< Matta 11 >

1 İsa On İki şagirdinə nəsihət verib qurtarandan sonra öyrədərək vəz etmək üçün onların şəhərlərinə getdi.
ଜିସୁ ବାର୍‌ଟା ସିସ୍‌ମନ୍‌କେ ସିକାଇ କରି କଇ ପାଟାଇ ସାର୍‌ଲା ପଚେ, ସେ ଜାଗା ଚାଡିକରି ଲଗେ ରଇଲା ଗଡ୍‌ମନର୍‍ ଲକ୍‍ମନ୍‍କେ ଜାଇ ସିକାଇଲା ଆରି ମାପ୍‌ରୁର୍‌ କାତା ସୁନାଇବାର୍‌ ଦାର୍‌ଲା ।
2 Yəhya isə Məsihin işlərini zindanda eşidərək öz şagirdlərini göndərib
ସେ ବେଲା ଡୁବନ୍‌ଦେଉ ଜଅନ୍‌ ବନ୍ଦିଗରେ ରଇଲା । ଜିସୁ ଜନ୍‌ କାମ୍‌ମନ୍‌ ସବୁ କର୍‌ତେ ରଇଲା, ତାର୍‌ କବର୍‌ ସୁନି ତାର୍‌ କେତେଟା ସିସ୍‌ମନ୍‌କେ ଜିସୁର୍‌ ଲଗେ ପାଟାଇଲା ।
3 Ondan soruşdu: «Gəlməli Olan Sənsənmi, yoxsa başqasını gözləyək?»
ସେମନ୍‌ ଜାଇ ଜିସୁକେ ପାଚାର୍‌ଲାଇ, “ଜନ୍‌ ଲକ୍‌ ଆଇସି ବଲି ଜଅନ୍‌ କଇରଇଲା, ସେ ଲକ୍‌ ତମେ କି? ନଇଲେ, ଆମେ ଆରି ବିନ୍‌ ଲକ୍‌କେ ଜାଗ୍‌ବୁ କି?”
4 İsa onlara belə cavab verdi: «Gedin, eşidib gördüklərinizi Yəhyaya bildirin:
ଜିସୁ ସେମନ୍‌କେ କଇଲା, “ତମେ ବାଉଡି ଜାଇ ଜନ୍‌ଟା ସବୁ ଦେକ୍‌ଲାସ୍‌ ଆରି ସୁନ୍‌ଲାସ୍‌, ଜଅନ୍‌କେ କଇଦିଆସ୍‌ ।
5 korlar görür, axsaqlar yeriyir, cüzamlılar pak olur, karlar eşidir, ölülər dirilir və yoxsullara Müjdə yayılır.
କାଣାମନ୍‌ ଦେକିପାର୍‌ଲାଇନି, ଚଟାମନ୍‌ ଇଣ୍ଡ୍‌ଲାଇନି, ବଡ୍‌ ରଗିମନ୍‌ ନିମାନ୍‌ ଅଇଲାଇନି, ବଇରାମନ୍‌ ସୁନ୍‌ଲାଇନି, ମଲା ଲକ୍‌ମନ୍‌ ଜିବନ୍‌ ଅଇଲାଇନି ଆରି ଗରିବ୍‌ ଲକ୍‌ମନର୍‌ ଲଗେ ନିମାନ୍‌ କବର୍‍ କେଟ୍‌ଲାନି ।
6 Kim Mənə görə büdrəməsə, nə bəxtiyardır!»
ଜେ ମର୍‌ ବିସଇ ନେଇକରି, ‘ସେ କି ନଏଁ ଆଲେ’ ବଲି ନ ବାବେ, ସେ କେଡେ ନିକ କରମର୍‌ ଲକ୍‌ । ଜେ ମକେ ନାମ୍‌ସି ଆରି ମକେ ସବୁ ବେଲା ବିସ୍‌ବାସ୍‌ କର୍‌ସି ତାକେ ପର୍‌ମେସର୍‌ ଆସିର୍‌ବାଦ୍‌ କର୍‌ସି ।” ବଲି କଇଲା ।
7 Onlar gedərkən İsa camaata Yəhya haqqında danışmağa başladı: «Çölə nəyə baxmağa getmişdiniz? Küləyin sarsıtdığı qamışamı?
ଜଅନର୍‌ ସିସ୍‌ମନ୍‌ ବାଉଡି ଗାଲାବେଲେ ଜିସୁ ଲକ୍‌ମନ୍‌କେ ଜଅନର୍‌ ବିସଇ କଇଲା, ତମେ ଜଅନ୍‌କେ ଦେକ୍‌ବାକେ ଜେଡେବଲ୍‌ ମରୁବାଲିବୁଏଁ ଜାଇରଇଲାସ୍‌, କାଇଟା ଦେକ୍‌ବାକେ ଆସା କରିରଇଲାସ୍‌? ପବନ୍‌ ମାର୍‌ଲେ ଜୁଲ୍‌ବା ଗାଁସ୍‌ ପତର୍‌?
8 Bəs onda nəyə baxmağa getmişdiniz? Nəfis toxunmuş paltar geymiş bir adamamı? Amma nəfis toxunmuş paltar geyənlər padşahların saraylarında qalır.
କାକେ ଦେକ୍‌ବାକେ ଜାଇ ରଇଲାସ୍‌? କାଇ ସୁନ୍ଦର୍‌ ବସ୍‌ତର୍‌ ପିନ୍ଦିରଇବା ଲକ୍‌କେ ଦେକ୍‌ବୁ ବଲି ଜାଇ ରଇଲାସ୍‌ କି? ସେନ୍ତି ବସ୍‌ତର୍‌ ପିନ୍ଦ୍‌ବା ଲକ୍‌ ରାଜାର୍‌ ଗରେ ରଇବାଇ ।
9 Bəs onda nəyə baxmağa getmişdiniz? Bir peyğəmbərəmi? Bəli, sizə deyirəm, hətta peyğəmbərdən də üstün birinə.
ମକେ କୁଆ, କାଇଟା ଦେକ୍‌ବାକେ ଜାଇ ରଇଲାସ୍‌? ଗଟେକ୍‌ ବବିସତ୍‌ବକ୍‌ତାକେ ଦେକ୍‌ବୁ ବଲିକରି କି? ସେଟା ତ ସତ୍‌, ମାତର୍‌ ଅବ୍‍କା ବବିସତ୍‌ବକ୍‌ତା ଟାନେଅନି ଗଟେକ୍‌ ଅଦିକ୍‌ ବଡ୍‌ ଲକ୍‌କେ ବେଟ୍‍ପାଇଆଚାସ୍‌ ।
10 Bu o adamdır ki, onun haqqında yazılıb: “Budur, Sənin önündə Öz elçimi göndərirəm, O Sənin qabağında yolunu hazırlayacaq”.
୧୦କାଇକେ ବଇଲେ ଏ ଜଅନର୍‌ ବିସଇ ସାସ୍‌ତରେ ଲେକାଅଇଲା ଆଚେ । ପର୍‌ମେସର୍‌ କଇଲା, “ତମର୍‌ ପାଇ ବାଟ୍‌ ତିଆର୍‌ କର୍‌ବାକେ ମୁଇ ପର୍‌ତୁମ୍‌ ମର୍‌ ଦୁତ୍‌କେ ପାଟାଇବି ।”
11 Sizə doğrusunu deyirəm: qadından doğulanlar arasında Vəftizçi Yəhyadan daha üstün olan meydana çıxmayıb. Amma Səmavi Padşahlıqda ən kiçik olan ondan üstündür.
୧୧ମୁଇ ତମ୍‌କେ ସତ୍‌ କଇଲିନି, ଏ ଦୁନିଆଇ ପୁର୍‌ବେ ଅନି ଆଜିକେ ଜାକ ଜେତେକ୍‌ ଲକ୍‌ ସବୁ ଜନମ୍‌ ଅଇଲାଇଆଚତ୍‌, ସବୁ ଲକ୍‌ମନର୍‌ ବିତ୍‌ରେଅନି ଡୁବନ୍‌ ଦେଉ ଜଅନ୍‌ ବଡ୍‌ । ମାତର୍‌ ସରଗ୍‌ ରାଇଜେ ଜେ ସବୁର୍‌ଟାନେଅନି ସାନ୍‌, ସେ ଜଅନର୍‌ତେଇ ଅନି ବଡ୍‌ ।
12 Vəftizçi Yəhyanın günlərindən indiyə qədər Səmavi Padşahlıq zorla alınır və zor işlədənlər onu ələ keçirir.
୧୨ଡୁବନ୍‌ ଦେଉ ଜଅନ୍‌ ପର୍‌ମେସରର୍‌ ନିକ କାତା ଜାନାଇବାଟା ଆରାମ୍‌ କଲାବେଲେ ଅନି ଆଜିକେ ଜାକ ସରଗ୍‌ ରାଇଜ୍‌ ନେଇକରି ବେସି ଜୁଇଦ୍‌ ଚାଲ୍‌ଲାଆଚେ । ଦୟା ମାୟା ନଇଲା ଲକ୍‌ମନ୍‌ ତାକର୍‌ ବପୁସଙ୍ଗ୍‍ ସରଗ୍‌ ରାଇଜ୍‌ ଅଦିକାର୍‌ କର୍‌ବାକେ ଚେସ୍‌ଟା କଲାଇନି ।
13 Çünki bütün Peyğəmbərlər və Qanun Yəhyaya qədər peyğəmbərlik etdi.
୧୩ଜଅନ୍‌ ଆଇବା ଜାକ ମସାର୍‌ ନିୟମ୍‌ ଆରି ବବିସତ୍‌ବକ୍‌ତାମନ୍‌ ସରଗ୍‌ ରାଇଜର୍‍ ବିସଇ କଇତେ ରଇଲାଇ ।
14 Əgər onu qəbul etmək istəyirsinizsə, gəlməli olan İlyas odur.
୧୪ଜଦି ସେମନର୍‌ କାତା ତମେ ବିସ୍‌ବାସ୍‌ କର୍‌ସା, ତେବେ ଜଅନ୍‌ ଅଇଲାନି ସେ ଏଲିୟ, ଜେ କି ପର୍‌ତୁମ୍‌ ଆଇବାର୍‌ ରଇଲା ।
15 Qulağı olan eşitsin!
୧୫ଜାକେ କାନ୍‌ଆଚେ, ସେ ସୁନ ।
16 Bəs bu nəsli nəyə bənzədim? O, bazar meydanlarında oturan və “Biz sizə tütək çaldıq, sizsə oynamadınız. Biz mərsiyələr oxuduq, sizsə matəm tutmadınız” deyib başqalarını səsləyən uşaqlara bənzəyir.
୧୬ଏ ଜୁଗର୍‌ ଲକ୍‌ମନ୍‌କେ କାର୍‌ ସଙ୍ଗ୍‌ ସମାନ୍‍ କର୍‌ବି? ସେମନ୍‌ ଆଟ୍‌ ମଜାଇ ବସିକରି କେଲ୍‌ବା ପିଲାମନର୍‌ ପାରା । ଗଟେକ୍‌ ଦଲର୍‌ ପିଲାମନ୍‌ ଆରି ଗଟେକ୍‌ ଦଲ୍‌କେ କଇବାଇ,
୧୭“ଆମେ ବିବା ବାଜା ବାଜାଇଲୁ, ମାତର୍‌ ତମେ ନାଟ୍‌ କରାସ୍‌ ନାଇ । ଦୁକର୍‌ ଗିତ୍‌ ଗାଇଲୁ ତମେ କାନ୍ଦାସ୍‌ ନାଇ ।
18 Çünki Yəhya gəldikdə nə çörək yeyir, nə şərab içirdi və onlar deyirlər: “O, cinə tutulmuşdur”.
୧୮ଜଅନ୍‌ ତର୍‌କେ ତର୍‌ ଉପାସ୍‌ କର୍‌ତେ ରଇଲା ଆରି କେବେ ମିସା ମଦ୍‌ ନ କାଇତେ ରଇଲା, ମାତର୍‌ ତମେ ତାକେ ଡୁମା ଦାର୍‌ଲା ଲକ୍‌ ବଲି କଇଲାସ୍‌ନି ।
19 Bəşər Oğlu gəldikdə yeyib-içdi və onlar deyirlər: “Bu qarınqulu və əyyaş adama baxın! Vergiyığanlara və günahkarlara dost oldu!” Amma hikmət öz əməlləri ilə təsdiq olunur».
୧୯ମାତର୍‌ ନର୍‌ପିଲା ମୁଇ କାଇଲେ କି ପିଇଲେ ମକେ କାଉରାଟା ଆରି ମଦୁଆଟା ବଲି କଇଲାସ୍‌ନି । ସିସ୍‌ତୁ ମାଙ୍ଗୁମନର୍‌ ଆରି ପାପି ଲକ୍‌ମନର୍‌ ମଇତର୍‌ ବଲି କଇଲାସ୍‌ନି । ସେଟା ଜନ୍‌ଟା ଅବେ ଚାଡା, ପର୍‌ମେସରର୍‌ ବିଚାର୍‌ ସତ୍‌ ଆକା । ଏଟା ତାର୍‍ କାମେଅନି ଜାନାପଡ୍‌ସି ।”
20 Onda İsa bir çox möcüzələr göstərdiyi şəhərləri tövbə etmədikləri üçün məzəmmət etməyə başladı.
୨୦ଜନ୍‌ ଗଡ୍‌ମନ୍‌କେ ଜିସୁ ତାର୍‌ ବେସି କାବାଅଇଜିବା କାମ୍‌ମନ୍‌ କରିରଇଲା, ସେ ଗଡର୍‌ ଲକ୍‌ମନ୍‌ ନିଜେ କରିରଇବା ପାପ୍‌ଲାଗି ମନ୍‌ ନ ବାଦ୍‌ଲାଇଲାଟା ଦେକି, ଜିସୁ ସେ ଗଡର୍‌ ଲକ୍‌ମନ୍‌କେ ନିନ୍ଦା କରି କଇଲା,
21 «Vay halına, ey Korazin! Vay halına, ey Bet-Sayda! Sizdə baş vermiş möcüzələr Sur və Sidonda olsaydı, onlar çoxdan çul geyinib külün üstündə oturaraq tövbə edərdilər.
୨୧“ଏ କରାଜିନର୍‌ ଲକ୍‌ମନ୍‌, ତମେ କେଡେ ଇନସ୍‌ତା ଅଇ ଡଣ୍ଡ୍‌ ପାଇସା! ଏ ବେତ୍‌ସାଇଦାର୍‌ ଲକ୍‌ମନ୍‌, ତମର୍‌ ଦସା ମିସା ସେନ୍ତିସେ । ତମର୍‌ ବିତରେ ଜନ୍‌ କାବାଅଇଜିବା କାମ୍‌ମନ୍‌ କରାଅଇଲାଆଚେ, ସେଟା ସବୁ ଜଦି ମୁଇ ସର ଆରି ସିଦନ୍‌ ଗଡେ କରି ରଇଲେ, ସେ ଗଡର୍‌ ଲକ୍‌ମନ୍‌ ପାପେଅନି ବାଅଡ୍‌ଲୁ ବଲି ଦେକାଇବାକେ ଗାଗ୍‌ଡେ ଚାର୍‌ ଡାଲିଅଇ, ବାସ୍‌ତା ପିନ୍ଦିକରି ମନ୍‌ ବାଦ୍‌ଲାଇତାଇ ।”
22 Amma sizə deyirəm: qiyamət günü Sur və Sidonun halı sizinkindən daha asan olacaq.
୨୨“ମୁଇ ତମ୍‌କେ ସତ୍‌ କଇଲିନି, ପର୍‌ମେସରର୍‌ ବିଚାରର୍‌ ଦିନେ ତମର୍‌ତେଇଅନି ସର୍‌ ଆରି ସିଦନ୍‌ ଗଡର୍‌ ଲକ୍‌ମନ୍‌କେ ସେ ଅଦିକ୍‌ ଦୟା ଦେକାଇସି ।”
23 Sən, ey Kefernahum, göyə qədər ucalacaqsanmı? Ölülər diyarına qədər enəcəksən. Çünki səndə baş vermiş möcüzələr Sodomda olsaydı, o bu günə qədər durardı. (Hadēs g86)
୨୩ଏ କପର୍‌ନାଉମର୍‌ ଲକ୍‌ମନ୍‌! ତମେ କାଇ ନିଜେ ସର୍‌ଗେ ଜିବାକେ ଚେସ୍‌ଟା କଲାସ୍‌ନି? ତମେ ନର୍‌କେ ପିଙ୍ଗା ଅଇସି । ତମର୍‌ ବିତ୍‌ରେ ମୁଇ ଜନ୍‌ କାବାଅଇଜିବା କାମ୍‌ମନ୍‌ କରିରଇଲି, ସେଟା ଜଦି ସଦମ୍‌ ଗଡେ କରି ରଇଲେ, ସେ ଗଡ୍‌ ଆଜିକେ ଜାକ ରଇତା । (Hadēs g86)
24 Ancaq Mən sizə deyirəm: qiyamət günü Sodom diyarının halı səninkindən daha asan olacaq».
୨୪“ମୁଇ ତମ୍‌କେ ସତ୍‌ କାତା କଇଲିନି, ପର୍‌ମେସରର୍‌ ବିଚାର୍‌ନା ଦିନେ ତମର୍‌ତେଇଅନି ସଦମର୍‌ ଲକ୍‌ମନ୍‌କେ ସେ ଅଦିକ୍‌ ଦୟା ଦେକାଇସି ।”
25 O vaxt İsa davam edərək dedi: «Ey yerin-göyün Sahibi olan Ata! Səndən razıyam ki, bu şeyləri müdrik və dərrakəli adamlardan gizlədib körpələrə agah etdin.
୨୫ଜିସୁ ସେବେଲାଇ ପାର୍‌ତନା କରି କଇଲା, “ଏ ବାବା, ତମେ ସରଗ୍‌ ଆରି ମଚ୍‌ପୁରର୍‌ ମାପ୍‌ରୁ । ଏ ସବୁ ବିସଇ ସିକ୍‍ଲା ଲକ୍‍ ଆରି ଗିଆନି ରଇବା ଲକର୍‌ତେଇଅନି ଲୁଚାଇ ସଙ୍ଗଇ, ନସିକ୍‍ଲା ଲକ୍‌ମନର୍‌ ତେଇ ଜାନାଇ ଆଚୁସ୍‌ ବଲି ମୁଇ ତମ୍‌କେ ଦନିଅବାଦ୍‌ ଦେଲିନି ।
26 Bəli, Ata! Çünki bu Sənin xoş niyyətin idi.
୨୬ଉଁ ବାବା, ତମର୍‌ ମନ୍‍ କଲା ଇସାବେ ଏ ସବୁ ଗଟ୍‌ଲାନି ।”
27 Atam tərəfindən hər şey Mənim ixtiyarıma verildi. Oğulu Atadan başqa heç kəs tanımaz. Atanı da Oğuldan və Oğulun agah etmək istədiyi şəxsdən başqa heç kəs tanımaz.
୨୭“ମର୍‌ ବାବା ମକେ ସବୁ ବିସଇ ଦାନ୍‌ କଲାଆଚେ । ବାବାକେ ଚାଡି କେ ମିସା ତାର୍‍ ପିଲା, ମକେ ନାଜାନତ୍‌ । ଆରି ତାର୍‍ ପିଲା, ମକେ ଚାଡି କେ ମିସା ବାବାକେ ନାଜାନତ୍‌ । ତାର୍‌ ପିଲା ମୁଇ, ଜନ୍‌ ଲକ୍‌ମନର୍‌ ଲଗେ ବାବାକେ ଦେକାଇବି, ସେମନ୍‍ସେ ବାବାକେ ଚିନି ପାରତ୍‌ ।
28 Ey bütün yorğunlar və yükləri ağır olanlar, Mənim yanıma gəlin, Mən sizə rahatlıq verərəm.
୨୮“ବେସି ବଜ୍‌ ବଇକରି ତାକ୍‌ଲା ଲକ୍‌ମନ୍‌, ମର୍‌ ଲଗେ ଆସା । ମୁଇ ତମ୍‌କେ ପୁଣ୍ଡାଇବି ।
29 Mənim boyunduruğumu üzərinizə götürün və Məndən öyrənin. Çünki Mən həlim və qəlbən itaətkaram. Bununla canınıza rahatlıq taparsınız.
୨୯ମର୍‌ ଜୁଆଡି ବଇ ମର୍‌ଟାନେଅନି ସିକା । କାଇକେବଇଲେ ମୁଇ ନିଜେ ସୁଆଲ୍‌ ଆରି ମର୍‌ ମନ୍‌ କୁଉଁଲ୍‌ ଅଇଲାର୍‌ ଲାଗି ତମେ ମର୍‌ଲଗେ ପୁଣ୍ଡ୍‌ସା ।
30 Çünki Mənim boyunduruğum rahat və yüküm yüngüldür».
୩୦ମୁଇ ତମର୍‌ ଉପ୍‌ରେ ଜନ୍‌ ଜୁଆଡି ସଙ୍ଗଇବି ସେଟା ତମ୍‌କେ ବଇବାକେ ସଅଜ୍‌ ଅଇସି । ଆରି ତମ୍‌କେ ଜନ୍‌ ବଜ୍‌ ଦେବି, ସେଟା ମିସା ବେସି ଉସାସ୍‌ ।”

< Matta 11 >