< Lukáš 6 >

1 Jedné soboty procházel Ježíš a jeho učedníci obilným polem. Učedníci ulamovali klasy, vymílali je a zrní jedli.
ତରେକ୍‌ ବିସ୍‌ରାମ୍‌ ବାରେ ଜିସୁ ତାସ୍‌ ରଇଲା ପଦାବାଟେ ଜିବାବେଲେ ତାର୍‌ ସିସ୍‌ମନ୍‌ କେଡ୍‌ ଚିଡାଇ ଆତେ ରମ୍‌ଦି କାଇତେରଇଲାଇ ।
2 Viděli to farizejové a pohoršovali se: „Co to děláte? Vždyť přece Boží zákon zakazuje v sobotu i takovou práci!“
ସେମନ୍‌କେ ଦେକ୍‌ତେରଇବା ପାରୁସି ଲକ୍‌ମନର୍‌ ବିତ୍‌ରେଅନି କେତେଲକ୍‌ କଇଲାଇ, “ବିସ୍‌ରାମ୍‌ ବାରେ ଜନ୍‌ଟା କର୍‌ବାର୍‌ ବିଦି ନଏଁ, ସେଟା ତମେ କାଇକେ କଲାସ୍‌ନି?”
3 Ježíš odpověděl: „Nikdy jste nečetli o tom, co udělal král David se svou družinou, když měli hlad?
ଜିସୁ ସେମନ୍‌କେ କ‍ଇଲା, “ଦାଉଦ୍‌ ଆରି ତାର୍‌ ସଙ୍ଗର୍‌ ଲକ୍‌ମନ୍‌ ବୁକେ ରଇଲାବେଲେ, ଦାଉଦ୍‌ କାଇଟା କରିରଇଲା, ସେଟା କାଇ ତମେ ପଡାସ୍‌ ନାଇ କି?
4 Jak vešel do svatyně, vzal tam posvátné chleby, jedl je a podělil jimi i své druhy? Posvátné chleby přece smějí jíst jen kněží.
ସୁନା, ଦାଉଦ୍‌ ପର୍‌ମେସରର୍‌ ଗରେ ପୁରି, ପର୍‌ମେସର୍‌କେ ସର୍‌ପି ଅଇରଇଲା ଜନ୍‌ ରୁଟି, ପୁଜାରିମନ୍‌କେ ଚାଡି ଆରି କେ ମିସା କାଇବାର୍‌ ବିଦି ନ ରଇଲା, ସେଟା ନେଇକରି କାଇଲା ଆରି ତାର୍‌ ସଙ୍ଗର୍‌ ଲକ୍‌ମନ୍‌କେ ମିସା ଦେଇରଇଲା ।”
5 A pak, Syn člověka je i pánem soboty.“
ଆରି ଜିସୁ କଇଲା, “ପର୍‌ମେସର୍‌ ପାଟାଇରଇବା ନର୍‌ପିଲା ମୁଇ ବିସ୍‌ରାମ୍‌ ବାରେ ଲକ୍‌ମନ୍‌ କାଇଟା କର୍‌ବାର୍‌ ଆଚେ କାଇଟା କର୍‌ବାର୍‌ ନାଇ, ସେଟା କଇବାର୍‌ ମର୍‌ ଅଦିକାର୍‌ ଆଚେ ।”
6 Jinou sobotu šel Ježíš kázat do synagogy. Byl tam člověk, který měl pravou ruku ochrnutou.
ଆରି ଜିସୁ ବିନ୍‌ ଗଟେକ୍‌ ବିସ୍‌ରାମ୍‌ବାରେ, ଜିଉଦି ଲକ୍‌ମନର୍‌ ପାର୍‌ତନା ଗରେ ଜାଇକରି ସିକାଇତେରଇଲା । ତେଇ ଗଟେକ୍‌ ଲକ୍‌ ରଇଲା । ତାର୍‍ ଉଜା ଆତ୍‌ ସୁକିଜାଇରଇଲା ।
7 Farizejové a učitelé zákona čekali, zdali se Ježíš odváží v sobotu toho muže uzdravit. Chtěli mít totiž záminku, aby Ježíše mohli obžalovat.
ଆରି ଜିସୁ ବିସ୍‌ରାମ୍‌ବାରେ ମିସା କେ ଜାନେ ନିକ କର୍‌ସି, ଏଟା ଦେକୁ ବଲି ପାରୁସି ଲକ୍‌ମନ୍‌ ଆରି ସାସ୍‌ତର୍‌ ସିକାଉମନ୍‌ ତାକେସେ ଦେକି ଦେକି ରଇଲାଇ, କାଇକେବଇଲେ ତାର୍‌ ବିରୁଦେ ଦସ୍‌ ଦାର୍‌ବାକେ ।
8 On však dobře znal jejich záměry, a přesto toho člověka s ochrnutou rukou vyzval, aby přišel k němu. Muž poslechl.
ମାତର୍‌ ଜିସୁ ତାକର୍‌ ମନେ ବାବ୍‌ଲାଟା ଜାନିକରି, ଜନ୍‌ ଲକର୍‌ ଆତ୍‌ ସୁକିଜାଇରଇଲା, ତାକେ କଇଲା, “ଉଟ୍‌ ଆରି ସବୁଲକର୍‌ ମୁଆଟେ ଟିଆ ଅ ।” ଆରି ସେଲକ୍‌ ଉଟି ଟିଆଅଇଲା ।
9 Ježíš pak oslovil všechny přítomné: „Ptám se vás, má se podle zákona konat v sobotu dobro, nebo zlo? Má se člověk zachránit, nebo nechat hynout?“
ତେଇ ଜିସୁ ସେମନ୍‌କେ କଇଲା, “ମୁଇ ତମ୍‌କେ ପାଚାର୍‌ଲିନି, ବିସ୍‌ରାମ୍‌ବାରେ ବିଦି ଇସାବେ କାଇଟା କର୍‌ବାର୍‌? ନିକ କର୍‌ବାର୍‌ କି କାରାପ୍‌ କର୍‌ବାର୍‌? ଜିବନ୍‌ ବଁଚାଇବାର୍‌ କି ମରାଇବାର୍‌?”
10 Když nikdo neodpovídal, řekl nemocnému: „Natáhni tu ruku!“Muž poslechl a jeho pravice byla zdravá.
୧୦ଆରି ସେ ଚାରିବେଡ୍‌ତି ସବୁକେ ଦେକି ସେ ଲକ୍‌କେ କଇଲା, “ତମର୍‌ ଆତ୍‌ ଲାମାଆ ।” ତେଇ ସେ ସେନ୍ତାର୍‌ କଲା, ଆରି ତାର୍‌ ଆତ୍‌ ପୁରାପୁରୁନ୍‌ ନିକ ଅଇଗାଲା ।
11 Ježíšovi protivníci, na nejvyšší míru podráždění, se domlouvali, co by se dalo proti Ježíšovi podniknout.
୧୧ମାତର୍‌ ପାରୁସିମନ୍‌ ଆରି ସାସ୍‌ତର୍‌ ସିକାଉମନ୍‌ ବେସି ରିସା ଅଇଗାଲାଇ ଆରି ଜିସୁର୍‌ ବିରୁଦେ “କାଇଟା କରୁ?” ବଲି ତାକର୍‌ ତାକର୍‌ ବିତ୍‌ରେ ନିଆଇ କଲାଇ ।
12 V těch dnech vystoupil Ježíš na horu, aby se modlil. Celou noc hovořil s Bohem.
୧୨ସେବେଲେ ଦିନେକ୍‌ ଜିସୁ ପାର୍‌ତନା କର୍‌ବାକେ ବାରଇ, ପର୍‌ବତେ ଗାଲା ଆରି ଗୁଲାଇରାତି ପର୍‌ମେସର୍‌କେ ପାର୍‌ତନା କରି କରି ରଇଲା ।
13 Když se rozednilo, svolal všechny svoje učedníky, které pak nazval apoštoly.
୧୩ସାକାଲ୍‌ ପାଇଲାକେ, ଜିସୁ ସିସ୍‌ମନ୍‌କେ ଲଗେ ଡାକି ସେମନର୍‌ ବିତ୍‌ରେଅନି ବାର ଲକ୍‌କେ ବାଚ୍‌ଲା, ଆରି ସେମନ୍‌କେ ପେରିତ୍‌ ବଲି ନାଉଁ ଦେଲା ।
14 Byli to: Šimon, kterému dal nové jméno Petr, jeho bratr Ondřej, Jakub, Jan, Filip, Bartoloměj,
୧୪ସେମନ୍‌ ରଇଲା, ସିମନ୍‌ ଜାକେ କି ସେ ପିତର୍‌ ବଲି ମିସା ନାଉଁ ଦେଲା, ଆରି ସିମନର୍‌ ବାଇ ଆନ୍ଦ୍‌ରିୟ, ଜାକୁବ୍‌ ଆରି ଜଅନ୍‌, ପିଲିପ୍‌ ଆରି ବାର୍‌ତଲମି ।
15 Matouš – původně výběrčí Levi, Tomáš, Jakub – syn Alfeův, Šimon – bývalý příslušník tajné organizace radikálů,
୧୫ମାତିଉ ଆରି ତମା, ଆଲ୍‌ପିର୍‌ ପ ଜାକୁବ୍‌ ଆରି ସିମନ୍‌, ଜାକେ କି କାଇ କାମ୍‌ କର୍‌ବାକେ ମିସା ଆଗ୍‌ତୁ ଅଇସି ବଲି କଇବାଇ ।
16 Juda – syn Jakubův a Jidáš Iškariotský, který později Ježíše zradil.
୧୬ଜାକୁବର୍‌ ପ ଜିଉଦା ଆରି ଇସ୍‌କାରିତ ଜିଉଦା, ଜେ କି ଜିସୁକେ ସତ୍‌ରୁମନ୍‍କେ ସର୍‌ପିଦେଇ ରଇଲା ।
17 Když pak sestoupili na rovné prostranství, očekával je už veliký dav Ježíšových stoupenců i mnoho lidí z Jeruzaléma, z celého Judska i z pobřežních měst Týru a Sidónu.
୧୭ଆରି ଜିସୁ ପେରିତ୍‌ମନର୍‌ ସଙ୍ଗ୍‌ ଉତ୍‌ରିକରି, ଗଟେକ୍‌ ସଦ୍‌ରମ୍‌ ରଇଲା ଜାଗାଇ ଟିଆଅଇଲା । ଆରି ତେଇ ତାର୍‌ ବେସି ସିସ୍‌ମନ୍‌, ଜିଉଦା ରାଇଜର୍‌ ବେସି ଲକ୍‌, ଜିରୁସାଲାମ୍‌ ଆରି ସମ୍‌ଦୁର୍‌ ପାଲି ରଇବା ସର ଆରି ସିଦନ୍‌ ସଅରେଅନି ବେସି ଲକ୍‌ମନ୍‌ ରୁଣ୍ଡିରଇଲାଇ ।
18 Přišli, aby si poslechli jeho kázání a dali se uzdravit. Vyléčil tam celou řadu duševně chorých.
୧୮ଲକ୍‌ମନ୍‌ ତାର୍‌ ବାକିଅ ସୁନ୍‌ବାକେ ଆରି ନିଜର୍‌ ନିଜର୍‌ ରଗେଅନି ନିକ ଅଇବାକେ ଆସିରଇଲାଇ । ଜନ୍‌ ଲକ୍‌ମନ୍‌ ଡୁମା ଦାରାଇଅଇ ଦୁକ୍‌ କସ୍‌ଟ ପାଇତେରଇଲାଇ, ସେମନ୍‌କେ ଜିସୁ ନିକ କଲା ।
19 Lidé se ho chtěli alespoň dotknout, protože z něho vycházela uzdravující moc.
୧୯ସବୁଲକ୍‌ମନ୍‌ ଜିସୁକେ ଚିଇବାକେ ଚେସ୍‌ଟା କର୍‌ତେରଇଲାଇ । କାଇକେବଇଲେ ତାର୍‌ ଗାଗ୍‌ଡେଅନି ମାପ୍‌ରୁର୍‌ ବପୁ ବାରଇତେରଇଲା ଆରି ସବୁଲକ୍‌ମନ୍‌କେ ନିକ କରତେରଇଲା ।
20 Ježíš se obrátil na své učedníky a řekl: „Radujte se, vy chudí, protože vám bude patřit Boží království.
୨୦ସେବେଲେ ଜିସୁ ନିଜର୍‌ ସିସ୍‌ମନର୍‌ ବାଟେ ଦେକି କଇଲା, “ତମେ ଏବେ କାକୁର୍‌ତି ଅଇଆଚାସ୍‌ ତମର୍‌ କେଡେକ୍‌ ନିକ କରମ୍‌, କାଇକେବଇଲେ ପର୍‌ମେସରର୍‌ ରାଇଜ୍‌ ତମର୍‌ଟା ।
21 Radujte se, kdo teď hladovíte, protože Bůh vás nasytí. Radujte se i vy, kdo teď pláčete, protože jednou se budete smát.
୨୧ତମେମନ୍‌ ଏବେ ବୁକେ ଆଚାସ୍‌, ତମର୍‌ କେଡେକ୍‌ ନିକ କରମ୍‌, କାଇକେବଇଲେ, ତମ୍‌କେ ପର୍‌ମେସର୍‌ ପୁରାପୁରୁନ୍‌ ଦେଇସି । ତମେମନ୍‌ ଏବେ କାନ୍ଦ୍‌ଲାସ୍‌ନି, ତମର୍‌ କେଡେକ୍‌ ନିକ କରମ୍‌, କାଇକେବଇଲେ ତମେମନ୍‌ ସାର୍‌ଦା ଅଇକରି ଆଁସ୍‌ସା ।”
22 Radujte se, když vás budou nenávidět, vyženou jako prašivé a pošpiní vaše jména, protože se hlásíte k Synu člověka.
୨୨ଲକ୍‌ମନ୍‌ ଜେବେ ପର୍‌ମେସର୍‌ ପାଟାଇରଇବା ନର୍‌ପିଲା ମର୍‌ ଲାଗି ତମ୍‌କେ ଇନ୍‌ କର୍‌ବାଇ, ଆରି ବେଗ୍‌ଲାଇ ଦେବାଇ, ନିନ୍ଦାକରି ତମର୍‌ ନାଉଁ ମନ୍ଦ୍‌ ବଲି ଦାର୍‌ବାଇ, ତମର୍‌ କେଡେକ୍‌ ନିକ କରମ୍‌ ।
23 Radujte se a prozpěvujte si, protože vás v nebi čeká velká odměna. Stejným způsobem zacházeli jejich předkové s Božími proroky.
୨୩ସେ ଦିନେ ସାର୍‌ଦା ଅଇ ନାଟ୍‌ କର୍‌ସା । କାଇକେବଇଲେ ଦେକା, ସର୍‌ଗେ ତମର୍‌ ପୁରୁସ୍‌କାର୍‌ ଅଦିକ୍‌ ଆରି ସେନ୍ତାରି ତା ସେମନର୍‌ ଆନିଦାଦିମନ୍‌, ବବିସତ୍‍ବକ୍‍ତାମନ୍‌କେ କର୍‌ତେରଇଲାଇ ।
24 Ale běda vám, bohatí, protože vy už máte svoje potěšení.
୨୪ମାତର୍‌ ଏ ଡଣ୍ଡ୍‌ ପାଉମନ୍‌, ତମେମନ୍‌ ଏବେ ସାଉକାର୍‌ ଆଚାସ୍‍, କାଇକେବଇଲେ ତମେ ନିଜେ ନିଜେ ସୁକ୍‌ ପାଇଲାସ୍‌ବେ ।
25 Běda vám, sytí, však budete jednou hladovět. Běda vám, kteří se lehkomyslně smějete, protože jednou budete hořce plakat a naříkat.
୨୫ଏ ଡଣ୍ଡ୍‌ପାଉମନ୍‌, ଏବେ ତମେ ନିକସଙ୍ଗ୍‌ କାଇଲାସ୍‌ନି, କାଇକେବଇଲେ, ତମେ ବୁକେସେ ରଇସା । ଏ ଡଣ୍ଡ୍‌ପାଉମନ୍‌, ତମେମନ୍‌ ଏବେ ଆଁସ୍‌ଲାସ୍‌ନି, କାଇକେବଇଲେ ପଚେ ଦୁକେ ରଇକରି କାନ୍ଦ୍‌ସା ।
26 Běda vám, jestliže vás všichni chválí, vždyť tak se za starodávna chovali k falešným prorokům.
୨୬“ଜେଡେବେଲେ ତମ୍‌କେ ଲକ୍‌ମନ୍‌ ବଲ୍‌ ବଲିକରି ବାବ୍‌ଲାଇନି, ଏ ଡଣ୍ଡ୍‌ପାଉମନ୍‌, ତାକର୍‌ ଆନିଦାଦି ତା ମାପ୍‌ରୁର୍‌ କାତା ବୁଲ୍‌କାଉମନର୍‌ପାଇ ସେନ୍ତାରି କର୍‌ତେରଇଲାଇ ।”
27 Vám pak, moji posluchači, radím: Milujte své nepřátele, prokazujte dobro těm, kteří vás nenávidí.
୨୭“ମାତର୍‌ ତମେମନ୍‌ ସୁନି ଆଚାସ୍‍ଜେ ମୁଇ ତମ୍‌କେ କଇଲିନି, ତମର୍‌ ସତ୍‌ରୁମନ୍‌କେ ଆଲାଦ୍‌ କରା, ଜନ୍‌ ଲକ୍‌ମନ୍‌ ତମ୍‌କେ ଇନ୍‌ କର୍‌ବାଇ, ସେମନର୍‌ ମଙ୍ଗଲ୍‌ କରା ।
28 Přejte dobré věci těm, kteří vás proklínají, a modlete se za ty, kteří vám činí bezpráví.
୨୮ଜନ୍‌ ଲକ୍‌ମନ୍‌ ତମ୍‌କେ ସାଇପ୍‌ ଦେବାଇ, ସେମନ୍‌କେ ଆସିର୍‌ବାଦ୍‌ କରା । ଜନ୍‌ ଲକ୍‌ମନ୍‌ ତମ୍‌କେ ଇଜତ୍‌ ଜିକ୍‌ବାଇ, ସେମନର୍‌ପାଇ ପାର୍‌ତନା କରା ।
29 Tomu, kdo tě uhodí do tváře, nastav i druhou. Tomu, kdo ti bere kabát, přidej i košili.
୨୯ଜେ ତମ୍‌କେ ଗଟେକ୍‌ ଗାଲେ ଚାପଡ୍‌ ମାର୍‌ସି, ତାକେ ଆରିଗଟେକ୍‌ ଗାଲ୍‌ ମିସା ଦେକାଇଦିଆସ୍‌ । ଜେ ତମର୍‌ ଚାଦର୍‌ ଦାରିଜାଇସି, ତାକେ ତମର୍‌ ପିନ୍ଦ୍‌ଲାଟା ନେବାକେ ମିସା ମନା କରାନାଇ ।
30 Každému, kdo tě o něco prosí, dej, a jestliže tě někdo okradl, nevymáhej to zpátky.
୩୦ଜେ ତମ୍‌କେ ମାଙ୍ଗ୍‌ସି, ତାକେ ଦିଆସ୍‌ । ଆରି ଜେ ତମର୍‌ ଦନ୍‌ ସଁମ୍‌ପତି ଉଦାର୍‌ ନେଇସି, ତାର୍‌ଟାନେଅନି ସେଟା ଆରିତରେକ୍‌ ମାଙ୍ଗାନାଇ ।
31 Jak chcete, aby s vámi lidé jednali, tak s nimi jednejte vy.
୩୧ଲକ୍‌ମନ୍‌ ତମ୍‌କେ ଜେନ୍ତି କରତ୍‌ ବଲି ମନ୍‌ କଲାସ୍‍ନି, ତମେମିସା ସେମନର୍‌ଟାନେ ସେନ୍ତାର୍‌ କରା ।”
32 Jakou čekáte od Boha pochvalu, když milujete jen ty, kteří milují vás? To umějí lidé, kteří se na Boha neptají.
୩୨“ଆରି ଜନ୍‌ ଲକ୍‌ମନ୍‌ ତମ୍‌କେ ଆଲାଦ୍‌ କଲାଇନି, ଜଦି ସେମନ୍‌କେସେ ତମେ ଆଲାଦ୍‌ କର୍‌ସା ବଇଲେ କାଇ ଆସିର୍‌ବାଦ୍‌ ପାଇସା? କାଇକେବଇଲେ ପାପିମନ୍‌ ମିସା ସେନ୍ତାରି କର୍‌ବାଇ ।
33 Jestliže jednáte dobře jen s těmi, kteří se k vám chovají slušně, jaké uznání od Boha čekáte?
୩୩ଜଦି ଜନ୍‌ ଲକ୍‌ମନ୍‌ ତମର୍‌ ମଙ୍ଗଲ୍‌ କଲାଇନି, ସେମନ୍‌କେସେ ମଙ୍ଗଲ୍‌ କର୍‌ସା ବଇଲେ, କାଇ ଆସିର୍‌ବାଦ୍‌ ପାଇସା? କାଇକେବଇଲେ ପାପିମନ୍‌ ମିସା ସେନ୍ତାରି କର୍‌ବାଇ ।
34 A myslíte, že Bůh ocení, když půjčujete jenom těm, kteří vám to vždycky vrátí? Tak to přece na světě chodí, že si lidé půjčují, jenom když mají jistotu, že o nic nepřijdou. Ale vy jednejte jinak.
୩୪ଆରି ଜନ୍‌ ଲକ୍‌ମନର୍‌ଟାନେଅନି ତମର୍‌ ମିଲାଇବାର୍‌ ଆସା ରଇସି, ଜଦି ସେମନ୍‌କେସେ ଉଦାର୍‌ ଦେଇସା ବଇଲେ, ତମେ କାଇ ଆସିର୍‌ବାଦ୍‌ ପାଇସା? ପାପିମନ୍‌ ମିସା ସମାନ୍‌ ଇସାବେ ବାନ୍ଦ୍‌ଲାଟା ମିଲବଲି, ରୁନ୍‌ ଦେବାଇ ।
35 Milujte své nepřátele, konejte dobro, půjčujte a nevymáhejte zpět. Vždyť vás čeká bohatá odměna. Budete jednat jako Boží děti.
୩୫ମାତର୍‌ ତମର୍‌ ସତ୍‌ରୁମନ୍‌କେ ଆଲାଦ୍‌ କରା । ଆରି ସେମନର୍‌ ମଙ୍ଗଲ୍‌ କରା । ରୁନ୍‌ ବାନ୍ଦ ବଲି ଆସା ନ କରି, ରୁନ୍‌ ଦିଆସ୍‌ । ସେନ୍ତାର୍‌କଲେ ତମର୍‌ ପୁରୁସ୍‌କାର୍‌ ଅଦିକ୍‌ ଅଇସି । ଆରି ତମେ ପର୍‌ମେସରର୍‌ ପ ଅଇସା । କାଇକେବଇଲେ ସେ ନ ମାନ୍‌ବା ଲକର୍‌ ଆରି କରାପ୍‌ ଲକର୍‌ ମିସା ଦୟାକାରିଆ ।
36 Vždyť Bůh je dobrý i k lidem nevděčným a zlým. Buďte tedy velkorysí jako váš Otec.
୩୬ତମର୍‌ ସରଗର୍‌ ବାବା ଜେନ୍ତାରି ଦୟା କଲାନି, ସେନ୍ତାରି ତମେ ମିସା ଦୟା କରା ।”
37 Nesuďte nikoho, a Bůh vás také nebude soudit. Nezavrhujte nikoho, a ani Bůh vás nezavrhne, odpouštějte, a Bůh vám také odpustí.
୩୭“ବିନ୍‌ଲକର୍‌ ବିଚାର୍‌ କରାନାଇ, ସେନ୍ତାର୍‌କଲେ ପର୍‌ମେସର୍‌ ତମ୍‌କେ ବିଚାର୍‌ କର୍‌ସି । ଦସ୍‌ ନ ଦିଆସ୍‌, ସେନ୍ତାର୍‌କଲେ ପର୍‌ମେସର୍‌ ତମ୍‌କେ ଦସ୍‌ ନ ଦାରେ । କେମା କରା, ସେନ୍ତାର୍‌କଲେ ତମ୍‌କେ କେମା ମିଲ୍‌ସି ।
38 Dávejte ochotně, a Bůh vás zahrne svými dary. Bůh neskrblí, ale dává vrchovatou míru. Jak tedy odměříte lidem, tak bude odměřeno i vám.“
୩୮ବିନ୍‌ ଲକ୍‌କେ ଦାନ୍‌ କରା, ସେନ୍ତାର୍‌କଲେ ପର୍‌ମେସର୍‌ ତମ୍‌କେ ଦାନ୍‌ ଦେଇସି, ଲକ୍‌ମନ୍‌ ମାନ୍‌ଟାନେ କାଦି ପୁରୁନ୍‌କରି ତାକେ ଚାପି ଜୁଲାଇ, ଉଚ୍‌ଲାଇକରି, ତମର୍‌ ଅଁଟିତେଇ ଦେବାଇ, କାଇକେବଇଲେ ଜନ୍‌ ଇସାବେ ତମେ ନାପ୍‌ସା, ସେ ଇସାବେ ସେ ତମ୍‌କେ ନାପି ଦିଆଅଇସି ।”
39 Ježíš použil také několika přirovnání: „Slepec přece nepovede slepého, vždyť by oba spadli do jámy.
୩୯ଜିସୁ ସେମନ୍‌କେ ଉଦାଅରନ୍‌ ଦେଇ କଇଲା, “କାଣା କାଇ କାଣାକେ ବାଟ୍‌ ଦେକାଇପାରେକି? ନାଇ, ନାପାରେ । ଜଦି ସେମନ୍‌ ସେନ୍ତାରି କର୍‌ବାଇ ବଇଲେ ଦୁଇଲକ୍‌ଜାକ କାଲେ ନ ଅଦ୍‌ରତ୍‌ କି?
40 Učedník nezná tolik jako mistr; teprve když se vyučí, může se mu podobat.
୪୦ଗୁରୁର୍‌ଟାନେଅନି ସିସ୍‌ ବଡ୍‌ ନାଇ । ମାତର୍‌ ସିସ୍‌ମନ୍‌ ସିକିଆ ପାଇ ସାରାଇଲେ ସିଦ୍‌ଅଇ ଗୁରୁର୍‌ ସମାନ୍‌ ଅଇବାଇ ।”
41 Proč se staráš o pilinu v oku svého bližního a polena ve svém oku si nevšímáš?
୪୧“ଆରି କାଇକେ ତମର୍‌ ବାଇର୍‌ ଆଁକିଟାନେ ରଇବା ସାନ୍‌ କାଚ୍‌ରା ଦେକ୍‌ଲାସ୍‌ନି? ମାତର୍‌ ତମର୍‌ ନିଜର୍‌ ଆଁକିଟାନେ ଜନ୍‍ ବଡ୍‌ କାଚ୍‌ରା ଆଚେ, ସେଟା ବାବିଦେକାସ୍‌ନାଇ ।
42 Jak můžeš říkat svému bratrovi: ‚Dovol, odstraním ti pilinu z oka, ‘a přehlížet poleno ve svém vlastním oku? Pokrytče, nejprve si vyčisti své vlastní oko, a teprve potom jasně uvidíš, co potřebuje tvůj bratr.
୪୨ତମେ ନିଜର୍‌ ଆଁକିଟାନେ ରଇବା ବଡ୍‌ଟା କାଚ୍‌ରା ନ ଦେକିକରି, ନିଜର୍‌ ବାଇର୍‌ ଆଁକି ଟାନେ ରଇବା ସାନ୍‌ କାଚ୍‌ରା ଦେକି କେନ୍ତି କଇପାରାସ୍‌, ଆଉ ବାଇ ତମର୍‌ ଆଁକିଅନି କାଚ୍‌ରା ବାର୍‌କରାଇଦେବି? ଏ କୁଟିଆଲ୍‌ମନ୍‌, ପର୍‌ତୁମ୍‌ ନିଜର୍‌ ଆଁକିଅନି କାଚ୍‌ରା ବାର୍‌କରାଇପାକା, ତାର୍‌ପଚେ ନିଜର୍‌ ବାଇର୍‌ ଆଁକିଟାନେ ରଇବା କାଚ୍‌ରା ସବୁ ବାର୍‌କରାଇବାକେ, ନିକକରି ଦେକିପାରାସ୍‌ ।”
43 Štěpovaný strom nerodí plané ovoce a žádný planý strom nenese ušlechtilé ovoce.
୪୩“ନିକ ଗଚେ କାରାପ୍‌ ପଲ୍‌ ନ ପଲେ, କାରାପ୍‌ ଗଚେ ନିକ ପଲ୍‌ ନ ପଲେ ।
44 Jakost stromu se pozná podle ovoce, které dává. Z trní se nesklízejí fíky ani z bodláků hrozny.
୪୪କାଇକେବଇଲେ ଗଚ୍‌ମନ୍‌କେ ତାର୍‌ ପଲର୍‌ଲାଗି ଜାନିଅଇସି । କାଟା ଗଚେଅନି ଲକ୍‌ମନ୍‌ ଡୁମ୍‌ରି ପଲ୍‌ ନ ତଲତ୍‌, କି କାଟା ବୁଟାଇଅନି ଅଙ୍ଗୁର୍‌ ପଲ୍‌ ନ ତଲତ୍‌ ।
45 Člověk je schopen konat skutečné dobro jen tehdy, je-li jeho srdce plné dobra. Když je však jeho srdce naplněno zlem, šíří jenom zlo. Čím srdce naplněno, tím ústa přetékají.
୪୫ନିକ ଲକ୍‌ ନିଜର୍‌ ମନ୍‌ ବିତ୍‌ରର୍‌ ଗରବ୍‌ବିତ୍‌ରେ ଅନି ନିକଟା ବାର୍‌କରାଇସି । ଆରି କାରାପ୍‌ ଲକ୍‌ମନ୍‌ ନିଜର୍‌ ମନ୍‌ ବିତ୍‌ରର୍‌ ଗରବ୍‌ଟାନେ ଅନି କାରାପ୍‌ଟା ବାର୍‌କରାଇବାଇ । କାଇକେବଇଲେ, ମନ୍‌ବିତ୍‌ରେ ଚିନ୍ତା କର୍‌ବାଟା, ଟଣ୍ଡ୍‌ କାତା କଇସି ।”
46 Proč mi stále říkáte: Pane, Pane, a neděláte, co vám říkám?
୪୬“ଆରି ତମେ କାଇକେ ମକେ ଏ ମାପ୍‌ରୁ ଏ ମାପ୍‌ରୁ, ବଲି ଡାକିକରି ମର୍‌ ଆଦେସ୍‌ ମାନାସ୍‌ ନାଇ?
47 Každý, kdo ke mně přichází a naslouchá tomu, co říkám, a řídí se podle toho, podobá se člověku, který začal stavět dům a vykopal základy hluboko ve skále. Když se přihnala povodeň, dům se ani nepohnul, protože měl dobré základy.
୪୭ଜେ ମିସା ମର୍‌ଲଗେ ଆସି, ମର୍‌ କାତା ସୁନି, ସେଟା ସବୁ ମାନ୍‌ସି, ସେ କାର୍‌ ସମାନ୍‌ ରଇସି, ସେଟା ମୁଇ ତମ୍‌କେ ଦେକାଇବି ।
୪୮ସେ ଏନ୍ତାରି ଗଟେକ୍‌ ଗର୍‌ ଉଟାଇବା ଲକର୍‌ପାରା । ଜେ ଗଇର୍‌ କରି କୁନି, କୁନାଦି ପାକ୍‌ନା ଉପ୍‌ରେ ବସାଇଲା । ବନିଆ ପାନି ଆସି ସେଟା ଉଲ୍‌କା ମାର୍‌ଲା ମିସା ସେଟା ବସ୍‌ଲାଇ ନାପାର୍‌ଲା । କାଇକେବଇଲେ ସେଟା ନିମାନ୍‌କରି ଉଟାଇରଇଲା ।
49 Každý, kdo mě slyší, ale neřídí se podle toho, podobá se člověku, který si vystavěl dům bez základů: dům smetla povodeň.“
୪୯ମାତର୍‌ ଜନ୍‌ ଲକ୍‌ମନ୍‌ ମର୍‌କାତା ସୁନିକରି ମିସା ସେ ଇସାବେ ଚଲାଚଲ୍‌ତି ନ କରତ୍‌, ସେ କୁନାଦି ନ କରି, ବାଲି ଉପ୍‌ରେ ଗର୍‌କଲା ଲକର୍‌ପାରା । ଜବର୍‌ ଅଇତେ ଉଦ୍‌କାମାର୍‌ଲା ଦାପ୍‌ରେ ସେ ଗର୍‌ ବସ୍‌ଲିଗାଲା ଆରି ସେଟା ଅପର୍‌ବଲ୍‌ ବିନାସ୍‌ ଅଇଲା ।”

< Lukáš 6 >