< ୧ ତେସଲନିକିୟ 5 >

1 ଏ ବାଇମନ୍‌, ମାପ୍‌ରୁ ଜିସୁର୍‍ ଦିନ୍‍ କେବେ ଆରି କେଡେବେଲେ ଗଟ୍‌ସି, ସେ ବିସଇ ତମ୍‌କେ ଆରି ଅଦିକ୍‌ ଲେକ୍‌ବାକେ ଲଡା ନାଇ,
Men om tider och stunder, käre bröder, är icke behof att skrifva eder.
2 କାଇକେବଇଲେ ମାପ୍‌ରୁର୍‌ ଦିନ୍‌ ଗଟେକ୍‌ ଚର୍‌ ରାତିଆ ଗରେ ଆସି ପୁର୍‌ଲାପାରା କେଟ୍‌ସି ।
Ty I veten väl, att Herrans dag skall komma såsom en tjuf om nattena.
3 ଜେଡେବେଲେ ଲକ୍‌ମନ୍‌ ସାନ୍ତିସଙ୍ଗ୍‍ ରଇକରି ଆମ୍‌କେ ଆରି କାଇ ବିପଦ୍‌ ନ ଆସେ ବଲି ବାବ୍‌ତେରଇବାଇ, ସେଡ୍‍କିବେଲେ ଅଟାତ୍‌ ଗାଗ୍‌ଡେଅଇ ରଇଲା ମାଇଜିକେ ପିଲା ଜନମ୍‌ ଅଇବାବେଲର୍‌ ଦୁକାସୁକାପାରା ବିନାସର୍‌ ବେଲା ଆସି କେଟ୍‌ସି । ଆରି ସେମନ୍‌ କାଇଟା କଲେମିସା ତେଇଅନି ବଁଚି ନାପାରତ୍‌ ।
Derföre, när de varda sägande: Det är frid, och all ting utan fara; då skall dem hasteligit förderf öfverkomma, lika som födslopinan qvinnone påkommer, som hafvandes är; och de skola icke kunna undfly.
4 ମାତର୍‌ ଏ ବାଇବଇନିମନ୍‌, ଏବେ ତମେ ଆନ୍ଦାରେ ବାସାଅଇ ରୁଆସ୍‌ ନାଇ । ତେବେ ସେ ଦିନ୍‍ ତମର୍‌ ନାଜାନ୍‌ତେ ଆରି ଜାଗ୍‌ରତ୍‌ ନ ରଇଲା ବେଲାଇ ଚର୍‌ପାରା ଅଇ ନ ଆସେ ।
Men I, käre bröder, ären icke uti mörkret, att den dagen, såsom en tjuf, skall få eder fatt.
5 ତମେ ସବୁଲକ୍‌ ଉଜଲ୍‌ ଆରି ଦିନ୍‍ ବେଲର୍‍ ପିଲାମନ୍‌ । ଆମେ ରାତିଆଇ କି ଆନ୍ଦାରେ ରଉନାଇ ।
Alle I ären ljusens barn, och dagsens barn; vi hörom icke nattene till, icke heller mörkret.
6 ତେବେ ଆସା, ଆମେ ବିନ୍‌ ଲକ୍‌ମନର୍‌ ପାରା ଗୁନି ଗୁନି କରି ନ ରଉଁ । ଚେତା ଅଇକରି ଜାଗ୍‌ରତ୍‌ସଙ୍ଗ୍‍ ରଉଁ ।
Så låter oss nu icke sofva, såsom de andre; utan låter oss vaka och nyktre vara;
7 ତେବେ ଜନ୍‌ ଲକ୍‌ମନ୍‌ ସଇବାଇ, ସେମନ୍‌ ରାତିବେଲେ ସଇବାଇ । ଆରି ଜନ୍‌ ଲକ୍‌ମନ୍‌ ମାତ୍‌ବାଇ, ସେମନ୍‌ ରାତିଆ ମାତ୍‌ବାଇ ।
Ty de som sofva, de sofva om nattena; och de som druckne äro, de äro druckne om nattena.
8 ଆମର୍‌ ବିସ୍‌ବାସ୍‌ ଆରି ଆମର୍‌ ଆଲାଦ୍‌ ଗଟେକ୍‌ ରକିଆ ପାଇବା ଲୁଆର୍‌ ବସ୍‌ତର୍‌ ପାରା ରକିଆ କର୍‌ସି । ଆମର୍‌ ଆସା ଗଟେକ୍‌ ଲୁଆର୍‌ ଟପି ପାରା ଆମ୍‌କେ ରକିଆ କର୍‌ସି ।
Men vi, som dagen tillhöre, skole nyktre vara, iklädde trones och kärlekens kräfveto, och salighetenes hopp för en hjelm.
9 କାଇକେବଇଲେ ପର୍‌ମେସର୍‌ ଆମ୍‌କେ ରିସାର୍‌ ମୁତାର୍‍ ଡଣ୍ଡ୍‌ ପାଇବାକେ ନ ବାଚିକରି ଆମର୍‌ ମାପ୍‌ରୁ ଜିସୁକିରିସ୍‌ଟର୍‌ ଲାଗି, ମୁକ୍‌ତି ପାଇବାକେ ତିଆର୍‌ କଲାଆଚେ ।
Ty Gud hafver icke satt oss till vrede, utan att äga salighet, genom vår Herra Jesum Christum;
10 ୧୦ ସେ ଆମର୍‌ ଲାଗି ତାର୍‌ ଜିବନ୍‌ ଦେଲା । ଜେନ୍ତିକି ଆମେ ଜାଗ୍‌ରତ୍‌ ଅଇକରି ରଇଲେ କି ସଇକରି ରଇଲେ ମିସା ତାର୍‌ ସଙ୍ଗ୍‍ ଜିଇକରି ରଇବାର୍‌ ଅଇସି ।
Den för oss död är; på det, ehvad vi vake eller sofve, skole vi lefva samt med honom.
11 ୧୧ ତେବେ ତମେ ଜେନ୍ତାରି କଲାସ୍‌ନି, ସେନ୍ତାରି ନିଜର୍‌ ଲକ୍‌ମନ୍‌କେ ଦୁକ୍‌ ସାରାଆ । ଆରି ସାଇଜ କର୍‌ତେରୁଆ ।
Derföre förmaner eder inbördes, och uppbygger hvar den andra, såsom I ock gören.
12 ୧୨ ଏ ବାଇବଇନିମନ୍‌, ଆମେ ତମ୍‌କେ ଗୁଆରି କଲୁନି । ତମର୍‌ ବିତ୍‌ରେ ଜନ୍‌ ଲକ୍‌ମନ୍‌ କସ୍‌ଟ କର୍‌ବାଇ, ଆରି ମାପ୍‌ରୁର୍‌ ସେବା କାମେ ମିସିକରି, ନେତା ପାରା ରଇକରି ତମ୍‌କେ ସିକାଇବାଇ, ସେମନ୍‌କେ ମାନିଅ କରା ।
Men vi bedje eder, käre bröder, att I kännen dem som arbeta ibland eder, och stå eder före i Herranom, och förmana eder;
13 ୧୩ ତାକର୍‌ କାମର୍‌ ଲାଗି ସେମନ୍‌କେ ଜିବନ୍‌ ପରାନ୍‌ ଦେଇକରି ଆଲାଦ୍‌ କରା । ନିଜର୍‌ ନିଜର୍‌ ଲକ୍‌ମନର୍‌ ସଙ୍ଗ୍‍ ସାନ୍ତିସଙ୍ଗ୍‍ ରୁଆ ।
Håller dem dess kärare, för deras verks skull; och varer fridsamme med dem.
14 ୧୪ ଏ ବାଇବଇନିମନ୍‌, ଆମେ ତମ୍‌କେ ଗୁଆରି କଲୁନି । ପାଇଟି କାବାଡ୍‌ ନ କରି ବାଡୁ ଅଇ ରଇବା ଲକ୍‌ମନ୍‌କେ ଜାଗ୍‍ରତ୍‍ କରା । ତାକ୍‌ଲା ପୁଣ୍ଡ୍‌ଲା ଲକ୍‌ମନ୍‌କେ ଜତନ୍‌ କରା । ଡର୍‌ବା ଲକ୍‌ମନ୍‌କେ ସାଆସ୍‌ ଦିଆସ୍‌ । ଲକ୍‌ମନର୍‌ କୁଆ କାତା ମୁର୍‍ଚି କରି ରୁଆ ।
Men vi bedje eder, käre bröder, förmaner de osediga, tröster de klenmodiga, hjelper de svaga, varer långmodige vid hvar man.
15 ୧୫ ଜାଗର୍‌ତା, କେ ମିସା କାର୍‌ଆଲେ ଅନିଆଇର୍‌ ବାଦୁଲେ ଅନିଆଇ ନ କରା । ତାର୍‌ ବାଦୁଲେ ନିଜର୍‌ ନିଜର୍‌ ବିତ୍‌ରେ ଆରି ସବୁଲକର୍‌ ପାଇ ସବୁବେଲେ ମଙ୍ଗଲ୍‌ କର୍‌ବାକେ ଚେସ୍‌ଟା କରା ।
Ser till, att ingen vedergäller någrom ondt för ondt; utan alltid farer efter det goda inbördes, och med hvar man.
16 ୧୬ ସବୁବେଲେ ସାର୍‌ଦାଅଇ ରୁଆ ।
Varer alltid glade.
17 ୧୭ ସବୁବେଲେ ପାର୍‌ତନା କରା ।
Bedjer utan återvändo.
18 ୧୮ ସବୁ ସୁକ୍‌ ଦୁକ୍‌ ବେଲେ ମାପ୍‌ରୁକେ ଦନିଅବାଦ୍‌ ଦିଆସ୍‌ । କାଇକେବଇଲେ କିରିସ୍‌ଟ ଜିସୁର୍‌ ସଙ୍ଗ୍‍ ମିସିକରି ଜିଉନା କାଉନା କଲାସ୍‌ନି ବଲି ପର୍‌ମେସର୍‌ ତମର୍‍ଟାନେ ଅନି ମାଙ୍ଗ୍‍ଲାନି ।
Varer tacksamme i all ting; ty det är Guds vilje om eder, genom Jesum Christum.
19 ୧୯ ସୁକଲ୍‌ଆତ୍‌ମାକେ ଏଲା କରାନାଇ ।
Utsläcker icke Andan.
20 ୨୦ ସୁକଲ୍‌ଆତ୍‌ମା କଇଲା କାତା ଏଲା କରାନାଇ ।
Förakter icke Prophetier.
21 ୨୧ ସବୁ ବିସଇ ପରିକା କରି ଦେକା, ଜନ୍‌ଟା ସତ୍‌, ସେଟା ଚାଡାନାଇ ।
Men pröfver all ting, och behåller det godt är.
22 ୨୨ ସବୁ ରକାମର୍‌ କାରାପ୍‌ କାମେଅନି ଦୁରିକେ ରୁଆ ।
Flyr allt det som ondt synes.
23 ୨୩ ନିଜେ ସାନ୍ତି ଦେବା ପର୍‌ମେସର୍‌ ତମ୍‌କେ ପୁରାପୁରୁନ୍‌ କରି ସୁକଲ୍‌ କର । ଆରି ଆମର୍‌ ମାପ୍‌ରୁ ଜିସୁ ଆରିତରେକ୍‌ ଆଇବା ବେଲେ, ତମର୍‌ ଆତ୍‌ମା, ଜିବନ୍‌, ଗାଗଡ୍‌ କାଇ ଦସ୍‌ ପାପ୍‌ ନ ଅଇକରି ସଙ୍ଗଇ ରଅ ।
Men sjelfver fridsens Gud helge eder öfver allt, att edar hele ande, och själ, och kropp, måtte vara behållen utan straff, i vårs Herras Jesu Christi tillkommelse.
24 ୨୪ ଜେ ତମ୍‌କେ ବାଚ୍‌ଲା ଆଚେ, ସେ ସେଟା କର୍‌ସି । କାଇକେବଇଲେ ସେ ବିସ୍‌ବାସ୍‌ ରକ୍‍ବା ଲକ୍‍ ।
Han är trofast, som eder kallat hafver; den det ock väl fullbordar.
25 ୨୫ ଏ ବାଇବଇନିମନ୍‌, ଆମର୍‌ପାଇ ମିସା ପାର୍‌ତନା କରା ।
Käre bröder, beder för oss.
26 ୨୬ ସବୁ ବାଇମନ୍‌କେ ସୁକଲ୍‌ ରଇ, ଆତେ ଦାରି ଜୁଆର୍‌ କରା ।
Helser alla bröderna uti en helig kyss.
27 ୨୭ ସବୁ ବାଇବଇନିମନର୍‌ ଲଗେ ଏ ଚିଟି ପଡାଆ ବଲି ମୁଇ ମାପ୍‌ରୁର୍‌ ନାଉଁ ଦାରି ତମ୍‌କେ ମୁଇ ତିଆର୍‍ଲିନି।
Jag besvär eder vid Herran, att I denna Epistelen läsa låten för alla heliga bröderna.
28 ୨୮ ମାପ୍‌ରୁ ଜିସୁ ଜିବନ୍‍ ଦୁକାଇ ଦୟା କଲାଟା ତମର୍‍ ସଙ୍ଗ୍‍ ର ।
Vårs Herras Jesu Christi nåd vare med eder. Amen.

< ୧ ତେସଲନିକିୟ 5 >