< Lukáš 2 >

1 V té době nařídil císař Augustus, aby bylo provedeno sčítání lidu v celé římské říši.
ସେବେଲେ ରମିୟ ରାଇଜର୍‌ ବଡ୍‌ ସାସନ୍‌ କାରିଆ ଅଗସ୍‌ଟ କାଇସରର୍‌ ଆଦେସ୍‌ ଇସାବେ ସବୁଲକ୍‌କେ ନାଉଁ ଲେକାଇବାର୍‍ ଅଇଲା ।
2 Byl to první soupis a prováděl ho římský místodržitel v Sýrii Quirinius.
କିରିଣିୟ ନାଉଁର୍‌ ସାସନ୍‌ କାରିଆ ସିରିଆ ରାଇଜ୍‌ ସାସନ୍‌ କର୍‌ବା ବେଲେ ପର୍‌ତୁମ୍‌ ତର୍‌ ଏନ୍ତାରି ନାଉଁ ଲେକା ଅଇରଇଲା ।
3 Každý byl povinen dát se zapsat v místě, odkud pocházel jeho rod.
ସେଟାର୍‌ପାଇ ବଲି ସବୁଲକ୍‌ ନାଉଁ ଲେକାଇବାକେ ନିଜର୍‌ ନିଜର୍‌ ନଅରେ ଗାଲାଇ ।
4 Tak se vydal na cestu i Josef s Marií, která byla již ve vysokém stupni těhotenství. Putovali z galilejského Nazaretu do judského městečka Betléma, rodiště krále Davida; Josef totiž pocházel z jeho rodu.
ଆରି ଜସେପ୍‌ ମିସା ନାଉଁ ଲେକାଇବାକେ ମରିୟମର୍‌ ସଙ୍ଗ୍‌ ଗାଲିଲି ରାଇଜର୍‌ ନାଜରିତ୍‌ ନାଉଁର୍‌ ଗଟେକ୍‌ ନଅରେ ଅନି ଜିଉଦା ରାଇଜର୍‌ ବେତ୍‌ଲିଇମ୍‌ ବଲି ଦାଉଦ୍‌ ରାଜାର୍‌ ଜନମ୍‌ ନଅରେ ଗାଲାଇ । କାଇକେବଇଲେ, ଜସେପ୍‌ ଦାଉଦ୍‌ ବଁସର୍‌ ଆରି ସେ କୁଟୁମର୍‌ ଲକ୍‌ ରଇଲା ।
5
ତାର୍‌ସଙ୍ଗ୍‌ ମରିୟମର୍‌ ବିବା ମାଙ୍ଗ୍‌ନି ଅଇରଇଲା, ଆରି ମରିୟମ୍‌ ଗାଗ୍‌ଡେ ଅଇରଇଲା ।
6 Sotva tam došli, naplnil se Mariin čas
ଜସେପ୍‌ ଆରି ମରିୟମ୍‌ ବେତ୍‌ଲିଇମେ ରଇଲାବେଲେ, ମରିୟମର୍‌ ଆତ୍‌ଗଡ୍‌ ସୁକ୍‌ ଅଇବା ଦିନ୍‌ କେଟି ଆଇଲା ।
7 a porodila svého prvorozeného syna. Zabalila ho do plenek a položila do jeslí, protože v hostinci bylo plno a jinde než ve chlévě už na ně nezbylo místo.
ଆରି ମରିୟମ୍‌ ତାର୍‌ ପଣୁଆ ପିଲାକେ ତେଇ ଜନମ୍‌ଦେଲା, ଆରି ତାକେ ଲୁଗାସଙ୍ଗ୍‌ ଗୁଡିଆଇକରି ଗରୁସାଲର୍‌ ଡଙ୍ଗାକୁଣ୍ଡେ ଡୁଲାଇରଇଲା, କାଇକେବଇଲେ ସେମନ୍‌କେ ରଇବାପାଇ ବାସାଗରେ ଟାନ୍‌ ନ ରଇଲା ।
8 Nedaleko Betléma pásli pastýři ovce. V noci se střídali v hlídkách u svých stád.
ବେତ୍‌ଲିଇମ୍‌ ଲଗେ କେତେଟା ମେଣ୍ଡା ଚାରାଉ ଗଉଡ୍‌ମନ୍‌ ସେ ରାତିଆ ପଦାଇ ରଇ ତାକର୍‌ ମେଣ୍ଡା ଗଟାନି ଜାଗ୍‌ତେରଇଲାଇ ।
9 Najednou se před nimi objevil anděl a celá krajina se rozzářila odleskem Boží slávy. Velice se ho ulekli,
ଆରି ଏଦେ ଦେକା! ମାପ୍‌ରୁର୍‌ ଦୁତ୍‌ ଗଟେକ୍‌ ଆସି ସେମନର୍‌ ଲଗେ ଟିଆଅଇଲା, ଆରି ମାପ୍‌ରୁର୍‌ ମଇମାର୍‍ ଉଜଲ୍‌ ତାକର୍‌ ଚାରିବେଡ୍‌ତି ଜଲ୍‌ସିଗାଲାଜେ ଗଉଡ୍‌ମନ୍‌ ବେସି ଡରିଗାଲାଇ ।
10 ale anděl je uklidňoval: „Nebojte se, nesu vám dobrou zprávu, ze které se mohou radovat všichni lidé.
୧୦ତେଇ ଦୁତ୍‌ ସେମନ୍‌କେ କଇଲା, “ଡରାନାଇ! ଦେକା ମୁଇ ସବୁଲକର୍‌ପାଇ ଗଟେକ୍‌ ବେସି ସାର୍‌ଦାର୍‌ କବର୍‌ ତମ୍‌କେ ଜାନାଇଲିନି, ଜନ୍‌ଟାକି ସବୁଲକର୍‌ପାଇ ସାର୍‌ଦାର୍‌ ବିସଇ ଅଇସି ।
11 V Betlémě, ze kterého před dávnými časy vyšel David, se vám dnes narodil Kristus, Spasitel poslaný od Boha.
୧୧କାଇକେବଇଲେ, ଆଜିସେ ଦାଉଦ୍‌ ରାଜାର୍‌ ଜନମ୍‌ ନଅରେ ତମର୍‌ପାଇ ଗଟେକ୍‌ ଉଦାର୍‌କାରିଆ ଜନମ୍‌କଲା ଆଚେ, ସେ କିରିସ୍‌ଟ ମାପ୍‌ରୁ ।
12 Jak ho poznáte? Najdete malé dítě v plenkách, položené do jeslí v chlévě.“
୧୨ଆରି ତମର୍‌ପାଇ ବଲି ଏଟା ଗଟେକ୍‌ ଚିନ୍‌ପାରା ଅଇସି, ତମେ ଲୁଗା ଗୁଡିଆଇକରି ଗଟେକ୍‌ ପିଲା ଗରୁସାଲର୍‌ ଡଙ୍ଗାଇ ଡୁଲାଇ ରଇବାଟା କଜି ମିଲାଇସା ।”
13 Potom se k andělu připojilo mnoho dalších andělů a všichni provolávali:
୧୩ସେଡ୍‌କିବେଲେ ଅଟାତ୍‌ ସର୍‌ଗେଅନି ଦୁତ୍‌ମନ୍‌ ମାନ୍ଦାଅଇ, ସେ ସରଗର୍‌ ଦୁତ୍‌ଟାନେ କେଟି ପର୍‌ମେସର୍‌କେ ସୁମର୍‌ନା କର୍‌ବାର୍‌ ଦାର୍‌ଲାଇ ।
14 „Sláva Bohu na nebi! Pokoj lidem na zemi! Zjevil lásku všem!“
୧୪“ସର୍‌ଗେ ରଇବା ପର୍‌ମେସରର୍‌ ଜୟ ଜୟ କରୁ, ଆରି ଦର୍‌ତନିଟାନେ ରଇବା ଜନ୍‌ ଲକ୍‌ମନ୍‌କେ ପର୍‌ମେସର୍‌ ବାଚ୍‌ଲାଆଚେ ସେମନ୍‌କେ ସାନ୍ତି ମିଲ ।”
15 Andělé je opustili a pastýři si řekli: „Pojďme do Betléma a přesvědčme se o tom, co nám anděl oznámil.“
୧୫ଦୁତ୍‌ମନ୍‌ ମେଣ୍ଡା ଚାରାଉ ଗଉଡ୍‌ମନ୍‌କେ ଚାଡି ସର୍‌ଗେ ଉଟିଗାଲା ପଚେ, ଗଉଡ୍‌ମନ୍‌ ତାକର୍‌ ତାକର୍‌ ବିତ୍‌ରେ କୁଆବଲା ଅଇବାର୍‌ ଦାର୍‌ଲାଇ, “ଆସା ଆମେ ସବୁ ବେତ୍‌ଲିଇମ୍‌ ଜାକ ଜାଇକରି, ପର୍‌ମେସର୍‌ ଜାନାଇରଇଲା ବିସଇ ଦେକୁ ।”
16 Rychle se vydali na cestu a skutečně našli Marii s Josefem i novorozeňátko položené v jeslích.
୧୬ତେଇଅନି ସେମନ୍‌ ଦାପ୍‌ରେ ଜାଇ କଜିକରି ମରିୟମ୍‌, ଜସେପ୍‌ ଆରି ଗରୁସାଲର୍‌ ଡଙ୍ଗାଇ ପିଲା ଡୁଲିରଇଲାଟା ଦେକ୍‌ଲାଇ ।
17 Když je uviděli, začali vyprávět, co jim bylo pověděno o tom dítěti.
୧୭ସେମନ୍‌ ପିଲାକେ ଦେକିକରି, ଦୁତ୍‌ ଜାଇ ଜାଇଟା କଇରଇଲା, ତେଇ ରଇଲା ସବୁଲକ୍‌କେ କଇଲାଇ ।
18 Všichni, kdo je slyšeli, se divili.
୧୮ଆରି ଜେତ୍‌କି ଲକ୍‌ ତେଇ ରଇଲାଇ ଗଉଡ୍‌ମନର୍‌ ଟାନେଅନି ସେ ସବୁ କାତା ସୁନି କାବା ଅଇଗାଲାଇ ।
19 Marie si to zapamatovala a přemýšlela o tom.
୧୯ମାତର୍‌ ମରିୟମ୍‌ ଏ ସବୁ କାତା ନିଜର୍‌ ମନେ ସଙ୍ଗଇ, ସେ ବିସଇସେ ଚିନ୍ତା କର୍‌ବାର୍‌ ଦାର୍‌ଲା ।
20 Pastýři se vrátili ke svým stádům, radovali se a děkovali Bohu, že našli všechno tak, jak jim anděl oznámil.
୨୦ଆରି ମେଣ୍ଡା ଚାରାଉମନ୍‌କେ ଦୁତ୍‌ ଜେନ୍ତି କଇରଇଲା, ସେନ୍ତା ସୁନ୍‌ଲାଇ ଆରି ଦେକ୍‌ଲାଇ । ସେ ସବୁର୍‌ଲାଗି ପର୍‌ମେସରର୍‌ ମଇମା କରି କରି ବାଅଡ୍‌ଲାଇ ।
21 Osmý den dali Marie s Josefem chlapce obřezat. Dostal jméno Ježíš, jak to anděl určil ještě před jeho narozením.
୨୧ଆଟ୍‌ ଦିନ୍‌ ଅଇଲାପଚେ ଜିଉଦିମନର୍‌ ନିୟମ୍‌ ଇସାବେ ପିଲାକେ ସୁନତ୍‌ କର୍‌ବାକେ ମନ୍ଦିରେ ନେଲାଇ । ଆରି ପିଲାର୍‌ ନାଉଁ ଜିସୁ ବଲି ଦିଆଅଇଲା । ଏ ନାଉଁ ମରିୟମ୍‌ ଗାଗ୍‌ଡେ ନ ଅଇତେ, ସର୍‌ଗର୍‌ ଦୁତ୍‌ କଇରଇଲା ।
22 Mojžíšův zákon přikazoval, aby každá žena čtyřicátý den po narození chlapce přinesla oběť do chrámu.
୨୨ପଚେ ଜେଡେବଲ୍‌ ମସାର୍‌ ବିଦି ଇସାବେ, ଜସେପ୍‌ ଆରି ମରିୟମର୍‌ ସୁତକ୍‌ ଅଇରଇବା ବେଲା ପୁରୁନ୍‌ ଅଇଆଇଲା, ପିଲାକେ ପର୍‌ମେସର୍‌କେ ସର୍‌ପି ଦେବାକେ ଜିରୁସାଲାମ୍‌ ମନ୍ଦିରେ ନେଲାଇ ।
୨୩ମାପ୍‌ରୁର୍‌ ଲେକା ଅଇରଇବା ସାସ୍‌ତର୍‌ ଇସାବେ, ସେ ବେଲେ ଜନ୍‌ ଗରେ ମିସା, ପର୍‌ତୁମ୍‌ ଜନମ୍‌ ଅଇଲା ପଣୁଆ ପିଲାମନ୍‌ ପର୍‌ମେସରର୍‌ ସେବାର୍‌ ପାଇ ସର୍‌ପି ଅଇବାଇ ବଲି ମାନ୍‌ତେ ରଇଲାଇ ।
24 Proto i Marie po této době splnila tuto povinnost. Zároveň s sebou vzali i dítě, aby ho podle jiného Mojžíšova předpisu jako prvorozeného syna zasvětili Bohu.
୨୪ଜସେପ୍‌ ଆରି ମରିୟମ୍‌ ଜିସୁକେ ଲେକା ଅଇରଇବା ସାସ୍‌ତର୍‌ ଇସାବେ ପର୍‌ମେସର୍‍କେ ସର୍‌ପି ଦେବାକେ ଆରି ସୁକଲ୍‌ ଅଇବା ବିରୁର୍‌ପାଇ ଦୁଇଟା ପରୁଆ ପିଲା ଦାରି ଜିରୁସାଲାମ୍‌ ଗାଲାଇ ।
25 V Jeruzalémě žil zbožný stařec jménem Simeon. Řídil se Božími přikázáními a očekával Mesiáše.
୨୫ସେବେଲେସେ ଜିରୁସାଲାମେ ସିମିୟନ୍‌ ନାଉଁର୍‌ ଗଟେକ୍‌ ଦରମ୍‌ ଲକ୍‌ ର‍ଇଲା । ସେ ମାପ୍‌ରୁ ଦେକ୍‌ବା ଇସାବେ ନିମାନ୍‌ ଲକ୍‌ । ଇସ୍‌ରାଏଲ୍‌ ଦେସେ ଉଦାର୍‌କାରିଆ ଆସି ସାନ୍ତି ଦେଅ ବଲି ଜାଗିରଇଲା । ଆରି ତାର୍‌ଟାନେ ସୁକଲ୍‌ ଆତ୍‌ମା ବାସାଅଇରଇଲା ।
26 Byl veden Duchem svatým, který ho také ujistil, že nezemře dříve, dokud Mesiáše na vlastní oči neuzří.
୨୬ସୁକଲ୍‌ ଆତ୍‌ମା ତାକେ ଜାନାଇଦେଇରଇଲା ଜେ, ପର୍‌ମେସର୍‌ ପାଟାଇରଇବା ଉଦାର୍‌କାରିଆର୍‌ ଦର୍‌ସନ୍‌ ନ ମିଲ୍‌ବାଜାକ ତାର୍‌ ମରନ୍‌ ନ ଅଏ ।
27 Na pokyn Ducha přišel do chrámu právě ve chvíli, kdy rodiče zasvěcovali Ježíše Bohu.
୨୭ତାକେ ଆତ୍‌ମା ଚାଲାଇ ଆନ୍‌ଲାଜେ ସେ ଦେଉଲର୍‌ ଡାଣ୍ଡେ ଆଇଲା, ଆରି ଜେଡେବଲ୍‌ ସାନ୍‌ପିଲା ଜିସୁର୍‌ ଆୟା ବାବା ତାକେ ବିତ୍‌ରେ ଆନ୍‌ଲାଇ,
28 Simeon vzal dítě do náruče a modlil se:
୨୮ସେଡ୍‌କିବେଲେ ସିମିୟନ୍‌ ସାନ୍‌ପିଲାକେ କଲେ ଦାରି ପର୍‌ମେସରର୍‌ ମଇମା କରି କଇଲା,
29 „Pane, děkuji ti, že jsi splnil svůj slib. Nyní mohu klidně zemřít,
୨୯“ଏ ମାପ୍‌ରୁ! ଏବେ ତୁଇ ନିଜର୍‌ ବାକିଅ ଇସାବେ ତର୍‌ ନିଜର୍‌ ଦାସ୍‌ ମକେ ସାନ୍ତିସଙ୍ଗ୍‌ ଜିବାକେ ଦେଲୁସ୍‌ନି!
30 protože jsem na vlastní oči viděl Spasitele,
୩୦କାଇକେବଇଲେ ମର୍‌ ଆଁକି ତର୍‌ ଉଦାର୍‌ ଦେକି ଆଚେ,
31 kterého dáváš celému světu.
୩୧ଜନ୍‌ ଉଦାର୍‌କାରିଆକେ ତମେ ସବୁଲକର୍‌ ମୁଆଟେ ପାଟାଇ ଆଚାସ୍‌ ।
32 Pohanům bude světlem a Izraeli slávou.“
୩୨ଆରି ବିଜାତି ଲକ୍‌ମନର୍‌ପାଇ ବଲି ଜାନାଇଅଇଲା ସତର୍‌ ଉଜଲ୍‌ ଆରି ତମର୍‌ ଲକ୍‌ମନ୍‌ ଇସ୍‌ରାଏଲର୍‌ ମଇମା କରି ଆଚାସ୍‌ ।”
33 Josef a Marie se podivili tomu, co Simeon pověděl o dítěti.
୩୩ସିମିୟନର୍‌ଟାନେଅନି ଜିସୁର୍‌ ବିସଇର୍‌ କାତା ସୁନି ଜସେପ୍‌ ଆରି ମରିୟମ୍‌ କାବାଅଇ ଜାଇତେ ରଇଲାଇ ।
34 Potom jim požehnal a Marii ještě řekl: „Toto dítě bude příčinou pádu jedněch a vyvýšení druhých v Izraeli. On je znamení z nebe, proti kterému se mnozí postaví a tak prozradí svoje nejvnitřnější smýšlení.
୩୪ଆରି ସିମିୟନ୍‌ ସେଲକ୍‌କେ ଆସିର୍‌ବାଦ୍‌ ଦେଇ ଜିସୁର୍‌ ମାକେ କଇଲା, “ଏ ପିଲା ଇସ୍‌ରାଏଲ୍‌ ଦେସର୍‌ କେତେ କେତେ ଲକ୍‌ ଉବଜ୍‌ବାଟା ଆରି କେତେ କେତେ ଲକ୍‌ ବୁଡିଜିବାର୍‌ପାଇ ବଲି ପର୍‌ମେସର୍‌ ବାଚି ପାଟାଇଲା ଲକ୍‌ ଅଇସି । କେତେ କେତେ ଲକ୍‌ମନ୍‌ ତାର୍‌ ବିରୁଦେ କଇବା, ଗଟେକ୍‌ ଚିନ୍‌ ପାରା ଅଇସି ।
35 Tvé vlastní srdce pronikne bolest jako meč.“
୩୫କେତେ କେତେ ଲକ୍‌ ତାକେ ବିରଦ୍‌ କରି ନିଜର୍‌ ମନ୍‌ ବିତ୍‌ରର୍‌ କାତା ସବୁ ଜାନାଇବାଇ । ଆରି ତମର୍‌ ଜିବ୍‌ନେ ଗଟେକ୍‌ କାଣ୍ଡା ବୁସିଅଇରଇଲାପାରା ତମ୍‌କେ ବେସି ଦୁକ୍‌ ଆଇସି ।”
36 Byla tam také prorokyně Anna, dcera Fanuelova z rodu Ašerova. Po sedmiletém manželství ovdověla a nyní jí bylo čtyřiaosmdesát let. Nevycházela už vůbec z chrámu a její dny i noci byly naplněny službou Bohu, modlitbami a častými posty.
୩୬ସେ ଦାପ୍‌ରେ, ଏଦେ ଦେକା! ଆନା ନାଉଁର୍‌ ଗଟେକ୍‌ ମାଇଜି ବବିସତ୍‌ବକ୍‌ତା ତାକର୍‌ ଲଗେ ଆଇଲା । ସେ ଆସେର୍‌ ବଁସର୍‌ ପିନୁଏଲର୍‌ ଟକି, ସେ ବେସି ଡକ୍‌ରି ଅଇଜାଇରଇଲା । ବିବା ଅଇ ମୁନୁସ୍‌ ସଙ୍ଗ୍‌ ସାତ୍‌ ବରସ୍‌ ରଇକରି, ରାଣ୍ଡି ଅଇଗାଲା । ଆରି ତାକେ ଚାରିକଡିଚାରି ବରସ୍‌ ଅଇରଇଲା ।
୩୭ସେ ଦେଉଲେଅନି କେନେ ନ ଜାଇ, ଉପାସ୍‌ ରଇକରି ଦିନ୍‌ ରାତି ମାପ୍‌ରୁର୍‌ ଉପାସନା କର୍‌ତେରଇଲା ।
38 V tu chvíli k nim přistoupila i ona a děkovala za to dítě. Všem, kteří v Jeruzalémě vyhlíželi Spasitele, oznamovala, že očekávaný Mesiáš je již zde.
୩୮ପିଲାକେ ମାପ୍‌ରୁର୍‌ଟାନେ ସର୍‌ପି ଦେବାବେଲେ ସେ ଦେଉଲର୍‌ ଡାଣ୍ଡେ କେଟି, ପର୍‌ମେସରର୍‌ ମଇମା କରିକରି ଜନ୍‌ ଲକ୍‌ମନ୍‌ ଜିରୁସାଲାମର୍‌ ମୁକ୍‌ତି ମିଲ ବଲି ଜାଗ୍‌ତେରଇଲାଇ, ସେ ଲକ୍‌ମନ୍‌କେ ପିଲାର୍‌ ବିସଇ କଇବାର୍‌ ଦାର୍‌ଲା ।
39 A tak Josef s Marií splnili, co přikazoval zákon. Později se vrátili do Nazaretu v Galileji.
୩୯ପଚେ ଜସେପ୍‌ ଆରି ମରିୟମ୍‌ ମାପ୍‌ରୁର୍‌ ରିତିନିତି ଇସାବେ କର୍‌ବା ସବୁ କାମ୍‌ ସାରାଇ, ଗାଲିଲି ନିଜର୍‌ ନଅର୍‌ ନାଜରିତେ ବାଅଡ୍‌ଲାଇ ।
40 Dítě rostlo, sílilo a bylo velice moudré. Všichni mohli poznat, že ho Bůh miluje.
୪୦ଆରି ପିଲା ଦିନ୍‌କେ ଦିନ୍‌ ବଡିକରି ବପୁଅଇଲା, ଆରି ଗିଆନେ ପୁରାପୁରୁନ୍‌ ଅଇଲା । ତାକେ ପର୍‌ମେସରର୍‌ ଦୟା ରଇଲା ।
41 Ježíšovi rodiče putovali každý rok do Jeruzaléma slavit velikonoční svátky.
୪୧ଜିସୁର୍‌ ବାବା, ମା ସବୁବର୍‌ସେ ଜିଉଦିମନର୍‌ ନିସ୍‌ତାର୍‌ ପରବ୍‌ ପାଇ ଜିରୁସାଲାମେ ଜାଇତେରଇଲାଇ ।
42 Když bylo Ježíšovi dvanáct let, vzali ho poprvé s sebou.
୪୨ତରେକ୍‌ ଜିସୁକେ ବାର ବରସ୍‌ ଅଇଲାବେଲେ ସେମନର୍‌ ରିତିନିତି ଇସାବେ ଜିରୁସାଲାମେ ପରବ୍‌ ମାନ୍‌ବାର୍‌ ଗାଲାଇ ।
43 Po slavnosti se všichni vydali na cestu domů, ale Ježíš zůstal bez vědomí rodičů v Jeruzalémě.
୪୩ସେମନ୍‌ ପରବ୍‌ ସାରାଇ ବାଉଡି ଆଇଲାବେଲେ, ପିଲା ଜିସୁ ଜିରୁସାଲାମେ ରଇଗାଲା । ମାତର୍‌ ତାର୍‌ ବାବା ମାଆ ମିସା ସେ ତେଇ ରଇଲାଟା ଜାନି ନ ରଇଲାଇ ।
44 Ti ho zpočátku ani nepohřešovali. Domnívali se, že zůstal někde vzadu mezi poutníky, kteří s nimi měli stejnou cestu. Protože se však celý den neukázal, sháněli ho mezi příbuznými a známými.
୪୪ତାର୍‌ ସଙ୍ଗର୍‌ ଲକ୍‌ମନର୍‌ ସଙ୍ଗ୍‌ ଆଚେ କାଇକି ବଲି ବାବିକରି ସେମନ୍‌ ଗଟେକ୍‌ ଦିନର୍‌ ବାଟେ ଇଣ୍ଡି ଉଟି ଜାଇରଇଲାଇ । ସେମନ୍‍ ସାଇପଡିସା, ଚିନାର୍‌ ଜାନାର୍‌ ଲକ୍‌ମନ୍‌କେ ପାଚାରି କଜ୍‌ଲାଇ ।
45 Když ho nenašli, vrátili se do Jeruzaléma a hledali ho tam.
୪୫ଡିସେନାଇକେ ଆରି କଜି କଜି ଜିରୁସାଲାମେ ବାଉଡିଗାଲାଇ ।
46 Po třech dnech ho objevili v chrámu, jak sedí mezi učiteli zákona, naslouchá jim a hovoří k nim.
୪୬ତିନ୍‌ଦିନ୍‌ ପଚେ ସେମନ୍‌ ତାକେ ମନ୍ଦିରେ ଦେକ୍‌ଲାଇ, ସେ ସାସ୍‌ତର୍‌ ସିକାଉମନର୍‌ ମଜାଇ ବସି, ତାକର୍‌ କାତା ସୁନ୍‌ତେରଇଲା, ଆରି ପର୍‌ସନ୍‌ ପାଚାର୍‌ତେରଇଲା ।
47 Všichni, kdo ho slyšeli, žasli nad moudrostí, se kterou odpovídal na otázky.
୪୭ଆରି ତେଇ ଜେତ୍‌କି ଲକ୍‌ ତାର୍‌ କାତା ସୁନ୍‌ତେରଇଲାଇ, ସବୁଲକ୍‌ ସେ କାତା ଅଇବାଟା ଆରି ତାର୍‌ ବୁଦି ଦେକି କାବାଅଇ ଜାଇତେରଇଲାଇ ।
48 Rodiče tím byli překvapeni a matka mu vyčítala: „Chlapče, proč nám děláš takové starosti? Otec a já jsme tě hledali celí zoufalí.“
୪୮ଜସେପ୍‌ ଆରି ମରିୟମ୍‌ ମିସା ଜିସୁକେ ଦେକି କାବା ଅଇଗାଲାଇ, ଆରି ତାର୍‌ ମାଆ ତାକେ କଇଲା, “ତୁଇ କାଇକେ ନୁନା ଆମ୍‌କେ ଏନ୍ତାରି କଲୁସ୍‌? ଦେକ୍‌ନି ତର୍‌ ବାବା ଆରି ମୁଇ କେତେକ୍‌ କିଲ୍‌ବିଲ୍‌ ଅଇ କଜ୍‌ଲୁନି ।”
49 Ježíš jim odpověděl: „Proč jste mne hledali? Cožpak nevíte, že musím být tam, kde se jedná o záležitosti mého Otce?“
୪୯ତେଇ ଜିସୁ ସେମନ୍‌କେ କଇଲା, “କାଇକେ ମକେ କଜ୍‌ତେରଇଲାସ୍‌? ମର୍‌ ବାବାର୍‌ ଗରେ ମୁଇ ରଇବାର୍‌ ଆଚେଆକା, ଏଟା ନାଜାନି ରଇଲାସ୍‌ କି?”
50 Ale oni nepochopili, co tím mínil.
୫୦ମାତର୍‌ ଜିସୁ ସେମନ୍‌କେ ଜନ୍‌ କାତା କଇଲା, ସେଟା ସେମନ୍‌ ବୁଜିନାପାର୍‌ଲାଇ ।
51 Ježíš se pak s rodiči vrátil do Nazaretu a poslouchal je. Jeho matka si všechny takové události dobře zapamatovala.
୫୧ପଚେ ଜିସୁ ତାର୍‌ ବାବା ମାଆ ସଙ୍ଗ୍‌ ନାଜରିତେ ବାଉଡି ଆଇଲା ଆରି ତାକର୍‍ କାତା ମାନ୍‌ତେରଇଲା, ମରିୟମ୍‌ ମିସା ଏ ସବୁ କାତା ନିଜର୍‌ ମନ୍‌ ବିତ୍‌ରେ ସଙ୍ଗଇ ଚିନ୍ତା କଲା ।
52 S Ježíšovým věkem rostla i jeho moudrost a byl milý Bohu i lidem.
୫୨ଜିସୁ, ଗିଆନେ, ଗାଗ୍‌ଡେ, ପର୍‌ମେସର୍‌ ଆରି ଲକ୍‌ମନର୍‌ ଦୟାଇ ବଡିଆଇଲା ।

< Lukáš 2 >