< ଲୁକ୍‌ 21 >

1 ତାର୍‌ ପଚେ ଜିସୁ ଚାରିବେଡ୍‌ତି ଦେକ୍‌ଲା ଆରି ସାଉକାର୍‌ ଲକ୍‌ମନ୍‌ ମନ୍ଦିରର୍‌ ପେଟିଆଟାନେ ଦାନ୍‌ ଦେବାଟା ଦେକ୍‌ଲା ।
ויבט וירא את העשירים משליכים את נדבותם לארון האוצר׃
2 ସେବେଲା ଗଟେକ୍‌ ଅର୍‍କିତ୍‍ ରାଣ୍ଡି ମାଇଜି ମିସା ଜଡେକ୍‌ ତାମାକାସୁ ଦେବାଟା ଜିସୁ ଦେକ୍‌ଲା ।
וירא גם אלמנה עניה נתנת בו שתי פרוטות׃
3 “ମୁଇ ତମ୍‌କେ ସତ୍‌ କାତା କଇଲିନି, ସବୁ ଲକର୍‌ଟାନେଅନି ଏ ରାଣ୍ଡିମାଇଜି ଅଦିକ୍‌ ଦେଲା ଆଚେ ।
ויאמר אמת אמר אני לכם כי האלמנה העניה הזאת נתנה יותר מכלם׃
4 କାଇକେ ବଇଲେ ସାଉକାର୍‌ ଲକ୍‌ମନ୍‌ ନିଜର୍‌ ନିଜର୍‌ ଅଗଲ୍‌ଲା ଦନ୍‌ତେଇଅନି ଅଲପ୍‌ ଅଲପ୍‌ ଦେଲାଇ ଆଚତ୍‌ । ମାତର୍‌ ଏ, ନିଜେ ବଁଚ୍‌ବା ପାଇ ତାର୍‍ ଜେତ୍‌କି ରଇଲା ସବୁ ଦେଲା ଆଚେ ।”
כי כל אלה התנדבו לאלהים מהעדף שלהם והיא מחסרונה את כל רכושה נתנה׃
5 କେତେଟା ସିସ୍‌ମନ୍‌ ମନ୍ଦିରର୍‌ ବିସଇ ନେଇକରି ନିଆଇ କର୍‌ତେ ରଇଲାଇ । “ତେଇ ଲାଦିରଇବା ସୁନ୍ଦର୍‌ ସୁନ୍ଦର୍‌ ପାକ୍‌ନା ଆରି ପର୍‌ମେସର୍‌କେ ସର୍‌ପି ଦେଲା ଦାନ୍‌ ସଙ୍ଗ୍‌ କେତେକ୍‌ ସୁନ୍ଦର୍‌ ଗର୍‌ ବାନ୍ଦ୍‌ଲାଇ ଆଚତ୍‌” ବଲି କାତାଅଇତେ ରଇଲାଇ ।
ויהי באמרם על המקדש כי מהדר הוא באבנים יפות ובמתנות ויאמר׃
6 “ଏନ୍ତି ଦିନ୍‌ ଆଇସି, ଏବେ ତମେ କାଇ କାଇଟା ଦେକ୍‌ଲାସ୍‌ନି ସେଟା ସବୁ କୁରୁପ୍‍ନାସ୍‍ ଜାଇସି । ଗଟେକ୍‌ ପାକ୍‌ନା ମିସା ତାର୍‌ ଜାଗାଇ ନ ରଏ । ସବୁ ମାଟିତେଇ ମିସି ଜାଇସି ।”
את אשר אתם ראים הנה ימים באים ולא תשאר אבן על אבן אשר לא תתפרק׃
7 ତାର୍‌ ପଚେ ସେମନ୍‌ ଜିସୁକେ ପାଚାର୍‌ଲାଇ, “ଏ ଗୁରୁ, ଏଟା ସବୁ କେବେ ଅଇସି? ଆରି ଏ ସବୁ ଗଟ୍‍ନା କେଟ୍‌ବା ଆଗ୍‌ତୁ ସେଟା କେଡେବଲ୍‌ ଅଇସି ବଲି କେନ୍ତି ଚିନି ଅଇସି?”
וישאלהו לאמר רבי מתי אפוא תהיה זאת ומה הוא האות לעת היותה׃
8 ଜିସୁ ସେମନ୍‌କେ କଇଲା, “ଜାଗ୍‌ରତ୍‌ଅଇକରି ରୁଆ, ନାଡାଇ ଉଆ ନାଇ । ବେସି ଲକ୍‌ ମର୍‌ ନାଉଁଦାରି ଆସି କଇବାଇ, ‘ମୁଇ ସେ ଆକା ।’ ବେଲା କେଟ୍‌ଲା ଆଚେ, ମାତର୍‌ ତମେ ସେମନର୍‌ ପଚେ ଜାଆ ନାଇ ।
ויאמר ראו פן תתעו כי רבים יבאו בשמי לאמר אני הוא והעת קרובה ואתם אל תלכו אחריהם׃
9 ଆରି କେବେ ତମେ ଜୁଇଦ୍‌ ଆରି କିରମାର ଅଇବାଟା ସୁନ୍‌ସା, ସେବେଲା ଡରା ନାଇ । କାଇକେ ବଇଲେ ଏ ସବୁ ଗଟ୍‍ନା ଆଗ୍‌ତୁ ଅଇସିସେ । ମାତର୍‌ ଏ ଦୁନିଆର୍‌ ସେସ୍‌ ଦିନ୍‌ ସେଦାପ୍‌ରେ ନ ଆସେ ।”
ובשמעכם מלחמות ומהומות אל תחתו כי היו תהיה זאת לראשונה אך עוד קץ למועד׃
10 ୧୦ ଆରି ଜିସୁ କଇଲା, “ଦେସ୍‌ ବିରୁଦେ ଦେସ୍‌ ଆରି ଜାତି ବିରୁଦେ ଜାତି ଉଟ୍‌ସି ।
ויסף דבר אליהם לאמר יקום גוי על גוי וממלכה על ממלכה׃
11 ୧୧ ଦର୍‌ତନି ଚୁଲ୍‌ବୁଲ୍‌ସି । ବଡ୍‌ ରଗ୍‌ମନ୍‌ ଅଇସି ଆରି ଆକାସେ କେବେ ନ ଅଇବା କାବା ଅଇଜିବା ଚିନ୍‌ମନ୍‌ ଡିସ୍‌ସି ।
והיה רעש גדול כה וכה ורעב ודבר וגם מוראים ואתות גדלות מן השמים׃
12 ୧୨ ମାତର୍‌ ଏ ସବୁ ବିସଇ ନ ଅଇବା ଆଗ୍‌ତୁ, ତମ୍‌କେ ବାନ୍ଦିକରି ନେଇ ସାସ୍‌ତି ଦେବାଇ, ପାର୍‌ତନା ଗର୍‌ମନ୍‌କେ ବିଚାର୍‌ କରି ବନ୍ଦିଗରେ ପାକାଇବାକେ ସର୍‌ପିଦେବାଇ । ମର୍‌ପାଇ ତମେ ରାଜା ଆରି ସାସନ୍‌ କାରିଆମନର୍‌ ମୁଆଟେ ଟିଆ ଅଇସା ।
ולפני כל אלה ישלחו בכם את ידיהם וירדפו וימסרו אתכם לבתי כנסיות ואל בתי כלאים ותובאו לפני מלכים ומשלים למען שמי׃
13 ୧୩ ମର୍‌ ବିସଇ ତମେ ବିନ୍‌ ଲକ୍‌ମନ୍‌କେ କଇବାକେ ଗଟେକ୍‌ ସମାନ୍‍ ବେଲା ଅଇସି ।
והיתה זאת לכם לעדות׃
14 ୧୪ ତେବର୍‌ ପାଇ ‘ମୁଇ ନିଜ୍‌କେ କେନ୍ତି ରକିଆ କର୍‌ବି?’ ସେ ବିସଇ ବାବିକରି ଆଗେଅନି ଚିନ୍ତା କରା ନାଇ ।
על כן שיתו לבבכם לבלתי דאג במה תצטדקו׃
15 ୧୫ କାଇକେ ବଇଲେ ମୁଇ ତମ୍‌କେ ଟିକ୍‌ପଦ୍‌ କଇବାକେ ଗିଆନ୍‌ ଦେବି । ତମ୍‌କେ ବିରଦ୍‌ କର୍‌ବା ଲକ୍‌ମନ୍‌ ସେ ଗିଆନର୍‌ ବାଦୁଲେ କାଇଟା କ‍ଇନାପାରତ୍‌ ।
כי אנכי נתן לכם פה וחכמה אשר לא יוכלו לעמד לפניה ולדבר נגדה כל מתקוממיכם׃
16 ୧୬ ଆରି ତମର୍‌ ମାଆ ବାବା, ବାଇ, ନିଜର୍‌ ଲାଗାର୍‌ ଲିତାର୍‌ ଲକ୍‌, ମଇତର୍‌ମନ୍‌ ଆରି କୁଟୁମର୍‌ ଲକ୍‌ମନ୍‌, ତମ୍‌କେ ବିରଦିମନ୍‌କେ ସର୍‌ପି ଦେବାଇ ଆରି ତମର୍‌ ବିତ୍‌ରେ ଅନି କେତେ ଲକ୍‌କେ ମରାଇଦେବାଇ ।
וגם תמסרו על ידי יולדיכם ואחיכם וקרוביכם ורעיכם וימיתו מכם׃
17 ୧୭ ତମେ ମର୍‌ତେଇ ବିସ୍‌ବାସ୍‌ କଲାସ୍‌ନି ବଲି ଗୁଲାଇ ଲକ୍‌ମନ୍‌ ତମ୍‌କେ ଇନ୍‌ କର୍‌ବାଇ ।
והייתם שנואים לכל אדם למען שמי׃
18 ୧୮ ମାତର୍‌ ତମର୍‌ ମୁଣ୍ଡର୍‌ ଚେଣ୍ଡି ମିସା ଗଟେକ୍‌ ନ ନସେ ।
אך לא יפל משערת ראשכם ארצה׃
19 ୧୯ ତମେ ଡାଟ୍‌ଅଇ ରଇଲେ ଏ ସବୁ ବିସଇ ମୁର୍‌ଚିକରି, ତମର୍‌ ଆତ୍‌ମାକେ ରକିଆ କର୍‌ସା ।”
בתוחלתכם קנו לכם את נפשתיכם׃
20 ୨୦ “ମାତର୍‌ ଜେଡେବଲ୍‌ ତମେ ଜିରୁସାଲମ୍‌ ଗଡେ ବିରଦି ସନିଅମନ୍‌ ଚାରିବେଡ୍‌ତି କିନ୍ଦ୍‌ରି ରଇବାଟା ଦେକ୍‌ସା ବଇଲେ, ସେବେଲା ଜିରୁସାଲାମ୍‌ ନସ୍‌ଟ ଅଇବା ବେଲା ଲଗେ କେଟ୍‌ଲା ବଲି ଜାନା ।
וכאשר תראו מחנות סובבים את ירושלים ידע תדעו כי קרב חרבנה׃
21 ୨୧ ସେବେଲାଇ କେ କେ ଜିଉଦା ଦେସେ ରଇବାଇ, ସେମନ୍‌ ଡଙ୍ଗର୍‌ ବିତ୍‌ରେ ପାଲାଅତ୍‌ । କେ କେ ଗଡ୍‌ ବିତ୍‌ରେ ରଇବାଇ ସେମନ୍‌ କେନେ ମିସା ବଁଚ୍‌ବାକେ ପାଲାଅତ୍‌ । କେ କେ ଗଡ୍‌ ବାଇରେ ରଇବାଇ ସେମନ୍‌ ଗଡ୍‌ ବିତ୍‌ରେ ନ ପୁରତ୍‌ ।
אז ינוסו אנשי יהודה אל ההרים ואשר הם בתוכה יצאו ואשר הם בפרזות אל יבואו בה׃
22 ୨୨ କାଇକେ ବଇଲେ ସେଟା ସାସ୍‌ତରର୍‌ ସବୁ ବିସଇ ଜେନ୍ତିକି ସିଦ୍‌ ଅଇସି, ସେଟାର୍‌ ପାଇ ସେ ଦିନ୍‌ମନ୍‌ ବେସି ଡଣ୍ଡ୍‌ ପାଇବା ଦିନ୍‌ମନ୍‍ ଅଇସି ।
כי ימי נקם המה למלאת כל הכתוב׃
23 ୨୩ ସେ ଦିନ୍‌ମନ୍‌କେ ଗାଗ୍‌ଡେ ରଇବା ମାଇଜିମନ୍‌ ଆରି ଦୁଦ୍‌ କୁଆଇତେରଇବା ମାଆମନର୍‌ କେତେକ୍‌ ଦୁକର୍‌ ଦିନ୍‌ ଅଇସି । ଏ ଦେସର୍‌ ଲକ୍‌ମନ୍‍କେ ଅପର୍‌ବଲ୍‌ ଦୁକ୍‌ ଆଇସି ଆରି ସେମନ୍‌ ଡଣ୍ଡ୍‌ ପାଇବାଇ ।
ואוי להרות ולמיניקות בימים ההם כי תהיה צרה גדולה בארץ וקצף על העם הזה׃
24 ୨୪ କେତେ ଲକ୍‌କେ କାଣ୍ଡାର୍‌ଦାର୍‌ ସଙ୍ଗ୍‌ ମରାଇବାଇ ଆରି କେତେ ଲକ୍‌ମନ୍‌କେ ବନ୍ଦିକରି ବିନ୍‌ବିନ୍‌ ଦେସେ ଦାରିଜିବାଇ । ଜିଉଦି ନଇଲା ଲକ୍‌ମନର୍‌ ବେଲା ନ ସାର୍‌ବାଜାକ ଜିରୁସାଲାମ୍‌ ବିନାସ୍‌ କର୍‌ବାକେ ଚାଡିଦେବାଇ ।”
ונפלו לפי חרב והגלו אל כל הגוים וירושלים תרמס ברגלי גוים עד כי ימלאו עתות הגוים׃
25 ୨୫ “ବାଦ୍‌ଲେ, ବେଲ୍‌ଟାନେ, ଜନ୍‌ଟାନେ ତାରାମନର୍‌ଟାନେ କେବେ ନ ଡିସ୍‌ବା ଚିନ୍‌ମନ୍‌ ଡିସ୍‌ସି । ଦୁନିଆର୍‌ ସବୁ ଦେସର୍‌ ଲକ୍‌, ବେସି ଦୁକ୍‌ କସ୍‌ଟ ପାଇବାଇ । ଜେଡେବେଲା ସମ୍‌ଦୁରର୍‌ ବଡ୍‌ ଲଅଡି ଗରଜ୍‌ଲେ ଲକ୍‌ମନ୍‌ କାଇଟା କର୍‌ବାର୍‌ ଆଚେ କାଇଟା ନାଇ ବଲି ବାୟାବିକଲ୍‌ ଅଇଜିବାଇ ।
והיו אתות בשמש ובירח ובכוכבים ועל הארץ מצוקה לגוים ומבוכה מהמית הים ודכיו׃
26 ୨୬ ଆରି ଲକ୍‌ମନ୍‌ ଦୁନିଆଇ ଆଇବା ସବୁ ଗଟ୍‍ନା ଦେକିକରି ‘କାଇକେ ଏନ୍ତି ଅଇଲାନି?’ ବଲି ଡରିକରି କେତେ ଲକ୍‌ ମୁର୍‌ଚା ଅଇଜିବାଇ । କାଇକେ ବଇଲେ ଆକାସେ ରଇଲା ସବୁ ବିସଇ ପର୍‌ମେସର ଚୁଲ୍‌ବୁଲାଇ ଦେଇସି ।
וימוגו בני האדם מאימה ומחרדת הבאות על כל הארץ כי כחות השמים יתמוטטו׃
27 ୨୭ ସେବେଲାଇ ଲକ୍‌ମନ୍‌ ପର୍‌ମେସର୍‌ ତେଇଅନି ଆସିରଇବା ନର୍‌ପିଲା ମୁଇ, ବେସି ବପୁସଙ୍ଗ୍‌ ଆରି ଡାକ୍‌ପୁଟାଅଇକରି ବାଦ୍‌ଲେ ଆଇବାଟା ଦେକ୍‌ବାଇ ।
ואז יראו את בן האדם בא בענן בגבורה ובכבוד רב׃
28 ୨୮ ମାତର୍‌ ଏ ସବୁ ଗଟ୍‍ନା ଆରାମ୍‌ ଅଇଲେ ତମେ ଡାଟ୍‌ସଙ୍ଗ୍‍ ଟିଆଅଇ ଉପ୍‌ରେ ଦେକା । କାଇକେ ବଇଲେ ତମର୍‌ ରକିଆ ପାଇବା ଦିନ୍‌ ଲଗେ ଆଚେ ।”
וכאשר תחל להיות זאת התעודדו ושאו ראשיכם כי קרובה גאלתכם לבוא׃
29 ୨୯ ଆରି ଜିସୁ ସେମନ୍‌କେ ଗଟେକ୍‌ ଉଦାଅରନ୍‌ କଇଲା, “ଡୁମ୍‌ରି ଗଚ୍‌ ଆରି ବିନ୍‌ ସବୁ ଗଚର୍‌ କାତା ଚିନ୍ତା କରା ।
וידבר אליהם משל ראו את התאנה ואת כל העצים׃
30 ୩୦ ଜେଡେବେଲେ ତାର୍‌ କେନ୍ଦିଅନି ପତର୍‌ ପାଲୁଆନି କର୍‌ସି, ଆରି କାଁଚାପତ୍‌ରିଆ ଡିସ୍‌ଲେ କାରାଦିନ୍‌ କେଟ୍‌ଲା ବଲି ତମେ ଜାନ୍‌ସା ।
כי תראו אתם מוציאים את פרחם הלא ידעתם כי קרב הקיץ׃
31 ୩୧ ସେନ୍ତାରିସେ ଏ ସବୁ ବିସଇ ଅଇବାଟା ଦେକ୍‌ଲେ ପର୍‌ମେସରର୍‌ ରାଇଜ୍‌ କେଟି ଆଇଲା ବଲି ଜାନ୍‌ସା ।”
ככה אף אתם בבא אלה לעיניכם דעו כי קרובה מלכות האלהים׃
32 ୩୨ “ମୁଇ ତମ୍‌କେ ସତ୍‌କାତା କଇଲିନି । ମନେ ରକା, ଏବେ ଜିବନ୍‌ ରଇବା ସବୁ ଲକ୍‌ମନର୍‌ ମରନ୍‌ ଅଇବା ଆଗ୍‌ତୁ ଏ ସବୁ ଗଟ୍‌ସି ।
אמן אמר אני לכם לא יעבר הדור הזה עד כי יהיה הכל׃
33 ୩୩ ସରଗ୍‌ ଆରି ମଚ୍‌ପୁର୍‌ ନସି ଜାଇସି, ମାତର୍‌ ମର୍‌ ବାକିଅ କେବେ ନ ନସେ ।”
השמים והארץ יעברו ודברי לא יעברון׃
34 ୩୪ “ମାତର୍‌ ତମେ ନିଜର୍‌ ନିଜର୍‌ ବିସଇ ନେଇକରି ଜାଗ୍‌ରତ୍‌ ରୁଆ । ତମର୍‌ ମନ୍‌ ସବୁବେଲାଇ ବଜିବାତ୍‌ କରି ମଦ୍‌ ପେଣ୍ଡମ୍‌ କାଇବା ବିସଇ ଆରି କେନ୍ତାର୍‌ ଜିଇବାର୍‌ ଅଇସି କେନ୍ତାର୍‌ ନାଇ ବଲି ଚିନ୍ତାକରି ରଇଲାବେଲେ, ସେ ଦିନ୍‌ ଅଟାତ୍‌ ପାନ୍ଦ୍‌ ପାରା ଆସି ଲାଗିଜାଇସି ।
רק השמרו לכם פן יכבד לבבכם בסבא ובשכרון ובדאגות המחיה ובא עליכם היום ההוא פתאם׃
35 ୩୫ ସେନ୍ତାରିସେ ଏ ଦୁନିଆର୍‌ ସବୁ ଲକ୍‌କେ ସେଟା ଗଟ୍‌ସି ।
כי כמו פח יבוא על כל הישבים על פני כל הארץ׃
36 ୩୬ ସେ ଦିନ୍‌ମନ୍‌କେ ଗଟ୍‌ବା ସବୁ ବିସଇ ଦେଇ, କାଇ ବିପଦ୍‌ ନ ଅଇ ଜିବାକେ ଆରି ପର୍‌ମେସର୍‌ ପାଟାଇରଇବା ନର୍‌ପିଲା ମର୍‌ ମୁଆଟେ ଟିଆ ଅଇବାକେ, ପାର୍‌ତନା କରି ଜାଗରତ୍‌ ଅଇରୁଆ ।”
לכן שקדו בכל עת והתפללו למען תעצרו כח להמלט מכל העתידות האלה ולהתיצב לפני בן האדם׃
37 ୩୭ ଜିସୁ ସେ ଦିନ୍‌ମନ୍‌କେ ମନ୍ଦିରେ ଜାଇ ନିମାନ୍‌ କାତା ସିକାଇ ଦେଇତେ ରଇଲା । ଆରି ତାର୍‌ ସିସ୍‌ମନର୍‌ ସଙ୍ଗ୍‌ ସବୁ ରାତି ବାରିଜାଇ ଜିତ୍‌ ନାଉଁର୍‌ ଡଙ୍ଗ୍‌ରେ ବିତାଇତେ ରଇଲା ।
ויהי מלמד יומם במקדש ובלילה יצא בהר הנקרא הר הזיתים ללון׃
38 ୩୮ ବେସି ଲକ୍‌ ଜିସୁର୍‌ କାତା ସୁନ୍‌ବାକେ ସବୁ ଦିନ୍‌ ସାକାଲେ ମନ୍ଦିରେ ଜାଇତେରଇଲାଇ ।
וכל העם השכימו לבוא אליו במקדש לשמע אותו׃

< ଲୁକ୍‌ 21 >