< ଲୁକ୍‌ 19 >

1 ଜିସୁ ଆରି ତାର୍‌ ସିସ୍‌ମନ୍‌ ଜିରିଅ ବାଟେ ଜାଇତେ ରଇଲାଇ ।
İsa Eriha'ya girdi. Kentin içinden geçiyordu.
2 ତେଇ ଜକିୟ ନାଉଁର୍‌ ଗଟେକ୍‌ ମୁକିଅ ସିସ୍‌ତୁମାଙ୍ଗୁ ରଇଲା । ସେ ବେସି ସାଉକାର୍‌ ରଇଲା ।
Orada vergi görevlilerinin başı olan, Zakkay adında zengin bir adam vardı.
3 ଜିସୁ କେନ୍ତାର୍‌ ଲକ୍‌ ବଲି ଦେକ୍‌ବାକେ ଜକିୟ ମନ୍‍ କର୍‌ତେ ରଇଲା । ମାତର୍‌ ଜିସୁର୍‌ ସଙ୍ଗ୍‌ ବେସି ଲକ୍‌ମନ୍‌ ଜାଇତେ ରଇଲାଇକେ ତାକେ ଦେକିନାପାର୍‌ତେ ରଇଲା । କାଇକେବଇଲେ ସେ ବୁଟି ରଇଲା ।
İsa'nın kim olduğunu görmek istiyor, ama boyu kısa olduğu için kalabalıktan ötürü göremiyordu.
4 ସେଟାର୍‌ ପାଇ ସେ, ଲକ୍‌ମନର୍‌ ଆଗ୍‌ତୁ ପାଲାଇ ଜାଇ ଜିସୁକେ ଦେକ୍‌ବାକେ ଗଟେକ୍‍ ଡୁମ୍‌ରି ଗଚେ ଚଗ୍‌ଲା । କାଇକେ ବଇଲେ ଜିସୁ ସେ ବାଟ୍‍ଦେଇ ଜିବାର୍‌ ରଇଲା ।
İsa'yı görebilmek için önden koşup bir yabanıl incir ağacına tırmandı. Çünkü İsa oradan geçecekti.
5 ଜିସୁ ସେ ଜାଗାଇ କେଟି ଉପ୍‌ରେ ଦେକିକରି ଜକିୟକେ କଇଲା, “ଜକିୟ ବିଗି ଉତ୍‌ରି ଆଉ, ଆଜି ମୁଇ ତମର୍‌ ଗରେ ରଇବି ।”
İsa oraya varınca yukarı bakıp, “Zakkay, çabuk aşağı in!” dedi. “Bugün senin evinde kalmam gerekiyor.”
6 ତାର୍‌ ପଚେ ଜକିୟ ଦାପ୍‌ରେ ଉତ୍‌ରି ଆସି ବେସି ସାର୍‌ଦାଅଇ ଜିସୁକେ ତାର୍‍ ଗରେ ଡାକିନେଲା ।
Zakkay hızla aşağı indi ve sevinç içinde İsa'yı evine buyur etti.
7 ସେଟା ଦେକି ତେଇ ରଇଲା ଲକ୍‌ମନ୍‌ ଜିସୁ ଗଟେକ୍‌ ପାପି ଲକର୍‌ ଗରେ କାଇବାକେ ଗାଲାନି ବଲି ଗୁର୍‌ମୁରି ଜାଇତେରଇଲାଇ ।
Bunu görenlerin hepsi söylenmeye başladı: “Gidip günahkâr birine konuk oldu!” dediler.
8 ଜକିୟ ଟିଆଅଇ ଜିସୁକେ କଇଲା, “ଏ ମାପ୍‌ରୁ, ସୁନା! ମର୍‌ ସଁପତିଅନି ଅଦାବାଗ୍‍ ଗରିବ୍‌ ଲକ୍‌ମନ୍‌କେ ଦାନ୍‌ କରିଦେବି । ଆରି ସିସ୍‌ତୁ ମାଙ୍ଗ୍‌ବା ବେଲାଇ କାର୍‌ଟା ଅନିଆଇକରି ଆନି ରଇଲାଟା ମୁଇ ଚାର୍‌ଗୁନ୍‌ ଅଦିକ୍‌ ବାଉଡାଇ ଦେବି ।”
Zakkay ayağa kalkıp Rab'be şöyle dedi: “Ya Rab, işte malımın yarısını yoksullara veriyorum. Bir kimseden haksızlıkla bir şey aldımsa, dört katını geri vereceğim.”
9 ଜିସୁ ଜକିୟକେ କଇଲା, “ଆଜି ଏ ଗରେ ମୁକ୍‌ତି ମିଲ୍‌ଲା । କାଇକେବଇଲେ ଏ ମିସା ଗଟେକ୍‌ ଅବ୍‌ରାଆମର୍‌ ନାତିତିତି ।
İsa dedi ki, “Bu ev bugün kurtuluşa kavuştu. Çünkü bu adam da İbrahim'in oğludur.
10 ୧୦ ପର୍‌ମେସର୍‌ ଟାନେଅନି ଆସିରଇବା ନର୍‌ପିଲା ମୁଇ ପାପେ ରଇଲା ଲକ୍‌ମନ୍‌କେ ସେମନର୍‌ ପାପେଅନି ରକିଆ କର୍‌ବାକେ ଆସିଆଚି ।”
Nitekim İnsanoğlu, kaybolanı arayıp kurtarmak için geldi.”
11 ୧୧ ସେମନ୍‌ ଜିରୁସାଲାମ୍‌ ଲଗେ ଆଇଲା ବେଲାଇ ଜିସୁର୍‌ ସଙ୍ଗ୍‌ ଜିବା ଲକ୍‌ମନ୍‌ ତାର୍‌ କଇବା ସବୁ କାତା ସୁନ୍‌ତେ ରଇଲାଇ । କାଇକେବଇଲେ ତାର୍‌ କାତା ସୁନ୍‌ଲା ଲକ୍‌ମନ୍‌ ପର୍‌ମେସରର୍‌ ରାଇଜର୍‌ ସାସନ୍‌ ଦାପ୍‌ରେ ଅଇସି ବଲି ବାବ୍‌ତେ ରଇଲାଇ ।
Oradakiler bu sözleri dinlerken İsa konuşmasını bir benzetmeyle sürdürdü. Çünkü Yeruşalim'e yaklaşmıştı ve onlar, Tanrı'nın Egemenliği'nin hemen ortaya çıkacağını sanıyorlardı.
12 ୧୨ ସେଟାର୍‌ପାଇ ସେ ଏ କାତାନି କଇଲା, ଗଟେକ୍‌ ବଡ୍‌ ଗରେ ଜନମ୍‌ ଅଇଲା ଲକ୍‌ ଦୁର୍‌ ଦେସେ ଜିବାକେ ତିଆର୍‌ ଅଇଲା । କାଇକେ ବଇଲେ ତେଇ ତାକେ ରାଜା କରାଇବାଇ । ସମାନ୍‌ ବେଲାଇ ତାର୍‌ ଦେସେ ସେ ବାଉଡି ଆଇସି ।
Bu nedenle İsa şöyle dedi: “Soylu bir adam, kral atanıp dönmek üzere uzak bir ülkeye gitti.
13 ୧୩ ତାର୍‌ ଆଗ୍‌ତୁ ସେ ତାର୍‌ ଦସ୍‌ଟା ଦାଙ୍ଗ୍‌ଡାମନ୍‌କେ ଡାକି, ଗଟେକ୍‌ ଗଟେକ୍‌ ଲକ୍‌କେ ଗଟେକ୍‌ ଗଟେକ୍‌ ସୁନାର୍‌ ଡାବୁ ଦେଇ କରି କଇଲା, “ମୁଇ ବାଉଡି ଆଇବାଜାକ ଏ ଡାବୁ ବେବାର୍‌ କରି ବୁତେକ୍‌ କରି ରୁଆ ।”
Gitmeden önce kölelerinden onunu çağırıp onlara birer mina verdi. ‘Ben dönünceye dek bu paraları işletin’ dedi.
14 ୧୪ ମାତର୍‌ ତାର୍‌ ଦେସର୍‌ ଲକ୍‌ମନ୍‌ ତାକେ ଇନ୍‌ କର୍‌ତେରଇଲାଇ । ଆରି ସାସନ୍‌ କର୍‌ବା ଲକ୍‌ମନର୍‌ ଲଗେ କବର୍‌ କଇ ପାଟାଇଲାଇ, “ଏ ଲକ୍‌ ଆମ୍‌କେ ସାସନ୍‌ କର ବଲି ଆମେ ମନ୍‌ କରୁନାଇ ।”
“Ne var ki, ülkesinin halkı adamdan nefret ediyordu. Arkasından temsilciler göndererek, ‘Bu adamın üzerimize kral olmasını istemiyoruz’ diye haber ilettiler.
15 ୧୫ ଏନ୍ତି ବଲି କଇଲେ ମିସା, ସେ ରାଜାଅଇ ଗରେ ବାଉଡି ଆଇଲା । ଆରି ସେ କାକେ କାକେ ସୁନାର୍‌ ଡାବୁ ଦେଇ ରଇଲା, ସେମନ୍‌ କେତେକ୍‌ ଲାକା ଲାବ୍‌ କଲାଇ ଆଚତ୍‌ ବଲି ଜାନ୍‌ବାକେ ଡାକାଇ ପାଟାଇଲା ।
“Adam kral atanmış olarak geri döndüğünde, parayı vermiş olduğu köleleri çağırtıp ne kazandıklarını öğrenmek istedi.
16 ୧୬ ତେଇ ପର୍‌ତୁମର୍‌ ଲକ୍‌ ଆସି କଇଲା, “ଏ ଆଗିଆଁ, ତମେ ଦେଲା ଗଟେକ୍‌ ସୁନାର୍‌ ଡାବୁ ନେଇ ଆରି ଦସ୍‌ଟା କଲିଆଚି ।”
Birincisi geldi, ‘Efendimiz’ dedi, ‘Senin bir minan on mina daha kazandı.’
17 ୧୭ ସେ ରାଜା ସାର୍‌ଦା ଅଇ ତାକେ କଇଲା “ତୁଇ ନିକ ଦାଙ୍ଗ୍‌ଡା, ଅଲପ୍‌ ବିସଇ ଦାଇତ୍‌ ନେଇ କାମ୍‌ କଲୁସ୍‌ । ସେଟାର୍‌ପାଇ ମୁଇ ତକେ ଦସ୍‌ଟା ଗଡ୍‌ ଉପ୍‌ରେ ସାସନ୍‌ କର୍‌ବାକେ ସର୍‌ପି ଦେଲିନି ।”
“Efendisi ona, ‘Aferin, iyi köle!’ dedi. ‘En küçük işte güvenilir olduğunu gösterdiğin için on kent üzerinde yetkili olacaksın.’
18 ୧୮ ଆରି ଗଟେକ୍‌ ଲକ୍‌ ଆସି କଇଲା, “ଆଗିଆଁ, ତୁଇ ଦେଇରଇଲା ସୁନାର୍‌ ଡାବୁ ନେଇ ଆରି ପାଁଚ୍‌ଟା ଲାବ୍‌ କଲିଆଚି ।”
“İkincisi gelip, ‘Efendimiz, senin bir minan beş mina daha kazandı’ dedi.
19 ୧୯ ସେ ରାଜା ତାକେ ମିସା କଇଲା “ତକେ ସାସନ୍‌ କର୍‌ବାକେ ପାଁଚ୍‌ଟା ଗଡ୍‌ ସର୍‌ପିଦେଲିନି ।”
“Efendisi ona da, ‘Sen beş kent üzerinde yetkili olacaksın’ dedi.
20 ୨୦ ମାତର୍‌ ଆରି ଗଟେକ୍‌ ଦାଙ୍ଗ୍‌ଡା ରାଜାର୍‌ ଲଗେ ଆସି କଇଲା, “ଏ ଆଗିଆଁ, ତମେ ଦେଇରଇଲା ସୁନାର୍‌ ଡାବୁ ଏଦେ ଦେକା, ଗଟେକ୍‌ ଗର୍‌ଣ୍ଡାଇ ଗୁଡିଆ ବାନ୍ଦି ସଙ୍ଗଇ ଦେଇରଇଲି ।
“Başka biri geldi, ‘Efendimiz’ dedi, ‘İşte senin minan! Onu bir mendile sarıp sakladım.
21 ୨୧ ତୁଇ ସାସନ୍‌ କର୍‌ବା ଲକ୍‌ ବଲି ଡରିକରି ମୁଇ ସେଟା ନେଇ ବେବାର୍‌ କରିନାଇ । କାଇକେବଇଲେ ଜାକେ ଦେଇ ନ ରଉସ୍‌ ତାର୍‌ତେଇଅନି ମାଙ୍ଗିନେଇସୁ । ଆରି ଜନ୍ତି ବୁନି ନ ରଉସ୍‌ ତେଇଅନି କାଟି ନେଇସୁ ।”
Çünkü senden korktum, sert adamsın; kendinden koymadığını alır, ekmediğini biçersin.’
22 ୨୨ ସେ ରାଜା ରିସାଅଇ କଇଲା, “ଅଇରେ ଦାଙ୍ଗ୍‌ଡା, ତର୍‌ କାତା ଇସାବେ ଆକା ତକେ ବିଚାର୍‌ କର୍‌ବି । ମୁଇ ଲକ୍‌ମନ୍‌ ଜନ୍‌ଟା ଦେଇ ନ ର‍ଇ ସେଟା ମାଗିନେବି, ଆରି ଜନ୍‌ତେଇ ବୁନି ନ ରଇ ତେଇଅନି କାଟ୍‌ବି, ସେଟା ଜାନିରଇଲୁସ୍‌ ।
“Efendisi ona, ‘Ey kötü köle, seni kendi ağzından çıkan sözle yargılayacağım’ dedi. ‘Kendinden koymadığını alan, ekmediğini biçen sert bir adam olduğumu bildiğine göre,
23 ୨୩ ସେନ୍ତାର୍‌ଆଲେ ମର୍‌ ସୁନାର୍‌ ଡାବୁ କାଇକେ ବେଁକେ ସଙ୍ଗଉସ୍‌ ନାଇ? ସଙ୍ଗଇ ରଇଲେ ତେଇଅନି ମକେ କଲନ୍ତର୍‌ ମିଲ୍‌ତା ।”
neden paramı faize vermedin? Ben de geldiğimde onu faiziyle geri alırdım.’
24 ୨୪ ଆରି ସେ ଲଗେ ଟିଆଅଇଲା ଲକ୍‌ମନ୍‌କେ ରାଜା କଇଲା, “ତାର୍‍ ତେଇଅନି ଏ ଅଦ୍‌ଲି ମାଗିନେଇ ଜେ ଦସ୍‌ଟା ଅଦ୍‌ଲି ଲାବ୍‌କଲା ଆଚେ, ତାକେ ଦିଆସ୍‌ ।”
“Sonra çevrede duranlara, ‘Elindeki minayı alın, on minası olana verin’ dedi.
25 ୨୫ ମାତର୍‌ ସେ ଲକ୍‌ମନ୍‌ ରାଜାକେ ପାଚାର୍‌ଲାଇ, “ଏ ଆଗିଆଁ ତାର୍‌ଟାନେ ଦସ୍‌ଟା ଆଚେ ଆରି ତାକେ କାଇକେ ଦେଉଁ?”
“Ona, ‘Efendimiz’ dediler, ‘Onun zaten on minası var!’
26 ୨୬ ସେ କଇଲା, “ମୁଇ ତମ୍‌କେ କଇଲିନି, ଜାକେ ଆଚେ ତାକେ ଅଦିକ୍‌ ଦିଆଅଇସି, ମାତର୍‌ ଜାର୍‌ ନାଇ, ତାର୍‌ତେଇ ରଇଲା ଅଲପ୍‌ ମିସା ଚାଡାଇ ନିଆଅଇସି ।
“O da, ‘Size şunu söyleyeyim, kimde varsa ona daha çok verilecek. Ama kimde yoksa, kendisinde olan da elinden alınacak’ dedi.
27 ୨୭ ମାତର୍‌ ଜେମନ୍‌ ମୁଇ ତାକର୍‌ ରାଜା ଅଇବାକେ ମନ୍‍ ନ କର୍‌ତେ ରଇଲାଇ, ସେମନ୍‍କେ ଡାକି ଆନି ମର୍‌ ମୁଆଟେ ମରାଇଦିଆସ୍‌ ।”
‘Beni kral olarak istemeyen o düşmanlarıma gelince, onları buraya getirin ve gözümün önünde kılıçtan geçirin!’”
28 ୨୮ ଜିସୁ ଏ ସବୁ କାତା କଇସାରାଇ ସିସ୍‌ମନର୍‌ ଆଗ୍‌ତୁ ଆଗ୍‌ତୁ ଜିରୁସାଲାମ୍‌ ବାଟେ ଗାଲା ।
İsa, bu sözleri söyledikten sonra önden yürüyerek Yeruşalim'e doğru ilerledi.
29 ୨୯ ଜେଡେବଲ୍‌ ଜିସୁ ଆରି ତାର୍‌ ସିସ୍‌ମନ୍‌ ଜିତ୍‌ଗଚ୍‌ମନ୍‌ ରଇଲା ଡଙ୍ଗର୍‌ ପାଲି ଆରି ବେତ୍‌ପାଗି ଆରି ବେତ୍‌ନିଆ ଗଡେ କେଟ୍‌ଲାଇ, ସେ ସିସ୍‌ମନର୍‌ ବିତ୍‌ରେ ଅନି ଦୁଇ ଲକ୍‌କେ, ସେମନ୍‌ ଜିବା ଆଗ୍‌ତୁ ଏନ୍ତାରି କଇପାଟାଇଲା ।
Zeytin Dağı'nın yamacındaki Beytfaci ile Beytanya'ya yaklaştığında iki öğrencisini önden gönderdi. Onlara, “Karşıdaki köye gidin” dedi, “Köye girince, üzerine daha hiç kimsenin binmediği, bağlı duran bir sıpa bulacaksınız. Onu çözüp bana getirin.
30 ୩୦ ତମର୍‌ ମୁଆଟେ ରଇବା ଗାଏଁ ଜାଆ । ସେ ଗାଏଁ ଗାଲେ, କେ କେବେ ମିସା ଚଗିନରଇବା ଗଦପିଲା ବାନ୍ଦିଅଇରଇଲାଟା ଦେକ୍‌ସା । ତାକେ ମେଲି ଦାରିଆସା ।
31 ୩୧ ଜେ ଜଦି ତମ୍‌କେ “କାଇକେ ମେଲି ନେଲାସ୍‌ନି?” ବଲି କଇଲେ “ଏଟା ଗୁରୁକେ ଦର୍‌କାର୍‌ ଆଚେ ବଲି କୁଆ ।”
Biri size, ‘Onu niçin çözüyorsunuz?’ diye sorarsa, ‘Rab'bin ona ihtiyacı var’ dersiniz.”
32 ୩୨ ପଚେ ସିସ୍‌ମନ୍‌ ସେ ଗାଏଁ ଜାଇ, ଜିସୁ ଜେନ୍ତି କଇରଇଲା ସେନ୍ତି ଦେକ୍‌ଲାଇ ।
Gönderilen öğrenciler gittiler, her şeyi İsa'nın kendilerine anlattığı gibi buldular.
33 ୩୩ ଆରି ସେମନ୍‌ ସେ ଗଦପିଲାକେ ମେଲ୍‌ବାବେଲେ ଗଦ ପିଲାର୍‌ ସାଉକାର୍‌ ସେମନ୍‌କେ ପାଚାର୍‌ଲା, “କାଇକେ ଗଦପିଲାକେ ମେଲ୍‌ଲାସ୍‌ନି?”
Sıpayı çözerlerken hayvanın sahipleri onlara, “Sıpayı niye çözüyorsunuz?” dediler.
34 ୩୪ ସିସ୍‌ମନ୍‌ କଇଲାଇ, “ଏ ଗଦପିଲା ଗୁରୁକେ ଦର୍‌କାର୍‌ ଆଚେ ।”
Onlar da, “Rab'bin ona ihtiyacı var” karşılığını verdiler.
35 ୩୫ ସିସ୍‌ମନ୍‌ ଗଦ ପିଲାକେ ଜିସୁର୍‌ ଲଗେ ଆନି ନିଜର୍‌ ନିଜର୍‌ ଲୁଗା ଗଦର୍‌ ଉପ୍‌ରେ ଡାବି ଜିସୁକେ ତାର୍‌ ଉପ୍‌ରେ ବସାଇଲାଇ ।
Sıpayı İsa'ya getirdiler, üzerine kendi giysilerini atarak İsa'yı üstüne bindirdiler.
36 ୩୬ ଆରି ଜିସୁ ଗାଲା ବାଟେ ଲକ୍‌ମନ୍‌ ନିଜର୍‌ ନିଜର୍‌ ପଚିଆମନ୍‌ ଅଚାଇ ଦେଲାଇ ।
İsa ilerlerken halk, giysilerini yola seriyordu.
37 ୩୭ ଜିସୁ ଜେଡେବଲ୍‌ ଜିତ୍‌ଗଚ୍‌ମନ୍‌ ରଇଲା ଗଡ୍‌ଗଡା ଜାଗା ଲଗେ କେଟ୍‌ଲା, ସେବେଲା ତେଇ ରଇଲା ତାର୍‌ ଜେତ୍‌କି ସିସ୍‌ ମାନ୍ଦା ସେ କରିରଇଲା କାବାଅଇଜିବା କାମ୍‌ ଏତାଇ, ସାର୍‌ଦାଅଇ ଆଉଲିଅଇକରି ପର୍‌ମେସର୍‌କେ ଜୁଆର୍‌ କରି କଇଲାଇ,
İsa Zeytin Dağı'ndan aşağı inen yola yaklaştığı sırada, öğrencilerinden oluşan kalabalığın tümü, görmüş oldukları bütün mucizelerden ötürü, sevinç içinde yüksek sesle Tanrı'yı övmeye başladılar.
38 ୩୮ “ପର୍‌ମେସରର୍‌ ନାଉଁ ନେଇକରି ଜନ୍‌ ରାଜା ଆଇଲାନି ତାକେ ସେ ଆସିର୍‌ବାଦ୍‌ କର । ସର୍‌ଗେ ସାନ୍ତି ଅ, ଆରି ସବୁର୍‌ଟାନେ ଅନି ବଡ୍‌ ପର୍‌ମେସରର୍‌ ମଇମା ଅ ।”
“Rab'bin adıyla gelen Kral'a övgüler olsun! Gökte esenlik, en yücelerde yücelik olsun!” diyorlardı.
39 ୩୯ ସେ ସିସ୍‌ ମାନ୍ଦାର୍‌ ବିତ୍‌ରେ କେତେଟା ପାରୁସିମନ୍‌ ଜିସୁକେ କଇଲାଇ, “ଏ ଗୁରୁ ତର୍‌ସଙ୍ଗ୍‌ ଆଇବା ସିସ୍‌ମନ୍‌କେ ଚିମ୍‌ରାଅଇ ରଇବାକେ କଅ ।”
Kalabalığın içinden bazı Ferisiler O'na, “Öğretmen, öğrencilerini sustur!” dediler.
40 ୪୦ ମାତର୍‌ ଜିସୁ ସେମନ୍‌କେ କଇଲା, “ମୁଇ ତମ୍‌କେ କଇଲିନି, ଏ ଲକ୍‌ମନ୍‌ ଚିମ୍‌ରାଅଇ ରଇଲେ ପାକ୍‌ନାମନ୍‌ ତାକର୍‌ ନିଜେ ନିଜେ ଆଉଲି ଅଇବାଇ ।”
İsa, “Size şunu söyleyeyim, bunlar susacak olsa, taşlar bağıracaktır!” diye karşılık verdi.
41 ୪୧ ଜିସୁ ଜିରୁସାଲାମ୍‌ ଲଗେ କେଟ୍‌ଲା ବେଲେ ସେ ଗଡ୍‌ ଦେକି କାନ୍ଦିକରି କଇଲା,
İsa Yeruşalim'e yaklaşıp kenti görünce ağladı.
42 ୪୨ “ସାନ୍ତି ପାଇବାକେ କାଇଟା ଦର୍‌କାର୍‌, ସେଟା ଜଦି ତମେ ଆଜି ଜାନିରଇତାସ୍‌ ଆଲେ, କେତେ ନିକ ଅଇତା! ମାତର୍‌ ସେସବୁ ଏବେ ତମେ ଦେକି ନାପାର୍‌ଲାସ୍‌ନି ।
“Keşke bugün sen de esenliğe giden yolu bilseydin” dedi. “Ama şimdilik bu senin gözlerinden gizlendi.
43 ୪୩ ସେଟାର୍‌ପାଇ ବଲି ଏନ୍ତି ବେସି ବାଦା ଅଇଜିବା ଦିନ୍‌ ଆଇସି । ତମର୍‌ ସତ୍‌ରୁମନ୍‌ ତମର୍‌ ଚାରିବେଟ୍‌ତି ପାଚୁରି ବାନ୍ଦି ଅଟ୍‌କାଇବାଇ ଆରି ଚାରିବେଡ୍‌ତି ଅନି ତମର୍‌ ଉପ୍‌ରେ ମାଣ୍ଡି ଆଇବାଇ ।
Senin için öyle günler gelecek ki, düşmanların seni setlerle çevirecek, kuşatıp her yandan sıkıştıracaklar.
44 ୪୪ ସେମନ୍‌ ତମ୍‌କେ ଆରି ତମର୍‌ ପାଚୁରି ତେଇ ରଇବା ଲକ୍‌ମନ୍‌କେ ପୁରାପୁରୁନ୍‌ ନସାଇ କୁଟ୍‌କୁଟା କରିଦେବାଇ । ଗଟେକ୍‌ ପାକ୍‌ନା ମିସା ନିଜର୍‌ ଜାଗାଇ ନ ଚାଡତ୍‌ । କାଇକେବଇଲେ ପର୍‌ମେସର୍‌ ତମ୍‌କେ ରକିଆ କର୍‌ବାକେ ଆସିରଇଲା, ସେବେଲା ତମେ ଜାନି ନାପାର୍‌ଲାସ୍‌ ।”
Seni de, bağrındaki çocukları da yere çalacaklar. Sende taş üstünde taş bırakmayacaklar. Çünkü Tanrı'nın senin yardımına geldiği zamanı farketmedin.”
45 ୪୫ ଆରି ଜିସୁ ଜିରୁସାଲାମ୍‌ ମନ୍ଦିର୍‌ ବିତ୍‌ରେ ପୁରିକରି ତେଇ ଗେନାବିକା କର୍‌ବା ଲକ୍‌ମନ୍‌କେ ବାର୍‌କରାଇଦେବାର୍‌ ଦାର୍‌ଲା ।
Sonra İsa tapınağın avlusuna girerek satıcıları dışarı kovmaya başladı.
46 ୪୬ ସେମନ୍‌କେ କଇଲା, “ଦରମ୍‌ ସାସ୍‌ତରେ ଏନ୍ତାରି ଲେକାଅଇଲା ଆଚେ, ମର୍‌ ଗର୍‌ ପାର୍‌ତନା ଗର୍‌ ଅଇସି । ମାତର୍‌ ତମେ ସେଟା ଚର୍‌ମନର୍‌ ଲୁଚ୍‌ବା ଜାଗା କରିଆଚାସ୍‌ ।”
Onlara, “‘Evim dua evi olacak’ diye yazılmıştır. Ama siz onu haydut inine çevirdiniz” dedi.
47 ୪୭ ତାର୍‌ ପଚେ ଜିସୁ ସବୁଦିନେ ଜିରୁସାଲାମ୍‌ ମନ୍ଦିରେ ସିକିଆ ଦେଇତେ ରଇଲା । ମାତର୍‌ ମୁକିଅ ପୁଜାରିମନ୍‌, ସାସ୍‌ତର୍‌ ସିକାଉମନ୍‌ ଆରି ନେତାମନ୍‌ ମିସି ଜିସୁକେ ମରାଇବାକେ ଚେସ୍‌ଟା କର୍‌ତେ ରଇଲାଇ ।
İsa her gün tapınakta öğretiyordu. Başkâhinler, din bilginleri ve halkın ileri gelenleri ise O'nu yok etmek istiyor, ama bunu nasıl yapacaklarını bilemiyorlardı. Çünkü bütün halk O'nu can kulağıyla dinliyordu.
48 ୪୮ କାଇକେ ବଇଲେ ଗୁଲାଇ ଲକ୍‌, ଜିସୁ ସିକାଇଦେବା କାତା ଆରି ସେ କଇତେରଇବା ପଦ୍‌ମନ୍‌ ମନ୍‌ଦିଆନ୍‌ ଦେଇ ସୁନ୍‌ତେ ରଇଲାଇ । ତେବର୍‌ ପାଇ ସେମନ୍‌ କେନ୍ତାର୍‌ କର୍‌ବାର୍‌ ବଲି ବାଟ୍‌ ମିଲାଇ ନାପାର୍‌ତେ ରଇଲାଇ ।

< ଲୁକ୍‌ 19 >