< ଲୁକ୍‌ 16 >

1 ଜିସୁ ତାର୍‌ ସିସ୍‌ମନ୍‌କେ ଗଟେକ୍‌ କାତାନି ବୁଜାଇ କଇଲା । “ଗଟେକ୍‌ ସାଉକାର୍‌ ଲକ୍‌ ରଇଲା । ତାର୍‌ ଦନ୍‌ ଇସାବ୍‌କିତାବ୍‌ କର୍‌ବାକେ ଗଟେକ୍‌ ମୁକିଅ ଗତିଦାଙ୍ଗ୍‌ଡା ରଇଲା । ଆରି ସେ ସବୁ ଦନ୍‌ ଏନେତେନେ କରିଦେଲାନି ବଲି ଗଟେକ୍‌ ଲକର୍‌ତେଇ ଅନି ସାଉକାର୍‌ ସୁନ୍‍ଲା ।”
ਅਪਰਞ੍ਚ ਯੀਸ਼ੁਃ ਸ਼ਿਸ਼਼੍ਯੇਭ੍ਯੋਨ੍ਯਾਮੇਕਾਂ ਕਥਾਂ ਕਥਯਾਮਾਸ ਕਸ੍ਯਚਿਦ੍ ਧਨਵਤੋ ਮਨੁਸ਼਼੍ਯਸ੍ਯ ਗ੍ਰੁʼਹਕਾਰ੍ੱਯਾਧੀਸ਼ੇ ਸਮ੍ਪੱਤੇਰਪਵ੍ਯਯੇ(ਅ)ਪਵਾਦਿਤੇ ਸਤਿ
2 ସେଟାର୍‌ ପାଇ ସାଉକାର୍‌ ମୁକିଅ ଗତିଦାଙ୍ଗ୍‌ଡାକେ ଡାକି କଇଲା, “ତୁଇ ଟିକ୍‌ ସଙ୍ଗ୍‍ ଇସାବ୍‍ପତର୍‌ କରୁସ୍‌ ନାଇ ବଲି ମୁଇ ବେସି କାତା ସୁନ୍‌ଲିନି । ମର୍‌ ସବୁ ଡାବୁର୍‌ ଇସାବ୍‌ ମକେ ଦେ । କାଇକେ ବଇଲେ ତୁଇ ଆରି ମର ମୁକିଅ ଗତିଦାଙ୍ଗ୍‌ଡାର୍‌ କାମେ ନ ରଉସ୍‌ ।”
ਤਸ੍ਯ ਪ੍ਰਭੁਸ੍ਤਮ੍ ਆਹੂਯ ਜਗਾਦ, ਤ੍ਵਯਿ ਯਾਮਿਮਾਂ ਕਥਾਂ ਸ਼੍ਰੁʼਣੋਮਿ ਸਾ ਕੀਦ੍ਰੁʼਸ਼ੀ? ਤ੍ਵੰ ਗ੍ਰੁʼਹਕਾਰ੍ੱਯਾਧੀਸ਼ਕਰ੍ੰਮਣੋ ਗਣਨਾਂ ਦਰ੍ਸ਼ਯ ਗ੍ਰੁʼਹਕਾਰ੍ੱਯਾਧੀਸ਼ਪਦੇ ਤ੍ਵੰ ਨ ਸ੍ਥਾਸ੍ਯਸਿ|
3 ସେବେଲା ସେ ମୁକିଅ ଗତିଦାଙ୍ଗ୍‌ଡା ମନେ ମନେ ଏତାଇଲା । ଏବେ ମୁଇ କାଇଟା କର୍‌ବି? ମର୍‌ ସାଉକାର୍‌ କାମେ ଅନି ବାର୍‌କରିଦେବି ବଲି କଇଲା ଆଚେ । ମାଟି ମାର୍‌ବାକେ ମକେ ବପୁ ନାଇ ଆରି ବିକ୍‌ ମାଗ୍‌ବି ବଇଲେ ମିସା ଲାଜ୍‌ ଲାଗ୍‌ଲାନି ।
ਤਦਾ ਸ ਗ੍ਰੁʼਹਕਾਰ੍ੱਯਾਧੀਸ਼ੋ ਮਨਸਾ ਚਿਨ੍ਤਯਾਮਾਸ, ਪ੍ਰਭੁ ਰ੍ਯਦਿ ਮਾਂ ਗ੍ਰੁʼਹਕਾਰ੍ੱਯਾਧੀਸ਼ਪਦਾਦ੍ ਭ੍ਰੰਸ਼ਯਤਿ ਤਰ੍ਹਿ ਕਿੰ ਕਰਿਸ਼਼੍ਯੇ(ਅ)ਹੰ? ਮ੍ਰੁʼਦੰ ਖਨਿਤੁੰ ਮਮ ਸ਼ਕ੍ਤਿ ਰ੍ਨਾਸ੍ਤਿ ਭਿਕ੍ਸ਼਼ਿਤੁਞ੍ਚ ਲੱਜਿਸ਼਼੍ਯੇ(ਅ)ਹੰ|
4 ମୁଇ କାଇଟା କର୍‌ବାର୍‌ ଆଚେ ବଲି ଜାନି ଆଚି । ମକେ ଏ କାମେଅନି ବାର୍‌ କରିଦେଲା ପଚେ କାଇଟା କଲେ ଲକ୍‌ମନର୍‌ ଗରେ ମକେ ଡାକି ନିକକରି ଦେକ୍‌ବାଇ ବଲି ବାବ୍‌ଲା ।
ਅਤਏਵ ਮਯਿ ਗ੍ਰੁʼਹਕਾਰ੍ੱਯਾਧੀਸ਼ਪਦਾਤ੍ ਚ੍ਯੁਤੇ ਸਤਿ ਯਥਾ ਲੋਕਾ ਮਹ੍ਯਮ੍ ਆਸ਼੍ਰਯੰ ਦਾਸ੍ਯਨ੍ਤਿ ਤਦਰ੍ਥੰ ਯਤ੍ਕਰ੍ੰਮ ਮਯਾ ਕਰਣੀਯੰ ਤਨ੍ ਨਿਰ੍ਣੀਯਤੇ|
5 ତେବେ ସେ ମୁକିଅ ଗତିଦାଙ୍ଗ୍‌ଡା ତାର୍‌ ସାଉକାର୍‌ତେଇଅନି ଉଦାର୍‌ ନେଲା ସବୁ ଲକ୍‌କେ ଡାକ୍‌ଲା । ପର୍‌ତୁମ୍‌ ଗଟେକ୍‌ ଲକ୍‌କେ ଡାକି ପାଚାର୍‌ଲା, “ତୁଇ ମର୍‌ ସାଉକାର୍‌କେ କେତେକ୍‌ ଦେବାର୍‌ ଆଚେ?”
ਪਸ਼੍ਚਾਤ੍ ਸ ਸ੍ਵਪ੍ਰਭੋਰੇਕੈਕਮ੍ ਅਧਮਰ੍ਣਮ੍ ਆਹੂਯ ਪ੍ਰਥਮੰ ਪਪ੍ਰੱਛ, ਤ੍ਵੱਤੋ ਮੇ ਪ੍ਰਭੁਣਾ ਕਤਿ ਪ੍ਰਾਪ੍ਯਮ੍?
6 ସେ ଲକ୍‌ ତାକେ “ସଏ ଡାବା ଚିକନ୍‌ ।” ବଲି କଇଲା । ମୁକିଅ ଗତିଦାଙ୍ଗ୍‌ଡା ତାକେ କଇଲା, “ତମେ ଉଦାର୍‌ ନେଲା ପତିଲଗେ ଉନା କରି ପଚାସ୍‌ ଡାବା ବଲି ଲେକିଦେସ୍‌ ।”
ਤਤਃ ਸ ਉਵਾਚ, ਏਕਸ਼ਤਾਢਕਤੈਲਾਨਿ; ਤਦਾ ਗ੍ਰੁʼਹਕਾਰ੍ੱਯਾਧੀਸ਼ਃ ਪ੍ਰੋਵਾਚ, ਤਵ ਪਤ੍ਰਮਾਨੀਯ ਸ਼ੀਘ੍ਰਮੁਪਵਿਸ਼੍ਯ ਤਤ੍ਰ ਪਞ੍ਚਾਸ਼ਤੰ ਲਿਖ|
7 ତାର୍‌ ପଚେ ସେ ଆରି ଗଟେକ୍‌ ଲକ୍‌କେ ପାଚାର୍‌ଲା, “ତମେ କେତେକ୍‌ ଦେବାର୍‌ ଆଚେ?” ଉଦାର୍‌ ନେଲା ଲକ୍‌ କଇଲା, “ଅଜାର୍‌ ବାସ୍‌ତା ଦାନ୍‌ ।” ମୁକିଅ ଗତିଦାଙ୍ଗ୍‌ଡା ତାକେ କଇଲା “ତୁଇ ଉଦାର୍‌ ନେଲା ପତିତେଇ ଉନାକରି ଆଟ୍‌ ସଅ ବାସ୍‌ତା ବଲି ଲେକିଦେସ୍‌ ।”
ਪਸ਼੍ਚਾਦਨ੍ਯਮੇਕੰ ਪਪ੍ਰੱਛ, ਤ੍ਵੱਤੋ ਮੇ ਪ੍ਰਭੁਣਾ ਕਤਿ ਪ੍ਰਾਪ੍ਯਮ੍? ਤਤਃ ਸੋਵਾਦੀਦ੍ ਏਕਸ਼ਤਾਢਕਗੋਧੂਮਾਃ; ਤਦਾ ਸ ਕਥਯਾਮਾਸ, ਤਵ ਪਤ੍ਰਮਾਨੀਯ ਅਸ਼ੀਤਿੰ ਲਿਖ|
8 ଏଟାର୍ ପାଇ ସେ ମିଚୁଆ ମୁକିଅ ଗତିଦାଙ୍ଗ୍‌ଡାକେ ତାର୍‌ ସାଉକାର୍‌ କଇଲା, “ତୁଇ ବେସି ଚାଲାକି ଅଇକରି ଏନ୍ତି କାମ୍‌ କରିଆଚୁସ୍‌ । କାଇକେ ବଇଲେ ଏ ଦୁନିଆର୍‌ ଲକ୍‌ମନ୍‌ ନିଜର୍‌ କାମ୍‌ କର୍‌ବାକେ ପର୍‌ମେସରର୍‌ ଲକ୍‌ମନର୍‌ ଟାନେଅନି ଅଦିକ୍‌ ଚାଲାକି ।” (aiōn g165)
ਤੇਨੈਵ ਪ੍ਰਭੁਸ੍ਤਮਯਥਾਰ੍ਥਕ੍ਰੁʼਤਮ੍ ਅਧੀਸ਼ੰ ਤਦ੍ਬੁੱਧਿਨੈਪੁਣ੍ਯਾਤ੍ ਪ੍ਰਸ਼ਸ਼ੰਸ; ਇੱਥੰ ਦੀਪ੍ਤਿਰੂਪਸਨ੍ਤਾਨੇਭ੍ਯ ਏਤਤ੍ਸੰਸਾਰਸ੍ਯ ਸਨ੍ਤਾਨਾ ਵਰ੍ੱਤਮਾਨਕਾਲੇ(ਅ)ਧਿਕਬੁੱਧਿਮਨ੍ਤੋ ਭਵਨ੍ਤਿ| (aiōn g165)
9 ଆରି ଜିସୁ କଇଲା, “ସେଟାର୍‌ ପାଇ ମୁଇ ତମ୍‌କେ କଇଲିନି, ଲକ୍‌ମନ୍‌କେ ଏ ଦୁନିଆର୍‌ ଦନ୍‌ ଦେଇ କରି ନିଜର୍‌ ନିଜର୍‌ ପାଇ ମଇତର୍‌ କରା । ସେନ୍ତାରି କଲେ ଜେଡେବଲ୍‌ ତମର୍‌ ଦୁନିଆର୍‌ ଦନ୍‌ ସାରିଜାଇସି, ପର୍‌ମେସର୍‌ ତମ୍‌କେ କାଲ୍‌କାଲ୍‌ ଜୁଗ୍‌ଜୁଗ୍‌ ରଇବା ଗରେ ଡାକି ନେଇସି । (aiōnios g166)
ਅਤੋ ਵਦਾਮਿ ਯੂਯਮਪ੍ਯਯਥਾਰ੍ਥੇਨ ਧਨੇਨ ਮਿਤ੍ਰਾਣਿ ਲਭਧ੍ਵੰ ਤਤੋ ਯੁਸ਼਼੍ਮਾਸੁ ਪਦਭ੍ਰਸ਼਼੍ਟੇਸ਼਼੍ਵਪਿ ਤਾਨਿ ਚਿਰਕਾਲਮ੍ ਆਸ਼੍ਰਯੰ ਦਾਸ੍ਯਨ੍ਤਿ| (aiōnios g166)
10 ୧୦ କେ ସାନ୍‌ ବିସଇ ସତ୍‌ସଙ୍ଗ୍‌ କର୍‌ସି, ସେ ବଡ୍‌ ବିସଇ ସତ୍‌ସଙ୍ଗ୍‌ କର୍‌ସି । ସେନ୍ତାର୍‌ସେ କେ ସାନ୍‌ ବିସଇ ନେଇକରି ସତ୍‌ କାମ୍‌ ନ କରେ ସେ ବଡ୍‌ ବିସଇତେଇ ମିସା ସତ୍‌ କାମ୍‌ ନ କରେ ।
ਯਃ ਕਸ਼੍ਚਿਤ੍ ਕ੍ਸ਼਼ੁਦ੍ਰੇ ਕਾਰ੍ੱਯੇ ਵਿਸ਼੍ਵਾਸ੍ਯੋ ਭਵਤਿ ਸ ਮਹਤਿ ਕਾਰ੍ੱਯੇਪਿ ਵਿਸ਼੍ਵਾਸ੍ਯੋ ਭਵਤਿ, ਕਿਨ੍ਤੁ ਯਃ ਕਸ਼੍ਚਿਤ੍ ਕ੍ਸ਼਼ੁਦ੍ਰੇ ਕਾਰ੍ੱਯੇ(ਅ)ਵਿਸ਼੍ਵਾਸ੍ਯੋ ਭਵਤਿ ਸ ਮਹਤਿ ਕਾਰ੍ੱਯੇਪ੍ਯਵਿਸ਼੍ਵਾਸ੍ਯੋ ਭਵਤਿ|
11 ୧୧ ପର୍‌ମେସର୍‌ ତମ୍‌କେ ଏ ଦୁନିଆଇ ଦେଲା ଡାବୁ ଆରି ଦନର୍‌ ବିସଇ ସତ‍ଇସେ ନ କରାସ୍‌ ବଇଲେ ସରଗର୍‌ ଦନ୍‌ ତମ୍‌କେ ମିଲ୍‌ବାକେ ନ ଦେଏ ।
ਅਤਏਵ ਅਯਥਾਰ੍ਥੇਨ ਧਨੇਨ ਯਦਿ ਯੂਯਮਵਿਸ਼੍ਵਾਸ੍ਯਾ ਜਾਤਾਸ੍ਤਰ੍ਹਿ ਸਤ੍ਯੰ ਧਨੰ ਯੁਸ਼਼੍ਮਾਕੰ ਕਰੇਸ਼਼ੁ ਕਃ ਸਮਰ੍ਪਯਿਸ਼਼੍ਯਤਿ?
12 ୧୨ ତମେ ବିନ୍‌ ଲକ୍‌ମନର୍‌ ଦନ୍‌ ସତ୍‌ବାବେ ନ ସଙ୍ଗଇଲେ ନିଜର୍‌ ଦନ୍‌ କେ ତମ୍‌କେ ଦେଇସି?
ਯਦਿ ਚ ਪਰਧਨੇਨ ਯੂਯਮ੍ ਅਵਿਸ਼੍ਵਾਸ੍ਯਾ ਭਵਥ ਤਰ੍ਹਿ ਯੁਸ਼਼੍ਮਾਕੰ ਸ੍ਵਕੀਯਧਨੰ ਯੁਸ਼਼੍ਮਭ੍ਯੰ ਕੋ ਦਾਸ੍ਯਤਿ?
13 ୧୩ ଗଟେକ୍‌ ଗତିଦାଙ୍ଗ୍‌ଡା ଦୁଇଟା ସାଉକାରର୍‌ ଦାଇତ୍‌ ସମାନ୍‌ ବାବେ କରିନାପାରେ । କାଇକେବଇଲେ ସେ ଗଟେକ୍‌ ସାଉକାର୍‌କେ ଆଲାଦ୍‌ କର୍‌ସି ଆରି ଗଟେକ୍‌ ସାଉକାର୍‌କେ ଗିନ୍‌ କର୍‌ସି । ଗଟେକ୍‌ ସାଉକାର୍‌କେ ନାମ୍‌ସି ଆରି ଗଟେକ୍‌କେ ନ ନାମେ । ସେନ୍ତାର୍‌ସେ ଗଟେକ୍‌ ଲକ୍‌ ଏକାତରେକ୍‌ ଏ ଦୁନିଆର୍‌ ଦନ୍‌ ଆରି ପର୍‌ମେସର୍‌କେ ସମାନ୍‌ବାବେ ସେବା କରିନାପାରେ ।”
ਕੋਪਿ ਦਾਸ ਉਭੌ ਪ੍ਰਭੂ ਸੇਵਿਤੁੰ ਨ ਸ਼ਕ੍ਨੋਤਿ, ਯਤ ਏਕਸ੍ਮਿਨ੍ ਪ੍ਰੀਯਮਾਣੋ(ਅ)ਨ੍ਯਸ੍ਮਿੰਨਪ੍ਰੀਯਤੇ ਯਦ੍ਵਾ ਏਕੰ ਜਨੰ ਸਮਾਦ੍ਰੁʼਤ੍ਯ ਤਦਨ੍ਯੰ ਤੁੱਛੀਕਰੋਤਿ ਤਦ੍ਵਦ੍ ਯੂਯਮਪਿ ਧਨੇਸ਼੍ਵਰੌ ਸੇਵਿਤੁੰ ਨ ਸ਼ਕ੍ਨੁਥ|
14 ୧୪ ପାରୁସି ଦଲର୍‌ ଲକ୍‌ମନ୍‌ ଏ ସବୁ କାତା ସୁନି ଜିସୁକେ ଟାପ୍‌ରା କଲାଇ, କାଇକେ ବଇଲେ ଡାବୁ ଆକା ସେମନର୍‌ ଜିବର୍‌ ଦନ୍‌ ବଲି ବାବ୍‌ତେ ରଇଲାଇ ।
ਤਦੈਤਾਃ ਸਰ੍ੱਵਾਃ ਕਥਾਃ ਸ਼੍ਰੁਤ੍ਵਾ ਲੋਭਿਫਿਰੂਸ਼ਿਨਸ੍ਤਮੁਪਜਹਸੁਃ|
15 ୧୫ ଜିସୁ ସେମନ୍‌କେ କଇଲା, “ତମେ ଲକର୍‌ ମୁଆଟେ ନିକ ବଲି ଦେକାଇ ଅଇଲାସ୍‌ନି । ମାତର୍‌ ତମର୍‌ ମନ୍‌ବିତ୍‌ରେ କାଇଟା ଆଚେ ସେଟା ପର୍‌ମେସର୍‌ ଜାନିଆଚେ । ଜନ୍‌ ଦିନ୍‍ସୁ ଲକ୍‌ମନ୍‌ ବେସି ମୁଲିଅ ବଲି ବାବ୍‌ଲାଇନି ସେଟା ପର୍‌ମେସର୍‌ ଦେକ୍‌ବା ଇସାବେ ବେସି ଗିନର୍‌ ବିସଇ ।”
ਤਤਃ ਸ ਉਵਾਚ, ਯੂਯੰ ਮਨੁਸ਼਼੍ਯਾਣਾਂ ਨਿਕਟੇ ਸ੍ਵਾਨ੍ ਨਿਰ੍ਦੋਸ਼਼ਾਨ੍ ਦਰ੍ਸ਼ਯਥ ਕਿਨ੍ਤੁ ਯੁਸ਼਼੍ਮਾਕਮ੍ ਅਨ੍ਤਃਕਰਣਾਨੀਸ਼੍ਵਰੋ ਜਾਨਾਤਿ, ਯਤ੍ ਮਨੁਸ਼਼੍ਯਾਣਾਮ੍ ਅਤਿ ਪ੍ਰਸ਼ੰਸ੍ਯੰ ਤਦ੍ ਈਸ਼੍ਵਰਸ੍ਯ ਘ੍ਰੁʼਣ੍ਯੰ|
16 ୧୬ “ଡୁବନ୍‌ ଦେଉ ଜଅନ୍‌ ଆସି ନିକ କାତା କଇବାଟା ଆରାମ୍‌ କର୍‌ବା ଜାକ, ମସାର୍‌ ନିୟମ୍‌ ଆରି ବବିସତ୍‌ବକ୍‌ତାମନର୍‌ କାତା ତମ୍‌କେ କାଡାଇ ନେଇତେ ରଇଲା । ଜଅନ୍‌ ଆଇଲା ପଚେ, ପର୍‌ମେସରର୍‌ ରାଇଜର୍‌ ସୁବ୍‌ କବର୍‌ ଜାନାଇଲାଇନି । ଆରି ନିଜର୍‌ ବପୁସଙ୍ଗ୍‌ ପର୍‌ମେସରର୍‌ ରାଇଜେ ଜିବାକେ ବେସି ଲକ୍‌ମନ୍‌ ଚେସ୍‌ଟା କଲାଇନି ।
ਯੋਹਨ ਆਗਮਨਪਰ੍ੱਯਨਤੰ ਯੁਸ਼਼੍ਮਾਕੰ ਸਮੀਪੇ ਵ੍ਯਵਸ੍ਥਾਭਵਿਸ਼਼੍ਯਦ੍ਵਾਦਿਨਾਂ ਲੇਖਨਾਨਿ ਚਾਸਨ੍ ਤਤਃ ਪ੍ਰਭ੍ਰੁʼਤਿ ਈਸ਼੍ਵਰਰਾਜ੍ਯਸ੍ਯ ਸੁਸੰਵਾਦਃ ਪ੍ਰਚਰਤਿ, ਏਕੈਕੋ ਲੋਕਸ੍ਤਨ੍ਮਧ੍ਯੰ ਯਤ੍ਨੇਨ ਪ੍ਰਵਿਸ਼ਤਿ ਚ|
17 ୧୭ ସରଗ୍‌ ଆରି ଦୁନିଆ ନସିଗାଲେ ମିସା ନିୟମେ ଲେକା ଅଇରଇଲାଟା ଗଟେକ୍‌ ମିସା ଅଇକର୍‌ ନ ନସେ ।”
ਵਰੰ ਨਭਸਃ ਪ੍ਰੁʼਥਿਵ੍ਯਾਸ਼੍ਚ ਲੋਪੋ ਭਵਿਸ਼਼੍ਯਤਿ ਤਥਾਪਿ ਵ੍ਯਵਸ੍ਥਾਯਾ ਏਕਬਿਨ੍ਦੋਰਪਿ ਲੋਪੋ ਨ ਭਵਿਸ਼਼੍ਯਤਿ|
18 ୧୮ “କେମିସା ନିଜର୍‌ ମାଇଜିକେ ଚାଡି ବିନ୍‌ଟା ଆନ୍‌ଲେ, ସେ ଦାଙ୍ଗ୍‌ଡିସଙ୍ଗ୍‌ ବେସିଆ କାମ୍‌ କଲା ଲକ୍‌ ଅଇଜାଇସି । ଆରି କେ, ସେ ଚାଡ୍‌ଲା ଦାଙ୍ଗ୍‌ଡିକେ ବିବା ଅଇସି ବଇଲେ ସେ ମିସା ଦାଙ୍ଗ୍‌ଡିସଙ୍ଗ୍‌ ବେସିଆ କାମ୍‌ କଲା ଆଚେ ।” ବଲି କଇଲା ।
ਯਃ ਕਸ਼੍ਚਿਤ੍ ਸ੍ਵੀਯਾਂ ਭਾਰ੍ੱਯਾਂ ਵਿਹਾਯ ਸ੍ਤ੍ਰਿਯਮਨ੍ਯਾਂ ਵਿਵਹਤਿ ਸ ਪਰਦਾਰਾਨ੍ ਗੱਛਤਿ, ਯਸ਼੍ਚ ਤਾ ਤ੍ਯਕ੍ਤਾਂ ਨਾਰੀਂ ਵਿਵਹਤਿ ਸੋਪਿ ਪਰਦਾਰਾਨ ਗੱਛਤਿ|
19 ୧୯ ଜିସୁ ସେମନ୍‌କେ ଗଟେକ୍‌ କାତାନି ବୁଜାଇକରି କଇଲା, “ଗଟେକ୍‌ ସାଉକାର୍‌ ଲକ୍‌ ରଇଲା । ସେ ଲଚେକ୍‌ ମଲ୍‌ ଦେଇ ଗେନ୍‌ଲା ନିକ ନିକ ଚକା ପଚିଆ ପିନ୍ଦ୍‌ତେ ରଇଲା । ସେ ସବୁଦିନ୍‌ ବଜି କରି ନିଜେ ସାର୍‌ଦା ଅଇତେରଇଲା ।
ਏਕੋ ਧਨੀ ਮਨੁਸ਼਼੍ਯਃ ਸ਼ੁਕ੍ਲਾਨਿ ਸੂਕ੍ਸ਼਼੍ਮਾਣਿ ਵਸ੍ਤ੍ਰਾਣਿ ਪਰ੍ੱਯਦਧਾਤ੍ ਪ੍ਰਤਿਦਿਨੰ ਪਰਿਤੋਸ਼਼ਰੂਪੇਣਾਭੁੰਕ੍ਤਾਪਿਵੱਚ|
20 ୨୦ ତେଇ ଲାଜାର୍‌ ନାଉଁର୍‌ ଅର୍‌କିତ୍‌ ଲକ୍‌ ଗଟେକ୍‌ ରଇଲା । ତାର୍‌ ଗୁଲାଇ ଗାଗଡ୍‌ ଗାଉ ଅଇରଇଲା । ତାକେ ଆନିକରି ସାଉକାରର୍‌ କାପାଟ୍‌ ଲଗେ ଡୁଲାଇତେ ରଇଲାଇ ।
ਸਰ੍ੱਵਾਙ੍ਗੇ ਕ੍ਸ਼਼ਤਯੁਕ੍ਤ ਇਲਿਯਾਸਰਨਾਮਾ ਕਸ਼੍ਚਿਦ੍ ਦਰਿਦ੍ਰਸ੍ਤਸ੍ਯ ਧਨਵਤੋ ਭੋਜਨਪਾਤ੍ਰਾਤ੍ ਪਤਿਤਮ੍ ਉੱਛਿਸ਼਼੍ਟੰ ਭੋਕ੍ਤੁੰ ਵਾਞ੍ਛਨ੍ ਤਸ੍ਯ ਦ੍ਵਾਰੇ ਪਤਿਤ੍ਵਾਤਿਸ਼਼੍ਠਤ੍;
21 ୨୧ ତେଇ ରଇ, ସେ ସାଉକାରର୍‌ ତାଲିଅନି ଅଦର୍‌ଲା ସକ୍‌ଡି ବାତ୍‌ସିତା ବେଟି କାଇବାକେ ମନ୍‍ କର୍‌ତେ ରଇଲା । କୁକୁର୍‌ମନ୍‌ ତାର୍‌ ଗାଗ୍‌ଡର୍‌ ଗାଉ ଚାଟ୍‌ତେ ରଇଲାଇ ।”
ਅਥ ਸ਼੍ਵਾਨ ਆਗਤ੍ਯ ਤਸ੍ਯ ਕ੍ਸ਼਼ਤਾਨ੍ਯਲਿਹਨ੍|
22 ୨୨ କେତେ ଦିନ୍‌ ଗାଲାପଚେ ସେ ଅର୍‌କିତ୍‌ ଲକ୍‌ ମରିଗାଲା । ଆରି ପର୍‌ମେସରର୍‌ ଦୁତ୍‌ମନ୍‌ ଆସି ତାକେ ସରଗ୍‌ପୁରର୍‌ ବଜିତେଇ ଅବ୍‌ରାଆମର୍‌ ଲଗେ ବସ୍‌ବାକେ ଦାରି ଗାଲାଇ । ଆରି କେତେ ଦିନ୍‌ ଗାଲାପଚେ ସେ ସାଉକାର୍‌ ମିସା ମରିଗାଲା । ତାକେ ନେଇ ତପିଦେଲାଇ ।
ਕਿਯਤ੍ਕਾਲਾਤ੍ਪਰੰ ਸ ਦਰਿਦ੍ਰਃ ਪ੍ਰਾਣਾਨ੍ ਜਹੌ; ਤਤਃ ਸ੍ਵਰ੍ਗੀਯਦੂਤਾਸ੍ਤੰ ਨੀਤ੍ਵਾ ਇਬ੍ਰਾਹੀਮਃ ਕ੍ਰੋਡ ਉਪਵੇਸ਼ਯਾਮਾਸੁਃ|
23 ୨୩ ଆରି ସେ ନରକ୍‌ କୁଣ୍ଡେ ଗାଲା । ତେଇ ସେ ବେସି କସ୍‌ଟ ପାଇବାବେଲା ଉପ୍‌ରେ ସରଗ୍‌ପୁରେ ଦେକ୍‌ଲେ ଲାଜାର୍‌ ଅବ୍‌ରାଆମର୍‌ ଲଗେ ବସି ଆଚେ । (Hadēs g86)
ਪਸ਼੍ਚਾਤ੍ ਸ ਧਨਵਾਨਪਿ ਮਮਾਰ, ਤੰ ਸ਼੍ਮਸ਼ਾਨੇ ਸ੍ਥਾਪਯਾਮਾਸੁਸ਼੍ਚ; ਕਿਨ੍ਤੁ ਪਰਲੋਕੇ ਸ ਵੇਦਨਾਕੁਲਃ ਸਨ੍ ਊਰ੍ੱਧ੍ਵਾਂ ਨਿਰੀਕ੍ਸ਼਼੍ਯ ਬਹੁਦੂਰਾਦ੍ ਇਬ੍ਰਾਹੀਮੰ ਤਤ੍ਕ੍ਰੋਡ ਇਲਿਯਾਸਰਞ੍ਚ ਵਿਲੋਕ੍ਯ ਰੁਵੰਨੁਵਾਚ; (Hadēs g86)
24 ୨୪ ସେ ଆଉଲି ଅଇ କଇଲା, “ଏ ବାବା ଅବ୍‌ରାଆମ୍‍, ମକେ ଦୟା କର୍‌ । ଲାଜାର୍‌କେ ମର ଲଗେ ପାଟାଇଦେସ୍‌ । ସେ ଆସିକରି ନିଜର୍‌ ଆଙ୍ଗ୍‍ଟି ସଙ୍ଗ୍‌ ପାନି ଦେଇ, ମର୍‌ ଜିବ୍‌ କାକର୍‌ କର । କାଇକେ ବଇଲେ ମୁଇ ଏ ନରକ୍‌ପୁରର୍‌ ଜଇଲଗେ ବେସି କସ୍‌ଟ ପାଇଲିନି ।”
ਹੇ ਪਿਤਰ੍ ਇਬ੍ਰਾਹੀਮ੍ ਅਨੁਗ੍ਰੁʼਹ੍ਯ ਅਙ੍ਗੁਲ੍ਯਗ੍ਰਭਾਗੰ ਜਲੇ ਮੱਜਯਿਤ੍ਵਾ ਮਮ ਜਿਹ੍ਵਾਂ ਸ਼ੀਤਲਾਂ ਕਰ੍ੱਤੁਮ੍ ਇਲਿਯਾਸਰੰ ਪ੍ਰੇਰਯ, ਯਤੋ ਵਹ੍ਨਿਸ਼ਿਖਾਤੋਹੰ ਵ੍ਯਥਿਤੋਸ੍ਮਿ|
25 ୨୫ ମାତର୍‌ ଅବ୍‌ରାଆମ୍ କଇଲା, “ବାବୁରେ, ତୁଇ ଜିବନ୍‌ ରଇଲାବେଲାର୍‌ କାତା ମନେ ଏତାଇ ଦେକ୍‌ । ତର୍‌ ଜିବ୍‌ନେ ସବୁ ନିମାନ୍‌ ବିସଇ ପାଇରଇଲୁସ୍‌ । ଆରି ଲାଜାର୍‌ ସବୁ କାରାପ୍‌ ବିସଇ ପାଇଲା । ମାତର୍‌ ସେ ଏବେ ଏ ଜାଗାଇ ସାର୍‌ଦାଅଇ ଆଚେ । ଆରି ତୁଇ ବେସି କସ୍‌ଟ ପାଇଲୁସ୍‌ନି ।
ਤਦਾ ਇਬ੍ਰਾਹੀਮ੍ ਬਭਾਸ਼਼ੇ, ਹੇ ਪੁਤ੍ਰ ਤ੍ਵੰ ਜੀਵਨ੍ ਸਮ੍ਪਦੰ ਪ੍ਰਾਪ੍ਤਵਾਨ੍ ਇਲਿਯਾਸਰਸ੍ਤੁ ਵਿਪਦੰ ਪ੍ਰਾਪ੍ਤਵਾਨ੍ ਏਤਤ੍ ਸ੍ਮਰ, ਕਿਨ੍ਤੁ ਸਮ੍ਪ੍ਰਤਿ ਤਸ੍ਯ ਸੁਖੰ ਤਵ ਚ ਦੁਃਖੰ ਭਵਤਿ|
26 ୨୬ ଆରି ଗଟେକ୍‌ ବିସଇ ଅଇଲାନି, ତର୍‌ ଆମର୍‌ ମଜାଇ ଗଟେକ୍‌ ବଡେଟା ପାଗଡ୍‌ ଆଚେ । ଇତିର୍‌ ଲକ୍‌ ସିତି ଜାଇ ନଏଁ ଆରି ସିତିର୍‌ ଲକ୍‌ ଇତି ଆସି ନଏଁ” ବଲି କଇଲା ।
ਅਪਰਮਪਿ ਯੁਸ਼਼੍ਮਾਕਮ੍ ਅਸ੍ਮਾਕਞ੍ਚ ਸ੍ਥਾਨਯੋ ਰ੍ਮਧ੍ਯੇ ਮਹਦ੍ਵਿੱਛੇਦੋ(ਅ)ਸ੍ਤਿ ਤਤ ਏਤਤ੍ਸ੍ਥਾਨਸ੍ਯ ਲੋਕਾਸ੍ਤਤ੍ ਸ੍ਥਾਨੰ ਯਾਤੁੰ ਯਦ੍ਵਾ ਤਤ੍ਸ੍ਥਾਨਸ੍ਯ ਲੋਕਾ ਏਤਤ੍ ਸ੍ਥਾਨਮਾਯਾਤੁੰ ਨ ਸ਼ਕ੍ਨੁਵਨ੍ਤਿ|
27 ୨୭ ସେ ବେଲା ସେ ସାଉକାର୍‌ କଇଲା, “ଏ ବାବା ଏନ୍ତି ବଇଲେ ମୁଇ ତକେ ବାବୁଜିଆ କଲିନି ଲାଜାର୍‌କେ ଦୟାକରି ମର୍‌ ବାବାର୍‌ ଗରେ ପାଟାଇଦେସ୍‌ ।
ਤਦਾ ਸ ਉਕ੍ਤਵਾਨ੍, ਹੇ ਪਿਤਸ੍ਤਰ੍ਹਿ ਤ੍ਵਾਂ ਨਿਵੇਦਯਾਮਿ ਮਮ ਪਿਤੁ ਰ੍ਗੇਹੇ ਯੇ ਮਮ ਪਞ੍ਚ ਭ੍ਰਾਤਰਃ ਸਨ੍ਤਿ
28 ୨୮ କାଇକେ ବଇଲେ ତେଇ ମର୍‌ ପାଁଚ୍‌ଟା ବାଇମନ୍‌ ଆଚତ୍‌ । ଲାଜାର୍‌ ଜାଇ ସେମନ୍‌କେ ଜାଗ୍‌ରତ୍‌ କରାଅ । ସେମନ୍‌ ସେ କାତା ସୁନି ପାପେଅନି ମନ୍‌ ବାଦ୍‌ଲାଅତ୍‌ । ସେମନ୍‌ ମଲେ ମୁଇ ଏବେ ବେସି କସ୍‌ଟ ପାଇବା ଏ ଜାଗାଇ ନ ଆସତ୍‌” ବଲି କଇଲା ।
ਤੇ ਯਥੈਤਦ੍ ਯਾਤਨਾਸ੍ਥਾਨੰ ਨਾਯਾਸ੍ਯਨ੍ਤਿ ਤਥਾ ਮਨ੍ਤ੍ਰਣਾਂ ਦਾਤੁੰ ਤੇਸ਼਼ਾਂ ਸਮੀਪਮ੍ ਇਲਿਯਾਸਰੰ ਪ੍ਰੇਰਯ|
29 ୨୯ ମାତର୍‌ ଅବ୍‌ରାଆମ୍ ତାକେ କଇଲା, “ସେମନ୍‌ ଜାଗ୍‌ରତ୍‌ ଅଇ ରଇବାକେ ମସାର୍‌ ନିୟମ୍‌ ଆରି ବବିସତ୍‌ବକ୍‌ତାମନ୍‌ କଇଲା କାତା ସବୁ ତାକର୍‌ ଲଗେ ଆଚେ । ସେଟା ସେମନ୍‌ ପଡିକରି ସିକତ୍‌ ।” ବଲି କଇଲା ।
ਤਤ ਇਬ੍ਰਾਹੀਮ੍ ਉਵਾਚ, ਮੂਸਾਭਵਿਸ਼਼੍ਯਦ੍ਵਾਦਿਨਾਞ੍ਚ ਪੁਸ੍ਤਕਾਨਿ ਤੇਸ਼਼ਾਂ ਨਿਕਟੇ ਸਨ੍ਤਿ ਤੇ ਤਦ੍ਵਚਨਾਨਿ ਮਨ੍ਯਨ੍ਤਾਂ|
30 ୩୦ ଆରି ସେ ସାଉକାର୍‌ ଅବ୍‌ରାଆମ୍‍କେ କଇଲା, “ସେତ୍‌କି ନଏଁ ବାବା, ମଲାଟାନେଅନି ଉଟିକରି ଗଟେକ୍‌ ଲକ୍‌ ଜାଇ କଇଲେ ସେମନ୍‌ ବିସ୍‌ବାସ୍‌ କରି ପାପେଅନି ମନ୍‌ ବାଉଡାଇବାଇ ।” ବଲି କଇଲା ।
ਤਦਾ ਸ ਨਿਵੇਦਯਾਮਾਸ, ਹੇ ਪਿਤਰ੍ ਇਬ੍ਰਾਹੀਮ੍ ਨ ਤਥਾ, ਕਿਨ੍ਤੁ ਯਦਿ ਮ੍ਰੁʼਤਲੋਕਾਨਾਂ ਕਸ਼੍ਚਿਤ੍ ਤੇਸ਼਼ਾਂ ਸਮੀਪੰ ਯਾਤਿ ਤਰ੍ਹਿ ਤੇ ਮਨਾਂਸਿ ਵ੍ਯਾਘੋਟਯਿਸ਼਼੍ਯਨ੍ਤਿ|
31 ୩୧ ଅବ୍‌ରାମ୍‌ ତାକେ କଇଲା, “ତର୍‌ ବାଇମନ୍‌ ମସାର୍‌ ଆରି ବବିସତ୍‌ବକ୍‌ତାମନର୍‌ କାତା ନ ସୁନତ୍‌ ବଇଲେ ମଲାଟାନେଅନି ଉଟିକରି ଗଟେକ୍‌ ଲକ୍‌ ଜାଇ କଇଲେ ମିସା ସେମନ୍‌ ନ ମାନତ୍‌ ।”
ਤਤ ਇਬ੍ਰਾਹੀਮ੍ ਜਗਾਦ, ਤੇ ਯਦਿ ਮੂਸਾਭਵਿਸ਼਼੍ਯਦ੍ਵਾਦਿਨਾਞ੍ਚ ਵਚਨਾਨਿ ਨ ਮਨ੍ਯਨ੍ਤੇ ਤਰ੍ਹਿ ਮ੍ਰੁʼਤਲੋਕਾਨਾਂ ਕਸ੍ਮਿੰਸ਼੍ਚਿਦ੍ ਉੱਥਿਤੇਪਿ ਤੇ ਤਸ੍ਯ ਮਨ੍ਤ੍ਰਣਾਂ ਨ ਮੰਸ੍ਯਨ੍ਤੇ|

< ଲୁକ୍‌ 16 >