< ଏବ୍‌ରି 11 >

1 ତେବେ ବିସ୍‌ବାସ୍‌ ଆଲେ କାଇଟା? ଜନ୍‌ ବିସଇର୍‌ ପାଇ ଆମେ ଆସା କଲୁନି, ସେଟା ସିଦ୍‌ ଅଇସି ଆକା ବଲି ଆମର୍‌ ମନେ ଜାନ୍‌ବାଟା ଅଇଲାନି ବିସ୍‌ବାସ୍‌ । ଆରି ଜନ୍‌ଟା ଆମେ ଦେକି ନାପାରୁ, ସତଇସେ ଆଚେ ବଲି ଜାନ୍‌ବାଟା, ମିସା ବିସ୍‌ବାସ୍‌ ।
Der Glaube ist eine Zuversicht auf das, was man erhofft, ein Beweis von Dingen, die man nicht sieht.
2 ପୁର୍‌ବେ ରଇବା ଆମର୍‌ ଆନିଦାଦିମନର୍‌ ବିସ୍‌ବାସର୍‌ ଲାଗି ପର୍‌ମେସର୍‌ ସେମନ୍‌କେ ମନ୍‌କଲା ।
In ihm erhielten auch die Ahnen schon ihr Ruhmeszeugnis.
3 ଆମର୍‌ ବିସ୍‌ବାସର୍‌ଲାଗି, ଏ ଜଗତ୍‌ ଆରି ତେଇ ରଇବା ସବୁଜାକ ପର୍‌ମେସରର୍‌ ଆଦେସ୍‌ ଇସାବେ ତିଆର୍‌ ଅଇଲାଆଚେ ବଲି ଆମେ ଜାନ୍‌ଲୁନି । ତେବେ ଜନ୍‌ଟା ଦେକି ଅଇଲାନି, ସେଟା ଦେକି ନ ରଇଲା ଟାନେଅନି ତିଆର୍‌ ଅଇଆଚେ । (aiōn g165)
Im Glauben erkennen wir, daß durch das göttliche Wort das Weltall geordnet ward, also das Sichtbare nicht aus der Erscheinungswelt geworden ist. (aiōn g165)
4 ଏବଲର୍‍ ବିସଇ ବାବି ଦେକୁ । ତାର୍‌ ବିସ୍‌ବାସର୍‌ ଲାଗି ସେ ଜନ୍‌ଟା ପର୍‌ମେସର୍‌କେ ସର୍‌ପି ଦେଇରଇଲା, ତାର୍‌ ବାଇ କଇନ୍‌ ଦେଲାଟାନେଅନି ନିକରଇଲା । ତାର୍‌ ବିସ୍‌ବାସର୍‌ ଲାଗି ପର୍‌ମେସର୍‌ ତାକେ ଦରମ୍‌ ବଲି ଏଜାଇଲା । ସେ ସର୍‌ପିଦେଲାଟା ପର୍‌ମେସର୍‌ ମାନ୍‌ଲାକେ ଆମେ ଏଟା ଜାନ୍‌ଲୁନି । ତେବର୍‌ପାଇ ଏବଲ୍‌ ମରିଗାଲେମିସା ତାର୍‌ ବିସ୍‌ବାସର୍‌ ଲାଗି, ସେ ଆମ୍‌କେ କାଇକାଇଟା କଇଲାନି ।
Im Glauben brachte Abel Gott ein Opfer dar, wertvoller als das des Kain; dafür erhielt er auch das Zeugnis, daß er gerecht sei: ein Zeugnis, das Gott ihm seiner Gaben wegen ausstellte; in ihm redet er noch nach seinem Tode.
5 ଆରି ଗଟେକ୍‌ ଲକ୍‌ ରଇଲା ଇନକ୍‌, ତାର୍‌ ବିସ୍‌ବାସର୍‌ ଲାଗି ସେ ମରେନାଇ, ମାତର୍‌ ଜିବନ୍‌ ରଇତେ ତାକେ ପର୍‌ମେସର୍‌ ଦାରିଗାଲା । ତେବେ ସେମନ୍‌ ତାକେ କଜ୍‌ଲାଇ ମିସା ମିଲାଇ ନାପାର୍‌ଲାଇ । କାଇକେବଇଲେ ପର୍‌ମେସର୍‌ ତାକେ ନେଇରଇଲା । ସାସ୍‌ତରେ ଏନ୍ତାରି ଲେକା ଅଇଲାଆଚେ, ତାକେ ଦାରି ନେବା ଆଗ୍‌ତୁ ପର୍‌ମେସର୍‌ ତାକେ ମନ୍‌ କରିରଇଲା ।
Im Glauben wurde Henoch entrückt, daß er den Tod nicht sah; er war nicht mehr zu finden, weil ihn Gott entrückt hatte. Denn vor der Entrückung hat er schon das Zeugnis erhalten, daß er Gott wohlgefalle.
6 ତେବର୍‌ପାଇ ଜନ୍‌ ଲକ୍‌ମନ୍‌ ପର୍‌ମେସରର୍‌ ଲଗେ ଆଇବାକେ ମନ୍‌ କଲାଇନି, ପର୍‌ମେସର୍‌ ଆଚେ ବଲି ବିସ୍‌ବାସ୍‌ କର୍‌ବାର୍‌ ଆଚେ । ଜେତ୍‌କି ଲକ୍‌ମନ୍‌ ତାକେ କଜ୍‌ବାଇ, ସେ ସେମନର୍‌ ଆସା କଲାଟା ପୁରାପୁରୁନ୍‌ କର୍‌ସି ।
Doch ohne Glauben ist es unmöglich, Gott zu gefallen; denn wer Gott naht, muß glauben, daß er ist, und daß er denen, die ihn suchen, ein Vergelter ist.
7 ନଅର୍‌ ବିସଇ ବାବିଦେକା । ତାର୍‌ ବିସ୍‌ବାସର୍‌ ଲାଗି ପଚ୍‌କେ ଅଇବା ବିସଇ ପର୍‌ମେସର୍‌ ତାକେ ଜାଗ୍‌ରତ୍‌ କରାଇଲାକେ, ସେ କାତା, ସେ ଏଲାକରେ ନାଇ । ତାର୍‌ ଆଗ୍‌ତୁ ସେ ସେନ୍ତାରିଟା କାଇଟା ନ ଦେକିରଇଲେ ମିସା, ସେ ବିସ୍‌ବାସ୍‌ କଲା । ତାର୍‌ପଚେ ସେ ଆରି ତାର୍‌ କୁଟୁମ୍‌ ରକିଆ ପାଇବାକେ ଗଟେକ୍‌ ବଡ୍‌ ଡଙ୍ଗା ତିଆର୍‌ କଲା । ତାର୍‌ ବିସ୍‌ବାସର୍‌ ଲାଗି ପର୍‌ମେସର୍‌ ତାକେ ଦରମ୍‌ ଲକ୍‌ ବଲି ଏଜ୍‌ଲା, ମାତର୍‌ ବିନ୍‌ଲକ୍‌ମନ୍‌କେ ଦସି କଲା ।
Im Glauben erhielt Noe Kunde von dem, was er noch nicht sah, nahm sich in acht und baute eine Arche zur Rettung seines Hauses; in ihm hat er die Welt verurteilt und ward ein Erbe der Rechtfertigung aus dem Glauben.
8 ଅବ୍‌ରାଆମ୍ ମିସା ତାର୍‌ ବିସ୍‌ବାସର୍‌ ଲାଗି ପର୍‌ମେସରର୍‌ କାତା ମାନ୍‌ଲା । ପର୍‌ମେସର୍‌ ତାର୍‌ପାଇ ସଙ୍ଗଇରଇବା ଗଟେକ୍‌ ଦେସେ ଜା ବଲି କଇଲାକେ, ସେ ଦାପ୍‌ରେ ମାନ୍‌ଲା ଆରି ବାରଇଲା । ସେ କନ୍ତି ଗାଲିନି ବଲି ନାଜାନି ରଇଲେ ମିସା ସେ ସେନ୍ତାର୍‌ କଲା ।
Im Glauben gehorchte Abraham dem Ruf, in ein Land zu ziehen, das er als Erbe erhalten sollte, und so zog er aus und wußte nicht, wohin er käme.
9 ତାର୍‌ ବିସ୍‌ବାସର୍‌ ଲାଗି ପର୍‌ମେସର୍‌ ତାକେ ଦେବି ବଲି କାତା ଦେଇରଇଲା ଦେସେ, ସେ ବିନ୍‌ଦେସର୍‌ ଲକ୍‌ ପାରା ତୁମ୍‌ ଟାନି ରଇଲା । ସେନ୍ତାରିସେ ତାର୍‌ ପଅ ଇସାକ୍‌ ଆରି ଜାକୁବ୍‌ ତାର୍‌ ନାତି ମିସା ପର୍‌ମେସର୍‌ କାତା ଦେଇରଇଲାଟା ମିଲାଇବାଟାନେ ମିସ୍‌ଲାଇ ।
Im Glauben siedelte er sich im Lande der Verheißung an wie in einem fremden und wohnte in Zelten mit Isaak und Jakob, den Miterben derselben Verheißung.
10 ୧୦ ଅବ୍‌ରାଆମ୍ ସେନ୍ତାରି ଜାଗାଇ ମୁର୍‌ଚିକରି ରଇଲା । କାଇକେବଇଲେ ପର୍‌ମେସର୍‌ ତିଆର୍‌ କଲା ସବୁଦିନ୍‌ ରଇବା ସରଗର୍‌ ନଅରେ ରଇବି ବଲି ସେ ଆସାକଲା ।
Er wartete ja auf die Stadt mit festen Grundmauern, deren Baumeister und Gründer Gott ist.
11 ୧୧ ତାର୍‌ ବିସ୍‌ବାସର୍‌ ଲାଗି ଅବ୍‌ରାଆମ୍ ବେସି ଡକ୍‌ରା ରଇଲା ମିସା ଆରି ତାର୍‌ ମାଇଜି ସାଆରା ବାଞ୍ଜି ରଇଲେ ମିସା, ବାବା ଅଇଲା । ପର୍‌ମେସର୍‌ କାତା ଦେଇରଇଲାଟା ସିଦ୍‌ କର୍‌ସିଆକା ବଲି ସେ ଜାନିରଇଲା ।
Im Glauben erhielt Sara noch die Kraft zum Mutterwerden trotz ihres holten Alters, weil sie den für treu hielt, der die Verheißung gegeben hatte.
12 ୧୨ ଅବ୍‌ରାଆମ୍ କୁଲ୍‌କୁଲା ଡକ୍‌ରା ଅଇଲାକେ ସେ ପିଲାଜିଲା କରି ନାପାର୍‌ଲା । ଅଇଲେମିସା ତାର୍‌ ନାତିତିତିମନ୍‌ ବାଦଲର୍‌ ତାରା ପାରା ଆରି ସମ୍‌ଦୁରେ ରଇବା ବାଲି ପାରା ଜବର୍‌ ଅଇଗାଲାଇ ।
Darum wurden sie auch von dem einen und dazu Erstorbenen erzeugt so zahlreich wie die Sterne des Himmels, unzählbar wie der Sand am Meeresstrand.
13 ୧୩ ଏ ସବୁ ଲକ୍‌ମନ୍‌ ସେମନ୍‌ ମଲାବେଲେ ମିସା ପର୍‌ମେସର୍‌କେ ବିସ୍‌ବାସ୍‌ କର୍‌ତେ ରଇଲାଇ । ପର୍‌ମେସର୍‌ ସେମନ୍‌କେ କାତା ଦେଇରଇଲାଟା, ସେମନ୍‌ ଜିବନ୍‌ ରଇଲାବେଲେ ନ ମିଲାଇରଇଲେ ମିସା, ଜନ୍‌ଟା ପାଇବାଇ, ସେଟା ଦୁରିକେଅନି ଦେକ୍‌ଲାପାରା ଦେକି ସାର୍‌ଦା ଅଇଲାଇ । ଏ ଜଗତେ ସେମନ୍‌ ବିନ୍‌ ଦେସର୍‌ ପାରା ଆରି ନିଜର୍‌ ଦେସେ ନ ରଇଲା ଲକର୍‌ପାରା ମାନିଅଇକରି ରଇଲାଇ ।
Im Glauben starben diese alle, ohne daß sie die verheißenen Güter schon erlangt hätten. Sie hatten sie aus weiter Ferne nur gesehen und begrüßt und so bekannt, daß sie nur Pilgrime und Fremdlinge auf Erden seien.
14 ୧୪ ସେମନ୍‌ ମାନିଅଇ ରଇଲାଟାନେ ଅନି ଆମେ ଜାନ୍‌ବୁ ଜେ, ସେମନ୍‌ ନିଜର୍‌ଟା ବଲି ଜାନାଇବା ଗଟେକ୍‌ ଦେସ୍‌ କଜ୍‌ତେ ରଇଲାଇ ।
Denn die so sprechen, zeigen, daß sie eine Heimat suchen.
15 ୧୫ ସେମନ୍‌ ଚାଡିକରି ଆସିରଇବା ଦେସ୍‌ ବିସଇନେଇ ଚିନ୍ତା କରତ୍‌ନାଇ । ସେନ୍ତାରି କର୍‌ତାଇଆଲେ, ସେମନ୍‌ ବାଉଡ୍‌ବାକେ ଅଇତା ।
Hätten sie dabei an das Land gedacht, aus dem sie ausgezogen waren, so hätten sie die Möglichkeit gehabt, dorthin zurückzukehren.
16 ୧୬ ସେମନ୍‌ ଚାଡିଆଇଲା ନଅର୍‌ତେଇଅନି ଅଦିକ୍‌ ନିକ ଗଟେକ୍‌ ନଅରର୍‌ ପାଇ ତାକର୍‌ ଆଁକି ରଇଲା । କାଇକେବଇଲେ, ସେମନ୍‌ ସରଗ୍‌ ଦେସ୍‌ ପାରାଟା କଜ୍‌ତେରଇଲାଇ । ସେମନ୍‌ ତାକେ ପର୍‌ମେସର୍‌ ବଲି ଡାକ୍‌ଲାର୍‍ ପାଇ, ସେ ଲାଜ୍‌ ଅଏନାଇ । କାଇକେବଇଲେ ସେ ତାକର୍‌ପାଇ ଗଟେକ୍‌ ନଅର୍‌ ତିଆର୍‌କଲା ଆଚେ ।
So aber trachten sie nach einem besseren, das heißt nach dem himmlischen. Darum scheut sich Gott auch nicht, sich ihren Gott nennen zu lassen; er hat ja ihnen eine Stadt bereitet.
17 ୧୭ ତାର୍‌ ବିସ୍‌ବାସର୍‌ ଲାଗି ଅବ୍‌ରାଆମ୍ ଜେଡେବେଲେ ପର୍‌ମେସର୍‌ ତାକେ ପରିକା କଲା, ସେ ତାର୍‌ ପଅକେ ବଲି ଇସାବେ ସର୍‌ପି ଦେଲା । ମାତର୍‌ ପର୍‌ମେସର୍‌ କାତା ଦେଇରଇଲାଟାନେ ଅବ୍‌ରାଆମର୍‌ ବିସ୍‌ବାସ୍‌ ଡାଁଟ୍‌ ରଇଲା । ଆରି ସେ ତାର୍‌ ଗଟେକ୍‌ ବଲି ପଅ ଇସାକ୍‌କେ ବଲି ଇସାବେ ଦେବାକେ ରାଜି ରଇଲା ।
Im Glauben brachte Abraham, als er erprobt werden sollte, den Isaak als Opfer dar; er wollte seinen einzigen Sohn darbringen; er, der doch die Verheißung empfangen hatte,
18 ୧୮ ତାର୍‌ ପଅ ଇସାକର୍‌ ଲାଗି, ତାର୍‌ ନାତିତିତିମନ୍‌ ଜବର୍‌ ଅଇଜିବାଇ ବଲି ପର୍‌ମେସର୍‌ ତାକେ କାତା ଦେଇରଇଲା ।
als zu ihm gesprochen ward: "Du sollst in Isaak Nachkommen erhalten."
19 ୧୯ ଜଦି ଇସାକ୍‌ ମରିଗାଲେ, ପର୍‌ମେସର୍‌ ତାକେ ଜିବନ୍‌ କରି ଉଟାଇପାର୍‌ସି ବଲି ଅବ୍‌ରାଆମ୍ ବାବିରଇଲା । ଆରି ସେବେଲେ ସେନ୍ତାରିସେ ତାକେ ମଲାତେଇଅନି ଜିବନ୍‌ ଅଇକରି ପାଇଲା ପାରା ସେ ରଇଲା ।
Er dachte eben: "Gott kann sogar Tote wieder auferwecken", und so erhielt er ihn zugleich als Sinnbild wiederum zurück.
20 ୨୦ ଇସାକ୍‌ ତାର୍‌ ବିସ୍‌ବାସର୍‌ ଲାଗି, ତାର୍‌ ପଅମନ୍‌ ଜାକୁବ୍‌ ଆରି ଏସ୍‌ଅକେ ଆଇବା ଦିନ୍‌ମନର୍‌ ପାଇ ଆସିର୍‌ବାଦ୍‌ ଦେଲା ।
Im Glauben segnete Isaak den Jakob und den Esau auch für die künftigen Zeiten.
21 ୨୧ ଜାକୁବ୍‌ ତାର୍‌ ବିସ୍‌ବାସର୍‌ ଲାଗି, ସେ ମର୍‌ବା ବେଲେ ତାର୍‌ ନାତିତିତିମନ୍‌ ଜେ କି ଜସେପର୍‌ ପଅମନ୍‌କେ ଆସିର୍‌ବାଦ୍‌ କଲା । ସେ ଦାରିକରି ଇଣ୍ଡ୍‌ବା ଡାଙ୍ଗ୍‌ ଉପ୍‌ରେ ଆଉଜି କରି ପର୍‌ମେସର୍‌କେ ଉପାସନା କଲା ।
Im Glauben segnete der sterbende Jakob die beiden Söhne Josephs und betete, gestützt auf die Spitze seines Stabes.
22 ୨୨ ଜସେପ୍‌ ତାର୍‌ ବିସ୍‌ବାସର୍‌ ଲାଗି ସେ ମର୍‌ବାବେଲେ ଆଇବା ଦନ୍‌ମନ୍‌କେ ଇସ୍‌ରାଏଲର୍‌ ଲକ୍‌ମନ୍‌ ସବୁ ମିସର୍‌ ଦେସ୍‌ ଚାଡି ଜିବାଇ ବଲି କଇରଇଲା । ଆରି ତାର୍‌ ମଲା ଗାଗଡ୍‌ସଙ୍ଗ୍‍ କାଇଟା କର୍‌ବାର୍‌ ଆଚେ ବଲି ସେମନ୍‌କେ ତିଆରି ରଇଲା ।
Im Glauben dachte Joseph noch beim Sterben an den Auszug der Kinder Israels und gab Anweisung über seine Gebeine.
23 ୨୩ ମସାର୍‌ ଆୟାବାବାମନ୍‌ ତାକର୍‌ ବିସ୍‌ବାସର୍‌ ଲାଗି ଏବ୍‌ରିଅମନର୍‌ ପିଲାଟକିକେ ମରାଇବାର୍‌ ଆଚେ ବଲି ରାଜା ଆଦେସ୍‌ ଦେଇରଇଲା ମିସା, ସେମନ୍‌ ମସା ଜନମ୍‌ ଅଇଲାକେ ତାକେ ତିନ୍‌ମାସ୍‌ ଲୁଚାଇକରି ସଙ୍ଗଇଲାଇ । ସେ ଗଟେକ୍‌ ସୁନ୍ଦର୍‌ ପିଲା ବଲି ସେମନ୍‌ ଦେକ୍‌ଲାଇ । ରାଜା ଆଦେସ୍‌ କଲାଟାକେ ସେମନ୍‌ ଡରତ୍‌ ନାଇ ।
Im Glauben ward nach der Geburt Moses von seinen Eltern noch drei Monate lang verborgen gehalten; sie sahen nämlich, daß das Kind lieblich war, und fürchteten den Befehl des Königs nicht.
24 ୨୪ ମସା ତାର୍‌ ବିସ୍‌ବାସର୍‌ ଲାଗି, ସେ ବଡ୍‌ ଅଇଲାକେ ରାଜାର୍‌ ଜିଇର୍‌ ପିଲା ବଲାଇଅଇବାକେ ମନ୍‌ କରି ନ ରଇଲା ।
Im Glauben lehnte Moses, als er schon erwachsen war, es ab, sich Sohn der Tochter Pharaos nennen zu lassen.
25 ୨୫ ଚନେକର୍‌ପାଇ ସାର୍‌ଦା ଦେବା ପାପ୍‌ କର୍‌ବାତେଇଅନି, ପର୍‌ମେସରର୍‌ ଲକ୍‌ମନର୍‌ ସଙ୍ଗ୍‍ କସ୍‌ଟ ଅଇରଇବାଟା ଅଦିକ୍‌ ନିକ ବଲି ସେ ବାବ୍‌ଲା ।
Er wollte lieber mit dem Volke Gottes Leid ertragen, als nur vorübergehenden Genuß von Sünde haben.
26 ୨୬ ମସିଅର୍‌ ଲାଗି ଲାଜ୍‌ପାଇ ମୁର୍‌ଚିକରି ରଇବାଟା ମିସର୍‌ ଦେସେଅନି ମିଲାଇରଇବା ବଡ୍‌ ଦନ୍‌ ସଁପତିତେଇଅନି ଅଦିକ୍‌ ନିକଟା ବଲି ସେ ବାବ୍‌ଲା । ଆଇବା ଦିନ୍‌ମନ୍‌କେ ମିଲାଇବା ପୁରୁସ୍‌କାର୍‌ଟାନେ ସେ ଆଁକିପାକାଇ ରଇଲା ।
So hielt er die Schmach Christi für einen größeren Reichtum als Ägyptens Schätze. Er blickte ja auf die Vergeltung hin.
27 ୨୭ ତାର୍‌ ବିସ୍‌ବାସର୍‌ ଲାଗି, ସେବେଲେ ସେ ମିସର୍‌ଦେସ୍‌ ଚାଡିଆଇଲା । କାଇକେବଇଲେ, ସେ ରାଜାର୍‌ ରିସା ଡରେନାଇ । ଆକିସଙ୍ଗ୍‌ ଦେକି ନାପାର୍‌ବା ପର୍‌ମେସର୍‌କେ ଦେକ୍‌ଲା ପାରା ସେ ଆରି ସେ ଦେସେ ବାଉଡେନାଇ ।
Im Glauben verließ er das Ägypterland und fürchtete den Zorn des Königs nicht. Und standhaft hielt er aus, als hätte er den Unsichtbaren sichtbar vor Augen.
28 ୨୮ ତାର୍‌ ବିସ୍‌ବାସର୍‌ ଲାଗି ସେ ନିସ୍‌ତାର୍‌ ପରବ୍‌ ମାନ୍‌ଲା ଆରି ଇସ୍‌ରାଏଲ୍‌ ଲକ୍‌ମନର୍‌ ରଇବା ଗରର୍‌ କାପାଟେ, ଗଟେକ୍‌ ମେଣ୍ଡାପିଲାର୍‌ ବନି ଚିଚ୍‌ବାକେ ଆଦେସ୍‌ ଦେଲା । ସେ ଏନ୍ତାରି କଲାକେ ପର୍‌ମେସରର୍‌ ଦୁତ୍‌ ଇସ୍‌ରାଏଲ୍‌ ଲକ୍‌ମନର୍‌ ପଣୁଆ ପିଲାମନ୍‌କେ ମରାଏ ନାଇ ।
Im Glauben hielt er das Pascha und ordnete das Blutbestreichen an, damit der Würgengel nicht ihre Erstgeburt vernichte.
29 ୨୯ ଇସ୍‌ରାଏଲର୍‌ ଲକ୍‌ମନ୍‌ ତାକର୍‌ ବିସ୍‌ବାସର୍‌ ଲାଗି ଲଇତ୍‌ ନାଉଁର୍‌ ସମ୍‌ଦୁର୍‌ ବିତ୍‌ରେ ସୁକ୍‌ଲା ବୁଇଁପାରା ଇଣ୍ଡି ଇଣ୍ଡି ଲଙ୍ଗ୍‌ଲାଇ । ସେମନ୍‌କେ କେଦି ଆନ୍‌ତେରଇବା ମିସର୍‌ ଦେସର୍‌ ଲକ୍‌ମନ୍‌, ସେନ୍ତାରି ଲଙ୍ଗ୍‌ବାକେ ଚେସ୍‌ଟା କଲାଇଜେ ସେମନ୍‌ ସବୁଲକ୍‌ ବୁଡିଗାଲାଇ । କାଇକେବଇଲେ ଜନ୍‌ ସମ୍‌ଦୁରେ ସେମନ୍‌ ଇଣ୍ଡ୍‌ବା ବେଲେ ପାନି ଦୁଇବାଗ୍‌ ଅଇରଇଲା, ପର୍‌ମେସର୍‌ ସେ ପାନି ମିସାଇଦେଲା ।
Im Glauben durchschritten sie das Rote Meer wie trockenes Land, während die Ägypter beim gleichen Versuche verschlungen wurden.
30 ୩୦ ଇସ୍‌ରାଏଲର୍‌ ଲକ୍‌ମନ୍‌ ତାକର୍‌ ବିସ୍‌ବାସର୍‌ ଲାଗି ଜିରିକର୍‌ ପାଚୁରିତେଇ ଆସି ସାତ୍‌ ଦିନ୍‌ ଜାକ ତେଇ ବୁଲ୍‌ଲାକେ ତାର୍‌ ପାଚୁରି ବସ୍‌ଲିଗାଲା ।
Im Glauben stürzten auch die Mauern Jerichos zusammen, nachdem man an sieben Tagen um sie herumgezogen war.
31 ୩୧ ଜେରିକର୍‌ ନଅରେ ରଇବା ରାଆବ୍‌ ନାଉଁର୍‌ ଗଟେକ୍‌ ବେସିଆ ମାଇଜି, ତାର୍‌ ବିସ୍‌ବାସର୍‌ ଲାଗି ପର୍‌ମେସର୍‌କେ ନ ମାନିକରି ରଇବା ଲକର୍‌ ସଙ୍ଗ୍‍ ମରେନାଇ । ଇସ୍‌ରାଏଲର୍‌ କବର୍‌ ନେବା ଲକ୍‌ମନ୍‌ ଲୁଚ୍‌ତେ ନଅରେ ଆଇଲାବେଲେ ରାଆବ୍‌ ସେମନ୍‌କେ ସାଇଜ କଲା ।
Im Glauben kam die Dirne Rahab nicht mit jenen Unfolgsamen um, weil sie die Kundschafter friedlich aufgenommen hatte.
32 ୩୨ ମୁଇ ଇତି ତେବ୍‌ବି । କାଇକେବଇଲେ ମୁଇ ଆରି କଇବାଟା ଆରାମ୍‌ କଲେ, ଗିଦିୟନ୍‌, ବାରାକ୍‌, ସାମ୍‌ସନ୍‌, ଜେପ୍‌ତା, ସାମୁଏଲ୍‌, ଆରି ବବିସତ୍‌ବକ୍‌ତାମନର୍‌ ବିସ୍‌ବାସ୍‌ ବିସଇ କାତା ଅଇବାକେ ବେଲା ନ କେଟେ ।
Doch wozu soll ich noch weiter reden? Es fehlt mir die Zeit, um alles durchzugehen von Gedeon und Barak, Samson und Jephte, von David, Samuel und den Propheten.
33 ୩୩ ତାକର୍‌ ବିସ୍‌ବାସର୍‌ ଲାଗି କେତେକ୍‌ ଲକ୍‌ ରାଇଜେ ଜୁଇଦ୍‌ କରି ଜିତ୍‌ଲାଇ । ବିନ୍‌ଲକ୍‌ମନ୍‌ ଦରମ୍‌ ଚଲାଚଲ୍‌ତିକରି ପର୍‌ମେସର୍‌ କାତା ଦେଇରଇବାଟା ମିଲାଇଲାଇ । ସେମନ୍‌ ବାଦ୍‌ରା ସିଅଁମନ୍‌କେ ଆରାଇଲାଇ ।
Im Glauben rangen diese Königreiche nieder, schufen Recht, erlangten Verheißungen; sie schlossen Löwenrachen,
34 ୩୪ ବିନ୍‌ ଲକ୍‌ମନ୍‌ ତାକର୍‌ ବିସ୍‌ବାସର୍‌ ଲାଗି ଜବର୍‌ ଜଇଲାଚ୍‌ଲାଇ ମିସା ପଡତ୍‌ନାଇ, । କାଣ୍ଡାତେଇଅନି ରକିଆ ପାଇଲାଇ । ସେମନ୍‌ ଦୁର୍‌ବଲ୍‌ ରଇଲାଇ । ମାତର୍‌ ତାକର୍‌ ବିସ୍‌ବାସର୍‌ ଲାଗି ଡାଟ୍‌ ଅଇଲାଇ । ଜୁଇଦ୍‌କର୍‌ବାକେ ବପୁ ଅଇଲାଇ । ସତ୍‌ରୁମନର୍‌ ସଇନମନ୍‌କେ ଆରାଇଲାଇ ।
löschten Feuersgluten aus, entgingen der Schärfe des Schwertes. Aus Schwachheit kamen sie zu Kraft und wurden Helden im Kampf und brachten fremde Heere zum Weichen.
35 ୩୫ କେତେଟା ମାଇଜିମନ୍‌ ମିସା ତାକର୍‌ ବିସ୍‌ବାସର୍‌ ଲାଗି ସେମନର୍‌ କୁଟୁମର୍‌ ଲକ୍‌ମନ୍‌କେ ମଲାତେଇଅନି ଜିବନ୍‌ ଅଇତେ ମିଲାଇଲାଇ । ବିସ୍‌ବାସିମନ୍‌କେ ବନ୍ଦିକରି ନେଲାଇ । ସେମନ୍‌ ମର୍‌ବାଜାକ ଦୁକ୍‌ କସ୍‌ଟ ପାଇଲେ ମିସା ତାକର୍‌ ବିସ୍‌ବାସ୍‌ ଚାଡତ୍‌ ନାଇ । ଆଇବା ଦିନ୍‌ମନ୍‌କେ ଅଦିକ୍‌ ନିକ ଜିବନ୍‌ ପାଇବୁ ବଲି ସେନ୍ତାରି ଅଇକରି ମଲାଇ ।
Frauen erhielten ihre Toten durch die Wiederaufweckung zurück. Andere wurden gemartert und wollten nichts von der Freilassung wissen, um eine wundervollere Auferstehung zu erlangen.
36 ୩୬ କେତେ ଲକ୍‌କେ କିଜାଇଲାଇ, କର୍‌ଡା ମାରାଇଲାଇ, ବିନ୍‌ ଲକ୍‌ମନ୍‌କେ ବାନ୍ଦିକରି ଜଇଲେ ପୁରାଇଲାଇ,
Und wieder andere mußten Spott und Geißelung verkosten, andere Ketten und Gefängnis.
37 ୩୭ ବିନ୍‍ ଲକ୍‌ମନ୍‌କେ ପାକ୍‌ନା ମାରାଇ ମରାଇଲାଇ, । ଦୁଇପଡାକରି କାଟାଇଲାଇ, କାଣ୍ଡା ସଙ୍ଗ୍‍ ମାରାଇଲାଇ । କେତେକ୍‌ ଲକ୍‌ ତାକର୍‌ ବିସ୍‌ବାସ୍‌ ଚାଡତ୍‌ନାଇକେ ଅବ୍‌କା ଚେଲିମେଣ୍ଡା ଚାମ୍‌ସେ ଲୁଗାର୍‌ପାଇ ରଇଲା । ସେମନ୍‌ ବେସି ଅର୍‌କିତ୍‌ ରଇଲାଇ । ସେମନ୍‌କେ ସାଦ୍‌ବାନ୍ଦ୍‌ କରି ତାଡ୍‌ନା କଲାଇ ।
Sie wurden gesteinigt und gefoltert und zersägt, durchs Schwert getötet; in Schaf- und Ziegenfellen zogen sie umher, in Not, bedrängt, mißhandelt.
38 ୩୮ ଏ ଜଗତର୍‌ କାରାପ୍‌ ଲକ୍‌ମନ୍‌, ସେ ଦରମ୍‌ ଲକ୍‌ମନର୍‌ ସଙ୍ଗ୍‍ ମିସ୍‌ବାକେ ସମାନ୍‌ ନ ରଇଲାଇ, ବିନ୍‌ ବିସ୍‌ବାସିମନ୍‌ ନିଜର୍‌ ଗର୍‌ଦୁଆର୍‌ ଚାଡି ଆଜିଜାଇରଇବା ଲକ୍‌ମନର୍‌ ପାରା ମରୁବାଲି ବୁଏଁ, ଆରି କୁପ୍‌ଲିତେଇ ରଇବା ପାଆରେ, ଆରି କଲେ ରଇଲାଇ ।
Die Welt war ihrer nicht wert. In Einöden und im Gebirge irrten sie umher, in Höhlen und in Erdklüften.
39 ୩୯ ତାକର୍‌ ବିସ୍‌ବାସର୍‌ ଲାଗି ସେମନ୍‌ ଡାକ୍‌ପୁଟା ଅଇଲାଇ । ଏଲେମିସା ପର୍‌ମେସର୍‌ କାତା ଦେଇରଇବାଟା ସେମନ୍‌ ମିଲାଅତ୍‌ ନାଇ ।
Und doch, sie alle, obwohl so große Glaubenszeugen, erlangten die verheißenen Güter nicht.
40 ୪୦ କାଇକେବଇଲେ ପର୍‌ମେସର୍‌ ଗଟେକ୍‌ ବେସି ନିକ ଜଜ୍‌ନା ଆମର୍‌ପାଇ ଟିକ୍‌ କଲାଆଚେ । ଆମେ ସେ ଲକ୍‌ମନର୍‌ ସଙ୍ଗ୍‍ ନ ମିସ୍‌ବାଜାକ, ସେ ସେମନ୍‌କେ କାତା ଦେଇରଇଲାଟା ସିଦ୍‌ ନ କରେ ।
Gott hatte noch etwas Herrlicheres für uns vorgesehen: jene sollten nicht ohne uns zur Vollendung kommen.

< ଏବ୍‌ରି 11 >