌ ସିସ୍‌ମନ୍‌ ଜାଇକରି ଏ ଦୁନିଆର୍‌ ଗୁଲାଇବାଟେ ମାପ୍‌ରୁ ଜିସୁର୍‌ ନିମାନ୍‌ କାତା କଇଲାଇ ଆରି ମାପ୍‌ରୁ ତାକର୍‌ ସଙ୍ଗ୍‍ ରଇକରି କାବାଅଇଜିବା ବିନ୍‌ ବିନ୍‌ କାମ୍‌ କଲା । ଏନ୍ତାରି ସେମନ୍‌ କଇବା କାତା ସତ୍‌ ବଲି ଦେକାଇଦେଲା ।

< Mark 16 >