< Hebrews 6 >

1 Therefore, let us leave behind the elementary teaching about the Christ and press on to perfection, not always laying over again a foundation of repentance for a lifeless formality, of faith in God —
ତେବର୍‌ପାଇ କିରିସ୍‌ଟର୍‌ ମୁଲେଅନି ସିକିରଇବା ବିସଇ ତର୍‌କେ ତର୍‌ ନ ସିକିକରି ତାର୍‌ ଟିକିନିକି ବିସଇ ସିକୁ । ଜେନ୍ତିକି ଆମର୍‌ ବିସ୍‌ବାସ୍‌ ମିସା ଡାଁଟ୍‌ ଅଇସି । ଚୁଚାଇ କାମ୍‌ମନ୍‌ ଚାଡିକରି ପର୍‌ମେସର୍‌ଟାନେ ବାଉଡ୍‌ବା ଜନ୍‌ଟା କି ଆମର୍‌ ବିସ୍‌ବାସର୍‌ ମୁଲ୍‌ ପାକ୍‌ନା ରଇଲା, ତେଇ ଆରିତରେକ୍‌ ସେଟାସେ କର୍‌ବାର୍‌ ନାଇ ।
2 teaching concerning baptisms and the laying on of hands, the resurrection of the dead and a final judgment. (aiōnios g166)
ଡୁବନ୍‌ ବିସଇର୍‍ ସିକିଆ ଦେବାଟା, ଆତ୍‌ ସଙ୍ଗଇକରି ପାର୍‌ତନା କର୍‌ବାଟା, ମଲା ଲକ୍‌ମନ୍‌ ଆରିତରେକ୍‌ ବଁଚ୍‌ବାଟା ଆରି ଲକ୍‌ମନ୍‌କେ ସବୁଦିନର୍‌ପାଇ ରଇବା ପର୍‌ମେସରର୍‌ ନ ସାର୍‌ବା ବିଚାର୍‌ନା । (aiōnios g166)
3 Yes and, with God’s help, we will.
ଏବେ ଆମେ ଆଗ୍‌କେ ଜିବାକେ ପଡ୍‌ସି । ମାପ୍‌ରୁକେ ଆସାକରି ଆଗର୍‍ ବିସଇ ସିକୁ ।
4 For if those who were once for all brought into the Light, and learned to appreciate the gift from Heaven, and came to share in the Holy Spirit,
କାଇକେବଇଲେ ଜେତ୍‌କି ଲକ୍‌ ତାକର୍‌ ବିସ୍‌ବାସ୍‌ ଚାଡିଆଚତ୍‌, ସେମନର୍‌ ମନ୍‌ ପର୍‌ମେସରର୍‌ ଉଜଲ୍‌ସଙ୍ଗ୍‌ ଉଗାଡି ଅଇ ଆଚେ । ସେ ଦେଇ ରଇବା ସୁଆଦ୍‌ ସେମନ୍‌ ଚାକିଆଚତ୍‌ । ଆରି ସୁକଲ୍‌ଆତ୍‌ମା ପାଇଆଚତ୍‌ ।
5 and learned to appreciate the beauty of the Divine Message, and the new powers of the Coming Age — (aiōn g165)
ପର୍‌ମେସରର୍‌ ବାକିଅ କେଡେକ୍‌ ନିକ ବଲି ସେମନ୍‌ ଜାନିଆଚତ୍‌ । ଆଇବା ଜୁଗେ ତାର୍‍ ଜନ୍‌ ବପୁ ସବୁକେ ଦେକାଇ ଅଇସି, ସେଟା ସେମନ୍‌ ଜାନିଆଚତ୍‌ । (aiōn g165)
6 if those, I say, fell away, it would be impossible to bring them again to repentance; they would be crucifying the Son of God over again for themselves, and exposing him to open contempt.
ଏଟା ସବୁ ଅଇଲା ପଚେ ସେମନ୍‌ ତାକର୍‌ ବିସ୍‌ବାସ୍‌ ଆରାଇ ଆଚତ୍‌ । ସେଟାର୍‌ପାଇ ସେମନ୍‌କେ ଆରିତରେକ୍‌ ମନ୍‌ ବାଉଡାଇବାକେ ସଅଜ୍‌ ନାଇ । କାଇକେବଇଲେ ସେମନ୍‌ ପର୍‌ମେସରର୍‌ ପଅକେ ଆରିତରେକ୍‌ କୁର୍‌ସେ ମରାଇକରି ଗୁଲାଇ ଲକର୍‌ ମୁଆଟେ ଇଜତ୍‌ ଜିକ୍‌ଲାଇନି ।
7 Ground that drinks in the showers that from time to time fall upon it, and produces vegetation useful to those for whom it is tilled, receives a blessing from God;
ବର୍‌ସା ପାନି ଜମିଟାନେ ମାର୍‌ଲେ ସେ ପାନି ଜମି ଜିକିନେଇସି । ସେନ୍ତାରି ଜମିକେ ପର୍‌ମେସର୍‌ ଆସିର୍‌ବାଦ୍‌ କର୍‌ସି । ସେନ୍ତାରି ଜମିଟାନେ ଲକ୍‌ମନ୍‌କେ ଦର୍‌କାର୍‌ ଅଇବା ଚାସ୍‌ କରିଅଇସି ।
8 but, if it ‘bears thorns and thistles,’ it is regarded as worthless, it is in danger of being ‘cursed,’ and its end will be the fire.
ମାତର୍‌ ସେ ଜମିଟାନେ ଜଦି କାଟା ଗଚ୍‌ ଅଇସି, ଆରି ଲାଟାବୁଟା ଗାଜା ଅଇସି, ତେବେ ସେଟା କାଇ ଲଡାକେ ନ ଲାଗେ । ଆରି ସେଟାକେ ପର୍‌ମେସର୍‌ ଡଣ୍ଡ୍ ଦେଇସି ଆରି ସେଟାମନ୍‌କେ ଜଇଟାନେ ପଡାଇଦେଇସି ।
9 But about you, dear friends, even though we speak in this way, we are confident of better things — of things that point to your Salvation.
ଏ ଆଲାଦର୍‌ ମଇତର୍‌ମନ୍‌, ମୁଇ ଏନ୍ତାରି କଇତେରଇଲେ ମିସା ତମେ ସେନ୍ତାରି ନୁଆସ୍‌ ବଲି ମୁଇ ଜାନି । ତମେ ଆଗ୍‌ତୁଅନି ବିସ୍‌ବାସ୍‌ କଲାସ୍‌ନି ଆରି ତମର୍‌ ଚଲାଚଲ୍‌ତି ନିକ ଆଚେ । ଏ ସବୁ ତମେ ମୁକ୍‌ତି ପାଇରଇବା ଗଟେକ୍‌ ଚିନ୍‌ ।
10 For God is not unjust; he will not forget the work that you did, and the love that you showed for his Name, in sending help to your fellow Christians — as you are still doing.
୧୦କାଇକେବଇଲେ, ପର୍‌ମେସର୍‌ ଅନିଆଇ ନ କରେ । ତମେ କରିରଇବା ନିକ କାମ୍‌ ସେ ନ ପାସ୍‌ରେ । ତାର୍‌ପାଇ ରଇବା ତମର୍‌ ଆଲାଦ୍‌ ମିସା । ସେ ଆଲାଦ୍‌ ତମର୍‌ ବିସ୍‌ବାସି ବାଇବଇନିକେ ସାଇଜ କଲାର୍‌ ପାଇ ତମେ ଦେକାଇ ଆଚାସ୍‌ ।
11 But our great desire is that every one of you should be equally earnest to attain to a full conviction that our hope will be fulfilled, and that you should keep that hope to the end.
୧୧ମୁଇ ଜନ୍‌ଟା ମନ୍‍ କଲିନି, ସେଟା ଅଇଲାନି ସାରାସାରି ଜାକ ପର୍‌ମେସର୍‌ ଜନ୍‌ କାତା ଦେଇଆଚେ, ସେଟା ପୁରାପୁରୁନ୍‌ ଅଇବାଜାକ ତମର୍‌ ଆସା ନ ଚାଡା ।
12 Then you will not show yourselves slow to learn, but you will copy those who, through faith and patience, are now entering upon the enjoyment of God’s promises.
୧୨ସେନ୍ତାରି କଲେ ଅଲସ୍‌ ନଅଇ ବିସ୍‌ବାସ୍‌ ଆରି ମୁର୍‌ଚି ରଇବା ଲକ୍‌ ଅଇସା । ସେନ୍ତାରି ଲକ୍‌ ପର୍‌ମେସର୍‌ ଜନ୍‌ଟା ଦେବାକେ କାତା ଦେଇଆଚେ, ସେମନ୍‌ ସେଟା ପାଇବାଇ ।
13 When God gave his promise to Abraham, since there was no one greater by whom he could swear, he swore by himself.
୧୩ପର୍‌ମେସର୍‌ ଅବ୍‌ରାଆମ୍‍କେ କାତା ଦେଇରଇଲା ବେଲେ, ସେ ପୁରାପୁରୁନ୍‌ କର୍‌ବି ବଲି ସପତ୍‌ କରିରଇଲା । ତାର୍‌ଟାନେ ଅନି ଆରି କେ ମିସା ବଡ୍‌ ନ ରଇଲାକେ ନିଜର୍‌ ନାଉଁ ଦାରି ସପତ୍‌ କଲା ।
14 His words were — ‘I will assuredly bless thee and increase thy numbers.’
୧୪ସେ ଅବ୍‌ରାଆମ୍‍କେ କଇଲା, “ମୁଇ ତମ୍‌କେ ବାଇଦରେ ଆସିର୍‌ବାଦ୍‌ କର୍‌ବି । ଆରି ତର୍‌ କୁଟୁମ୍‌ ଜବର୍‌ କର୍‌ବି ।”
15 And so, after patiently waiting, Abraham obtained the fulfilment of God’s promise.
୧୫ଅବ୍‌ରାଆମ୍ ତାର୍‌ କାତା ଦାରି ଜାଗିରଇଲାକେ, ପର୍‌ମେସର୍‌ ସପତ୍‌ କଲାଟା ସେ ମିଲାଇଲା ।
16 Men, of course, swear by what is greater than themselves, and with them an oath is accepted as putting a matter beyond all dispute.
୧୬ଜେଡେବେଲେ ଲକ୍‌ମନ୍‌ ପର୍‌ମାନ୍‌ ସ‍ଇତ୍‌ କର୍‌ବାଇ, ସେମନ୍‌ ବଡ୍‌ଲକ୍‌ମନର୍‌ ନାଉଁ ଦାରି ପର୍‌ମାନ୍‌ ସଇତ୍‌ କର୍‌ବାଇ । ସେନ୍ତାରି କଲେ ସେ ସପତ୍‌ ଲାଗିରଇବା ସବୁ ଦଦାପେଲାକେ ଚିଡାଇସି ।
17 And therefore God, in his desire to show, with unmistakable plainness, to those who were to enter on the enjoyment of what he had promised, the unchangeableness of his purpose, bound himself with an oath.
୧୭ଜନ୍‌ଲକ୍‌ମନ୍‌ ସେ କାତା ଦେଇରଇବାଟା ମିଲାଇବାଇ, ସେମନ୍‌ ଏ ସବୁ ବିସଇ ଜାନତ୍‌ ବଲି ସେ ମନ୍‍ କରିରଇଲା । ତାର୍‌ ମନ୍‌ କେବେ ନ ବାଦ୍‌ଲେ ବଲି ସବୁ ଲକ୍‌ ଜାନିରଅତ୍‌ । ସେଟାର୍‌ପାଇ ସେ ତାର୍‌ କାତାଦେଇ ରଇବାଟାନେ ତାର୍‌ ସପତ୍‌ ମିସା ମିସାଇଲା । ପର୍‌ମେସର୍‌ ଦେଇରଇବା କାତା ଆରି ତାର୍‌ ସପତ୍‌ ସତ୍‌ସେ ।
18 For he intended us to find great encouragement in these two unchangeable things, which make it impossible for God to prove false — we, I mean, who fled for safety where we might lay hold on the hope set before us.
୧୮ଏ ଦୁଇଟା ବିସଇ କେବେ ନ ବାଦ୍‌ଲେ । କାଇକେବଇଲେ ପର୍‌ମେସର୍‌ ମିଚ୍‌ ନ କଏ । ତେବର୍‌ପାଇ ଆମେ ମୁକ୍‌ତି ପାଇରଇବା ଲକ୍‌ମନ୍‌, ଆମର୍‌ ମନେ ବେସି ସାଆସ୍‌ ଦାରିଆଚୁ । ଆରି ତାର୍‌ଟାନେ ରଇବା ଆମର୍‌ ଆସା ଡାଁଟ୍‌ ଆଚେ ।
19 This hope is a very anchor for our souls, secure and strong, and it ‘reaches into the Sanctuary that lies behind the Curtain,’
୧୯ଏ ଆସା ଆମର୍‌ ବିସ୍‌ବାସ୍‌ ଡାଁଟ୍‌ କରାଇସି । କାଇକେବଇଲେ ସେଟା ପୁରାପୁରୁନ୍‌ ଅଇସିଆକା । ଅମର୍‌ ଆସାର୍‍ ଲାଗି ଆମେ ପର୍‌ମେସରର୍‌ ଜାଗାଇ ପୁରିଆଚୁ । ଏଟା ଜେନ୍ତାରି ବଡ୍‌ ପୁଜାରି ମନ୍ଦିରର୍‌ ଅଦିକ୍‌ ସୁକଲ୍‌ ଜାଗାଇ ପୁର୍‌ସି । ଜନ୍‌ ଜାଗା କି ପାର୍‌ଦା ବିତ୍‌ରେ ଲୁଚିରଇସି ।
20 where Jesus, our Forerunner, has entered on our behalf, after being made for all time a High Priest of the order of Melchizedek. (aiōn g165)
୨୦ସେ ଜାଗାଇସେ ଆମର୍‌ ଜିସୁ ଆଗ୍‌ତୁ ଜାଇଆଚେ । ଆରି ସବୁଦିନର୍‌ପାଇ ମଲ୍‌କିସେଦକର୍‍ ପୁଜାରି ପଦ୍‌ ପାରା ସେ ବଡ୍‌ ପୁଜାରି ଅଇଲାଆଚେ । (aiōn g165)

< Hebrews 6 >