< 2 Timoteus 3 >

1 Men vid dette, at i de sidste Dage skulle vanskelige Tider indtræde.
ମାତର୍‌ ଜାନିର । ଜଗତର୍‌ ସାରାସାରି ଦିନ୍‌ମନ୍‌କେ ବେସି ଦୁକ୍‌ କସ୍‌ଟ ବେଲା ଆଇସି ।
2 Thi Menneskene skulle være egenkærlige, pengegridske, praleriske, hovmodige, spottelystne, ulydige imod Forældre, utaknemmelige, ryggesløse,
କାଇକେବଇଲେ ଲକ୍‌ମନ୍‌ ନିଜେ ଆଲାଦ୍‌ ଅଇକରି ବିନ୍‌ ଲକ୍‌କେ ଆଲାଦ୍‌ ନ କରତ୍‌ । ସେମନ୍‌ ଡାବୁକାସୁ ଆସାକର୍‌ବା ଲକ୍‌, ନିଜର୍‌ ବିସଇଟାନେ ବଡ୍‌ପନ୍‌ ଅଇବା ଲକ୍‌, ବିନ୍‌ ଲକ୍‌କେ ନିନ୍ଦା କର୍‌ବା ଲକ୍‌, ତାକର୍‌ ଆୟା ବାବାର୍‌ କାତା ନ ମାନ୍‌ବା ଲକ୍‌, ଦନିଅବାଦ୍‌ ଦେବାଟା ପାସର୍‌ବା ଲକ୍‌, ପର୍‌ମେସରର୍‌ ବିସଇକେ ସନ୍‌ମାନ୍‌ ନ ଦେବା ଲକ୍‌,
3 ukærlige, uforligelige, bagtaleriske, uafholdne, rå, uden Kærlighed til det gode,
ବିନ୍‌ ଲକ୍‌ମନ୍‌କେ କେମା ନ ଦେବା ଲକ୍‌, ବିନ୍‌ ଲକର୍‌ ବିସଇ ମିଚ୍‌ କଇବା ଲକ୍‌, ନିଜେ ଜାଗ୍‌ରତ୍‌ ନ ରଇବା ଲକ୍‌, କିରଜାଟି ଅଇବା ଲକ୍‌, ନିକ ବିସଇ ଗିନ୍‌ କର୍‌ବା ଲକ୍‌,
4 forræderske, fremfusende, opblæste, Mennesker, som mere elske Vellyst, end de elske Gud,
ବିସ୍‌ବାସେ ବିସ୍‌ ଦେବା ଲକ୍‌, ବକୁଆ ବିସଇ କର୍‌ବା ଲକ୍‌, ବିନ୍‌ ଲକର୍‌ଟାନେଅନି ବଡ୍‌ ବଲାଇଅଇବା ଲକ୍‌, ପର୍‌ମେସର୍‌କେ ଆଲାଦ୍‌ କର୍‌ବା ବାଦୁଲେ ନିଜ୍‌କେ ସାର୍‌ଦା କରାଇବା ଲକ୍‌ ।
5 som have Gudfrygtigheds Skin, men have fornægtet dens Kraft. Og fra disse skal du vende dig bort!
ପର୍‌ମେସର୍‌କେ ସେବା କଲିନି ବଲି ଦେକାଇବାଇ, ମାତର୍‌ ତାର୍‌ ବପୁ ତାକର୍‌ ଜିବନ୍‌ ବାଦ୍‌ଲାଇବାକେ ନ ଦେଅତ୍‌ । ସେନ୍ତାରି ଲକ୍‌ମନର୍‌ଟାନେଅନି ଦୁରିକେ ର ।
6 Thi til dem høre de, som snige sig ind i Husene og fange Kvindfolk, der ere belæssede med Synder og drives af mange Hånde Begæringer
କାଇକେବଇଲେ ଏନ୍ତାରି ଲକ୍‌ ବିନ୍‌ ଗର୍‌ମନ୍‌କେ ପୁରିଦେଇ ତେଇ ରଇବା ମାଇଜିମନ୍‌କେ ନାଡାଇଲାଇନି । ଏ ମାଇଜିମନ୍‌ ତାକର୍‌ ପାପର୍‌ ଲାଗି ନିଜ୍‌କେ ଦସ୍‌ ଦେଇ ବିନ୍‌ ବିନ୍‌ ରକାମର୍‌ କରାପ୍‌ ମନ୍‍କର୍‍ବାଟାସଙ୍ଗ୍‍ ପୁରାପୁରୁନ୍‌ ଅଇଲାଇଆଚତ୍‌ ।
7 og altid lære og aldrig kunne komme til Sandheds Erkendelse.
ସେମନ୍‌ ସବୁବେଲେ ବିନ୍‌ ବିନ୍‌ ରକାମର୍‌ ସିକିଆ ସିକ୍‌ବାକେ ମନ୍‌ କଲାଇନି । ମାତର୍‌ ତେଇର୍‌ ସତ୍‌ ବିସଇ ନାଜାନ୍‌ଲାଇନି ।
8 Men ligesom Jannes og Jambres stode Moses imod, således modstå også disse Sandheden: Mennesker, fordærvede i Sindet, forkastelige i Troen.
ଆଗର୍‌ କାଲେ ଜେନ୍ତାରିକି, ଜୁନସ୍‌ ଆରି ଜମ୍‌ବିରିସ୍‌ ମସାର୍‌ ବିରୁଦେ ଉଟ୍‌ଲାଇ, ସେନ୍ତାରିସେ ଏ ସିକାଉମନ୍‌ ମିସା ସତ୍‌କେ ବିରଦ୍‌ କଲାଇନି । ସେମନର୍‌ ମନ୍‌ କରାପ୍‌ ଅଇଆଚେ । ଆରି ବିସ୍‌ବାସର୍‌ କାତା ଉଟ୍‌ଲେ ତାକର୍‌ଟା ଚୁଚାଇସେ ।
9 Dog, de skulle ikke få Fremgang ydermere; thi deres Afsind skal blive åbenbart for alle, ligesom også hines blev.
ମାତର୍‌ ସେମନ୍‌ ନିଜେ ପାଁଚିରଇବାଟା ସବୁବେଲର୍‌ପାଇ ନ ରଏ । କାଇକେବଇଲେ ଜାନାସ୍‌ ଆରି ଜିମିରସ୍‌ ବକୁଆଟାମନ୍‌ ବଲି ଆଗ୍‌ତୁର୍‌ ଲକ୍‌ ଜାନ୍‌ଲାଇ, ସେନ୍ତାରିସେ ଏବର୍‌ ଲକ୍‌ମନ୍‌ ମିସା ସେମନ୍‌ ବକୁଆ ବଲି ଜାନ୍‌ବାଇ ।
10 Du derimod har efterfulgt mig i Lære, i Vandel, i Forsæt, Tro, Langmodighed, Kærlighed, Udholdenhed,
୧୦ମାତର୍‌ ତିମତି ତୁଇ ମର୍‌ ସବୁ ବିସଇ ଜାନିଆଚୁସ୍‌ । ମୁଇ ଲକ୍‌ମନ୍‌କେ କେନ୍ତାରି ସିକାଇଲିନି, କେନ୍ତାରି ଚଲାଚଲ୍‌ତି କଲିନି, ମର୍‌ ଆଦେସ୍‌ କାଇଟା, ମର୍‌ ବିସ୍‌ବାସ୍‌ କେନ୍ତିଟା, ମୁଇ କେନ୍ତି ମୁର୍‌ଚିକରି ରଇଲିଆଚି, ବିନ୍‌ ବିନ୍‌ ଲକ୍‌ମନ୍‌କେ କେନ୍ତି ଆଲାଦ୍‌ କରିଆଚି ଆରି ମକେ ଆଇଲା ଦୁକ୍‌ କସ୍‌ଟ ମିସା ଜାନୁସ୍‌ ।
11 i Forfølgelser, i Lidelser, sådanne, som ere komne over mig i Antiokia, i Ikonium, i Lystra, sådanne Forfølgelser, som jeg har udstået, og Herren har friet mig ud af dem alle.
୧୧ଲକ୍‌ମନ୍‌ ମକେ ଦୁକ୍‌ କସ୍‌ଟ ଦେଲାଟା ଆନ୍‌ଟିକିୟ, ଇକନିୟ ଆରି ଲୁସ୍‌ତା ନଅର୍‌ମନ୍‌କେ କାଇ କାଇଟା ଅଇରଇଲା ଆରି କେତେକ୍‌ ଅଦିକ୍‌ କସ୍‌ଟ ପାଇରଇଲି, ସେ ସବୁ ବିସଇ ତୁଇ ଜାନୁସ୍‌ । ମାତର୍‌ ମାପ୍‌ରୁ ଜିସୁ ମକେ ସବୁ ଦୁକ୍‌ କସ୍‌ଟ ଟାନେଅନି ରକିଆ କଲା ।
12 Ja, også alle de, som ville leve gudfrygtigt i Kristus Jesus, skulle forfølges.
୧୨ଦେକ୍‌ବାକେଗାଲେ ଜେତ୍‌କି ଲକ୍‌ ଜିସୁକିରିସ୍‌ଟକେ ବିସ୍‌ବାସ୍‌ କରି ପର୍‌ମେସର୍‌ ଦେକ୍‌ବା ଇସାବେ ଦରମ୍‌ ଚଲାଚଲ୍‌ତି କର୍‌ବାକେ ମନ୍‌ କଲାଇନି, ସେମନ୍‌ ସବୁ ବିସ୍‌ବାସ୍‌ ନ କଲା ଲକ୍‌ମନର୍‌ଟାନେଅନି ଦୁକ୍‌ କସ୍‌ଟ ପାଇବାଇ ।
13 Men onde Mennesker og Bedragere ville gå frem til det værre; de forføre og forføres.
୧୩ମାତର୍‌ କରାପ୍‌ ଲକ୍‌ମନ୍‌ ଆରି ନାଡାଉମନ୍‌ ଅଦିକ୍‌ ଅଦିକ୍‌ କରାପ୍‌ ଅଇଜିବାଇ । ସେମନ୍‌ ଲକ୍‌ମନ୍‌କେ ନାଡାଇକରି ନିଜେ ନାଡାଇଅଇବାଇ ।
14 Du derimod, bliv i det, som du har lært, og som du er bleven forvisset om, efterdi du ved, af hvem du har lært det,
୧୪ମାତର୍‌ ତୁଇ ଜେତ୍‌କି ବିସଇ ସିକିଆଚୁସ୍‌, ଆରି ସେଟା ସବୁ ସତ୍‌ ବଲି ବିସ୍‌ବାସ୍‌ କରିଆଚୁସ୍‌, ସେଟା ସବୁ ଡାଟ୍‌ ସଙ୍ଗ୍‍ ଦାରି ର । କାଇକେବଇଲେ, ନିକ ସିକାଇବା ଲକ୍‌ମନର୍‌ ଟାନେଅନି ଏ ସବୁ ସିକିଆଚୁସ୍‌ ।
15 og efterdi du fra Barn af kender de hellige Skrifter, som kunne gøre dig viis til Frelse ved Troen på Kristus Jesus.
୧୫ଆରି ତୁଇ ପିଲାବେଲେ ଅନି ସୁକଲ୍‌ ସାସ୍‌ତର୍‌ ଜାନିଆଚୁସ୍‌ । କିରିସ୍‌ଟ ଜିସୁକେ ବିସ୍‌ବାସ୍‌ କଲାର୍‌ ପାଇ ପର୍‌ମେସର୍‌ ତକେ ରକିଆ କର୍‌ସି ବଲି ତୁଇ ଜାନ୍‌ଲୁସ୍‌ନି ।
16 Hvert Skrift er indåndet af Gud og nyttig til Belæring, til Irettesættelse, til Forbedring, til Optugtelse i Retfærdighed,
୧୬ସବୁ ସାସ୍‌ତର୍‌ ପର୍‌ମେସରର୍‌ ଟାନେଅନି ଆଇଲା ଆଚେ, ଆରି ସେଟା ଲକ୍‌ମନ୍‌କେ ସିକାଇବାକେ, ବୁଲ୍‌ ଅଇଲାଟା ଟିକ୍‌ କର୍‌ବାକେ, ଟିକ୍‌ ବିସଇ କର୍‌ବାକେ, ଆରି ଲକ୍‌ମନ୍‌କେ ସିକାଇବାକେ ଆମ୍‌କେ ସାଇଜ କର୍‌ସି ।
17 for at Guds-Mennesket må vorde fuldkomment, dygtiggjort til al god Gerning.
୧୭ଜେନ୍ତାରି କି, ପର୍‌ମେସର୍‌କେ ସେବା କର୍‌ବା ଗଟେକ୍‌ ଲକ୍‌ ପୁରାପୁରୁନ୍‌ ତିଆର୍‌ ଅଇ, ସବୁ ଦରମ୍‌ କାମ୍‌ କର୍‌ବାକେ ବପୁ ପାଇସି ।

< 2 Timoteus 3 >