< ପେରିତ୍‌ 4 >

1 ପିତର୍‌ ଆରି ଜଅନ୍‌ ଲକ୍‌ମନ୍‌କେ ଏନ୍ତି ସିକିଆ ଦେଇତେ ରଇଲା ବେଲେ ମନ୍ଦିରର୍‌ କେତେଟା ପୁଜାରି ଆରି ଜାଗୁଆଲ୍‌ମନର୍‌ ସେନାପତି ଆରି କେତେଟା ସାଦୁକିମନ୍‌ ଆସି କେଟ୍‌ଲାଇ ।
Als sie aber zum Volk redeten, traten zu ihnen die Priester und der Hauptmann des Tempels und die Sadduzäer
2 ସେମନ୍‌ ରିସା ଅଇଗାଲାଇ କାଇକେ ବଇଲେ ପେରିତ୍‌ ସିସ୍‌ ଦୁଇଲକ୍‌ ଜିସୁ ମଲାତେଇଅନି ଉଟ୍‌ଲା ଆଚେ ବଲି ସିକାଇତେରଇଲାଇ । ଏନ୍ତି ସିକାଇଲେସରି ଲକ୍‌ମନ୍‌ ମଲାଟାନେଅନି ଉଟ୍‌ବାଇବଲି ପର୍‌ମାନ୍‌ କର୍‌ତେ ରଇଲାଇ ।
(sie verdroß, daß sie das Volk lehrten und verkündigten an Jesu die Auferstehung von den Toten)
3 ସେଟାର୍‌ପାଇ ସେ ଦୁଇଟା ପେରିତ୍‌ ସିସ୍‌ମନ୍‌କେ ଦାରି ବାନ୍ଦ୍‌ଲାଇ । ଆରି ସେ ଦିନେ ବେସି ଅଲ୍‌ସମ୍‌ ଅଇଜାଇରଇଲାକେ ଆର୍‌କର୍‌ ଦିନ୍‌ ଜାକ ବନ୍ଦିଗରେ ରକିରଇଲାଇ ।
und legten die Hände an sie und setzten sie ein bis auf morgen; denn es war jetzt Abend.
4 ମାତର୍‌ ବେସି ଲକ୍‌ ସେମନର୍‌ ସିକିଆ ସୁନିକରି ବିସ୍‌ବାସ୍‌ କଲାଇ, ଆରି ତାକର୍‌ ବିତ୍‌ରେଅନି ମୁନୁସ୍‌ପିଲା ସେ ଅଦିକ୍‌ ଅଇକରି ପାକାପାକି ପାଁଚ୍‌ଅଜାର୍‌ ଅଇଲାଇ ।
Aber viele unter denen, die dem Wort zuhörten, wurden gläubig; und ward die Zahl der Männer bei fünftausend.
5 ତାର୍‌ ଆର୍‌କର୍‌ ଦିନେ ଜିଉଦି ନେତାମନ୍‌, ଆରି ପାର୍‌ଚିନ୍‌ମନ୍‌ ଆରି ନିୟମ୍‌ ସିକାଉମନ୍‌ ଜିରୁସାଲମେ ରୁଣ୍ଡ୍‌ଲାଇ ।
Als es nun kam auf den Morgen, versammelten sich ihre Obersten und Ältesten und Schriftgelehrten gen Jerusalem,
6 ସେମନର୍‌ ବିତ୍‌ରେ ବଡ୍‌ପୁଜାରି ଆନାନ୍‌, କାୟାପା, ଜଅନ୍‌, ଆଲେକ୍‌ଜାଣ୍ଡାର୍‌ ଆରି ବଡ୍‌ ପୁଜାରିର୍‌ କୁଟୁମେ ରଇବା ବିନ୍‌ ଲକ୍‌ମନ୍‌ ମିସ୍‌ଲାଇ ।
Hannas, der Hohepriester, und Kaiphas und Johannes und Alexander und wie viel ihrer waren vom Hohenpriestergeschlecht;
7 ପେରିତ୍‌ମନ୍‌କେ ସେମନର୍‌ ମୁଆଟେ ଡାକାଇ ପାଚାର୍‌ଲାଇ, “ତମେ ଏଟା ସବୁ କେନ୍ତାର୍‌ କଲାସ୍‌ନି? କାର୍‌ ବପୁସଙ୍ଗ୍‍ ନଇଲେ କାର୍‌ ନାଉଁଦାରି ଏଟା କଲାସ୍‌ନି?”
und stellten sie vor sich und fragten sie: Aus welcher Gewalt oder in welchem Namen habt ihr das getan?
8 ସେଟାର୍‌ପାଇ ପିତର୍‌ ସୁକଲ୍‌ଆତ୍‌ମାଇ ପୁରାପୁରୁନ୍‌ ଅଇ ସେମନ୍‌କେ କଇଲା, “ତମେ ଜେ କି ଆମର୍‌ ସାସନ୍‌କାରିଆମନ୍‌ ଆରି ପାର୍‌ଚିନ୍‌ମନ୍‌!
Petrus, voll des Heiligen Geistes, sprach zu ihnen: Ihr Obersten des Volkes und ihr Ältesten von Israel,
9 ଜଦି ଆଜି ଏ ଚଟାର୍‌ ପାଇ କରିରଇଲା ନିମାନ୍‌ କାମର୍‌ଲାଗି ଆମ୍‌କେ ପର୍‌ସନ୍‌ କଲାସ୍‌ନି ଆରି ସେ କେନ୍ତାର୍‌ ନିମାନ୍‌ ଅଇଲା ବଲି ଜାନ୍‌ବାକେ ମନ୍‌ କଲାସ୍‌ନି,
so wir heute werden gerichtet über dieser Wohltat an dem kranken Menschen, durch welche er ist geheilt worden,
10 ୧୦ ତେବେ ତମେ ଆରି ଇସ୍‌ରାଏଲର୍‌ ସବୁ ଲକ୍‌ ଜାନ୍‌ବାର୍‌ ଦର୍‌କାର୍‌ ଜେ, ତମର୍‌ ମୁଆଟେ ଟିଆଅଇରଇଲା ଏ ଲକ୍‌ ଅବ୍‌କା ନାଜ୍‌ରିତ୍‌ ଗଡର୍‌ ଜିସୁକିରିସ୍‌ଟର୍‌ ବପୁସଙ୍ଗ୍‍ ପୁରାପୁରୁନ୍‌ ନିମାନ୍‌ ଅଇଲା ଆଚେ । ସେ ଜିସୁକେ ତମେ କୁର୍‌ସେ ମରାଇଲାସ୍‌ । ମାତର୍‌ ପର୍‌ମେସର୍‌ ତାକେ ମଲାତେଇଅନି ଆରି ତରେକ୍‌ ଉଟାଇଲା ଆଚେ ।”
so sei euch und allem Volk von Israel kundgetan, daß in dem Namen Jesu Christi von Nazareth, welchen ihr gekreuzigt habt, den Gott von den Toten auferweckt hat, steht dieser allhier vor euch gesund.
11 ୧୧ ଜିସୁର୍‌ ବିସଇ ଦରମ୍‌ ସାସ୍‌ତରେ ଲେକା ଅଇଲାଆଚେ, ଗର୍‌ ତିଆର୍‌କରୁମନ୍‌ ଜନ୍‌ ପାକ୍‌ନା ନଏଁ ବଲି ପିଙ୍ଗିଦେଇ ରଇଲାଇ, ସେଟାସେ କନର୍‌ ମୁକିଅ ପାକ୍‌ନା ଅଇଲା ।
Das ist der Stein, von euch Bauleuten verworfen, der zum Eckstein geworden ist.
12 ୧୨ ସେ ଆକା ଆମ୍‌କେ ମୁକ୍‌ତି ଦେଇସି । ଗୁଲାଇ ଜଗତର୍‌ପାଇ ପର୍‌ମେସର୍‌ ତାକେସେ ଦେଲା ଆଚେ । ଜେ କି ଆମ୍‌କେ ରକିଆ କର୍‌ସି ।
Und ist in keinem andern-Heil, ist auch kein andrer Name unter dem Himmel den Menschen gegeben, darin wir sollen selig werden.
13 ୧୩ ବଡ୍‌ସବାର୍‌ ଲକ୍‌ମନ୍‌ ପିତର୍‌ ଆରି ଜଅନର୍‌ ସାଆସ୍‌ ଦେକି କାବା ଅଇଗାଲାଇ । ସେମନ୍‌ ପାଟ୍‌ସାଟ୍‌ ନ ପଡି ଅବ୍‌କା ଲକ୍‌ମନ୍‌ସେ ବଲି ଜାନିରଇଲାଇ । ଆରି ସେମନ୍‌ ଦୁଇ ଲକ୍‌ ଜିସୁର୍‌ ସଙ୍ଗ୍‍ ରଇଲାଇ ବଲି ଚିନିରଇଲାଇ ।
Sie sahen aber an die Freudigkeit des Petrus und Johannes und verwunderten sich; denn sie waren gewiß, daß es ungelehrte Leute und Laien waren, kannten sie auch wohl, daß sie mit Jesu gewesen waren.
14 ୧୪ ମାତର୍‌ ତାକର୍‌ ବିରୁଦେ କାଇବଲି କଇନାପାର୍‌ଲାଇ, କାଇକେ ବଇଲେ ନିମାନ୍‌ ଅଇଲା ଲକ୍‌କେ ପିତର୍‌ ଆରି ଜଅନ୍‍ସଙ୍ଗ୍‍ ଟିଆଅଇରଇଲାଟା ଦେକ୍‌ଲାଇ ।
Sie sahen aber den Menschen, der geheilt worden war, bei ihnen stehen und hatten nichts dawider zu reden.
15 ୧୫ ସେଟାର୍‌ ପାଇ ସେମନ୍‌ ସିସ୍‌ମନ୍‌କେ ସେ ସବାଇଅନି ବାର୍‌କରାଇଦେଇକରି ତାକର୍‌ ତାକର୍‌ ବିତ୍‌ରେ କାତାବାର୍‌ତା ଅଇବାର୍‌ ଦାର୍‌ଲାଇ ।
Da hießen sie sie hinausgehen aus dem Rat und handelten miteinander und sprachen:
16 ୧୬ ସେମନ୍‌ କାତା ଅଇଲାଇ, “ଆମେ ଏମନ୍‌କେ କାଇଟା କରୁ? ଏମନ୍‌ କରିରଇବା ଏ କାବା ଅଇଜିବା କାମ୍‌ ବିସଇ ଜିରୁସାଲମର୍‌ ସବୁ ଲକ୍‌ ଜାନିଗାଲାଇ ଆଚତ୍‌ । ଏ ସତ୍‌ ଗଟେନାଇ କି ନାଜାନୁ ବଲି କଇ ନାପାରୁ ।
Was wollen wir diesen Menschen tun? Denn das offenbare Zeichen, durch sie geschehen, ist allen kund, die zu Jerusalem wohnen, und wir können's nicht leugnen.
17 ୧୭ ମାତର୍‌ ଏ କାତା ଲକ୍‌ମନର୍‌ ବିତ୍‌ରେ ଆରି ଅଦିକ୍‌ ଉଡ୍‌ରା ଅଇ ନ ଜାଅ, ଜିସୁର୍‌ ବିସଇ ଆରି କେବେ କାର୍‌ ମୁଆଟେ ନ କଇବାକେ ସେମନ୍‌କେ ଆମେ ଡାଟ୍‌ ସଙ୍ଗ୍‍ ଜାଗ୍‍ରତ୍‌ କରାଇଦେଉଁ ।”
Aber auf daß es nicht weiter einreiße unter das Volk, lasset uns ernstlich sie bedrohen, daß sie hinfort keinem Menschen von diesem Namen sagen.
18 ୧୮ ସେଟାର୍‌ ପାଇ ସେମନ୍‌ ପିତର୍‌ ଆରି ଜଅନ୍‌କେ ଆରି ତରେକ୍‌ ବିତ୍‌ରେ ଡାକ୍‌ଲାଇ । ଆରି କେବେମିସା ଜିସୁର୍‌ ନାଉଁ ଦାରି କାଇମିସା କାତା ନ କଇବାକେ ଆରି ସିକିଆ ନ ଦେବାକେ ଜାଗ୍‍ରତ୍‌ କରାଇଦେଲାଇ ।
Und sie riefen sie und geboten ihnen, daß sie sich allerdinge nicht hören ließen noch lehrten in dem Namen Jesu.
19 ୧୯ ମାତର୍‌ ପିତର୍‌ ଆରି ଜଅନ୍‌ କଇଲାଇ, “ତମର୍‌ ବାଦିଅ ଅଇବୁ, କି ପରମେସରର୍‌ ବାଦିଅ ଅଇବୁ, କନ୍‌ ବିସଇ ପରମେସରର୍‌ ମୁଆଟେ ଟିକ୍‌ ସେଟା ତମେ ବିଚାର୍‌ କରା ।
Petrus aber und Johannes antworteten und sprachen zu ihnen: Richtet ihr selbst, ob es vor Gott recht sei, daß wir euch mehr gehorchen denn Gott.
20 ୨୦ କାଇକେ ବଇଲେ ଆମେ ଜାଇଟା ଦେକ୍‌ଲୁ ଆଚୁ ଆରି ସୁନ୍‌ଲୁ ଆଚୁ ସେଟା ନ କଇକରି ରଇନାପାରୁ ।”
Wir können's ja nicht lassen, daß wir nicht reden sollten, was wir gesehen und gehört haben.
21 ୨୧ ମାତର୍‌ ବଡ୍‌ସବାର୍‌ ଲକ୍‌ ଆରି ଡାଟ୍‌ସଙ୍ଗ୍‍ ସେମନ୍‌କେ ଦମ୍‌କାଇକରି ଚାଡି ଦେଲାଇ । ସେମନ୍‌କେ ଡଣ୍ଡ୍‌ଦେବାଟା କସ୍‌ଟ ବଲି ସେମନ୍‌ ଜାନିପାର୍‌ଲାଇ । କାଇକେ ବଇଲେ ସେ କାବାଅଇଜିବା କାମର୍‌ ଲାଗି ଲକ୍‌ମନ୍‌ ପର୍‌ମେସର୍‌କେ ଜୁଆର୍‌ କର୍‌ତେ ରଇଲାଇ ।
Aber sie drohten ihnen und ließen sie gehen und fanden nicht, wie sie sie peinigten, um des Volkes willen; denn sie lobten alle Gott über das, was geschehen war.
22 ୨୨ ଜନ୍‌ ଲକ୍‌ କାବା ଅଇଜିବା କାମର୍‌ଲାଗି ନିମାନ୍‌ ଅଇରଇଲା, ତାକେ ଚାଲିସ୍‌ ବରସେଅନି ଅଦିକ୍‌ ଅଇରଇଲା ।
Denn der Mensch war über vierzig Jahre alt, an welchem dies Zeichen der Gesundheit geschehen war.
23 ୨୩ ପିତର୍‌ ଆରି ଜଅନ୍‌ ମୁକଲ୍‌ଲା ଦାପ୍‌ରେ ନିଜର୍‌ ଦଲେ ବାଉଡିଗାଲାଇ ଆରି ମୁକିଅ ପୁଜାରିମନ୍‌ ଆରି ପାର୍‌ଚିନ୍‌ମନ୍‌ ଜାଇଟା କଇରଇଲାଇ, ସେଟା ସେମନ୍‌କେ ଜାନାଇଲାଇ ।
Und als man sie hatte gehen lassen, kamen sie zu den Ihren und verkündigten ihnen, was die Hohenpriester und Ältesten zu ihnen gesagt hatten.
24 ୨୪ ବିସ୍‌ବାସିମନ୍‌ ସବୁ କାତା ସୁନ୍‌ଲା ପଚେ ଗଟେକ୍‌ ଅଇ ପର୍‌ମେସର୍‌କେ ଏ ପାର୍‌ତନା କଲାଇ, ଏ ମାପ୍‌ରୁ! ସରଗ୍‌, ଦର୍‌ତନି, ସମ୍‌ଦୁର୍‌ ଆରି ତେଇ ରଇବା ସବୁ ବିସଇ ତମେସେ ତିଆର୍‌ କଲାସ୍‌!
Da sie das hörten, hoben sie ihre Stimme auf einmütig zu Gott und sprachen: HERR, der du bist der Gott, der Himmel und Erde und das Meer und alles, was darinnen ist, gemacht hat;
25 ୨୫ ତମେ ସୁକଲ୍‌ ଆତ୍‌ମାଇଅନି ଆମର୍‌ ଆନିଦାଦିମନର୍‌ ଆରି ତମର୍‌ ଦାଙ୍ଗ୍‌ଡା ଦାଉଦର୍‌ ଟଣ୍ଡେଅନି ଏ କାତା ସୁନାଇ ରଇଲାସ୍‌ । ସେ କଇରଇଲା, ଜିଉଦି ନଇଲା ଲକ୍‌ମନ୍‌ କାଇକେ ରିସା ଅଇଲାଇ? ଲକ୍‌ମନ୍‌ କାଇକେ ଚୁଚାଇ ସଡ୍‌ଜଁତର୍‌ କଲାଇ?
der du durch den Mund Davids, deines Knechtes, gesagt hast: “Warum empören sich die Heiden, und die Völker nehmen vor, was umsonst ist?
26 ୨୬ ମାପ୍‌ରୁର୍‌ ବିରଦେ ଆରି ତାକର ମସିଆର୍‌ ବିରଦେ ଜଗତର୍‌ ରାଜାମନ୍‌ ଆରି ସାସନ୍‌କାରିଆମନ୍‌ ଜୁଜ୍‌ବାକେ ନିଜ୍‌କେ ତିଆର୍‌ ଅଇ ରୁଣ୍ଡ୍‌ଲାଇ ।
Die Könige der Erde treten zusammen, und die Fürsten versammeln sich zuhauf wider den HERRN und wider seinen Christus”:
27 ୨୭ କାଇକେବଇଲେ ଏ ନଅରେ ଏରଦ୍‌ ଆରି ପନ୍ତିୟ ପିଲାତ୍‌ ଇସ୍‌ରାଏଲିୟମନର୍‌ ସଙ୍ଗ୍‍ ଆରି ଜିଉଦି ନ ଅଇରଇବା ଲକର୍‌ସଙ୍ଗ୍‍ ମିସି ଜିସୁର୍‌ ବିରଦେ ଜଜ୍‌ନା କଲାଇ । ସେ ସେ ତମର୍‌ ସୁକଲ୍‌ ଦାଙ୍ଗ୍‌ଡା ଆରି ତମେ ବାଚ୍‌ଲା ମସିଅ ।
wahrlich ja, sie haben sich versammelt über deinen heiligen Knecht Jesus, welchen du gesalbt hast, Herodes und Pontius Pilatus mit den Heiden und dem Volk Israel,
28 ୨୮ ତମର୍‌ ବପୁ ଆରି ମନ୍‌ କଲାଟା ଇସାବେ ଜାଇଟା ସବୁ ଗଟାଇବାପାଇ ତମେ ଟିକ୍‌ କରି ରଇଲାସ୍‌, ସେମନ୍‌ ଗଟେକ୍‌ ଅଇ ସେ ସବୁ କର୍‌ବାକେ ଲାଗିପଡ୍‌ଲାଇ ।
zu tun, was deine Hand und dein Rat zuvor bedacht hat, daß es geschehen sollte.
29 ୨୯ “ଏ ମାପ୍‌ରୁ, ସେମନ୍‌ ଆମ୍‌କେ ଜନ୍‌ ଦମକ୍‌ ଦେଲାଇ ଆଚତ୍‌ ସେ ବିସଇ ସୁନା ଆରି ନ ଡର୍‌ତେ ତମର୍‌ କାତା ଜାନାଇବାକେ ତମର୍‌ ଏ ଦାଙ୍ଗ୍‌ଡାମନ୍‌କେ ଡାଟ୍‌ କରା ।
Und nun, HERR, siehe an ihr Drohen und gib deinen Knechten, mit aller Freudigkeit zu reden dein Wort,
30 ୩୦ ନିମାନ୍‌ କର୍‌ବାକେ ତମର୍‌ ଆତ୍‌ ଲାମାଆ ଆରି ତମର୍‌ ସୁକଲ୍‌ ଦାଙ୍ଗ୍‌ଡା ଜିସୁର୍‌ ନାଏଁ ନ ଅଇବା କାମ୍‌ ଆରି କାବା ଅଇଜିବା କାମ୍‌ମନ୍‌ ସାଦନ୍‌ କରାଆ ।”
und strecke deine Hand aus, daß Gesundheit und Zeichen und Wunder geschehen durch den Namen deines heiligen Knechtes Jesus.
31 ୩୧ ସେମନ୍‌ ପାର୍‌ତନା କରିସାରାଇଲା ପଚେ ଜନ୍‌ ଜାଗାଇ ରୁଣ୍ଡିରଇଲାଇ, ସେଟା ଚୁଲ୍‌ବୁଲିଗାଲା । ସେମନ୍‌ ସବୁ ସୁକଲ୍‌ଆତ୍‌ମାଇ ପୁରାପୁରୁନ୍‌ ଅଇଲା । ଆରି ନ ଡର୍‌ତେ ପର୍‌ମେସରର୍‌ କାତା ଜାନାଇବାର୍‌ ଦାର୍‌ଲାଇ ।
Und da sie gebetet hatten, bewegte sich die Stätte, da sie versammelt waren; und sie wurden alle voll des Heiligen Geistes und redeten das Wort Gottes mit Freudigkeit.
32 ୩୨ ସବୁ ବିସ୍‌ବାସିମନ୍‌ ଗଟେକ୍‌ ବିସଇ ଚିନ୍ତା କରି ମନ୍‌ କଲାଇ । କେ ମିସା ନିଜର୍‌ ସଁମ୍‌ପତି ନିଜର୍‌ ବଲି ଦାବି ନ କର୍‌ତେ ରଇଲାଇ । ତାକର୍‌ଟାନେ ଜେତ୍‌କି ରଇଲା ସେଟା ସବୁଲକ୍‌ ସମାନ୍‌ କରି ବାଟାସାଟା କର୍‌ତେ ରଇଲାଇ ।
Die Menge aber der Gläubigen war ein Herz und eine Seele; auch keiner sagte von seinen Gütern, daß sie sein wären, sondern es war ihnen alles gemein.
33 ୩୩ ପେରିତ୍‌ ସିସ୍‌ମନ୍‌ ବପୁସଙ୍ଗ୍‍ ସାକି ଦେବାର୍‌ ଦାର୍‌ଲାଇ । ପର୍‌ମେସର୍‌ ମାପ୍‌ରୁ ଜିସୁକେ କେନ୍ତିକରି ମଲାଟାନେଅନି ଉଟାଇଲା ବଲି । ଆରି ପର୍‌ମେସର୍‌ ସବୁ ବିସ୍‌ବାସିମନ୍‌କେ ଅଦିକ୍‌ ଅଦିକ୍‌ ଜିବନ୍‌ ଦୁକାଇଲା ।
Und mit großer Kraft gaben die Apostel Zeugnis von der Auferstehung des HERRN Jesu, und war große Gnade bei ihnen allen.
34 ୩୪ ତାକର୍‌ ଦଲେ ଜିଇବା କାଇବାକେ କାକେ ମିସା ଅବାବ୍‌ ନ ରଇଲା । ଜନ୍‌ ଲକ୍‌ମନ୍‌କେ ଗର୍‌ ଆରି ଜମିରଇଲା, ସେମନ୍‌ ସେଟା ବିକିକରି ଡାବୁ ଆନି,
Es war auch keiner unter ihnen, der Mangel hatte; denn wie viel ihrer waren, die da Äcker oder Häuser hatten, die verkauften sie und brachten das Geld des verkauften Guts
35 ୩୫ ପେରିତ୍‌ମନ୍‌କେ ସର୍‌ପିଦେଇରଇଲା । ସେ ଡାବୁ, ପେରିତ୍‌ ମନ୍‌ ଅବାବେ ରଇଲା ଲକ୍‌ମନ୍‌କେ ବାଟାକରି ଦେଇତେରଇଲାଇ ।
und legten es zu der Apostel Füßen; und man gab einem jeglichen, was ihm not war.
36 ୩୬ ସାଇପରସ୍‌ ନାଉଁର୍‌ ଗଟେକ୍‌ ଜାଗାଇ ଜନମ୍‌ କରିରଇବା ଲେବି କୁଟୁମର୍‌ ଜସେପ୍‌, ଜାକେ ପେରିତ୍‌ ସିସ୍‌ମନ୍‌ ବର୍‌ନବା ବଲି ନାଉଁ ଦେଇ ରଇଲାଇ । ବର୍‌ନବାର୍‌ ଅରତ୍‌ ଦୁକ୍‌ ସାରାଇବା ପିଲା । ସେ ତାର୍‌ ଜମି ବିକ୍‌ଲା ଆରି
Joses aber, mit dem Zunamen Barnabas (das heißt: ein Sohn des Trostes), von Geschlecht ein Levit aus Zypern,
37 ୩୭ ଡାବୁ ପେରିତ୍‌ ସିସ୍‌ମନ୍‌କେ ସର୍‌ପିଦେଲା ।
der hatte einen Acker und verkaufte ihn und brachte das Geld und legte es zu der Apostel Füßen.

< ପେରିତ୍‌ 4 >