< ୨ୟ କରନ୍ତିୟ 6 >

1 ତେବେ ପର୍‌ମେସରର୍‌ ଏ କାମେ, ଆମେ କାମ୍‌କରୁମନ୍‌ ଅଇଲୁଆଚୁ ଜେ, ତମ୍‌କେ ଆମେ ବାବୁଜିଆ କଲୁନି । ତମେ ତାର୍‌ ଜିବନ୍‌ ଦୁକାଇଲାଟା ମିଲାଇ ଆଚାସ୍‌ । ସେଟା ଚୁଚାଇ ନ ଅ ।
Puisque nous travaillons avec Dieu, nous vous exhortons à ne pas recevoir la grâce de Dieu en vain.
2 ପର୍‌ମେସର୍‌ କଇବାଟା ସୁନା । “ତମ୍‌କେ ଦୟା ଦେକାଇବା ବେଲା ସମାନ୍‌ ଅଇଲାକେ, ମୁଇ ତମେ ଗୁଆରି କଲାଟା ସୁନ୍‌ଲି । ଜନ୍‌ ଦିନେ ମୁଇ ମୁକ୍‌ଲାଇବା ଦିନ୍‌ ବଲି ଟିକ୍‌ କଲି, ସେ ଦିନେ ମୁଇ ତମ୍‌କେ ସାଇଜ କଲି ।” ସୁନା! ପର୍‌ମେସର୍‌ ତମ୍‌କେ ତାର୍‌ ଆଲାଦ୍‌ ଦେକାଇବି ବଲି, ଟିକ୍‌ କଲା ଦିନ୍‌ ଆଜିସେ । ତମର୍‌ ପାପର୍‌ ଡଣ୍ଡେ ଅନି ସେ ତମ୍‌କେ ରକିଆ କର୍‌ବା ଦିନ୍‌ ଆଜି ସେ ।
Car il dit: Au temps favorable je t’ai exaucé, au jour du salut je t’ai secouru. Voici maintenant le temps favorable, voici maintenant le jour du salut.
3 ଜେନ୍ତିକି ଆମର୍‌ ସେବା କାମେ ଲକ୍‌ମନ୍‌ ଆମ୍‌କେ ଦସ୍‌ ନ ଦାରତ୍‌ ବଲି ଆମେ ମନ୍‍ କରୁନାଇ । ସେଟାର୍‌ପାଇ କିରିସ୍‌ଟର୍‌ ପଚେ ଜିବା ଲକ୍‌ମନ୍‌କେ ଆମ୍‌କେ ଆଗ୍‌ଟୁ ନାଇ ।
Nous ne donnons aucun sujet de scandale en quoi que ce soit, afin que le ministère ne soit pas un objet de blâme.
4 ତାର୍‌ ବାଦୁଲେ ଆମେ ଜାଇଟା କଲେ ମିସା ପର୍‌ମେସରର୍‌ ସେବାକାରିଆ ଇସାବେ କଲୁନି । ଜେନ୍ତିକି, କିରିସ୍‌ଟର୍‌ ଲାଗି ଉଡାସୁନ୍‌ବା ଟାନେ, ଦୁକ୍‌ କସ୍‌ଟ ଟାନେ, ଆମେ ସାଆସ୍‌ ଅଇ ମୁର୍‌ଚିକରି ଆଚୁ ।
Mais nous nous rendons à tous égards recommandables, comme serviteurs de Dieu, par beaucoup de patience dans les tribulations, dans les calamités, dans les détresses,
5 ଆମେ କର୍‌ଡା ମାଡ୍‌ କାଇ ବନ୍ଦି ଗରେ ରଇଆଚୁ, ମାନ୍ଦା ଲକର୍‌ଟାନେ ଅନି କେଦାଇଅଇଆଚୁ, ବେସି ଆବଡ୍‌ କାମ୍‌ କରି ଆଚୁ, ନ ସଇକରି ରଇଲୁଆଚୁ, ଦିନ୍‌ ଦିନ୍‌ ଦାରି ନ କାଇ ନ ପିଇ କରି ରଇଆଚୁ ।
sous les coups, dans les prisons, dans les troubles, dans les travaux, dans les veilles, dans les jeûnes;
6 ଆମର୍‌ ସୁକଲ୍‌ କାମେ, ଆମର୍‌ ଗିଆନେ, ଆମର୍‌ ମୁର୍‌ଚି ରଇବାଟାନେ, ଆମର୍‌ ଦୟା ଦେକାଇବାଟାନେ, ସୁକଲ୍‌ଆତ୍‌ମାଟାନେ, ଆମର୍‌ ସତ୍‌ ଆଲାଦ୍‌ଟାନେ, ଆମେ ପର୍‌ମେସରର୍‌ ସେବା କାରିଆ ବଲିକରି ଜାନାଇ ଅଇଲୁନି ।
par la pureté, par la connaissance, par la longanimité, par la bonté, par un esprit saint, par une charité sincère,
7 ଆମେ ସିକାଇବା ବାକିଅ ସତ୍‌ ବାକିଅ । ଆରି ଆମର୍‌ ସଙ୍ଗ୍‍ ପର୍‌ମେସରର୍‌ ବପୁ ଆଚେ । ପର୍‌ମେସର୍‌ ଦେକ୍‌ବା ଇସାବେ, ଆମର୍‌ ଦରମ୍‌ ବଲାଇ ଅଇବାଟା ଗଟେକ୍‌ ଆତ୍‌ଆତିଆର୍‌ ପାରା । ଆମର୍‌ ସତ୍‌ରୁମନର୍‌ ବିରୁଦେ ଜୁଜ୍‌ବାକେ ଆରି ନିଜ୍‌କେ ରକିଆ ପାଇବାକେ, ସେଟା ବାଇଲୁନି ।
par la parole de vérité, par la puissance de Dieu, par les armes offensives et défensives de la justice;
8 କେବେ କେବେ ଆମ୍‌କେ ସନ୍‌ମାନ୍‌ ମିଲ୍‌ଲାନି । ମାତର୍‌ କେବେ କେବେ ତଲେ ପାକାଇଲାଇନି । କେବେ କେବେ ନିକ ଲକ୍‌ ବଲାଇଅଇଲୁନି । ମାତର୍‌ କେବେ କେବେ ଆମେ ନିନ୍ଦା ପାଇଲୁନି ।
au milieu de la gloire et de l’ignominie, au milieu de la mauvaise et de la bonne réputation; étant regardés comme imposteurs, quoique véridiques;
9 ଆମେ ମିଚୁଆ ବଲାଇଅଇଲୁନି । ମାତର୍‌ ସତ୍‌ କାତା କଇଲୁନି । ନାଜାନ୍‌ତେ ରଇଲେ ମିସା ସବୁଲକ୍‌ ଜାନି ଆଚତ୍‌ । ମଲା ସମାନ୍‌ ରଇଲୁ, ମାତର୍‌ ଆଜିକେ ଜାକ ବଁଚିଆଚୁ । ଡଣ୍ଡ୍‌ ପାଇଲୁ ମିସା ମରୁନାଇ ।
comme inconnus, quoique bien connus; comme mourants, et voici nous vivons; comme châtiés, quoique non mis à mort;
10 ୧୦ ବେସି ଦୁକେ ରଇଲେ ମିସା ସାର୍‌ଦା ସଙ୍ଗ୍‍ ଆଚୁ । ଆମେ ଅର୍‌କିତ୍‌ ପାରା ଅଇରଇଲେ ମିସା, ବିନ୍‌ ଲକ୍‌ମନ୍‌କେ ସାଉକାର୍‌ କରାଇଆଚୁ । ଆମେ କାଇଟା ନ ରଇବା ଲକର୍‌ ପାରା ଆଚୁ, ମାତର୍‌ ସବୁଜାକ ଆମର୍‌ଟା ।
comme attristés, et nous sommes toujours joyeux; comme pauvres, et nous en enrichissons plusieurs; comme n’ayant rien, et nous possédons toutes choses.
11 ୧୧ ଏ କରନ୍ତିଏ ରଇବା ଆମର୍‌ ମଇତର୍‌ମନ୍‌, କାଇ କପଟ୍‌ ନ କରି, ଆମର୍‌ ମନେ ଜାଇଟା ରଇଲା, ସେଟା ସବୁ ତମର୍‌ ମୁଆଟେ କଇଲୁଆଚୁ । ଆମେ ତମ୍‌କେ ବେସି ଆଲାଦ୍‌ କଲୁନି ।
Notre bouche s’est ouverte pour vous, Corinthiens, notre cœur s’est élargi.
12 ୧୨ ତମର୍‌ପାଇ ବଲିକରି ଆମର୍‌ ଆଲାଦ୍‌ ଉନା ଅଏ ନାଇ । ମାତର୍‌ ଆମର୍‌ ପାଇ ରଇବା ତମର୍‌ ଆଲାଦ୍‌ ଉନା ଅଇଆଚେ ।
Vous n’êtes point à l’étroit au-dedans de nous; mais vos entrailles se sont rétrécies.
13 ୧୩ ନିଜର୍‌ ପିଲାମନ୍‌କେ କଇଲା ପାରା ତମ୍‌କେ କଇଲିନି, ଆମେ ଜେନ୍ତାରି କି ତମ୍‌କେ ଆଲାଦ୍‌ କଲୁନି, ସେନ୍ତାରିସେ ତମେ ଆମ୍‌କେ ଆଲାଦ୍‌ କରା ।
Rendez-nous la pareille, je vous parle comme à mes enfants, élargissez-vous aussi!
14 ୧୪ ତମେ ବିସ୍‌ବାସ୍‌ ନ କର୍‌ବା ଲକ୍‌ମନର୍‌ ସଙ୍ଗ୍‍ ମିସିକରି କାମ୍‌ କରାନାଇ । ସେ କାମ୍‌ କେବେମିସା ନ ଅଏ । କାଇକେବଇଲେ ସତ୍‌ ଆରି ମିଚ୍‌ ମିସାଇ ନ ଅଏ । ଉଜଲ୍‌ ଆରି ଆନ୍ଦାର୍‌ ନ ମିସତ୍‌ ।
Ne vous mettez pas avec les infidèles sous un joug étranger. Car quel rapport y a-t-il entre la justice et l’iniquité? Ou qu’y a-t-il de commun entre la lumière et les ténèbres?
15 ୧୫ କିରିସ୍‌ଟ ଆରି ସଇତାନ୍‌ କାଇ ବିସଇଟାନେ ମିସା ରାଜି ନ ଅଅତ୍‌ । ଗଟେକ୍‌ ବିସ୍‌ବାସ୍‌ କର୍‌ବା ଲକ୍‌ ଆରି ଗଟେକ୍‌ ବିସ୍‌ବାସ୍‌ ନ କର୍‌ବା ଲକ୍‌, ଗଟେକ୍‌ ଟାନେ ମିସିକରି ନ ରଅତ୍‌ ।
Quel accord y a-t-il entre Christ et Bélial? Ou quelle part a le fidèle avec l’infidèle?
16 ୧୬ ପର୍‌ମେସରର୍‌ ମନ୍ଦିରେ ପୁତ୍‌ଲା ପୁଜା କର୍‌ବାର୍‌ ନ ଅଏ । ଆମେ ପର୍‌ମେସରର୍‌ ମନ୍ଦିର୍‌ ପାରା । କାଇକେବଇଲେ ଜିବନ୍‌ ରଇବା ପର୍‌ମେସର୍‌ ଆମର୍‌ ବିତ୍‌ରେ ବାସା ଅଇଆଚେ । ସେ ନିଜେ କଇଲାଆଚେ “ଜନ୍‌ ଲକ୍‌ମନ୍‌ ମର୍‌ ଲକ୍‌, ମୁଇ ସେମନର୍‌ ସଙ୍ଗ୍‍ ରଇବି । ତାକର୍‌ ବିତ୍‌ରେ ଚାଲାବୁଲା କର୍‌ବି । ମୁଇ ସେମନର୍‌ ପର୍‌ମେସର୍‌ ଅଇବି । ଆରି ସେମନ୍‌ ମର୍‌ ଲକ୍‌ ଅଇବାଇ ।”
Quel rapport y a-t-il entre le temple de Dieu et les idoles? Car nous sommes le temple du Dieu vivant, comme Dieu l’a dit: J’habiterai et je marcherai au milieu d’eux; je serai leur Dieu, et ils seront mon peuple.
17 ୧୭ ତେବେ ମାପ୍‌ରୁ କଇଲାନି, “ଜନ୍‌ ଲକ୍‌ମନ୍‌ ମର୍‌ ସଙ୍ଗ୍‍ ଆସତ୍‌ ନାଇ, ସେ ମାନ୍ଦାଇ ଅନି ଚାଡି କରି ବେଗ୍‌ଲି ଉଟିଆସା । ସୁକଲ୍‌ ନ ରଇବା କାଇଟା ମିସା ଚିଆନାଇ । ସେନ୍ତାର୍‌ଆଲେ ମୁଇ ତମ୍‌କେ ଡାକିନେବି ।”
C’est pourquoi, Sortez du milieu d’eux, et séparez-vous, dit le Seigneur; ne touchez pas à ce qui est impur, et je vous accueillerai.
18 ୧୮ ମୁଇ ତମର୍‌ ବାବା ଅଇବି ଆରି, ତମେ ମର୍‌ ପିଲାଜିଲା ଅଇସା । ଏଟା ସବୁର୍‌ଟାନେ ଅନି ବପୁ ରଇବା ମାପ୍‌ରୁ କଇଲାନି ।
Je serai pour vous un père, Et vous serez pour moi des fils et des filles, Dit le Seigneur tout-puissant.

< ୨ୟ କରନ୍ତିୟ 6 >