< ଗାଲାତିୟ 1 >

1 ମୁଇ ପେରିତ୍‌ ସିସ୍‌ ପାଉଲ୍‌ । ପେରିତ୍‌ ସିସ୍‌ ଅଇବାକେ ମୁଇ ଲକ୍‌ମନର୍‌ଟାନେଅନି କି ଲକ୍‌ମନର୍‌ ମାଲାକାରିଆ ଇସାବେ ଡାକ୍‌ରା ପାଇନାଇ । ଏ ଡାକ୍‌ରା ମୁଇ ବାବା ପରମେସରର୍‌ ଆରି ଜିସୁ କିରିସ୍‌ଟର୍‌ ତେଇଅନି ପାଇଲିଆଚି । ପରମେସର୍‌ ତାକେ ମଲାଟାନେଅନି ଉଟାଇଆଚେ ।
İnsanlarca ya da insan aracılığıyla değil, İsa Mesih ve O'nu ölümden dirilten Baba Tanrı aracılığıyla elçi atanan ben Pavlus'tan ve benimle birlikte olan bütün kardeşlerden Galatya'daki kiliselere selam!
2 ଆରି ଏଟା ଗାଲାତିୟ ମଣ୍ଡଲିତେଇ ରଇବା ତମର୍‌ପାଇ ମର୍‌ ଚିଟି । ଜନ୍‌ ବିସ୍‌ବାସି ବାଇବଇନିମନ୍‌ ମର୍‌ ସଙ୍ଗ୍‍ ଆଚତ୍‌, ସେମନ୍‌ ମିସା ମର୍‌ ସଙ୍ଗ୍‌ ଜୁଆର୍‌ ଜାନାଇଲାଇନି ।
3 ଆମର୍‌ ବାବା ପରମେସର୍‌ ଆରି ମାପ୍‌ରୁ ଜିସୁ କିରିସ୍‌ଟ ତମ୍‌କେ ଜିବନ୍‌ ଦୁକାଇ ସାନ୍ତି ଦେଅ ।
Babamız Tanrı'dan ve Rab İsa Mesih'ten sizlere lütuf ve esenlik olsun.
4 ଏବେ ଏ ପାପ୍‌ ବର୍‌ତି ଅଇରଇବା ଜଗତେଅନି ଆମ୍‌କେ ଉଦାର୍‌ କର୍‌ବାକେ ଆମର୍‌ ବାବା ପରମେସର୍‌ ମନ୍‍ କଲାଟା, ମାନିକରି କିରିସ୍‌ଟ ଆମର୍‌ ପାପର୍‌ ପାଇ ନିଜ୍‌କେ ସର୍‌ପିଦେଲା । (aiōn g165)
Mesih, Babamız Tanrı'nın isteğine uyarak bizi şimdiki kötü çağdan kurtarmak için günahlarımıza karşılık kendini feda etti. (aiōn g165)
5 ପରମେସର୍‌ କାଲ୍‌ କାଲ୍‌ ଜୁଗ୍‌ ଜୁଗ୍‌ ଡାକ୍‌ପୁଟା ପାଅ । ଆମେନ୍‌! (aiōn g165)
Tanrı'ya sonsuzlara dek yücelik olsun! Amin. (aiōn g165)
6 କିରିସ୍‌ଟ ଜିବନ୍‌ ଦୁକାଇକରିସେ ତମ୍‌କେ ଡାକିରଇଲା । ମାତର୍‌ ତମେ ତାକେ ଏତେକ୍‌ ଦାପ୍‌ରେ ଚାଡିଦେଇକରି ଆରି ଗଟେକ୍‌ ବିନ୍‌ ସୁବ୍‌କବର୍‌ବାଟେ ମନ୍‌ ଦେଲାସ୍‌ନି । ତମର୍‌ ଏ ମନ୍‌ ବାଦ୍‌ଲାଇବାଟା ଦେକିକରି ଇତି ମୁଇ କାବା ଅଇଗାଲିନି ।
Sizi Mesih'in lütfuyla çağıranı bırakıp değişik bir müjdeye böylesine çarçabuk dönmenize şaşıyorum.
7 ଏ ସୁବ୍‌କବର୍‌ ଚାଡି ଆରି ଗଟେକ୍‌ ବିନ୍‌ ସୁବ୍‌କବର୍‌ ନାଇ । ମାତର୍‌ ମୁଇ ଏନ୍ତି କଇଲିନି, କାଇକେ ବଇଲେ କେତେଲକ୍‌ କିରିସ୍‌ଟର୍‌ ସୁବ୍‌କବର୍‌ ବିନ୍‌ ବିନ୍‌ ରକାମ୍‌ କରି, ତମ୍‌କେ କଚପଚ କର୍‌ବାକେ ଚେସ୍‌ଟା କଲାଇନି ବଲି ମୁଇ ସୁନ୍‌ଲିନି ।
Gerçekte başka bir müjde yoktur. Ancak aklınızı karıştırıp Mesih'in Müjdesi'ni çarpıtmak isteyenler vardır.
8 ମାତର୍‌ ଆମେ ତମର୍‌ ଲଗେ ଜନ୍‌ ସୁବ୍‌କବର୍‌ ଜାନାଇ ରଇଲୁ, ଜଦି ସେଟାକେ ଚାଡି ବିନ୍‌ ଗଟେକ୍‌ ସୁବ୍‌କବର୍‌ ଆମେ ନିଜେ, ନଇଲେ ସରଗ୍‌ ଦୁତ୍‌ ମିସା ଜାନାଇସି ବଇଲେ, ସେ ଅବିସାପ୍‌ ପାଅ ।
İster biz, ister gökten bir melek size bildirdiğimize ters düşen bir müjde bildirirse, lanet olsun ona!
9 ଏଟା ଆମେ ଆଗ୍‌ତୁ କଇରଇଲୁ ଆରି ମୁଇ ଏବେ ଆରି ତରେକ୍‌ କଇଲିନି, ତମେ ତମର୍‌ ଜିବନେ ଜନ୍‌ ସୁବ୍‌କବର୍‌ ମାନିରଇଲାସ୍‌, ସେଟା ଚାଡି ଆରି ଜଦି କେ, କାଇମିସା ବିନ୍‌ ସୁବ୍‌କବର୍‌ ଜାନାଇସି ବଇଲେ ସେ ଅବିସାପ୍‌ ପାଅ ।
Daha önce söylediğimizi şimdi yine söylüyorum: Bir kimse size kabul ettiğinize ters düşen bir müjde bildirirse, ona lanet olsun!
10 ୧୦ ଏଟା ସୁନି ତମେ ମନେ ମନେ କାଇଟା ବାବ୍‌ଲାସ୍‌ନି? ମୁଇ ଲକ୍‌ମନର୍‌ ମାନ୍‌ବାଟା ପାଇବାକେ ଚେସ୍‌ଟା କଲିନି କି? ନାଇ, କେବେ ନାଇ । ମୁଇ ପରମେସରର୍‌ ମାନ୍‌ବାଟାସେ ମନ୍‍ କଲିନି । ମୁଇ କାଇ ଡାକ୍‌ପୁଟା ଅଇବି ବଲି ମନ୍‌ କଲିନି କି? ମୁଇ ଜଦି ଏବେ ଜାକ ଡାକ୍‌ପୁଟା ଅଇବାକେ ମନ୍‌ କର୍‌ତି ବଇଲେ, ଆଜି କିରିସ୍‌ଟର୍‌ ସେବାକାରିଆ ନ ଅଇତି ।
Şimdi ben insanların onayını mı, Tanrı'nın onayını mı arıyorum? Yoksa insanları mı hoşnut etmeye çalışıyorum? Eğer hâlâ insanları hoşnut etmek isteseydim, Mesih'in kulu olmazdım.
11 ୧୧ କାଇକେବଇଲେ, ଏ ବାଇବଇନିମନ୍‌ ମୁଇ ତମ୍‌କେ ଜନ୍‌ ସୁବ୍‌କବର୍‌ ଜାନାଇଲିନି, ସେଟା ମୁନୁସର୍‌ଟାନେଅନି ବାରଏ ନାଇ ।
Kardeşlerim, yaydığım Müjde'nin insandan kaynaklanmadığını bilmenizi istiyorum.
12 ୧୨ ତେବେ ମୁଇ ସେଟା ମୁନୁସ୍‌ ମନର୍‌ ଟାନେଅନି ପାଇନାଇ, କି କେ ମକେ ସିକାଅତ୍‌ ନାଇ । ନିଜେ ଜିସୁ କିରିସ୍‌ଟ ସେଟା ମକେ ଜାନାଇଲା ଆଚେ ।
Çünkü ben onu insandan almadım, kimseden de öğrenmedim. Bunu bana İsa Mesih vahiy yoluyla açıkladı.
13 ୧୩ ଆଗ୍‌ତୁ ମୁଇ ଜିଉଦି ଦରମ୍‌ ନାମ୍‌ବା ବେଲାଇ ଜେନ୍ତିକି ଜିଇତେ କାଇତେ ରଇଲି । ପାର୍‌ତନା କର୍‌ବାକେ ରୁଣ୍ଡ୍‌ବା ଲକ୍‌ମନ୍‌କେ କେନ୍ତି କସ୍‌ଟ ଦେଇତେ ରଇଲି ଆରି ସେଟାମନ୍‌ ନସ୍‌ଟ କର୍‌ବାକେ କେନ୍ତି ଚେସ୍‌ଟା କରିରଇଲି, ଏଟା ସବୁ ବିସଇ ତମ୍‌କେ ଜାନାଇଦିଆଅଇଆଚେ ।
Yahudi dinine bağlı olduğum zaman nasıl bir yaşam sürdüğümü duydunuz. Tanrı'nın kilisesine alabildiğine zulmediyor, onu kırıp geçiriyordum.
14 ୧୪ ଜିଉଦି ଦରମ୍‌ ମାନ୍‌ବା ବେଲେ, ମୁଇ ଦାଙ୍ଗ୍‌ଡା ବଇସେ ଆମର୍‌ ଜିଉଦିମନର୍‌ ବିତ୍‌ରେ ସବୁକେ ଅନି ଆଗ୍‌ତୁ ରଇଲି ଆରି ଆମର୍‌ ଆନିଦାଦିମନ୍‌ ବିସ୍‌ବାସ୍‌ କରି ଆଇତେରଇବା ରିତିନିତି ବେସି ଡାଟ୍‌ ସଙ୍ଗ୍‌ ମାନ୍‌ତେରଇଲି ।
Yahudi dininde yaşıtım olan soydaşlarımın birçoğundan daha ilerideydim, atalarımın geleneklerini savunmakta çok daha gayretliydim.
15 ୧୫ ମାତର୍‌ ପରମେସର୍‌ ତାର୍‌ ଜିବନ୍‌ ଦୁକାଇ ମର୍‌ ମାଆର୍‌ ଗର୍‌ବେ ରଇଲା ବେଲେ, ମକେ ବାଚିରଇଲା ଆରି ତାର୍‌ ସେବା କର୍‌ବାକେ ଡାକ୍‌ଲା ।
Ama beni daha annemin rahmindeyken seçip lütfuyla çağıran Tanrı, uluslara müjdelemem için Oğlu'nu bana göstermeye razı olunca hemen insanlara danışmadım;
16 ୧୬ ଆରି ଜେଡେବେଲେ ଜିଉଦି ନଇଲା ଲକ୍‌ମନର୍‌ ଟାନେ ସୁବ୍‌କବର୍‌ ଜାନାଇବାକେ ପର୍‌ମେସର୍‌ ମକେ ତାର୍‌ ପଅକେ ଦେକାଇଲା, । ଏ ବିସଇନେଇ ମୁଇ କାର୍‌ଲଗେ ଜିବି ଆରି ସେମନ୍‌ ମକେ ସିକାଇଦେଅତ୍‌ ବଲି ଚିନ୍ତାକରି ନାଇ ।
17 ୧୭ ଜେନ୍ତିକି ମର୍‌ ଆଗ୍‌ତୁ ଜେତ୍‌କି ଲକ୍‌ ପେରିତ୍‌ ସିସ୍‌ ଅଇରଇଲାଇ, ସେମନର୍‌ ସଙ୍ଗ୍‌ ମିସ୍‌ବାକେ ଜିରୁସାଲାମେ ଜାଇନାଇ । ସେବେଲେ ମୁଇ ଦାପ୍‌ରେ ବାରଇ ଆରବ୍‌ ଦେସେ ଉଟିଗାଲି । ଜାଇକରି ଆରିତରେକ୍‌ ଦାମାସ୍‌କସେ ବାଉଡି ଆଇଲି ।
Yeruşalim'e, benden önce elçi olanların yanına da gitmedim; Arabistan'a gittim, sonra yine Şam'a döndüm.
18 ୧୮ ଆରି ତିନ୍‌ ବରସ୍‌ ପଚେ ମୁଇ ପିତର୍‌କେ ବେଟ୍‌ ଅଇବାକେ ଜିରୁସାଲାମେ ଗାଲି । ତେଇ ତାର୍‌ସଙ୍ଗ୍‌ ଦୁଇ ଆଟ୍‌ ରଇଲି ।
Bundan üç yıl sonra Kefas'la tanışmak üzere Yeruşalim'e gittim, on beş gün onun yanında kaldım.
19 ୧୯ ମାତର୍‌ ମାପ୍‌ରୁର୍‌ ବାଇ ଜାକୁବ୍‌କେ ଚାଡ୍‍ଲେ ଆରି ମୁଇ କନ୍‌ ପେରିତ୍‌ ସିସ୍‌କେ ମିସା ବେଟ୍‌ ଅଇନାଇ ।
Öbür elçilerden hiçbirini görmedim, yalnız Rab İsa'nın kardeşi Yakup'u gördüm.
20 ୨୦ ମୁଇ ଜେତ୍‌କି ବିସଇ ଲେକ୍‌ଲିନି, ସେଟା ସତ୍‌, ପରମେସର୍‌ ଜାନିଆଚେ ମୁଇ କାଇଟା ମିସା ମିଚ୍‌ କଇନାଇ!
Bakın, size yazdıklarımın yalan olmadığını Tanrı'nın önünde belirtiyorum.
21 ୨୧ ତାର୍‌ପଚେ ମୁଇ ସିରିଆ ଆରି ସିଲିସିଆର୍‌ ବେସି ଜାଗାଇ ଜାଇରଇଲି ।
Sonra Suriye ve Kilikya bölgelerine gittim.
22 ୨୨ ସେବେଲା ଜିଉଦା ରାଇଜେ ରଇଲା କିରସ୍‌ଟକେ ବିସ୍‌ବାସ୍‌ କର୍‌ବା ମଣ୍ଡଲିର୍‌ ଲକ୍‌ମନ୍‌ ମକେ ନିକସଙ୍ଗ୍‌ ନାଜାନି ରଇଲାଇ ।
Yahudiye'nin Mesih'e ait kiliseleri beni şahsen tanımıyorlardı.
23 ୨୩ ବିନ୍‌ ଲକ୍‌ମନ୍‌ ମର୍‌ ବିସଇ ଜାଇଟା କଇରଇଲାଇ, ସେମନ୍‌ ସେତ୍‌କିସେ ଜାନିରଇଲାଇ । ବିନ୍‌ ଲକ୍‌ମନର୍‌ଟାନେଅନି ସେମନ୍‌ ସୁନିରଇଲାଇ କି, ଜନ୍‌ ଲକ୍‌ ଗଟେକ୍‌ ବେଲାଇ ଆମ୍‌କେ କସ୍‌ଟ ଦେଇତେ ରଇଲା, ଆମର୍‌ ଦରମ୍‌ କୁରୁପ୍‌ନାସ୍‌ କରିଦେବାକେ ଚେସ୍‌ଟା କର୍‌ତେ ରଇଲା, ଏବେ ସେ ଆକା ମାପ୍‌ରୁର୍‌ ସୁବ୍‌କବର୍‌ ଜାନାଇଲାନି!
Yalnız, “Bir zamanlar bize zulmeden adam, önceleri yıkmaya çalıştığı imanı şimdi yayıyor” dendiğini duymuşlardı.
24 ୨୪ ସେଟାର୍‌ ପାଇ ସେମନ୍‌ ମର୍‌ପାଇ ପରମେସରର୍‌ ଡାକ୍‌ପୁଟା କର୍‌ତେରଇଲାଇ ।
Böylece benden ötürü Tanrı'yı yüceltiyorlardı.

< ଗାଲାତିୟ 1 >