< 1 Corinthians 16 +

1 Of the gadderynge for the saynctes as I have ordeyned in the congregacios of Galacia even so do ye.
ଜିଉଦା ମଣ୍ଡଲିର୍‌ ବିସ୍‌ବାସିମନ୍‌କେ ଡାବୁ ସାଇଜ କର୍‌ବା ବିସଇ ମୁ ଲେକ୍‌ଲିନି । ମୁ ଗାଲାତିଅ ମଣ୍ଡଲିମନ୍‌କେ ଜାଇଟା କର୍‌ବାକେ ଆଦେସ୍‌ ଦେଲିଆଚି, ସେ ଆଦେସ୍‌ ଡାଁଟ୍‌ ସଙ୍ଗ୍‌ କର୍‌ବାର୍‌ଆଚେ ।
2 Vpon some sondaye let every one of you put a syde at home and laye vp what soever he thinketh mete that ther be no gaderinges when I come.
ତମର୍‌ କାମାଇବା ଇସାବେ, ସବୁ ବିସ୍‌ବାସିମନ୍‌, ବିସ୍‌ରାମ୍‌ ଦିନେ ମଣ୍ଡଲିତେଇ ରୁଣ୍ଡ୍‌ଲାବେଲେ ଅଲପ୍‌ ଅଲପ୍‌ ଡାବୁ ଜମାଇବାର୍‌ ଆଚେ । ଜେନ୍ତିକି ମୁଇ ଆଇଲାବେଲେ ଆରି ଡାବୁ ତଲ୍‌ବାକେ ନ ଲାଗେ ।
3 When I am come whosoever ye shall alowe by youre letters them will I sende to bringe youre liberalite vnto Ierusalem.
ମୁଇ ଆଇଲାବେଲେ ତମେ ବାଚିରଇବା ଲକ୍‌ମନ୍‌କେ ଗଟେକ୍‌ ଚିଟି ଲେକିଦେବି ଆରି ସେମନ୍‌ ଜମାଇଲା ଡାବୁ ଆରି ସେମନ୍‌କେ ଜାନାଇବା ଚିଟି ଦାରି, ଜିରୁସାଲାମ୍‌ ଜିବାଇ ।
4 And yf it be mete yt I goo they shall go with me.
ଜଦି ମର୍‌ ଜିବାକେ ଦର୍‌କାର୍‌ ଅଇସି ବଇଲେ ସେମନ୍‌ ମର୍‌ସଙ୍ଗ୍‌ ଜାଇପାରତ୍‌ ।
5 I will come vnto you after I have gone over Macedonia. For I will goo thorowout Macedonia.
ମାତର୍‌ ମୁଇ ଏବେ ମାକିଦନିଆଇ ଗାଲିନି । ତେଇଅନି ଜାଇ ଆଇଲେ ତମର୍‌ ଲଗେ ଆଇବି ।
6 With you paraveture I wyll abyde awhyle: or els winter that ye maye brynge me on my waye whyther soever I goo.
ମୁଇ ତେଇ ତମର୍‌ ସଙ୍ଗ୍‌ କେତେକ୍‌ ଦିନ୍‌ ରଇବି । ଅଇପାରେ ସିତ୍‌ଦିନ୍‌ ସାର୍‌ବା ଜାକ । ତାର୍‌ପଚେ ଜନ୍ତି ଜିବାକେ ମନ୍‍ କଲିନି, ତେଇ ଜିବାକେ ତମେ ମକେ ସାଇଜ କରିପାରାସ୍‌ ।
7 I will not se you now in my passage: but I trust to abyde a whyle with you yf God shall suffre me.
କାଇକେବଇଲେ ଜିବାବେଲେ ବାଟେ ତମର୍‌ ସଙ୍ଗ୍‌ ବେଟ୍‌ ଅଇକରି ଚନେକ୍‌ସେ ରଇବାକେ ମର୍‌ ମନ୍‍ ନାଇ । ମୁଇ ଆସା କଲିନି ମାପ୍‌ରୁ ମନ୍‍ କଲେ ମୁଇ ତମର୍‌ ସଙ୍ଗ୍‍ ଏତର୍‌ ବେସି ଦିନ୍‌ ରଇବି ।
8 I will tary at Ephesus untyll whit sontyde.
ମାତର୍‌ ମୁଇ ପେନ୍‌ଟିକସ୍‌ଟ୍‌ ପରବ୍‌ ଜାକ ଏପିସିଏ ରଇବି,
9 For a greate dore and a frutefull is opened vnto me: and ther are many adversaries.
ଇତି ମର୍‌ ବିରଦେ ବେସିଲକ୍‌ ରଇଲେ ମିସା, ସପଲ୍‌ ଅଇବା କାମ୍‌ କର୍‌ବାକେ ମର୍‌ ପାଇ ଦୁଆର୍‌ ଉଗାଡି ଅଇଆଚେ ।
10 If Timotheus come se yt he be with out feare with you. For he worketh the worke of the Lorde as I doo.
୧୦ଜଦି ତିମତି ତମର୍‌ଟାନେ ଆଇଲେ, ତାକେ ଗତିଆ କରି ଡାକିନିଆ । କାଇକେବଇଲେ ସେ ମିସା ମର୍‌ପାରା ମାପ୍‌ରୁର୍‌ କାମ୍‌ କଲାନି ।
11 Let no man despyse him: but convaye him forthe in peace yt he maye come vnto me. For I loke for him with the brethre.
୧୧ସେଟାର୍‌ ପାଇ ତାକେ କେ ମିସା ସାନ୍‌ ପାରା ଦେକାନାଇ । ମାତର୍‌ ତାକେ ସାଇଜ କରା, ଜେନ୍ତିକି, ସେ ତମର୍‌ ଜାଗାଇଅନି ଗାଲାବେଲେ, ସାନ୍ତିସଙ୍ଗ୍‍ ଜାଇପାର୍‌ସି । ଆରି ସେ ମର୍‌ଲଗେ ବାଅଡ୍‌ସି । ଇତିର୍‌ ବାଇବଇନିମନର୍‌ ସଙ୍ଗ୍‌ ମୁଇ ତାକେ ଜାଗ୍‌ଲିନି ।
12 To speake of brother Apollo: I greatly desyred him to come vnto you with ye brethren but his mynde was not at all to come at this tyme. How be it he will come when he shall have conveniet tyme.
୧୨ବାଇ ଆପଲର୍‌ ବିସଇ ମୁଇ କଇଲିନି । ବିନ୍‌ ବିସ୍‌ବାସିମନର୍‌ ସଙ୍ଗ୍‌ ତମ୍‌କେ ବେଟ୍‌ ଅଇବାକେ ମୁଇ ତାକେ ବେସି ତର୍‌ ସାର୍‌ଦା କରାଇଲି, ମାତର୍‌ ସେ ଏବେ ଜିବାକେ ମୁଲ୍‌କେ ରାଜି ଅଏନାଇ । ପଚେ ସୁଜଗ୍‌ ମିଲ୍‌ଲେ ସେ ତମର୍‌ଟାନେ ଆଇସି ଆକା ।
13 Watche ye stonde fast in the fayth auyte you lyke men and be stronge.
୧୩ତମେ ଜାଗ୍‌ରତ୍‌ ରଇକରି ବିସ୍‌ବାସେ ଡାଁଟ୍‌ ରୁଆ । ବପୁ ଅଇକରି ସାଆସେ ରୁଆ ।
14 Let all youre busynes be done in love.
୧୪ତମେ କର୍‌ବା ସବୁ କାମ୍‌ ଆଲାଦେ ସାରାଇବାର୍‌ ଆଚେ ।
15 Brethren (ye knowe the housse of Stephana how yt they are the fyrst frutes of Achaia and that they have appoynted them selves to minister vnto the saynctes)
୧୫ଏ ବାଇମନ୍‌, ତମେ ତିପାନ୍‌ ଆରି ତାର୍‌ କୁଟୁମ୍‌ ବିସଇ ଜାନାସ୍‌ । ସେମନ୍‌ ଆକାୟାର୍‌ ପର୍‌ତୁମ୍‌ ବିସ୍‌ବାସିମନ୍‌ ଆରି ପର୍‌ମେସରର୍‌ ଲକ୍‌ମନର୍‌ ସେବାଇ ନିଜେ ସର୍‌ପି ଅଇଲାଇ ଆଚତ୍‌ । ଏ ବାଇବଇନିମନ୍‌ ମୁଇ ତମ୍‌କେ ବାବୁଜିଆ କଲିନି,
16 I beseche you yt ye be obedient vnto soche and to all that helpe and laboure.
୧୬ଏନ୍ତାରି ଦାଇତ୍‌ ନେବା ଲକ୍‌ମନର୍‌ ତଲିଆ ରୁଆ । ଆରି ସେମନର୍‌ ସଙ୍ଗ୍‍ ସେବା କର୍‌ବା ଲକ୍‌ମନର୍‌ ତଲିଆ ଉଆ ।
17 I am gladde of the comynge of Stephana Fortunatus and Achaicus: for that which was lackinge on youre parte they have supplied.
୧୭ତିପାନା, ପର୍‌ତୁନାତ୍‌ ଆରି ଆକାଇ ଇତି ଆଇଲାକେ ମୁଇ ବେସି ସାର୍‌ଦା ଅଇଲିନି । କାଇକେବଇଲେ ତମେ ନ ରଇଲେ ମିସା ସେମନ୍‌ ତମର୍‌ ଜାଗାଇ ରଇଲା ପାରା ।
18 They have comforted my sprete and youres. Loke therfore that ye knowe them that are soche.
୧୮ତମ୍‌କେ ଜେନ୍ତି ସାର୍‌ଦା କରାଇଲାଇ, ମକେ ମିସା ସେନ୍ତି ସାର୍‌ଦା କରାଇଲାଇ । ଏନ୍ତାରି ଲକ୍‌ମନ୍‌କେ ନାମ୍‌ବାର୍‌ ଆଚେ ।
19 The congregacions of Asia salute you. Aquila and Priscilla salute you moche in the Lorde and so doeth the congregacio that is in their housse.
୧୯ଆସିଆ ଦେସର୍‌ ମଣ୍ଡଲିମନ୍‌ ତମ୍‌କେ ଜୁଆର୍‌ ଜାନାଇଲାଇନି । ଆକିଲା, ପିରିସ୍‌କିଲା ଆରି ସେମନର୍‌ ଗରେ ଉପାସନା କର୍‌ତେରଇବା ମଣ୍ଡଲି ମାପ୍‌ରୁର୍‌ ନାଉଁ ଦାରି ତମ୍‌କେ ତାକର୍‌ ମନ୍‌ ବିତ୍‌ରେ ଅନି ଜୁଆର୍‌ ଜାନାଇଲାଇନି ।
20 All the brethren grete you. Grete ye one another with an holy kysse.
୨୦ଇତିର୍‌ ବାଇବଇନିମନ୍‌ ସବୁ ତମ୍‌କେ ଜୁଆର୍‌ ଜାନାଇଲାଇନି । ତମର୍‌ ତମର୍‌ ବିତ୍‌ରେ ଆତେ ଦାରାଦାରି ଅଇ କିରିସ୍‌ଟର୍‌ ଆଲାଦେ ସାଲାମ୍‌ କରି ଜୁଆର୍‌ବେଟ୍‌ ଉଆ ।
21 The salutacion of me Paul with myne awne hande.
୨୧ମୁଇ ପାଉଲ୍‌, ଏତ୍‌କିସେ ଲେକି ଜୁଆର୍‌ ଜାନାଇଲିନି ।
22 Yf eny man love not the Lorde Iesus Christ the same be anathema maranatha.
୨୨ଜଦି କେ ମାପ୍‌ରୁକେ ଲାଡ୍‌ ନ କରେ, ସେ ଅବିସାପ୍‌ ପାଅ । ମାରାନାତା, ଆମର୍‌ ମାପ୍‌ରୁ ଆସ ।
23 The grace of ye Lorde Iesus Christ be with you all.
୨୩ମାପ୍‌ରୁ ଜିସୁର୍‌ ଜିବନ୍‌ ଦୁକାନି ତମର୍‌ଟାନେ ରଅ ।
24 My love be with you all in Christ Iesu. Ame
୨୪କିରିସ୍‌ଟ ଜିସୁକିରିସ୍‌ଟର୍‌ ସଙ୍ଗ୍‌ ମିସିରଇବା ସବୁକେ ମର୍‌ ଆଲାଦ୍‌ ରଅ ।

< 1 Corinthians 16 +