< ମାତିଉ 6 >

1 ଲକ୍‌ମନ୍‌କେ ଦେକାଇଅଇବାକେ ସବୁର୍‌ ମୁଆଟେ ନିକ କାମ୍‌ କରାନାଇ । ସେଟା କଲେ ସର୍‌ଗେ ରଇବା ତମର୍‌ ବାବାର୍‌ ଟାନେଅନି ପୁରୁସ୍‌କାର୍‌ ନ ପାଆସ୍‌ ।
השמרו לכם מעשות צדקתכם לפני בני אדם למען יראו אתכם ואם לא אין לכם שכר מאת אביכם שבשמים׃
2 ତେବେ ଗଟେକ୍‌ ଗରିବ୍‌ ଲକ୍‌କେ ଦାନ୍‌ ଦେବା ବେଲେ କୁଟିଆଲ୍‌ମନର୍‌ ପାରା ଦେକାଇ ନ ଉଆ । ସେମନ୍‌ ଲକ୍‌ମନର୍‌ତେଇ ଅନି ଡାକ୍‌ପୁଟା ପାଇବାକେ ପାର୍‌ତନା ଗରେ ଆରି ସାଇ ମଜାଇ ଦାନ୍‌ଦରମ୍‌ ଦେକାଇବାଇ । ମୁଇ ସତ୍‌ କଇଲିନି ଜେ, ସେମନ୍‌ ଇତିଅନି ସେମନର୍‌ ବୁତି ପୁରାପୁରୁନ୍‌ ପାଇସାରି ଆଚତ୍‌ ।
לכן בעשותך צדקה אל תריע לפניך בשופר כמעשה החנפים בבתי הכנסיות ובחרבות למען יהללו אותם האמשים אמן אמר אני לכם כי לקחו את שכרם׃
3 ମାତର୍‌ ତମେ ଅବାବେ ରଇଲା ଲକ୍‌କେ ସାଇଜ କଲାବେଲେ, ଏନ୍ତାରି କରା, ଜେନ୍ତିକି ତମର୍‌ ଲଗର୍‍ ମଇତର୍‌ ମିସା ଏ କାତା ନାଜାନ ।
ואתה בעשותך צדקה אל תדע שמאלך את אשר עשה ימינך׃
4 ତମର୍‌ ଏ ଦାନ୍‌ ଲୁଚ୍‌ତେ ଅଇରଇଲେ ମିସା ସବୁ ଦେକ୍‌ବା ବାବା ପର୍‌ମେସର୍‌ ସେଟା ଦେକି ତମ୍‌କେ ପୁରୁସ୍‌କାର୍‌ ଦେଇସି ।
למען תהיה צדקתך בסתר ואביך הראה במסתרים הוא בגלוי יגמלך׃
5 ପାର୍‌ତନା କର୍‌ବା ବେଲେ କୁଟିଆଲ୍‌ ବିସ୍‌ବାସିମନର୍‌ ପାରା ଉଆନାଇ । କାଇକେ ବଇଲେ ସେମନ୍‌ ଲକ୍‌ମନ୍‌କେ ଦେକାଇ ଅଇବାକେ ପାର୍‌ତନା ଗର୍‌ମନ୍‌କେ ଆରି ଗାଉଁର୍‌ ମଜା ଡାଣ୍ଡେ ଟିଆ ଅଇକରି ପାର୍‌ତନା କର୍‌ବାକେ ମନ୍‌ କର୍‌ବାଇ । ମୁଇ ତମ୍‌କେ ସତ୍‌ କଇଲିନି, ସେମନ୍‌ ନିଜର୍‌ ନିଜର୍‌ ପୁରୁସ୍‌କାର୍‌ ପାଇଲାଇବେ ।
וכי תתפלל אל תהי כחנפים האהבים להתפלל בעמדם בבתי הכנסיות ואצל פנות השוקים למען יראו לבני אדם אמן אמר אני לכם כי לקחו את שכרם׃
6 ମାତର୍‌ ତମେ ପାର୍‌ତନା କର୍‌ବାକେ ତମର୍‌ ବାକ୍‌ରାଇ ଜାଇ, କାକେ ନ ଦେକାଇଅଇତେ ପୁରିକରି କାପାଟ୍‌ ଡାବିଅଇଦିଆସ୍‌ ଆରି ନ ଡିସାଇ ଅଇବା ତମର୍‌ ସର୍‌ଗର୍‌ ବାବାର୍‌ ଲଗେ ପାର୍‌ତନା କରା । ତମେ ଲୁଚ୍‌ତେ ଜାଇଟା କର୍‌ସା, ସେଟା ଦେକି ତମର୍‌ ବାବା ତମ୍‌କେ ପୁରୁସ୍‌କାର୍‌ ଦେଇସି ।
ואתה כי תתפלל בוא בחדרך וסגר דלתך בעדך והתפלל אל אביך אשר בסתר ואביך הראה במסתרים הוא בגלוי יגמלך׃
7 ପାର୍‌ତନା କର୍‌ବା ବେଲେ ପର୍‌ମେସର୍‌କେ ବିସ୍‌ବାସ୍‌ ନ କର୍‌ବା ଲକ୍‌ମନର୍‌ ପାରା ଅରତ୍‌ ନଇଲା କାତା ତର୍‌କେ ତର୍‌ କଇ ଆଉଲି ନ ଉଆ, ବେସି ପର୍‌ ପାର୍‌ତନା କଲେ ସେ ପର୍‌ମେସର୍‌ ସୁନ୍‌ସି ବଲି, ସେମନ୍‌ ମନେ ବାବ୍‌ବାଇ ।
ובהתפללכם אל תפטפטו כגוים החשבים כי בהרבות דבריהם ישמעו׃
8 ସେମନର୍‌ ପାରା ଉଆ ନାଇ । ତମେ ମାଙ୍ଗ୍‌ବା ଆଗ୍‌ତୁ ଜାଇଟା ଦର୍‌କାର୍‌, ତମର୍‌ ସରଗର୍‌ ବାବା ପର୍‌ମେସର୍‌ ସେଟା ସବୁ ଜାନ୍‍ସି ।
ואתם אל תדמו להם כי יודע אביכם כל צרככם בטרם תשאלו ממנו׃
9 ସେଟାର୍‌ ପାଇ ତମେ ଏନ୍ତାରି ପାର୍‌ତନା କର୍‌ବାର୍‌ ଆଚେ । ଏ ଆମର୍‌ ସରଗର୍‌ ବାବା, ତମର୍‌ ସୁକଲ୍‌ ନାଉଁ ଡାକ୍‍ପୁଟା ପାଅ ।
לכן כה תתפללו אבינו שבשמים יתקדש שמך׃
10 ୧୦ ତମର୍‌ ସାସନ୍‌ ଆସ । ସର୍‌ଗେ ତମର୍‌ ମନ୍‍ କଲାଟା ଜେନ୍ତାରି ସିଦ୍‌ ଅଇଲାନି, ଏ ରାଇଜେ ମିସା ସେନ୍ତାରି ତମେ ମନ୍‍ କଲାଟା ସିଦ୍‌ ଅ ।
תבא מלכותך יעשה רצונך כמו בשמים כן בארץ׃
11 ୧୧ ଆଜି ଆମ୍‌କେ ଦର୍‌କାର୍‌ ରଇଲା କାଦି କାଇବାକେ ଦିଆ ।
את לחם חקנו תן לנו היום׃
12 ୧୨ ଆମର୍‌ ବିରଦେ ଦସ୍‌ କରିରଇବା ଲକ୍‌ମନ୍‌କେ ଆମେ ଜେନ୍ତାର୍‌ କେମା କଲୁନି, ସେନ୍ତାରି ଆମର୍‌ ସବୁ ଦସ୍‌ କେମା କରା ।
וסלח לנו את חבותינו כאשר סלחנו גם אנחנו לחיבינו׃
13 ୧୩ ବେସି କସ୍‌ଟ ରଇବା ପରିକା ଆମ୍‍କେ ମୁରଚ୍‍ବାକେ ଦିଆ ନାଇ, ମାତର୍‌ କାରାପ୍‌ କାମେଅନି ରକିଆ କରା ଜେନ୍ତିକି ତମର୍‌ ରାଇଜ୍‌, ତମର୍‌ ବପୁ, ଆରି ଡାକ୍‌ପୁଟା ସବୁ ଜୁଗେଜୁଗେ ତମର୍‌ ଅଇକରି ରଅ । ଆମେନ୍‌!
ואל תביאנו לידי נסיון כי אם חלצנו מן הרע כי לך הממלכה והגבורה והתפארת לעולמי עולמים אמן׃
14 ୧୪ “ତମର୍‌ ବିରଦେ ଦସ୍‌ କରିରଇବା ବିନ୍‌ ଲକ୍‌ମନ୍‌କେ ଜଦି ତମେ କେମା କର୍‌ସା, ତମର୍‌ ସରଗର୍‌ ବାବା ପର୍‌ମେସର୍‌ ମିସା ତମ୍‌କେ କେମା କର୍‌ସି ।
כי אם תסלחו לבני אדם את חטאתם אביכם שבשמים יסלח גם לכם׃
15 ୧୫ ମାତର୍‌ ତମେ ଜଦି ବିନ୍‌ ଲକ୍‌ମନ୍‌କେ କେମା ନ କରାସ୍‌, ସରଗର୍‌ ବାବା ମିସା ତମେ କରିରଇବା ପାପ୍‌ଦସ୍‌ କେମା ନ କରେ ।”
ואם לא תסלחו לבני אדם גם אביכם לא יסלח לכם את חטאתיכם׃
16 ୧୬ “ଉପାସ୍‌ କର୍‌ବା ବେଲେ ଦରମ୍‌ ବଲି ଦେକାଇଅଇଲା ଲକର୍‌ ପାରା ବାଇରେ ସପାସୁତର୍‌ ଅଇବାଟା ଚାଡିଦେବାର୍‌ ନାଇ । ସେମନ୍‌ ଉପାସ୍‌ କଲୁନି ବଲି ଲକର୍‌ ଲଗେ ଦେକାଇ ଅଇବାକେ ସେନ୍ତାରି କର୍‌ବାଇ । ମୁଇ ତମ୍‌କେ ସତ୍‌ କଇଲିନି, ସେମନ୍‌ ଏନ୍ତି କର୍‌ବାର୍‌ ଲାଗି ନିଜର୍‌ ପୁରୁସ୍‌କାର୍‌ ସବୁ ପାଇଲାଇବେ ।
וכי תצומו אל תהיו זעפים כחנפים המשנים את פניהם להראות צמים לבני אדם אמן אמר אני לכם כי לקחו את שכרם׃
17 ୧୭ ମାତର୍‌ ତମେ ଉପାସ୍‌ କର୍‌ବା ବେଲେ, ମୁଣ୍ଡେ ଚିକନ୍‌ଲାଗାଇ ଅଇ ସପା ସୁତ୍‌ରା ରୁଆ ।
ואתה כי תצום סוך את ראשך ורחץ את פניך׃
18 ୧୮ ଜେନ୍ତିକି ଉପାସ୍‌ କଲାସ୍‌ନି ବଲି ବିନ୍‌ ଲକ୍‌ମନ୍‌ ନାଜାନତ୍‌ । ମାତର୍‌ ତମର୍‌ ନ ଡିସ୍‌ବା ବାବା ସବୁ କାତା ଜାନେ । ତମେ ଲୁଚ୍‌ତେ ଜାଇଟା କର୍‌ସା, ସେଟା ଦେକି ତମ୍‌କେ ପୁରୁସ୍‌କାର୍‌ ଦେଇସି ।” ।
למען לא תראה בצומך לבני אדם כי אם לאביך אשר בסתר ואביך הראה במסתרים הוא בגלוי יגמלך׃
19 ୧୯ “ଏ ଦୁନିଆଇ ନିଜର୍‌ପାଇ ଦନ୍‌ ଅର୍‌ଜା ନାଇ । ଇତି ସଙ୍ଗଇଲା ଦନ୍‌ ଅଲ୍‌ମା କାଇ ଚିଲମ୍‌ ଦାର୍‌ସି ଆରି ଚର୍‌ମନ୍‌ କତି କାଣା କରି ଚରାଇନେବାଇ ।
אל תאצרו לכם אוצרות בארץ אשר יאכלום שם סס ורקב וגנבים יחתרו שם וגנבו׃
20 ୨୦ ସର୍‌ଗେ ତମର୍‌ ପାଇ ଏନ୍ତାରି ଦନ୍‌ ଅର୍‌ଜି ସଙ୍ଗୁଆ । ତେଇ ଅଲ୍‌ମା ଆରି ଚିଲମ୍‌ ନ ଦାରେ । ଆରି ଚର୍‌ମନ୍‌ ମିସା କତି କାଣାକରି ଚରାଇ ନେଇ ନାପାରତ୍‌ । ଜାଗ୍‌ରତ୍‌!
אבל תאצרו לכם אוצרות בשמים אשר סס ורקב לא יאכלום שם וגנבים לא יחתרו שם ולא יגנבו׃
21 ୨୧ କାଇକେବଇଲେ ଜନ୍‌ଟାନେ ତମର୍‌ ଦନ୍‌, ତେଇସେ ତମର୍‌ ମନ୍‌ ।”
כי במקום אשר אוצרכם בו שם יהיה גם לבבכם׃
22 ୨୨ “ତମର୍‌ ଆଁକି ଅଇଲାନି ଗାଗଡର୍‌ ବତି । ଜେଡେବେଲା ଆଁକି ନିର୍‌ମଲ୍‌ ରଇସି, ତେବେ ତମର୍‌ ଗୁଲାଇ ଗାଗଡ୍‌ ମିସା ଉଜଲ୍‌ ବର୍‌ତି ଅଇରଇସି ।
נר הגוף הוא העין ואם עינך היא תמימה כל גופך יאור׃
23 ୨୩ ମାତର୍‌ ଜେବେ ତମର୍‌ ଆଁକି ନସିରଇସି, ତେବେ ସବୁ ଗାଗଡ୍‌ ଆନ୍ଦାର୍‌ ଅଇସି । ତେବର୍‌ପାଇ ତମର୍‌ ମନ୍‌ ବିତ୍‌ରର୍‌ ଉଜଲ୍‌ ଜେବେ ଆନ୍ଦାର୍‌ ଅଇସି, ତେବେ ସେ ଆନ୍ଦାର୍‌ କେଡେକ୍‌ ବଡ୍‌ ବିପଦ୍‌ ।”
ואם עינך רעה כל גופך יחשך והנה אם יחשך האור אשר בקרבך מה רב החשך׃
24 ୨୪ “କେ ମିସା ଗଟେକ୍‌ ଲକ୍‌ ଦୁଇଟା ସାଉକାରର୍‌ ସେବାକରି ନାପାରେ । ସେ ଗଟେକ୍‌ ଲକ୍‌କେ ମାନ୍‌ସି ଆରି ଗଟେକ୍‍ ଲକ୍‌କେ ଗିନ୍‌ କର୍‌ସି । ନଇଲେ ଗଟେକ୍‌ ଲକ୍‌କେ ବିସ୍‌ବାସ୍‌ କର୍‌ସି ଆରି ଗଟେକ୍‍ ଲକ୍‌କେ ବିସ୍‌ବାସ୍‌ ନ କରେ । ତମେ ଏକାତର୍‌ ପର୍‌ମେସର୍‌କେ ଆରି ଡାବୁକାସୁକେ ସେବାକରି ନାପାରାସ୍‌ ।”
לא יוכל איש לעבד שני אדנים כי אם ישנא את האחד ויאהב את האחר או ידבק באחד ויבזה את האחר לא תוכלו עבוד את האלהים ואת הממון׃
25 ୨୫ ଏଟାର୍‌ପାଇ ମୁଇ ତମ୍‌କେ କଇଲିନି, ବଁଚ୍‌ବାକେ କାଇଟା କାଇବୁବେ? ଆରି ଗାଗଡର୍‌ ପାଇ କାଇଟା ପିନ୍ଦ୍‌ବୁ? ବଲି ବାବି ଚିନ୍ତା କରାନାଇ । କାଦିର୍‌ତେଇଅନି ଜିବନ୍‌, ଆରି ବସ୍‌ତର୍‌ ତେଇଅନି ଗାଗଡ୍‌ ମୁକିଅ ଆଚେ ।
על כן אמר אני לכם אל תדאגו לנפשכם מה תאכלו ומה תשתו ולגופכם מה תלבשו הלא הנפש היא יקרה מן המזון והגוף יקר מן המלבוש׃
26 ୨୬ ଚଡଇମନ୍‌କେ ଦେକା, ସେମନ୍‌ ନ ବୁନତ୍‌ କି ନ କାଟତ୍‌, କି କଲ୍‌କିତେଇ ନ ସଙ୍ଗଅତ୍‌, ଅଇଲେ ମିସା ସରଗର୍‌ ବାବା ସେମନ୍‌କେ କାଇବାପାଇ ଜାଗାଇଲାନି । ତମେ କାଇ ସେମନର୍‌ତେଇଅନି ମୁକିଅ ନୁଆସ୍‌ କି?
הביטו וראו את עוף השמים אשר אינם זרעים ואינם קצרים ואינם אספים לאסמים ואביכם שבשמים מכלכל אתם הלא אתם נעליתם עליהם מאד׃
27 ୨୭ ବଁଚ୍‌ବା ପାଇ ବଲି ନିଜେ ଚିନ୍ତାକରି ବିକଲ୍‌ ଅଇ ଜେ ତାର୍‌ କଣ୍ଡେକ୍‌ ମିସା ବଁଚ୍‍ବା ଦିନ୍‍ ପାର୍‌ସି କି? ନାଇ ନାପାରେ ।
ומי זה מכם אשר בדאגתו יוכל להוסיף על קומתו אמה אחת׃
28 ୨୮ ବସ୍‌ତର୍‌ ପାଇ କାଇକେ ବିକଲ୍‌ ଅଇଲାସ୍‌ନି? ଦେକା, ବନର୍‌ ପୁଲ୍‌ମନ୍‌ କେନ୍ତି ବଡ୍‌ଲାଇନି, ସେମନ୍‌ କାମ୍‌ଦାମ୍‌ କରତ୍‌ ନାଇ କି ନିଜର୍‌ ପାଇ ବସ୍‌ତର୍‌ ତିଆର୍‌ କରତ୍‌ ନାଇ,
וללבוש למה תדאגו התבוננו נא אל שושני השדה הצמחות אינן עמלות ואינן טות׃
29 ୨୯ ମାତର୍‌ ମୁଇ ତମ୍‌କେ କଇଲିନି, ରାଜା ସଲ୍‌ମନ୍‌ ତାର୍‌ ସବୁ ଦନ୍‌ ସଁପତି ସଙ୍ଗ୍‍ ମିସା ଏ ପୁଲ୍‌ ପାରା ସୁନ୍ଦର୍‌ ବସ୍‌ତର୍‌ କେବେ ପିନ୍ଦି ନ ରଇଲା ।
ואני אמר לכם כי גם שלמה בכל הדרו לא היה לבוש כאחת מהנה׃
30 ୩୦ ଆଜି ପଦାଇ ରଇଲା ଗାଁସ୍‌ କାଲିକେ ନ ମିସା ରଏ । କାଟିକରି ଜଇଟାନେ ପଡାଇଦେବାଇ । ଏଲେମିସା ତାକେ ପର୍‌ମେସର୍‌ ଏନ୍ତି ସୁନ୍ଦର୍‌ ବେସ୍‌ ଦେଇସି, ତେବେ ଏ ଅଲପ୍‌ ବିସ୍‌ବାସିମନ୍‌, ସେ ବାଇଦରେ ତମ୍‌କେ ଅଦିକ୍‌ ନିମାନ୍‌ ବସ୍‌ତର୍‌ ନ ଦେଏ କି? ଦେଇସିସେ ।
ואם ככה מלביש האלהים את חציר השדה אשר היום צמח ומחר ישלך לתוך התנור אף כי אתכם קטני האמונה׃
31 ୩୧ ଏଟାର୍‌ ପାଇ କାଇଟା କାଇବି? ଆରି କାଇଟା ପିଇବି? ଆରି କାଇଟା ଅଡ୍‌ବି ବଲି ଚିନ୍ତା କରାନାଇ ।
לכן אל תדאגו לאמר מה נאכל ומה נשתה ומה נלבש׃
32 ୩୨ କାଇକେବଇଲେ ପର୍‌ମେସର୍‌କେ ନାଜାନ୍‌ଲା ଲକ୍‌ମନ୍‌ ଏ ସବୁ କଜିବୁଲ୍‌ବାଇ । ଆରି ଏ ସବୁ ବିସଇ ଜେ ତମ୍‌କେ ଲଡା, ସେଟା ତମର୍‌ ସରଗର୍‌ ବାବା ଜାନେ ।
כי את כל אלה מבקשים הגוים הלא ידע אביכם אשר בשמים כי אתם צריכים לכל אלה׃
33 ୩୩ ମାତର୍‌ ତମେ ତାର୍‌ ରାଇଜ୍‌ ଆରି ସେ ତମର୍‌ଟାନେଅନି କାଇଟା ମନ୍‍ କଲାନି, ସେ ବିସଇ କଜା । ସେନ୍ତାର୍‌ କଲେ, ସେ ତମ୍‌କେ ଲଡାକେ ଆଇବା ସବୁ ବିସଇ ଜାଗାଇ ଦେଇସି ।
אך בקשו בראשונה את מלכות אלהים ואת צדקתו ונוסף לכם כל אלה׃
34 ୩୪ ଆରି, କାଲିକର୍‌ ପାଇ ଚିନ୍ତା କରାନାଇ, କାଇକେବଇଲେ କାଲିିକର୍‌ ଚିନ୍ତା କାଲିକେ କରା । ଜନ୍‌ ଦିନର୍‌ କସ୍‌ଟ, ସେଦିନର୍‌ପାଇ ଅଦିକ୍‌ ଅଇସି ।
לכן אל תדאגו ליום מחר כי יום מחר הוא ידאג לעצמו ודיו ליום צרתו׃

< ମାତିଉ 6 >