< Hebrews 7 >

1 This Melchisedech kynge of Salem (which beinge prest of ye most hye god met Abraham as he returned agayne from the slaughter of the kynges and blessed him:
ଏ ମଲ୍‌କିସେଦକ୍‌ ସାଲେମ୍‌ ରାଇଜର୍‌ ରାଜା ରଇଲା । ସେ ସବୁର୍‌ଟାନେଅନି ଉପ୍‌ରେ ରଇବା ପର୍‌ମେସରର୍‌ ପୁଜାରି ରଇଲା । ଚାର୍‌ଟା ରାଜାମନ୍‌କେ ଜୁଇଦେ ଆରାଇକରି ବାଉଡ୍‌ଲାବେଲେ ମଲ୍‌କିସେଦକ୍‌ ଅବ୍‌ରାଆମ୍‍କେ ବେଟ୍‌ ଅଇବାର୍‌ ଗାଲା ଆରି ତାକେ ଆସିର୍‌ବାଦ୍‌ କଲା । ସେଡ୍‌କିବେଲେ ଜୁଇଦେ ଜିତିକରି ତେଇର୍‌ ଜେତ୍‌କି କାଇକାଇଟା ନେଇକରି, ନିଜର୍‌ଟା କରିରଇଲା, ତେଇଅନି ଦସ୍‌ବାଗେ ଅନି ଗଟେକ୍‌ବାଗ୍‌ ଅବ୍‌ରାଆମ୍‍ ତାକେ ଦେଲା ।
2 to whom also Abraham gave tythes of all thynges) fyrst is by interpretacion kynge of rightewesnes: after yt he is kynge of Sale yt is to saye kynge of peace
ମଲ୍‌କିସେଦକ୍‌ ନାଉଁର୍‌ ଅରତ୍‌ ଅଇଲାନି, ଦରମ୍‌ସଙ୍ଗ୍‍ ରଇବା ରାଜା । ଆରି ସାନ୍ତିର୍‍ ରାଜା ମିସା । କାଇକେବଇଲେ ସାଲେମ୍‌ ନାଉଁର୍‌ ଅରତ୍‌ ଅଇଲାନି ସାନ୍ତି ।
3 with out father wt out mother with out kynne and hath nether begynnynge of his tyme nether yet ende of his lyfe: but is lykened vnto the sonne of god and cotinueth a preste for ever.
ମଲ୍‌କିସେଦକର୍‌ ଆୟା ବାବା, ଆନିଦାଦିମନର୍‌ ବିସଇନେଇ କାଇଟା ଲେକା ଅଏନାଇ । ସେନ୍ତାରିସେ ତାର୍‌ ଜନମ୍‌ ମରନ୍‌ ବିସଇ ମିସା କାଇଟା ନାଇ । ସେଟାର୍‌ ପାଇ ସେ ପର୍‌ମେସରର୍‌ ପଅ ପାରା । ସେ ସବୁଦିନର୍‌ପାଇ ପୁଜାରି ଅଇରଇସି ।
4 Consyder what a man this was vnto who the patriarke Abraham gave tythes of the spoyles.
ମଲ୍‌କିସେଦକ୍‌ କେଡେବଡ୍‌ ଲକ୍‌ ରଇଲାବଲି ଆମେ ଏତାଇଦେକୁ । ପର୍‌ତମେ ଆମେ ଜିଉଦିମନର୍‌ ଡାକ୍‌ପୁଟା ପାଇରଇବା ଆନିଦାଦି ଅବ୍‌ରାଆମ୍ ମିସା ଜୁଇଦ୍‌କରି ତେଇଅନି ମିଲାଇ ଆନିରଇବା କାଇକାଇଟା ଦସ୍‌ ବାଗେଅନି ଗଟେକ୍‌ବାଗ୍‌ ତାକେ ଦେଇରଇଲା ।
5 And verely those children of levy which receave the office of the prestes have a commaundement to take a cordyng to the lawe tythes of the people that is to saye of their brethren yee though they spronge out of the loynes of Abraham.
ମସାର୍‌ ନିୟମ୍‌ ଇସାବେ ଜିଉଦିମନ୍‌କେ ଏନ୍ତାରି ଗଟେକ୍‌ ନିୟମ୍‌ ଆଚେ । ଲେବି ବଁସର୍‌ ଜେତ୍‌କି ନାତି ତିତିମନ୍‌ ପୁଜାରିଅଇବାଇ । ତାକର୍‌ ସଙ୍ଗେ ରଇବା ଜିଉଦିମନ୍‌ କାମାଇ ଆନ୍‌ବା ଚାସେଅନି ଦସ୍‌ବାଗେଅନି ଗଟେକ୍‌ ବାଗ୍‌ ନେବାଇ । ସେମନ୍‌ ସବୁ ଅବ୍‌ରାଆମର୍‌ ନାତିତିତି ଅଇରଇଲେ ମିସା ଏନ୍ତାରି କର୍‍ତେରଇଲାଇ ।
6 But he whose kynred is not counted amonge them receaved tythes of Abraham and blessed him that had the promyses.
ମାତର୍‌ ମଲ୍‌କିସେଦକ୍‌ ଲେବିର୍‌ ନାତିତିତି ନ ଅଇରଇଲେ ମିସା, ସେ ଅବ୍‌ରାମର୍‌ଟାନେଅନି ଦସ୍‌ବାଗେଅନି ବାଗେକ୍‌ ନେଇତେରଇଲା । ସେବେଲେ ମଲ୍‌କିସେଦକ୍‌ ଅବ୍‌ରାଆମ୍‍କେ ଆସିର୍‌ବାଦ୍‌ କରି ରଇଲା । ଅବ୍‌ରାଆମ୍‍କେସେ ପର୍‌ମେସରର୍‌ ସବୁକାତା ଦେଇରଇଲା ।
7 And no man denyeth but that which is lesse receaveth blessinge of yt which is greater.
ଆମେସବୁ ଜାନିଆଚୁ, ଜନ୍‌ ଲକ୍‌କେ ଆସିର୍‌ବାଦ୍‌ କର୍‌ବାକେ ଅଦିକାର୍‌ ଆଚେ, ସେ ଆସିର୍‌ବାଦ୍‌ ପାଇବା ଲକର୍‌ଟାନେଅନି ବଡ୍‌ ।
8 And here men that dye receave tythes. But there he receaveth tythes of whom it is witnessed that he liveth.
ଲେବିର୍‌ ଜେତ୍‌କି ନାତିତିତିମନ୍‌, ଦସ୍‌ବାଗେ ଅନି ଗଟେକ୍‌ ବାଗ୍‌ ନେଇରଇଲାଇ, ସେମନ୍‌ ସବୁଲକ୍‌ ଜାକ ଗଟେକ୍‌ ଦିନ୍‌ ମର୍‌ବାଇ । ମାତର୍‌ ମଲ୍‌କିସେଦକର୍‌ ମରନ୍‌ ବିସଇ ସାସ୍‌ତରେ କନ୍ତି ମିସା ଲେକା ଅଏନାଇ । ତାର୍‌ ବାଦୁଲେ ତେଇ ଲେକାଅଇଲା ଆଚେ, ତାର୍‌ ପୁଜାରି ପଦ୍‌ ନ ବାଦ୍‌ଲିକରି ସବୁ ଦିନର୍‌ପାଇ ରଇସି ।
9 And to saye the trueth Levy him silfe also which receaveth tythes payed tythes in Abraham.
ଲେବିର୍‌ ଜେତ୍‌କି ସବୁ ନାତିତିତିମନ୍‌ ଦସ୍‌ବାଗେ ଅନି ଗଟେକ୍‌ ବାଗ୍‌ ନେଇତେ ରଇଲାଇ, ସେମନ୍‌ ଅବ୍‌ରାଆମର୍‌ ସଙ୍ଗ୍ ମିସିକରି ମଲ୍‌କିସେଦକ୍‌କେ ଦସ୍‌ବାଗେଅନି ଗଟେକ୍‌ ବାଗ୍‌ ଦେଲାବଲି ଆମେ କଇଅଇସି ।
10 For he was yet in the loynes of his father Abraham when Melchisech met him.
୧୦କାଇକେବଇଲେ ଜେଡେବଲ୍‌ ମଲ୍‌କିସେଦକ୍‌ ଅବ୍‌ରାମ୍‌କେ ବେଟ୍‌ ଅଇଲା, ସେ ଲେବି ଜନମ୍‌ ନ ଅଇରଇଲା, ମାତର୍‌ ସେ ଅବ୍‌ରାଆମର୍‌ ଗାଗ୍‌ଡେ ରଇଲା । କାଇକେବଇଲେ ଅବ୍‌ରାଆମ୍ ତାର୍‌ ଆନିଦାଦି ରଇଲା ।
11 Yf now therfore perfeccion came by the presthod of the levites (for vnder that presthod the people recaved the lawe) what neded it furthermore that an other prest shuld ryse after the order of Melchisedech and not after the order of Aaron?
୧୧ଲେବିର୍‌ ନାତିତିତି ପୁଜାରି ଇସାବେ ବାଚ୍‌ଲାର୍‌ପାଇ ପର୍‌ମେସର୍‌ ତାର୍‌ ନିୟମ୍‌ ଜିଉଦିମନ୍‌କେ ଦେଇରଇଲା । ମାତର୍‌ ଲେବି ବଁସର୍‌ ପୁଜାରିମନ୍‌ ଜଦି ସିଦ୍‌ଲକ୍‌ ଅଇରଇତାଇ ଆଲେ, ଆରି ଗଟେକ୍‌ ପୁଜାରି ଆଇବାକେ ଦର୍‌କାର୍‌ ନ ରଇଲା । ସେନ୍ତାର୍‌ ଏ ପୁଜାରି ଆରଣ୍‌ ଜେ କି ଲେବିର୍‌ ନାତିତିତି ରଇଲା, ତାର୍‌ ପୁଜାରିପଦ୍‌ ନ ଦାରି ମଲ୍‌କିସେଦକର ପୁଜାରି ପଦ୍‌ ଦାରି ଆଇସି ।
12 Now no dout yf the presthod be translated then of necessitie must the lawe be translated also.
୧୨ଜନ୍‌ ପୁଜାରି ଲକ୍‌ମନର୍‌ ବାଦୁଲେ ପର୍‌ମେସରର୍‌ ମୁଆଟେ ଟିଆ ଅଇସି, ତାର୍‌ ପୁଜାରି ପଦ୍‌ ବାଦ୍‌ଲାଇଲେ ଜନ୍‌ ନିୟମ୍‌ ମାନିଆଇଲାଇନି, ସେଟାମିସା ବାଦଲ୍‌ବାର୍‌ ଆଚେ ।
13 For he of whom these thynges are spoken pertayneth vnto another trybe of which never man served at the aultre.
୧୩ଏ ସବୁ ବିସଇ ବାଦ୍‌ଲିଗାଲା ଆଚେବଲି ଆମେ ଜାନୁ । କାଇକେବଇଲେ ଆମର୍‌ ମାପ୍‌ରୁ ଜିସୁ ଜାର୍‌ ବିସଇନେଇ ଏ ସବୁ କାତା କଇଲୁନି, ସେ ଲେବି ବଁସର୍‌ ନାତିତିତି ନ ରଇଲା । ଜିଉଦା ବଁସେଅନି ଏବେଜାକ କେ ପୁଜାରି ବାବେ ସେବା କରତ୍‌ ନାଇ ।
14 For it is evidet that oure lorde spronge of the trybe of Iuda of which trybe spake Moses nothynge concernynge presthod.
୧୪ଜିଉଦା ତାର୍‌ ଆନିଦାଦି ରଇଲା । ମସା ଦେଇରଇବା କାତାଇ ମିସା ଜିଉଦାର୍‌ ନାତିତିତିମନ୍‌ ପୁଜାରି ଅଇବା ବିସଇ କାଇଟା କଏ ନାଇ ।
15 And it is yet a more evydent thinge yf after the similitude of Melchisedech ther aryse a nother prest
୧୫ଇତିଅନି ନିମାନ୍‌ ଜାନାପଡ୍‌ଲାନି ଜେ, ଆଗର୍‌ ରକାମ୍‌ ପୁଜାରି ଆରି ସେମନ୍‌ ମାନିଆଇତେରଇବା ନିୟମ୍‌ ଏବେ ବାଦ୍‌ଲାଇକରି ଗଟେକ୍‌ ନୁଆ ରକାମ୍‌ ପୁଜାରି ବାରଇଆଚେ । ସେ ମଲ୍‌କିସେଦକର୍‌ ପୁଜାରି ପଦ୍‌ ଦାରି ଆଇବାଟା ।
16 which is not made after the lawe of the carnall commaundmet: but after the power of the endlesse lyfe
୧୬ଆରି ସେ ମୁନୁସ୍‌ମନର୍‌ ନିୟମ୍‌ ଆରି ରିତିନିତି ଇସାବେ ପୁଜାରି କରେନାଇ, ମାତର୍‌ କେବେ ନ ସାର୍‌ବା ଗଟେକ୍‌ ବପୁର୍‌ ଜିବନ୍‌ ଲାଗି କଲାଆଚେ । ମଲ୍‌କିସେଦକର୍‌ ପାରା ଗଟେକ୍‌ ବିନ୍‌ ପୁଜାରି ବାରଇଲା ।
17 (For he testifieth: Thou arte a prest forever after the order of Melchysedech) (aiōn g165)
୧୭କାଇକେବଇଲେ ତାର୍‌ ବିସଇରେ ସାସ୍‌ତର୍‌ କଇଲାନି, “ମଲ୍‌କିସେଦକର୍‌ ପୁଜାରି ପଦ୍‌ପାରା ତୁଇ ପୁଜାରି ଅଇ ଆଚୁସ୍‌ ।” (aiōn g165)
18 Then the commaundmet that went a fore is disanulled because of hir weaknes and vnproffitablenes.
୧୮ପୁର୍‌ନା ନିୟମ୍‌ ବାଦ୍‌ଲାଇଲା । କାଇକେବଇଲେ, ସେଟା ଲକ୍‌ମନ୍‌କେ ପର୍‌ମେସରର୍‌ ଲଗେ ଆନ୍‌ବାକେ ବପୁ ନ ରଇଲା ଆରି ବେକାର୍‌ ରଇଲା ।
19 For the lawe made nothynge parfecte: but was an introduccion of a better hope by which hope we drawe nye vnto god.
୧୯କାଇକେବଇଲେ ମସାର୍‌ ନିୟମ୍‌ କାଇଟା ମିସା ପୁରାପୁରୁନ୍‌ ସିଦ୍‌କରି ନାପାର୍‌ଲା । ମାତର୍‌ ଏବେ ଆମ୍‌କେ ଗଟେକ୍‌ ବପୁର୍‌ ଆସା ମିଲ୍‌ଲା ଆଚେ । ଜାର୍‌ଲାଗି ଆମେ ପରମେସରର୍‌ ଲଗେ ଅଇବାକେ ଆସିପାର୍‌ଲୁନି ।
20 And for this cause it is a better hope that it was not promysed with out an othe.
୨୦ଆରି ଆମର୍‌ ପାଇ ପରମେସରର୍‌ କାତାଦେଇ ରଇବାଟା ମିସା ଆଚେ । ବିନ୍‌ ଲକର୍‌ ନାତିତିତିମନ୍‌ ପୁଜାରି ପଦେ ରଇଲାବେଲେ ସେ ଏନ୍ତି କାଇମିସା ସପତ୍‌ କରି ନ ରଇଲା ।
21 Those prestes were made wt out an oth: but this prest with an oth by him that saide vnto him The lorde sware and will not repent: Thou arte a prest for ever after the order of Melchisedech. (aiōn g165)
୨୧ମାତର୍‌ କିରିସ୍‌ଟ ପୁଜାରି ଅଇବାବେଲେ ପରମେସର୍‌ ତାକେ ସପତ୍‌ କରି କଇରଇଲା, “ମାପ୍‌ରୁ ଗଟେକ୍‌ ସପତ୍‌ କଲା ଆଚେ ତୁଇ ସବୁଦିନର୍‌ପାଇ ପୁଜାରି ଅଇରଇସୁ । କଇଲା ଏ କାତା କେବେ ନ ବାଦ୍‌ଲାଏ । ତମେ କାଲ୍‌କାଲ୍‌ ଜୁଗ୍‌ ଜୁଗର୍‌ ପାଇ ପୁଜାରି ଅଇସା ।” (aiōn g165)
22 And for that cause was Iesus a stablyssher of a better testament.
୨୨କାଇକେବଇଲେ ପର୍‌ମେସର୍‌ ଜନ୍‌ ସପତ୍‌ ତାକେ ଦେଇରଇଲା, ତାର୍‌ ନୁଆ ରାଜିନାମା ପୁରାପୁରୁନ୍‌ ଅଇସିଆକା ବଲି ଜିସୁ ଡାଁଟ୍‌ ସଙ୍ଗ୍‍ କଇଲାନି ।
23 And amonge them many were made prestes because they were not suffred to endure by the reason of deeth.
୨୩ଜିସୁର୍‌ ପୁଜାରି ପଦ୍‌ ଆରି ଲେବି ବଁସର୍‌ କେତେକ୍‌ କେତେକ୍‌ ପୁଜାରି ପଦ୍‌ ଦାରିରଇବା ବେସି ପୁଜାରିମନର୍‌ ବିତ୍‌ରେ ଏନ୍ତାରି ବିନ୍‌ ରଇଲା । ସେମନ୍‌ ସବୁ ତାକର୍‌ ପୁଜାରିପଦ୍‌ କରିଲାଗି ରଅତ୍‌ ନାଇ । କାଇକେବଇଲେ ସେମନ୍‌ ସବୁଲକ୍‌ ମରିଗାଲାଇ ।
24 But this man because he endureth ever hath an everlastinge presthod. (aiōn g165)
୨୪ମାତର୍‌ ଜିସୁ କେବେ ନ ମରେ । ଆରି ପୁଜାରି ଇସାବେ ରଇବା ତାର୍‌ କାମ୍‌ ଆରି କାକେ ମିସା ଦିଆ ନ ଅଏ । (aiōn g165)
25 Wherfore he is able also ever to save them that come vnto god by him seynge he ever lyveth to make intercession for vs.
୨୫ସେଟାର୍‌ ପାଇ ଜନ୍‌ ଲକ୍‌ମନ୍‌ ତାକେ ବିସ୍‌ବାସ୍‌ କରି ଲଗେ ଆଇବାଇ, ସେମନ୍‌କେ ସବୁବେଲର୍‌ପାଇ ରକିଆ କରିପାର୍‌ସି । କାଇକେ ବଇଲେ ସେମନର୍‌ ପାଇ ପରମେସରର୍‌ ମୁଆଟେ ଗୁଆରି କର୍‌ବାକେ ସେ ଜୁଗ୍‌ ଜୁଗର୍‌ ପାଇ ଜିବନ୍‌ ଅଇକରି ଆଚେ ।
26 Soche an hye prest it became vs to have which is wholy harmlesse vndefyled separat from synners and made hyar then heven.
୨୬ତେବର୍‌ପାଇ ଜିସୁ ଅଇଲାନି ଆମର୍‌ ବଡ୍‌ ପୁଜାରି । ସେ ଆମର୍‌ପାଇ ସମାନ୍‌ ଆଚେ । କାଇକେବଇଲେ ସେ ସୁକଲ୍‌, ତାର୍‌ଟାନେ କାଇ ବୁଲ୍‌, କି ପାପ୍‌ ନାଇ । ଆମର୍‌ ପାପିମନର୍‌ଟାନେଅନି ସେ ପୁରାପୁରୁନ୍‌ ବିନ୍‌ଆଚେ । ଆରି ପର୍‌ମେସର୍‌ ତାକେ ସରଗ୍‌ ଜେତ୍‌କି ଜାଇ ଉଟାଇଆଚେ ।
27 Which nedeth not dayly (as yonder hie prestes) to offer vp sacrifice fyrst for his awne synnes and then for the peoples synnes. For that did he at once for all when he offered vp him silfe.
୨୭ବିନ୍‌ ବଡ୍‌ ପୁଜାରି ମନ୍‌ ସବୁଦିନ୍‌ ପର୍‌ମେସରର୍‌ଟାନେ ଦିନ୍‌କେ ବଲି ଦେବାର୍‌ ଆଚେ । ତାର୍‌ପଚେ ସେମନ୍‌ ଲକ୍‌ମନର୍‌ ପାପର୍‌ପାଇ ମିସା ବଲି ଦେବାର୍‌ ଆଚେ । ମାତର୍‌ ଜିସୁ ଏନ୍ତାରି ନାଇ । ସେ ସବୁଲକର୍‌ ପାଇ ମିସ୍‌ତେ ଗଟେକ୍‌ତର୍‌ସେ ବଲି ଅଇଲା ଆଚେ । ତାର୍‌ ସେ ମରନ୍‌ ସବୁଦିନର୍‌ପାଇ ଅଇସି ।
28 For the lawe maketh men prestes which have infirmitie: but the worde of the othe that came fence ye lawe maketh the sonne prest which is parfecte for ever more. (aiōn g165)
୨୮କାଇକେବଇଲେ ମସାର୍‌ ନିୟମ୍‌ ଇସାବେ, ଜନ୍‌ଲକ୍‌ ବଡ୍‌ ପୁଜାରି ପଦ୍‌ପାଇରଇସି, ସେମନ୍‌କେ ମିସା ପାପ୍‌ ରଇସି । ମାତର୍‌ ଜନ୍‌ଟା ପର୍‌ମେସର୍‌ ଗଟେକ୍‌ ସପତ୍‌ କରି କାତା ଦେଇରଇଲା, ସେଟା ନିୟମ୍‌ ପଚେ ଆଇଲା । ଜନ୍‌ ଲକ୍‌ ବାଚାଇଅଇରଇଲା, ତାର୍‌ ପଅ ରଇଲା । ସେ ସବୁଦିନର୍‌ପାଇ କାଇ ପାପ୍‌ ନ ରଇବା ପୁଜାରି ଅଇଆଚେ । (aiōn g165)

< Hebrews 7 >