< Acts 6 >

1 In those dayes as the nombre of the disciples grewe ther arose a grudge amonge the Grekes agaynst the Ebrues be cause their wyddowes were despysed in the dayly mynystracion.
ସେ ବେଲା, ବେସି ଜିଉଦି ଲକ୍‌ମନ୍‌ ଜିସୁର୍‌ ସିସ୍‌ ଅଇ ଆଇଲାଇ । ଗିରିକ୍‌ ବାସା କଇତେରଇବା ଜିଉଦିମନ୍‌, ଏବ୍‌ରି ବାସା କଇତେରଇବା ଜିଉଦିମନର୍‌ ବିରୁଦେ କାତା ଉଟାଇଲାଇ । କାଇକେବଇଲେ ଗିରିକ୍‌ ବାସାଇ କାତା ଅଇବା ଜିଉଦିମନ୍‌, ରାଣ୍ଡିମନ୍‌କେ ଦିନ୍‌କର୍‌ କାଦି ବାଟା କଲାବେଲେ ତାକର୍‌ ରାଣ୍ଡିମନ୍‌କେ ଏଲା କର୍‌ତେରଇଲାଇ ପନି ।
2 Then the twelve called the multitude of the disciples to gether and sayde: it is not mete that we shuld leave the worde of God and serve at the tables.
ସେଟାର୍‌ ପାଇ ବାର୍‌ଟା ପେରିତ୍‌ ସିସ୍‌ମନ୍‌ ସବୁ ବିସ୍‌ବାସିମନ୍‌କେ ରୁଣ୍ଡାଇକରି କଇଲାଇ, “କାଇବାଟା ବାଟାକର୍‌ବାର୍‌ ଆଚେ ବଲିକରି ପର୍‌ମେସରର୍‌ ବାକିଅ ସିକାଇବାଟା ଜଦି ଆମେ ଏଲା କର୍‌ବୁ ବଇଲେ ସେଟା ନିକ ବିସଇ ନଏଁ ।
3 Wherfore brethren loke ye out amoge you seven men of honest reporte and full of the holy goost and wysdome which we maye apoynte to this nedfull busynes.
ସେଟାର୍‌ ପାଇ ଏ ବାଇବଇନିମନ୍‌, ତମର୍‌ ବିତ୍‌ରେଅନି ସୁକଲ୍‌ଆତ୍‌ମାଇ ଆରି ଗିଆନେ ପୁରାପୁରୁନ୍‌ ଅଇରଇବା ଲକ୍‌ ବଲି ସବୁଲକ୍‌ ଜାନିରଇବା ସାତ୍‌ ଲକ୍‌କେ ବାଚା । ଆମେ ସେମନ୍‌କେ ଏ ସବୁ ବିସଇ କର୍‌ବାକେ ଦାଇତ୍‌ ଦେବୁ ।
4 But we will geve oure selves cotinually to prayer and to the ministracion of ye worde.
ସେନ୍ତାର୍‌ ଆଲେ ପାର୍‌ତନା ଆରି ପର୍‌ମେସରର୍‌ ବାକିଅ ସିକାଇବାକେ ଆମେ ସବୁ ଦିଆନ୍‍ ଦେଇପାରିଅଇସି ।”
5 And the sayinge pleased the whoale multitude. And they chose Steven a man full of fayth and of the holy goost and Philip and Prochorus and Nichanor and Timon and Permenas and Nicholas a converte of Antioche.
ଦଲର୍‌ ସବୁ ଲକ୍‌ ପେରିତ୍‌ ସିସ୍‌ମନର୍‌ କଇଲା କାତାଇ ରାଜିଅଇଲାଇ, ଆରି ଏ କାମ୍‌ କର୍‌ବାକେ ବିସ୍‌ବାସ୍‌ ଆରି ସୁକଲ୍‌ ଆତ୍‌ମାଇ ପୁରୁନ୍‌ ଅଇରଇବା ତିପାନ୍‌ ନାଉଁର୍‌ ଗଟେକ୍‌ ଲକ୍‌, ଆରି ପିଲିପ୍‌, ପକ୍‌ରସ୍‌, ନିକାନର, ତିମନ୍‌, ପର୍‌ମନା ଆରି ଆଗେ ଜିଉଦି ଦରମ୍‌ ବିସ୍‌ବାସ୍‌ କରିରଇବା, ଆନ୍‌ଟିକିୟଇ ଅନି ଆସିରଇବା ଗଟେକ୍‌ ଜିଉଦି ନ ଅଇଲା, ନିକଲାୟକେ ବାଚ୍‌ଲାଇ ।
6 Which they set before the Apostles and they prayed and layde their hondes on them.
ବିସ୍‌ବାସିମନ୍‌ ଏ ସାତ୍‌ଲକ୍‌କେ ପେରିତ୍‌ମନର୍‌ ଲଗେ ଆନ୍‌ଲାଇ । ସେମନ୍‌କେ, ଆତ୍‌ ସଙ୍ଗଇ ପାର୍‌ତନା କଲାଇ ।
7 And the worde of God encreased and the noubre of the disciples multiplied in Ierusalem greatly and a great company of the prestes were obedient to the faythe.
ଏନ୍ତାରି ପର୍‌ମେସରର୍‌ ବାକିଅ ଗୁଲାଇବାଟର୍‌ ଲକ୍‌ ସୁନ୍‌ଲାଇ । ଜିରୁସାଲମେ ଅଦିକ୍‌ ଅଦିକ୍‌ ସିସ୍‌ମନ୍‌ ବଡ୍‌ବାର୍‌ ଦାର୍‌ଲାଇ, ବେସି ପୁଜାରିମନ୍‌ ମିସା ଜିସୁକେ ବିସ୍‌ବାସ୍‌ କଲାଇ ।
8 And Steven full of faythe and power dyd great wondres and myracles amoge ye people.
ପର୍‌ମେସର୍‌ଟାନେ ବେସି ଆସିର୍‌ବାଦ୍‌ ପାଇ ଆରି ବପୁ ସଙ୍ଗ୍‍ ପୁରୁନ୍‌ ଅଇରଇବା ତିପାନ୍‌, ଲକ୍‌ମନର୍‌ ବିତ୍‌ରେ ବେସି ନ ଅଇବା କାମ୍‌ମନ୍‌, କାବା ଅଇଜିବା କାମ୍‌ମନ୍‌ ସାଦନ୍‌ କଲା ।
9 Then ther arose certayne of the synagoge which are called Lybertines and Syrenites and of Alexandria and of Cilicia and Asia and disputed with Steven.
ମାତର୍‌ କେତେଲକ୍‌ ତାକେ ବିରଦ୍‌ କଲାଇ । ଏମନ୍‌ ଗତି କଟ୍‌ବାତେଇଅନି, ମୁକ୍‌ଲିରଇବା ଜିଉଦିମନ୍‌କେ ନେଇ, ଅଇରଇବା ପାର୍‌ତନା ଗରର୍‌ କେତେ ଲକ୍‌, ସେମନର୍‌ ବିତ୍‌ରେଅନି କେତେଲକ୍‌ ସାରିଆ ଅନି, କେତେକ୍‌ ଆଲେକ୍‌ଜାଣ୍ଡ୍‌ରିଆ ଅନି । ସେମନ୍‌ ସିଲିସିଆ ଅନି ଆରି ଆସିଆଇଅନି ଆସିରଇବା ବିନ୍‌ ଜିଉଦିମନର୍‌ ସଙ୍ଗ୍‍ ମିସିକରି ତିପାନର୍‌ ବିରଦେ ଦଦାପେଲା ଅଇଲାଇ ।
10 And they coulde not resist the wysdome and the sprete with which he spake.
୧୦ମାତର୍‌ ସୁକଲ୍‌ ଆତ୍‌ମା ତିପାନ୍‌କେ ଏନ୍ତି ଗିଆନ୍‌ ଦେଲାଜେ, କେମିସା ତାର୍‌ କାତା ଚାଡାଇକରି କଇ ନାପାର୍‌ତେ ରଇଲାଇ ।
11 Then sent they in men which sayd: we have hearde him speake blasphemous wordes agaynst Moses and agaynst God.
୧୧ଏଲେମିସା ସେ “ମସାର୍‌ ବିରଦେ ଆରି ପର୍‌ମେସରର୍‌ ବିରଦେ କାତା କଇବାଟା ଆମେ ସୁନ୍‌ଲୁ ।” ବଲି, ଏ ମିଚ୍‌ ସାକି ଦେବାକେ କେତେ ଲକ୍‌କେ ଲାଁଚ୍‌ ଦେଇ ଉସ୍‌କାଇଲାଇ ।
12 And they moved ye people and the elders and the scribes: and came apon him and caught him and brought him to the counsell
୧୨ଏନ୍ତାରିକରି ସେମନ୍‌ ଲକ୍‌ମନ୍‌କେ, ପାର୍‌ଚିନ୍‌ମନ୍‌ ଆରି ସାସ୍‌ତର୍‌ ସିକାଉମନ୍‌କେ ରିସା ଅଇବା କାତା କଇଲାଇ । ଆରି ତିପାନ୍‌କେ ଦାରି ବଡ୍‌ସବାଇ ନେଲାଇ ।
13 and brought forth falce witnesses which sayde. This ma ceasith not to speake blasphemous wordes agaynst this holy place and the lawe:
୧୩ତାର୍‌ ପଚେ ସେମନ୍‌ ତାର୍‌ ବିରୁଦେ ମିଚ୍‌ ସାକି ଦେବାକେ କେତେଟା ଲକ୍‌ମନ୍‌କେ ବିତ୍‌ରେ ଆନ୍‌ଲାଇ । ସେମନ୍‌ କଇଲାଇ, “ଏ ଲକ୍‌ ସବୁବେଲେ ଆମର୍‌ ସୁକଲ୍‌ ମନ୍ଦିର୍‌ ଆରି ମସାର୍‌ ରିତିନିତି ବିରୁଦେ ନିନ୍ଦା କାତା କଇବୁଲ୍‌ଲାଇନି ।
14 for we hearde him saye: this Iesus of Nazareth shall destroye this place and shall chaunge the ordinaunces which Moses gave vs.
୧୪ନାଜରିତର୍‌ ଜିସୁ ମନ୍ଦିର୍‌ ବାଙ୍ଗାଇ ପାକାଇସି ଆରି ଆମେ ମସାର୍‌ ଟାନେଅନି ପାଇ ରଇବା ସବୁ ବିଦିବିଦାନ୍‌ ବାଦ୍‌ଲାଇ ଦେଇସି ବଲି ଏ ଲକ୍‌ କଇବାଟା ଆମେ ସୁନି ଆଚୁ ।”
15 And all that sate in ye counsell loked stedfastly on him and sawe his face as it had bene the face of an angell.
୧୫ସେଡ୍‌କି ବେଲେ ବଡ୍‌ସବାଇ ବସି ରଇବା ସବୁ ଲକ୍‌ ଆକିଗାଡି ତିପାନର୍‌ ବାଟେ ଦେକ୍‌ଲାଇ ଜେ, ଏଦେ ଦେକା! ତାର୍‌ ମୁ ସରଗର୍‌ ଦୁତ୍‌ ପାରା ଡିସ୍‌ତେ ରଇଲା ।

< Acts 6 >