< Hebrews 12 >

1 Wherfore let vs also (seynge that we are copased with so great a multitude of witnesses) laye awaye all that presseth doune and the synne that hageth on and let vs rune with paciece vnto the battayle yt is set before vs
ଏବେ ଆମେ ସବୁ ଆରାଜିତାଟାନେ ପାଲାଇବା ଲକ୍‌ମନର୍‌ପାରା ଆଚୁ । ଆମର୍‌ ଚାରିବେଟ୍‌ତି ଗଟେକ୍‌ ବଡ୍‌ ଦଲର୍‌ ସାକିମନ୍‌ ଦେକ୍‌ଲାଇନି । ତେବର୍‌ପାଇ ଜନ୍‌ଟାମନ୍‌ ଆମ୍‌କେ ବାଦା ଦେଲାନି, ଆରି ଜନ୍‌ ପାପ୍‌ମନ୍‌ ଆମ୍‌କେ ପଚ୍‌କେ ଜିକ୍‌ଲାନି, ସେଟା ସବୁ ବେଟି ପିଙ୍ଗିଦେବାର୍‌ । ଜନ୍‌ ଆରାଜିତା ଅଇ ପାଲାଇବାଟା ପର୍‌ମେସର୍‌ ଆମର୍‌ ମୁଆଟେ ସଙ୍ଗଇଆଚେ, ତେଇ ଆମେ ମୁର୍‌ଚିକରି ପାଲାଇ ସାରାଇଦେଉଁ ।
2 lokynge vnto Iesus the auctor and fynnyssher of oure fayth which for the ioye that was set before him abode the crosse and despysed the shame and is set doune on the right honde of ye trone of God.
ଆମର୍‌ ଆଁକି ଜିସୁର୍‌ଟାନେ ସଙ୍ଗଉ । ତାକେ ଆମେ ଆରାମେ ଅନି ସାରାସାରି ଜାକ ବିସ୍‌ବାସ୍‌ କରିଆଚୁ । ଜନ୍‌ ସାର୍‌ଦା ତାର୍‌ ମୁଆଟେ ସଙ୍ଗଇରଇଲା, ସେ ସାର୍‌ଦାର୍‌ଲାଗି ରଇବା ଦୁକ୍‌କସ୍‌ଟ ମୁର୍‌ଚି କରି ରଇଲା । ଆରି ତେଇ ମର୍‌ବା ଲାଜର୍‌ ବିସଇ ମନେ ଦାରେନାଇ । ପର୍‌ମେସର୍‌ ଆଜି ଜନ୍‌ ଜାଗାଇ ବସ୍‌ଲାଆଚେ, ତାର୍‌ ଉଜାବାଟେ ସେ ମିସା ବସ୍‌ଲାଆଚେ ।
3 Consider therfore how that he endured suche speakinge agaynst him of synners lest ye shuld be weried and faynte in youre myndes.
ବାବିଦେକା, ସେ କେତେକ୍‌ ଦୁକ୍‌ କସ୍‌ଟ ପାଇଆଚେ । ସେ ପାପିମନର୍‌ ଟାନେଅନି କେତେକ୍‌ ଉଡା ସୁନିଆଚେ । ଜେନ୍ତାର୍‌କି ଆସା ନ କରି ଚାଡି ଦିଆସ୍‌ ନାଇ ।
4 For ye have not yet resisted vnto bloud sheddinge stryvinge agaynst synne.
କାଇକେବଇଲେ ପାପର୍‌ ବିରୁଦେ ଆଇବା ଜୁଇଦେ ବନି ଜର୍‌ବା ଏତ୍‌କି ତମେ କରାସ୍‌ ନାଇତା ।
5 And ye have forgotten the consolacion which speaketh vnto you as vnto chyldren: My sonne despyse not the chastenynge of the Lorde nether faynt when thou arte rebuked of him:
ପର୍‌ମେସରର୍‌ ସାସ୍‌ତରେ ଲେକା ଅଇଲାଟା ତମେ ପାସ୍‌ରିଗାଲାସ୍‌ କି? ସେ ତାର୍‌ ପିଲାଜିଲାମନ୍‌କେ ମନ୍‌ ସାର୍‌ଦା କରାଇ ଏନ୍ତାରି କଇରଇଲା । ସେ କଇଲା, ମର୍‌ ପଅ ମାପ୍‌ରୁର୍‌ ସାସନ୍‌ କର୍‌ବାଟା ଏଲା କର୍‌ବାର୍‌ ନାଇ । ସେ ତମ୍‌କେ ଡଣ୍ଡ୍‌ ଦେବାବେଲେ ଆସା ଚାଡ୍‌ବାର୍‌ ନାଇ ।
6 For whom the Lorde loveth him he chasteneth: yee and he scourgeth every sonne that he receaveth.
କାଇକେବଇଲେ ମାପ୍‌ରୁ ଜେତ୍‌କି ଲକ୍‌କେ ଆଲାଦ୍‌ କର୍‌ସି, ସେତ୍‌କି ଲକ୍‌କେ ସେ ସାସନ୍‌ କର୍‌ସି । ଆରି ଜେତ୍‌କି ଲକ୍‌କେ ତାର୍‌ ପିଲାଜିଲା ବଲି ଏଜିଆଚେ ସେ ସବୁ ଲକ୍‌କେ ଡଣ୍ଡ୍‌ ଦେଇସି ।
7 Yf ye endure chastninge God offereth him selfe vnto you as vnto sonnes. What sonne is that whom the father chasteneth not?
ତେବର୍‌ପାଇ ତମର୍‌ ଦୁକ୍‌କସ୍‌ଟ ସବୁ ତମର୍‌ ବାବାର୍‌ତେଇଅନି ମିଲିରଇବା ଡଣ୍ଡ୍‌ ପାରା ବଲି ବାବ୍‌ବାର୍‌ ଆଚେ । ପର୍‌ମେସର୍‌ ତମ୍‌କେ ତାର୍‌ ପିଲା ଜିଲା ବଲି ଏଜ୍‌ଲାନି । ଏଟା ତମର୍‌ ଦୁକ୍‌କସ୍‌ଟ ପାଇବାତେଇଅନି ଜାନାପଡ୍‌ସି । କାଇକେବଇଲେ, ତାର୍‌ ପିଲାକେ ଡଣ୍ଡ୍‌ ନ ଦେଲା ବାବା କେ ଆଚେ?
8 If ye be not vnder correccio (where of all are part takers) then are ye bastardes and not sonnes.
ତେବର୍‌ପାଇ ତାର୍‌ ସବୁ ପିଲାଜିଲାପାରା ପର୍‌ମେସର୍‌ ଜଦି ତମ୍‌କେ ଡଣ୍ଡ୍‌ ନ ଦେଏ, ତାର୍‌ ଅରତ୍‌ ଅଇଲାନି ସତଇସେ ତମେ ତାର୍‌ ପିଲାଜିଲା ନୁଆସ୍‌, ମାତର୍‌ ଉପ୍‌କା ପିଲାଜିଲା ।
9 Moreover seynge we had fathers of oure flesshe which corrected vs and we gave them reverence: shuld we not moche rather be in subieccion vnto the father of spretuall gyftes that we myght live?
ଆମ୍‌କେ ଜନମ୍‌ ଦେଲା ବାବାମନ୍‌ ଡଣ୍ଡ୍‌ ଦେଇରଇଲାଇ ଆରି ସେଟାର୍‌ପାଇ ଆମେ ସେମନ୍‌କେ ମାନିଅ କର୍‌ତେରଇଲୁ । ସେନ୍ତାର୍‌ଆଲେ ସର୍‌ଗେ ରଇବା ଆମର୍‌ ବାବାକେ ଆମେ କେତେକ୍‌ ଅଦିକ୍‌ ନିଜ୍‌କେ ସର୍‌ପିଅଇ ବଁଚ୍‌ବୁ?
10 And they verely for a feaue dayes nurtred vs after their awne pleasure: but he learneth vs vnto that which is proffitable that we myght receave of his holines.
୧୦ଆମର୍‌ ବାବାମନ୍‌ ସେମନ୍‌ ଟକ୍‌ ବଲି ବାବ୍‌ବା ଇସାବେ, ଚନେକର୍‌ପାଇ ରଇବା ଏ ଜିବନେ ଆମ୍‌କେ ଡଣ୍ଡ୍‌ ଦେଇରଇଲାଇ । ମାତର୍‌ ଜେଡେବେଲେ ପର୍‌ମେସର୍‌ ଆମ୍‌କେ ଡଣ୍ଡ୍‌ ଦେଇସି, ଆମର୍‌ ନିକପାଇ ଦେଇସି । ଜେନ୍ତାରିକି ଆମେମିସା ତାର୍‌ପାରା ସୁକଲ୍‌ ଅଇବୁ ।
11 No manner chastisynge for the present tyme semeth to be ioyeous but greveous: neverthelesse afterwarde it bryngeth the quyet frute of rightewesnes vnto them which are therin exercysed.
୧୧ଜେଡେବେଲେ ଡଣ୍ଡ୍‌ ପାଇବୁ, ଆମେ ସାର୍‌ଦା ନ ଅଉଁ, ମାତର୍‌ ଦୁକ୍‌ ଅଇବୁ । ସେଟା ସତ୍‌, ମାତର୍‌ ସେ ଡଣ୍ଡ୍‌ ପାଇଲାତେଇଅନି କାଇକାଇଟା ସିକ୍‌ଲା ପଚେ, ସେଟା ନିକ ବଲି ବାବ୍‌ବୁ । କାଇକେବଇଲେ ସେଟା ଆମ୍‌କେ ସାନ୍ତିସଙ୍ଗ୍‍ ରଇବା ମନ୍‌ ଆରି ଗଟେକ୍‌ ଦରମ୍‌ ଚଲାଚଲ୍‌ତି କର୍‌ବାକେ ସାଇଜ କର୍‌ସି ।
12 Stretch forthe therfore agayne the hondes which were let doune and the weake knees
୧୨ତେବର୍‌ପାଇ ଅଦୁଆ ଅଇରଇବା ଆତ୍‌ ଉଟାଆ ଆରି ଲୁଡ୍‌ଗୁଡି ଜାଇତେରଇବା ମାଣ୍ଡିମନ୍‌ ଡାଁଟ୍‌କରା ।
13 and se that ye have strayght steppes vnto youre fete lest eny haltinge turne out of ye waye: yee let it rather be healed.
୧୩ସଲକ୍‌ ବାଟେ ଇଣ୍ଡିଜା । ସେନ୍ତାର୍‌କଲେ ତମର୍‌ ନ ଆଇବା ପାଦ୍‌ ନିକଅଇ ଡାଁଟ୍‌ ଅଇସି ।
14 Embrace peace with all men and holynes: with out the which no man shall se the Lorde.
୧୪ସବୁ ଲକର୍‌ ସଙ୍ଗ୍‌ ସୁସାରେ ଆରି ସୁକଲ୍‌ ସଙ୍ଗ୍‌ ରଇବାକେ ଚେସ୍‌ଟା କରା, ଆରିକେ ସୁକଲ୍‌ ନ ଅଇକରି ମାପ୍‌ରୁକେ ଦେକି ନାପାରତ୍‌ ।
15 And looke to that no man be destitue of the grace of God and that no rote of bitternes springe vp and trouble and therby many be defiled:
୧୫ଗଟେକ୍‌ ଲକ୍‌ ଆରିଗଟେକ୍‌ ଲକ୍‌କେ ଜାଗ୍‌ରତ୍‌ କରାଆ । ଜେନ୍ତାରି କି ପର୍‌ମେସର୍‌ ଜିବନ୍‌ ଦୁକାଇକରି ଦୟା ଦେକାଇଲାଟାନେଅନି କେ ପଚ୍‌କେ ନ ଜାଅତ୍‌ । କାଇକେବଇଲେ ସେନ୍ତାରି ଲକ୍‌ ପିତା ପଲ୍‌ ଦାର୍‌ବା ଗଟେକ୍‌ ଗଚ୍‌ ପାରା ରଇସି ଆରି ବେସି ଲକ୍‌କେ ତାର୍‌ ବିସ୍‌ ସଙ୍ଗ୍‍ ଅଇରାନ୍‌ କର୍‌ସି ।
16 and that there be no fornicator or vnclene person as Esau which for one breakfast solde his birthright.
୧୬ଜାଗର୍‌ତା ରୁଆ, ତମର୍‌ ବିତ୍‌ରେ କେ ମିସା ବେସିଆ କାମ୍‌ କରାନାଇ । ପର୍‌ମେସର୍‌କେ ବିସ୍‌ବାସ୍‌ ନ କରି ରଇବା ଏସ୍‌ଅ ପାରା ନ ଉଆ । ସେ ଗଟେକ୍‌ କାଦିର୍‌ପାଇ ପର୍‌ମେସର୍‌ ସେ ପାଇସି ବଲି କାତା ଦେଇରଇବା ବଡ୍‌ ପିଲାର୍‌ ଅଦିକାର୍‌ ପାଲ୍‌ଟାଇଲା ।
17 Ye knowe how that afterwarde when he wolde have inherited the blessinge he was put by and he foude no meanes to come therby agayne: no though he desyred it with teares.
୧୭ଆମେ ଜାନିଆଚୁ ଜେ ସେ ସେନ୍ତାରି କଲାପଚେ, କରିରଇବା କାମର୍‌ ପାଇ ଦୁକ୍‌ କଲା । କାଇକେବଇଲେ ବାବାର୍‌ ବଡ୍‌ ପଅ ଇସାବେ ତାର୍‌ ବାବାର୍‌ ଆସିର୍‌ବାଦ୍‌ ପାଇବାକେ ବେସି ମନ୍‍ କଲା । ମାତର୍‌ ତାର୍‌ ସଙ୍ଗ୍‌ କାନ୍ଦିକରି ବାବୁଜିଆ କଲାମିସା, ସେ ମିଲାଇ ନାପାର୍‌ଲା କି କରିରଇବା କାମ୍‌ ମିସା ବାଦ୍‌ଲେ ନାଇ ।
18 For ye are not come vnto the mounte that can be touched and vnto burninge fyre nor yet to myst and darcknes and tempest of wedder
୧୮ଇସ୍‌ରାଏଲର୍‌ ଲକ୍‌ମନ୍‌ ପର୍‌ମେସରର୍‌ ଲଗେ ଆଇଲାପାରା ତମେ ଆସାସ୍‌ ନାଇ । ସେମନ୍‌ ଜନ୍‌ଟା ଦେକ୍‌ଲାଇ, ସେଟା ଜାନିପାର୍‌ଲାଇ । ସିନୟ ପର୍‌ବତେ ରଇବା ଜଇ ଦେକ୍‌ଲାଇ । ବେସି ଆନ୍ଦାର୍‌ ଅଇଲାଟା ଆରି ଜବର୍‌ ପବନ୍‌ ଆଇଲାଟା ତେଇ ରଇକରି ଜାନିପାର୍‌ଲାଇ ।
19 nether vnto the sounde of a trope and the voyce of wordes: which voyce they that hearde it wisshed awaye that the comunicacion shuld not be spoken to them.
୧୯ମଇରି ପୁକ୍‌ବାଟା ଆରି ସବଦ୍‌ ଅଇବାଟା ସୁନ୍‌ଲାଇ । ସେ ସବଦ୍‌ ସୁନ୍‌ଲାକେ ଲକ୍‌ମନ୍‌ ଆରି ନ ସୁନୁ ବଲି ବାବୁଜିଆ କଲାଇ ।
20 For they were not able to abyde that which was spoken. If a beast had touched the mountayne it must have bene stoned or thrust thorowe with a darte:
୨୦କାଇକେବଇଲେ ତେଇ ଦେଇରଇବା ଆଦେସ୍‌କେ ସେମନ୍‌ ବେସି ଡର୍‌ଲାଇ । “ଗଟେକ୍‌ ପସୁ ମିସା ସେ ପର୍‌ବତେ ପାଦ୍‌ ମାଣ୍ଡ୍‌ଲେ ତାକେ ପାକ୍‌ନା ସଙ୍ଗ୍‍ ମାରି ମରାଇବାର୍‌ ଆଚେ ।” ବଲି ଆଦେସ୍‌ ରଇଲା ।
21 eve so terreble was ye sight which appered. Moses sayde I feare and quake.
୨୧ଜନ୍‌ଟା ଦେକିଅଇଲା ଆରି ସୁନି ଅଇଲା, ସେଟା ବେସି ଡର୍‌ ଲାଗ୍‌ବାଟା ରଇଲା । ଜେନ୍ତାରି କି ମସା ମିସା କଇଲା, “ସତଇସେ ମୁଇମିସା ତର୍‌ତରି କରି ଡର୍‌ଲିନି ।”
22 But ye are come vnto the moute Sion and to the citie of the livinge god the celestiall Ierusalem: and to an innumerable sight of angels
୨୨ମାତର୍‌ ଏବେ ଆମେ ସିଅନ୍‌ ପର୍‌ବତେ ଆସିଆଚୁ । ସେଟା ଅଇଲାନି ସର୍‌ଗେ ରଇବା ଜିରୁସାଲେମ୍‌ । ଜିବନ୍‌ ରଇବା ପର୍‌ମେସରର୍‌ ନଅରେ ଆଇଲୁ ଆଚୁ । ଜନ୍‌ଟାନେ କି ଅଜାର୍‌ ଅଜାର୍‌ ଦୁତ୍‌ମନ୍‌ ଆଚତ୍‌ ।
23 and vnto the congregacion of ye fyrst borne sonnes which are writte in heven and to God the iudge of all and to the spretes of iust and parfecte men
୨୩ପର୍‌ମେସରର୍‌ ପଣୁଆ ପିଲାମନ୍‌ ସାର୍‌ଦାସଙ୍ଗ୍‍ ରୁଣ୍ଡିରଇବା ଜାଗାଇ ଆମେ ଆଇଲୁଆଚୁ । ତାକର୍‌ ନାଉଁମନ୍‌ ସର୍‌ଗେ ଲେକାଅଇଲା ଆଚେ । ଆମେ ପର୍‌ମେସରର୍‌ ଲଗେ ଆଇଲୁ ଆଚୁ । ସେ ସବୁକେ ବିଚାର୍‌ କର୍‌ସି । ସେ ସିଦ୍‌ କରିରଇବା ଦରମ୍‌ଲକର୍‌ ଆତ୍‌ମାମନର୍‌ଟାନେ ଆଇଲୁ ଆଚୁ ।
24 and to Iesus the mediator of the newe testament and to the spryncklynge of bloud that speaketh better then the bloud of Abell.
୨୪ଆରି ନୁଆ ରାଜିନାମା ତିଆର୍‌ କରିରଇବା ଜିସୁକିରିସ୍‌ଟର୍‌ ଲଗେ ଆଇଲୁଆଚୁ । ସେ ତାର୍‌ ବନି ଜରାଇରଇଲା । ସେଟା ଏବଲର୍‌ ବନିତେଇଅନି ନିକ ଆଚେ ।
25 Se that ye despise not him yt speaketh. For yf they escaped not which refused him that spake on erth: moche more shall we not escape yf we turne awaye fro him yt speaketh fro heve:
୨୫ଜନ୍‌ଟା ତମ୍‌କେ ପର୍‌ମେସର୍‌ କଇଲାନି, ନ ସୁନ୍‌ଲା ଲକର୍‌ପାରା ଉଆ ନାଇ । କାଇକେବଇଲେ ପର୍‌ମେସରର୍‌ କାତା ନ ମାନ୍‌ଲାକେ ଆମର୍‌ ଆନିଦାଦିମନ୍‌ ସିନୟ ପର୍‌ବତେ ଡଣ୍ଡ୍‌ ପାଇରଇଲାଇ । ଜନ୍‌ ଲକ୍‌ ଆମ୍‌କେ ସର୍‌ଗେଅନି କଇଲାନି, ସେ କାତା ଆମେ ନ ସୁନିକରି ଏଲାକଲେ, କେତେକ୍‌ ଅଦିକ୍‌ ଡଣ୍ଡ୍‌ ପାଇବୁ?
26 whose voyce the shouke the erth and now declareth sayinge: yet once more will I shake not the erth only but also heven.
୨୬କାଇକେବଇଲେ, ସିନୟ ପର୍‌ବତେ ପର୍‌ମେସର୍‌ କାତା ଅଇଲାବେଲେ, ଦର୍‌ତନି ଚୁଲ୍‌ବୁଲିଗାଲା । ମାତର୍‌ ସେ ଏବେ କାତା ଦେଇ କଇଲା ଆଚେ, “ମୁଇ ଆରିତରେକ୍‌ ଦର୍‌ତନିକେ ଚୁଲ୍‌ବୁଲାଇବି । ଅବ୍‌କା ଦର୍‌ତନିସେ ନଏଁ, ଆକାସେ ରଇବା ସବୁଜାକକେ ମିସା କର୍‌ବି ।”
27 No dout yt same that he sayth yet once more signifieth the removinge a waye of those thinges which are shaken as of thinges which have ended their course: that the thynges which are not shaken maye remayne.
୨୭ଜେଡେବେଲେ ସେ ଆରିତରେକ୍‌ ବଲି କଇରଇଲା, ତାର୍‌ ଅରତ୍‌ ଅଇଲାନି ତିଆର୍‌ କରିରଇବା ସବୁଜାକ ଚୁଲ୍‌ବୁଲାଇ କରି ସବୁଜାକ ଦାରିଜାଇସି । ଜେନ୍ତାରି କି ନ ଚୁଲ୍‌ବୁଲ୍‌ବାଟାସେ ରଇସି ।
28 Wherfore if we receave a kyngdom which is not moved we have grace wherby we maye serve god and please him with reverence and godly feare.
୨୮ସେଟାର୍‌ପାଇ ଆମେ ପର୍‌ମେସର୍‌କେ ଦନିଅବାଦ୍‌ ଦେଉଁ । କାଇକେବଇଲେ ସେ ଆମ୍‌କେ ସାସନ୍‌ କଲାନି । ଆରି ତାର୍‌ ରାଇଜ୍‌ ନ ଚୁଲ୍‌ବୁଲେ । ତାକେ ସାର୍‌ଦା କରାଇବାକେ ଡରିକରି ସନ୍‌ମାନ୍‌ ସଙ୍ଗ୍‌ ଉପାସନା କରୁ ।
29 For oure god is a consumynge fyre.
୨୯କାଇକେବଇଲେ ଆମର୍‌ ପର୍‌ମେସର୍‌ ସବୁକେ ପଡାଇକରି କୁରୁପ୍‌ନାସ୍‌ କର୍‌ବା ଜଇପାରା ଆଚେ ।

< Hebrews 12 >