< ମାତିଉ 10 >

1 ଜିସୁ ତାର୍‌ ବାର୍‌ଟା ପେରିତ୍‌ମନ୍‌କେ ଲଗେ ଡାକି ଡୁମା କେଦ୍‌ବାକେ, ସବୁ ରକାମର୍‌ ରଗ୍‌ ଆରି ଜର୍‌ଦୁକା ନିମାନ୍‌ କର୍‌ବାକେ ଅଦିକାର୍‌ ଦେଲା ।
Und er rief seine zwölf Jünger zu sich, und gab ihnen Macht über die unsauberen Geister, daß sie dieselben austreiben, und heilten jede Seuche und jede Krankheit.
2 ସେ ବାର୍‌ଟା ପେରିତ୍‌ମନର୍‌ ନାଉଁ ଅଇଲାନି, ସିମନ୍‌ ଜାକେକି ପିତର୍‌ ବଲି ଡାକ୍‌ବାଇ, ଆରି ତାର୍‌ ବାଇ ଆନ୍ଦ୍‌ରିୟ, ଜେବଦିର୍‌ ପଅ ଜାକୁବ୍‌ ଆରି ତାର୍‌ ବାଇ ଜଅନ୍‌,
Die Namen der zwölf Apostel (Sendboten) sind diese: Der erste Simon, genannt Petrus, und Andreas, sein Bruder; Jakobus, Zebedäus´ Sohn, und Johannes, sein Bruder.
3 ପିଲିପ୍‌ ଆରି ବାର୍‌ତଲମି, ତମା ଆରି ସିସ୍‌ତୁମାଙ୍ଗୁମନ୍‌ ମାତିିଉ, ଆଲ୍‌ପିର୍‌ ପଅ ଜାକୁବ୍‌ ଆରି ତଦିୟ,
Philippus und Bartholomäus; Thomas und Matthäus, der Zöllner; Jakobus, Alphäus´ Sohn, und Lebbäus, mit dem Beinamen Thaddäus;
4 କିଣାନିୟ ସିମନ୍‌ ଜେ କି ଇସ୍‌ରାଏଲ୍‌ ଲକ୍‌ମନର୍‌ ମୁକ୍‌ତିର୍‌ ପାଇ ଚେସ୍‌ଟା କର୍‌ତେରଇଲା । ଆରି ଇସ୍‌କାରିୟତ୍‌ ଜିଉଦା, ଜେ ଜିସୁକେ ସତ୍‌ରୁମନ୍‍କେ ସର୍‌ପିଦେଇ ରଇଲା ।
Simon, der Kananite, und Judas, der Ischariote, der ihn auch verriet.
5 ଜିସୁ ବାର୍‌ଟା ସିସ୍‌ମନ୍‌କେ ପାଟାଇଲାବେଲେ କାଇଟା କର୍‌ବାର୍‌ ଆଚେ କାଇଟା ନାଇ ବଲି ଆଦେସ୍‌ ଦେଇ କଇଲା, “ତମେ ଜିଉଦି ନଇଲା ଲକ୍‌ମନର୍‌ କନ୍‌ ଜାଗାଇ ମିସା ଜାଆନାଇ କି ସମିରଣିୟ ଗଡେ ମିସା ପୁରାନାଇ ।
Diese Zwölf sandte Jesus, indem er ihnen gebot, und sprach: Gehet nicht zu den Heiden hin, und betretet keine samaritische Stadt;
6 ମାତର୍‍ ଆଜିଗାଲା ମେଣ୍ଡାମନର୍‌ ପାରା ରଇବା ଇସ୍‌ରାଏଲ୍‌ମନର୍‌ ଲଗେ ଜା ।
Sondern ziehet vielmehr zu den verlorenen Scharfen vom Hause Israel.
7 ସେମନର୍‌ ଲଗେ ଜାଇ ଜାନାଇକରି କୁଆ, ସରଗ୍‌ ରାଇଜ୍ ଲଗେ ଆଇଲା ଆଚେ!
Gehet, verkündigt, und saget: Die Himmelsherrschaft ist nahe herbeigekommen.
8 ଜରର୍‌ ଲକ୍‌ମନ୍‌କେ ନିମାନ୍‌ କରା, ମଲା ଲକ୍‌ମନ୍‌କେ ଉଟାଆ, ବଡ୍‌ ରଗିମନ୍‌କେ ନିମାନ୍‌ କରା, ଡୁମାମନ୍‌କେ କେଦିଦିଆସ୍‌ । ଏ ସବୁ ସରଗର୍‌ ମାପ୍‌ରୁର୍‌ ତେଇଅନି ତିନ୍‌ପଲିଆରେ ମିଲାଇ ଆଚାସ୍‌ । ସେନ୍ତି ବିନ୍‌ ଲକ୍‌ମନ୍‌କେ କାଇଟା ନ ମାଙ୍ଗ୍‌ତେ ଦିଆସ୍‌ ।
Kranke heilet, Tote erwecket, Aussätzige reiniget, Dämonen treibet aus! Umsonst habt ihr es empfangen, umsonst gebet es!
9 ଡାବୁ ମିସା ନିଆନାଇ ।
Ihr sollt weder Gold, noch Silber, noch Kupfer erwerben in eure Gürtel,
10 ୧୦ ଆରି ବୁଲ୍‌ବା ବେଲେ ମୁନା ଦାରି ବୁଲାନାଇ । ଗଟେକ୍‌ ଉଚ୍‌କା ପିନ୍ଦ୍‌ବା ପଚିଆ, ପାଣ୍ଡଇ, ଡାଙ୍ଗ୍‌ ନିଆ ନାଇ । ପାଇଟି କରୁ ତାର୍‌ ବୁତି ପାଇସିସେ ।”
Auch keine Reisetasche, noch zwei Kleidungen, noch Schuhe, noch Stab; denn der Arbeiter ist seiner Nahrung wert.
11 ୧୧ “ଗଟେକ୍‌ ଗଡେ କି ଗାଏଁ କେଟ୍‌ସା ବଇଲେ, ତେଇ କେ ତମ୍‌କେ ନିଜର୍‌ ଗରେ ଡାକ୍‌ସି, ସେ ଲକ୍‌କେ କଜା, ଆରି ବିନେ ଜିବା ଜାକ ତାକର୍‌ ଗରେସେ ରୁଆ ।
Wo ihr aber in eine Stadt, oder in ein Dorf kommt, da erforschet, wer würdig ist darinnen, und daselbst bleibet, bis ihr weiter geht.
12 ୧୨ ଗରେ କେଟ୍‌ଲା ବେଲେ ତେଇ ରଇଲା ଲକ୍‌ମନ୍‌କେ ଜୁଆର୍‌ କରି କୁଆ, ‘ତମ୍‌କେ ସାନ୍ତି ମିଲ’ ।
Wenn ihr aber in das Haus geht, so grüßet dasselbige;
13 ୧୩ ସେମନ୍‌ ଜଦି ତମ୍‌କେ ଗତିଆ କରି ଡାକ୍‌ବାଇ, ତମେ କଇଲା ସାନ୍ତିର୍‌ କାତା ପୁରୁନ୍‌ ଅଇସି । ମାତର୍‌ ସେମନ୍‌ ଜଦି ତମ୍‌କେ ଗତିଆ କରି ନ ଡାକତ୍‌ ବଇଲେ, ତମେ କଇଲାଟା ତମର୍‌ ଲଗେ ବାଉଡି ଆଇସି ।
Und wenn das Haus würdig ist, so soll euer Friede auf dasselbe kommen; wenn es aber nicht würdig ist, so soll euer Friede auf euch zurückkehren.
14 ୧୪ ଜଦି କେ ମିସା ତମ୍‌କେ ନ ଡାକତ୍‌ କି ତମେ କଇଲା କାତା ନ ସୁନତ୍‌ ବଇଲେ, ‘ଏ ଜାଗା ଚାଡ୍‌ଲୁ’ ବଲି ଗଟେକ୍‌ ଚିନ୍‌ ପାରା ଦେକାଇବାକେ, ପାଦର୍‌ ଦୁଲି ପାପ୍‌ଡି, ସେ ଜାଗା ଚାଡି ଉଟିଜା ।
Und wer euch nicht aufnimmt, noch eure Worte hört, aus jenem Hause, oder jener Stadt, gehet hinaus, und schüttelt den Staub von euern Füßen.
15 ୧୫ ମୁଇ ତମ୍‌କେ ସତ୍‌ କଇଲିନି, ବିଚାର୍‌ନା ଦିନେ ସଦମ୍‌ ଗମରାକେ ପର୍‌ମେସର୍‌ ଅଦିକ୍‌ ଦୟା ଦେକାଇସି ।”
Wahrlich, ich sage euch, erträglicher wird es dem Lande Sodom und Gomorra ergehen am Tage des Gerichts, als jener Stadt.
16 ୧୬ “ସୁନା, ବାଲିଆଡୁର୍‌କାମନର୍‌ ବିତ୍‌ରେ ମେଣ୍ଡାମନ୍‌କେ ପାଟାଇଲା ପାରା ମୁଇ ତମ୍‌କେ ପାଟାଇଲିିିନି । ସାଁପର୍‌ ପାରା ଚାଲାକି ଅଇ ପରୁଆପାରା ସୁଆଲ୍‌ ଉଆ ।
Siehe, ich sende euch, wie Scharfe mitten unter Wölfe; so seid nun klug wie die Schlangen, und arglos wie die Tauben.
17 ୧୭ ମାତର୍‌ ଜାଗ୍‌ରତ୍‌ ଅଇରୁଆ, କାଇକେ ବଇଲେ ଲକ୍‌ମନ୍‌ ସେମନର୍‌ ବିଚାର୍‌ କର୍‌ବା ଜାଗାମନର୍‌ତେଇ ତମ୍‍କେ ସର୍‌ପିଦେବାଇ ଆରି ପାର୍‌ତନା ଗର୍‌ମନ୍‌କେ ତମ୍‌କେ କର୍‌ଡା ମାର୍‌ବାଇ ।
Hütet euch aber vor den Menschen; denn sie werden euch übergeben den hohen Ratsversammlungen, und in ihren Synagogen werden sie euch geißeln,
18 ୧୮ ଆରି ତମେ ମର୍‌ ସିସ୍‌ ଅଇଲାର୍‌ ଲାଗି, ରାଜା ଆରି ସାସନ୍‌ କର୍‌ବା ଲକ୍‌ମନର୍‌ ଲଗେ ନିଆଅଇ ବିଚାର୍‌ କରାଇଅଇସା । ଇତିଅନି ସେମନ୍‌କେ ଆରି ଜିଉଦି ନଇଲା ଲକ୍‌ମନର୍‌ ତେଇ ମର୍‌ ବିସଇନେଇ କଇବାକେ ତମେ ବେଲା ପାଇସା ।
Und vor Landpfleger und Könige werden sie euch führen, um meinetwillen, zum Zeugnis über sie und die Heiden.
19 ୧୯ ତମର୍‌ ବିଚାର୍‌ନା ଅଇବାବେଲେ ‘କାଇଟା କଇବି, କେନ୍ତି କଇବି’ ବଲି ଚିନ୍ତା କରି ତେରେପେତେ ନ ଉଆ । ଟିକ୍ ସେବେଲାଇ ସେଟା ତମ୍‌କେ ଜାନାଇ ଦିଆଅଇସି ।
Wenn sie euch aber überliefern, so sorget nicht wie, oder was ihr sagen sollt, denn es wird euch in jener Stunde gegeben werden, was ihr sagen sollt.
20 ୨୦ କାଇକେ ବଇଲେ ତମେ ନିଜେ କାଇଟା କଇବାକେ ନ ପଡେ । ବାବା ପର୍‌ମେସର୍‌ ସୁକଲ୍‌ ଆତ୍‌ମାଇ ତମର୍‌ ଟଣ୍ଡେଅନି କାତା କଇସି ।”
Denn nicht ihr seid es, die da reden, sondern der Geist eures Vaters redet mit euch.
21 ୨୧ ଲକ୍‌ମନ୍‌ ନିଜର୍‌ ବାଇକେ ମରନର୍‌ ଡଣ୍ଡ୍‌ ବଗ୍‌ବାକେ ଦାରାଇଦେବାଇ । ବାବା ମିସା ନିଜର୍‌ ପିଲାମନ୍‌କେ ସେନ୍ତାରି କର୍‌ସି । ପିଲା ଟକିମନ୍‌ ବାବାମାଆର୍‌ ବିରଦେ ଉଟି ସେମନ୍‌କେ ମରାଇବାଇ ।
Es wird aber der Bruder den Bruder überliefern zum Tode, und der Vater das Kind, und es werden die Kinder aufstehen wider die Eltern, und sie töten;
22 ୨୨ ମକେ ବିସ୍‌ବାସ୍‌ କଲାର୍‌ ଲାଗି ତମ୍‌କେ ସବୁ ଲକ୍‌ ଗିନ୍‌ କର୍‌ବାଇ । ମାତର୍‌ ଜନ୍‌ ଲକ୍‌ ସାରାସାରି ଜାକ ସାଆସ୍‌ ଦାରି ରଇସି, ସେ ମୁକ୍‌ତି ପାଇସି ।
Und ihr werdet gehaßt werden von allen um meines Namens willen. Wer aber bis ans Ende beharrt, der wird errettet werden.
23 ୨୩ ଗଟେକ୍‌ ନଅରେ ଦୁକ୍‌ କସ୍‌ଟ ଦେଲେ, ତମେ ଆରି ଗଟେକ୍‌ ନଅରେ ଉଟି ପାଲାଆ । ମୁଇ ତମ୍‌କେ ସତ୍‌କାତା କଇଲିନି, ତମେ ଇସ୍‌ରାଏଲ୍‌ ଦେସେ ରଇବା ସବୁ ଗଡେ ବୁଲି ନ ସାର୍‌ତେ, ନର୍‌ପିଲା ମୁଇ ଆରି ତରେକ୍‌ ବାଉଡି ଆସିରଇବି ।
Wenn sie euch aber in dieser Stadt verfolgen, so fliehet in eine andere; denn wahrlich, ich sage euch, ihr werdet mit den Städten Israels nicht zu Ende sein, bis daß der Menschensohn kommen wird.
24 ୨୪ “କନ୍‌ ସିସ୍‌ ମିସା ଗୁରୁର୍‌ ତେଇଅନି ବଡ୍‌ ନଏଁ । ଗତିଦାଙ୍ଗ୍‌ଡା ସାଉକାରର୍‌ତେଇଅନି ବଡ୍‌ ନଏଁ ।
Der Jünger ist nicht über den Lehrer, noch der Knecht über seinen Herrn;
25 ୨୫ ସିସ୍‌ ତାର୍‌ ଗୁରୁର୍‌ ପାରା ଆରି ଗତିଦାଙ୍ଗ୍‌ଡା ନିଜର୍‌ ସାଉକାର୍‌ ପାରା ଅଇଲେ ସେମନ୍‌ ସାର୍‌ଦା ଅଇବାର୍‌ ଆଚେ । ଗଟେକ୍‌ ଗରର୍‌ ମୁକିଆ ମକେ, ବାଲ୍‍ଜିବୁଲ୍‌ ବଲି ଡାକ୍‌ଲାଇନି ବଇଲେ, ଗରର୍‌ ଆରି ଅଦେକ୍‌ ଲକ୍‌ମନ୍‌କେ ବାଇଦରେ ଅଦିକ୍‌ କାରାପ୍‌ ନାଉଁ ଦାରି ଡାକ୍‌ବାଇ ।”
Es genüge dem Jünger, daß ihm geschieht, wie seinem Lehrer, und dem Knecht, wie seinem Herrn. Haben sie den Hausherrn Beelzebul genannt, wie vielmehr seine Hausgenossen!
26 ୨୬ “ସେଟାର୍‌ପାଇ ଲକ୍‌ମନ୍‌କେ ଡରାନାଇ । ଜନ୍‌ ବିସଇ କି ଲୁଚ୍‌ତେ ଆଚେ, ସେଟା କେବେ ନଇଲେ କେବେ ଡିସ୍‌ସି ଆରି ସବୁ ଲୁଚ୍‌ଲା କାତାମନ୍‌ ଜାନା ପଡ୍‌ସି ।
Fürchtet sie jedoch nicht; denn nichts ist verhüllt, das nicht enthüllt, und verborgen, das nicht bekannt werden wird.
27 ୨୭ ଜନ୍‌ଟା ମୁଇ ତମ୍‌କେ ଆନ୍ଦାର୍‌ ବେଲାଇ କଇଲିନି ସେଟା ତମେ ଉଜ୍‌ଲେ କୁଆ, ଆରି ଜନ୍‌ଟା ଲୁଚ୍‌ତେ ସୁନିଆଚାସ୍‌ ସେଟା ଗରର୍‌ ଚାଉନି ଉପ୍‌ରେ ଟିଆଅଇ କୁଆ ।
Was ich euch im Dunkeln sage, das redet am Licht, und was ihr höret ins Ohr, das verkündiget auf den Dächern.
28 ୨୮ ଜନ୍‌ଲକ୍‌ମନ୍‌ ତମର୍‌ ଗାଗଡ୍‌ ନସ୍‌ଟ କର୍‌ବାଇ ମାତର୍‌ ତମର୍‌ ଆତ୍‌ମାକେ କାଇଟା କରିନାପାରତ୍‌ ସେମନ୍‌କେ ଡରାନାଇ । ମାତର୍‌ ଜନ୍‌ ପର୍‌ମେସର୍‌ ତମର୍‌ ଗାଗଡ୍‌ ଆରି ଆତ୍‌ମାକେ ନରକ୍‌ କୁଣ୍ଡେ ପିଙ୍ଗ୍‌ସି, ତାକେ ଡରା । (Geenna g1067)
Und fürchtet euch nicht vor denen, welche den Leib töten, die Seele aber nicht töten können; fürchtet aber vielmehr den, der sowohl die Seele, als auch den Leib, umbringen kann im Tal Hinnom. (Geenna g1067)
29 ୨୯ ଡାବୁଦେଇ ଦୁଇଟା ଚେଟିଆ ଚଡଇ ଗେନିପାରାସ୍‌, ମାତର୍‌ ତମର୍‌ ବାବା ପର୍‌ମେସର୍‌ ନାଜାନ୍‌ତେ ସେ ଚଡଇମନର୍‌ତେଇଅନି ଗଟେକ୍‌ ମିସା ନ ମରତ୍‌ ।
Verkauft man nicht zwei Sperlinge um einen Pfennig? und nicht einer von ihnen fällt auf die Erde, ohne euern Vater.
30 ୩୦ ଆରି ପର୍‌ମେସର୍‌ ତମର୍‌ ମୁଣ୍ଡର୍‌ ଚେଣ୍ଡି ମିସା ଗଟେକ୍‌ ଗଟେକ୍‌ କରି ଏଜିଆଚେ ।
Von euch aber sind auch alle Haare des Hauptes gezählt.
31 ୩୧ ଡରାନାଇ, ବେସି ଚେଟିଆ ଚଡଇମନର୍‌ ତେଇ ଅନି ତମର୍‌ ଦାମ୍‌ ଅଦିକ୍‌ ।”
Darum fürchtet euch nicht! Ihr seid mehr wert als viele Sperlinge.
32 ୩୨ “ଜେ ମକେ ସବୁର୍‌ ମୁଆଟେ ‘ମର୍‌ ଲକ୍‌’ ବଲି ନାମ୍‌ସି, ମୁଇ ମିସା ମର୍‌ ସରଗର୍‌ ବାବାର୍‌ ମୁଆଟେ ସେମନ୍‍କେ ‘ମର୍‌ ଲକ୍‌’ ବଲି କଇବି ।
Jeder nun, der sich zu mir bekennt vor den Menschen, zu dem werde auch ich mich bekennen vor meinem Vater, der in den Himmeln ist.
33 ୩୩ ମାତର୍‌ ଜନ୍‌ ଲକ୍‌ ମକେ ସବୁର୍‌ ମୁଆଟେ ‘ତାକେ ନାଜାନି’ ବଲି କଇସି, ମୁଇ ମିସା ମର୍‌ ସରଗର୍‌ ବାବାର୍‌ ମୁଆଟେ ‘ତାକେ ନାଜାନି’ ବଲି କଇବି ।”
Wer mich aber verleugnet vor den Menschen, den werde auch ich verleugnen vor meinem Vater, der in den Himmeln ist.
34 ୩୪ “ମୁଇ ଏ ଦୁନିଆଇ ସାନ୍ତି ଦେବାର୍‌ ଆସିଆଚି ବଲି ତମେ ବାବା ନାଇ । ନାଇ, ସାନ୍ତି ଦେବାକେ ଆସି ନାଇ, କାଣ୍ଡା ଦେବାକେ ଆଇଲିଆଚି ।
Wähnet nicht, daß ich gekommen sei, Frieden zum bringen auf die Erde; ich bin nicht gekommen, Frieden zu bringen, sondern das Schwert.
35 ୩୫ ମର୍‌ ଲାଗି ପିଲା ବାବାକେ ବିରଦ୍‌ କର୍‌ସି, ଟକି ଆୟାକେ ବିରଦ୍‌ କର୍‌ସି ଆରି ବୁଆରି ସାତ୍‌ରିର୍‌ ବିରଦେ ଉଟ୍‌ସି ।
Denn ich bin gekommen, den Menschen zu entzweien wider seinen Vater, und die Tochter wider ihre Mutter, und die Schnur wider ihre Schwieger.
36 ୩୬ ନିଜର୍‌ ଗରର୍‌ ଲକ୍‌ମନ୍‌ସେ ନିଜର୍‌ ସତ୍‌ରୁ ଅଇବାଇ ।”
Und feind werden den Menschen seine Hausgenossen sein.
37 ୩୭ “କେମିସା ଜଦି ନିଜର୍‌ ମାବାବାକେ ମର୍‌ତେଇଅନି ଅଦିକ୍‌ ଆଲାଦ୍‌ କର୍‌ସି, ସେ ମର୍‌ ସିସ୍‌ ଅଇନାପାରେ । ଆରି ଜନ୍‌ ଲକ୍‌ ମକେ ଆଲାଦ୍‌ କର୍‌ବାଟାନେ ଅନି ନିଜର୍‌ ପିଲାଟକିକେ ଅଦିକ୍‌ ଆଲାଦ୍‌ କର୍‌ସି ବଇଲେ ସେ ମର୍‌ ସିସ୍‌ ଅଇବାକେ ଅଦିକାର୍‍ ନ ପାଏ ।
Wer Vater oder Mutter mehr liebt, als mich, der ist meiner nicht wert; und wer Sohn oder Tochter mehr liebt, als mich, der ist meiner nicht wert.
38 ୩୮ ଜନ୍‌ ଲକ୍‌ ନିଜର୍‌ କୁରୁସ୍‌ ବଇ ମର୍‌ ସଙ୍ଗ୍‍ ନ ଆସେ ବଇଲେ ସେ ମର୍‌ ସିସ୍‌ ଅଇବାକେ ଅଦିକାର୍‍ ନ ପାଏ ।
Und wer nicht sein Kreuz nimmt, und folgt mir nach, der ist meiner nicht wert.
39 ୩୯ ଜନ୍‌ଲକ୍‌ ନିଜର୍‌ ଜିବନ୍‌ ରକିଆ କର୍‌ବାକେ ଚେସ୍‌ଟା କର୍‌ସି ବଇଲେ ସେ ସେଟା ଆରାଇସି । ମାତର୍‌ ଜେ ମର୍‌ ଲାଗି ତାର୍‌ ଜିବନ୍‌ ଆରାଇସି ବଇଲେ, ସେ ସତଇସେ ସେଟା ରକିଆ କର୍‌ସି ।”
Wer seine Seele findet, der verliert sie, und wer seine Seele um meinetwillen verliert, der wird sie finden.
40 ୪୦ “ଜନ୍‌ ଲକ୍‌ ତମ୍‌କେ ଡାକିନେଇସି, ସେ ମର୍‌ପାଇ ସେଟା କଲାନି । ଆରି ଜନ୍‌ ଲକ୍‌ ମକେ ଡାକିନେଇସି ସେ ମକେ ପାଟାଇଲା ବାବା ପରମେସରର୍‌ ପାଇ ସେଟା କଲାନି ।
Wer euch aufnimmt, der nimmt mich auf; wer mich aufnimmt, der nimmt den auf, der mich gesandt hat.
41 ୪୧ ଜେ ମିସା ଗଟେକ୍‌ ବବିସତ୍‌ବକ୍‌ତାକେ ‘ପର୍‌ମେସରର୍‌ କାତା ସୁନାଉ’ ବଲି ଡାକ୍‌ସି, ବବିସତ୍‍ବକ୍‍ତାକେ ମିଲ୍‌ବା ପୁରୁସ୍‌କାର୍‌ତେଇ ସେ ମିସା ମିସ୍‌ସି । ଆରି ଜେ ଦରମ୍‌ ଲକ୍‌କେ ଗରେ ଡାକ୍‌ସି, ଦରମ୍‌ ଲକ୍‌କେ ମିଲ୍‌ବା ପୁରୁସ୍‌କାର୍‌ତେଇ ସେ ମିସା ମିସ୍‌ସି ।
Wer einen Propheten aufnimmt in eines Propheten Namen, der wird eines Propheten Lohn empfangen; wer einen Gerechten aufnimmt in eines Gerechten Namen, der wird eines Gerechten Lohn empfangen.
42 ୪୨ ଆରି ଜନ୍‌ ଲକ୍‌ ମର୍‌ ପଚେ ପଚେ ଆଇବା ମୁକିଅ ନଇଲା ଗଟେକ୍‌ ସାନ୍‌ ସିସ୍‌କେ, ଗିଲ୍‍ସେକ୍‍ ପାନି ଦେଇସି, ସେ ମର୍‌ ସିସ୍‌ । ସେ ପୁରୁସ୍‌କାର୍‌ ପାଇସି ଆକା ।”
Und wer einen dieser Kleinen nur mit einem Becher kalten Wassers tränkt, im Namen eines Jüngers, wahrlich ich sage euch, er wird seinen Lohn nicht verlieren.

< ମାତିଉ 10 >