< John 9 >

1 And as Iesus passed by he sawe a man which was blynde from his birth.
ଦିନେକ୍‌ ଜିସୁ ଜିବାବେଲେ ଗଟେକ୍‌ ଜନ୍‌ମେଅନି କାଣା ରଇଲା ଲକ୍‌କେ ଦେକ୍‌ଲା ।
2 And his disciples axed him sayinge. Master who dyd synne: this man or his father and mother that he was borne blynde?
ଆରି ତାର୍‌ ସିସ୍‌ମନ୍‌ ତାକେ ପାଚାର୍‌ଲାଇ, “ଏ ଗୁରୁ କେ ପାପ୍‌ କଲାଇଜେ ଏ ଲକ୍‌ କାଣାଅଇ ଜନମ୍‌ ଅଇଲା? ସେ ନିଜେ କି ତାର୍‌ ବାବା ମାଆର୍‌ ପାପର୍‌ ଲାଗି?”
3 Iesus answered: Nether hath this man synned nor yet his father and mother: but that the workes of God shuld be shewed on him.
ଜିସୁ କ‍ଇଲା, “ତାର୍‌ କି ତାର୍‌ ବାବା ମାଆର୍‌ କାଇ ପାପ୍‌ଦସ୍‌ ନାଇ । ପର୍‌ମେସରର୍‌ ବପୁ ତାର୍‌ଟାନେ ଜାନାପଡ୍‌ସି ବଲି, ସେ କାଣା ଅଇ ଜନମ୍‌ ଅଇଲା ଆଚେ ।
4 I must worke the workes of him that sent me whyll it is daye. The nyght cometh when no man can worke.
ବେଲ୍‌ ରଇତେସେ ମକେ ପାଟାଇରଇବା ପର୍‌ମେସରର୍‌ କାମ୍‌ ଆମେ କର୍‌ବାର୍‌ ଆଚେ । ଏନ୍ତି ଆନ୍ଦାର୍‌ ଆଇଲାନି ସେ ବେଲାଇ କେ ମିସା କାଇ କାମ୍‌ କରି ନାପାରତ୍‌ ।
5 As longe as I am in the worlde I am the lyght of the worlde.
ମୁଇ ଜେତେ ଦିନ୍‌ ଜାକ ଏ ଦୁନିଆଇ ରଇବି ସେତ୍‌କି ଦିନ୍‌ ଜାକ ଏ ଦୁନିଆର୍‌ ଉଜଲ୍‌ ।”
6 Assone as he had thus spoken he spate on the grounde and made claye of the spetle and rubbed the claye on the eyes of the blynde
ଜିସୁ ଏ କାତା କଇଲା ପଚେ, ମାଟିତେଇ ତୁକି ସେ ତୁକ୍‌ ସଙ୍ଗ୍‌ କାଦ ଚକଟ୍‌ଲା । ଆରି ସେ କାଦ ନେଇକରି କାଣାର୍‌ ଦୁଇଟା ଆଁକିତେଇ ଲିପିଦେଲା ।
7 and sayde vnto him: Goo wesshe the in ye pole of Syloe which by interpretacion signifieth sent. He went his waye and wasshed and cam agayne seinge.
ଆରି ତାକେ କଇଲା, “ତୁଇ ଜା ଆରି ସିଲଅ ନାଉଁର୍‌ ବନ୍ଦେ ଜାଇକରି ମୁ ଦଇ ଆଉ ।” ସିଲଅର୍‌ ଅରତ୍‌ ଅଇଲାନି ପାଟାଇଲାଟା । ତାର୍‌ ପଚେ ସେ ଲକ୍‌ ବନ୍ଦେ ଜାଇକରି ମୁ ଦଇଲାଜେ, ଦେକିପାର୍‌ଲା ଆରି ଆଇଲା ।
8 The neghboures and they that had sene him before how that he was a begger sayde: is not this he that sate and begged?
କେତେକ୍‌ ଲକ୍‌ମନ୍‌ ଏ ଲକ୍‌କେ ଆଗ୍‌ତୁ ବିକ୍‌ ମାଙ୍ଗ୍‌ବାଟା ଦେକି ରଇଲାଇ । ସେଟାର୍‌ ପାଇ ଏ ଲକ୍‌ମନ୍‌ ଆରି କାଣାର୍‌ ଗର୍‌ ଲଗର୍‌ ଲକ୍‌ମନ୍‌ ତାକେ ଦେକି କଇଲାଇ, “ଜନ୍‌ ଲକ୍‌କି ସବୁବେଲା ବସିକରି ବିକ୍‌ ମାଙ୍ଗ୍‌ତେ ରଇଲା ସେ କାଇ ଏ ଲକ୍‌ ନଏଁ କି?”
9 Some sayde: this is he. Other sayd: he is lyke him. But he him selfe sayde: I am even he.
କେତେ ଲକ୍‌ମନ୍‌ କଇଲାଇ, “ଉଁ ଏତାଉ ସେ ଲକ୍‌ସେ ।” ମାତର୍‌ ଆରି ଅଦେକ୍‌ ଲକ୍‌ କଇଲାଇ, “ନାଇ ଏ ସେ ଲକ୍‌ ନଏଁ ମାତର୍‌ ତାର୍‌ ପାରା ଡିସ୍‌ଲାନି ।” ମାତର୍‌ କାଣା କଇଲା, “ମୁଇସେ ଆଗ୍‌ତୁ କାଣା ଅଇରଇଲି ।”
10 They sayde vnto him: How are thyne eyes opened then?
୧୦ଲକ୍‌ମନ୍‌ ତାକେ ପାଚାର୍‌ଲାଇ, “ଏନ୍ତି ବଇଲେ ତୁଇ କେନ୍ତି ଦେକିପାର୍‌ଲୁସ୍‌ନି?”
11 He answered and sayde. The ma that is called Iesus made claye and anoynted myne eyes and sayd vnto me: Goo to the pole Syloe and wesshe. I went and wesshed and receaved my syght.
୧୧କାଣା ସେମନ୍‌କେ କଇଲା, “ଲକ୍‌ମନ୍‌ ଜନ୍‌ ଲକ୍‌କେ ଜିସୁ ବଲି କଇଲାଇନି, ସେ କାଦ କରି ମର୍‌ ଆଁକିତେଇ ଲିପିଦେଲା । ତାର୍‌ପଚେ ସେ ମକେ ‘ସିଲଅ ନାଉଁର୍‌ ବନ୍ଦେ ଜାଇକରି ଦ’ ବଲି କଇଲା । ପଚେ ମୁଇ ଜାଇକରି ବନ୍ଦେ ମୁ ଦଇଲା ଦାପ୍‌ରେ ଦେକି ପାର୍‌ଲି ।”
12 They sayde vnto him: where is he? He sayde: I cannot tell.
୧୨ଆରି ଲକ୍‌ମନ୍‌ ତାକେ କଇଲାଇ, “ସେ କନ୍ତି ଆଚେ?” ସେ “ମୁଇ ନାଜାନି” ବଲି କଇଲା ।
13 Then brought they to ye pharises him that a lytell before was blynde:
୧୩ତାର୍‌ ପଚେ ଲକ୍‌ମନ୍‌ ଆଗେଅନି କାଣା ଅଇରଇଲା ଲକ୍‌କେ ପାରୁସିମନର୍‌ ଲଗେ ଡାକିନେଲାଇ ।
14 for it was the Saboth daye when Iesus made the claye and opened his eyes.
୧୪ଜିସୁ ଜନ୍‌ ଦିନେ କାଦ ଲିପିକରି ତାର୍‌ ଆଁକି ନିକ କରିରଇଲା, ସେ ଦିନ୍‌ ବିସ୍‌ରାମ୍‌ବାର୍‌ ରଇଲା ।
15 Then agayne the pharises also axed him how he had receaved his syght. He sayde vnto the: He put claye apon myne eyes and I wasshed and do se.
୧୫ପାରୁସି ଲକ୍‌ମନ୍‌ ତାକେ ଆରିତରେକ୍‌ ପାଚାର୍‌ଲାଇ, “ତୁଇ କେନ୍ତାର୍‌ ଦେକିପାର୍‌ଲୁସ୍‌ନି?” ତେଇ ସେ ସେମନ୍‌କେ କଇଲା, “ଜିସୁ ମର୍‌ ଆଁକିଟାନେ କାଦ ଲାଗାଇଦେଲା । ପଚେ ମୁଇ ମୁ ଦଇ ଆଇଲି ଆରି ଏବେ ଦେକି ପାର୍‌ଲିନି ।”
16 Then sayde some of the pharises: this man is not of God because he kepeth not the saboth daye. Other sayde: how can a man yt is a synner do suche myracles? And ther was stryfe amonge the.
୧୬କେତେଟା ପାରୁସିମନ୍‌ କଇଲାଇ, “ଏ ଲକ୍‌ ପର୍‌ମେସରର୍‌ ତେଇଅନି ଆସେ ନାଇ । ସେଟାର୍‌ ପାଇଁ ସେ ବିସ୍‌ରାମ୍‌ ଦିନର୍‌ ନିୟମ୍‌ ମାନେନାଇ ।” ଆରି ଅଦେକ୍‌ ଲକ୍‌ମନ୍‌ କଇଲାଇ, “ଗଟେକ୍‌ ପାପି ଲକ୍‌ କେବେ ମିସା ଏନ୍ତି କାବାଅଇଜିବା କାମ୍‌ କରିନାପାରେ ।” ଏନ୍ତି ଜିଉଦି ଲକ୍‌ମନ୍‌ ଦୁଇ ବାଗ୍‌ ଅଇଗାଲାଇ ।
17 Then spake they vnto the blynde agayne: What sayst thou of him because he hath openned thyne eyes? And he sayd: He is a Prophet.
୧୭ସେଟାର୍‌ ପାଇ ସେମନ୍‌ ସେ ଲକ୍‌କେ ଆରି ତରେକ୍‌ ପାଚାର୍‌ଲାଇ, “ତକେ ଜିସୁ ନିମାନ୍‌ କଲାଜେ ଦେକି ପାର୍‌ଲୁସ୍‌ନି । ଏନ୍ତି ବଇଲେ ତୁଇ ତାକେ କେ ବଲି ବାବ୍‌ଲୁସ୍‌ନି?” ସେ ଲକ୍‌ ସେମନ୍‌କେ କଇଲା, “ସେ ଗଟେକ୍‌ ବବିସତ୍‌ବକ୍‌ତା ।”
18 But the Iewes dyd not beleve of the felowe how that he was blynde and receaved his syght vntyll they had called the father and mother of him that had receaved his syght.
୧୮ଜିଉଦି ନେତାମନ୍‌ ସେ ନିମାନ୍‌ ଅଇଲା ଲକ୍‌ ଆଗ୍‌ତୁ କାଣା ରଇଲା ଜେ ଏବେ ସେ ଦେକିପାର୍‌ବା ବିସଇ ମୁଲ୍‌କେ ବିସ୍‌ବାସ୍‌ କରତ୍‌ନାଇ । ପାରୁସିମନ୍‌ ସେ ଲକର୍‌ ମାଆ ବାବାକେ ନ ଡାକ୍‌ବା ଜାକ ମୁଲ୍‌କେ ବିସ୍‌ବାସ୍‌ କରତ୍‌ନାଇ ।
19 And they axed the saying: Is this youre sonne whome ye saye was borne blynde? How doth he now se then?
୧୯ସେମନ୍‌ ତାର୍‌ ମାଆ ବାବାକେ ପାଚାର୍‌ଲାଇ, “ଏଟା ତମର୍‌ ପିଲା କି? ସେ ଜନ୍‌ମେ ଅନି କାଣାଟା ବଲି ତମେ କଇଲାସ୍‌ନି, ଏନ୍ତି ବଇଲେ ସେ କେନ୍ତି ଦେକିପାର୍‌ଲାନି?”
20 His father and mother answered them and sayde: we wote well that this is oure sonne and that he was borne blynde:
୨୦ତାର୍‌ ମାଆ ବାବା କଇଲାଇ, “ଉଁ ଏଟା ଆମର୍‌ ପିଲା । ସେ ଜନ୍‌ମେଅନି କାଣା ରଇଲା ବଲି ଆମେ ଜାନି ଆଚୁ ।
21 but by what meanes he now seith that can we not tell or who hath opened his eyes can we not tell. He is olde ynough axe him let him answer for him selfe.
୨୧ମାତର୍‌ ଏବେ ସେ କେନ୍ତି ଦେକିପାର୍‌ଲାନି ଆରି କେ ତାକେ ନିମାନ୍‌ କଲା ସେଟା ଆମେ ନାଜାନୁ । ସେ ଏବେ ବଡ୍‌ ଅଇଲା ଆଚେ ତାକେ ପାଚାରା ସେ ନିଜେ କଇସି ।”
22 Suche wordes spake his father and mother because they feared the Iewes. For the Iewes had conspyred all redy that yf eny man dyd confesse that he was Christ he shuld be excommunicat out of the synagoge.
୨୨ତାର୍‌ ମାଆ ବାବା ଜିଉଦି ନେତାମନ୍‌କେ ଡରି ଏନ୍ତି ବଲି କଇଦେଲାଇ । କାଇକେ ବଇଲେ ଜିସୁକେ ଜଦି ମସିଅ ବଲି କଇସି ବଇଲେ ତାକେ ପର୍‌ମେସର୍‌କେ ଉପାସନା କର୍‌ବା ଗର୍‌ ବିତ୍‌ରେ ଜିବାକେ ନ ଦେଅତ୍‌ ବଲି ଆଗ୍‌ତୁସେ କଇରଇଲାଇ ।
23 Therefore sayde his father and mother: he is olde ynough axe him.
୨୩ସେଟାର୍‌ପାଇ ସେ ମାଆ ବାବା କଇଲାଇ, “ସେ ତ ବଡ୍‌ ଅଇଲା ଆଚେ, ତାକେ ପାଚାରା ।”
24 Then agayne called they the man that was blynde and sayd vnto him: Geve God the prayse: we knowe that this man is a synner.
୨୪ସେମନ୍‌ ସେ ଲକ୍‌କେ ଆରି ତରେକ୍‌ ବିତ୍‌ରେ ଡାକି କରି ପାଚାର୍‌ଲାଇ, “ପର୍‌ମେସର୍‌କେ ରାନ୍‌ ପାକାଇ କ । ଜିସୁ ଗଟେକ୍‌ ପାପି ଲକ୍‌ ବଲି ଆମେ ଜାନୁ ।”
25 He answered and sayde: Whyther he be a synner or noo I cannot tell: One thinge I am sure of that I was blynde and now I se.
୨୫ତାର୍‌ ପଚେ ସେମନ୍‌କେ ସେ କଇଲା, “ସେ ପାପି ଲକ୍‌କି ନଏଁ ସେଟା ମୁଇ ଜାନି ନାଇ । ମାତର୍‌ ମୁଇ ଗଟେକ୍‌ ବିସଇ ଜାନି ଆଚି ସେଟା ଅଇଲାନି, ମୁଇ ଆଗ୍‌ତୁ କାଣା ରଇଲି, ଏବେ ଦେକି ପାର୍‌ଲିନି ।”
26 Then sayde they to him agayne. What dyd he to the? How opened he thyne eyes?
୨୬ଜିଉଦି ନେତାମନ୍‌ ତାକେ ପାଚାର୍‌ଲାଇ, “ସେ ତକେ କାଇଟା କଲା? କେନ୍ତି ତର୍‌ ଆଁକି ପିଟାଇଦେଲା?”
27 He answered them I tolde you yerwhyle and ye dyd not heare. Wherfore wolde ye heare it agayne? Will ye also be his disciples?
୨୭ସେ ସେମନ୍‌କେ କଇଲା, “ମୁଇ ଆଗ୍‌ତୁସେ କଇ ସାରାଇଆଚି, ମାତର୍‌ ତମେ ମାନ୍‌ବାକେ ମନ୍‌ କରାସ୍‌ ନାଇ । ଏବେ ଆରି ତରେକ୍‌ କାଇକେ ପାଚାର୍‌ଲାସ୍‌ନି? ତମେ ମିସା କାଇ ତାର୍‌ ସିସ୍‌ ଅଇବାକେ ମନ୍‌କଲାସ୍‌ନି କି?”
28 Then rated they him and sayde: Thou arte his disciple. We be Moses disciples.
୨୮ସେମନ୍‌ ସାଇପ୍‌ ଦେଇ କଇଲାଇ, “ତୁଇ କାଇ ତାର୍‌ ସିସ୍‌ ଅଇସୁ, ଆମେ ନଉଁ, ଆମେ ମସାର୍‌ ସିସ୍‌ମନ୍‌ ।
29 We are sure that God spake with Moses. This felowe we knowe not from whence he is.
୨୯ପର୍‌ମେସର୍‌ ମସାର୍‌ତେଇ କାତା ଅଇରଇଲାଟା ଆମେ ଜାନିଆଚୁ, ମାତର୍‌ ଏ ଲକ୍‌ କନ୍ତିଅନି ଆଇଲାଆଚେ, ସେଟା ନାଜାନୁ ।”
30 The man answered and sayde vnto them: this is a merveleous thinge that ye wote not whence he is seinge he hath opened myne eyes.
୩୦ତାର୍‌ ପଚେ ସେ ଲକ୍‌ ଜିଉଦି ନେତାମନ୍‌କେ କଇଲା, “ଏଟା ଗଟେକ୍‌ ବେସି ବଡ୍‌ କାବାଅଇଜିବା ବିସଇ । ସେ ଲକ୍‌ ମର୍‌ ଆଁକି ନିମାନ୍‌ କଲାଆଚେ, ମାତର୍‌ ସେ କନ୍ତିଅନି ଆଇଲା ଆଚେ, ସେଟା ତମେ ନାଜାନୁ ବଲି କଇଲାସ୍‌ନି ।”
31 For we be sure that God heareth not synners. But yf eny man be a worshipper of God and do his will him heareth he.
୩୧ପାପି ଲକ୍‌ମନର୍‌ ପାର୍‌ତନା ପର୍‌ମେସର୍‌ ନ ସୁନେ ବଲି ସବୁ ଲକ୍‌ମନ୍‌ ଜାନିଆଚତ୍‌ । ମାତର୍‌ ଜନ୍‌ ଲକ୍‌ ପର୍‌ମେସର୍‌କେ ଜୁଆର୍‌ କରି ସେ ମନ୍‌କଲା ଇସାବେ ଚଲାଚଲ୍‌ତି କଲାନି, ସେ ତାର୍‌ କାତା ସୁନ୍‌ସି ।
32 Sence ye worlde beganne was it not hearde yt eny man opened the eyes of one that was borne blynd. (aiōn g165)
୩୨ଦୁନିଆ ଆରାମେଅନି, ଜନ୍‌ମେ ଅନି କାଣା ରଇଲା ଗଟେକ୍‌ ଲକ୍‌କେ ଆଁକି ଡିସାଇବାଟା ଏବେ ଜାକ ମିସା ନ ସୁନିରଇଲାଇ । (aiōn g165)
33 If this man were not of God he coulde have done no thinge.
୩୩ଏ ଲକ୍‌ ଜଦି ପର୍‌ମେସରର୍‌ ଟାନେଅନି ଆସି ନ ରଇଲେ, କେବେ ମିସା ଏ କାମ୍‌ କରିନାପାର୍‌ତା ।
34 They answered and sayd vnto him: thou arte altogeder borne in synne: and dost thou teache vs? And they cast him out.
୩୪ସେବେଲା ଜିଉଦି ନେତାମନ୍‌ କ‍ଇଲାଇ, “ତୁଇ ପାପେ ଜନମ୍‌ ଅଇକରି ପୁରାପୁରୁନ୍‌ ପାପେ ବୁଡି ଆଚୁସ୍‌ । ତେଇଅନି ତୁଇ ବାଅଡ୍‌ । ଆମ୍‌କେ ସିକାଇଲୁସ୍‌ନି?” ଏନ୍ତି କଇକରି ସେମନ୍‌ ତାକେ ଜିଉଦିମନର୍‌ ପାର୍‌ତନା ଗରେଅନି ବାର୍‌କରାଇଦେଲାଇ ।
35 Iesus hearde that they had excommunicate him: and assone as he had founde him he sayd vnto him: doest thou beleve on the sonne of God?
୩୫ଜିସୁ ସେ ଲକ୍‌କେ ପାର୍‌ତନା ଗରେ ଅନି ବାର୍‌ କରାଇ ଦେଲାଟା ସୁନି ଆରିତରେକ୍‌ ତାକେ ଦେକାଇଅଇ, ପାଚାର୍‌ଲା, “ତୁଇ ପର୍‌ମେସର୍‌ ତେଇଅନି ଆଇଲା ନର୍‌ପିଲାକେ ବିସ୍‌ବାସ୍‌ କଲୁସ୍‌ନି କି?”
36 He answered and sayde: Who is it Lorde that I myght beleve on him?
୩୬ସେ କାଣା ଲକ୍‌ କଇଲା, “ଏ ଆଗିଆଁ ସେ ଲକ୍‌ କେ? ମୁଇ ତାକେ ବିସ୍‌ବାସ୍‌ କର୍‌ବି ।”
37 And Iesus sayde vnto him: Thou hast sene him and he it is that talketh with the.
୩୭ଜିସୁ ତାକେ କଇଲା, “ତୁଇ ତାକେ ଦେକିଆଚୁସ୍‌, ଆରି ଏବେ ଜନ୍‌ ଲକର୍‌ ସଙ୍ଗ୍‌ କାତା ଅଇଲୁସ୍‌ନି, ସେ ଆକା ସେ ଲକ୍‌।”
38 And he sayde: Lorde I beleve: and worshipped him.
୩୮ସେବେଲାଇ ସେ କଇଲା, “ମାପ୍‌ରୁ ମୁଇ ତକେ ବିସ୍‌ବାସ୍‌ କଲିନି ।” ଆରି ଜିସୁର୍‌ ମୁଆଟେ ମାଣ୍ଡିକୁଟା ଦେଇ ଜୁଆର୍‌ କଲା ।
39 Iesus sayde: I am come vnto iudgement into this worlde: that they which se not myght se and they which se myght be made blynde.
୩୯ଜିସୁ କଇଲା, “ମୁଇ ଏ ଦୁନିଆର୍‌ ଲକ୍‌ମନ୍‌କେ ବିଚାର୍‌ କର୍‌ବାର୍‌ ଆସିଆଚି । ସେଟାର୍‌ ପାଇ କାଣା ଲକ୍‌ମନ୍‌ ଦେକିପାର୍‌ବାଇ, ଆରି ଦେକିପାର୍‌ବା ଲକ୍‌ମନ୍‌ କାଣା ଅଇଜିବାଇ ।”
40 And some of the pharises which were with him hearde these wordes and sayde vnto him: are we then blynde?
୪୦ଜିସୁ ଏନ୍ତି କଇବା କାତା, ଲଗେ ରଇଲା କେତେଟା ପାରୁସି ଲକ୍‌ମନ୍‌ ସୁନିକରି ତାକେ ପାଚାର୍‌ଲାଇ, “ଏନ୍ତି ବଇଲେ ଆମ୍‌କେ କାଇ କାଣା ଲକ୍‌ମନ୍‌ ବଲି ବାବ୍‌ଲୁସ୍‌ନି କି?”
41 Iesus sayde vnto them: yf ye were blynde ye shuld have no synne. But now ye saye we se therfore youre synne remayneth.
୪୧ଜିସୁ ସେମନ୍‌କେ କ‍ଇଲା, “ତମେ କାଣା ଅଇରଇତାସ୍‌ ଆଲେ ଦସି ନ ଅଇତାସ୍‌ । ମାତର୍‌ ଦେକି ପାର୍‌ଲୁନି ବଲି କଇଲାସ୍‌ନିଜେ ଅଦିକ୍‌ ଦସି ।”

< John 9 >