< ଲୁକ୍‌ 15 >

1 ଦିନେକ୍‌ ଜିସୁ କଇବା କାତା ସୁନ୍‌ବାକେ ସିସ୍‌ତୁ ମାଙ୍ଗ୍‌ବା ଲକ୍‌ମନ୍‌ ଆରି ଏନ୍ତି ବେସି ପାପିଲକ୍‌ମନ୍‌ ତାର୍‌ ଲଗେ ଆଇତେ ରଇଲାଇ ।
取税人、罪人ども、みな御言を聽かんとて近寄りたれば、
2 ତେଇ ପାରୁସି ଲକ୍‌ମନ୍‌ ଆରି ନିୟମ୍‌ ସିକାଇ ଦେବା ଲକ୍‌ମନ୍‌, ଏଟା ଦେକି ତାର୍‌ ବିରଦେ ଏନ୍ତି କଇବାର୍‌ ବସ୍‌ଲାଇ । “ଏ ଲକ୍‌କେ ଦେକା, ସେ ପାପି ଲକ୍‌ମନର୍‌ ସଙ୍ଗ୍‌ ମଇତର୍‌ ପାରା ଅଇ ତାକର୍‌ ସଙ୍ଗ୍‌ ମିସ୍‌ତେ କାଇଲାନି ।”
パリサイ人・學者ら呟きて言ふ、『この人は罪人を迎へて食を共にす』
3 ସେଟାର୍‌ ପାଇ ଜିସୁ ସେମନ୍‌କେ ଏ ଉଦାଅରନ୍‌ କଇଲା ।
イエス之に譬を語りて言ひ給ふ、
4 “ଜଦି ତମର୍‌ ବିତ୍‌ରେ ଗଟେକ୍‌ ଲକର୍‌ ସଏଟା ମେଣ୍ଡା ରଇସି ଆରି ସେ ବିତ୍‌ରେଅନି ଗଟେକ୍‌ ଆଜିଜାଇସି ବଇଲେ ତମେ କାଇଟା କର୍‌ସା? ସେ ନବେ ନଅଟା ମେଣ୍ଡାମନ୍‌କେ ଚାରତ୍‌ବଲି ଚାଡିଦେଇ, ଆଜିଗାଲା ଗଟେକ୍‌ ମେଣ୍ଡା ମିଲ୍‌ବାଜାକ ନ କଜାସ୍‌ କି?
『なんぢらの中たれか百匹の羊を有たんに、若その一匹を失はば、九 十 九 匹を野におき、往きて失せたる者を見 出すまでは尋ねざらんや。
5 ଆରି ଜେଡେବଲ୍‌ ସେ ମେଣ୍ଡା ମିଲାଇସି, ବେସି ସାର୍‌ଦା ଅଇ ମେଣ୍ଡାକେ କନ୍ଦେ ବଇକରି ଗରେ ଦାରିଆଇସା ।
遂に見出さば、喜びて之を己が肩にかけ、
6 ତମେ ଗରେ କେଟ୍‌ଲା ପଚେ, ତମର୍‌ ମଇତର୍‌ମନ୍‌କେ ଆରି ଗର୍‌ ଲଗର୍‌ ଲକ୍‌କେ ଡାକିକରି ‘ମର ସଙ୍ଗ୍‌ ସାର୍‌ଦା କରା, କାଇକେବଇଲେ ମର୍‌ ଆଜିଗାଲା ମେଣ୍ଡା ମିଲ୍‌ଲା’ ବଲି କଇସା ।
家に歸りて其の友と隣 人とを呼び集めて言はん「我とともに喜べ、失せたる我が羊を見出せり」
7 ସେନ୍ତାରି ମୁଇ ତମ୍‌କେ କଇଲିନି, ‘ଆମେ ପାପି ଲକ୍‌ମନ୍‌ ନଉଁ’ ବଲି ବାବ୍‌ତେରଇବା ନବେ ନଅଟା ଦରମ୍‌ ଲକ୍‌ମନ୍‌ ରଇଲେମିସା ଗଟେକ୍‌ ପାପି ଲକ୍‌ ନିଜେ ‘ମୁଇ ଗଟେକ୍‌ ପାପି’ ବଲି ଏତାଇସି । ପଚେ ମନ୍‌ବାଦ୍‌ଲାଇ କରି ପର୍‌ମେସରର୍‌ ଲଗେ ଆଇସି । ସେ ନବେ ନଅଟା ଦରମ୍‌ ଲକ୍‌ମନର୍‌ତେଇ ଅନି ଏ ଗଟେକ୍‌ ଲକର୍‌ ପାଇ ସର୍‌ଗେ ଅଦିକ୍‌ ସାର୍‌ଦା କର୍‌ବାଇ ।”
われ汝らに告ぐ、かくのごとく悔改むる一人の罪人のためには、悔改の必要なき九 十 九 人の正しき者にも勝りて、天に歡喜あるべし。
8 ଏ କାତା ସୁନାଇ ଦେବାକେ ଜିସୁ ଆରି ଗଟେକ୍‌ କାତାନି ସେମନ୍‌କେ କଇଲା, “ଜଦି ଗଟେକ୍‌ ମାଇଜିର୍‌ ଦସ୍‌ଟା ରୁପାଟାଙ୍ଗା ରଇଲା । ତେଇଅନି ଗଟେକ୍‌ ଅଦ୍‌ଲି ଆଜିଗାଲେ ସେ କାଇଟା କର୍‌ସି? ସେ ବତି ଲାଗାଇ ଗୁଲାଇ ଗର୍‌ ସେଟା ନ ମିଲ୍‌ବାଜାକ ବାଡାନ୍‌ ଚୁଡାନ୍‌ କରି କଜ୍‍ସି ।
又いづれの女か銀貨 十 枚を有たんに、若しその一 枚を失はば、燈火をともし、家を掃きて見 出すまでは懇ろに尋ねざらんや。
9 ଆରି ସେଟା ମିଲ୍‌ଲା ଦାପ୍‌ରେ ତାର୍‌ ମଇତର୍‌ମନ୍‌କେ ଆରି ଗର୍‌ ଲଗେ ରଇଲା ଲକ୍‌ମନ୍‌କେ କଇସି ‘ତମେ ମର୍‌ସଙ୍ଗ୍‌ ସାର୍‌ଦା କରା, କାଇକେ ବଇଲେ ଆଜିଗାଲା ରୁପାଅଦ୍‌ଲି ଡାବୁ ମକେ ମିଲ୍‌ଲା ଆଚେ’ ।
遂に見出さば、其の友と隣 人とを呼び集めて言はん、「我とともに喜べ、わが失ひたる銀貨を見出せり」
10 ୧୦ ମୁଇ ତମ୍‌କେ କଇଲିନି, ସେନ୍ତିସେ ଗଟେକ୍‌ ପାପି ଲକ୍‌ ମାପ୍‌ରୁର୍‌ତେଇ ମନ୍‌ବାଦ୍‌ଲାଇସି ବଇଲେ, ପର୍‌ମେସରର୍‌ ଦୁତ୍‌ମନ୍‌ ବେସି ସାର୍‌ଦା କର୍‌ବାଇ ।”
われ汝らに告ぐ、かくのごとく悔改むる一人の罪人のために、神の使たちの前に歡喜あるべし』
11 ୧୧ ଏ କାତା ବୁଜାଇ ଦେବାକେ ଜିସୁ ସେମନ୍‌କେ ଆରି ଗଟେକ୍‌ କାତାନି କଇଲା । ଗଟେକ୍‌ ଲକ୍‌କେ ଦୁଇଟା ପିଲାମନ୍‌ ରଇଲାଇ ।
また言ひたまふ『或 人に二人の息子あり、
12 ୧୨ ଦିନେକ୍‌ ସାନ୍‌ ପଅ ତାର୍‌ ବାବାକେ କଇଲା, “ଏ ବାବା ତର୍‌ ଦନ୍‌ ମର୍‌ବାଗେ ଜେତ୍‌କି ଅଇସି, ସେଟା ଏବେ ମକେ ଦେଇପାକା ।” ସେଟାର୍‌ ପାଇ ତାର୍‌ ବାବା ତାର୍‌ ଦନ୍‌ ଦୁଇବାଗ୍‌ କରି ତାର୍‌ ପିଲାମନ୍‌କେ ଦେଲା ।
弟、父に言ふ「父よ、財産のうち我が受くべき分を我にあたへよ」父その身代を二人に分けあたふ。
13 ୧୩ ଅଲପ୍‌ ଦିନ୍‌ ଗାଲା ପଚେ ସାନ୍‌ ପିଲା ତାର୍‌ ବାଗର୍‌ ସବୁ ଦନ୍‌ ବିକିଦେଇ ମିଲ୍‌ଲା ଡାବୁ ଟୁଲିଆଇ ଗଟେକ୍‌ ଦୁର୍‌ ଦେସେ ଉଟିଗାଲା । ଆରି ତାର୍‌ ସବୁ ଡାବୁ ନିଜେ ମନ୍‌କଲା ଇସାବେ କର୍‌ଚ କଲା ।
幾日も經ぬに、弟おのが物をことごとく集めて、遠國にゆき、其處にて放蕩にその財産を散せり。
14 ୧୪ ତାର୍‌ଲଗେ ରଇଲା ସବୁ ଡାବୁ ସାରାଇଦେଲା । ପଚେ ସେ ଦେସର୍‌ ଗୁଲାଇ ବାଟେ ମର୍‌ଡି ଅଇଲା । ଆରି କାଇଟା ମିସା ଗେନି କାଇବାକେ ତାର୍‌ଲଗେ ଡାବୁ ନ ରଇଲା ।
ことごとく費したる後、その國に大なる饑饉おこり、自ら乏しくなり始めたれば、
15 ୧୫ ତେବେ ସେ ଗଡେ ଗଟେକ୍‌ ଲକର୍‌ ଗରେ କୁଲି ମିଲ୍‌ସି କାଇକି ବଲି କାମ୍‌ କଜ୍‌ବାର୍‌ ଗାଲା । ସେ ଲକ୍‌ ତାକେ ଗୁସ୍‌ରି ଚାରାଇବା କାମ୍‌ ଦେଲା ।
往きて其の地の或 人に依附りしに、其の人かれを畑に遣して豚を飼はしむ。
16 ୧୬ ଆରି ତାକେ ବେସି ବୁକ୍‌ ଲାଗ୍‌ତେ ରଇଲା । ତାକେ ଗୁସ୍‌ରିମନର୍‌ କାଦି କାଇବାକେ ମନ୍‌ଲାଗ୍‌ଲା ମାତର୍‌ ସେ କାଦି ମିସା ଦେଅତ୍‌ ନାଇ ।
かれ豚の食ふ蝗 豆にて、己が腹を充さんと思ふ程なれど、何をも與ふる人なかりき。
17 ୧୭ ସେବେଲେ ତାକେ ଚେତ୍‌ନା ଆଇଲାଜେ ସେ ମନେ ମନେ ଏନ୍ତି ବାବ୍‌ଲା । ମର୍‌ ବାବାର୍‌ ଗରେତା କାମ୍‌ କର୍‌ବା ଗତିଦାଙ୍ଗ୍‌ଡାମନର୍‌ କେତେ କାଦି ଉବ୍‌ରି ଗାଲାନି । ମାତର୍‌ ମୁଇ ଇତି ବୁକେ ମରିଜିବିବେ ।
此のとき我に反りて言ふ『わが父の許には食物あまれる雇人いくばくぞや、然るに我は飢ゑてこの處に死なんとす。
18 ୧୮ ସେଟାର୍‌ପାଇ ମୁଇ ଏ ଜାଗା ଚାଡିକରି ମର୍‌ ବାବାର୍‌ ଲଗେ ବାଉଡି ଜିବି । ଆରି ତାକେ କଇବି, “ଏ ବାବା ମୁଇ ପର୍‌ମେସର୍‌ ଆରି ତର୍‌ ବିରଦେ ପାପ୍‌ କରିଆଚି ।
起ちて我が父にゆき「父よ、われは天に對し、また汝の前に罪を犯したり。
19 ୧୯ ମୁଇ ଆରି ତର୍‌ ପିଲା ଅଇବାର୍‌ ଅଦିକାର୍‌ ନାଇ ଆରି ତର୍‌ ଗତିଦାଙ୍ଗ୍‌ଡାମନର୍‌ ବିତ୍‌ରେ ଗଟେକ୍‌ ଗତିଦାଙ୍ଗ୍‌ଡା ଅଇ ରଇବି” ବଲି କଇବି ।
今より汝の子と稱へらるるに相應しからず、雇人の一人のごとく爲し給へ』と言はん」
20 ୨୦ ଆରି ସେ ଜାଗା ଚାଡି ବାବାର୍‌ ଲଗେ ଜିବାକେ ବାରଇଲା । ମାତର୍‌ ସେ ପିଲା ଦୁରିକେ ରଇଲାବେଲେ ବାବା ତାକେ ଦେକ୍‌ଲା । ତାକେ ଦେକି ବେସି କଲିକରମ୍‌ ଅଇ, ତାର୍‌ ଲଗେ ପାଲାଇ ଆସି ପାଟାଲିକରି ଚୁମ୍‍ଲା ।
乃ち起ちて其の父のもとに往く。なほ遠く隔りたるに、父これを見て憫み、走りゆき、其の頸を抱きて接吻せり。
21 ୨୧ ସେ ପିଲା ତାର୍‌ ବାବାକେ କଇଲା, “ଏ ବାବା ମୁଇ ପର୍‌ମେସରର୍‌ ବିରଦେ ଆରି ତର୍‌ ବିରଦେ ପାପ୍‌ କଲିଆଚି ସେଟାର୍‌ପାଇ ତର୍‌ ପିଲା ଅଇବାର୍‌ ମର୍‌ ଅଦିକାର୍‌ ନାଇ ।”
子、父にいふ「父よ、我は天に對し又なんぢの前に罪を犯したり。今より汝の子と稱へらるるに相應しからず」
22 ୨୨ ମାତର୍‌ ତାର୍‌ ବାବା ନିଜର୍‌ ଗତିଦାଙ୍ଗ୍‌ଡାମନ୍‌କେ କଇଲା, “ତମେ ବେଗି ଜାଇକରି ସବୁର୍‌ଟାନେଅନି ନିମାନ୍‌ ଚକାପଚିଆ ତାକେ ପିନ୍ଦାଇଦିଆସ୍‌ । ଆରି ତାର୍‌ ଆଙ୍ଗ୍‍ଟି ମୁନ୍ଦି ପିନ୍ଦାଆ । ତାର୍‌ ଗଡେ ପାଣ୍ଡଇ ପିନ୍ଦାଇଦିଆସ୍‌ ।”
されど父、僕どもに言ふ「とくとく最上の衣を持ち來りて之に著せ、その手に指輪をはめ、其の足に鞋をはかせよ。
23 ୨୩ ଆରି ତାର୍‍ ଗତିଦାଙ୍ଗ୍‌ଡାମନ୍‌କେ କଇଲା, “ଆମର୍‌ତେଇ ରଇଲା ସବୁର୍‌ଟାନେଅନି ଗଟେକ୍‌ ଗାଗଡ୍‌ ର‍ଇବା ପସୁ ଆନି ମାରା, ଆରି ଆମେ ସାର୍‌ଦା ଅଇକରି ବଜି କରୁ ।
また肥えたる犢を牽ききたりて屠れ、我ら食して樂しまん。
24 ୨୪ କାଇକେ ବଇଲେ ମର୍‌ ପିଲା ମରିଜାଇରଇଲା, ଆରି ଏବେ ଜିବନ୍‌ ଅଇଲା ଆଚେ । ସେ ଆଜିଜାଇ ରଇଲା ଏବେ ମିଲ୍‌ଲା ଆଚେ ।” ସେଟାର୍‌ପାଇ ସେମନ୍‌ ବଜି କର୍‌ବାର୍‌ ବସ୍‌ଲାଇ ।
この我が子、死にて復 生き、失せて復 得られたり」かくて彼ら樂しみ始む。
25 ୨୫ ସେ ବେଲା ତାର୍‌ ବଡ୍‌ ପଅ ତାସ୍‌ପଦାଇ ରଇଲା । ସେ ବାଉଡି କରି ଗର୍‌ ଲଗେ ଆଇବା ବେଲାଇ ବାଜାବାଇଦ୍‌ କରି ନାଟ୍‍ଗିତ୍‌ କର୍‌ବାଟା ସୁନ୍‌ଲା ।
然るに其の兄、畑にありしが、歸りて家に近づきたるとき、音樂と舞踏との音を聞き、
26 ୨୬ ସେ ଗଟେକ୍‌ ଗତିଦାଙ୍ଗ୍‌ଡାକେ ଡାକିକରି ପାଚାର୍‌ଲା, “ଇତି କାଇଟା ଅଇଲାନି?”
僕の一人を呼びてその何事なるかを問ふ。
27 ୨୭ ଗତିଦାଙ୍ଗ୍‌ଡା ତାକେ କଇଲା, “ତର୍‌ ବାଇ ଗରେ ବାଉଡି ଆଇଲା ଆଚେ । ଆରି ତର୍‌ ବାବା, ତର୍‌ ବାଇ ଜର୍‌ଦୁକା ନ ଅଇ ଜିବନ୍‌ଅଇ ଆଇଲାକେ ଗଟେକ୍‌ ଗାଗଡ୍‌ ପସୁକେ ମାର୍‌ଲା ଆଚେ ।”
答へて言ふ「なんぢの兄弟 歸りたり、その恙なきを迎へたれば、汝の父 肥えたる犢を屠れるなり」
28 ୨୮ ଏ କାତା ସୁନି ବଡ୍‌ ପଅ ବେସି ରିସା ଅଇଗାଲା । ସେ ଗର୍‌ ବିତ୍‌ରେ ପୁରେ ମିସା ନାଇ । ମାତର୍‌ ତାର୍‌ ବାବା ବଡ୍‌ ପଅର୍‌ ଲଗେ ଜାଇ ଗରେ ଜିବାକେ ବୁଜାଇବାର୍‌ ଦାର୍‌ଲା ।
兄 怒りて内に入ることを好まざりしかば、父いでて勸めしに、
29 ୨୯ ମାତର୍‌ ବଡ୍‌ ପଅ ତାର୍‌ ବାବାକେ କଇଲା, “ଦେକ୍‌, ମୁଇ ଏତେକ୍‌ ବରସ୍‌ ଜାକ ଗଟେକ୍‍ ଗତିଦାଙ୍ଗ୍‌ଡା ପାରା ତର୍‌ ସେବା କଲିନି ଆରି ତର୍‌ କାତା ମାନି କରି ରଇଲି । ତୁଇ ମକେ କାଇଟା ଦେଇଆଚୁସ୍‌? ମର୍‌ ମଇତର୍‌ମନର୍‌ ସଙ୍ଗ୍‌ ବଜି କରା ବଲି ଗଟେକ୍‌ ସାନ୍‌ଟା ପସୁ ମିସା ଦେଉସ୍‌ ନାଇ ।
答へて父に言ふ「視よ、我は幾歳もなんぢに仕へて、未だ汝の命令に背きし事なきに、我には小 山羊 一匹だに與へて友と樂しましめし事なし。
30 ୩୦ ମାତର୍‌ ତର୍‌ ଏ ସାନ୍‌ ପଅ ସବୁ ଦନ୍‌ ଦାରିଜାଇ ବେସିଆମନ୍‌କେ ଦେଇ ସାରାଇଦେଲା ଆରି ସେ ଗରେ ବାଉଡି ଆଇଲାକେ ତୁଇ ତାର୍‌ ପାଇ ଗଟେକ୍‌ ଗାଗଡ୍‌ଟା ପସୁକେ ମାର୍‌ଲୁସ୍‌!”
然るに遊女らと共に、汝の身代を食ひ盡したる此の汝の子 歸り來れば、之がために肥えたる犢を屠れり」
31 ୩୧ ସେବେଲେ ତାର୍‌ ବାବା ବଡ୍‌ ପଅକେ କଇଲା, “ଏ ନୁନା ତୁଇତା ସବୁ ବେଲା ମର୍‌ ସଙ୍ଗ୍‌ ରଇଲୁସ୍‌ନି ଆରି ମର୍‌ ଜେତ୍‌କି ଦନ୍‌ ଆଚେ ସେଟା ସବୁ ତର୍‌ଟାସେ ।
父いふ「子よ、なんぢは常に我とともに在り、わが物は皆なんぢの物なり。
32 ୩୨ ମାତର୍‌ ତର୍‌ ବାଇ ମରିଜାଇରଇଲା । ଏବେ ସେ ଜିବନ୍‌ ଅଇଆଚେ ସେ ଆଜିଜାଇରଇଲା ମାତର୍‌ ଏବେ ମିଲ୍‌ଲା ଆଚେ । ସେଟାର୍‌ପାଇ ଆମେ ସାର୍‌ଦା କର୍‌ବାର୍‌ ରଇଲା ।”
されど此の汝の兄弟は死にて復 生き、失せて復 得られたれば、我らの樂しみ喜ぶは當然なり」』

< ଲୁକ୍‌ 15 >