< Acts 28 >

1 And when they were scaped then they knewe that the yle was called Milete.
କାଇଟା ନ ଅଇ, କଣ୍ଡିପାଲି ଜାଇ ଦେକ୍‌ଲୁ ଜେ, ଆମେ ମେଲିତି ନାଉଁର୍‌ ଚାରିବେଟ୍‌ତି ପାନିର୍‌ ମଜାଇ ରଇବା ସୁକ୍‌ଲା ଜାଗାଇ କେଟିଆଚୁ ।
2 And the people of the countre shewed vs no lytell kyndnes: for they kyndled a fyre and receaved vs every one because of the present rayne and because of colde.
ତେଇ ପୁର୍‌ବେଅନି ରଇବା ଲକ୍‌ମନ୍‌ ଆମ୍‌କେ ଆଲାଦ୍‌ ଦେକାଇଲାଇ, ସେବେଲେ ବର୍‌ସା ମାରି ସିତ୍‌ ଅଇତେ ରଇଲା । ସେଟାର୍‌ ପାଇ ସେମନ୍‌ ଆମ୍‌କେ ଜଇ ଲାଗାଇ ଗତିଆ ମାନ୍‌ଲାଇ ।
3 And when Paul had gaddered a boundle of stickes and put them into the fyre ther came a viper out of the heet and lept on his honde.
ପାଉଲ୍‌ ଗଟେକ୍‌ ବିଡା ଦାରୁ ଜଇତେଇ ପାକାଇବା ବେଲେ ଜଇ ତାତିର୍‌ ଲାଗି ବିଡାଇଅନି ଗଟେକ୍‌ ବିସ୍‌ରଇବା ସାଁପ୍‌ ବାରଇଲା ଆରି ପାଉଲର୍‌ ଆତେ ଚଗି ଚାବି ଡସିରଇଲା ।
4 When the men of the contre sawe the worme hange on his honde they sayde amonge the selves: this man must nedes be a mortherer. Whome (though he have escaped the see) yet vengeaunce suffreth not to lyve.
ସେ ଜାଗାର୍‌ ଲକ୍‌ମନ୍‌ ପାଉଲର୍‌ ଆତେ ଚାବିକରି ଡସି ଜୁଲ୍‌ତେ ରଇବା ସାଁପ୍‌କେ ଦେକି ତାକର୍‌ ତାକର୍‌ ବିତ୍‌ରେ କୁଆବଲା ଅଇଲାଇ, “ଏ ବାଇଦରେ ଗଟେକ୍‌ ନର୍‌ମାରୁ ଲକ୍‌, ସେ ଜାଇଟା ମିସା ଅ ବେ, ସେ ସମ୍‌ଦୁରେ ରକିଆ ପାଇରଇଲେ ମିସା ତାର୍‌ କରମ୍‌ ତାକେ ବଁଚ୍‌ବାକେ ନ ଦେଏ ।”
5 But he shouke of the vermen into the fyre and felt no harme.
ମାତର୍‌ ପାଉଲ୍‌ ତାର୍‌ ଆତ୍‌ ଜିଞ୍ଜାଡ୍‌ଲାକେ ସାଁପ୍‌ ଜଇତେଇ ଅଦର୍‌ଲା ଆରି ତାକେ କାଇଟା ଅଏନାଇ ।
6 Howbeit they wayted when he shuld have swolne or fallen doune deed sodenly. But after they had loked a greate whyle and sawe no harme come to him they chaunged their myndes and sayde that he was a God.
ଲକ୍‌ମନ୍‌ ପାଉଲର୍‌ ଆତ୍‌ ପୁଲିଜାଇସି ନଇଲେ ଅଟାତ୍‌ ଅଦ୍‌ରି ମରିଜାଇସି ବଲି ଜାଗିରଇଲାଇ, ମାତର୍‌ ବେସି ପର୍‌ ଜାଗିକରି ଦେକ୍‌ଲାଇ ମିସା ତାକେ କାଇଟା ଅଏ ନାଇ । ପଚେ ସେମନ୍‌ କାତା ପାସ୍‌ଲାଇକରି କଇଲାଇ “ଏ ଗଟେକ୍‌ ଦେବ୍‌ତା!”
7 In the same quarters the chefe man of the yle whose name was Publius had a lordshippe: the same receaved vs and lodged vs thre dayes courteously.
ତେଇଅନି ଅଲପ୍‌ ଦୁରିକେ ସେ ଜାଗାର୍‌ ମୁକିଅ ନେତା, ତାର୍‌ ନାଉଁ ପବ୍‌ଲିଅ । ତାର୍‍ କେତେଟା ପଦା ରଇଲା, ସେ ଆମ୍‌କେ ଗତିଆ ମାନିକରି ଡାକିନେଲା । ଆରି ଆମେ ତିନ୍‌ ଦିନ୍‌ ଜାକ ତାକର୍‌ ଗରେ ଗତିଆ ଅଇ ରଇଲୁ ।
8 And it fortuned that the father of Publius laye sicke of a fiever and of a bluddy flixe. To who Paul entred in and prayde and layde his hondes on him and healed him.
ସେବେଲେ ପବ୍‌ଲିଅସର୍‌ ବାବା ଜର୍‌ ଆରି ରକତ୍‌ଜାଡା ଦାରାଇଅଇ ଡୁଲିରଇଲା । ପାଉଲ୍‌ ତାକର୍‌ ବାକ୍‌ରାଇ ଜାଇ ତାର୍‌ପାଇ ପାର୍‌ତନା କରି ତାର୍‌ ଉପ୍‌ରେ ଆତ୍‌ ଚିଇ ତାକେ ନିମାନ୍‌କଲା ।
9 When this was done other also which had diseases in the yle came and were healed.
ଏ ଗଟ୍‍ନା ପଚେ ସେ ଜାଗାର୍‌ ଜେତ୍‌କି ରଗିମନ୍‌ ସବୁ ପାଉଲର୍‌ ଲଗେ ଆସି ନିମାନ୍‌ ଅଇଲାଇ ।
10 And they dyd vs gret honoure. And when we departed they laded vs with thinges necessary.
୧୦ସେମନ୍‌ ଆମ୍‌କେ ବେସି ବିନ୍‌ ବିନ୍‌ ରକାମର୍‌ ଜିନିସ୍‌ ଇନାମେ ଦେଲାଇ ଆରି ଆମେ ତେଇଅନି ଜାଜେ ବସି ଜିବାବେଲେ ସେମନ୍‌ ଆମର୍‌ପାଇ ଦର୍‌କାର୍‌ ରଇଲା ସବୁ ଜିନିସ୍‌ ଜାଜେ ଆନି ଦେଲାଇ ।
11 After thre monethes we departed in a ship of Alexandry which had wyntred in the yle whose badge was Castor and Pollux.
୧୧ସେ ଜାଗାଇଅନି ବାରଇବାକେ ଆମ୍‌କେ ତିନ୍‌ମାସ୍‌ ଲାଗ୍‌ଲା । ସିତ୍‌ଦିନ୍‌ ଅଇରଇଲାକେ ତବିର୍‌ଅଇଲା ଆଲେକ୍‌ଜାଣ୍ଡ୍‌ରିଆ ନଅରେଅନି ଆସିରଇବା ଗଟେକ୍‌ ଜାଜେ ଆମେ ବାରଇଲୁ । ସେ ଜାଜର୍‌ ନାଉଁ ରଇଲା ଜଁଲି ଦେବ୍‌ତା ।
12 And whe we came to Cyracusa we taryed there. iii. dayes.
୧୨ପର୍‌ତୁମ୍‌ ସିର୍‌କୁସ୍‌ ନାଉଁର୍‌ ନଅରେ କେଟି ତେଇ ତିନ୍‌ଦିନ୍‌ ରଇଲୁ ।
13 And from thence we set a compasse and came to Regium. And after one daye the south wynde blewe and we came the next daye to Putiolus:
୧୩ତେଇଅନି ଆରି ତରେକ୍‌ ଜିବାଟା ଆରାମ୍‌ କରି ଆମେ ରେଜିଅମ୍‌ ସଅରେ କେଟ୍‌ଲୁ । ତାର୍‌ ଆର୍‌କର୍‌ ଦିନେ ଦକିଣ୍‌ ଦିଗେଅନି ପବନ୍‌ ଆଇଲା ଆରି ଦୁଇଦିନ୍‌ ପଚେ ପୁତେଅଲି ସଅରେ କେଟ୍‌ଲୁ ।
14 where we founde brethren and were desyred to tary with them seven dayes and so came to Rome.
୧୪ତେଇ କେତେଟା ଜିସୁକେ ବିସ୍‌ବାସ୍‌ କର୍‌ବା ବାଇମନ୍‌କେ ମିସ୍‌ଲୁ । ତାକର୍‌ ସଙ୍ଗ୍‍ ଗଟେକ୍‌ ଆଟ୍‌ ରଇବାକେ ସେମନ୍‌ ଆମ୍‌କେ ବାବୁଜିଆ କଲାଇ । ସାରାସାରିପଚେ ଆମେ ରମ୍‌ ଦେସେ ଜାଇ କେଟ୍‌ଲୁ ।
15 And from thence when ye brethren hearde of vs they came agaynst vs to Apiphorum and to ye thre taverns. When Paul sawe the he thanked God and wexed bolde.
୧୫ଆମେ ଗାଲା କବର୍‌ ସୁନିକରି ରମ୍‌ ଦେସର୍‌ ବିସ୍‌ବାସି ବାଇମନ୍‌ ତେଇଅନି ଆପିଅ ଜାଗାର୍‌ ଆଟେ ଆରି ତିନ୍‌ସରା ନାଉଁର୍‌ ନଅର୍‌ମନ୍‌ ଜାକ ଆମ୍‌କେ ବେଟ୍‌ ଅଇବାକେ ଇଣ୍ଡି ଇଣ୍ଡି ଆଇଲାଇ । ସେମନ୍‌କେ ଦେକି ପାଉଲ୍‌ ପର୍‌ମେସର୍‌କେ ଦନିଅବାଦ୍‌ ଦେଲା ଆରି ବେସି ସାର୍‌ଦା ଅଇଲା ।
16 And when he came to Rome ye vnder captayne delyvered ye presoners to ye chefe captayne of ye host: but Paul was suffered to dwell by him selfe with one soudier that kept him.
୧୬ଆମେ ରମ୍‌ ଦେସେ କେଟ୍‌ଲା ପଚେ ପାଉଲ୍‌କେ ଗଟେକ୍‌ ସନିଅ ସଙ୍ଗ୍‍ ଗଟେକ୍‌ ଗରେ ରଇବାକେ ଆଦେସ୍‌ ମିଲ୍‌ଲା ।
17 And it fortuned after thre dayes that Paul called ye chefe of ye Iewes together. And whe they were come he sayde vnto the: Men and brethren though I have comitted nothinge agaynst the people or lawes of oure fathers: yet was I delyvered presoner from Ierusalem in to the hondes of ye Romayns.
୧୭ତିନ୍‌ ଦିନ୍‌ ପଚେ ପାଉଲ୍‌ ସେ ଜାଗାର୍‌ ଜିଉଦି ନେତାମନ୍‌କେ ଗଟେକ୍‌ ସବା କର୍‌ବାକେ କବର୍‌ ପାଟାଇଲା । ସେମନ୍‌ ଆସି ରୁଣ୍ଡ୍‌ଲାଇକେ ପାଉଲ୍‌ ସେମନ୍‌କେ କଇଲା, “ଏ ଇସ୍‌ରାଏଲର୍‌ ବାଇମନ୍‌, ମୁଇ ଆମର୍‌ ଲକ୍‌ମନର୍‌ ବିରୁଦେ କି ଆମର୍‌ ଆନିଦାଦିମନର୍‌ ଟାନେଅନି ସିକିରଇବା ରିତିନିତି ବିରୁଦେ କିଚି କରିନାଇ, ଏଲେ ମିସା ଜିରୁସାଲାମର୍‌ ଜିଉଦିମନ୍‌ ମକେ ଦାରି ବନ୍ଦିଗରେ ପୁରାଇ ରମିଅମନ୍‌କେ ସର୍‌ପିଦେଲାଇ ।
18 Which when they had examined me wolde have let me goo because they founde no cause of deeth in me.
୧୮ମକେ ପାଚାର୍‌ ଉଚାର୍‌ କଲା ପଚେ ମରନ୍‌ ଡଣ୍ଡ୍ ପାଇବା ଏତ୍‌କି କାଇ ଅପ୍‌ରାଦ୍‌ କରେ ନାଇ ବଲି ଜାନ୍‌ଲାଇ । ପଚେ ରମିଅ ଲକ୍‌ମନ୍‌ ମକେ ମୁକ୍‌ଲାଇବାକେ ମନ୍‍ କର୍‌ତେ ରଇଲାଇ ।
19 But when ye Iewes cryed cotrary I was constrayned to appeale vnto Cesar: not because I had ought to accuse my people of.
୧୯ମାତର୍‌ ଜିଉଦି ଲକ୍‌ମନ୍‌ ମକେ ଚାଡ୍‌ବାକେ ରାଜି ଅଅତ୍‌ନାଇ । ତେବେ ମର୍‌ ନିଜର୍‌ ଲକ୍‌ମନର୍‌ ବିରୁଦେ ମର୍‌ କାଇ ଦାବି ନ ରଇଲା ମିସା, ମୁଇ ବଡ୍‌ସାସନ୍‌କାରିଆକେ ଗୁଆରି କର୍‌ବି ଆକା ବଲି ବାବ୍‌ଲି ।
20 For this cause have I called for you eve to se you and to speake with you: because that for the hope of Israel I am bounde with this chayne.
୨୦ସେଟାର୍‌ପାଇ ଏ ବିସଇ କାତାବାର୍‌ତା ଅଉଁ ବଲି ମୁଇ ତମ୍‌କେ ଡାକାଇ ଆଚି । ଇସ୍‌ରାଏଲର୍‌ ଲକ୍‌ମନ୍‌ ଏବେ ଜାକେ ଆସା କରି ଆଇଲାଇନି, ତାର୍‌ପାଇ ବଲିକରି ମୁଇ ଆଜି ସିକ୍‌ଲି ସଙ୍ଗ୍‍ ବାନ୍ଦାଇ ଅଇଆଚି ।”
21 And they sayde vnto him: We nether receaved letters out of Iewry pertayninge vnto ye nether came eny of the brethren that shewed or spake eny harme of the.
୨୧ସେମନ୍‌ କଇଲାଇ, “ଆମ୍‌କେ ଜିଉଦା ଦେସେଅନି ତମର୍‌ ବିସଇ କାଇ ଚିଟି ଗଟେକ୍‌ ମିସା ମିଲେ ନାଇ, କି ବାଇମନର୍‌ ବିତ୍‌ରେଅନି କେ ମିସା ଇତି ଆସି ତମର୍‌ ବିସଇର୍‍ ବୁଲ୍‌ କାତା ସୁନାଅତ୍‌ ନାଇ କି କଅତ୍‌ ମିସା ନାଇ ।
22 But we will heare of the what thou thynkest. For we have hearde of this secte that every wheare it is spoken agaynst.
୨୨ମାତର୍‌ ତମେ କାଇଟା ବଲି ବିସ୍‌ବାସ୍‌ କଲାସ୍‌ନି, ସେଟା ତମର୍‌ଟାନେଅନି ଆମେ ସୁନ୍‌ବାକେ ମନ୍‍ କଲୁନି । କାଇକେବଇଲେ, ଗୁଲାଇବାଟର୍‌ ଲକ୍‌ ତମର୍‌ ଦଲ୍‌ ବିରୁଦେ କାତା ଅଇଲାଇନି ।”
23 And when they had apoynted him a daye ther came many vnto him into his lodgynge. To whom he expounded and testifyed the kyngdome of God and preached vnto the of Iesu: both out of the lawe of Moses and also out of the prophetes even from mornynge to nyght.
୨୩ସେମନ୍‌ ଗଟେକ୍‌ଦିନ୍‌ ଟିକ୍‌ କଲାଇ ଆରି ଟିକ୍‌ କଲା ଦିନେ ସେମନର୍‌ ବିତ୍‌ରେଅନି ବେସି ଲକ୍‌ ପାଉଲ୍‌ ରଇବା ଜାଗାଇ ଆଇଲାଇ । ପାଉଲ୍‌ ସେମନ୍‌କେ ସାକାଲେଅନି ସଞ୍ଜ୍‌ଜାକ ପରମେସର୍‌ ରାଇଜ୍‌ ବିସଇ ବୁଜାଇଦେଲା ଆରି ମସାର୍‌ ରିତିନିତି ଆରି ବବିସତ୍‌ବକ୍‌ତାମନ୍‌ ଲେକ୍‌ଲା ସାସ୍‌ତରର୍‌ ବାକିଅ ଦେକାଇକରି ଜିସୁର୍‌ ବିସଇ ବୁଜାଇଲା ।
24 And some beleved ye thinges which were spoken and some beleved not.
୨୪ତେଇ କେତେ ଲକ୍‌ ପାଉଲ୍‌ କଇଲା କାତା ବିସ୍‌ବାସ୍‌ କଲାଇ, ମାତର୍‌ କେତେ ଲକ୍‌ ବିସ୍‌ବାସ୍‌ କରତ୍‌ ନାଇ ।
25 When they agreed not amonge the selves they departed after that Paul had spoken one worde. Well spake the holy goost by Esay ye prophet vnto oure fathers
୨୫ତେବେ ତାକର୍‌ ତାକର୍‌ ବିତ୍‌ରେ ଦଦାପେଲା ଅଇକରି ବାରଇ ଉଟିଗାଲାଇ । ପାଉଲ୍‌ ଗଟେକ୍‌ କାତା କଇଲା, ସୁକଲ୍‌ ଆତ୍‌ମା ତମର୍‌ ଆନିଦାଦିମନ୍‌କେ ଜିସାୟ ବବିସତ୍‌ବକ୍‌ତାର୍‌ ଡଣ୍ଡେଅନି ସତ୍‌ କାତା କଇରଇଲା!
26 sayinge: Goo vnto this people and saye: with youre eares shall ye heare and shall not vnderstonde: and with youre eyes shall ye se and shall not perceave.
୨୬ସେ କଇରଇଲା, “ଏ ଲକ୍‌ମନ୍‌କେ ଜାଇ କଅ, ତମେ ସୁନି ସୁନି ରଇସା, ମାତର୍‌ ନ ବୁଜାସ୍‌ । ଦେକି ଦେକି ରଇସା, ମାତର୍‌ ନ ଚିନାସ୍‌ ।”
27 For the hert of this people is wexed grosse and their eares were thycke of hearynge and their eyes have they closed: lest they shuld se with their eyes and heare with their eares and vnderstonde with their hertes and shuld be converted and I shulde heale them.
୨୭କାଇକେ ବଇଲେ ଏ ଲକ୍‌ମନର୍‌ ମନ୍‌ ବେସି ଆଁଟ୍‌, ସେମନ୍‌ ନିଜର୍‌ ନିଜର୍‌ ଆଁକି ଲିମିଦେଇ ଆଚତ୍‌ ଆରି କାନ୍‌ ଚୁଟି ଦେଇ ଆଚତ୍‌, ସେମନ୍‌ ଜଦି ଆଁକି ଦେକ୍‌ତାଇ, ଆରି ଚୁଟି ଅଇଲା କାନ୍‌ ଉଗାଡି ସୁନ୍‌ତାଇ । ସେନ୍ତାର୍‌ ଆଲେ ସେମନ୍‌ ମନେ ମନେ ବୁଜ୍‌ତାଇ । ଆରି ସେମନ୍‌ ମର୍‌ଲଗେ ବାଅଡ୍‌ତାଇ ଆରି ମୁଇ ସେମନ୍‌କେ ନିକ କର୍‌ତି । ଏଟା ପରମେସର୍‌ କଇଲାନି ।
28 Be it knowen therfore vnto you that this salvacion of God is sent to the gentyls and they shall heare it.
୨୮ସାରାସାରିପଚେ ପାଉଲ୍‌ କଇଲା “ତେବେ ପରମେସରର୍‌ ମୁକ୍‌ତି ଜିଉଦିନଇଲା ଲକ୍‌ମନର୍‌ ପାଇ ଆଇଲା ଆଚେ । ଏଟା ତମେ ଜାନିରୁଆ, ସେମନ୍‌ ମିସା ସେଟା ମାନ୍‌ବାଇ ।”
29 And when he had sayde that the Iewes departed and had grete despicios amonge them selves.
୨୯ପାଉଲ୍‌ ଏ ସବୁ କାତା କଇଲାକେ, ଜିଉଦିମନ୍‌ ନିଜର୍‌ ନିଜର୍‌ ବିତ୍‌ରେ ଦଦାପେଲା ଅଇଅଇକରି ଉଟିଗାଲାଇ ।
30 And Paul dwelt two yeares full in his lodgynge and receaved all that came to him
୩୦ପାଉଲ୍‌ ଗଟେକ୍‌ ଗର୍‌ ବାଡାକରି ତେଇ ଦୁଇ ବରସ୍‌ ଜାକ ରଇଲା ଆରି ତାକେ ଦେକ୍‌ବାକେ ଆଇଲା ସବୁ ଲକ୍‌ମନ୍‌କେ ତେଇ ଗତିଆ ମାନ୍‌ତେରଇଲା । ଜେତ୍‌କି ଲକ୍‌ ପାଉଲର୍‌ ଲଗେ ଆଇତେ ରଇଲାଇ ସେ ସବୁ ଲକ୍‌କେ ଡାକି, କାକେ ନ ଡର୍‌ତେ କଲା ।
31 preachyng the kyngdome of God and teachynge those thinges which concerned the lorde Iesus with all confidence vnforboden.
୩୧ଆରି ତାକେ କେ ମିସା ତେବାଅତ୍‌ ନାଇ । ସେ ପରମେସରର୍‌ ରାଇଜ୍‌ ବିସଇ ଜାନାଇକରି ମାପ୍‌ରୁ ଜିସୁକିରିସ୍‌ଟର୍‍ ବିସଇ ସିକିଆ ଦେଇତେରଇଲା ।

< Acts 28 >