< ଲୁକ୍‌ 18 >

1 ଜିସୁ ଦିନେକ୍‌ ତାର୍‌ ସିସ୍‌ମନ୍‌କେ ପର୍‌ମେସର୍‌କେ ମାଙ୍ଗ୍‌ବାବେଲେ ନ ତାକି ପାର୍‌ତନା କରିକରି ରଇବାକେ, ଗଟେକ୍‌ କାତାନି ବୁଜାଇ କଇଲା,
Er sagte ihnen aber auch ein Gleichnis dafür, daß sie allezeit beten und nicht ermatten sollten,
2 ଗଟେକ୍‌ ଗଡେ ଗଟେକ୍‌ ବିଚାର୍‌ କାରିଆ ଲକ୍‌ ରଇଲା । ସେ ପର୍‌ମେସର୍‌କେ ନ ଡର୍‌ତେ ରଇଲା, କି ଲକ୍‌ମନ୍‌କେ ନ ନାମ୍‌ତେ ରଇଲା ।
und sprach: Es war ein gewisser Richter in einer Stadt, der Gott nicht fürchtete und vor keinem Menschen sich scheute.
3 ସେ ଗଡେ ଗଟେକ୍‌ ରାଣ୍ଡି ମାଇଜି ମିସା ରଇଲା । ସେ ସବୁ ବେଲେ ବିଚାର୍‌ କାରିଆର୍‌ ଲଗେ ଜାଇ ଏନ୍ତି କଇତେ ରଇଲା, ଗଟେକ୍‌ ଲକ୍‌ ମର୍‌ ବିରଦି ଅଇଲା ଆଚେ । ଏ ବିସଇନେଇକରି ତମେ ମର୍‌ ବିରଦିକେ ବିଚାର କରା । ଜେନ୍ତିକି, ସେ ମକେ ନିଆଇ ଇସାବେ ଚଲାଚଲ୍‌ତି କର୍‌ସି ।
Es war aber eine Witwe in jener Stadt; und sie kam zu ihm und sprach: Schaffe mir Recht von meinem Widersacher.
4 ଏନ୍ତି ବେସି ଦିନ୍‌ ସେ ବିଚାର୍‌କାରିଆ ନିଆଇ କର୍‌ବାକେ ମନ୍‌ ନ କଲେ ମିସା, ସେ ଦିନ୍‌କେ ଆସି ବେମ୍‍ଜା କର୍‌ତେରଇଲା । ମାତର୍‌ ସେ ବିଚାର୍‌କାରିଆ ଲକ୍‌ ମନେ ମନେ ବାବ୍‌ଲା, “ମୁଇ ପର୍‌ମେସର୍‌କେ ଡରି ନାଇକି ଲକ୍‌ମନ୍‌କେ ନାମି ନାଇ ।
Und eine Zeitlang wollte er nicht; danach aber sprach er bei sich selbst: Wenn ich auch Gott nicht fürchte und vor keinem Menschen mich scheue,
5 ମାତର୍‌ ଏ ରାଣ୍ଡିମାଇଜି ସବୁ ବେଲା ଆସି ବେମ୍‍ଜା କଲାନି । ସେଟାର୍‌ପାଇ ତାକେ ନିଆଇ ମିଲ୍‌ଲା ପାରା ବିଚାର୍‌ କର୍‌ବି । କାଇକେ ବଇଲେ ଏନ୍ତି ବିଚାର୍‌ ନ କଲେ ସେ ସବୁଦିନ୍‌ ଆସି ମକେ ବେମ୍‍ଜା କର୍‌ତେ ରଇସି ।”
so will ich doch, weil diese Witwe mir Mühe macht, [O. mich belästigt] ihr Recht verschaffen, auf daß sie nicht unaufhörlich komme und mich quäle. [O. endlich komme und mir ins Gesicht fahre]
6 ତେଇ ମାପ୍‌ରୁ କଇଲା, “ଏ ଅନିଆଇ ବିଚାର୍‌କାରିଆ କାଇଟା କର୍‌ବାକେ ବାଚ୍‌ଲା, ସେଟା ତମେ ସିକା ।
Der Herr aber sprach: Höret, was der ungerechte Richter sagt.
7 ସେନ୍ତି ଲାଚୁଆଁ ବିଚାର୍‌କାରିଆ ସେ ରାଣ୍ଡିମାଇଜିର୍‌ ବିଚାର୍‌ କଲା । ସେନ୍ତାର୍‍ ଆଲେ, ତାର୍‌ତେଇଅନି କେତେ ନିମାନ୍‌ ଇସାବେ ପର୍‌ମେସର୍‌ ସେ ବାଚ୍‌ଲା ଲକ୍‌ମନର୍‌ ଦିନ୍‌ରାତିର୍‌ ପାର୍‌ତନା ସୁନି ନିମାନ୍‌ ନିଆଇ ବିଚାର୍‌ କର୍‍ସି । ସେମନ୍‌କେ ସାଇଜ କର୍‌ବାକେ ସେ ଅଲ୍‌ସମ୍‌ ନ କରେ ।
Gott aber, sollte er das Recht seiner Auserwählten nicht ausführen, die Tag und Nacht zu ihm schreien, und ist er in Bezug auf sie langmütig?
8 ମୁଇ ତମ୍‌କେ କଇଲିନି, ସେ ଦାପ୍‌ରେସେ ତାର୍‌ ଲକ୍‌ମନର୍‌ପାଇ ନିମାନ୍‌ ନିଆଇବିଚାର୍‌ କର୍‌ସି । ମାତର୍‌ ପର୍‌ମେସର୍‌ ଟାନେଅନି ଆଇଲା ନର୍‌ପିଲା ମୁଇ ଆରିତରେକ୍‌ ଆଇବାବେଲେ ଏ ଦୁନିଆଇ, ମକେ ବିସ୍‌ବାସ୍‌ କର୍‌ବା ଲକ୍‌ମନ୍‌କେ ଦେକ୍‌ବି କି ନାଇ?”
Ich sage euch, daß er ihr Recht schnell ausführen wird. Doch wird wohl der Sohn des Menschen, wenn er kommt, den Glauben finden auf der Erde?
9 ତେଇ ରଇଲା କେତେକ୍‌ ଲକ୍‌ମନ୍‌ ନିଜ୍‌କେ ମୁଇ ନିକ ଆଚି ବଲି ବାବିଅଇ ବିନ୍‌ଲକ୍‌କେ ଗିନ୍‌ କର୍‌ତେ ରଇଲାଇ । ସେନ୍ତି ଲକ୍‌ମନର୍‌ ବିସଇ ବୁଜାଇବାକେ ଜିସୁ ସେମନ୍‌କେ ଏ କାତାନି କଇଲା ।
Er sprach aber auch zu etlichen, die auf sich selbst vertrauten, daß sie gerecht seien, und die übrigen für nichts achteten, dieses Gleichnis:
10 ୧୦ ଦିନେକ୍‌ ଦୁଇଲକ୍‌ ପାର୍‌ତନା କର୍‌ବାକେ ଗଟେକ୍‌ ମନ୍ଦିରେ ଗାଲାଇ । ଗଟେକ୍‌ ଲକ୍‌ ପାରୁସି ଦଲର୍‌ ଲକ୍‌ ଆରି ଗଟେକ୍‌ ସିସ୍‌ତୁମାଙ୍ଗୁ ।
Zwei Menschen gingen hinauf in den Tempel, [die Gebäude] um zu beten, der eine ein Pharisäer und der andere ein Zöllner.
11 ୧୧ ପାରୁସି ଲକ୍‌ ନିଜେ ଅଲପ୍‌ ଦୁରିକେ ଟିଆଅଇ ଏନ୍ତି ପାର୍‌ତନା କର୍‌ବାର୍‌ ବସ୍‌ଲା, “ଏ ପର୍‌ମେସର୍‌ ମୁଇ ତମ୍‌କେ ଦନିଅବାଦ୍‌ ଦେଲିନି । ମୁଇ ବିନ୍‌ଲକର୍‌ପାରା ଲବ୍‌ରା ନାଇ କି ମିଚ୍‌ମାୟା ନାଇ କି ବେସିଆ କାମ୍‌ କରି ନାଇ । ଆରି ତକେ ଜୁଆର୍‌ କଲିନି ମୁଇ ଏ ସିସ୍‌ତୁମାଙ୍ଗୁ ପାରା ନଇ ।”
Der Pharisäer stand und betete bei sich selbst also: O Gott, ich danke dir, daß ich nicht bin wie die übrigen der Menschen, Räuber, Ungerechte, Ehebrecher, oder auch wie dieser Zöllner.
12 ୧୨ ଆରି ସେ କଇଲା, “ମୁଇ ଜିଉଦିମନର୍‌ ନିୟମ୍‌ ଇସାବେ ଆଟ୍‌କେ ଦୁଇ ଦିନ୍‌ ଉପାସ୍‌ ରଇ ପାର୍‌ତନା କଲିନି । କାମାଇଲାଟାନର୍‌ ଦସ୍‌ବାଗର ବାଗେକ୍‌ ତମ୍‌କେ ଦେଲିନି ।” ବଲି ପାର୍‌ତନା କଲା ।
Ich faste zweimal in der Woche, ich verzehnte alles, was ich erwerbe. [O. besitze]
13 ୧୩ ମାତର୍‌ ସେ ସିସ୍‌ତୁମାଙ୍ଗୁ ଦୁରିକେ ଟିଆଅଇ ପାର୍‌ତନା କର୍‌ବା ବେଲେ ସରଗ୍‌ବାଟେ ଦେକ୍‌ବାକେ ମିସା ମନ୍‌ ନକରି ନିଜର୍‌ ବୁକେ ମାରିଅଇ ଏନ୍ତି ପାର୍‌ତନା କଲା । “ଏ ପର୍‌ମେସର୍‌ ମୁଇ ଗଟେକ୍‌ ପାପି ଲକ୍‌ ମକେ ଦୟା କରା!”
Und der Zöllner, von ferne stehend, wollte sogar die Augen nicht aufheben gen Himmel, sondern schlug an seine Brust und sprach: O Gott, sei mir, dem Sünder, gnädig!
14 ୧୪ ଜିସୁ ତାର୍‌ ସିସ୍‌ମନ୍‌କେ କଇଲା, “ସେ ଦୁଇଲକ୍‌ ପାର୍‌ତନା ସାରାଇ ବାଅଡ୍‌ଲାକେ, ସିସ୍‌ତୁମାଙ୍ଗୁସେ ପର୍‌ମେସର୍‌ ଦେକ୍‌ବା ଇସାବେ ଦରମ୍‌ ରଇଲା । ପାରୁସି ନାଇ । ଜେ ବଡ୍‌ପନ୍‌ ଦେକାଇ ଅଇସି ଆରି ବଡ୍‌ ବଲି ବାବ୍‌ସି, ତାକେ ପର୍‌ମେସର୍‌ ସାନ୍‌ ଲକ୍‌ କର୍‌ସି । ମାତର୍‌ ଜେ ନିଜ୍‌କେ ସାନ୍‌ ଲକ୍‌ପାରା ବାବ୍‌ସି ତାକେ ପର୍‌ମେସର୍‌ ବଡ୍‌ ଲକ୍‌ କର୍‌ସି, ଏ କାତା ଏତାଇ ରୁଆ ।”
Ich sage euch: Dieser ging gerechtfertigt hinab in sein Haus vor [O. gegenüber, d. i. im Gegensatz zu] jenem; denn jeder, der sich selbst erhöht, wird erniedrigt werden; wer aber sich selbst erniedrigt, wird erhöht werden.
15 ୧୫ ଆରି ଗଟେକ୍‌ ଦିନେ ଲକ୍‌ମନ୍‌ ତାକର୍‌ ସାନ୍‍ସାନ୍‌ ପିଲାମନ୍‌କେ “ଜିସୁ ଚି କରି ଆସିର୍‌ବାଦ୍‌ କର ।” ବଲି ଆନ୍‌ତେ ରଇଲାଇ । ସିସ୍‌ମନ୍‌ ସେଟା ଦେକି ଲକ୍‌ମନ୍‌କେ ଲାଗ୍‌ଲାଇ ।
Sie brachten aber auch die Kindlein [Eig. Säuglinge] zu ihm, auf daß er sie anrühre. Als aber die Jünger es sahen, verwiesen sie es ihnen.
16 ୧୬ ମାତର୍‌ ଜିସୁ ପିଲାମନ୍‌କେ ଲଗେ ଡାକି, ସିସ୍‌ମନ୍‌କେ କଇଲା, “ପିଲାମନ୍‌କେ ମର୍‌ ଲଗେ ଆନ୍‌ବାକେ ମନାକରା ନାଇ । କାଇକେ ବଇଲେ ସରଗ୍‌ ରାଇଜ୍‌ ଏନ୍ତି ସାନ୍‌ ସାନ୍‌ ପିଲାମନର୍‌ ପାରା ବିସ୍‌ବାସ୍‌ କର୍‌ବା ଲକ୍‌ମନର୍‌ପାଇସେ ।
Jesus aber rief sie herzu und sprach: Lasset die Kindlein zu mir kommen und wehret ihnen nicht, denn solcher ist das Reich Gottes.
17 ୧୭ ଏତାଇ ରୁଆ! ମୁଇ ତମ୍‌କେ ସତ୍‌କାତା କଇଲିନି । କେ ମିସା ଏ ସାନ୍‌ଲକ୍‌ ବିସ୍‌ବାସ୍‌ କଲାପାରା ମକେ ବିସ୍‌ବାସ୍‌ ନ କଲେ, ସେ ପର୍‌ମେସରର୍‌ ରାଇଜେ ଜାଇ ନାପାରେ ।”
Wahrlich, ich sage euch: Wer irgend das Reich Gottes nicht aufnehmen wird wie ein Kindlein, wird nicht in dasselbe eingehen.
18 ୧୮ ଦିନେକ୍‌ ଗଟେକ୍‌ ଜିଉଦି ନେତା ଜିସୁକେ ପାଚାର୍‌ଲା, “ଏ ନିମାନ୍‌ ଗୁରୁ! ନ ସାର୍‌ବା ଜିବନ୍‌ ମିଲାଇବାକେ ମୁଇ କାଇଟା କର୍‌ବାର୍‌ ଆଚେ?” (aiōnios g166)
Und es fragte ihn ein gewisser Oberster und sprach: Guter Lehrer, was muß ich getan haben, um ewiges Leben zu ererben? (aiōnios g166)
19 ୧୯ ଜିସୁ ତାକେ କଇଲା, ମକେ କାଇକେ ନିମାନ୍‌ ବଲି କଇଲୁସ୍‌ନି? କାଇକେ ବଇଲେ ପର୍‌ମେସର୍‌ ଗଟେକ୍‌ ଲକ୍‌ସେ ନିମାନ୍‌ ।
Jesus aber sprach zu ihm: Was heißest du mich gut? Niemand ist gut, als nur einer, Gott.
20 ୨୦ ମାତର୍‌ ମୁଇ ତମ୍‌କେ କଇଲିନି “ବେସିଆ କାମ୍‌ କରା ନାଇ, କାକେ ମରାଆ ନାଇ, ବିନ୍‌ ଲକର୍‌ ଦିନ୍‌ସୁ ଚରାଆ ନାଇ, ମିଚ୍‌ ସାକି କୁଆ ନାଇ, ଆରି ତମର ମାଆବାବାର୍‌ କାତା ମାନା । ପର୍‌ମେସର୍‌ ମସାକେ ଏନ୍ତି ନିୟମ୍‌ ଦେଲାଆଚେ ଜାନି ଆଚୁସ୍‌ ।”
Die Gebote weißt du: "Du sollst nicht ehebrechen; du sollst nicht töten; du sollst nicht stehlen; du sollst nicht falsches Zeugnis geben; ehre deinen Vater und deine Mutter".
21 ୨୧ ସେ ଲକ୍‌ ଜିସୁକେ କଇଲା, “ଏ ସବୁ ନିୟମ୍‌ ତା ମୁଇ ପିଲାବେଲେ ଅନି ମାନ୍‌ଲିନି । ମୁଇ ଆରି କାଇଟା କର୍‌ବାର୍‌ ଆଚେ?”
Er aber sprach: Dies alles habe ich beobachtet von meiner Jugend an.
22 ୨୨ ଜିସୁ ଏଟା ସୁନି ତାକେ କଇଲା, ତର୍‌ଟାନେ ଆରି ଗଟେକ୍‌ ବିସଇ ଉନା ଆଚେ । ତର୍‌ ସବୁ ଦନ୍‌ ସଁପତି ବିକି ଗରିବ୍‌ ଲକ୍‌ମନ୍‌କେ ବାଟାକରିଦେସ୍‌ । ଏନ୍ତି କଲେ ତକେ ସର୍‌ଗେ ଦନ୍‌ ରଇସି । ଏଟା ସବୁ କଲା ପଚେ ତୁଇ ମର୍‌ ସଙ୍ଗ୍‌ ଆଉ ।
Als aber Jesus dies hörte, sprach er zu ihm: Noch eines fehlt dir: verkaufe alles, was du hast, und verteile es an die Armen, und du wirst einen Schatz in den Himmeln haben, und komm, folge mir nach.
23 ୨୩ ମାତର୍‌ ସେ ଲକ୍‌ ଏ କାତା ସୁନି ମନ୍‌ ଦୁକ୍‌ ଅଇ ଉଟିଗାଲା । କାଇକେ ବଇଲେ ସେ ବେସି ସାଉକାର୍‌ ରଇଲା ।
Als er aber dies hörte, wurde er sehr betrübt, denn er war sehr reich.
24 ୨୪ ସେ ଲକ୍‌ ମନ୍‌ଦୁକ୍‌ ଅଇଲାଟା ଦେକି ଜିସୁ ତାର୍‌ ସିସ୍‌ମନ୍‌କେ କଇଲା, “ସାଉକାର୍‌ ଲକ୍‌ମନ୍‌ ସରଗ୍‌ ରାଇଜେ ଜିବାଟା କେଡେ କସ୍‌ଟର୍‌ ବିସଇ!
Als aber Jesus sah, daß er sehr betrübt wurde, sprach er: Wie schwerlich werden die, welche Güter [O. Vermögen, Geld] haben, in das Reich Gottes eingehen!
25 ୨୫ ସେ ଲକ୍‌ମନ୍‌ ସରଗ୍‌ ରାଇଜେ ଜିବାଟାନେଅନି ଗଟେକ୍‌ ବଡ୍‌ ଜଁତ୍‌ ସୁଜିକାଣାବାଟେ ଚିଙ୍ଗ୍‌ଲି ଜିବାକେ ସଅଜ୍‌ ଅଇସି ।”
denn es ist leichter, daß ein Kamel durch ein Nadelöhr eingehe, als daß ein Reicher in das Reich Gottes eingehe.
26 ୨୬ ଏକାତା ସୁନ୍‌ତେ ରଇଲା ଲକ୍‌ମନ୍‌ କଇଲାଇ, “ଏନ୍ତି ବଇଲେ କେ ତେବେ ଉଦାର୍‌ ପାଇସି?”
Es sprachen aber die es hörten: Und wer kann dann errettet werden?
27 ୨୭ ଜିସୁ କଇଲା, “ପର୍‌ମେସରର୍‌ ଟାନେ ନାପାର୍‌ଲା ବିସଇ କାଇଟା ନାଇ ।”
Er aber sprach: Was bei Menschen unmöglich ist, ist möglich bei Gott.
28 ୨୮ ପିତର୍‌ ଜିସୁକେ କଇଲା, “ଦେକା ଆମର୍‌ ଗରର୍‌ ସବୁ ଚାଡିକରି ତମର୍‌ ସଙ୍ଗ୍‍ ଆଇଲୁଆଚୁ ।”
Petrus aber sprach: Siehe, wir haben alles [O. nach anderer Lesart: unser Eigentum] verlassen und sind dir nachgefolgt.
29 ୨୯ ଜିସୁ ସେମନ୍‌କେ କଇଲା, “ଉଁ ମୁଇ ତମ୍‌କେ ସତ୍‌କାତା କଇଲିନି । ଜନ୍‌ ଲକ୍‌ ପର୍‌ମେସରର୍‌ ରାଇଜ୍‌ ପାଇ ନିଜର୍‌ ଗର୍‌ଦୁଆର୍‌, ମାଇଜିପିଲା, ବାଇବଇନି, ମାଆବାବା ଆରି ପିଲାଟକିକେ ଚାଡି ଆଚେ ବଇଲେ,
Er aber sprach zu ihnen: Wahrlich, ich sage euch: Es ist niemand, der Haus oder Eltern oder Brüder oder Weib oder Kinder verlassen hat um des Reiches Gottes willen,
30 ୩୦ ତାକେ ଏ ଦୁନିଆର୍‌ ଜିବନେ, ସେ ଜେତ୍‍କି ଚାଡି ରଇଲା ତାର୍‍ ତେଇ ଅନି ଅଦିକ୍‌ ମିଲ୍‌ସି । ଆରି ପଚେ ତାକେ ନ ସାର୍‌ବା ଜିବନ୍‌ ମିଲ୍‌ସି ।” (aiōn g165, aiōnios g166)
der nicht Vielfältiges empfangen wird in dieser Zeit und in dem kommenden Zeitalter ewiges Leben. (aiōn g165, aiōnios g166)
31 ୩୧ ତାର୍‌ ପଚେ ଜିସୁ ତାର୍‌ ବାର୍‌ଟା ସିସ୍‌ମନ୍‌କେ ବିନେ ଡାକିନେଇ କଇଲା, “ସୁନା! ଆମେ ଜିରୁସାଲମେ ଗାଲୁନି, ଜନ୍‌ବେଲା ଆମେ କେଟ୍‌ବୁ ସେବେଲା ପର୍‌ମେସର୍‌ ଟାନେଅନି ଆଇଲା ନର୍‌ପିଲା, ମର୍‌ ବିସଇ ନେଇ ବବିସତ୍‌ବକ୍‌ତାମନ୍‌ ଲେକି ରଇଲା ସବୁ ବିସଇ ପୁରାପୁରୁନ୍‌ ଅଇସି ।
Er nahm aber die Zwölfe zu sich und sprach zu ihnen: Siehe, wir gehen hinauf nach Jerusalem, und es wird alles vollendet werden, was durch die Propheten auf den Sohn des Menschen geschrieben ist;
32 ୩୨ ସେଟା କାଇଟା ବଇଲେ, ଜିରୁସାଲମେ ମକେ ରମିୟ ଲକ୍‌ମନ୍‌କେ ସର୍‌ପିଦେବାଇ ଆରି ସେମନ୍‌ ମକେ କିଜାଇବାଇ ଆରି ଲାଜ୍‌ କରାଇ, ମର୍‌ ଉପ୍‌ରେ ତୁକ୍‌ବାଇ ।
denn er wird den Nationen überliefert werden und wird verspottet und geschmäht und angespieen werden;
33 ୩୩ ତାର୍‌ପଚେ କର୍‌ଡା ସଙ୍ଗ୍‌ ମାର୍‍ବାଇ, ପଚେ ମକେ ମରାଇବାଇ । ମାତର୍‌ ତିନ୍‌ଦିନ୍‌ ପଚେ ମୁଇ ଆରି ତରେକ୍‌ ଜିବନ୍‌ ଅଇ ଉଟ୍‌ବି ।”
und wenn sie ihn gegeißelt haben, werden sie ihn töten, und am dritten Tage wird er auferstehen.
34 ୩୪ ମାତର୍‌ ସିସ୍‌ମନ୍‌ ଏ ସବୁ କାତା ଅଲପ୍‌ ମିସା ବୁଜିନାପାର୍‌ଲାଇ, ସେ ବିସଇ ସେମନର୍‌ଟାନେଅନି ଲୁଚିରଇଲା ।
Und sie verstanden nichts von diesen Dingen, und dieses Wort war vor ihnen verborgen, [O. verhüllt, verschlossen] und sie begriffen das Gesagte nicht.
35 ୩୫ ଜିସୁ ଜିରିଅ ଗଡେ କେଟାକେଟି ଅଇଲାବେଲେ ଗଟେକ୍‌ କାଣା ବାଟ୍‍ପାଲି ବସି ବିକ୍‌ ମାଙ୍ଗ୍‌ତେ ରଇଲା ।
Es geschah aber, als er Jericho nahte, saß ein gewisser Blinder bettelnd am Wege.
36 ୩୬ ଜିସୁର୍‌ ସଙ୍ଗ୍‌ ଜିବା ଲକର୍‌ କାତା ସୁନି, “ଏଟା କାଇଟା ଅଇଲାନି?” ବଲି ତେଇ ରଇଲା ଲକ୍‌ମନ୍‌କେ ପାଚାର୍‌ଲା ।
Und als er eine Volksmenge vorbeiziehen hörte, erkundigte er sich, was das wäre.
37 ୩୭ ସେ ଲକ୍‌ମନ୍‌ କାଣାକେ କଇଲାଇ, “ନାଜରିତ୍‌ ଗାଉଁର୍‌ ଜିସୁ ଏ ବାଟେ ଗାଲାନି ।”
Sie verkündeten ihm aber, daß Jesus, der Nazaräer, vorübergehe.
38 ୩୮ ତେଇ ସେ ଆଉଲିଅଇ କଇଲା, “ଏ ଦାଉଦ୍‌ ରାଜାର୍‌ କୁଟୁମର୍‌ ପିଲା ଜିସୁ! ତମେ ମକେ ଦୟା କରା ।”
Und er rief und sprach: Jesu, Sohn Davids, erbarme dich meiner!
39 ୩୯ ଆଗେ ଜିବା ଲକ୍‌ମନ୍‌ କାଣାକେ ଦମ୍‌କାଇ କରି ଚୁପ୍‌ଅଇ ରଇବାକେ କଇଲାଇ । ମାତର୍‌ ସେ ଅଦିକ୍‌ ଅଦିକ୍‌ ଆଉଲି ଅଇ “ଏ ଦାଉଦ୍‌ ରାଜାର୍‌ କୁଟୁମର୍‌ ପିଲା ଜିସୁ! ମକେ ଦୟା କରା!” ବଲି କଇଲା ।
Und die Vorangehenden bedrohten ihn, daß er schweigen sollte; er aber schrie um so mehr: Sohn Davids, erbarme dich meiner!
40 ୪୦ ଜିସୁ ତାର୍‌ କାତା ସୁନି ଟିଆ ଅଇଲା ଆରି, “ତାକେ ମର୍‌ ଲଗେ ଆନା” ବଲି ଆଦେସ୍‌ ଦେଲା ।
Jesus aber stand still und hieß ihn zu sich führen. Als er aber sich näherte, fragte er ihn
41 ୪୧ କାଣା ବିକାରି ଜିସୁର୍‌ ଲଗେ ଆଇଲାଜେ, ଜିସୁ ତାକେ ପାଚାର୍‌ଲା, “ମୁଇ ତର୍‌ପାଇ କାଇଟା କର୍‌ବି ବଲି ମନ୍‌ କଲୁସ୍‌ନି?” ସେ ଜିସୁକେ “ଏ ମାପ୍‌ରୁ, ମକେ ଦେକ୍‌ବା ବପୁ ଦିଆ । ସେନ୍ତି ମକେ ନିମାନ୍‌ କରିଦେ ।” ବଲି କଇଲା ।
und sprach: Was willst du, daß ich dir tun soll? Er aber sprach: Herr, daß ich sehend werde!
42 ୪୨ ତେବେ ଜିସୁ ତାକେ କଇଲା, “ତୁଇ ଦେକ୍‌ବାକେ ପାଆ! ମୁଇ ତର୍‌ ଆଁକି ନିକ କର୍‌ବି କାଇକେ ବଇଲେ, ତୁଇ ମର୍‌ତେଇ ବିସ୍‌ବାସ୍‌ କରି ଆଚୁସ୍‌ ।”
Und Jesus sprach zu ihm: Sei sehend! dein Glaube hat dich geheilt. [O. gerettet]
43 ୪୩ ସେ ଦାପ୍‌ରେ, ସେ କାଣା ଦେକି ପାର୍‌ଲା । ଆରି ପର୍‌ମେସର୍‌କେ ଦନିଅବାଦ୍‌ କରିକରି ଜିସୁର୍‌ ସଙ୍ଗ୍‌ ଗାଲା । ଏ ଗଟ୍‍ନା ଦେକ୍‌ଲା ସବୁ ଲକ୍‌ମନ୍‌ ପର୍‌ମେସରର୍‌ ଡାକ୍‌ପୁଟା କଲାଇ ।
Und alsbald ward er sehend und folgte ihm nach, indem er Gott verherrlichte. Und das ganze Volk, das es sah, gab Gott Lob.

< ଲୁକ୍‌ 18 >