< ମାତିଉ 28 >

1 ବିସ୍‌ରାମ୍‌ବାରର୍‌ ଆର୍‌କର୍‌ ଦିନେ, ରଇବାର୍‌ ସାକାଲେ ମଗ୍‌ଦଲିନି ମରିୟମ୍‌ ଆରି ବିନ୍‌ ମରିୟମ୍‌ ଜିସୁକେ ସଙ୍ଗଇରଇବା କବର୍‌ ଦେକ୍‌ବାର୍‌ ଗାଲାଇ ।
vespere autem sabbati quae lucescit in primam sabbati venit Maria Magdalene et altera Maria videre sepulchrum
2 ସେଡ୍‌କିବେଲେ ଅଟାତ୍‌ ଦର୍‌ତନି ଚୁଲ୍‌ବୁଲିଗାଲା । ଏଦେ ଦେକା! ମାପ୍‌ରୁର୍‌ ଗଟେକ୍‌ ସରଗ୍‌ ଦୁତ୍‌ ଉତ୍‌ରି ଆସି, କବର୍‌ ମୁଆଟେ ଡାବିରଇଲା ପାକ୍‌ନା ଡୁଲ୍‌ଗୁଡାଇଦେଇ ତାର୍‌ ଉପ୍‌ରେ ବସି ରଇଲା ।
et ecce terraemotus factus est magnus angelus enim Domini descendit de caelo et accedens revolvit lapidem et sedebat super eum
3 ତାର୍‌ ଗୁଲାଇ ଗାଗଡ୍‌ ବିଜ୍‌ଲି ପାରା ଜଟକ୍‌ତେରଇଲା ଆରି ସେ ପିନ୍ଦିରଇବାଟା ବରପ୍‌ ପାରା ଚିଟ୍‌ ଦବ୍‌ ରଇଲା ।
erat autem aspectus eius sicut fulgur et vestimentum eius sicut nix
4 ଜାଗୁଆଲ୍‌ମନ୍‌ ଦୁତ୍‌କେ ଦେକି ଡରି ତର୍‌ତରି ଗାଲାଇ ଆରି ମଲା ଲକର୍‌ପାରା ଅଇଗାଲାଇ ।
prae timore autem eius exterriti sunt custodes et facti sunt velut mortui
5 ସରଗର୍‌ ଦୁତ୍‌ ମାଇଜିମନ୍‌କେ କଇଲା, “ଡରା ନାଇ । ମୁଇ ଜାନି, ତମେ କୁର୍‌ସେ ମରିରଇବା ଜିସୁକେ ଦେକ୍‌ବାର୍‌ ଆସିଆଚାସ୍‌ ।
respondens autem angelus dixit mulieribus nolite timere vos scio enim quod Iesum qui crucifixus est quaeritis
6 ସେ ଇତି ନାଇ । ସେ କଇଲା ଇସାବେ ଆରି ତରେକ୍‌ ଉଟି ଆଚେ । ଆସି ଦେକା, ଇତି ତାର୍‌ ମଲା ଗାଗଡ୍‌ ସଙ୍ଗଇରଇଲାଇ ।”
non est hic surrexit enim sicut dixit venite videte locum ubi positus erat Dominus
7 “ତମେ ଦାପ୍‌ରେ ଜାଇ ତାର୍‌ ସିସ୍‌ମନ୍‌କେ କୁଆ, ସେ ଆରି ତରେକ୍‌ ଜିବନ୍‌ ଅଇଆଚେ ଆରି ତମର୍‌ ଆଗେ ଆଗେ ଗାଲିଲି ଗାଲା ଆଚେ । ତମେ ତେଇ ତାକେ ଦେକ୍‌ସା । ମୁଇ ଜାଇଟା କଇଲି ମନେ ରକିରୁଆ ।”
et cito euntes dicite discipulis eius quia surrexit et ecce praecedit vos in Galilaeam ibi eum videbitis ecce praedixi vobis
8 ଏ କାତାସୁନି ସେମନ୍‌ ଦାପ୍‌ରେ କବର୍‌ଦେଲା ଟାନେଅନି ସିସ୍‌ମନର୍‌ ଲଗେ ପାଲାଇଲାଇ । ଡରିକରି ରଇଲେ ମିସା, ତାକର୍‌ ମନେ ବେସି ସାର୍‌ଦା ଜାନିପାର୍‌ତେ ରଇଲାଇ ।
et exierunt cito de monumento cum timore et magno gaudio currentes nuntiare discipulis eius
9 ସେଦାପ୍‌ରେ ଜିସୁ ସେମନ୍‌କେ ବେଟ୍‌ଅଇ କଇଲା, “ତମ୍‌କେ ସାନ୍ତି ମିଲ!” ସେମନ୍‌ ଜିସୁର୍‌ ଲଗେ ଜାଇ ତାର୍‌ ପାଦ୍‌ ଦାରି ଜୁଆର୍‌ କଲାଇ ।
et ecce Iesus occurrit illis dicens havete illae autem accesserunt et tenuerunt pedes eius et adoraverunt eum
10 ୧୦ ଜିସୁ ସେମନ୍‌କେ କଇଲା, “ଡରା ନାଇ । ମର୍‌ ବାଇମନ୍‌କେ କୁଆ, ସେମନ୍‌ ଗାଲିଲି ଆସତ୍‌ । ତେଇ ସେମନ୍‌ ମକେ ଦେକ୍‌ବାଇ ।”
tunc ait illis Iesus nolite timere ite nuntiate fratribus meis ut eant in Galilaeam ibi me videbunt
11 ୧୧ ମାଇଜିମନ୍‌ ତେଇଅନି ଇଣ୍ଡିଜାଇତେ ରଇଲାଇ । ଜିବାବେଲେ ଜିସୁକେ କବର୍‌ ଦେଇ ରଇବାଟାନେ ଜାଗି ରଇଲା କେତେଟା ସନିଅମନ୍‌ ନଅରେ ବାଉଡି ଗାଲାଇ । ଜାଇକରି ମୁକିଅ ପୁଜାରିମନ୍‌କେ ଏ ସବୁ ଅଇଲାଟା ଜାନାଇଲାଇ ।
quae cum abissent ecce quidam de custodibus venerunt in civitatem et nuntiaverunt principibus sacerdotum omnia quae facta fuerant
12 ୧୨ ମୁକିଅ ପୁଜାରିମନ୍‌ ପାର୍‌ଚିନ୍‌ମନର୍‌ ସଙ୍ଗ୍‌ ମିସି କୁଟ୍‌ ପାଁଚ୍‌ଲାଇ । ସେମନ୍‌ ସନିଅମନ୍‌କେ ବେସି ଡାବୁ ଲାଁଚ୍‍ଦେଇ କଇଲାଇ,
et congregati cum senioribus consilio accepto pecuniam copiosam dederunt militibus
13 ୧୩ ତମେ କୁଆ “ଆମେ ରାତିଆ ସଇଦେଇ ରଇଲା ବେଲେ ତାର୍‌ ସିସ୍‌ମନ୍‌ ଆସି ତାର୍‌ ମଲା ଗାଗଡ୍‌ ଚରାଇ ଦାରିଗାଲାଇ ।
dicentes dicite quia discipuli eius nocte venerunt et furati sunt eum nobis dormientibus
14 ୧୪ ଜଦି ସାସନ୍‌କାରିଆ ଏ କାତା ନ ସୁନ୍‍ସି, ବଇଲେ ତମର୍‌ ଦସ୍‌ ନାଇ ବଲି ଆମେ ବୁଜାଇ ଦେବୁ । ଏ ବିସଇନେଇ ତମେ ଦାନ୍ଦା ଉଆନାଇ ।”
et si hoc auditum fuerit a praeside nos suadebimus ei et securos vos faciemus
15 ୧୫ ସନିଅମନ୍‌ ଡାବୁ ନେଇକରି, ସେମନ୍‌କେ କଇରଇଲା ଇସାବେ କାମ୍‌ କଲାଇ । ସେମନ୍‌ ସେବେଲେ ଜେନ୍ତି କଇରଇଲାଇ, ଜିଉଦିମନ୍‌ ଆଜିକେ ଜାକ ସେ କାତା ଜାନାଇଲାଇନି ।
at illi accepta pecunia fecerunt sicut erant docti et divulgatum est verbum istud apud Iudaeos usque in hodiernum diem
16 ୧୬ ଜିସୁ କଇବା ଇସାବେ ତାର୍‌ ଏଗାର୍‌ଟା ସିସ୍‌ମନ୍‌ ଗାଲିଲିର୍‌ ଗଟେକ୍‌ ଡଙ୍ଗର୍‌ ଉପ୍‌ରେ ଗାଲାଇ ।
undecim autem discipuli abierunt in Galilaeam in montem ubi constituerat illis Iesus
17 ୧୭ ଜିସୁକେ ଡଙ୍ଗର୍‌ ଉପ୍‌ରେ ଦେକି ସେମନ୍‌ ତାକେ ଜୁଆର୍‌ କଲାଇ । କେତେ ଲକ୍‌ ବିସ୍‌ବାସ୍‌ କରତ୍‌ ନାଇ ।
et videntes eum adoraverunt quidam autem dubitaverunt
18 ୧୮ ଜିସୁ ସେମନର୍‌ ଲଗେ ଜାଇ କଇଲା, “ସରଗ୍‌ ଆରି ମଚ୍‌ପୁରର୍‌ ସବୁ ଅଦିକାର୍‌ ମକେ ଦିଆଅଇଲା ଆଚେ ।
et accedens Iesus locutus est eis dicens data est mihi omnis potestas in caelo et in terra
19 ୧୯ ତେବେ ତମେ ଦେସ୍‌ମନ୍‌କେ ରଇବା ସବୁ ବାସାର୍‌ ଲକ୍‌ମନର୍‌ ଲଗେ ଜାଇ, ସେମନ୍‌କେ ମର୍‌ ସିସ୍‌ କରାଆ । ବାବା, ପଅ ଆରି ସୁକଲ୍‌ ଆତ୍‌ମାର୍‌ ନାଉଁଦାରି ସେମନ୍‌କେ ଡୁବନ୍‌ ଦିଆସ୍‌ ।
euntes ergo docete omnes gentes baptizantes eos in nomine Patris et Filii et Spiritus Sancti
20 ୨୦ ଆରି ମୁଇ ଜନ୍‌ ସବୁ ସିକିଆ ଦେଇଆଚି, ସେଟା ମାନା ବଲି ସିକାଆ । ଆରି ମନେ ରଅ, କାଲ୍‌ କାଲ୍‌ ଜୁଗ୍‌ ଜୁଗ୍‌ ମୁଇ ସବୁବେଲେ ତମର୍‌ ସଙ୍ଗ୍‌ ରଇବି ।” (aiōn g165)
docentes eos servare omnia quaecumque mandavi vobis et ecce ego vobiscum sum omnibus diebus usque ad consummationem saeculi (aiōn g165)

< ମାତିଉ 28 >