< ଲୁକ୍‌ 4 >

1 ଜିସୁ ସୁକଲ୍‌ ଆତ୍‌ମାଇ ପୁରାପୁରୁନ୍‌ ଅଇକରି ଜର୍‌ଦନ୍‌ ଗାଡେଅନି ବାଉଡି ଆଇଲା । ଆରି ସଇତାନର୍‌ ଟାନେ ପରିକା କରାଇବାକେ ତାକେ ଆତ୍‌ମା ଚାଲାଇ ନେଲା । ତେଇ ଚାଲିସ୍‌ ଦିନ୍‌ ଜାକ ସଇତାନ୍‌ ତାକେ ପରିକା କର୍‌ତେରଇଲା ।
さて、聖霊に満ちたイエスは、ヨルダンから帰られた。そして御霊に導かれて荒野におり、
2 ସର୍‌ତେ ଦିନ୍‌ ସାର୍‌ଲା ପଚେ ସେ ବୁକ୍‌କେ ବାୟାଚୁରା ଅଇଗାଲା ।
四十日間、悪魔の試みに会われた。その間何も食べず、その時が終わると、空腹を覚えられた。
3 ତେଇ ସଇତାନ୍‌ ଜିସୁକେ କଇଲା, “ତୁଇ ଜଦି ପର୍‌ମେସରର୍‌ ପ, ତେବେ ଏ ପାକ୍‌ନା କାଦି ଅ ବଲି ଆଦେସ୍‌ ଦେସ୍‌ ।”
そこで、悪魔はイエスに言った。「あなたが神の子なら、この石に、パンになれと言いつけなさい。」
4 ଜିସୁ ତାକେ କ‍ଇଲା, “ପର୍‌ମେସରର୍‌ ସାସ୍‌ତରେ ଲେକାଅଇ ଆଚେ, ମୁନୁସ୍‌ ଅବ୍‌କା କାଦି କାଇ ନ ବଁଚେ ।”
イエスは答えられた。「『人はパンだけで生きるのではない。』と書いてある。」
5 ତାର୍‌ପଚେ ସଇତାନ୍‌ ଜିସୁକେ ଗଟେକ୍‍ ଉଁଚ୍‌ ଜାଗାଇ ଡାକି ଦାରିଜାଇ କରି ଆଁକିମିଟ୍‌କା ମାର୍‌ବା ଏତ୍‌କି ପର୍‌କେ ଜଗତର୍‌ ସବୁ ରାଇଜ୍‌ ଦେକାଇଲା ।
また、悪魔はイエスを連れて行き、またたくまに世界の国々を全部見せて、
6 ଆରି ଜିସୁକେ କଇଲା, “ମୁଇ ତକେ ଏ ସବୁ ଦନ୍‌ ସଁପତିର୍‌ ଅଦିକାର୍‌ ଆରି ମଇମା ଦେବି । କାଇକେବଇଲେ ସେଟା ସବୁ ମକେ ସର୍‌ପିଦେଲାଆଚେ, ଆରି ମୁଇ ଜାକେ ମନ୍‌ କର୍‌ବି, ତାକେ ଦେବି ।
こう言った。「この、国々のいっさいの権力と栄光とをあなたに差し上げましょう。それは私に任されているので、私がこれと思う人に差し上げるのです。
7 ତେବର୍‌ପାଇ, ଜେବେ ତୁଇ ମକେ ଜୁଆର୍‌ କର୍‌ସୁ, ତେବେ ସେ ସବୁଜାକ ତର୍‌ ଅଇସି ।”
ですから、もしあなたが私を拝むなら、すべてをあなたのものとしましょう。」
8 ଜିସୁ ତାକେ କ‍ଇଲା, “ପର୍‌ମେସରର୍‌ ସାସ୍‌ତରେ ଲେକାଅଇଆଚେ, ତୁଇ ତର୍‌ ପର୍‌ମେସର୍‌କେସେ ଜୁଆର୍‌ କର୍‌ସୁ, ଆରି ତାକେସେ ସେବା କର୍‌ସୁ ।”
イエスは答えて言われた。「『あなたの神である主を拝み、主にだけ仕えなさい。』と書いてある。」
9 ପଚେ ସଇତାନ୍‌ ଜିସୁକେ ଜିରୁସାଲାମେ ଡାକିଦାରିଜାଇ, ମନ୍ଦିରର୍‌ ଚାଉନି ଟିପେ ଟିଆକରାଇ କଇଲା, “ତୁଇ ଜଦି ପର୍‌ମେସରର୍‌ ପ, ତେବେ ଇତିଅନି ତଲେ ଡେଗଇଦେସ୍‌,
また、悪魔はイエスをエルサレムに連れて行き、神殿の頂に立たせて、こう言った。「あなたが神の子なら、ここから飛び降りなさい。
10 ୧୦ କାଇକେବଇଲେ ସାସ୍‌ତରେ ଲେକାଆଚେ ତକେ ରକିଆ କର୍‌ବାକେ ପର୍‌ମେସର୍‌ ତାର୍‌ ନିଜର୍‌ ଦୁତ୍‌ମନ୍‌କେ ଆଦେସ୍‌ ଦେଇସି ।
『神は、御使いたちに命じてあなたを守らせる。』とも、
11 ୧୧ ଆରି ମିସା ଲେକା ଆଚେ, ‘ଜେନ୍ତିକି ତର୍‌ ପାଦ୍‌ ପାକ୍‌ନାଇ ନ ପାଏ, ସେଟାର୍‌ପାଇ ଦୁତ୍‌ମନ୍‌ ତକେ ଆତେଦାରି ଟେକି ନେବାଇ ।’”
『あなたの足が石に打ち当たることのないように、彼らの手で、あなたをささえさせる。』とも書いてあるからです。」
12 ୧୨ ଜିସୁ ସଇତାନ୍‌କେ କଇଲା, “ଏଟା ମିସା ଲେକାଆଚେ, ତୁଇ ତର୍‌ ମାପ୍‌ରୁ ନିଜର୍‌ ପର୍‌ମେସର୍‌କେ ପରିକା କର୍‌ ନାଇ ।”
するとイエスは答えて言われた。「『あなたの神である主を試みてはならない。』と言われている。」
13 ୧୩ ସଇତାନ୍‌ ସବୁ ରକାମର୍‌ ପରିକା ସାରାଇଲା ପଚେ, ଆରି ତରେକ୍‌ ବେଲା ମିଲ୍‌ବାଜାକ କେତେ ଦିନର୍‌ ପାଇ ଜିସୁକେ ଚାଡି ଉଟିଗାଲା ।
誘惑の手を尽くしたあとで、悪魔はしばらくの間イエスから離れた。
14 ୧୪ ତାର୍‌ପଚେ ଜିସୁ ଆତ୍‌ମାଇ ବପୁଅଇକରି ଗାଲିଲି ରାଇଜେ ବାଉଡିଗାଲା । ଆରି ତାର୍‌ କବର୍‌ ଗାଲିଲି ରାଇଜର୍‌ ଗୁଲାଇ ଗାଉଁମନ୍‌ ଜାନ୍‌ଲାଇ ।
イエスは御霊の力を帯びてガリラヤに帰られた。すると、その評判が回り一帯に、くまなく広まった。
15 ୧୫ ପଚେ ଜିସୁ ଜିଉଦିମନର୍‌ ପାର୍‌ତନା ଗର୍‌ମନ୍‌କେ ବୁଲି ବୁଲି ସିକିଆ ଦେଇକରି ସବୁ ଲକର୍‌ଟାନେ ଅନି ଡାକ୍‌ପୁଟା ପାଇବାର୍‌ ଦାର୍‌ଲା ।
イエスは、彼らの会堂で教え、みなの人にあがめられた。
16 ୧୬ ଏତ୍‌କିବିତ୍‌ରେ ନାଜରିତେ, ଜନ୍‌ ଜାଗାଇ କି ଜିସୁ ସାନ୍‌ବେଲେ ଅନି ବଡ୍‌ ଅଇରଇଲା, ସେ ଜାଗାଇ ଗାଲା । ଆରି ନିଜର୍‌ ରିତିନିତି ଇସାବେ, ବିସ୍‌ରାମ୍‌ ବାରେ ଜିଉଦିମନର୍‌ ପାର୍‌ତନା ଗରେ କେଟି ଦରମ୍‌ ସାସ୍‌ତର୍‌ ପଡ୍‌ବାକେ ଟିଆ ଅଇଲା ।
それから、イエスはご自分の育ったナザレに行き、いつものとおり安息日に会堂にはいり、朗読しようとして立たれた。
17 ୧୭ ସେଡ୍‌କିବେଲେ ତାକେ ଜିସାୟ ବବିସତ୍‌ବକ୍‌ତା ଲେକିରଇଲା ଦରମ୍‌ ସାସ୍‌ତର୍‌ ଦିଆଅଇଲା, ଆରି ଜିସୁ ସେ ଜିସାୟ ବଇଟାନେ ଲେକାଅଇରଇଲା ଏନ୍ତାରି ବାକିଅ ମେଲାକରି ପାଇଲା ।
すると、預言者イザヤの書が手渡されたので、その書を開いて、こう書いてある所を見つけられた。
18 ୧୮ “ମାପ୍‌ରୁର୍‌ ଆତ୍‌ମା ମର୍‍ ସଙ୍ଗ୍‍ ଆଚେ, ତେବର୍‌ପାଇ ନଇଲା ମଇଲା ଲକ୍‌ମନର୍‌ଟାନେ ସୁବ୍‌ କବର୍‌ ଜାନାଇବାକେ, ପର୍‌ମେସର୍‌ ମକେ ବାଚିକରି ପାଟାଇଲା, ବନ୍ଦି ଗରେ ରଇବା ଲକ୍‌ମନ୍‌କେ ମୁକ୍‌ଲାଇବାକେ, କାଣା ଲକ୍‌ମନ୍‌କେ ଦେକାଇବା ବିସଇ ଜାନାଇବାକେ ଆରି ଦୁକର୍‌ ଲକ୍‌ମନ୍‌କେ ମୁକ୍‌ଲାଇବାକେ,
「わたしの上に主の御霊がおられる。 主が、貧しい人々に福音を伝えるようにと、 わたしに油を注がれたのだから。 主はわたしを遣わされた。 捕われ人には赦免を、 盲人には目の開かれることを告げるために。 しいたげられている人々を自由にし、
19 ୧୯ ଆରି ମାପ୍‌ରୁ ତାର୍‌ ଲକ୍‌ମନ୍‌କେ ରକିଆ କର୍‌ବା ବେଲା ଆସିଆଚେ, ବଲି ଜାନାଇବାକେ ସେ ମକେ ପାଟାଇଆଚେ ।”
主の恵みの年を告げ知らせるために。」
20 ୨୦ ପଚେ ସେ ସାସ୍‌ତର୍‌ ଡାବି, ପାର୍‌ତନା ଚାଲାଇବା ଗଟେକ୍‌ ଲକ୍‌କେ ବାଉଡାଇଦେଇ ବସିଦେଲା । ପାର୍‌ତନା ଗରେ ରଇଲା ଲକ୍‌ମନ୍‌ ତାକେସେ ଦେକ୍‌ତେରଇଲାଇ ।
イエスは書を巻き、係りの者に渡してすわられた。会堂にいるみなの目がイエスに注がれた。
21 ୨୧ ଜିସୁ ଲକ୍‌ମନ୍‌କେ କଇବାର୍‌ ଦାର୍‌ଲା, “ଆଜି ତମେ ସୁନ୍‌ଲା ଏ ଦରମ୍‌ ସାସ୍‌ତରର୍‌ ବାକିଅ ପୁରାପୁରୁନ୍‌ ଅଇଲା ।”
イエスは人々にこう言って話し始められた。「きょう、聖書のこのみことばが、あなたがたが聞いたとおり実現しました。」
22 ୨୨ ଜିସୁର୍‌ ବିସଇ ନେଇକରି ସବୁଲକ୍‌ ନିକ ସାକି ଦେବାର୍‌ ଦାର୍‌ଲାଇ ଆରି ସେ କଇବା, ମନ୍‌କେ ପାଇଲା ବାକିଅ ସୁନି କାବାଅଇଲାଇ, ଆରି ସେମନ୍‌ “ଏଟାକାଇ ଜସେପର୍‌ ପ ନଏଁ ଜେ?” ବଲି କଇବାର୍‌ଦାର୍‌ଲାଇ ।
みなイエスをほめ、その口から出て来る恵みのことばに驚いた。そしてまた、「この人は、ヨセフの子ではないか。」と彼らは言った。
23 ୨୩ ଜିସୁ ଲକ୍‌ମନ୍‌କେ କଇଲା, “ତମେ ସେ ଗାଲା କାତା ଆରିତରେକ୍‌ କଇସା ବଲି ମୁଇ ଜାନିରଇଲି, ଏ ଅସ ଦେଉ, ନିଜେ ତୁଇ ନିକ ଅ, ଆରି କପର୍‌ନାଉମେ ଜାଇ ଜାଇଟା ଗଟିଆଚେ ବଲି ଆମେ ସୁନିଆଚୁ, ସେଟା ସବୁ ଏ ଜାଗାଇ, ତର୍‍ ନିଜର୍‌ ଜନମ୍‌ ନଅରେ ମିସା କର୍‌ ।”
イエスは言われた。「きっとあなたがたは、『医者よ。自分を直せ。』というたとえを引いて、カペナウムで行なわれたと聞いていることを、あなたの郷里のここでもしてくれ、と言うでしょう。」
24 ୨୪ “ମାତର୍‌ ମୁଇ ତମ୍‌କେ ସତ୍‌ କଇଲିନି, ବବିସତ୍‌ବକ୍‌ତା ଅଇରଇବା କାକେମିସା ନିଜର୍‌ ଗାଏଁ ନ ନାମତ୍‌ ।”
また、こう言われた。「まことに、あなたがたに告げます。預言者はだれでも、自分の郷里では歓迎されません。
25 ୨୫ “ମାତର୍‌ ମୁଇ ତମ୍‌କେ ସତ୍‌କାତା କଇଲିନି, ଜେଡେବେଲେ ବବିସତ୍‌ବକ୍‌ତା ଏଲିୟର୍‌ ବେଲେ ତିନ୍‌ବରସ୍‌ ଚ ମାସ୍‌ ଜାକ ବାଦଲେଅନି ପାନିମାରେ ନାଇକେ ଗୁଲାଇ ଦେସେ ମର୍‌ଡି ଅଇରଇଲା, ସେବେଲେ ଇସ୍‌ରାଏଲ୍‌ ଦେସେ କେତେ କେତେ ରାଣ୍ଡିମାଇଜିମନ୍‌ ରଇଲାଇ ।
わたしが言うのは真実のことです。エリヤの時代に、三年六か月の間天が閉じて、全国に大ききんが起こったとき、イスラエルにもやもめは多くいたが、
26 ୨୬ ରଇଲେ ମିସା ପର୍‌ମେସର୍‌ ଏଲିୟକେ କାର୍‌ଲଗେ ମିସା ନ ପାଟାଇ ସିଦନ୍‌ ଦେସର୍‌ ସାରିପତ୍‌ ବଲି ଗଟେକ୍‌ ଜାଗାଇ, ଗଟେକ୍‌ ରାଣ୍ଡିମାଇଜିର୍‌ ଲଗେ ପାଟାଇଲା ।
エリヤはだれのところにも遣わされず、シドンのサレプタにいたやもめ女にだけ遣わされたのです。
27 ୨୭ ଆରି ମାପ୍‌ରୁର୍‌ ବବିସତ୍‌ବକ୍‌ତା ଏଲିସାୟର୍‌ ବେଲେ ଇସ୍‌ରାଏଲ୍‌ ଦେସେ କେତେ କୁସ୍‌ଟି ରଗି ରଇଲାଇ, ଏଲେ ମିସା ତାକର୍‌ ବିତ୍‌ରେ କାକେମିସା ନିକକରି ନ ରଇଲା, ସୁରିଆ ଦେସର୍‌ ନାମାନ୍‌ ନାଉଁର୍‌ ଲକ୍‌କେ ସେ ନିକକରି ରଇଲା ।”
また、預言者エリシャのときに、イスラエルには、らい病人がたくさんいたが、そのうちのだれもきよめられないで、シリヤ人ナアマンだけがきよめられました。」
28 ୨୮ ଜିଉଦିମନର୍‌ ପାର୍‌ତନା ଗରେ ଏ କାତା ସୁନି ଲକ୍‌ମନ୍‌ ବେସି ରିସାଅଇଗାଲାଇ ।
これらのことを聞くと、会堂にいた人たちはみな、ひどく怒り、
29 ୨୯ ଆରି ସେମନ୍‌ ଉଟିକରି ଜିସୁକେ ନଅରେଅନି ବାର୍‌କରାଇଦେଲାଇ । ତାକର୍‌ ନଅରର୍‌ ଜନ୍‌ ପର୍‌ବତ୍‌ ଉପ୍‌ରେ ତିଆର୍‌ ଅଇରଇଲା, ସେ ପର୍‌ବତର୍‌ ଦାରେଅନି ତଲେ ପିଙ୍ଗିଦେଉଁ ବଲି, ତାକେ ତେଇ ଦାରିଗାଲାଇ ।
立ち上がってイエスを町の外に追い出し、町が立っていた丘のがけのふちまで連れて行き、そこから投げ落とそうとした。
30 ୩୦ ମାତର୍‌ ଜିସୁ ସେମନର୍‌ ବିତ୍‌ରେ ପୁରି ଉଟିଗାଲା ।
しかしイエスは、彼らの真中を通り抜けて、行ってしまわれた。
31 ୩୧ ଜିସୁ ଗାଲିଲି ରାଇଜର୍‌ କପର୍‌ନାଉମ୍‌ ନାଉଁର୍‌ ଗଟେକ୍‌ ନଅରେ ଆଇଲା, ଆରି ବିସ୍‌ରାମ୍‌ବାରେ ଲକ୍‌ମନ୍‌କେ ସିକିଆ ଦେବାର୍‌ ଦାର୍‌ଲା ।
それからイエスは、ガリラヤの町カペナウムに下られた。そして、安息日ごとに、人々を教えられた。
32 ୩୨ ଲକ୍‌ମନ୍‌ ତାର୍‌ ସିକାଇବାଟା ଦେକି କାବାଅଇଗାଲାଇ, କାଇକେବଇଲେ ତାର୍‌ ବାକିଅ ଅଦିକାର୍‌ ସଙ୍ଗ୍‌ ରଇଲା ।
人々は、その教えに驚いた。そのことばに権威があったからである。
33 ୩୩ ଦିନେକ୍‌ ଜିଉଦିମନର୍‌ ପାର୍‌ତନା ଗରେ ଗଟେକ୍‌ ଡୁମା ଡସିରଇବା ଲକ୍‌ ରଇଲା । ସେ ଆଉଲିଅଇ କିର୍‌କିରି କଇଲା,
また、会堂に、汚れた悪霊につかれた人がいて、大声でわめいた。
34 ୩୪ “ଏ ନାଜରିତର୍‌ ଜିସୁ, ଆମର୍‌ଟାନେ ତର୍‌ କାଇ କାମ୍‌ ଆଚେ? ତୁଇ କାଇ ଆମ୍‌କେ ମରାଇବାକେ ଆସିଆଚୁସ୍‌? ତୁଇ କେ ସେଟା ମୁଇ ଜାନି, ତୁଇ ପର୍‌ମେସରର୍‌ ସୁକଲ୍‌ ଲକ୍‌ ।”
「ああ、ナザレ人のイエス。いったい私たちに何をしようというのです。あなたは私たちを滅ぼしに来たのでしょう。私はあなたがどなたか知っています。神の聖者です。」
35 ୩୫ ଜିସୁ ତାକେ ଦମ୍‌କାଇ କରି କଇଲା, “ଚୁପ୍‌ ର, ଆର୍‌ଟାନେଅନି ବାରଇ ଜା ।” ତେଇଅନି ସେ ଡୁମା ସେ ଲକ୍‌କେ ସବୁର୍‌ ମୁଆଟେ ଅଦ୍‌ରାଇଲା ଆରି, ତାକେ କାଇଟା ନ କରି ତାର୍‌ ଗାଗ୍‌ଡେଅନି ବାରଇ ଉଟିଗାଲା ।
イエスは彼をしかって、「黙れ。その人から出て行け。」と言われた。するとその悪霊は人々の真中で、その人を投げ倒して出て行ったが、その人は別に何の害も受けなかった。
36 ୩୬ ତେଇ ସବୁଲକ୍‌ କାବାଅଇକରି ତାକର୍‌ ତାକର୍‌ ବିତ୍‌ରେ କୁଆବଲା ଅଇଲାଇ, “ଏଟା କାଇ କାତା, ସେ ବପୁ ଆରି ଅଦିକାର୍‌ ସଙ୍ଗ୍‌ ଡୁମାମନ୍‌କେ ମିସା ଆଦେସ୍‌ ଦେଲାନି । ସେମନ୍‌ ମିସା ବାରଇ ଗାଲାଇନି ।”
人々はみな驚いて、互いに話し合った。「今のおことばはどうだ。権威と力とでお命じになったので、汚れた霊でも出て行ったのだ。」
37 ୩୭ ଜିସୁର୍‌ ଏ କବର୍‌ ସେ ଜାଗାର୍‌ ଗୁଲାଇବାଟର୍‌ ଲକ୍‌ ଜାନ୍‌ଲାଇ ।
こうしてイエスのうわさは、回りの地方の至る所に広まった。
38 ୩୮ ପଚେ ଜିସୁ ଜିଉଦିମନର୍‌ ପାର୍‌ତନା ଗରେଅନି ଉଟି ସିମନର୍‌ ଗରେ ଗାଲା । ସିମନର୍‌ ସାତ୍‌ରିକେ ବେସି ଜର୍‌ ଅଇରଇଲାଜେ ସେମନ୍‌ ତାର୍‌ ବିସଇ ନେଇ ଜିସୁକେ କଇଲାଇ ।
イエスは立ち上がって会堂を出て、シモンの家にはいられた。すると、シモンのしゅうとめが、ひどい熱で苦しんでいた。人々は彼女のためにイエスにお願いした。
39 ୩୯ ତେଇ ସେ ସିମନର୍‌ ସାତ୍‌ରିର୍‌ ଲଗେ ଟିଆଅଇ ଜର୍‌କେ ଦମ୍‌କାଇଲା ଆରି ତାକେ ଜର୍‌ ଚାଡିଗାଲା । ସେଦାପ୍‌ରେ ସେ ଉଟିକରି ସେମନ୍‌କେ ସେବା କର୍‌ବାର୍‌ ଦାର୍‌ଲା ।
イエスがその枕もとに来て、熱をしかりつけられると、熱がひき、彼女はすぐに立ち上がって彼らをもてなし始めた。
40 ୪୦ ବେଲ୍‌ବସି ସଞ୍ଜ୍‌ ଅଇଲାଜେ ଜର୍‌ଦୁକା ଅଇରଇଲା ଲକ୍‌ମନ୍‌କେ ଜିସୁର୍‌ ଲଗେ ଆନ୍‌ଲାଇ, ଆରି ସେ ଜର୍‌ଦୁକାର୍‌ ଲକ୍‌ମନ୍‌କେ ଗଟେକ୍‌ ଗଟେକ୍‌ ଲକର୍‌ ଉପ୍‌ରେ ଆତ୍‌ ସଙ୍ଗଇ ନିକ କଲା ।
日が暮れると、いろいろな病気で弱っている者をかかえた人たちがみな、その病人をみもとに連れて来た。イエスは、ひとりひとりに手を置いて、いやされた。
41 ୪୧ ଡୁମା ଦାରିରଇବା ବେସି ଲକ୍‌ମନ୍‌ ମିସା କିର୍‌କିରି କରି “ତୁଇ ପର୍‌ମେସରର୍‌ ପଅ!” ବଲି ଲକର୍‌ ଟାନେଅନି ଚାଡି ପାଲାଇଲାଇ । ଜିସୁ ସେମନ୍‌କେ ଦମ୍‌କାଇ କରି କାତାଅଇବାକେ ମିସା ଦେଏନାଇ, କାଇକେବଇଲେ ସେମନ୍‌ ତାକେ କିରିସ୍‌ଟ ବଲି ଜାନିରଇଲାଇ ।
また、悪霊どもも、「あなたこそ神の子です。」と大声で叫びながら、多くの人から出て行った。イエスは、悪霊どもをしかって、ものを言うのをお許しにならなかった。彼らはイエスがキリストであることを知っていたからである。
42 ୪୨ ସାକାଲ୍‌ ପାଇଲାଜେ ଜିସୁ ନଅରେ ଅନି ବାରଇ ଗଟେକ୍‌ କିନରା ଜାଗାଇ ଗାଲା । ଲକ୍‌ମନ୍‌ କଜି କଜି ତାର୍‌ ଲଗେ ଆଇଲାଇ, ଆରି ସେ ଜେନ୍ତିକି ତାକର୍‌ ଲଗେଅନି ଉଟିନଜାଅ ବଲି ଅଟ୍‌କାଇବାକେ ଚେସ୍‌ଟା କଲାଇ ।
朝になって、イエスは寂しい所に出て行かれた。群衆は、イエスを捜し回って、みもとに来ると、イエスが自分たちから離れて行かないよう引き止めておこうとした。
43 ୪୩ ମାତର୍‌ ଜିସୁ ସେମନ୍‌କେ କଇଲା, “ବିନ୍‌ ବିନ୍‌ ନଅରେ ମିସା ମୁଇ ପର୍‌ମେସରର୍‌ ରାଇଜର୍‌ ନିକ କବର୍‌ ଜାନାଇବାର୍‌ ଆଚେ, କାଇକେ ବଇଲେ ସେଟାର୍‌ପାଇ ପର୍‌ମେସର୍‌ ମକେ ପାଟାଇଆଚେ ।”
しかしイエスは、彼らにこう言われた。「ほかの町々にも、どうしても神の国の福音を宣べ伝えなければなりません。わたしは、そのために遣わされたのですから。」
44 ୪୪ ଆରି ସେ ଜିଉଦା ଦେସର୍‌ ଜିଉଦି ଲକ୍‌ମନର୍‌ ପାର୍‌ତନା ଗର୍‌ମନ୍‌କେ ବାକିଅ ସୁନାଇବାର୍‌ ଦାର୍‌ଲା ।
そしてユダヤの諸会堂で、福音を告げ知らせておられた。

< ଲୁକ୍‌ 4 >