< 1 Thessalonians 1 >

1 Paul, and Silvanus, and Timotheus, unto the church of the Thessalonians which is in God the Father and in the Lord Jesus Christ: Grace be unto you, and peace, from God our Father, and the Lord Jesus Christ.
ମୁଇ ପାଉଲ ଆରି ମର୍‌ ବାଇମନ୍‌ ସିଲାନ୍‌, ଆରି ତିମତି ତେସଲନିକିୟ ମଣ୍ଡଲିତେଇ ରଇବା ଲକ୍‌ମନ୍‌କେ ଏ ଚିଟି ଲେକ୍‌ଲୁନି । ବାବା ପର୍‌ମେସର୍‌ ଆରି ମାପ୍‌ରୁ ଜିସୁକିରିସ୍‌ଟ ଜିବନ୍‌ ଦୁକାଇଲା ସାନ୍ତି ତମ୍‌କେ ମିଲ ।
2 We give thanks to God always for you all, making mention of you in our prayers;
ଆମେ ସବୁବେଲେ ତମର୍‌ ସବୁ ଲକର୍‌ପାଇ ପର୍‌ମେସର୍‌କେ ଦନିଅବାଦ୍‌ ଦେଇତେରଇବୁ ଆରି ପାର୍‌ତନା କଲାବେଲେ ତମର୍‌ ବିସଇ ସବୁବେଲେ ଜାନାଇତେରଇବୁ ।
3 Remembering without ceasing your work of faith, and labour of love, (agape) and patience of hope in our Lord Jesus Christ, in the sight of God and our Father;
ତମେ ବିସ୍‌ବାସ୍‌ କରି କେନ୍ତି ଚଲାଚଲ୍‌ତି କଲାସ୍‌ନି ଆରି ତମର୍‌ ତମର୍‌ ବିତ୍‌ରେ ରଇବା ଆଲାଦର୍‌ ଲାଗି, ମିସିବିଡି କେନ୍ତି ସାଇଜ କରାକରି ଅଇଲାସ୍‌ନି ଆରି ମାପ୍‌ରୁ ଜିସୁ କିରିସ୍‌ଟ ଟାନେ ତମର୍‌ ବିସ୍‌ବାସ୍‌ କେନ୍ତି ଡାଟ୍‌ ଅଇଆଚାସ୍‌ ।
4 Knowing, brethren beloved, your election of God.
ବାଇବଇନିମନ୍‌! ଆମେ ଜାନିଆଚୁ ଜେ, ପର୍‌ମେସର୍‌ ତମ୍‌କେ ଆଲାଦ୍‌ କଲାନି । ଆରି ସେ ତମ୍‌କେ ନିଜର୍‌ ଲକ୍‌ କର୍‌ବି ବଲି ବାଚ୍‌ଲାଆଚେ ।
5 For our gospel came not unto you in word (logos) only, but also in power, and in the Holy Spirit, (pneuma) and in much assurance; as all of you know what manner of men we were among you for your sake.
ଜେଡେବେଲେ ଆମେ ତମ୍‌କେ ଏ ସୁବ୍‌ କବର୍‌ ଜାନାଇରଇଲୁ, ସେଟା ଅବ୍‌କା କାତାଇ ନ ରଇଲା, ମାତର୍‌ ସୁକଲ୍‌ଆତ୍‌ମାର୍‌ ବପୁ ସଙ୍ଗ୍‍ ଆରି ସେଟା ସତ୍‌ ବଲି ପୁରାପୁରୁନ୍‌ ବିସ୍‌ବାସର୍‌ ସଙ୍ଗ୍‌ ରଇଲା । ତମେ ଜାନାସ୍‌, ତମର୍‌ ସଙ୍ଗ୍‍ ରଇଲାବେଲେ ଆମେ କେନ୍ତି ରକାମେ ଜିଉନାକାଉନା କର୍‌ତେରଇଲୁ, ଜେନ୍ତିକି ତମର୍‌ ମଙ୍ଗଲ୍‌ ଅ ବଲି ଆମର୍‌ ବାବ୍‌ନା ରଇଲା ।
6 And all of you became followers of us, and of the Lord, having received the word (logos) in much affliction, with joy of the Holy Spirit. (pneuma)
ତମେ ଚଲାଚଲ୍‌ତିତେଇ ଆମର୍‌ ପାରା ଆରି ମାପ୍‌ରୁର୍‌ ପାରା ରଇଲାସ୍‌ । ତମ୍‌କେ ଦୁକ୍‌କସ୍‌ଟ ଅଦିକ୍‌ ରଇଲେ ମିସା ସୁକଲ୍‌ ଆତ୍‌ମାର୍‍ ଟାନେଅନି ମିଲାଇରଇବା ସାର୍‌ଦା ସଙ୍ଗ୍‌ ସୁବ୍‌ କବର୍‌ ମାନ୍‌ଲାସ୍‌ ।
7 So that all of you were ensamples to all that believe in Macedonia and Achaia.
ତେବେ ତମେ ମାକିଦନିଆ ଆରି ଆକାୟାତେଇ ରଇବା ସବୁ ବିସ୍‌ବାସିମନ୍‌କେ ଗଟେକ୍‌ ବାଟ୍‍ଦେକାଉ ପାରା ରଇଲାସ୍‌ ।
8 For from you sounded out the word (logos) of the Lord not only in Macedonia and Achaia, but also in every place your faith toward God is spread abroad; so that we need not to speak any thing.
ତମର୍‌ଲଗେଅନି ମାସିଦନିଆ ଆରି ଆକାୟାର୍‌ ଜାଗାମନ୍‌କେ ଅବ୍‌କା ମାପ୍‌ରୁର୍‌ ସୁବ୍‌କବର୍‌ସେ ବିଚି ନ ଅଇରଇଲା । ମାତର୍‌ ତମେ ମାପ୍‌ରୁକେ ବିସ୍‌ବାସ୍‌ କରିରଇବା କାତା ସବୁ ବାଟେ ଜାନାପଡ୍‌ଲା ଆଚେ । ଏ ବିସଇ ଆରି ଆମେ ଅଦିକ୍‌ କଇବା ଦର୍‌କାର୍‌ ନାଇ ।
9 For they themselves show of us what manner of entering in we had unto you, and how all of you turned to God from idols to serve the living and true God;
ଆମେ ତମର୍‌ଲଗେ ଆଇଲାବେଲେ ତମେ ଜେନ୍ତି ଆଲାଦର୍‌ସଙ୍ଗ୍‍ ଡାକିରଇଲାସ୍‌ ଆରି ଚୁଚା ପାକ୍‌ନାମନ୍‌ ପୁଜା କର୍‌ବାଟା ଚାଡିକରି ଜିବନ୍‍ ରଇବା ପର୍‌ମେସର୍‌କେ ଉପାସନା କର୍‌ବାକେ ଆଗ୍‌ତୁ ଆସିରଇଲାସ୍‌ । ଏ ସବୁ ବିସଇ ତେଇର୍‌ ଲକ୍‌ମନ୍‌ କାତା ଅଇଲାଇନି ।
10 And to wait for his Son from heaven, whom he raised from the dead, even Jesus, which delivered us from the wrath to come.
୧୦ଆରି ପର୍‌ମେସର୍‌ ତାର୍‌ ନିଜର୍‌ ଜନ୍‌ ପଅକେ, ମଲା ଲକ୍‌ମନର୍‌ ବିତ୍‌ରେ ଅନି ଉଟାଇଲା । ଆରି ଜେ କି ଆଇତେରଇବା ପର୍‌ମେସରର୍‌ ବଡ୍‌ ଡଣ୍ଡ୍‌ତେଇଅନି ଆମ୍‌କେ ରକିଆ କର୍‌ସି । ତାର୍‌ପିଲା ଜିସୁ ସର୍‌ଗେଅନି ଆରିତରେକ୍‌ ଆଇବାଟାକେ ଆମେ ଜାଗିକରି ରଉଁ । ଏ ସବୁ ବିସଇ ମିସା ତେଇର୍‌ ଲକ୍‌ମନ୍‌ କାତାବାର୍‌ତା ଅଇଲାଇନି ।

< 1 Thessalonians 1 >