< ଲୁକ୍‌ 10 >

1 ତାର୍‌ପଚେ ମାପ୍‌ରୁ ଆରି ସତୁରିଦୁଇ ଲକ୍‌କେ ମିସାଇଲା ଆରି ସେ ଜନ୍‌ ଜନ୍‌ ଜାଗାଇ ଆରି ଜନ୍‌ ଜନ୍‌ ନଅରେ ଜିବାକେ ମନ୍‌ କରିରଇଲା, ସେ ଜାଗାମନ୍‌କେ ଦୁଇ ଦୁଇ ଲକ୍‍କରି, ସେ ଜିବା ଆଗ୍‌ତୁ ପାଟାଇଲା ।
Potom pak vyvolil Pán i jiných sedmdesát, a poslal je po dvou před tváří svou do každého města i místa, kamž měl sám přijíti.
2 ଆରି ଜିସୁ ସେମନ୍‌କେ କଇଲା, ଜମିତେଇ ପସଲ୍‌ ସିନା ଅଦିକ୍‌, ମାତର୍‌ କାମ୍‌କରୁମନ୍‌ ଉନା । ତେବର୍‌ପାଇ ତାର୍‌ ଚାସ୍‌କେତେ, ଅଦିକ୍‌ ଲକ୍‌ମନ୍‌କେ ପାଟାଇ ଦେବାକେ ଜମି ସାଉକାର୍‌ଟାନେ ଜାନାଆ ।
A pravil jim: Žeň zajisté jest mnohá, ale dělníků málo. Protož proste Pána žně, ať vypudí dělníky na žeň svou.
3 ତମେ ଜାଆ । ଦେକା, ବାଲିଆଡୁର୍‌କାମନର୍‌ ବିତ୍‌ରେ ମେଣ୍ଡାମନ୍‌କେ ପାଟାଇଲା ପାରା ମୁଇ ତମ୍‌କେ ପାଟାଇଲିନି ।
Jdětež. Aj, já posílám vás jako berany mezi vlky.
4 ତାଲା, ମୁନା କି ପାଣ୍ଡଇ ମିସା ନିଆନାଇ, ଆରି ବାଟେ କାକେ ଜୁଆର୍‌ କରାନାଇ ।
Nenostež pytlíka, ani mošny, ani obuvi, a žádného na cestě nepozdravujte.
5 ଜାର୍‌ ଗରେ ତମେ କେଟ୍‌ଲେ, ପର୍‌ତୁମ୍‌ କରା, ଏ ଗରେ ସାନ୍ତି ମିଲ ।
A do kteréhožkoli domu vejdete, nejprvé rcete: Pokoj tomuto domu.
6 ଜଦି ସେ ଜାଗାଇ ଗଟେକ୍‌ ସାନ୍ତିର୍‍ ଲକ୍‌ ରଇସି, ସେନ୍ତାର୍‌ଆଲେ ତମର୍‌ ଆସିର୍‌ବାଦ୍‌ ତାକେ ମିଲ୍‌ସି ।
A bude-liť tu syn pokoje, odpočineť na něm pokoj váš; pakli nic, k vámť se navrátí.
7 ତାକର୍‌ଲଗେ ଜନ୍‌ଟା ରଇସି, ସେଟା କାଇକରି, ସେ ଗରେ ରୁଆ । କାଇକେବଇଲେ, ପାଇଟିକରୁ ନିଜର୍‌ ବୁତି ପାଇବାଇଆକା । ଗର୍‌ ଗର୍‌କେ ଜାଆନାଇ ।
A v témž domu ostaňte, jedouce a pijíce, což u nich jest, nebo hoden jest dělník mzdy své. Nechoďtež z domu do domu.
8 ଜନ୍‌ ନଅରେ ତମେ କେଟ୍‌ଲେ, ଆରି ଲକ୍‌ମନ୍‌ ତମ୍‌କେ ଡାକିନେଲେ, ତେଇ ତମ୍‌କେ ଜନ୍‌ଟା କାଇବାକେ ଦେଲେ ସେଟା କାଆ ।
Ale do kteréhožkoli města vešli byste, a přijali by vás, jezte, což před vás předloží.
9 ସେ ଜାଗାଇ ଜର୍‌ ଦୁକା ଅଇରଇଲା ଲକ୍‌ମନ୍‌କେ ନିକ କରା, ଆରି ସେମନ୍‌କେ କୁଆ ପର୍‌ମେସରର୍‌ ରାଇଜ୍‌ ତମର୍‌ଲଗେ ସେ ।
A uzdravujte nemocné, kteříž by v něm byli, a rcete jim: Přiblížiloť se k vám království Boží.
10 ୧୦ ମାତର୍‌ ଜନ୍‌ ନଅରେ ତମେ କେଟ୍‌ସା, ତେଇର୍‌ ଲକ୍‌ ତମ୍‌କେ ନ ଡାକିନେଲେ, ସେ ଡାଣ୍ଡେଅନି, ସେ ସାଇ ଅନି ବାରଇ କୁଆ,
A do kteréhožkoli města vešli byste, a nepřijali by vás, vyjdouce na ulice jeho, rcetež:
11 ୧୧ ତମର୍‌ ନଅରର୍‌ ଜନ୍‌ ଦୁଲି ଆମର୍‌ ପାଦେ ଲାଗିଆଚେ, ସେଟାମିସା ତମର୍‌ପାଇ ପାପ୍‌ଡିଦେଲୁନି, ଅଇଲେମିସା ପର୍‌ମେସରର୍‌ ରାଇଜ୍‌ ଲଗେସେ, ଏଟା ତମେ ଜାନିରୁଆ ।
Také i ten prach, kterýž se přichytil nás z města vašeho, vyrážíme na vás. Ale však to vězte, žeť se jest přiblížilo k vám království Boží.
12 ୧୨ ମୁଇ ତମ୍‌କେ ସତ୍‌ କଇଲିନି, ବିଚାର୍‌ ଅଇବାଦିନେ ସେ ନଅରର୍‌ ଦସା, ଡଣ୍ଡର୍‌ଲାଗି ସଦମର୍‌ ଦସାତେଇଅନି ଅଦିକ୍‌ ରଇସି ।
Pravím zajisté vám, že Sodomským v onen den lehčeji bude než tomu městu.
13 ୧୩ ଅଇରେ ଡଣ୍ଡ୍‌ପାଇବାକେ ଜାଗିରଇବା କରାଜିନ୍‌! ଅଇରେ ଡଣ୍ଡ୍‌ପାଇବାକେ ଜାଗିରଇବା ବେତ୍‌ସାଇଦା! ତମର୍‌ଟାନେ ବପୁର୍‌ସଙ୍ଗ୍‌ ଜନ୍‌ ଜନ୍‌ ନ ଅଇବା କାମ୍‌ମନ୍‌ ଅଇଲାଆଚେ, ସେ ସବୁ ସର ଆରି ସିଦନେ ଅଇରଇତା ବଇଲେ, ସେମନ୍‌ କେତେକାଲ୍‌ ପୁର୍‌ବେ ବାସ୍‌ତା ପିନ୍ଦି, ଚାରେ ବସି, ମାପ୍‌ରୁର୍‌ଟାନେ ମନ୍‌ ବାଉଡାଇତାଇ ।
Běda tobě Korozaim, běda tobě Betsaido. Nebo kdyby v Týru a v Sidonu činěni byli divové ti, kteříž v vás činěni jsou, dávno by v žíni a v popele sedíce, pokání činili.
14 ୧୪ ଅଇଲେମିସା ବିଚାର୍‌ଦିନେ ତମର୍‌ ଦସା ସର ଆରି ସିଦନର୍‌ ଦସାଟାନେଅନି ଅଦିକ୍‌ ଅଇସି ।
A protož Týru a Sidonu lehčeji bude na soudu nežli vám.
15 ୧୫ ଆରି ଏ କପର୍‌ନାଉମ୍‌, ସରଗ୍‌ ଜେତ୍‌କି ଉଁଚ୍‌, ତୁଇ କାଇ ସେତ୍‌କିଜାକ ଉଁଚ୍‌ ଅଇସୁ କି? ପାତାଲ୍‌ ଜେତ୍‌କି ତଲେ ଆଚେ, ସେତ୍‌କି ତଲେ ତକେ ଆନାଅଇସି । (Hadēs g86)
A ty Kafarnaum, kteréž jsi až do nebe zvýšeno, až do pekla sníženo budeš. (Hadēs g86)
16 ୧୬ ଜେଡେବେଲେ ଜନ୍‌ ଲକ୍‌ମନ୍‌ ତମର୍‌ କାତା ସୁନ୍‌ବାଇ, ସେମନ୍‌ ମର୍‌ କାତା ସୁନ୍‌ବାଇ । ଜନ୍‌ ଲକ୍‌ମନ୍‌ ତମ୍‌କେ ନ ମାନତ୍‌, ସେମନ୍‌ ମକେ ନ ମାନତ୍‌, ଆରି ଜନ୍‌ ଲକ୍‌ମନ୍‌ ମକେ ନ ମାନତ୍‌, ସେମନ୍‌ ମକେ ପାଟାଇରଇବା ପର୍‌ମେସର୍‌କେ ମିସା ନ ମାନତ୍‌ ।
Kdož vás slyší, mne slyší; a kdo vámi pohrdá, mnou pohrdá; kdož pak mnou pohrdá, pohrdáť tím, kdož mne poslal.
17 ୧୭ ତାର୍‌ପଚେ ସେ ସତୁରି ଲକ୍‌ ବାଉଡି ଆଇଲାଇ ଆରି ସାର୍‌ଦାଅଇକରି କଇଲାଇ, “ମାପ୍‌ରୁ, ତମର୍‌ ନାଉଁ ଦାରି ଆଦେସ୍‌ ଦେଲେ ଡୁମାମନ୍‌ମିସା ଆମର୍‌ କାତା ମାନ୍‌ଲାଇନି ।”
Potom navrátilo se s radostí těch sedmdesáte, řkouce: Pane, také i ďáblové se nám poddávají ve jménu tvém.
18 ୧୮ ମାତର୍‌ ଜିସୁ ସେମନ୍‌କେ କଇଲା, “ସଇତାନ୍‌ ବାଦ୍‌ଲେଅନି ବିଜ୍‌ଲି ପାରା ଅଇ ଅଦର୍‌ବାଟା ମୁଇ ଦେକ୍‌ଲି ।
I řekl jim: Viděl jsem satana jako blesk padajícího s nebe.
19 ୧୯ ଦେକା, ମୁଇ ତମ୍‌କେ ସାଁପ୍‌ ଆରି ବିସ୍‌କାକ୍‌ଡା ଉପ୍‌ରେ ଇଣ୍ଡ୍‌ବାକେ ବପୁ ଦେଲିଆଚି, ଆରି ସତ୍‌ରୁର୍‌ ଉପ୍‌ରେ ର‍ଇବା ବପୁ ମିସା ଦେଲିଆଚି । ତମ୍‌କେ କେ ମିସା କାଇଟା କରିନାପାରତ୍‌ ।
Aj, dávámť vám moc šlapati na hady a na štíry i na všelikou moc nepřítele, a nic vám neuškodí.
20 ୨୦ ଏଲେମିସା ଆତ୍‌ମାମନ୍‌ ଆମର୍‌ କାତା ମାନ୍‌ଲାଇନି ବଲି ସାର୍‌ଦା ଉଆନାଇ । ତମର୍‌ ନାଉଁମନ୍‌ ସର୍‌ଗେ ଲେକାଅଇଆଚେ ବଲି ସାର୍‌ଦାଉଆ ।”
A však z toho se neradujte, že se vám poddávají duchové, ale raději se radujte, že jména vaše napsána jsou v nebesích.
21 ୨୧ ଜିସୁ ସେ ଡାଣ୍ଡେ ସୁକଲ୍‌ଆତ୍‌ମାଇ ପୁରୁନ୍‌ଅଇ କଇଲା, “ଏ ବାବା! ସରଗ୍‌ ଆରି ମଚ୍‌ପୁରର୍‌ ମାପ୍‌ରୁ! ତୁଇ ଗିଆନି ଆରି ବୁଦିରଇବା ଲକ୍‌ମନର୍‌ଟାନେଅନି ଏ କାତା ଲୁଚାଇରଇଲେ ମିସା, ସାନ୍‌ ପିଲାମନର୍‌ ପାରା ଲକର୍‌ଟାନେ ଜାନାଇଲାସ୍‌ । ଏଟାର୍‌ପାଇ ତମ୍‌କେ ସୁମର୍‌ନା କଲିନି । ଉଁ ବାବା, କାଇକେବଇଲେ ତମେ ଏନ୍ତାଟା ଦେକ୍‌ବାକେ ମନ୍‌କର୍‌ତେ ରଇଲାସ୍‌ ।
V tu hodinu rozveselil se v duchu Ježíš, a řekl: Chválím tě, Otče, Pane nebe i země, že jsi tyto věci skryl před moudrými a opatrnými, a zjevils je nemluvňátkům. Ovšem, Otče, nebo se tak líbilo před tebou.
22 ୨୨ ମର୍‌ ବାବାର୍‌ ସବୁ ବିସଇ ମକେ ସର୍‌ପି ଅଇଲାଆଚେ, ଆରି ପଅ କେ, ଏଟା ବାବାକେ ଚାଡି ଆରି କେ ନାଜାନତ୍‌, ଆରି ବାବା କେ, ଏଟା ପଅକେ ଚାଡି କେ ନାଜାନତ୍‌ । ପଅ ଜାର୍‌ଲଗେ ମର୍‌ ବାବାକେ ଜାନାଇବି ବଲି ମନ୍‌କରିରଇସି, ସେସେ ଜାନିରଇସି ।”
Všecky věci dány jsou mi od Otce mého, a žádný neví, kdo by byl Syn, jediné Otec, a kdo by byl Otec, jediné Syn, a komuž by chtěl Syn zjeviti.
23 ୨୩ ଜିସୁ ସିସ୍‌ମନର୍‌ବାଟେ ମୁ ବୁଲାଇ ସେମନ୍‌କେ କଇଲା, “ତମେ ଜନ୍‌ ଜନ୍‌ଟା ଦେକ୍‌ଲାସ୍‌ନି, ସେ ସବୁ ଜେ ଦେକ୍‌ସି, ସେଟା ନିକ ।
A obrátiv se k učedlníkům obzvláštně, řekl: Blahoslavené oči, kteréž vidí, co vy vidíte.
24 ୨୪ କାଇକେବଇଲେ ମୁଇ ତମ୍‌କେ କଇଲିନି, ତମେ ଜନ୍‌ ଜନ୍‌ଟା ଦେକ୍‌ଲାସ୍‌ନି, ସେ ସବୁଜାକ ଦେକ୍‌ବାକେ କେତେ କେତେ ରାଜାମନ୍‌ ଆରି ମାପ୍‌ରରୁ କବର୍‍ ଜାନାଉମନ୍‌ ମନ୍‌କଲାଇ, ମାତର୍‌ ଦେକିନାପାର୍‌ଲାଇ । ଆରି ତମେ ଜନ୍‌ ଜନ୍‌ଟା ସୁନ୍‌ଲାସ୍‌ନି, ସେ ସବୁ ସୁନ୍‌ବାକେ ସେମନ୍‌ ମନ୍‌କଲାଇ, ମାତର୍‌ ସୁନିନାପାର୍‌ଲାଇ ।”
Nebo pravím vám, že mnozí proroci i králové chtěli viděti, což vy vidíte, ale neviděli, a slyšeti, což vy slyšíte, ale neslyšeli.
25 ୨୫ ତାର୍‌ପଚେ ଗଟେକ୍‌ ଦରମ୍‌ ସାସ୍‌ତର୍‌ ସିକାଉ ତାକେ ପରିକାକରି ପାଚାର୍‌ଲା, “ଏ ଗୁରୁ କେବେ ନ ସାର୍‌ବା ଜିବନ୍‌ ମିଲାଇବାକେ ଆଲେ ମୁଇ କାଇଟା କର୍‌ବାର୍‌ ଆଚେ?” (aiōnios g166)
A aj, jeden zákonník vstal, pokoušeje ho, a řka: Mistře, co čině, život věčný dědičně obdržím? (aiōnios g166)
26 ୨୬ ଜିସୁ ତାକେ କଇଲା, “ନିୟମ୍‌ ସାସ୍‌ତରେ କାଇଟା ଲେକାଆଚେ? ତୁଇ କେନ୍ତାରି ପଡ୍‌ଲୁସ୍‌ନି?”
A on řekl jemu: V zákoně co jest psáno? Kterak čteš?
27 ୨୭ ସେ କଇଲା, “ତମେ ନିଜର୍‌ ସବୁ ଗାଗଡ୍‌, ମନ୍‌, ଆତ୍‌ମା ଆରି ବପୁ ଦେଇ ପର୍‌ମେସର୍‌କେ ଆଲାଦ୍‌ କରା । ଆରି ପଡିସାର୍‌ ଲକ୍‌ମନ୍‌କେ ନିଜର୍‌ ସମାନ୍‌ ଆଲାଦ୍‌ କରା ।”
A on odpověděv, řekl: Milovati budeš Pána Boha svého ze všeho srdce svého, a ze vší duše své, a ze vší síly své, i ze vší mysli své, a bližního svého jako sebe samého.
28 ୨୮ ତାର୍‌ପଚେ ଜିସୁ ତାକେ କଇଲା, “ତମେ ଟିକ୍‌ କଇଲାସ୍‌ । ଏନ୍ତାର୍‌ କର୍‌, ତେବେ ଜିବନ୍‌ ମିଲାଇସୁ ।”
I řekl mu: Právě jsi odpověděl. To čiň, a živ budeš.
29 ୨୯ ମାତର୍‌ ସେ ନିଜେ ଦରମ୍‌ଲକ୍‌ ବଲି ଦେକାଇବାକେ ମନ୍‌କରି ଜିସୁକେ ପାଚାର୍‌ଲା, “ତେବେ କେ ମର୍‌ ପଡିସାର୍‌ ଲକ୍‌?”
On pak chtěje se sám ospravedlniti, dí Ježíšovi: A kdo jest můj bližní?
30 ୩୦ ଜିସୁ ତାକେ କଇଲା, ଗଟେକ୍‌ ଲକ୍‌ ଜିରୁସାଲମେଅନି ଜିରିଅ ଜିବାବେଲେ ଚର୍‌ମନର୍‌ ମୁଆଟେ ପଡ୍‌ଲା । ଚର୍‌ମନ୍‌ ତାର୍‍ ଲୁଗାପଚିଆ ଚାଡାଇ, ତାକେ ମାର୍‌ଲାଇ ଆରି ମରିଗାଲାପାରା ଅଇଲାକେ ଚାଡି ଉଟିଗାଲାଇ ।
I odpověděv Ježíš, řekl: Člověk jeden šel z Jeruzaléma do Jericho, i upadl mezi lotry. Kteříž obloupivše jej a zranivše, odešli, odpolu živého nechavše.
31 ୩୧ ସେଟା ଅଇସାରି କେତେପର୍‌ ଜିବାକେ ଗଟେକ୍‌ ପୁଜାରି ସେ ବାଟେ ଜାଇତେରଇଲା ଆରି ତାକେ ଦେକି, ବାଟ୍‌ ପିଟାଇଅଇ ଉଟିଗାଲା ।
I přihodilo se, že kněz jeden šel touž cestou, a uzřev jej, pominul.
32 ୩୨ ସେନ୍ତାରିସେ ଗଟେକ୍‌ ଲେବିୟ ଲକ୍‌ ମିସା ସେ ଜାଗାଇ ଆସି ତାକେ ଦେକି ବାଟ୍‌ ପିଟାଇଅଇ ଉଟିଗାଲା ।
Též i Levíta přišed až k tomu místu, a uzřev jej, pominul.
33 ୩୩ ମାତର୍‌ ସମିରଣିୟର୍‌ ଗଟେକ୍‌ ଲକ୍‌ ତାର୍‌ଲଗେ ଆସି, ଦେକ୍‌ଲା ଆରି ବେସି ମନ୍‌ଦୁକ୍‌ କଲା ।
Samaritán pak jeden, cestou se ubíraje, přišel až k němu, a uzřev jej, milosrdenstvím hnut jest.
34 ୩୪ ଆରି ତାର୍‌ଲଗେ ଜାଇ ମାଡ୍‌ଅଇ କଣ୍ଡିଆ ବଣ୍ଡିଆ ଅଇଲାଟାନେ, ଚିକନ୍‌ ଆରି ଆମଟ୍‌ ଅଙ୍ଗୁର୍‌ରସ୍‌ ଲାଗାଇଦେଲା । ତାକେ ଗର୍‌ଣ୍ଡା ବାନ୍ଦି, ଗଦଉପ୍‌ରେ ବସାଇ, ଲକ୍‌ମନ୍‌ ବସି ମିଟିଙ୍ଗ୍‌ କର୍‌ବା ଗରେ ନେଇ ସେବାଜତନ୍‌ କଲା ।
A přistoupiv, uvázal rány jeho, naliv oleje a vína, a vloživ jej na hovado své, vedl do hospody, a péči o něj měl.
35 ୩୫ ତାର୍‌ ଆର୍‌କର୍‌ ଦିନେ ସିମରଣିୟ ଲକ୍‌ ଦୁଇଟା ରୁପାଟାଙ୍ଗା ବାର୍‌କରାଇ, ମିଟିଙ୍ଗ୍‌ ଗରର୍‌ ମୁକିଆକେ ଦେଇ କଇଲା, “ଆର୍‌ ସେବା ଜତନ୍‌ କରା, ଆରି ଅଦିକ୍‌ କର୍‌ଚ ଅଇଲେ, ସେଟା ମୁଇ ବାଉଡିଆଇବା ବେଲେ ତମ୍‌କେ ସୁଜିଦେବି ।”
Druhého pak dne odjíti maje, vyňav dva peníze, dal hospodáři, a řekl jemu: Měj o něj péči, a cožkoli nad to vynaložíš, já když se vrátím, zaplatím tobě.
36 ୩୬ ଏ ତିନ୍‌ଲକର୍‌ ବିତ୍‌ରେଅନି କେ ଚର୍‌ମନର୍‌ ଟାନେ ମାଡ୍‌କାଉ ଲକର୍‌ ପଡିସାର୍‌ ଲକ୍‌ ବଲି ବାବ୍‌ଲୁସ୍‌ନି?
Kdo tedy z těch tří zdá se tobě bližním býti tomu, kterýž upadl mezi lotry?
37 ୩୭ ସାସ୍‌ତର୍‌ ସିକାଉ କଇଲା, “ଜନ୍‌ ଲକ୍‌ ତାକେ ଦୟାକଲା, ସେ ଆକା ।” ଜିସୁ ତାକେ କଇଲା, “ଜା ତୁଇ ମିସା ସେନ୍ତାରି କର୍‌ ।”
A on řekl: Ten, kterýž prokázal milosrdenství nad ním. I řekl jemu Ježíš: Jdi, i ty učiň též.
38 ୩୮ ଜିସୁ ଆରି ତାର୍‌ ସିସ୍‌ମନ୍‌ ଜିବାବେଲେ ଗଟେକ୍‌ ଗାଏଁ କେଟ୍‌ଲାଇ । ତେଇ ମାର୍‌ତା ନାଉଁର୍‌ ଗଟେକ୍‌ ମାଇଜି ଜିସୁକେ ତାର୍‍ ଗରେ ଡାକି ବସାଇଲା ।
I stalo se, když šli, že on všel do jednoho městečka. Žena pak jedna, jménem Marta, přijala jej do domu svého.
39 ୩୯ ମାର୍‌ତାକେ ମରିୟମ୍‌ ନାଉଁର୍‌ ଗଟେକ୍‌ ବଇନି ରଇଲା । ସେ ମାପ୍‌ରୁର୍‌ ପାଦେ ବସି ତାର୍‌ ବାକିଅ ସୁନ୍‌ତେରଇଲା ।
A ta měla sestru, jménem Marii, kteráž seděci u noh Ježíšových, poslouchala slova jeho.
40 ୪୦ ମାତର୍‌ ମାର୍‌ତାକେ ବେସି ପାଇଟି ରଇଲାଜେ ଦାନ୍ଦା ଅଇଜାଇତେ ରଇଲା । ତେବର୍‌ପାଇ ସେ ଜିସୁର୍‌ଲଗେ ଆସି କଇଲା, “ଏ ମାପ୍‌ରୁ, ମର୍‌ ବଇନି ଗରର୍‌ ସବୁ ପାଇଟି ମକେ ସେ କରାଇଲାନି, ସେବାଟେ କାଇ ତମର୍‌ ମନ୍‌ ନାଇ କି? ସେଟାର୍‌ପାଇ ତାକେ କୁଆ, ସେ ମକେ ଆସି ସାଇଜ କର ।”
Ale Marta pečlivá byla při mnohé službě. Kteráž přistoupivši, řekla: Pane, nemáš-liž o to péče, že sestra má nechala mne samé sloužiti? Protož rci jí, ať mi pomůž.
41 ୪୧ ମାତର୍‌ ମାପ୍‌ରୁ ତାକେ କଇଲା, “ଏ ମାର୍‌ତା, ତୁଇ ବେସି ବିସଇ ଚିନ୍ତା କରି, ଦାନ୍ଦାଅଇଗାଲୁସ୍‌ନି,
A odpověděv, řekl jí Ježíš: Marta, Marta, pečlivá jsi, a rmoutíš se při mnohých věcech.
42 ୪୨ ମାତର୍‌, ଗଟେକ୍‌ ବିସଇ ଆକା ସବୁର୍‌ଟାନେଅନି ମୁକିଅ । ସେଟା ମରିୟମ୍‌ ବାଚିକରି ନେଇଆଚେ । ସେଟା ତାର୍‌ଟାନେଅନି କେ ନେଇ ନାପାରତ୍‌ ।”
Ale jednohoť jest potřebí. Mariať dobrou stránku vyvolila, kteráž nebude odjata od ní.

< ଲୁକ୍‌ 10 >