< 1 Corinthians 3 >

1 And I coulde not speake vnto you brethre as vnto spretuall: but as vnto carnall even as it were vnto babes in Christ.
ଏ ବାଇବଇନିମନ୍‌, ମୁଇ କରନ୍ତିୟତେଇ ରଇଲାବେଲେ ସୁକଲ୍‌ଆତ୍‌ମା ପାଇଲା ଲକ୍‌ମନର୍‌ ଇସାବେ ତମ୍‌କେ କାତା ଅଇ ନାପାର୍‌ଲି । ମାତର୍‌ ନିଜେ ମନ୍‍କଲା ଇସାବେ ରଇବା ଲକ୍‌ମନର୍‌ ଇସାବେସେ କାତା ଅଇଲି । କାଇକେ ବଇଲେ ତମେ ସେବେଲେସେ, ବିସ୍‌ବାସ୍‌ କର୍‌ବାକେ ମୁଲିଆଇ ରଇଲାସ୍‌ । କିରିସ୍‌ଟର୍‌ ତେଇ କଅଁଲା ପିଲାମନର୍‌ ପାରା ।
2 I gave you mylke to drinke and not meate. For ye then were not stronge no nether yet are.
ମୁଇ ତମ୍‌କେ ଆଁଟ୍‌ କାଦି ନ ଦେଇ କରି ଦୁଦ୍‌ କାଇବାକେ ଦେଇରଇଲି । କାଇକେବଇଲେ ତମେ ଆଁଟ୍‌ କାଦି କାଇବାର୍‌ ନାପାର୍‌ତେ ରଇଲାସ୍‌ । ଏବେ ମିସା ନାପାରାସ୍‌ ।
3 For ye are yet carnall. As longe verely as ther is amoge you envyige stryfe and dissencio: are ye not carnall and walke after ye manner of me?
ତେବେ, ତମେ ନିଜର୍‌ ମନ୍‍ କଲା ଇସାବେ ରଇବା ଲକ୍‌ମନର୍‌ପାରା ଆଚାସ୍‌ । ମୁଇ ଏଟାର୍‌ ପାଇ କଇଲିନି, କାଇକେବଇଲେ ତମର୍‌ ତମର୍‌ ବିତ୍‌ରେ ଇଁସା ତଲା, ଲାଗାଜଡା ଆରି ଜାତିନିତି ଆଚେ । ତମେ ନିଜର୍‌ ମନ୍‍ କଲା ଇସାବେ ରଇବା ଲକ୍‌ ବଲି ଜାନାପଡ୍‍ଲାନି । ଜଗତର୍‌ ଲକ୍‌ମନର୍‌ ପାରା, ନିଜର୍‍ ମନ୍‍ କଲା ଇସାବେ ଚଲାଚଲ୍‌ତି କଲାସ୍‍ନି ।
4 As loge as one sayth I holde of Paul and another I am of Apollo are ye not carnall?
ଜେନ୍ତିକି ତମର୍‌ ବିତ୍‌ରେ କେତେଲକ୍‌ କଇବାଇ, ଆମେ ପାଉଲର୍‌ ବାଟେ ଗାଲୁନି । ତେଇଅନି ଆରି କେତେଲକ୍‌ କଇବାଇ, ଆମେ ଆପଲର୍‌ ବାଟେ ଗାଲୁନି । ସେଡ୍‌କିବେଲେ ତମେ କାଇ ନିଜର୍‌ ମନ୍‍ କଲା ଇସାବେ ରଇବା ଲକ୍‌ ନୁଆସ୍‌ କି?
5 What is Paul? What thinge is Apollo? Only miministers are they by who ye beleved even as the Lorde gave every ma grace.
ସେ ଇସାବେ ଦେକ୍‌ଲେ ଆପଲ୍‌ କେ? ଆରି ମୁଇ ମିସା କେ? ଆମେତା ଅବ୍‌କା ସେବା କରୁମନ୍‌ । ଜେନ୍ତିକି ତମ୍‌କେ ବିସ୍‌ବାସ୍‌ କର୍‌ବାକେ ଆମେ ସାଇଜ କଲୁ । ପର୍‌ମେସର୍‌ ଆମ୍‌କେ ଜନ୍‌ କାମ୍‌ କର୍‌ବାକେ ଦେଇରଇଲା, ଆମେ ସେ କାମ୍‌ କରିଆଚୁ ।
6 I have planted: Apollo watred: but god gave increace.
ମୁଇ ମୁଞ୍ଜି ରପ୍‌ଲା ଲକ୍‌ ପାରା, ଆରି ଆପଲ୍‌ ଗଚେ ପାନିଦେଲା ଲକର୍‌ ପାରା । ମାତର୍‌ ପର୍‌ମେସର୍‌ ସେ ଗଚ୍‌ ବଡାଇଆଚେ ।
7 So then nether is he that planteth eny thinge nether he yt watreth: but god which gave the increace.
ସେନ୍ତିସେ ଜେ ରପିରଇସି ଆରି ଜେ ପାନି ଦେଇସି, ତାକର୍‌ କାଇଟା ନାଇ, ଜେ ବଡାଇରଇସି, ସେ ପର୍‌ମେସର୍‌ ସେ ସବୁଟା ।
8 He that planteth and he that watreth are nether better then the other. Every man yet shall receave his rewarde accordynge to his laboure.
ଜେ ରପ୍‌ଲା ଆଚେ ଆରି ଜେ ପାନି ଦେଲାଆଚେ, ସେ ଦୁଇଲକ୍‌ ଗଟେକ୍‌ କାଇଆଲେ ଲଡାର୍‌ପାଇ କାମ୍‌ କଲାଇନି । କାଇକେବଇଲେ ସେମନ୍‌କେ ପର୍‌ମେସର୍‌ ନିଜର୍‌ ନିଜର୍‌ କାମ୍‌ ଇସାବେ ପୁରୁସ୍‌କାର୍‌ ଦେଇସି ।
9 We are goddis labourers ye are goddis husbandrye ye are goddis byldynge.
ଆମେ ପର୍‌ମେସର୍‌ ସଙ୍ଗ୍‌ କାମ୍‌ କର୍‌ବା କୁଲିଆର୍‌ ମନ୍‌ । ଆରି କରନ୍ତିୟର୍‌ ବିସ୍‌ବାସିମନ୍‌ ତମେ, ପର୍‌ମେସର୍‌ ଚାସ୍‌ କର୍‌ବା ଜମି, ଆରି ତାର୍‌ ଗର୍‌ ।
10 Accordynge to the grace of god geven vnto me as a wyse bylder have I layde the foundacio And another bylt thero But let every ma take hede how he bildeth apo.
୧୦ପର୍‌ମେସର୍‌ ମକେ ଦେଇରଇବା ତାର୍‌ ଜିବନ୍‌ ଦୁକାନି ଇସାବେ ମୁଇ ଗଟେକ୍‌ ସବୁ ଜାନିରଇବା ଗର୍‌ ତିଆର୍‌କରୁ ପାରା କୁନାଦି ବସାଇଆଚି । ସେବେଲେଅନି ବିନ୍‌ ଲକ୍‌ ତାର୍‌ ଉପ୍‌ରେ ତିଆର୍‌ କଲାନି । ମାତର୍‌ ତିଆର୍‌ କର୍‌ବା ବେଲେ ତମେ, ଗଟେକ୍‌ ଗଟେକ୍‌ ଲକ୍‌ ଜାଗ୍‌ରତ୍‌ ରଇବାର୍‌ ଆଚେ ।
11 For other foundacion can no man laye then yt which is layde which is Iesus Christ.
୧୧କାଇକେବଇଲେ, ଜନ୍‌ କୁନାଦି ତିଆର୍‌ ଅଇସାର୍‌ଲା ଆଚେ, ତାକେ ଚାଡି ଅଲ୍‌ଗା କୁନାଦି କେ ମିସା ତିଆର୍‌ କରି ନାପାରତ୍‌ । ସେ କୁନାଦିର୍‌ ମୁଲ୍‌ ପାକ୍‌ନା ଅଇଲାନି ଜିସୁକିରିସ୍‌ଟ ।
12 Yf eny man bilde on this foundacion golde silver precious stones tymber haye or stoble:
୧୨ମାତର୍‌ କେତେକ୍‌ ଗର୍‌ ବାନ୍ଦୁମନ୍‌ କୁନାଦି ଉପ୍‌ରେ ସୁନା, ରୁପା ଆରି ବେସି ଦାମ୍‌ ଅଇବା ପାକ୍‌ନା ସଙ୍ଗ୍‌ ବାନ୍ଦ୍‌ଲାଇନି । ଆରି କେତେକ୍‌ ଲକ୍‌ ଦାରୁ, ଗାଁସ୍‌ ଆରି ପିରି ସଙ୍ଗ୍‌ କୁନାଦି ଉପ୍‌ରେ ବାନ୍ଦ୍‌ଲାଇନି ।
13 every mannes worke shall appere. For the daye shall declare it and it shalbe shewed in fyre. And ye fyre shall trye euery mannes worke what it is.
୧୩କିରିସ୍‌ଟ ଆରି ତରେକ୍‌ ଆଇବା ଦିନେ ଗଟେକ୍‌ ଗଟେକ୍‌ ଲକର୍‌ କରିରଇବା ସବୁ କାମ୍‌ କେନ୍ତାଟା ବଲି ଜଇଟାନେ ଜାନାପଡିଜାଇସି । ସେଟା ଗଟେକ୍‌ ଏନ୍ତି ବେଲା ଆଇସି ଜେଡେବେଲେ ସବୁ ଜିନିସ୍‌ ଜଇଟାନେ ପଡାଇ ପରିକା କରାଅଇସି ।
14 Yf eny mannes worke yt he hath bylt apon byde he shall receave a rewarde.
୧୪ଜନ୍‌ଲକ୍‌ମନ୍‌ କରିରଇବା କୁନାଦି ଉପ୍‌ରେ ଜଇର୍‌ ପରିକାଟାନେ ନ ନସେ, ସେ ପୁରୁସ୍‌କାର୍‌ ପାଇସି ।
15 If eny manes worke burne he shall suffre losse: but he shalbe safe him selfe: neverthelesse yet as it were thorow fyre.
୧୫ଜଦି ଜାର୍‌ କାମ୍‌ ପଡି ଜାଇସି, ସେ କାମ୍‌ କରୁକେ କାଇଟା ନ ମିଲେ । ମାତର୍‌ ସେ ଲକ୍‌ ଲାଗ୍‌ତେରଇବା ଜଇଟାନେଅନି ରକିଆ ପାଇଲା ପାରା ନିଜେ ରକିଆ ପାଇସି ।
16 Are ye not ware that ye are the temple of god and how that the sprete of god dwelleth in you?
୧୬ତମେ ନିକ ସଙ୍ଗ୍‌ ଜାନିଆଚାସ୍‌, ତମେ ଅଇଲାସ୍‌ନି ପର୍‌ମେସରର୍‌ ମନ୍ଦିର୍‌ । ଆରି ତାର୍‌ ଆତ୍‌ମା ତମର୍‌ ଗାଗଡ୍‌ ବିତ୍‌ରେ ବାସାଅଇଆଚେ ।
17 Yf eny man defyle the temple of god him shall god destroye. For the temple of god is holy which temple ye are.
୧୭ଜଦି କେ ମିସା ପର୍‌ମେସରର୍‌ ମନ୍ଦିର୍‌ ନସାଇସି, ତେବେ ପର୍‌ମେସର୍‌ ତାକେ ନସାଇସି । କାଇକେବଇଲେ ପର୍‌ମେସରର୍‌ ମନ୍ଦିର୍‌ ସୁକଲ୍‌ଟା । ତମେମନ୍‌ ଆକା ସେ ମନ୍ଦିର୍‌ ।
18 Let no man deceave him silfe. Yf eny man seme wyse amonge you let him be a fole in this worlde that he maye be wyse. (aiōn g165)
୧୮ନିଜ୍‌କେ ମିସା ନାଡାଇ ନ ଉଆ । ଜେ ଜଦି ମୁଇ ଜଗତର୍‌ ଇସାବେ ଗିଆନ୍‌ ରଇବାଲକ୍‌ ବଲି ମନେ ମନେ ବାବ୍‌ସି, ତେବେ ସେ ସତ୍‌ ଗିଆନ୍‌ ପାଇବାକେ ଆଲେ, କାଇଟା ନାଜାନ୍‌ଲା ବକୁଆ ଲକର୍‌ପାରା ଅଇବାର୍‌ ଆଚେ । (aiōn g165)
19 For ye wisdome of this worlde is folysshnes with god. For it is writte: he compaseth the wyse in their craftynes.
୧୯କାଇକେବଇଲେ ଏ ଜଗତର୍‌ ଗିଆନ୍‌ ପର୍‌ମେସରର୍‌ ମୁଆଟେ କାଇ ଲଡାକେ ନ ଆସେ । ଜେନ୍ତିକି ସାସ୍‌ତରେ ଲେକା ଆଚେ, ଗିଆନ୍‌ ରଇଲା ଲକ୍‌ମନ୍‌କେ ତାକର୍‌ ଚାଲାକିତେଇସେ ପର୍‌ମେସର୍‌ ଦାର୍‌ସି ।
20 And agayne God knoweth the thoughtes of the wyse that they be vayne.
୨୦ଆରିତରେକ୍‌ ସାସ୍‌ତରେ ଲେକାଆଚେ । ଗିଆନ୍‌ ରଇବା ଲକ୍‌ମନ୍‌ ବାବ୍‌ବାଟା ସବୁ ଚୁଚାଇସେ ବଲି ପର୍‌ମେସର୍‌ ଜାନିଆଚେ ।
21 Therfore let no ma reioyce in men. For all thinges are youres
୨୧ଆରି କେ ମିସା ଲକ୍‌ମନ୍‌ କରିରଇବା କାମ୍‌ଟାନେ ବଡ୍‌ପନ୍‌ ନ ଉଆ । ଏବେ ତମେ ସବୁ ବିସଇର୍‌ ଅଦିକାର୍‍ ପାଇଆଚାସ୍‌ ।
22 whether it be Paul other Apollo other Cephas: whether it be ye worlde other lyfe other deeth whether they be present thinges or thinges to come: all are youres
୨୨ଜଦି ମୁଇ ଅଇଲେ କି, ଆପଲ୍‌ ଅଇଲେ କି, ପିତର୍‌ ଅଇଲେ କି, ଜଗତର୍‌ କାଇଟା ମିସା ଅଇଲେ, ତମେ ମଲେ କି ବଁଚ୍‌ଲେ, ଏବେ ଜାଇଟା ଅଇଲେ କି ପଚ୍‌କେ ଜନ୍‌ଟା ଅଇଲେ ମିସା, ସବୁ ବିସଇ ତମର୍‌ ମଙ୍ଗଲର୍‌ ପାଇସେ ।
23 and ye are Christes and Christ is goddis.
୨୩ମାତର୍‌ ତମେ କିରିସ୍‌ଟର୍‌ ଲକ୍‌, ଆରି କିରିସ୍‌ଟ ପର୍‌ମେସରର୍‌ ।

< 1 Corinthians 3 >