< ୨ ତେସଲନିକିୟ 3 >
1 ୧ ଏ ବାଇବଇନିମନ୍, ସାରାସାରି ଆମର୍ପାଇ ପାର୍ତନା କରା । ମାପ୍ରୁର୍ ବାକିଅ ତମର୍ ବିତ୍ରେ ଜେନ୍ତିକି ଦାପ୍ରେ ଡାବିଅଇ ଜାଇରଇଲା, ସେନ୍ତାରିସେ ଦାପ୍ରେ ଗୁଲାଇବାଟେ ବିଚିଅଇକରି ଡାକ୍ପୁଟା ଅ ।
Au reste, frères, priez pour nous, afin que la parole du Seigneur se répande et soit glorifiée comme elle l’est chez-vous,
2 ୨ ଜେନ୍ତାରି କି ପର୍ମେସର୍ ଆମ୍କେ ପଟ୍କାର୍ ଆରି କୁଟିଆଲ୍ ଲକ୍ମନର୍ ଟାନେଅନି ରକିଆ କର । କାଇକେବଇଲେ, ସବୁଲକ୍ ମାପ୍ରୁର୍ ବାକିଅ ବିସ୍ବାସ୍ କରତ୍ ନାଇ । ଏଟାର୍ପାଇ ଆରିତରେକ୍ ପାର୍ତନା କରା ।
et afin que nous soyons délivrés des hommes méchants et pervers; car tous n’ont pas la foi.
3 ୩ ମାତର୍ ମାପ୍ରୁ, କାତା ରକିଆକାରି । ସେ ତମ୍କେ କାରାପ୍ଟାନେଅନି ରକିଆ କରି ତବିର୍ କରାଇସି ।
Le Seigneur est fidèle, il vous affermira et vous préservera du malin.
4 ୪ ଆମେ ଜେତ୍କି ସବୁ ଆଦେସ୍ ଦେଲେ ମିସା ତମେ ସେଟା କଲାସ୍ନି, ଆରି କର୍ସା ମିସା । ଏଟା ମାପ୍ରୁର୍ ଟାନେ ତମର୍ ବିସଇ ନେଇ ଆମେ ଡାଟ୍ସଙ୍ଗର୍ ବିସ୍ବାସ୍ ।
Nous avons à votre égard cette confiance dans le Seigneur que vous faites et que vous ferez les choses que nous recommandons.
5 ୫ ଆରି ମାପ୍ରୁ ତମର୍ ମନ୍କେ ପର୍ମେସରର୍ ଆଲାଦ୍ ଆରି କିରିସ୍ଟର୍ ସାଆସ୍ ବାଟେ ଜିବାକେ ସାଇଜ କର ।
Que le Seigneur dirige vos cœurs vers l’amour de Dieu et vers la patience de Christ!
6 ୬ ଏ ବାଇବଇନିମନ୍, ଆମେ ତମ୍କେ ଆମର୍ ମାପ୍ରୁ ଜିସୁ କିରିସ୍ଟର୍ ନାଉଁ ଦାରି ଆଦେସ୍ ଦେଲୁନି । କନ୍ ବାଇ ମିସା ଆମର୍ଟାନେଅନି ପାଇରଇବା ସିକିଆ ଇସାବେ ମାନିକରି ବାଡୁଅଇକରି ଚଲାଚଲ୍ତି କର୍ସି ବଇଲେ, ତାର୍ଟାନେଅନି ବେଗ୍ଲି ଦିଆସ୍ ।
nous vous recommandons, frères, au nom de notre Seigneur Jésus-Christ, de vous éloigner de tout frère qui vit dans le désordre, et non selon les instructions que vous avez reçues de nous.
7 ୭ କାଇକେବଇଲେ, ତମେ, ଆମେ କଲାପାରା କର୍ବା ଦର୍କାର୍ । ଆରି ସେଟା କେନ୍ତାରି କର୍ବାର୍ ନିଜେ ଜାନିଆଚାସ୍ । ସେଟାର୍ପାଇ ଆମେ ତମର୍ ଟାନେ ବାଡୁଅଇକରି ଚଲାଚଲ୍ତି କରୁନାଇ ।
Vous savez vous-mêmes comment il faut nous imiter, car nous n’avons pas vécu parmi vous dans le désordre.
8 ୮ କାର୍ ଗରେ ମିସା ଉଜେ ଉଜେ ମାଙ୍ଗି ନ କାଇତେରଇଲୁ । ତମର୍ ବିତ୍ରେ କାର୍ମିସା ବଜ୍ ପାରା ନ ଅଇ ରଇକରି କସ୍ଟ ପାଇ, ଆବଡ୍ ପାଇଟି କରି ଦିନ୍ରାତି କାମ୍ କର୍ତେରଇଲୁ ।
Nous n’avons mangé gratuitement le pain de personne; mais, dans le travail et dans la peine, nous avons été nuit et jour à l’œuvre, pour n’être à charge à aucun de vous.
9 ୯ ତମ୍କେ କାଇବାଟା ମାଙ୍ଗ୍ବାକେ ଆମର୍ ଅଦିକାର୍ ରଇଲା, ମାତର୍ ସେନ୍ତାରି କରୁନାଇ । କାଇକେବଇଲେ ତମର୍ପାଇ ଗଟେକ୍ ଉଦାଅରନ୍ ଦେକାଇବାକେ ସେନ୍ତାରି କଲୁ ।
Ce n’est pas que nous n’en eussions le droit, mais nous avons voulu vous donner en nous-mêmes un modèle à imiter.
10 ୧୦ ତମର୍ ସଙ୍ଗ୍ ରଇଲାବେଲେ ଆମେ ତମ୍କେ କଇରଇଲୁ, ଜନ୍ ଲକ୍ ପାଇଟି କାବାଡ୍ ନ କରେ, ସେ ବାତ୍ପେଜ୍ ନ କାଅ ।
Car, lorsque nous étions chez vous, nous vous disions expressément: Si quelqu’un ne veut pas travailler, qu’il ne mange pas non plus.
11 ୧୧ ଏବେ ଏ କାତା ଆରିତରେକ୍ କଇଲୁନି, କାଇକେବଇଲେ ଆମେ କବର୍ ପାଇଲୁ ଆଚୁଜେ, ତମର୍ ବିତ୍ରେ କେତେକ୍ ଲକ୍ମନ୍ ବାଡୁ ଅଇକରି ଜିଉନାକାଉନା କଲାଇନି । କାଇ ପାଇଟି ନକରି ବିନ୍ ଲକର୍ କାମେ ମଜାଇ ଅଇସି ଆରି କାଇଟାମିସା ନ କରତ୍ ।
Nous apprenons, cependant, qu’il y en a parmi vous quelques-uns qui vivent dans le désordre, qui ne travaillent pas, mais qui s’occupent de futilités.
12 ୧୨ ମାପ୍ରୁ ଜିସୁକିରିସ୍ଟର୍ ନାଉଁ ଦାରି ଆମେ ସେ ଲକ୍ମନ୍କେ ଜାଗ୍ରତ୍କରି ଆଦେସ୍ଦେଲୁନି, ସେମନ୍ ସେନ୍ତାରି କର୍ବାଟା ଚାଡିଦେସ୍ । ଜେନ୍ତାରିକି ନିଜର୍ ପେଟର୍ପାଇ କାଦି ପାଇବାକେ ପାଇଟି କରତ୍ ।
Nous invitons ces gens-là, et nous les exhortons par le Seigneur Jésus-Christ, à manger leur propre pain, en travaillant paisiblement.
13 ୧୩ ମାତର୍ ଏ ବାଇବଇନିମନ୍ ତମେ ସତ୍କାମ୍ କର୍ବାକେ ତାକିଜାଆ ନାଇ ।
Pour vous, frères, ne vous lassez pas de faire le bien.
14 ୧୪ ଏ ଚିଟିଲଗେ ତମ୍କେ ଜନ୍ କବର୍ପାଟାଇଲୁ ଆଚୁ, କେନ୍ତି ଆଲେ ତମର୍ ବିତ୍ରେଅନି କେ ମିସା ସେଟା ମାନ୍ବାକେ ମନ୍ ନ କରେ, ସେନ୍ତାରି ଲକ୍କେ ଚିନିରୁଆ ଆରି ତାର୍ସଙ୍ଗ୍ ମିସିବିଡି ରଇବାଟା ଚାଡି ଦିଆସ୍ ।
Et si quelqu’un n’obéit pas à ce que nous disons par cette lettre, notez-le, et n’ayez point de communication avec lui, afin qu’il éprouve de la honte.
15 ୧୫ ସେନ୍ତାର୍ କଲେ ସେ ଲାଜ୍ ଅଇଜାଇସି । ମାତର୍ ତାର୍ସଙ୍ଗ୍ ସତ୍ରୁର୍ ପାରା କାତାବାର୍ତା ନ ଅଇକରି, ନିଜର୍ ବିସ୍ବାସି ବାଇପାରା ତାକେ ଜାଗ୍ରତ୍ କରା ।
Ne le regardez pas comme un ennemi, mais avertissez-le comme un frère.
16 ୧୬ ଜନ୍ମାପ୍ରୁ ଆମ୍କେ ସାନ୍ତି ଦେଲାନି, ସେ ତମ୍କେ ସବୁବେଲେ ଆରି ସବୁରକାମ୍ ସାନ୍ତିଦେଅ । ମାପ୍ରୁ ତମର୍ ସବୁର୍ଲଗେ ରଅ ।
Que le Seigneur de la paix vous donne lui-même la paix en tout temps, de toute manière! Que le Seigneur soit avec vous tous!
17 ୧୭ ମୁଇ ମର୍ ନିଜର୍ ଆତେ ଏଟା ଲେକ୍ଲିନି । ପାଉଲର୍ ଜୁଆର୍ ଜାନାଇଲୁନି । ମୁଇ ଲେକିରଇବା ସବୁ ଚିଟିପତର୍ ଲଗେ ମୁଇ ଏନ୍ତାରି ଦସ୍ତକତ୍ କରି ଲେକିରଇବି ।
Je vous salue, moi Paul, de ma propre main. C’est là ma signature dans toutes mes lettres; c’est ainsi que j’écris.
18 ୧୮ ଆମର୍ ମାପ୍ରୁ ଜିସୁକିରିସ୍ଟର୍ ଜିବନ୍ ଦୁକାନି ତମ୍କେ ସବୁକେ ମିଲ ।
Que la grâce de notre Seigneur Jésus-Christ soit avec vous tous!