< ଲୁକ୍‌ 17 >

1 ଦିନେକ୍‌ ଜିସୁ ତାର୍‌ ସିସ୍‌ମନ୍‌କେ କଇଲା, “ଏ ଦୁନିଆଇ ସବୁ ବେଲା ଲକ୍‌ମନ୍‌କେ ପାପ୍‌ କରାଇବାକେ କାଇଆଲେ ପରିକା ଆଇସି । ମାତର୍‌ ଜନ୍‌ ଲକ୍‌ ଏନ୍ତି ବିନ୍‌ ଲକ୍‌କେ ପାପ୍‌ କରାଇସି, ସେମନ୍‌କେ କେତେକ୍‌ କସ୍‌ଟର୍‌ ଦସା ଅଇସି । କାଇକେବଇଲେ ପର୍‌ମେସର୍‌ ସେମନ୍‌କେ ବେସି ବଡ୍‌ ଡଣ୍ଡ୍‌ ଦେଇସି ।
İsa öğrencilerine şöyle dedi: “İnsanı günaha düşüren tuzakların olması kaçınılmazdır. Ama bu tuzaklara aracılık eden kişinin vay haline!
2 ସେନ୍ତାରି ଲକ୍‌, ଦରମ୍‌ ଲକ୍‌ମନ୍‌କେ ପାପ୍‌କରାଇବା ବାଦୁଲେ ଗାଲାଇ ଗଟେକ୍‌ ବଡ୍‌ଟା ଜତା ପାକ୍‌ନା ବାନ୍ଦିକରି ଡେଙ୍ଗ୍‌ ପାନିତେଇ ପିଙ୍ଗି ଦେବାପାରା ଡଣ୍ଡ୍‌ ତାର୍‌ପାଇ ନିକ ଅଇତା ।
Böyle bir kişi bu küçüklerden birini günaha düşüreceğine, boynuna bir değirmen taşı geçirilip denize atılsa, kendisi için daha iyi olur.
3 ତେବର୍‌ପାଇ ତମର୍‌ ଚଲାଚଲ୍‌ତିତେଇ ବେସି ଜାଗ୍‌ରତ୍‌ଅଇ ରୁଆ । ଜଦି ତମର୍‌ ବାଇ କି ବଇନି ପାପ୍‌ କଲେ, ସେଟା ନିକ କାମ୍‌ ନଏଁ ବଲି ଟିକ୍‌ କରା । ଆରି ସେ କରିରଇବା ବୁଲ୍‌ ଏତାଇ କରି ମନ୍‌ ବାଦ୍‌ଲାଇସି ବଇଲେ, ତାକେ କେମା ଦିଆସ୍‌ ।
Yaşantınıza dikkat edin! Kardeşiniz günah işlerse, onu azarlayın; tövbe ederse, bağışlayın.
4 ଜଦି ସେ ଗଟେକ୍‌ ଦିନେ ସାତ୍‌ପାଲି ଜାକ ତମର୍‌ ବିରଦେ ପାପ୍‌ କରି, ପଚେ ନିଜର୍‌ ବୁଲ୍‌ କଲାଟା ଏତାଇ ମନ୍‌ ବାଦ୍‌ଲାଇକରି ତମର୍‌ ତେଇ ଆସି ଜେତେପାଲି କେମା ମାଗ୍‌ଲେ, ସେତ୍‌କିପାଲି ତାକେ କେମା ଦିଆସ୍‌ ।”
Günde yedi kez size karşı günah işler ve yedi kez size gelip, ‘Tövbe ediyorum’ derse, onu bağışlayın.”
5 ଆରି ପେରିତ୍‌ମନ୍‌ ଜିସୁକେ କଇଲାଇ, “ଆମର୍‌ ବିସ୍‌ବାସ୍‌ ଅଦିକ୍‌ କରିଦିଆସ୍‌ ।”
Elçiler Rab'be, “İmanımızı artır!” dediler.
6 ଜିସୁ ସେମନ୍‌କେ କଇଲା, “ଗଟେକ୍‌ ସର୍‌ସୁ ମୁଞ୍ଜି ପାରା ତମର୍‌ ବିସ୍‌ବାସ୍‌ ରଇସି ବଇଲେ ତମେ ବଡ୍‌ ଗଚ୍‌କେ ଜିକିଅଇ ସମ୍‌ଦୁରେ ଜାଇ ରପିଅ ବଲି କଇଲେ ସେ ଗଚ୍‌ ତମର୍‌ କାତା ମାନ୍‌ସି ।”
Rab şöyle dedi: “Bir hardal tanesi kadar imanınız olsa, şu dut ağacına, ‘Kökünden sökül ve denizin içine dikil’ dersiniz, o da sözünüzü dinler.
7 “ଜଦି ତୁଇ ଗଟେକ୍‌ ସାଉକାର୍‌ ଅଇରଇସୁ ବଇଲେ ତର୍‌ ଗତିଦାଙ୍ଗ୍‌ଡା କସ୍‌ବାଟାନେଅନି ନଇଲେ ଗରୁଚାରାଇବାଟାନେଅନି ଆସି ତାର୍‌ ନିଜର୍‌ କାମ୍‌ ନ ସାରାଇବା ଆଗ୍‌ତୁ ତୁଇ ତାକେ ‘କାଇବାକେ ବସ୍‌ବେ’, ବଲି କଇସୁ କି? ନାଇ, ସେନ୍ତି ନ କଉସ୍‌ ।
“Hanginizin çift süren ya da çobanlık eden bir kölesi olur da, tarladan dönüşünde ona, ‘Çabuk gel, sofraya otur’ der?
8 ମାତର୍‌ ସେ ନିଜର୍‌ କାଦି କାଇବା ଆଗ୍‌ତୁ ତର୍‌ପାଇ ରାନ୍ଦି ନ ଦେବା ଜାକ, ତୁଇ ତାକେ କାଇବାକେ ନ ଦେଉସ୍‌ ।
Tersine ona, ‘Yemeğimi hazırla, kuşağını bağla, ben yiyip içerken bana hizmet et. Sonra sen yiyip içersin’ demez mi?
9 ଆରି ତୁଇ ସେ ଗତିଦାଙ୍ଗ୍‌ଡାକେ ‘ସବୁ କାମ୍‌ କରି ସାରାଇଲୁସ୍‌!’ ବଲି ଦନିଅବାଦ୍‌ ଦେଇସୁ କି? ନାଇ ନ ଦେଉସ୍‌ ।
Verdiği buyrukları yerine getirdi diye köleye teşekkür eder mi?
10 ୧୦ ସେନ୍ତାରି ତମ୍‌କେ କଇରଇଲା ସବୁ ବିସଇ କରିସାରାଇଲା ପଚେ ତମେ କଇବାର୍‌ ଆଚେ । ଆମେ ଅବ୍‌କା ଗତିଦାଙ୍ଗ୍‌ଡାମନ୍‌, ଆମର୍‌ ଜେତ୍‌କି କର୍‌ବାର୍‌ ରଇଲା, ସେତ୍‌କିସେ ଆମେ କରିଆଚୁ।”
Siz de böylece, size verilen buyrukların hepsini yerine getirdikten sonra, ‘Biz değersiz kullarız; sadece yapmamız gerekeni yaptık’ deyin.”
11 ୧୧ ଜିସୁ ତାର୍‌ ସିସ୍‌ମନର୍‌ ସଙ୍ଗ୍‌ ଜିରୁସାଲମେ ଜିବା ବେଲେ ସେ ଗାଲିଲି ଆରି ସମିରଣ ଜିଲାର୍‌ ମଜାଇ କେଟ୍‌ଲା ।
Yeruşalim'e doğru yoluna devam eden İsa, Samiriye ile Celile arasındaki sınır bölgesinden geçiyordu.
12 ୧୨ ଆରି ସେ ଗାଉଁ ବିତ୍‌ରେ ପୁର୍‌ବା ବେଲେ ବଡ୍‌ରଗ୍‌ ଅଇରଇଲା ଦସ୍‌ଟା ଲକ୍‌ମନ୍‌ ତାକେ ଦୁରିକେଅନି ଦେକ୍‌ଲାଇ । ସେମନର୍‌ ନିୟମେ ବଡ୍‌ରଗ୍‌ ରଇଲା ଲକ୍‌ମନ୍‌, ବିନ୍‌ ଲକ୍‌ମନର୍‌ ଲଗେ ଆସି ନାପାରତ୍‌ । ସେଟାର୍‌ ପାଇ ସେମନ୍‌ ଜିସୁର୍‌ ଲଗେ ନ ଆସି ଦୁରିକେ ରଇକରି,
Köyün birine girerken O'nu cüzamlı on adam karşıladı. Bunlar uzakta durarak, “İsa, Efendimiz, halimize acı!” diye seslendiler.
13 ୧୩ ବେସି ଆଉଲିଅଇ କଇଲାଇ, “ଜିସୁ! ଏ ଗୁରୁ! ଆମ୍‌କେ ଦୟାକରା ।”
14 ୧୪ ଜିସୁ ସେମନ୍‌କେ ଦେକି କରି କଇଲା, “ତମେ ଜାଇକରି ପର୍‌ମେସରର୍‌ ପୁଜାରିମନ୍‌କେ ତମର୍‌ ଗାଗଡ୍‌ ଦେକାଆ । ତମେ ନିମାନ୍‌ ଅଇଲାସ୍‌ କି ନାଇ ବଲି ସେମନ୍‌ ଦେକତ୍‌ ।” ପଚେ ସେ ଦସ୍‌ ଲକ୍‌ ପର୍‌ମେସରର୍‌ ପୁଜାରିମନର୍‌ ଲଗେ ଜିବା ବେଲେ, ବାଟେ ନିମାନ୍‌ ଅଇଗାଲାଇ ।
İsa onları görünce, “Gidin, kâhinlere görünün” dedi. Adamlar yolda giderken cüzamdan temizlendiler.
15 ୧୫ ଏଦେ ଦେକା! ସେମନର୍‌ ବିତ୍‌ରେଅନି ଗଟେକ୍‌ ଲକ୍‌ ନିଜର୍‌ ଗାଗଡ୍‌ ନିମାନ୍‌ ଅଇଲାଟା ଦେକି, ଜିସୁର୍‌ ଲଗେ ବାଉଡି ଆଇଲା । ଆରି ସେ ବେସି ଆଉଲି ଅଇ ପର୍‌ମେସରର୍‌ ଡାକ୍‌ପୁଟା କଲା ।
Onlardan biri, iyileştiğini görünce yüksek sesle Tanrı'yı yücelterek geri döndü, yüzüstü İsa'nın ayaklarına kapanıp O'na teşekkür etti. Bu adam Samiriyeli'ydi.
16 ୧୬ ସେ ପାଲାଇ ଆସି ଜିସୁର୍‌ ପାଦେ ଅଦର୍‌ଲା “ତମେ ମକେ ନିମାନ୍‌ କରିଆଚାସ୍‌” ବଲି ଦନିଅବାଦ୍‌ କଲା । ସେ ଜିଉଦି ଲକ୍‌ ନଏଁ । ସେ ସମିରଣିୟ ବଲି ଗଟେକ୍‌ ଜାଗାର୍‌ ଲକ୍‌ ।
17 ୧୭ ଜିସୁ ତାକେ କଇଲା, “ମୁଇତା ଦସ୍‌ଲକ୍‌କେ ନିମାନ୍‌ କରି ରଇଲି । ତକେ ଗଟେକ୍‌ ଲକ୍‌କେ ଚାଡି ଆରି ନଅ ଲକ୍‌ କେନେ ଗାଲାଇ?
İsa, “İyileşenler on kişi değil miydi?” diye sordu. “Öbür dokuzu nerede?
18 ୧୮ ନିମାନ୍‌ ଅଇଲା ପଚେ ବାଉଡି ଆସି ପର୍‌ମେସର୍‌କେ ଦନିଅବାଦ୍‌ କର୍‌ବାକେ ଏ ଗଟେକ୍‌ ସମିରଣିୟ ଲକ୍‌ସେ ରଇଲା କି?”
Tanrı'yı yüceltmek için bu yabancıdan başka geri dönen olmadı mı?”
19 ୧୯ ତାର୍‌ ପଚେ ଜିସୁ ତାକେ କଇଲା, “ତୁଇ ଏବେ ଉଟ୍‌ ଆରି ଜାଆ, କାଇକେ ବଇଲେ ମୁଇ ତକେ ନିମାନ୍‌ କରିପାର୍‌ବି ବଲି ବିସ୍‌ବାସ୍‌ କରିରଇଲୁସ୍‍ ।”
Sonra adama, “Ayağa kalk, git” dedi. “İmanın seni kurtardı.”
20 ୨୦ କେତେଟା ପାରୁସି ଲକ୍‌ମନ୍‌ ଜିସୁକେ “କେବେଅନି ପର୍‌ମେସର୍‌ ଲକ୍‌ମନ୍‌କେ ସାସନ୍‌ କର୍‌ସି?” ବଲି ପାଚାର୍‌ଲାଇ । ଜିସୁ ସେମନ୍‌କେ କଇଲା, “ପର୍‌ମେସର୍‌ କେନ୍ତି ସାସନ୍‌ କର୍‌ସି, ସେ ରାଇଜ୍‌ ତମର ଆଁକିତେଇ ନ ଡିସେ ।
Ferisiler İsa'ya, “Tanrı'nın Egemenliği ne zaman gelecek?” diye sordular. İsa onlara şöyle yanıt verdi: “Tanrı'nın Egemenliği göze görünür bir şekilde gelmez.
21 ୨୧ ଆରି ପର୍‌ମେସର୍‌ ଇତି ସାସନ୍‌ କଲାନି ନଇଲେ ସିତି ସାସନ୍‌ କଲାନି ବଲି କଇବାର୍‌ ନାପାରାସ୍‌ । କାଇକେ ବଇଲେ, ଲକ୍‌ମନର୍‌ ମନ୍‌ ବିତ୍‌ରେ ପର୍‌ମେସର୍‌ ସାସନ୍‌ କର୍‌ସି ।”
İnsanlar da, ‘İşte burada’ ya da, ‘İşte şurada’ demeyecekler. Çünkü Tanrı'nın Egemenliği aranızdadır.”
22 ୨୨ ପଚେ ତାର୍‌ ସିସ୍‌ମନ୍‌କେ କଇଲା, ଏନ୍ତି ବେଲା ଆଇସି ତମେ ପର୍‌ମେସର୍‌ଟାନେଅନି ଆଇଲା ନର୍‌ପିଲା ମର୍‌ସଙ୍ଗ୍‌ ଗଟେକ୍‌ ଦିନ୍‌ ରଇବାକେ ବେସି ମନ୍‌ କର୍‌ସା । ମାତର୍‌ ସେବେଲା ମକେ ଦେକି ନାପାରାସ୍‌
İsa öğrencilerine şöyle dedi: “Öyle günler gelecek ki, İnsanoğlu'nun günlerinden birini görmeyi özleyeceksiniz, ama görmeyeceksiniz.
23 ୨୩ ଲକ୍‌ମନ୍‌ ତମ୍‌କେ କଇବାଇ, ପର୍‌ମେସରର୍‌ ଟାନେଅନି ଆଇଲା ନର୍‌ପିଲା ଇତି ଆଚେ ସିତି ଆଚେ ବଲି । ତମେ ସେଟା ଦେକ୍‌ବାକେ ନ ଜାଆ । ତମେ କନ୍ତି ଆଚାସ୍‌ ତେଇସେ ରୁଆ ।
İnsanlar size, ‘İşte orada’, ‘İşte burada’ diyecekler. Gitmeyin, onların arkasından koşmayın.
24 ୨୪ କାଇକେବଇଲେ ପର୍‌ମେସରର୍‌ ଟାନେଅନି ଆଇଲା ନର୍‌ପିଲା ମୁଇ, ବାଉଡ୍‌ବାଟା ତମେ ଦେକ୍‌ସା । ସେଟା କେନ୍ତାର୍‌ ବଇଲେ, ଆକାସେ ଜେନ୍ତି ଗଟେକ୍‌ ବାଟେଅନି ଆରି ଗଟେକ୍‌ ବାଟେ ବିଜ୍‌ଲି ମାରିକରି ଗୁଲାଇ ଆକାସ୍‌ ଉଜଲ୍‌ ଅଇସି, ସେନ୍ତାରିସେ ସବୁ ଲକ୍‌ମନ୍‌ ଦେକିଅଇସି ।
Şimşek çakıp göğü bir ucundan öbür ucuna dek nasıl aydınlatırsa, İnsanoğlu kendi gününde öyle olacaktır.
25 ୨୫ ମାତର୍‌ ସେଟା ଅଇବା ଆଗ୍‌ତୁ ପର୍‌ମେସରର୍‌ ଟାନେଅନି ଆଇଲା ନର୍‌ପିଲା ମୁଇ ବେସି ଦୁକ୍‌ କସ୍‌ଟ ପାଇବାର୍‌ ଆଚେ । ଆରି ମର୍‌ ସବୁ କାମ୍‌ ଦେକ୍‌ଲା ଲକ୍‌ମନ୍‌ ମକେ ନ ନାମତ୍‌ ।
Ama önce O'nun çok acı çekmesi ve bu kuşak tarafından reddedilmesi gerekir.
26 ୨୬ ନଅ ରଇଲା ବେଲା ଲକ୍‌ମନ୍‌ ଜେନ୍ତାରି ରଇଲାଇ ସେନ୍ତାରିସେ ପର୍‌ମେସରର୍‌ ଟାନେଅନି ଆଇଲା ନର୍‌ପିଲା ମୁଇ ବାଉଡି ଆଇବାବେଲେ ଲକ୍‌ମନ୍‌ ରଇବାଇ ।
“Nuh'un günlerinde nasıl olduysa, İnsanoğlu'nun günlerinde de öyle olacak.
27 ୨୭ ସେବେଲାଇ ନଅ ବଡେଟା ପାନିଜାଜେ ପୁର୍‌ବା ଦିନ୍‌ ଜାକ ଲକ୍‌ମନ୍‌ ଅବ୍‌କାସେ ରଇଲାଇ । ସେମନ୍‌ ବଜି କର୍‌ବାର୍‌, ଦାଙ୍ଗ୍‌ଡି ଆନ୍‌ବାର୍‌, ଆରି ଦାଙ୍ଗ୍‌ଡି ଦେବାର୍‌ କର୍‌ତେ ରଇଲାଇ । ପଚେ ବେସି ପାନିଅଇ ସବୁ ଡାବିଅଇଲା । ନଅ ଆରି ତାର୍‌ କୁଟୁମର୍‌ ଲକ୍‌କେ ଚାଡି ସବୁ ଲକ୍‌କେ ପାନି ବୁଡାଇ ପାକାଇଲାଇ ।
Nuh'un gemiye bindiği güne dek insanlar yiyip içiyor, evlenip evlendiriliyorlardı. Sonra tufan gelip hepsini yok etti.
28 ୨୮ ଲତ୍‌ ନାଉଁର୍‌ ଗଟେକ୍‌ ଲକର୍‌ ବେଲେ ମିସା ସେନ୍ତାର୍‌ ପାରା ଅଇରଇଲା । ଲକ୍‌ମନ୍‌ ସବୁ ଦିନର୍‌ ପାରାସେ କାଆ ପିଇ, ବିକାବିକ୍‌ରି, ଗଚ୍‌ରପା ଆରି ଗର୍‌ବାନ୍ଦାତେଇ ଲାଗିରଇଲାଇ ।
Lut'un günlerinde de durum aynıydı. İnsanlar yiyip içiyor, alıp satıyor, tohum ekiyor, ev yapıyorlardı.
29 ୨୯ ମାତର୍‌ ଲତ୍‌ ସଦମ୍‌ ନାଉଁର୍‌ ଗଡେଅନି ବାରଇକରି ଜିବା ଦିନେ ସେ ବାଦ୍‌ଲେଅନି ଜଇ ଆରି ଗନ୍ଦ୍‌ଗୁଲା ଆସି ଲତ୍‌ ଆରି ତାର୍‌ କୁଟୁମର୍‌ ଲକ୍‌କେ ଚାଡି ସେ ଗଡର୍‌ ସବୁ ଲକ୍‌କେ ମରାଇ ଦେଲା ।
Ama Lut'un Sodom'dan ayrıldığı gün gökten ateşle kükürt yağdı ve hepsini yok etti.
30 ୩୦ ପର୍‌ମେସରର୍‌ ଟାନେଅନି ଆଇଲା ନର୍‌ପିଲା ମୁଇ ବାଉଡି ଆଇବା ଦିନେ ମିସା ସେନ୍ତାରିସେ ଅଇସି ।
“İnsanoğlu'nun ortaya çıkacağı gün durum aynı olacaktır.
31 ୩୧ “ସେ ଦିନେ ନିଜର୍‌ ଗର୍‌ ଉପ୍‌ରେ ରଇଲେ ତୁଇ ଉତ୍‌ରି ତର୍‌ ଦିନ୍‌ସୁ ଆନ୍‌ବାକେ ଗର୍‌ ବିତ୍‌ରେ ନ ଜାଆ । ସେନ୍ତାରି ତାସ୍‌ ପଦାଇ ରଇଲେ, ଦିନ୍‌ସୁ ବେଟି ନେବାକେ ଗରେ ନ ଆଉ ।
O gün damda olan, evdeki eşyalarını almak için aşağı inmesin. Tarlada olan da geri dönmesin.
32 ୩୨ ଲତର୍‌ ମାଇଜିକେ କାଇଟା ଅଇରଇଲା ସେଟା ଏତାଇ ଦେକା । ତାର୍‌ ଦନ୍‌ ସଁପତି କେନ୍ତାର୍‌ ଅଇଲା ବଲି ପାସ୍‌ଲି ଦେକ୍‌ଲାଜେ ସେ ନୁନ୍‌ କୁମ୍‌ ପାସ୍‌ଲି ଗାଲା ।
Lut'un karısına olanları hatırlayın!
33 ୩୩ କେ କେ ଏ ଦୁନିଆଇ ଜିଇବା ଜିବନ୍‌ ମନ୍‍ କଲେ ତାକେ ନ ସାର୍‌ବା ଜିବନ୍‌ ନ ମିଲେ । ଆରି କେ କେ ଏ ଦୁନିଆଇ ଜିଇବା ଜିବନ୍‌ ଆରାଇସି, ତାକେ ନ ସାର୍‌ବା ଜିବନ୍‌ ମିଲ୍‌ସି ।
Canını esirgemek isteyen onu yitirecek. Canını yitiren ise onu yaşatacaktır.
34 ୩୪ ମୁଇ ବାଉଡି ଆଇବା ସେ ରାତି, ତମେ ଦୁଇ ଲକ୍‌ ଗଟେକ୍‌ ବାକ୍‌ରାଇ ସଇରଇସା । ଗଟେକ୍‌ ଲକ୍‌କେ ଡାକି ନେବି, ଆରି ଗଟେକ୍‌ ଲକ୍‌କେ ଚାଡି ଦେବି ।
Size şunu söyleyeyim, o gece aynı yatakta olan iki kişiden biri alınacak, öbürü bırakılacak.
35 ୩୫ ଦୁଇଟା ମାଇଜିମନ୍‌ ଗର୍‌ତେ ରଇବାଇ, ତେଇଅନି ଗଟେକ୍‌ ମାଇଜିକେ ନେବି ଆରି ଗଟେକ୍‌କେ ଚାଡି ଦେବି ।
Birlikte buğday öğüten iki kadından biri alınacak, öbürü bırakılacak.”
36 ୩୬ ଦୁଇ ଲକ୍‌ ପଦାଇ ରଇବାଇ, ଗଟେକ୍‌ ଲକ୍‌କେ ନେବି, ଆରି ଗଟେକ୍‌ ଲକ୍‌କେ ଚାଡିଦେବି ।”
37 ୩୭ ତାର୍‌ପଚେ ସିସ୍‌ମନ୍‌ ଜିସୁକେ ପାଚାର୍‌ଲାଇ, “ଏ ମାପ୍‌ରୁ ଏଟା କନ୍ତି ଗଟ୍‌ସି?” ଜିସୁ ସେମନ୍‌କେ କଇଲା, “ଜନ୍ତି ମଡା ରଇସି, ତେଇ ମଡ୍‌କାଉ ଗିଦ୍‌ମନ୍‌ ରୁଣ୍ଡିରଇବାଇ ।”
Onlar İsa'ya, “Bu olaylar nerede olacak, Rab?” diye sordular. O da onlara, “Leş neredeyse, akbabalar da oraya üşüşecek” dedi.

< ଲୁକ୍‌ 17 >