< ଲୁକ୍‌ 3 >

1 ବଡ୍‌ ସାସନ୍‌କାରିଆ ତିବିରିଆ କାଇସର୍‌ ସାସନ୍‌ କର୍‌ବା ପନ୍ଦ୍‌ର ବରସ୍‌ ଅଇଲାବେଲେ, ପାନ୍ତିୟ ପିଲାତ୍‌ ଜିଉଦା ରାଇଜ୍‌ ସାସନ୍‌ କର୍‌ତେରଇଲା । ଆରି ଏରଦ୍‌ ଗାଲିଲିର୍‌ ସାସନ୍‌କାରିଆ ରଇଲା । ଏରଦର୍‌ ବାଇ ପିଲିପ୍‌ ଇତୁରିଆ ଆରି ତାକ୍‌ନିତ୍‌ ରାଇଜର୍‌ ସାମନ୍ତ୍‌ ରାଜା ରଇଲା । ଲୁସାନିଆ ନାଉଁର୍‌ ଗଟେକ୍‌ ଲକ୍‌ ଅବିଲିନି ରାଇଜର୍‌ ସାମନ୍ତ୍‌ ରାଜା ରଇଲା ।
Qeysər Tiberinin hakimiyyətinin on beşinci ili idi. O dövrdə Ponti Pilat Yəhudeyanın valisi idi. Hirod Qalileyada, qardaşı Filip İtureya və Traxonitis bölgəsində, Lisaniya Abileniyada hökmranlıq edirdi.
2 ଆନାନ୍‌ ଆରି କୟାପ୍‌ ନାଉଁର୍‌ ଦୁଇ ଲକ୍‌ ବଡ୍‌ ପୁଜାରି ରଇଲାଇ । ସେବେଲେ ଜିକରିୟର୍‌ ପଅ ଜଅନ୍‌, ମରୁବାଲି ବୁଏଁ ରଇଲାବେଲେ ପର୍‌ମେସରର୍‌ କାତା ସେ ସୁନ୍‍ଲା ।
Xananla Qayafa baş kahin idi. O vaxt çöldə Zəkəriyyənin oğlu Yəhyaya Allahın kəlamı nazil oldu.
3 ଜର୍‌ଦନ୍‌ ଗାଡ୍‌ ଲଗେ ରଇବା ଲଗର୍‌ ପାକର୍‌ ଗାଉଁଗଣ୍ଡାଇ ଜାଇ ଜଅନ୍‌ ପାପ୍‌ କେମାର୍‌ ଲାଗି, ପାପ୍‌କାମ୍‌ ଚାଡିକରି ମାପ୍‌ରୁର୍‌ ବାଟେ ଆସି ଡୁବନ୍‌ ନେବାକେ ଜାନାଇବାର୍‌ ଦାର୍‌ଲା ।
O da İordan çayının ətrafındakı bütün bölgəni dolaşaraq insanların öz günahlarının bağışlanması üçün tövbə edib vəftiz olunmasını vəz edirdi.
4 ଜେନ୍ତାରି ଜିସାୟ ବବିସତ୍‌ବକ୍‌ତା ସୁନାଇରଇବା ସାସ୍‌ତରେ ଲେକା ଅଇଲାଆଚେ, “ମରୁବାଲିବୁଏଁ ଆଉଲିଅଇ କଇବା ଗଟେକ୍‌ ଲକ୍‌ ସବଦ୍‌ କରି କଇଲାନି, ମାପ୍‌ରୁ ଆଇବାଟା ତିଆର୍‌କରା, ତାର୍‌ ଆଇବା ବାଟ୍‌ ସଲ୍‌କାଆ ।
Necə ki Yeşaya peyğəmbərin kitabında yazılıb: «Səhrada nida edənin səsi gəlir: “Rəbbin yolunu hazırlayın, Onun keçəcəyi yerləri düz edin.
5 ବଡ୍‌ ବଡ୍‌ ଡଙ୍ଗର୍‌ ପର୍‌ବତ୍‌ ସବୁ ସଦ୍‌ରମ୍‌ ଅଇକରି ଗାଡ୍‌ କଣ୍ଡି କଣ୍ଡି ରଇବା ଆଁଟାଲ୍‌ ବୁଟାଲ୍‌ ସାର୍‌ଦି ଅଇସି, ବାଁକ୍‌ ଟେକ୍‌ ବାଟ୍‌ ସଲକ୍‌ ଅଇସି, ଆରି କାଲ୍‌ ଡେପ୍‌ ଜମି ସଦ୍‌ରମ୍‌ ଅଇଜାଇସି ।
Hər dərə yüksəldiləcək, Hər dağ və təpə aşağı endiriləcək, Yoldakı əyriliklər düzələcək, Kələ-kötür yerlər hamar ediləcək.
6 ମଚ୍‌ପୁରର୍‌ ସବୁଲକ୍‌ ପର୍‌ମେସରର୍‌ ଉଦାର୍‍କାରିଆକେ ଦେକ୍‌ବାଇ ।”
Bütün bəşər Allahın xilasını görəcək”».
7 ଜଅନ୍‌ଟାନେ ଡୁବନ୍‌ ନେବାର୍‍ଲାଗି ବାରଇ ଆଇବା ଲକ୍‌ମନ୍‌କେ ସେ କଇଲା, “ଏ ବିସ୍‌ ରଇଲା ସାଁପର୍‌ ବଁସର୍‌ ଲକ୍‌ମନ୍‌, ଆଇବା ପର୍‌ମେସରର୍‌ କପେଅନି ପାଲାଇବାକେ ତମ୍‌କେ କେ ଚେତ୍‌ନା ଦେଲା?
Yəhya vəftiz olunmaq üçün yanına gələn camaata deyirdi: «Ey gürzələr nəsli! Üzərinizə gələcək qəzəbdən canınızı qurtarmağı sizin beyninizə kim yeridib?
8 ତେବର୍‌ପାଇ ପାପ୍‌କାମ୍‌ ଚାଡି ନିକ କାମ୍‌ କରା, ଅବ୍‌ରାଆମ୍‌ତା ଆମର୍‌ ଆନିଦାଦି ବଲି ମନେ ମନେ ବାବାନାଇ, କାଇକେବଇଲେ ମୁଇ ତମ୍‌କେ କଇଲିନି, ପର୍‌ମେସର୍‌ ଏ ପାକ୍‌ନାମନର୍‌ଟାନେଅନି ମିସା ଅବ୍‌ରାମର୍‌ ପିଲାଜିଲା ଉବ୍‌ଜାଇ ପାର୍‌ସି ।
İndi isə tövbəyə layiq bəhrələr verin. Ürəyinizdə “atamız İbrahimdir” deməyə başlamayın. Mən sizə deyirəm ki, Allah bu daşlardan İbrahimə övlad yaratmağa qadirdir.
9 ଏବେମିସା ଗଚ୍‌ମନର୍‌ ବୁନ୍ଦେ କୁରାଡି ଲାଗିଆଚେ, ତେବର୍‌ପାଇ ଜନ୍‌ ଗଚ୍‌ ନିମାନ୍‌ ପଲ୍‌ ନ ପଲେ, ସେଟା କାଟିକରି ଜଇଟାନେ ପିଙ୍ଗାଅଇସି ।”
Artıq balta ağacların dibində yatır. Beləliklə, yaxşı bəhrə verməyən hər ağac kəsilir və oda atılır».
10 ୧୦ ତେଇ ଲକ୍‌ମନ୍‌ ଜଅନ୍‌କେ ପାଚାର୍‌ଲାଇ, “ସେନ୍ତାର୍‌ ଆଲେ ଆମେ କାଇଟା କର୍‌ବୁ?”
Camaat ondan soruşurdu: «Bəs biz nə edək?»
11 ୧୧ ଜଅନ୍‌ ସେମନ୍‌କେ କ‍ଇଲା “ଜାର୍‌ଟାନେ ଦୁଇଟା ପିନ୍ଦ୍‌ବା ଲୁଗା ଆଚେ, ଜାକେ ନାଇ, ତାକେ ସେ ଗଟେକ୍‌ ଦେଅ, ଆରି ଜାର୍‌ଟାନେ କାଦି ଆଚେ, ସେ ମିସା ସେନ୍ତାରି ବାଟା କରି ଦେଅ ।”
Yəhya onlara belə cavab verdi: «İki köynəyi olan birini köynəyi olmayana versin. Həmçinin yeməyi olan adam da olmayanla bölüşsün».
12 ୧୨ ସିସ୍‌ତୁମାଙ୍ଗୁମନ୍‌ ମିସା ଡୁବନ୍‌ ନେବାକେ ଆସି ତାକେ ପାଚାର୍‌ଲାଇ “ଏ ଗୁରୁ ଆମେ କାଇଟା କର୍‌ବୁ?”
Vergiyığanlar da vəftiz olunmaq üçün onun yanına gəlib soruşdular: «Müəllim, biz nə edək?»
13 ୧୩ ଜଅନ୍‌ ସେମନ୍‌କେ କଇଲା, “ତମର୍‌ ଜେତ୍‌କି ନେବାର୍‌ ଅଦିକାର୍‌ ଆଚେ, ତାର୍‌ତେଇଅନି ଅଦିକ୍‌ ମାଙ୍ଗା ନାଇ ।”
Yəhya onlara dedi: «Sizə tapşırılan məbləğdən artıq vergi yığmayın».
14 ୧୪ ସନିଅମନ୍‌ ମିସା ତାକେ ପାଚାର୍‌ବାର୍‌ ଦାର୍‌ଲାଇ, “ଆରି ଆମେ କାଇଟା କର୍‌ବୁ?” ଜଅନ୍‌ ସେମନ୍‌କେ କଇଲା, “ବପୁ ଦେକାଇ କାଇଟା ମିସା ଜିକି ଆନା ନାଇ କି ନାଡାଇକରି କାର୍‌ ଦନ୍‌ସଁପତି ଆନା ନାଇ, ତମ୍‌କେ ଜେତ୍‌କି କୁଲି ମିଲ୍‌ଲାନି ସେତ୍‌କି ନେଇକରି ସାର୍‌ଦା ସଙ୍ଗ୍‌ ରୁଆ ।”
Bəzi əsgərlər də gəlib ondan soruşdular: «Bəs biz nə etməliyik?» Yəhya da onlara cavab verdi: «Heç kimdən zorla pul almayın, nahaq yerə ittiham etməyin, aldığınız maaşla kifayətlənin».
15 ୧୫ ଲକ୍‌ମନ୍‌ ଆସାଅଇ କିରିସ୍‌ଟକେ ଜାଗ୍‌ତେ ରଇଲାଇ ଜେ, କେଡେବେଲେ ଏ ମିସା କିରିସ୍‌ଟ ଅଇରଇସି ବଲି ବାବି, ଜଅନର୍‌ ବିସଇ ଚିନ୍ତା କର୍‌ତେରଇଲାଇ ।
Xalq ümidlə gözləyirdi və hamı ürəyində Yəhya haqqında öz-özündən soruşurdu: «Görəsən bu, Məsihdirmi?»
16 ୧୬ ତେବେ ଜଅନ୍‌ ସବୁଲକ୍‌ମନ୍‌କେ କ‍ଇଲା, “ମୁଇସିନା ତମ୍‌କେ ପାନିଟାନେ ଡୁବନ୍‌ ଦେଲିନି, ମାତର୍‌ ମର୍‌ଟାନେଅନି ଅଦିକ୍‌ ବପୁର୍‌ଲକ୍‌ ଆଇଲାନି, ମୁଇ ତାର୍‌ ଗତିଦାଙ୍ଗ୍‌ଡା ଅଇ ପାଦର୍‌ ପାଣ୍ଡଇ ମିସା କୁସ୍‌ଲାଇବାକେ ମର୍‍ ଅଦିକାର୍‍ ନାଇ । ସେ ତମ୍‌କେ ଜଇସଙ୍ଗ୍‌ ଆରି ସୁକଲ୍‌ ଆତ୍‌ମାଇ ଡୁବନ୍‌ ଦେଇସି ।
Yəhya onların hamısına belə cavab verdi: «Mən sizi su ilə vəftiz edirəm, amma məndən daha Qüdrətlisi gəlir. Mən Onun çarıqlarının bağını açmağa belə, layiq deyiləm. O sizi Müqəddəs Ruhla və odla vəftiz edəcək.
17 ୧୭ ତାର୍‌ ଆତେ କୁଲାଆଚେ, ତେବେ ସେ କଟାରେ ରଇଲା ଦାନ୍‌ ପରିଚଲ୍‌ କରି ଟୁଲିଆଇ କଲ୍‌କିଟାନେ ସଙ୍ଗଇସି । କାଇ କାମେ ନ ଆଇବାଟା ଜାକ ସବୁବେଲେ ଲାଗିରଇବା ଜଇଟାନେ ପଡାଇଦେଇସି ।”
Öz xırmanını sovurmaq və taxılı anbarına toplamaq üçün kürəyi əlində hazırdır. Küləşi isə sönməz odda yandıracaq».
18 ୧୮ ଜଅନ୍‌ ଏନ୍ତାରି କେତେକ୍‌ କେତେକ୍‌ ଉପ୍‌ଦେସ୍‌ ଦେଇକରି ଲକ୍‌ମନ୍‌କେ ମାପ୍‌ରୁର୍‌ବାଟେ ଆଇବାକେ ମନ୍‌ କରାଇତେରଇଲା ଆରି ମାପ୍‌ରୁର୍‌ ନିକ କାତା ସୁନାଇତେରଇଲା ଆରି ପାପ୍‌ କର୍‌ବାଟାନେଅନି ବାଅଡ୍‌ବାକେ ବୁଜାଇତେରଇଲା ।
Yəhya çoxlu başqa öyüd-nəsihət verərək xalqa Müjdəni vəz edirdi.
19 ୧୯ ମାତର୍‌ ସାମନ୍ତ ରାଜା ଏରଦ୍‌ ନିଜର୍‌ ବାଇର୍‌ ମାଇଜି ଏରଦିଆକେ ସଙ୍ଗଇଲାକେ ତାର୍‌ କରିରଇବା ବିନ୍‌ ବିନ୍‌ ପାପ୍‌କାମର୍‌ ବିସଇ ଜାନି ଜଅନ୍‌ ତାକେ ଦମ୍‌କାଇତେରଇଲା ।
Amma Yəhya hökmdar Hirodu qardaşı arvadı Hirodiyanı aldığına və etdiyi hər cür pis işlərə görə məzəmmət etdikdə
20 ୨୦ ଏରଦ୍‌ ଜଅନ୍‌କେ ବନ୍ଦିକରି ସେ କରିରଇବା ସବୁ ପାପ୍‌କାମର୍‌ ସଙ୍ଗ୍‌ ଏ ବଡ୍‌ ପାପ୍‌ ମିସା ଜଡ୍‌ଲା ।
Hirod etdiyi bütün pis işlərə bunu da əlavə edərək Yəhyanı zindana saldırdı.
21 ୨୧ ସବୁଲକ୍‌ ଡୁବନ୍‌ ନେଲା ପଚେ ଜିସୁ ମିସା ଡୁବନ୍‌ ନେଲା । ଆରି ପାର୍‌ତନା କର୍‌ବାବେଲେ, ଏଦେ ଦେକା! ବାଦଲ୍‌ ଉଗାଡିଅଇଗାଲା,
Bütün xalq vəftiz olunanda İsa da vəftiz olundu. O dua edərkən göy yarıldı,
22 ୨୨ ଆରି ସୁକଲ୍‌ ଆତ୍‌ମା ପରୁଆର୍‌ ଗାଗଡ୍‌ ଦାରି ଉତ୍‌ରି ଆସି, ଜିସୁର୍‌ ଉପ୍‌ରେ ବସ୍‌ଲା । ସର୍‌ଗେଅନି ଗଟେକ୍‌ ଏନ୍ତାରି ସବଦ୍‌ ଆଇଲା, “ତୁଇସେ ମର୍‌ ଆଲାଦର୍‌ ପିଲା, ତର୍‌ଟାନେ ମୁଇ ବେସି ସାର୍‌ଦା ଅଇଲିନି ।”
Müqəddəs Ruh bədəncə göyərçin şəklində Onun üzərinə endi. Göydən bir səda gəldi: «Sən Mənim sevimli Oğlumsan, Səndən razıyam».
23 ୨୩ ଜିସୁ ପର୍‌ମେସରର୍‌ କାମ୍‌ ଆରମ୍‌ କଲାବେଲେ ତାକେ ତିରିସ୍‌ ବରସ୍‌ ଅଇରଇଲା । ଲକ୍‌ମନର୍‌ ବାବ୍‌ନା ଇସାବେ, ଜିସୁ ଜସେପର୍‌ ପଅ, ଜସେପ୍‌ ଏଲିର୍‌ ପଅ ।
İsa Öz xidmətinə başlayanda təxminən otuz yaşında idi. İnsanların zənnincə, O bu nəsildən idi: Yusif Oğlu Eli oğlu
24 ୨୪ ଏଲି ମତ୍‌ତାତର୍‌ ପଅ, ମତ୍‌ତାତ୍‌ ଲେବିର୍‌ ପଅ, ଲେବି ମଲ୍‌କିର୍‌ ପଅ, ମଲ୍‌କି ଜନୟର୍‌ ପଅ, ଜନୟ ଜସେପର୍‌ ପଅ,
Mattat oğlu Levi oğlu Melki oğlu Yannay oğlu Yusif oğlu
25 ୨୫ ଜସେପ୍‌ ମତିତିଆର୍‌ ପଅ, ମତିତିଆ ଅମସର୍‌ ପଅ, ଅମସ୍‌ ନାଉମର୍‌ ପଅ, ନାଉମ୍‌ ଏସ୍‌ମିର୍‌ ପଅ, ଏସ୍‌ମି ନଗୟର୍‌ ପଅ,
Mattitya oğlu Amos oğlu Nahum oğlu Hasli oğlu Naqqay oğlu
26 ୨୬ ନଗୟ ମଅତର୍‌ ପଅ, ମଅତ୍‌ ମତିତିଆର୍‌ ପଅ, ମତିତିଆ ସମଇର୍‌ ପଅ, ସମୟି ଜସେକର୍‌ ପଅ, ଜସେକ୍‌ ଜଦାର୍‌ ପଅ,
Mahat oğlu Mattitya oğlu Şimi oğlu Yoseh oğlu Yoda oğlu
27 ୨୭ ଜଦା ଜଅନର୍‌ ପଅ, ଜଅନ୍‌ ରେସାର୍‌ ପଅ, ରେସା ଜିରୁବାବେଲର୍‌ ପଅ, ଜିରୁବାବେଲ୍‌ ସିଅଲ୍‌ତିଏଲର୍‌ ପଅ, ସଅଲ୍‌ତିଏଲ୍‌ ନେରିର୍‌ ପଅ,
Yoxanan oğlu Reşa oğlu Zerubbabil oğlu Şealtiel oğlu Neri oğlu
28 ୨୮ ନେରି ମଲ୍‌କିର୍‌ ପଅ, ମଲ୍‌କି ଅଦିର୍‌ ପଅ, ଅଦି କସାମର୍‌ ପଅ, କସାମ୍‌ ଏଲୁଦାନର୍‌ ପଅ, ଏଲୁଦାନ୍‌ ଏରର୍‌ ପଅ,
Melki oğlu Addi oğlu Kosam oğlu Elmadam oğlu Er oğlu
29 ୨୯ ଏର ଜିୟସୁଅର୍‌ ପଅ, ଜିୟସୁଅ ଏଲିଏଜର୍‌ ପଅ, ଏଲିଏଜ୍‌ ଜରିମର୍‌ ପଅ, ଜରିମ୍‌ ମତ୍‌ତାତର୍‌ ପଅ, ମତ୍‌ତାତ୍‌ ଲେବିର୍‌ ପଅ,
Yeşua oğlu Eliezer oğlu Yorim oğlu Mattat oğlu Levi oğlu
30 ୩୦ ଲେବି ସିମିୟନର୍‌ ପଅ, ସିମିୟନ୍‌ ଜିଉଦାର୍‌ ପଅ, ଜିଉଦା ଜସେପର୍‌ ପଅ, ଜସେପ୍‌ ଜନାମର୍‌ ପଅ, ଜନାମ୍‌ ଏଲିଆକିମର୍‌ ପଅ,
Şimeon oğlu Yəhuda oğlu Yusif oğlu Yonam oğlu Elyaqim oğlu
31 ୩୧ ଏଲିଆକିମ୍‌ ମଲାଅର୍‌ ପଅ, ମଲାଅ ମନାର୍‌ ପଅ, ମନା ମତତାର୍‌ ପଅ, ମତତା ନାତନର୍‌ ପଅ, ନାତନ୍‌ ଦାଉଦର୍‌ ପଅ,
Melea oğlu Menna oğlu Mattata oğlu Natan oğlu Davud oğlu
32 ୩୨ ଦାଉଦ୍‌ ଜିୟସୁଅର୍‌ ପଅ, ଜିୟସୁଅ ଆବେଦର୍‌ ପଅ, ଆବେଦ୍‌ ବୟଜର୍‌ ପଅ, ବୟଜ୍‌ ସେଲଅର୍‌ ପଅ, ସେଲଅ ନଅସନର୍‌ ପଅ,
Yessey oğlu Oved oğlu Boaz oğlu Salmon oğlu Naxşon oğlu
33 ୩୩ ନଅସ୍‌ ଅମିନାଦାବର୍‌ ପଅ, ଅମିନାଦାବ୍‌ ଅଦ୍‌ମିନର୍‌ ପଅ, ଅଦ୍‌ମିନ୍‌ ଅର୍‌ନିର୍‌ ପଅ, ଅର୍‌ନିର୍‌ ଏସ୍‌ରନର୍‌ ପଅ, ଏସ୍‌ରନ୍‌ ପେରସର୍‌ ପଅ, ପେରସ୍‌ ଜିଉଦାର୍‌ ପଅ,
Amminadav oğlu Admin oğlu Arni oğlu Xesron oğlu Peres oğlu Yəhuda oğlu
34 ୩୪ ଜିଉଦା ଜାକୁବର୍‌ ପଅ, ଜାକୁବ୍‌ ଇସାକର୍‌ ପଅ, ଇସାକ୍‌ ଅବ୍‌ରାମର୍‌ ପଅ, ଅବ୍‌ରାଆମ୍ ତେରଅର୍‌ ପଅ, ତେରଅ ନାଅର୍‌ ପଅ,
Yaqub oğlu İshaq oğlu İbrahim oğlu Terah oğlu Naxor oğlu
35 ୩୫ ନାଅର୍‌ ସରୁଗର୍‌ ପଅ, ସରୁଗ୍‌ ରଗୁର୍‌ ପଅ, ରଗୁ ପେଲଗର୍‌ ପଅ, ପେଲଗ୍‌ ଏବର୍‌ ପଅ, ଏବ ସେଲଅର୍‌ ପଅ,
Seruq oğlu Reu oğlu Peleq oğlu Ever oğlu Şelah oğlu
36 ୩୬ ସେଲା କଇନାନର୍‌ ପଅ, କଇନାନ୍‌ ଆର୍‌ପାକ୍‌ସଡର୍‌ ପଅ, ଆର୍‌ପାକ୍‌ସେଡର୍‌ ସେ ମର୍‌ ପଅ, ସେମ ନଅର୍‌ ପଅ, ନଅ ଲାମେକର୍‌ ପଅ,
Qenan oğlu Arpakşad oğlu Sam oğlu Nuh oğlu Lemek oğlu
37 ୩୭ ଲାମେକ୍‌ ମିତୁସେଲଅର୍‌ ପଅ, ମିତୁସେଲଅ ଅନକର୍‌ ପଅ, ଅନକ୍‌ ଜାରେଦର୍‌ ପଅ, ଜାରେଦ୍‌ ମଅଲେଲର୍‌ ପଅ, ମଅଲେଲ୍‌ କେନାନର୍‌ ପଅ
Metuşelah oğlu Xanok oğlu Yered oğlu Mahalalel oğlu Qenan oğlu
38 ୩୮ କେନାନ୍‌ ଏନସର୍‌ ପଅ, ଏନସ୍‌ ସେତର୍‌ ପଅ, ସେତ ଆଦମର୍‌ ପଅ, ଆଦମ୍‌ ପର୍‌ମେସରର୍‌ ପଅ ।
Enoş oğlu Şet oğlu Adəm oğlu Allah oğlu.

< ଲୁକ୍‌ 3 >