< Vəhy 22 +

1 Mələk mənə həyat suyu axan çayı göstərdi. Bu çay büllur kimi parlaq olub Allahın və Quzunun taxtından çıxır
ତାର୍‌ପଚେ ଦୁତ୍‌ ମକେ ଜିବନର୍‌ ପାନି ରଇବା ଗାଡ୍‌ ଦେକାଇଲା, ଜନ୍‌ଟା କି କାଁଚ୍‌ପାରା ଡିସ୍‌ତେରଇଲା । ପର୍‌ମେସରର୍‌ ବସ୍‍ବା ଜାଗାଇଅନି ଆରି ମେଣ୍ଡାପିଲାର୍‌ଟାନେଅନି ସେ ଗାଡର୍‌ ପାନି ଆଇତେରଇଲା ।
2 və şəhərin baş küçəsinin ortasından axırdı. Çayın hər iki tayında on iki cür meyvə gətirən həyat ağacı var idi. O ağac hər ay meyvə gətirir. Onun yarpaqları millətlərə şəfa vermək üçündür.
ନଅରର୍‌ ବାଟର୍‌ ମଜାଇ ସେଟା ବଇ ଆଇତେରଇଲା । ଗାଡର୍‌ ଦୁଇବାଟେ ଜିବନର୍‌ ଗଚ୍‌ ରଇଲା । ସେ ଗଚ୍‌ ମାସ୍‌କେ ଗଟେକ୍‌ ତର୍‌ ଅଇ ବରସ୍‌କେ ବାରତର୍‌ ପଲ୍‌ ଦାର୍‌ସି । ରାଇଜ୍‌ମନ୍‍ ନିକ ଅଇବାକେ ତାର୍‌ ପତର୍‌ମନ୍‌ ରଇଲା ।
3 Daha lənətlənən heç bir şey olmayacaq. Allahın və Quzunun taxtı orada olacaq və qulları Ona ibadət edəcək.
ପର୍‌ମେସରର୍‌ ଅବିସାପ୍‌ ରଇବା କାଇଟାମିସା ସେ ନଅରେ ନ ଡିସେ । ପର୍‌ମେସରର୍‌ ଆରି ମେଣ୍ଡାପିଲାର୍‌ ବସ୍‍ବାଜାଗା ସେ ନଅରେ ରଇସି । ଆରି ତାର୍‌ ଦାଙ୍ଗ୍‌ଡାମନ୍‌ ତାକେ ଜୁଆର୍‌ କର୍‌ବାଇ ।
4 Onlar Onun üzünü görəcək, alınlarında Onun adını daşıyacaqlar.
ସେମନ୍‌ ତାକେ ଦେକ୍‌ବାଇ ଆରି ତାର୍‌ ନାଉଁ ସେମନର୍‌ କାପାଲେ ଲେକାଅଇ ରଇସି ।
5 Artıq gecə olmayacaq, heç kəsin çıraq və günəş işığına ehtiyacı olmayacaq. Çünki Rəbb Allah onlara işıq verəcək və onlar əbədi olaraq padşahlıq edəcək. (aiōn g165)
ତେଇ ଆରି ରାତି ନ ରଏ । ବତିର୍‌ ଉଜଲ୍‌ କି ବେଲର୍‌ ଉଜଲ୍‌ ଦର୍‌କାର୍‌ ନ ପଡେ । କାଇକେବଇଲେ ମାପ୍‌ରୁ ପର୍‌ମେସର୍‌ ତାକର୍‌ ଉଜଲ୍‌ ରଇସି । ସେମନ୍‌ ରାଜା ଇସାବେ କାଲ୍‌ କାଲ୍‌ ଜୁଗ୍‌ ଜୁଗ୍‌ ସାସନ୍‌ କର୍‌ବାଇ । (aiōn g165)
6 Mələk mənə dedi: «Bu sözlər etibarlı və həqiqidir. Peyğəmbərlərin ruhlarına ilham verən Rəbb Allah mələyini göndərib ki, Öz qullarına tezliklə baş verməli hadisələri göstərsin».
ତାର୍‌ପଚେ ଦୁତ୍‌ ମକେ କଇଲା “ଏ ବାକିଅ ସବୁ ସତ୍‌ ଆରି ବିସ୍‌ବାସ୍‌ କରିଅଇସି । ମାପ୍‌ରୁ ପର୍‌ମେସର୍‌ ଜେ କି ତାର୍‌ ଆତ୍‌ମା ବବିସତ୍‌ବକ୍‌ତାମନ୍‌କେ ଦେଇରଇଲା, ସେ ତାର୍‌ ଦୁତ୍‌କେ ପାଟାଇଆଚେ । ଆଇବା ଦିନ୍‌ମନ୍‌କେ କାଇଟା ଅଇସି, ସେଟା ତାର୍‌ ଦାଙ୍ଗ୍‌ଡାମନ୍‌କେ ଦେକାଇସି ।”
7 İsa deyir: «Budur, tezliklə gəlirəm! Bu kitabın peyğəmbərlik sözlərinə riayət edən kəs nə bəxtiyardır!»
ଜିସୁ କଇଲାନି, “ସୁନା ମୁଇ ଦାପ୍‌ରେ ଆଇଲିନି । ଏ ବଇର୍‌, ଆଇବା ଦିନ୍‌ମନ୍‌କେ ଗଟ୍‌ବା କାତା, ଜେତ୍‌କି ଲକ୍‌ ନାମ୍‌ବାଇ, ସେମନ୍‌ କେଡେକ୍‌ କରମର୍‌ ଲକ୍‌ ।”
8 Mən Yəhya bunları eşitdim və gördüm. Eşidib gördükdə bunları mənə göstərən mələyə səcdə etmək üçün onun ayaqlarına düşdüm.
ମୁଇ ଜଅନ୍‌ ଏ ସବୁ ସୁନିଆଚି ଆରି ଦେକିଆଚି । ଏ ସବୁଜାକ ଦେକ୍‌ଲା ପଚେ ଆରି ସୁନ୍‌ଲାପଚେ ଜନ୍‌ ଦୁତ୍‌ ମକେ ଏ ସବୁ ବିସଇ ଦେକାଇରଇଲା, ତାର୍‌ ପାଦେ ଡାଣ୍ଡାସନ୍‌ ପଡ୍‌ଲି । ମୁଇ ତାକେ ଜୁଆର୍‌କର୍‌ବାକେ ଜାଇରଇଲି ।
9 Amma o mənə dedi: «Yox, olmaz! Mən səninlə, peyğəmbər qardaşlarınla və bu kitabın sözlərinə riayət edənlərlə birgə Allah quluyam. Allaha səcdə et».
ମାତର୍‌ ସେ ମକେ କଇଲା, “ନିଚୁ । କାଇକେବଇଲେ ମୁଇ ମିସା ତମର୍‌ପାରା ଗଟେକ୍‌ ଲକ୍‌ସେ । ତମର୍‌ ଜେତ୍‌କି ବବିସତ୍‌ବକ୍‌ତା ବାଇମନ୍‌ ଆରି ଜେତ୍‌କି ବଇଟାନେ ରଇବା ବାକିଅମନ୍‌ ଆଚେ, ସେଟାମନ୍‌ ମାନିକରି ରଇଲାଇନି । ତାକର୍‌ ପାରା ମୁଇ ମିସା ଗଟେକ୍‌ ସେବାକାରିଆ । ପର୍‌ମେସର୍‌କେ ଜୁଆର୍‍ କରା ।”
10 Yenə də mənə dedi: «Bu kitabın peyğəmbərlik sözlərini möhürləmə, çünki vaxt yaxındır.
୧୦ଆରି ସେ ମକେ କଇଲା, ଏ ବଇର୍‌ ଜେତ୍‌କି ବିସଇ ତକେ ଜାନାଇଅଇଲାଆଚେ, ସେଟା କେ ନାଜାନ୍‌ଲା ପାରା ଲୁଚାଇ ସଙ୍ଗନାଇ । କାଇକେବଇଲେ ଏ ସବୁ ଗଟ୍‌ବା ବେଲା ଲଗେଆଚେ ।
11 Haqsızlıq edən qoy daha da haqsızlıq etsin. Murdar olan daha da murdarlansın. Saleh olansa qoy daha da saleh işlər görsün. Müqəddəs olan daha da müqəddəs olsun».
୧୧ଜେ କରାପ୍‌ ଚଲାଚଲ୍‌ତି କରି ଜିଉନା କାଉନା କଲାଇନି, ସେ ସେନ୍ତାରିସେ କାରାପ୍‌ କର୍‌ତେ ରଅ । ଜେ କି ନିକ ଚଲାଚଲ୍‌ତିକରି ଜିଉନା କାଉନା କଲାନି, ସେ ସେନ୍ତାରିସେ ନିକ କର୍‌ତେରଅ । ଜେ କି ସୁକଲ୍‌ ଆଚେ, ସେ ସେନ୍ତାରିସେ ସୁକଲ୍‌ ରଅ ।
12 İsa deyir: «Budur, tezliklə gəlirəm. Verəcəyim mükafat Mənimlədir və hər kəsə öz əməlinə görə əvəz verəcəyəm.
୧୨ଜିସୁ କଇଲାନି “ସୁନା ମୁଇ ଦାପ୍‌ରେ ଆଇଲିନି । ଲକ୍‌ମନ୍‌ କରିରଇବା କାମ୍‌ ଇସାବେ ମୁଇ ସେମନ୍‌କେ ପୁରୁସ୍‌କାର୍‌ ଦେବି ।
13 Alfa və Omeqa, Birinci və Sonuncu, Başlanğıc və Axır Mənəm!»
୧୩ମୁଇ ପର୍‌ତୁମର୍‌ ଲକ୍‌ ଆରି ସାରାସାରିର୍‌ ଲକ୍‌ । ମୁଇ ଆରାମ୍‌ କର୍‌ବି ଆରି ମୁଇସେ ସାରାଇବି ।”
14 Xalatlarını günahdan təmizləyənlər nə bəxtiyardır! Bununla da həyat ağacından yeməyə icazələri olacaq, darvazalardan keçib şəhərə girəcəklər.
୧୪ଜେତ୍‌କି ସବୁଲକ୍‌ ତାକର୍‌ ବସ୍‌ତର୍‌ ଦଇକରି ସୁକଲ୍‌ କର୍‌ବାଇ, ସେମନ୍‌ କେଡେକ୍‌ କରମର୍‌ ଲକ୍‌! ଜିବନର୍‌ ଗଚେଅନି ପଲ୍‌ କାଇକରି କାବାଟ୍‌ବାଟେ ଜାଇ କରି ନଅରେ ପୁର୍‌ବାକେ ସେମନ୍‌ ଅଦିକାର୍‌ ପାଇବାଇ ।
15 İt kimi murdarlar, sehrbazlar, əxlaqsızlar, qatillər, bütpərəstlər və yalanı sevib danışan hər kəssə kənarda qalacaq.
୧୫ମାତର୍‌ ଜନ୍‌ ଲକ୍‌ମନ୍‌ ଲାଜ୍‌ ଅଇବା କାମ୍‌ମନ୍‌ କର୍‌ବାଇ, ଜେନ୍ତିକି, ଜନ୍ତର୍‌ ମନ୍ତର୍‌ ଅବିଆସ୍‌ କର୍‌ବାଇ, ବେସିଆ କାମ୍‌ମନ୍‌ କର୍‌ବାଇ, ନର୍‌ ମରାଇବାଇ, ମୁର୍‌ତି ପୁଜା କର୍‌ବାଇ, ଆରି କାତାଇ ଆରି କାମେ ମିଚ୍‌ କଇବାଇ, ସେମନ୍‌ ନଅରର୍‌ ବାଇରେ ରଇବାଇ ।
16 Yenə deyir: «Mən İsa Öz mələyimi göndərdim ki, cəmiyyətlərə aid olan bu şəhadəti sizə versin. Mən Davudun Kökü və Nəsli, parlaq Dan Ulduzuyam».
୧୬“ମୁଇ ଜିସୁ, ମଣ୍ଡଲିଟାନେ ରଇବା ତମ୍‌କେ ସବୁ ଲକ୍‌କେ ଏ ବିସଇ ଜାନାଇବାକେ ମର୍‌ ଦୁତ୍‌କେ ପାଟାଇଆଚି । ମୁଇ ଦାଉଦର୍‌ କୁଟୁମେ ଆଚି । ମୁଇ କୁକ୍‌ଡା ଡାକ୍‌ବାବେଲେ ଉଜଲ୍‌ଦେବା ତାରା ।”
17 Ruh da, gəlin də deyir: «Gəl!» Qoy eşidən də desin: «Gəl!» Susayan qoy gəlsin, arzu edən həyat suyunu müftə götürsün.
୧୭ଆତ୍‌ମା ଆରି କନିଆ ଦାଙ୍ଗ୍‌ଡି କଇଲାନି ଆଉ, । ଜେତ୍‌କି ଲକ୍‌ ଏଟା ସୁନ୍‌ଲାଇନି, ସେମନ୍‌ ମିସା ଆଉ, ବଲି କଇବାର୍‌ଆଚେ । ଆସା ଜେତ୍‌କି ଲକ୍‌କେ ସସ୍‌ କଲାନି, ଜିବନର୍‌ ପାନି ଇନାମେ ନିଆ ।
18 Mən bu kitabın peyğəmbərlik sözlərini eşidən hər kəsə xəbərdarlıq edirəm: kim bunlara bir şey artırarsa, Allah da ona bu kitabda yazılan bəlaları artıracaq;
୧୮ମୁଇ ଜଅନ୍‌ ସବୁକେ ଜାଗ୍‌ରତ୍‌ କରାଇଲିନି, ଆଇବା ଦିନ୍‌ମନ୍‌କେ ଗଟ୍‌ବା ଏ ବଇର୍‌ ଜେତ୍‌କି ବାକିଅ ଆଚେ, କେ ଜଦି ଇତି ଆରି କାଇ କାଇଟା ମିସାଇଲେ, ପର୍‌ମେସର୍‌ ଏ ବଇଟାନେ ଜନ୍‌ ମର୍‌ଡି ବିସଇ ଲେକ୍‌ଲାଆଚେ, ସେ ତାର୍‌ ପାଇବା ଡଣ୍ଡ୍‌ ସଙ୍ଗ୍‍, ଏ ମର୍‌ଡି ମିସା ମିସାଇସି ।
19 kim bu peyğəmbərlik kitabının sözlərindən bir şey götürərsə, Allah da bu kitabda yazılmış həyat ağacından və müqəddəs şəhərdən ona düşən payı götürəcək.
୧୯ଏ ବବିସତ୍‌ କାତାର୍‌ ବଇଟାନେଅନି କେ ଜଦି କାଇ ବିସଇ ମିସା ଲୁଚାଇଦେଲେ, ଏ ବଇଟାନେ ଲେକାଅଇରଇବା ଜିବନର୍‌ ଗଚର୍‌ ପଲ୍‌ ଆରି ସୁକଲ୍‌ ନଅରେଅନି ସେମନ୍‌ ପାଇରଇବାଟା ତାକର୍‌ଟାନେଅନି ଦାରିଜାଇସି ।
20 Bunlara şəhadət edən deyir: «Bəli, tezliklə gəlirəm!» Amin. Gəl, ya Rəbb İsa!
୨୦ଜେ କି ଏ ସବୁ ବିସଇର୍‌ ପାଇ ସାକି ଦେଇସି, ସେ କଇଲାନି ଉଁ ମୁଇ ଦାପ୍‌ରେସେ ଆଇଲିନି! ସେନ୍ତାରିସେ ଅ ବେ! ମାପ୍‌ରୁ ଜିସୁ ଆଉ!
21 Rəbb İsanın lütfü hamıya yar olsun! Amin.
୨୧ମାପ୍‌ରୁ ଜିସୁ ଜିବନ୍‌ ଦୁକାଇଲାଟା ସବୁର୍‌ ଲଗେ ରଅ । ଆମେନ୍‌!

< Vəhy 22 +