< ୨ୟ କରନ୍ତିୟ 12 >
1 ୧ ସେନ୍ତାର୍ଆଲେ ମୁଇ ବଡ୍ପନ୍ ଅଇ କଇଲା ଟାନେ କାଇ ଲାବ୍ ନଇଲେ ମିସା ମୁଇ ବଡ୍ପନ୍ ଅଇ କାତା ଅଇବି । ଏବେ ମୁଇ ଦର୍ସନ୍ ବିସଇ ଆରି ମାପ୍ରୁ ମକେ ଜାନାଇଲା ବିସଇ ତମ୍କେ କଇବି ।
अपनी बड़ाई करना मेरे लिए ज़रूरी हो गया है—हालांकि इसमें कोई भी लाभ नहीं है—इसलिये मैं प्रभु के द्वारा दिए गए दर्शनों तथा दिव्य प्रकाशनों के वर्णन की ओर बढ़ रहा हूं.
2 ୨ ମୁଇ ଜାନିରଇବା ଗଟେକ୍ ବିସ୍ବାସି ଆଚେ । ଜାକେ କି ଚଉଦ ବରସର୍ ଆଗେ ସର୍ଗେ ନେଲାଇ । ସେ ସତ୍ରେ ସର୍ଗେ ଗାଲା କି ତାକେ ଦର୍ସନେ ସେ ସରଗ୍ ଦେକାଇଅଇଲା କି ନାଇ ବଲି ମୁଇ ନାଜାନି । ସେଟା ପର୍ମେସର୍ ସେ ଜାନେ ।
मैं एक ऐसे व्यक्ति को, जो मसीह का विश्वासी है, जानता हूं. चौदह वर्ष पहले यह व्यक्ति तीसरे स्वर्ग तक उठा लिया गया—शरीर के साथ या बिना शरीर के, मुझे मालूम नहीं—यह परमेश्वर ही जानते हैं.
3 ୩ ମାତର୍ ମୁଇ ଜାନିଆଚି, ତାକେ ସର୍ଗେ ନେଲାଇ ବଲି । ମୁଇ ଆରି ତରେକ୍ କଇଲିନି ସେ ସତଇସେ ତେଇ ଗାଲା କି ଦର୍ସନେସେ ସରଗ୍ ଦେକାଇ ଅଇରଇଲା, ସେଟା ମୁଇ ନାଜାନି । ସେଟା ପର୍ମେସର୍ସେ ଜାନେ ।
मैं जानता हूं कैसे यही व्यक्ति—शरीर के साथ या बिना शरीर के, मुझे मालूम नहीं—यह परमेश्वर ही जानते हैं;
4 ୪ ଆରି ସେ ତେଇ ରଇଲାବେଲେ ଲକର୍ ବାସାଇ କାତା ନ ଅଇବା ବିସଇ ସୁନ୍ଲା । ଜନ୍ଟା ମୁନୁସ୍ ମନର୍ କଇବାର୍ ଅଦିକାର୍ ନାଇ, ସେଟା ମିସା ସେ ସୁନ୍ଲା ।
स्वर्ग में उठा लिया गया. वहां उसने वे अवर्णनीय वचन सुने, जिनका वर्णन करना किसी भी मनुष्य के लिए संभव नहीं है.
5 ୫ ଏ ଲକର୍ ବିସଇନେଇ ମୁଇ ବଡ୍ପନ୍ ଅଇ କାତା ଅଇବି, ମାତର୍ ମର୍ ନିଜର୍ ବିସଇନେଇ ବଡ୍ପନ୍ ଅଇ କାତା ନ ଅଇ । ମର୍ ଦୁର୍ବଲ୍ ରଇବା ବିସଇଟାନେସେ ମୁଇ ବଡ୍ପନ୍ ଅଇବି ।
इसी व्यक्ति की ओर से मैं गर्व करूंगा—स्वयं अपने विषय में नहीं—सिवाय अपनी कमज़ोरियों के.
6 ୬ ମୁଇ ଜଦି ବଡ୍ପନ୍ ଅଇ କାତା ଅଇବାକେ ମନ୍ କଲେ, ସେଟା ବୁଦି ନ ରଇଲା ଲକ୍ ବଡ୍ପନ୍ ଅଇଲାପାରା ନ ଅଏ । ମୁଇ କଇବାଟା ସବୁ ସତ୍ । ମାତର୍ ମୁଇ ବଡ୍ପନ୍ ଅଇକରି କାତା ନ ଅଇ । କାଇକେବଇଲେ ଲକ୍ମନ୍ କେଡେବେଲେ ମିସା ମକେ ମୁଇ ଜେତ୍କି ଆଚି, ତାର୍ତେଇଅନି ଅଦିକ୍ ଗଟେକ୍ ବଡ୍ ଲକ୍ ଇସାବେ ଦେକ୍ବାଇ । ମୁଇ କର୍ବା କାମ୍ ଦେକିକରି ଆରି ମୁଇ କଇବା କାତା ସୁନିକରିସେ ସେମନ୍ ମାନ୍ବାଇ ।
वैसे भी यदि मैं अपनी बड़ाई करने ही लगूं तो इसे मेरी मूर्खता नहीं माना जा सकेगा क्योंकि वह सत्य वर्णन होगा. किंतु मैं यह भी नहीं करूंगा कि कोई भी मेरे स्वभाव, मेरे वर्णन से प्रभावित हो मुझे मेरे कथन अथवा करनी से अधिक श्रेय देने लगे.
7 ୭ ମୁଇ ପର୍ମେସର୍ ଟାନେଅନି ବେସି ବଡିଆ ଦର୍ସନ୍ ପାଇଲିଆଚି ବଲିକରି ବଡ୍ପନ୍ ନ ଅଇବାକେ ପର୍ମେସର୍ ମକେ ଦୁକାଇବା ଗଟେକ୍ ରଗ୍ ଦେଲା । ଏ ରଗ୍ ସଇତାନର୍ ଦୁତ୍ପାରା ମାର୍ବାକେ ମର୍ ଗାଗଡେ ଆଚେ । ଜେନ୍ତି କି ମୁଇ ଆରି ବଡ୍ପନ୍ ନ ଅଇ ।
मेरे अद्भुत प्रकाशनों की श्रेष्ठता के कारण मुझे अपनी बड़ाई करने से रोकने के उद्देश्य से मेरे शरीर में एक कांटा लगाया गया है—मुझे कष्ट देते रहने के लिए शैतान का एक अपदूत—कि मैं अपनी बड़ाई न करूं.
8 ୮ ଏ ରଗ୍ ମର୍ଟାନେଅନି ଦାରିଜାଅ ବଲି ମୁଇ ତିନ୍ତର୍ ମାପ୍ରୁକେ ଗୁଆରି କଲି ।
इसके उपाय के लिए मैंने तीन बार प्रभु से गिड़गिड़ाकर विनती की.
9 ୯ ମାତର୍ ସେ ଏନ୍ତାରି କଇଲା, “ତମ୍କେ ଜେତ୍କି ସବୁ ଲଡା ଆଚେ, ମର୍ ଜିବନ୍ ଦୁକାଇଲାଟା, ସେଟା ପୁରାପୁରୁନ୍ କର୍ବାକେ ଅଇସି । କାଇକେବଇଲେ ଜେଡେବେଲେ ତୁଇ ଦୁର୍ବଲ୍ ରଇସୁ, ସେବେଲେ ମର୍ ବପୁ ନିକକରି ଡିସ୍ସି ।” ତେବେ ମର୍ ଦୁର୍ବଲ୍ ବିସଇନେଇ ବଡ୍ପନ୍ ଅଇକରି କଇବାକେ ମକେ ବେସି ସାର୍ଦା ଲାଗ୍ସି । କାଇକେବଇଲେ ମୁଇ ଦୁର୍ବଲ୍ ରଇଲାବେଲେ କିରିସ୍ଟର୍ ବପୁ ମକେ ସାଇଜ କର୍ବାଟା ଜାନ୍ଲିନି ।
प्रभु का उत्तर था: “कमज़ोरी में मेरा सामर्थ्य सिद्ध हो जाता है इसलिये तुम्हारे लिए मेरा अनुग्रह ही काफ़ी है.” इसके प्रकाश में मैं बड़े हर्ष के साथ अपनी कमज़ोरियों के विषय में गर्व करूंगा कि मेरे द्वारा प्रभु मसीह का सामर्थ्य सक्रिय हो जाए.
10 ୧୦ ସେଟାର୍ ପାଇ ମକେ କିରିସ୍ଟର୍ ଲାଗି ଜେତ୍କି ସବୁ ଗଟ୍ସି, ମୁଇ ସାର୍ଦା ଅଇ ରଇବି । ଜେନ୍ତିକି ମର୍ଗାଗଡ୍ ଦୁର୍ବଲ୍ ରଇଲେ ମିସା, ନିନ୍ଦା ପାଇଲେ ମିସା, ଦୁକ୍ କସ୍ଟ ଅଇରଇଲେ ମିସା, ଆରି ସାଦ୍ବାନ୍ଦ୍ ଅଇ ଦୁକ୍ କସ୍ଟ ପାଇଲେ ମିସା । କାଇକେବଇଲେ ଜେଡେବେଲେ ମୁଇ ଦୁର୍ବଲ୍ ଅଇଆଚି, ସେଡ୍କି ବେଲେ ମୁଇ ବପୁ ଅଇଆଚି ।
मसीह के लिए मैं कमज़ोरियों, अपमानों, कष्टों, उत्पीड़नों तथा कठिनाइयों में पूरी तरह संतुष्ट हूं क्योंकि जब कभी मैं दुर्बल होता हूं, तभी मैं बलवंत होता हूं.
11 ୧୧ ନିଜେ ବଡ୍ ଅଇବାକେ ମୁଇ ବକୁଆ ଲକର୍ ପାରା ଅଇଲିନି । ମାତର୍ ମୁଇ ତମ୍କେ ଦସ୍ ଦେଲିନି । କାଇକେବଇଲେ ତମେ ଜଦି ମକେ ସନ୍ମାନ୍ ଦେଇତାସ୍, ମୁଇ ଏନ୍ତାରି ନ କର୍ତି । ମୁଇ କାଇ କାମେ ନାଇ, ବଲି କେତେଲକ୍ କଇଲେ ମିସା ତମର୍ ସେ ପେରିତ୍ମନର୍ ଟାନେ ଅନି ଉନା ନଇ ।
यह करते हुए मैंने स्वयं को मूर्ख बना लिया है. तुमने ही मुझे इसके लिए मजबूर किया है. होना तो यह था कि तुम मेरी प्रशंसा करते. यद्यपि मैं तुच्छ हूं फिर भी मैं उन बड़े-बड़े प्रेरितों की तुलना में कम नहीं हूं.
12 ୧୨ ଜେଡେବେଲେ ମୁଇ ତମର୍ଟାନେ ରଇଲି, ସେ ବେଲେ ମୁଇ ମୁର୍ଚିକରି ରଇବା କାବା ଅଇଜିବା କାମ୍ମନ୍ ଆରି ଚିନ୍ମନ୍ ତମେ ଦେକିରଇଲାସ୍ । ସେଟା ଦେକି ମୁଇ ଗଟେକ୍ ପେରିତ୍ ବଲି ତମେ ଜାନ୍ଲାସ୍ ।
मैंने तुम्हारे बीच रहते हुए प्रेरिताई प्रमाण स्वरूप धीरज, चमत्कार चिह्न, अद्भुत काम तथा सामर्थ्य भरे काम दिखाए.
13 ୧୩ ବିନ୍ ମଣ୍ଡଲିମନ୍କେ ମୁଇ ଜାଇଟା କରିରଇଲି, ସେ ସମାନ୍ ବିସଇସେ ତମର୍ପାଇ ମିସା କଲି । ଏତ୍କି ସେ ଜେ ତମ୍କେ ବୁତି ମାଙ୍ଗି ତମର୍ ଉପ୍ରେ ବଜ୍ ଚାପାଇନାଇ । ଜଦି ସେଟା ମର୍ ବୁଲ୍ ଅଇଲା ଆଚେ ବଇଲେ ମକେ କେମା କରିଦିଆସ୍ ।
भला तुम किस क्षेत्र में अन्य कलीसियाओं की तुलना में कम रहे, सिवाय इसके कि मैं कभी भी तुम्हारे लिए बोझ नहीं बना? क्षमा कर दो. मुझसे भूल हो गई.
14 ୧୪ ଦେକା, ଏଟା ସଙ୍ଗ୍ ତିନ୍ ତର୍ ଅଇଲାବେ ମୁଇ ତମର୍ଲଗେ ବୁଲି ଆଇବି ବଲି ଜାଗିଆଚି । ଆଗର୍ ପାରା ଏବେ ମିସା ତମର୍ଟାନେ ଅନି କାଇଟା ନ ମାଙ୍ଗି । ତମେ ଦେବାଟା ମୁଇ ମନ୍ କରିନାଇ, ତମର୍ ଆଲାଦ୍ ମନ୍ କଲିନି । ଏନ୍ତାରି ନଏଁ ଜେ ପିଲାମନ୍ ଆୟା ବାବାର୍ପାଇ ସଙ୍ଗଇବାଇ, ମାତର୍ ଆୟାବାବା ପିଲାମନର୍ ପାଇ ସଙ୍ଗଇବାର୍ ଆଚେ ।
मैं तीसरी बार वहां आने के लिए तैयार हूं. मैं तुम्हारे लिए बोझ नहीं बनूंगा. मेरी रुचि तुम्हारी संपत्ति में नहीं, स्वयं तुममें है. संतान से यह आशा नहीं की जाती कि वे माता-पिता के लिए कमाएं—संतान के लिए माता-पिता कमाते हैं.
15 ୧୫ ସତଇସେ ମର୍ ଜେତ୍କି ସବୁ ଆଚେ, ସେଟା ସବୁଜାକ ତମ୍କେ ଦେବାକେ ମୁଇ ସାର୍ଦା ଅଇବି । ଜେନ୍ତାରି କି ତମ୍କେ ସାଇଜ କର୍ବାକେ ମର୍ ଗାଗଡ୍ ମିସା ସର୍ପି ଅଇଦେବି । ତମର୍ ପାଇ ରଇବା ମର୍ ଆଲାଦ୍ ଅଦିକ୍ ଅଦିକ୍ ଅଇ ଆଇଲାନି, ମାତର୍ ମର୍ ପାଇ ରଇବା ତମର୍ ଆଲାଦ୍ ଉନା ଅଇ ଆଇଲାନି ।
तुम्हारी आत्माओं के भले के लिए मैं निश्चित ही अपना सब कुछ तथा खुद को खर्च करने के लिए तैयार हूं. क्या तुम्हें बढ़कर प्रेम करने का बदला तुम मुझे कम प्रेम करने के द्वारा दोगे?
16 ୧୬ ମୁଇ ତମର୍ଟାନେଅନି ବୁତି ମାଙ୍ଗିନାଇ, ସେଟା ସତ୍ ବଲି ତମେ କଇଲାସ୍ନି, ମାତର୍ ତମର୍ ବିତ୍ରେ କେତେ ଲକ୍ କଇଲାଇନି, ଜେ ମୁଇ ଚାଲାକି ଆରି ମର୍ ଲାଗି ତମେ ନାଡାଇଅଇଲାସ୍ ।
कुछ भी हो, मैं तुम पर बोझ नहीं बना. फिर भी कोई न कोई मुझ पर यह दोष ज़रूर लगा सकता है, “बड़ा धूर्त है वह! छल कर गया है तुमसे!”
17 ୧୭ ମୁଇ ତମ୍କେ କେନ୍ତି ନାଡାଇଲି? ମୁଇ ତମର୍ ଲଗେ ଜନ୍ ଲକ୍ମନ୍କେ ପାଟାଇ ରଇଲି, ସେମନର୍ ଦେଇ ନାଡାଇଲି କି?
क्या वास्तव में इन व्यक्तियों को तुम्हारे पास भेजकर मैंने तुम्हारा गलत फायदा उठाया है?
18 ୧୮ ମୁଇ ତିତସ୍କେ ତମର୍ ଲଗେ ଜିବାକେ ବାବୁଜିଆ କଲି । ଆରି ତାର୍ସଙ୍ଗ୍ ଜିବାକେ ଗଟେକ୍ ବିସ୍ବାସି ବାଇକେ ମିସା ପାଟାଇରଇଲି । ତିତସ୍କାଇ ତମର୍ ଲଗେ ଅନି କାଇଟା ଲାବ୍ କଲା ଆଚେ କି? ତିତସ୍ ତମ୍କେ ନାଡାଇଲା ବଲି ତମେ କଇନାପାରାସ୍ । କାଇକେବଇଲେ, ସେ ଆରି ମୁଇ, ଆମେ ସୁକଲ୍ କାମର୍ ପାଇସେ ଏଟା କଲୁନି ।
तीतॉस को तुम्हारे पास भेजने की विनती मैंने की थी. उसके साथ अपने इस भाई को भी मैंने ही भेजा था. क्या तीतॉस ने तुम्हारा गलत फायदा उठाया? क्या हमारा स्वभाव एक ही भाव से प्रेरित न था? क्या हम उन्हीं पद-चिह्नों पर न चले?
19 ୧୯ ଆମେ ତମର୍ ବିରୁଦେ କାଇ ଦସ୍ କରୁନାଇ ବଲି ତମ୍କେ ଦେକାଇ ଅଇବାକେ ଚେସ୍ଟା କଲୁନି ବଲି ତମେ ବାବ୍ସା ମିସା । ମାତର୍ ସେନ୍ତାରି ନାଇ । ଆମେ କିରିସ୍ଟର୍ ଲକ୍ ଇସାବେ ପର୍ମେସରର୍ ମୁଆଟେ କାତା ଅଇଲୁନି । ଆଲାଦର୍ ମଇତର୍ମନ୍! ତମର୍ ଟାନେ ଆମେ ଜେତ୍କି ବିସଇ କଲୁଆଚୁ, ସେଟା ତମର୍ ବଲ୍ ପାଇ ।
यह संभव है तुम अपने मन में यह विचार कर रहे हो कि हम यह सब अपने बचाव में कह रहे हैं. प्रिय मित्रो, हम यह सब परमेश्वर के सामने मसीह येशु में तुम्हें उन्नत करने के उद्देश्य से कह रहे हैं.
20 ୨୦ ମୁଇ ବେସି ଚିନ୍ତାଇ ଆଚି, ମୁଇ ତମର୍ ଟାନେ ଆଇଲାବେଲେ, ମନ୍ ନ କର୍ବା ଚଲାଚଲ୍ତି ତମର୍ ବିତ୍ରେ ଦେକ୍ବି ମିସା । ସେନ୍ତାରି ଅଇଲେ, ମୁଇ ତମ୍କେ ଦମ୍କାଇବାକେ ପଡ୍ସି ଆରି ସେଟା ତମେ ମନ୍ ନ କରାସ୍ । ତେଇ କେତେଟା ଜୁଜିଆଲ୍ମନ୍, ଇଁସ୍ଲିଆମନ୍, ଦାପ୍ରେ ରିସା ଅଉମନ୍, ନିଜର୍ ବିସଇ ଦେକାଇ ଅଉମନ୍, ତାର୍ ବାଇମନ୍କେ ନିନ୍ଦା କରୁମନ୍, ତିପ୍ଲିଆମନ୍, ବଡ୍ପନିଆମନ୍, ଆରି ବିସ୍ବାସିମନ୍ ଗଟେକ୍ ମନ୍ ନ ଅଇଲାଟା ଦେକ୍ବି ।
मुझे यह डर है कि मेरे वहां आने पर मैं तुम्हें अपनी उम्मीद के अनुसार न पाऊं और तुम भी मुझे अपनी उम्मीद के अनुसार न पाओ. मुझे डर है कि वहां झगड़ा, जलन, क्रोध, उदासी, बदनामी, बकवाद, अहंकार तथा उपद्रव पाऊं!
21 ୨୧ ମୁଇ ଚିନ୍ତାଇ ଆଚି ଜେ, ମୁଇ ଆରିତରେକ୍ ଆଇଲାବେଲେ, ତମର୍ ମୁଆଟେ ମକେ ପର୍ମେସର୍ ଲାଜ୍ କରାଇସି । ଆରି ମୁଇ ବେସି ଦୁକ୍ ଅଇବି । କାଇକେବଇଲେ, ଆଗେ ଜେତ୍କି ଲକ୍ ପାପ୍ କରି ଆଚତ୍ ବଲି ମୁଇ ଜାନିଆଚି । ସେମନ୍ ଏବ୍କେ ଜାକ ତାକର୍ କାରାପ୍ ଚଲାଚଲ୍ତିର୍ ଲାଗି ମାନି ଅଅତ୍ ନାଇ । ଜନ୍ଟାକି ନିଜର୍ କାରାପ୍ ମନ୍ କଲା ଇସାବେ ବଁଚ୍ବାଟା ଆରି ବେସିଆ କାମ୍ କର୍ବାଟା ।
मुझे डर है कि मेरे वहां दोबारा आने पर कहीं मेरे परमेश्वर तुम्हारे सामने मेरी प्रतिष्ठा भंग न कर दें और मुझे तुममें से अनेक के अतीत में किए गए पापों तथा उनके अशुद्धता, गैर-कानूनी तथा कामुकता भरे स्वभाव के लिए पश्चाताप न करने के कारण शोक करना पड़े.