< ଲୁକ୍‌ 24 >

1 ଆଟର୍‌ ପର୍‌ତୁମ୍‌ ଦିନର୍‌ ସାକାଲେ, ମାଇଜିମନ୍‌ ସେମନ୍‌ ତିଆର୍‌ କରିରଇବା ବାସ୍‌ନା ଦିନ୍‍ସୁ ଆରି ବାସ୍‌ନା ଚିକନ୍‌ ଦାରି ଜିସୁର୍‌ ମଡ୍‌ ରଇଲା ପାଆରେ ଗାଲାଇ ।
The however on [the] first [day] of the week dawn very early to the tomb they came bringing that they had prepared spices (and certain with them. *K)
2 ଆରି ପାଆରର୍‌ ମୁଆଟେ ରଇଲା ପାକ୍‌ନା ଗୁଣ୍ଡ୍‌ଲିରଇଲାଟା ଦେକ୍‌ଲାଇ ।
They found then the stone rolled away from the tomb.
3 ସେଟା ଦେକି ପାଆର୍‌ ବିତ୍‌ରେ ଜାଇ ଦେକ୍‌ଲାଇ, ତେଇ ଜିସୁର୍‌ ଗାଗଡ୍‌ ନ ରଇଲା ।
(and *k) Having entered (however *no) not they found the body of the Lord Jesus.
4 କାଇଟା ଅଇଲାବେ, ବଲି, ବାବିକରି ରଇଲାବେଲେ, ଏଦେ ଦେକା! ବିଜ୍‌ଲି ପାରା ଜଗ୍‌ଜଗି ଜାଇତେରଇବା ଲୁଗା ପିନ୍ଦି ଦୁଇ ଲକ୍‌ ସେମନର୍‌ ମୁଆଟେ ଟିଆ ଅଇଲାଇ ।
And it came to pass while (perplexing *N+kO) they about this that behold men two stood by them in (garment dazzling. *N+kO)
5 ମାଇଜିମନ୍‌ ସେ ଦୁଇ ଲକ୍‌କେ ଦେକି ଡରିକରି ଉଁତାଡିଅଇ ଡୁଲିଦେଲାଇ । ସେ ଦୁଇଲକ୍‌ ସେମନ୍‌କେ କଇଲାଇ, “ଜିବନ୍‌ ରଇଲା ଲକ୍‌କେ କାଇକେ ମଲା ଲକ୍‌କେ ସଙ୍ଗଇଲାଟାନେ କଜ୍‌ଲାସ୍‌ନି?
Terrified then were becoming they and bowing (their faces *N+kO) to the ground they said to them; Why seek you the living among the dead?
6 ଜିସୁ ଇତି ନାଇ, ପର୍‌ମେସର୍‌ ତାକେ ଉଟାଇଲାଆଚେ । ସେ ତମର୍‌ ସଙ୍ଗ୍‌ ଗାଲିଲିତେଇ ମିସ୍‌ତେ ରଇଲା ବେଲେ ତମ୍‌କେ କାଇବଲି କଇରଇଲା, ସେଟା ତମର୍‌ ମନେ ନାଇ କି?
Not He is here but He is risen! do remember how He spoke to you yet being in Galilee
7 ନର୍‌ପିଲା ପାପି ଲକ୍‌ମନର୍‌ ଆତେ ସର୍‌ପାଇ ଅଇସି ଆରି ସେମନ୍‌ ତାକେ କୁର୍‌ସେ କୁଟିମାରି ମରାଇ ଦେବାଇ । ମାତର୍‌ ତିନ୍‌ଦିନ୍‌ ଗାଲାପଚେ ସେ ଆରି ତରେକ୍‌ ଜିବନ୍‌ ଅଇ ଉଟ୍‌ସି ।”
saying The Son of Man that it behooves to be delivered into hands of men sinful and to be crucified and on the third day to arise.
8 ସେଡ୍‌କି ବେଲେ ମାଇଜିମନ୍‌ ଜିସୁ ଏନ୍ତି କାତା କଇରଇଲା ବଲି ଏତାଇଲାଇ ।
And they remembered the declarations of Him,
9 ସେଟାର୍‌ ପାଇ ସେମନ୍‌ ତେଇଅନି ଦାପ୍‌ରେ ବାଉଡି ଆସିକରି ଏଗାର୍‌ଟା ସିସ୍‌ମନ୍‌କେ ଆରି ତେଇ ରଇଲା ଲକ୍‌ମନ୍‌କେ ସେ ଜାଗାଇ ଅଇଲା ଗଟ୍‍ନା ସବୁ କଇଲାଇ ।
And having returned from the tomb they related these things all to the eleven and to all the rest.
10 ୧୦ ମଗ୍‌ଦଲିନି ମରିୟମ୍‌, ଜଆନା, ଜାକୁବର୍‌ ମାଆ ମରିୟମ୍‌ ଆରି ତାକର୍‌ସଙ୍ଗ୍‌ ରଇଲା ବିନ୍‌ ମାଇଜିମନ୍‌ ମିସା କାଇ କାଇଟା ଗଟ୍‌ଲା, ସେ ସବୁ ବିସଇ ପେରିତ୍‌ମନ୍‌କେ କଇଲାଇ ।
It was now Magdalene Mary and Joanna and Mary the [mother] of James and the other women with them; (who *k) were telling to the apostles these things,
11 ୧୧ ମାତର୍‌ ପେରିତ୍‌ମନ୍‌ ମାଇଜିମନର୍‌ କାତା ଟଣ୍ଡେ ପାନ୍ଦି କଇଲାଇନି ବଲି ବିସ୍‌ବାସ୍‌ କରତ୍‌ ନାଇ ।
And appeared before them like folly the declarations (of them *N+kO) and they were not believing in them.
12 ୧୨ ମାତର୍‌ ପିତର୍‌ ଅଦର୍‌ପଡ୍‌ ଅଇ ପାଲାଇ ପାଆରେ ଜାଇ ଏରି ଦେକ୍‌ଲା । ପାଆର୍‌ ବିତ୍‌ରେ ଏରି ଦେକ୍‌ଲାକେ ତେଇ ଜିସୁକେ ଗୁଡିଆଇଲା ଉଲ୍‌ଉଲା ପଚିଆ ଚାଡି ଆରି କାଇଟା ନ ରଇଲା । ପିତର୍‌ ସେ ଗଟ୍‍ନା ଦେକି କାବାଅଇ ଜାଇକରି, ଗରେ ବାଉଡି ଆଇଲା ।
But Peter having risen up he ran to the tomb, and having stooped down he sees the linen strips (lying *k) alone and he went away in (himself *NK+o) wondering at that having come to pass.
13 ୧୩ ସେ ଦିନେସେ ଜିସୁର୍‌ ଦୁଇଟା ସିସ୍‌ମନ୍‌ ଜିରୁସାଲମେଅନି ଏଗାର କିଲମିଟର୍‌ ଦୁର୍‌କେ ରଇଲା ଇମାୟୁ ନାଉଁର୍‌ ଗାଏଁ ଇଣ୍ଡିକରି ଜାଇତେ ରଇଲାଇ ।
And behold two of them on same the day were going to a village being distant stadia sixty from Jerusalem whose name [is] Emmaus.
14 ୧୪ ଜିସୁକେ କାଇକାଇଟା ଅଇରଇଲା ଆରି ସେ ସବୁ ବିସଇନେଇ ସେମନ୍‌ କାତାଅଇ କାତାଅଇ ଇଣ୍ଡ୍‍ତେ ରଇଲାଇ ।
and they themselves were talking with one another about all which having taken place these things.
15 ୧୫ ସେମନ୍‌ ଏନ୍ତି କାତାବାର୍‌ତା ଅଇ ଆଇବାବେଲେ ଏଦେ ଦେକା! ଜିସୁ ନିଜେ ଆସି ସେମନର୍‌ ସଙ୍ଗ୍‌ ଇଣ୍ଡ୍‌ବାର୍‌ ଦାର୍‌ଲା ।
And it came to pass during the talking by them and reasoning that Himself Jesus having drawn near He was walking along with them.
16 ୧୬ ସେମନ୍‌ ତାକେ ଦେକ୍‌ଲାଇ, ମାତର୍‌ ଚିନି ନାପାର୍‌ଲାଇ ।
but the eyes of them were held not to know Him.
17 ୧୭ ସେଡିକିବେଲେ ଜିସୁ ସେମନ୍‌କେ କଇଲା, “ତମେ ଇଣ୍ଡି ଇଣ୍ଡି କାର୍‌ ବିସଇନେଇକରି ଏତେକ୍‌ କାତା ଅଇଲାସ୍‌ନି?” ସେବେଲାଇ ସେମନ୍‌ ମନ୍‌ଦୁକ୍‌କରି ମୁଁ ସୁକାଇ ଟିଆଅଇଲାଇ ।
He said then to them; What words [are] these that you exchange with one another walking? And (they stood still *N+KO) looking sad.
18 ୧୮ “ଗାଲା କେତେଦିନ୍‌ ବିତ୍‌ରେ ଜିରୁସାଲାମ୍‌ ଜନ୍‌ ଗଟ୍‍ନା ଗଟିଗାଲା ଆଚେ? ସେଟା ନାଜାନ୍‌ଲାଟା ତୁଇ ଗଟେକ୍‌ ଲକ୍‌ସେ କି?”
Answering now (the *k) one (from of them *O) (whose *k) (name *NK+o) Cleopas said to Him; You yourself alone visit (in *k) Jerusalem and not have known the [things] having come to pass in it in days these?
19 ୧୯ ଜିସୁ ସେମନ୍‌କେ ପାଚାର୍‌ଲା, “କାଇଟା ଅଇର‍ଇବା ବିସଇ ତମେ କଇଲାସ୍‌ନି?” ସେମନ୍‌, “ନାଜରିତର୍‌ ଜିସୁକେ ଜାଇଟା ସବୁ ଗଟ୍‌ଲା । ସେ ଗଟେକ୍‌ ବବିସତ୍‌ବକ୍‌ତା ରଇଲା । ପର୍‌ମେସରର୍‌ ମୁଆଟେ ଆରି ଲକ୍‌ମନର୍‌ଟାନେ ଗଟେକ୍‌ ବପୁସଙ୍ଗର୍‌ ଲକ୍‌ ରଇଲା । ତାର୍‌ ସବୁକାମ୍‌ ଆରି କାତାଇଅନି ଏ ସବୁ ଜାନାପଡ୍‌ତେ ରଇଲା ।
And He said to them; What things? And they said to Him; The [things] concerning Jesus (of Nazareth, *N+kO) who was a man a prophet mighty in deed and word before God and all the people,
20 ୨୦ ଆମର୍‌ ମୁକିଅ ପୁଜାରିମନ୍‌ ଆରି ସାସନ୍‌ କାରିଆମନ୍‌ ତାକେ ମରନ୍‌ ଡଣ୍ଡ୍‌ ପାଇବାକେ ସତ୍‌ରୁମନ୍‌କେ ସର୍‌ପିଦେଲାଇ ଆରି ତାକେ କୁର୍‌ସେ ଚଗାଇ ମରାଇଲାଇ ।
that then delivered up him the chief priests and the rulers of us to [the] judgment of death and crucified Him.
21 ୨୧ ସେ ଆକା ଇସ୍‌ରାଏଲର୍‌ ଲକ୍‌ମନ୍‌କେ ରକିଆ କର୍‌ସି ବଲି ଆସା କରି ରଇଲୁ । ମାତର୍‌ ତାକେ ମରାଇ ତିନ୍‌ଦିନ୍‌ ଅଇଲାନି ।
We ourselves however were hoping that He himself it is who is about to redeem Israel. But indeed (also *no) with all these things [the] third this day brings (today *ko) away from which these things came to pass.
22 ୨୨ ଆମର୍‌ ଦଲର୍‌ କେତେଟା ମାଇଜିମନ୍‌ ଆମ୍‌କେ କାବାଅଇଜିବା କାତା କଇଲାଇ । ସେମନ୍‌ ଆଜି ସାକାଲ୍‌ ସାକାଲ୍‌ ତାର୍‌ ମଡ୍‌ ରଇବା ପାଆରେ ଗାଲାଇ ।
However also women certain out from us amazed us Having been (at dawn *N+kO) to the tomb
23 ୨୩ ମାତର୍‌ ତେଇ ତାର୍‌ ଗାଗଡ୍‌ ନ ରଇଲା । ସେମନ୍‌ କଇଲାଇ, ପାଆରେଅନି ବାଉଡ୍‌ଲାବେଲେ ସରଗର୍‌ ଦୁତ୍‌ମନର୍‌ ଦର୍‌ସନ୍‌ ପାଇରଇଲା ଆରି ସେ ଦୁତ୍‌ମନ୍‌ ଜାନାଇଲାଇଜେ, ସେ ଏବେ ଜିବନ୍‌ ଅଇଆଚେ ।
and not having found the body of Him they came declaring also a vision of angels to have seen who say He [is] living.
24 ୨୪ ଆମର୍‌ ସଙ୍ଗାରିମନର୍‌ ବିତ୍‌ରେଅନି ଜେ ଜେ ସେ ପାଆରେ ଜାଇ ଦେକ୍‌ଲାଇ ମିସା ମାଇଜିମନ୍‌ ଜେନ୍ତି କଇରଇଲାଇ, ସେ ସମାନ୍‌ ଇସାବେ ଦେକ୍‌ଲାଇ । ମାତର୍‌ ସେମନ୍‌ ଜିସୁକେ ଦେକତ୍‌ ନାଇ ।”
And went some of those with us to the tomb and found [it] so even as also the women said, Him however not they saw.
25 ୨୫ ସେବେଲେ ଜିସୁ ସେମନ୍‌କେ କଇଲା, “ତମେ କେତେକ୍‌ ବକୁଆ ଲକ୍‌ମନ୍‌, ବବିସତ୍‌ବକ୍‌ତାମନ୍‌ କଇଲା କାତା ବିସ୍‌ବାସ୍‌ କର୍‌ବାକେ କାଇକେ ଜାଗ୍‌ରତ୍‌ ଉଆସ୍‌ ନାଇ?
And He himself said to them; O foolish and slow of heart to believe in all that spoke the prophets;
26 ୨୬ ଏ ସବୁ ଦୁକ୍‌କସ୍‌ଟ ପାଇଲା ପଚେସେ ପର୍‌ମେସର୍‌ ବାଚିପାଟାଇଲା କିରିସ୍‌ଟକେ ମଇମା ପାଇବାକେ ଅଇସି ।
Surely these things it was necessary for to suffer the Christ and to enter into the glory of Him?
27 ୨୭ ଜିସୁ ମସାର୍‌ ବଇତେଇଅନି ଆରି ବିନ୍‌ ବିନ୍‌ ବବିସତ୍‌ବକ୍‌ତାମନ୍‌ ଲେକିରଇଲା କାତାଇ ଅନି ଆରାମ୍‌ କରି ସବୁ ଦରମ୍‌ ସାସ୍‌ତରେ ତାର୍‌ ଜେତ୍‌କି ବିସ‍ଇ ଲେକା ଅଇରଇଲା, ସେ ସବୁ ସେମନ୍‌କେ ବୁଜାଇଦେଲା ।”
And having begun from Moses and from all the Prophets (He interpreted *N+kO) to them in all the Scriptures the [things] concerning (of Himself. *NK+o)
28 ୨୮ ଆରି ସେମନ୍‌ ଜନ୍‌ ଗାଉଁ ଜିବାର୍‌ ରଇଲା, ସେ ଗାଉଁ ଲଗାଲଗି ଅଇବାକେ ଜିସୁ ଆଗ୍‌ତୁ ଗାଲାପାରା ଅଇ ଇଣ୍ଡ୍‌ବାର୍‌ ଦାର୍‌ଲା ।
And they drew near to the village where they were going, and He himself (appeared *N+kO) farther to be going.
29 ୨୯ ମାତର୍‌ ସେ ଲକ୍‌ମନ୍‌ ଜିସୁକେ ସୁତ୍‌ରାଇ କରି କଇଲାଇ, “ଆମର୍‌ ସଙ୍ଗ୍‍ ର, କାଇକେ ବଇଲେ ବେଲ୍‌ ବସିଗାଲା ଆରି ରାତି ଅଇଗାଲାନି ।” ସେଟାର୍‌ ପାଇ ଜିସୁ ସେମନର୍‌ ସଙ୍ଗ୍‍ ରଇବାକେ ଗର୍‌ବିତ୍‌ରେ ଗାଲା ।
And they constrained Him saying; do abide with us, for toward evening it is and has declined (now *no) the day. And He entered in to abide with them.
30 ୩୦ ଆରି ସେମନର୍‌ ସଙ୍ଗ୍‌ କାଇବାକେ ବସ୍‌ଲା । ରୁଟି ଦାରି ପର୍‌ମେସର୍‌କେ ଦନିଅବାଦ୍‌ ଦେଇକରି ସେଟା ବାଙ୍ଗାଇକରି ସେମନ୍‌କେ ଦେଲା ।
And it came to pass during the reclining of Him with them having taken the bread He blessed [it] and having broken [it] He was giving [it] to them.
31 ୩୧ ସେ ବେଲାଇ ସେମନର୍‌ ଡାବିଅଇ ଜାଇରଇଲା ଆଁକି ପିଟିଗାଲାଜେ ତାକେ ଚିନି ପାର୍‌ଲାଇ । ମାତର୍‌ ସେ ଦାପ୍‌ରେ ଜିସୁ ସେମନର୍‌ତେଇଅନି ମାୟା ଅଇଗାଲା ।
Of them then were opened the eyes and they knew Him; And He himself vanished being seen from them.
32 ୩୨ ସେବେଲାଇ ସେମନ୍‌ ସେମନର୍‌ ବିତ୍‌ରେ କାତା ଅଇଲାଇ, “ଜେଡେବଲ୍‌ ସେ ଆମର୍‌ ସଙ୍ଗ୍‌ ବାଟେ କାତା ଅଇତେ ରଇଲା, ଆରି ପର୍‌ମେସରର୍‌ ସାସ୍‌ତରର୍‌ କାତା ବୁଜାଇ ଦେଇତେ ରଇଲା, ଆମର୍‌ ମନ୍‌ ବିତ୍‌ରେ ଉଡୁକ୍‌ ଦୁଡୁକ୍‌ ନ ଅଇତେ ରଇଲା କି?”
And they said to one another; Surely the heart of us burning it was within us as He was speaking with us on the road (and *k) as He was opening to us the Scriptures?
33 ୩୩ ସେଦାପ୍‌ରେ ସେମନ୍‌ ଦୁଇଲକ୍‌ ଉଟିକରି ଜିରୁସାଲାମେ ବାଉଡି ଉଟିଗାଲାଇ । ତେଇ ଜିସୁର୍‌ ଏଗାର୍‌ଟା ସିସ୍‌ମନ୍‌ ଆରି ବିନ୍‌ଲକ୍‌ମନ୍‌ କାତାବାର୍‌ତା ଅଇତେରଇଲାଟା ଦେକ୍‌ଲାଇ ।
And having risen up on [that] same hour they returned to Jerusalem and they found (gathered *N+kO) the eleven and those with them
34 ୩୪ ସେ ଲକ୍‌ମନର୍‌ତେଇଅନି ସେମନ୍‌ ଜିସୁମାପ୍‌ରୁ ଆରି ତରେକ୍‌ ଜିବନ୍‌ଅଇ ଉଟ୍‌ଲା ଆଚେ ଆରି ସିମନ୍‌କେ ଦେକାଇଅଇଲା ଆଚେ ବଲି ଜାନ୍‌ଲାଇ ।
saying that Indeed has risen the Lord and He has appeared to Simon.
35 ୩୫ ତାର୍‌ ପଚେ ଦୁଇଲକ୍‌ ଇମାୟୁ ଗାଉଁ ଆଇବା ବାଟେ କାଇକାଇଟା ଅଇରଇଲା ସେଟା ସବୁ କଇଲାଇ । ଆରି ସେମନ୍‌ ଜିସୁ ରୁଟି ବାଙ୍ଗାଇ କରି ଦେଲାବେଲେ କେନ୍ତି ତାକେ ଚିନି ଦେଇରଇଲାଇ ସେଟା ମିସା ସେମନ୍‌କେ କଇଲାଇ ।
And they themselves were relating the [things] on the road and how He was known to them in the breaking of the bread.
36 ୩୬ ସେ ଦୁଇଲକ୍‌ ଏନ୍ତି କଇବା ବେଲେ ଏଦେ ଦେକା! ମାପ୍‌ରୁ ନିଜେ ସେମନର୍‌ ମଜାଇ ଟିଆଅଇଦେଲା । ଆରି ସେମନ୍‌କେ କଇଲା, “ତମ୍‌କେ ସାନ୍ତି ଅ ।”
These things now when they are telling He Himself (Jesus *K) stood in midst of them and says to them; Peace to you.
37 ୩୭ ମାତର୍‌ ସେମନ୍‌ ସବୁ ଲକ୍‌ ଏଟା ଗଟେକ୍‌ ବୁତ୍‌ ଦେକ୍‌ଲୁନି ବଲି ଡରିଗାଲାଇ ।
Having been terrified however and filled with fear having been they were thinking [themselves] a spirit to see.
38 ୩୮ ଜିସୁ ସେମନ୍‌କେ କଇଲା, “ତମେ କାଇକେ ଡର୍‌ଲାସ୍‌ନି? ଆରି ଦେକି କରି ମିସା କାଇକେ ବିସ୍‌ବାସ୍‌ କରାସ୍‌ ନାଇ?
And He said to them; Why troubled are you and through why doubts do come up in (the heart *N+kO) of you?
39 ୩୯ ମର୍‌ ଆତେ ଆରି ଗଡେ ଦେକା, ଏଟା ମୁଇ ନିଜେ । ମକେ ଚିଇକରି ଦେକା । ଏଟା ମକେ ଜେନ୍ତାରି ଆଡ୍‌ ଆରି ମାଉଁସ୍‌ ଆଚେ ସେନ୍ତି ବୁତ୍‌କେ ନ ରଏ ।”
do see the hands of Me and the feet of Me that I myself am He himself; do touch Me and do see for a spirit flesh and bones not has even as Me myself you see having.
40 ୪୦ ଜିସୁ ଏଟା କଇକରି, ତାର୍‌ ଆତ୍‌ ଆରି ଗଡ୍‌ ସେମନ୍‌କେ ଦେକାଇଲା ।
And this having said (He showed *N+kO) to them the hands and the feet.
41 ୪୧ ସେଟା ଦେକି ସେମନ୍‌ ସାର୍‌ଦା ଅଇକରି କାବାଅଇ ଗାଲାଇ ମିସା ତାକେ ବିସ୍‌ବାସ୍‌ କରତ୍‌ ନାଇ । ସେଟାର୍‌ ପାଇ ଜିସୁ ସେମନ୍‌କେ ପାଚାର୍‌ଲା, “ତମର୍‌ ଲଗେ କାଇଟା କାଇବାଟା ଆଚେ କି?”
Still now while are disbelieving they for the joy and amazement He said to them; Have you anything to eat here?
42 ୪୨ ସେବେଲାଇ ସେମନ୍‌ ତାକେ କଣ୍ଡେକ୍‌ ବାଜ୍‌ଲା ମାଚ୍‌ ଦେଲାଇ ।
And they gave to Him of a fish broiled part (and from honeycomb tablet. *KO)
43 ୪୩ ସେଟା ଜିସୁ ଦାରିକରି ସେମନର୍‌ ମୁଆଟେ କାଇଲା ।
And having taken [it] before them He ate [it].
44 ୪୪ ଜିସୁ ସେମନ୍‌କେ କଇଲା, “ମସାର୍‌ ନିୟମ୍‌ ଆରି ବବିସତ୍‌ବକ୍‌ତାମନ୍‌ କଇଲା କାତା ଆରି ଗିତ୍‌ସଙ୍ଗିତା ବଇଟାନେ କାଇକାଇଟା ଲେକା ଅଇଲାଆଚେ ସେ ସବୁ, ସତ୍‌ ଅଇବାର୍‌ ରଇଲା । ମୁଇ ତମର୍‌ ସଙ୍ଗ୍‌ ରଇଲାବେଲେ ଏ ସବୁ କାତା ତମ୍‌କେ କଇରଇଲି ।”
He said now (unto *no) (to them; *N+kO) These [are] the words (of mine *NO) which I spoke to you still being with you that it behooves to be fulfilled all things which written in the law of Moses and (in the *no) Prophets and in [the] Psalms concerning Me.
45 ୪୫ ତାର୍‌ପଚେ ଦରମ୍‌ ସାସ୍‌ତରର୍‌ ଅରତ୍‌ ବୁଜ୍‌ବାକେ ଜିସୁ ସେମନର୍‌ ବୁଜ୍‌ବା ବପୁ ଉଗାଡି ଦେଲା ।
Then He opened their mind to understand the Scriptures
46 ୪୬ ଆରି ସେମନ୍‌କେ କଇଲା, “ପର୍‌ମେସର୍‌ ବାଚି ପାଟାଇଲା କିରିସ୍‌ଟ ରାଜା ମୁଇ, ଏନ୍ତି ଦୁକ୍‌ କସ୍‌ଟ ପାଇକରି ମର୍‌ବି । ପଚେ ତିନ୍‌ଦିନ୍‌ ଗାଲେ ଆରି ତରେକ୍‌ ଉଟ୍‌ବି ବଲି ଲେକା ଅଇଲା ଆଚେ ।
And He said to them that Thus it has been written (and thus it was necessary for *K) Was to suffer the Christ and to rise out from [the] dead on the third day
47 ୪୭ ଆରି ଜିରୁସାଲମେଅନି ଆରାମ୍‌ କରି ସବୁ ଦେସର୍‌, ସବୁ ଜାତିର୍‌ ଲକ୍‌ମନ୍‌କେ ମର୍‌ ନାଉଁଦାରି ପାପ୍‌ କେମା କରାଇ, ମନ୍‌ ବଦ୍‌ଲାଇବାକେ କଇବାର୍‌ ଆଚେ ।
and to be proclaimed in the name of Him repentance (to *N+KO) forgiveness of sins to all nations (having begun *N+kO) from Jerusalem.
48 ୪୮ ତମେ ଏ ସବୁ ବିସଇର୍‌ ସାକି ଆଚାସ୍‌ ।
You yourselves (now *k) (are *ko) witnesses of these things,
49 ୪୯ ଆରି ମର୍‌ ବାବା ଜନ୍‌ ଜିଦ୍‌ କରିରଇଲା, ମୁଇ ନିଜେ ସେଟା ପାଟାଇବି । ମାତର୍‌ ତମେ ପର୍‌ମେସରର୍‌ ଟାନେଅନି ବପୁ ନ ମିଲ୍‌ବା ଜାକ, ଏ ଜିରୁସାଲମେସେ ରୁଆ ।”
And behold (I myself am sending *NK+o) the promise of the Father of Mine upon you. you yourselves however do remain in the city (Jerusalem *k) until that you may be clothed with from on high power.
50 ୫୦ ତାର୍‌ପଚେ ଜିସୁ ସେମନ୍‌କେ ବେତ୍‌ନିଆ ନାଉଁର୍‌ ଜାଗାଇ ଜିବା ବାଟ୍‌ଜାକ ଡାକିନେଲା । ଆରି ସେମନ୍‌କେ ଆତ୍‌ ଟେକି ଆସିର୍‌ବାଦ୍‌ କଲା ।
He led now them out until (to *N+kO) Bethany, and having lifted up the hands of Him He blessed them.
51 ୫୧ ସେ ଏନ୍ତି ସେମନ୍‌କେ ଆସିର୍‌ବାଦ୍‌ କର୍‌ବାବେଲେ ପର୍‌ମେସର୍‌ ତାକେ ସରଗ୍‌ପୁରେ ଦାରିଗାଲା ।
And it came to pass during the blessing by Him them He was separated from them and was carried up into heaven.
52 ୫୨ ସେମନ୍‌ ତାକେ ଜୁଆର୍‌ କଲାଇ ଆରି ସାର୍‌ଦାଅଇ ଜିରୁସାଲମେ ବାଉଡି ଆଇଲାଇ ।
And they themselves having worshiped Him returned to Jerusalem with joy great
53 ୫୩ ସବୁବେଲା ମନ୍ଦିରେ ରଇକରି ପର୍‌ମେସରର୍‌ ଡାକ୍‌ପୁଟା କର୍‌ବାର୍‌ ଦାର୍‌ଲାଇ ।
and were (through *N+KO) (all [times] *N+kO) in the temple (praising and *KO) blessing God. (Amen *K)

< ଲୁକ୍‌ 24 >