< Yəhya 5 >

1 Bu hadisələrdən sonra Yəhudilərin bir bayramı oldu və İsa Yerusəlimə getdi.
ତାର୍‌ ପଚେ ଜିଉଦିମନର୍‌ ଗଟେକ୍‌ ମୁକିଅ ପରବ୍‌ ରଇଲା । ସେଟାର୍‌ ପାଇ ଜିସୁ ଜିରୁସାଲାମ୍‌ ଗାଲା ।
2 Yerusəlimdəki Qoyun darvazasının yanında, ibranicə Bet-Xasda adlanan beş eyvanlı bir hovuz var.
ଜିରୁସାଲାମର୍‌ ମେଣ୍ଡା ଦୁଆର୍‌ ଲଗେ ଗଟେକ୍‌ ବନ୍ଦ୍‌ ରଇଲା । ସେଟାକେ ଏବ୍‌ରି ବାସାଇ ବେତେସ୍‌ଦା ବଲି କଇବାଇ । ତେଇ ପାଁଚ୍‌ଟା ମଣ୍ଡପ୍‌ ରଇଲା ।
3 Bu eyvanlarda çoxlu xəstə, kor, topal və iflic adam yatardı.
ସେ ମଣ୍ଡପ୍‌ ମନର୍‌ଟାନେ କେତେକ୍‌ କେତେକ୍‌ ଜର୍‌ଦୁକା ଅଇଲା ଲକ୍‌ମନ୍‌ ରଇତେ ରଇଲାଇ । ରଗିମନର୍‌ ବିତ୍‌ରେଅନି କାଣା, ଚଟା, ଆରି କେତେକ୍‌ ଅଦୁଆ ରଗିମନ୍‌ ରଇଲାଇ ।
4
କାଇକେବଇଲେ କେଡେ କେଡେବଲ୍‌ ପର୍‌ମେସରର୍‌ ଗଟେକ୍‌ ଦୁତ୍‌ ଆସିକରି ସେ ବନ୍ଦର୍‌ ପାନି ଅଲ୍‌କା କର୍‌ତେ ରଇଲା । ଆରି ସେ ଅଲ୍‌କା ଅଇଲାପଚେ, ଜନ୍‌ ଲକ୍‌ ପର୍‌ତୁମ୍‌ ଜାଇତେ ରଇଲା, ତାକେ କାଇ ରଗ୍‌ ଅଇରଇଲେ ମିସା ନିମାନ୍‌ ଅଇଜାଇତେରଇଲା ।
5 Otuz səkkiz il xəstə olan bir adam da orada idi.
ତାକର୍‌ ବିତ୍‌ରେ ତିରିସ୍‌ ଆଟ୍‌ ବରସ୍‌ ଜାକ ଡୁଲିରଇବା ଗଟେକ୍‌ ରଗି ଲକ୍‌ ରଇଲା ।
6 İsa onun yatdığını görəndə çoxdan xəstə olduğunu bilərək ondan soruşdu: «Sağalmaq istəyirsənmi?»
ତେଇ ଜିସୁ ସେ ରଗି ଡୁଲିରଇବାଟା ଦେକି, ଏ ଲକ୍‌ ବେସି ବରସର୍‌ ରଗି ବଲି ଜାନି ତାକେ ପାଚାର୍‌ଲା “ତମେ କାଇ ନିମାନ୍‌ ଅଇବାକେ ମନ୍‍ କଲାସ୍‌ନି କି?”
7 Xəstə Ona cavab verdi: «Ağa, yanımda bir adam yoxdur ki, su çalxalanan zaman məni hovuza salsın. Mən çatınca başqası məndən əvvəl oraya enir».
ସେ ରଗି ଲକ୍‌ ଜିସୁକେ କଇଲା, “ଏ ଆଗିଆଁ ପାନି ଅଲ୍‌କା କଲାବେଲେ, ସେ ବନ୍ଦ୍‌ ବିତ୍‌ରେ ମକେ ନେବାକେ କେ ନାଇ । ଆରି ବନ୍ଦ୍‌ ବିତ୍‌ରେ ଜିବାକେ ଚେସ୍‌ଟା କଲାବେଲେ ବିନ୍‌ ଲକ୍‌ ମର୍‌ ଆଗ୍‌ତୁ ଉଟିଜିବାଇ ।”
8 İsa ona dedi: «Qalx, döşəyini götür və yeri!»
ଜିସୁ ତାକେ କଇଲା, “ଉଟି ଟିଆଅ, ଆରି ତର୍‌ ଟାଟି ଦାରି ଇଣ୍ଡିଜା ।”
9 O adam həmin anda sağaldı və döşəyini götürüb yeridi. O gün Şənbə günü idi.
ସେ ଦାପ୍‌ରେ ସେ ଲକ୍‌ ନିମାନ୍‌ ଅଇଗାଲା ଆରି ନିଜର୍‌ ଟାଟି ଦାରିକରି ଇଣ୍ଡ୍‌ବାର୍‌ ଦାର୍‌ଲା । ସେ ଦିନ୍‌ ବିସ୍‌ରାମ୍‌ବାର୍‌ ରଇଲା ।
10 Buna görə də Yəhudi başçıları şəfa tapan adama dedilər: «Bu gün Şənbə günüdür, döşəyini daşımaq sənə qadağandır».
୧୦ସେଟାର୍‌ପାଇ ଜିଉଦି ନେତାମନ୍‌, ନିମାନ୍‌ ଅଇଲା ରଗିକେ କଇବାର୍‌ ଦାର୍‌ଲାଇ, “ଆଜି ବିସ୍‌ରାମ୍‌ ଦିନେ, ତୁଇ ଟାଟି ଦାରି ଜିବାଟା ଆମର୍‌ ନିୟମ୍‌ ନାଇ ।”
11 O adam onlara cavab verdi: «Məni sağaldan Şəxs mənə “döşəyini götür və yeri” dedi».
୧୧ମାତର୍‌ ସେ ଲକ୍‌ ସେମନ୍‌କେ କଇଲା, “ଜେ ମକେ ନିମାନ୍‌ କଲା ସେ ମକେ ତମର୍‌ ଟାଟିଦାରିକରି ଜା ବଲି କଇଲାଆଚେ ।”
12 Ondan soruşdular: «Sənə “götür və yeri” deyən Adam kimdir?»
୧୨ସେମନ୍‌ ତାକେ ପାଚାର୍‌ଲାଇ, “ଜେ ତକେ ଟାଟି ଦାରି ଜା ବଲି କଇଲା, ସେ ଲକ୍‌ କେ?”
13 Lakin sağalan adam Onun kim olduğunu bilmirdi, çünki İsa o yerdə olan izdihama qarışmışdı.
୧୩ମାତର୍‌ ସେ ନିମାନ୍‌ ଅଇଲା ଲକ୍‌ ଜିସୁ କେ ବଲି ଚିନି ନରଇଲା, କାଇକେ ବଇଲେ ସେ ଜାଗାଇ ବେସି ଲକ୍‌ମନ୍‌ ରଇଲାଇଜେ, ଜିସୁ ତେଇଅନି ବିନେ ପିସ୍‌ଲି ଉଟିଜାଇରଇଲା ।
14 Bir az sonra İsa məbəddə həmin adamı tapıb dedi: «Bax sən sağaldın, bir də günah etmə ki, başına daha pis iş gəlməsin».
୧୪ତାର୍‌ ପଚେ ଜିସୁ ସେ ନିକ ଅଇଲା ଲକ୍‌କେ ମନ୍ଦିର୍‌ ବିତ୍‌ରେ ଦେକିକରି କଇଲା, “ଦେକ୍‌ ଏବେ ତୁଇ ନିକ ଅଇଜାଇଆଚୁସ୍‌ । ତୁଇ ଆରି ପାପ୍‌ କାମ୍‌ କର୍‌ନାଇ । ନଇଲେ ତକେ ଆରି ଅଦିକ୍‌ ଦୁକ୍‌ କସ୍‌ଟ ଆଇସି ମିସା ।”
15 O adam gedib onu sağaldan Şəxsin İsa olduğunu Yəhudi başçılarına bildirdi.
୧୫ତାର୍‌ ପଚେ ସେ ନିକ ଅଇଲା ଲକ୍‌ ଜିଉଦି ନେତାମନର୍‌ ଲଗେ ଜାଇକରି, “ଜେ ତାକେ ନିକ କରିରଇଲା, ସେ ଜିସୁ” ବଲି କଇଲା ।
16 Buna görə Yəhudi başçıları İsanı təqib etməyə başladılar, çünki bunları Şənbə günü edirdi.
୧୬ଏ ନିମାନ୍‌ କାମ୍‌ କଲାଟା, ବିସ୍‌ରାମ୍‌ ବାରେ ଅଇରଇଲା ଜେ, ଜିଉଦି ନେତାମନ୍‌ ଜିସୁକେ ଦୁକ୍‌କସ୍‌ଟ ଦେବାର୍‌ ବସ୍‌ଲାଇ ।
17 Lakin İsa onlara dedi: «Mənim Atam indiyə qədər iş görür, Mən də iş görürəm».
୧୭ମାତର୍‌ ଜିସୁ ସେମନ୍‌କେ କଇଲା, “ମର୍‌ବାବା ପର୍‌ମେସର୍‌ ସବୁବେଲା କାମ୍‌କଲାନି, ମୁଇ ମିସା ସେନ୍ତି କାମ୍‌ କଲିନି ।”
18 Bundan sonra Yəhudi başçıları daha da səylə Onu öldürməyə çalışırdılar, çünki İsa yalnız Şənbə gününü pozmadı, həm də Allahın Öz Atası olduğunu söyləyərək Özünü Allaha bərabər saydı.
୧୮ଜିସୁ ଏନ୍ତି କଇରଇଲାଜେ ଜିଉଦି ନେତାମନ୍‌ ତାକେ ମରାଇବାକେ ଅଦିକ୍‌ ଚେସ୍‌ଟା କଲାଇ । କାଇକେ ବଇଲେ ଜିସୁ ବିସ୍‌ରାମ୍‌ ବାରର୍‌ ନିୟମ୍‌ ମାନେ ନାଇ ବଲି ନାଇ, ମାତର୍‌ ସେ ପର୍‌ମେସର୍‌କେ ମର୍‌ ବାବା ବଲି କଇ, ନିଜ୍‌କେ ପର୍‌ମେସର୍‌ ସଙ୍ଗ୍‌ ସମାନ୍‌ କରି ରଇଲା ।
19 Beləcə İsa onlara dedi: «Doğrusunu, doğrusunu sizə deyirəm: Oğul Atanın nə etdiyini görməsə, Özündən bir şey etməz. Çünki Ata nə edərsə, Oğul da onu edər.
୧୯ଜିସୁ ସେମନ୍‌କେ କଇଲା, “ମୁଇ ତମ୍‌କେ ସତ୍‌ କଇଲିନି, ପର୍‌ମେସରର୍‌ ପିଲା ମୁଇ ନିଜେ କାଇଟା ମିସା କରିନାପାରି । ମର୍‌ ବାବା ଜନ୍‌ ଜନ୍‌ଟା ସବୁ କର୍‌ବାଟା ମୁଇ ଦେକ୍‌ଲିନି ସେଟାସେ ମୁଇ କରିପାରି । କାଇକେ ବଇଲେ ବାବା ଜନ୍‌ ଜନ୍‌ଟା ସବୁ କଲାନି ତାର୍‌ପିଲା ମୁଇ ମିସା ସେଟା ସବୁ ସେନ୍ତିସେ କଲିନି ।
20 Ona görə ki Ata Oğulu sevir və Özünün etdiyi hər şeyi Ona göstərir. Ona bunlardan da böyük işlər göstərəcək ki, siz heyrətlənəsiniz.
୨୦ବାବା ମକେ ଆଲାଦ୍‌ କର୍‌ସି ଆରି ନିଜେ ଜନ୍‌ଟା କର୍‌ସି, ସେ ସବୁ ମକେ ଦେକାଇସି । ଆରି ଏବେ ଜାଇଟା ଗଟ୍‌ଲା ଆଚେ, ତାର୍‌ତେଇଅନି ଅଦିକ୍‌ ବଡ୍‌ ବଡ୍‌ କାବାଅଇଜିବା କାମ୍‌ମନ୍‌ ମକେ ଦେକାଇସି । ସେଟା ସବୁ ଦେକି ତମେ ସବୁଲକ୍‌ କାବାଅଇଜାଇସା ।
21 Ata ölüləri dirildib onlara həyat verdiyi kimi Oğul da istədiyi şəxslərə həyat verir.
୨୧ବାବା ପର୍‌ମେସର୍‌ ଜେନ୍ତି ମଲାଲକ୍‌ମନ୍‌କେ ଜିବନ୍‌ କରି ଉଟାଇସି, ସମାନ୍‍ ସେନ୍ତି ମୁଇ ମିସା ତାର୍‌ ପିଲା ଜାକେ ଜାକେ ମନ୍‍ କର୍‌ବି, ସେମନ୍‌କେ ମଲାତେଇଅନି ଉଟାଇବି ।
22 Ata heç kəsi mühakimə etmir, lakin hökm çıxarmağı Oğulun ixtiyarına verib ki,
୨୨ବାବା ପର୍‌ମେସର୍‌ କାକେ ମିସା ତାର୍‌ ପାପ୍‌ କାମ୍‍ଲାଗି ବିଚାର୍‌ ନ କରେ । ମାତର୍‌ ସବୁ ଲକ୍‌ମନର୍‌ ବିଚାର୍‌ କର୍‌ବା ପୁରାପୁରୁନ୍‌ ଅଦିକାର୍‌ ତାର୍‌ ପିଲା ମକେ, ଦେଲା ଆଚେ ।
23 hər kəs Ataya hörmət etdiyi kimi Oğula da hörmət etsin. Oğula hörmət etməyən Onu göndərən Ataya da hörmət etmir.
୨୩ତେବେ ସବୁ ଲକ୍‌ମନ୍‌ ବାବାକେ ଜେନ୍ତି ସନ୍‌ମାନ୍‌ ଦେଲାଇନି, ସେନ୍ତିସେ ତାର୍‌ ପିଲା ମକେ ମିସା ସନ୍‌ମାନ୍‌ ଦେବାଇ । ଜଦି ଜନ୍‌ ଲକ୍‌ମନ୍‌ ତାର୍‌ ପିଲା ମକେ ସନ୍‌ମାନ୍‌ ଦେଅତ୍‌ ନାଇ, ସେମନ୍‌ ମକେ ପାଟାଇଲା ବାବାକେ ମିସା ସନ୍‌ମାନ୍‌ ଦେଅତ୍‌ ନାଇ ।
24 Doğrusunu, doğrusunu sizə deyirəm: Mənim sözümə qulaq asıb Məni Göndərənə inanan şəxs əbədi həyata malikdir və ona hökm çıxarılmayacaq, əksinə, ölümdən həyata keçib. (aiōnios g166)
୨୪“ମୁଇ ତମ୍‌କେ ସତ୍‌ କଇଲିନି, ଜେ ମର୍‌ କାତା ସୁନି ମକେ ପାଟାଇଲା ପର୍‌ମେସର୍‌କେ ବିସ୍‌ବାସ୍‌ କର୍‌ସି, ସେ ନ ସାର୍‌ବା ଜିବନ୍‌ ପାଇସି । ଆରି ସେ ବିଚାର୍‌ନା କରାଇ ନ ଅଏ । କାଇକେବଇଲେ ସେ ମରନ୍‌କେ ଜିତି କରି ଜିବନ୍‌ ପାଇଆଚେ । (aiōnios g166)
25 Doğrusunu, doğrusunu sizə deyirəm: Allah Oğlunun səsini ölülərin eşitdiyi zaman gəlir və artıq gəlib; bunu eşidənlər yaşayacaq.
୨୫ମୁଇ ତମ୍‌କେ ସତ୍‌ କଇଲିନି ଏନ୍ତି ଗଟେକ୍‌ ବେଲା ଆଇଲାନି, ସେ ବେଲା ଏବେ କେଟିଆଚେ । ଜେଡେବେଲା ମଲା ଲକ୍‌ମନ୍‌ ପର୍‌ମେସରର୍‌ ପିଲା ମର୍‌ କଁଟର୍‌ ସର୍‌ ସୁନ୍‌ବାଇ, ସେମନ୍‌ ଜିବନ୍‌ ଅଇ ଉଟ୍‌ବାଇ ।
26 Çünki Atanın Özündə həyat olduğu kimi Oğula da Özündə həyat olmağı bəxş etdi.
୨୬ବାବା ଜେନ୍ତିକି ଜିବନର୍‌ ମୁଲ୍‌, ସେନ୍ତାରିସେ ତାର୍‌ ପିଲା ମୁଇ ମିସା ଜିବନର୍‌ ମୁଲ୍‌ ।
27 Hökm çıxarmaq səlahiyyətini də Ona verdi, çünki O, Bəşər Oğludur.
୨୭ଆରି ମୁଇ ପର୍‌ମେସରର୍‌ ଟାନେଅନି ଆଇଲା ନର୍‌ପିଲା ଅଇଲାର୍‌ଲାଗି, ସବୁ ଲକ୍‌ମନ୍‌କେ ବିଚାର୍‌ କର୍‌ବା ଅଦିକାର୍‌ ସେ ମକେ ଦେଲାଆଚେ ।
28 Buna heyrət etməyin, çünki elə bir zaman gəlir ki, qəbirdə yatanların hamısı Onun səsini eşidib
୨୮ତମେ ଏଟାର୍‌ପାଇ କାବା ଉଆନାଇ, ଏନ୍ତି ବେଲା ଆଇଲାନି, ମରିକରି ତପିଅଇଲା ସବୁ ଲକ୍‌ମନ୍‌ ମର୍‌ କଁଟ୍‌ସର୍‌ ସୁନ୍‌ବାଇ ।
29 qəbirlərindən çıxacaq, yaxşılıq edənlər həyat üçün diriləcək, pislik edənlərsə hökm üçün diriləcək.
୨୯ଆରି ସେମନ୍‌ ସମାଦି ଅନି ଆରି ତରେକ୍‌ ଉଟ୍‌ବାଇ । କେ କେ ନିକ କାମ୍‌ କରିଆଚତ୍‌, ସେମନ୍‌ ମଲାଟାନେଅନି ଜିବନ୍‌ ଅଇକରି ଉଟ୍‌ବାଇ । କାରାପ୍‌ କାମ୍‌ କରୁମନ୍‌ ମିସା ମଲାଟାନେଅନି ଉଟ୍‌ବାଇ ଆରି ଦସି ବଲାଇଅଇବାଇ ।”
30 Mən Özümdən heç nə edə bilmərəm, eşitdiyim kimi mühakimə edərəm və Mənim verdiyim hökm ədalətlidir. Çünki məqsədim Öz iradəmi deyil, Məni Göndərənin iradəsini yerinə yetirməkdir.
୩୦ମୁଇ ମର୍‌ ନିଜର୍‌ ଅଦିକାରେ କାଇଟା ମିସା କରିନାଇ, ବାବା ମକେ କେନ୍ତି କଇଲା ଆଚେ, ସେନ୍ତିସେ ବିଚାର୍‌ କର୍‌ବି । ଆରି ମୁଇ କର୍‌ବାଟା ଟିକ୍‌ସେ । କାଇକେବଇଲେ ମୁଇ ନିଜେ ମନ୍‌କଲାଟା ପୁରାପୁରୁନ୍‌ କର୍‌ବାକେ ନାଇ, ମାତର୍‌ ମକେ ପାଟାଇଲା ପର୍‌ମେସର୍‌ ମନ୍‌କଲାଟା ପୁରାପୁରୁନ୍‌ କଲିନି ।
31 Əgər Mən Özüm barədə şəhadət etsəydim, şəhadətim etibarlı olmazdı.
୩୧ମର୍‌ ନିଜର୍‌ ପାଇ ଜଦି ମୁଇ ସାକି ଦେବି, ସେଟା ସତ୍‌ ବଲି ଦାରା ନ ଜାଏ ।
32 Lakin Mənim barəmdə şəhadət edən başqasıdır və Mənim barəmdə etdiyi şəhadətin etibarlı olduğunu bilirəm.
୩୨ମାତର୍‌ ମର୍‌ ପାଇ ଆରି ଗଟେକ୍‌ ଲକ୍‌ ସାକିଦେଲାନି, ଆରି ସେଟା ମୁଇ ଜାନି । ସେ ମର୍‌ ବିସଇ କାଇଟା ସବୁ କଇଲାନି ସେଟା ସବୁ ସତ୍‌ସେ ।
33 Siz Yəhyanın yanına adamlar göndərdiniz və o, həqiqətə şəhadət etdi.
୩୩ତମେ ଜଅନ୍‌ ଲଗେ କବର୍‌ ନେଉମନ୍‌କେ ପାଟାଇ ରଇଲାସ୍‌, ଆରି ସେ ତମ୍‌କେ ସତ୍‌ ବିସଇ ସାକି ଦେଲାଆଚେ ।
34 Lakin insandan şəhadət qəbul etdiyim üçün deyil, yalnız sizin xilas olmağınız üçün bunları söyləyirəm.
୩୪ମର୍‌ ବିସଇ କେ ମିସା ସାକି ଦେଅତ୍‌ ବଲି ମୁଇ ମନ୍‌ କରିନାଇ । ଜେନ୍ତିକି ତମେ ପାପେଅନି ରକିଆ ପାଇସା ସେଟାର୍‌ ପାଇ ମୁଇ ଏ ସବୁ କଇଲିନି ।
35 Yəhya yanan və nur saçan bir çıraq idi, siz bir müddət onun işığında sevinmək istədiniz.
୩୫ଜଅନ୍‌ ଗଟେକ୍‌ ବତିପାରା ଲାଗିକରି ଅଲପର୍‌ ପାଇ ଉଜଲ୍‌ ଦେଇତେରଇଲା । ଆରି ତମେ ସେ ଉଜଲ୍‌, ଅଲପ୍‌ ଦିନର୍‌ ପାଇ ପାଇକରି ସାର୍‌ଦା ଅଇରଇଲାସ୍‌ ।
36 Amma Mənim barəmdə olan şəhadət Yəhyanın şəhadətindən üstündür. Çünki Atanın Mənə tam yerinə yetirmək üçün tapşırdığı işlər – indi etdiyim bu işlər Mənim barəmdə şəhadət edir ki, Ata Məni göndərib.
୩୬ମାତର୍‌ ମର୍‌ଲଗେ, ଜଅନର୍‌ ତେଇଅନି ଅଦିକ୍‌ ବପୁର୍‌ ଗଟେକ୍‌ ସାକି ଆଚେ । ପର୍‌ମେସରର୍‌ ଆଦେସ୍‌ ଇସାବେ ମୁଇ ଜନ୍‌ ସବୁ କାମ୍‌ କଲିନି, ସେଟା ସବୁ ମର୍‌ ପାଇ ନିକ ସାକି । ସେ ସବୁ କଇଲାନିଜେ, ମକେ ପର୍‌ମେସର୍‌ ପାଟାଇଲା ଆଚେ ବଲି ।
37 Məni göndərən Atanın Özü də Mənim barəmdə şəhadət etdi. Siz heç vaxt nə Onun səsini eşitmisiniz, nə də surətini görmüsünüz.
୩୭ଆରି ମକେ ପାଟାଇଲା ବାବା ପର୍‌ମେସର୍‌ ମିସା ମର୍‌ ବିସଇ ସାକି ଦେଲାନି । ତମେ କେବେ ମିସା ତାର୍‌ କଁଟ୍‌ ସୁନାସ୍‌ ନାଇ, କି ସେ କେନ୍ତାଟା ଦେକାସ୍‌ ନାଇ ।
38 Onun kəlamının da sizdə qalmasına imkan vermirsiniz, çünki Onun göndərdiyi Şəxsə inanmırsınız.
୩୮ଆରି ତାର୍‌ କାତା ତମର୍‌ ମନ୍‌ବିତ୍‌ରେ ର‍ଏନାଇ । କାଇକେବଇଲେ ସେ ଜାକେ ପାଟାଇଲା ଆଚେ ତାକେ ତମେ ବିସ୍‌ବାସ୍‌ କରାସ୍‌ ନାଇ ।
39 Siz Müqəddəs Yazıları araşdırırsınız. Çünki düşünürsünüz ki, onların vasitəsilə əbədi həyata malik olacaqsınız. Lakin onlar da Mənim barəmdə şəhadət edir, (aiōnios g166)
୩୯ତମେ ଜତନ୍‌ସଙ୍ଗ୍‍ ସାସ୍‌ତର୍‌ମନ୍‌ ପଡି କଜ୍‌ଲାସ୍‌ନି । ତେଇଅନି ନ ସାର୍‌ବା ଜିବନ୍‌ ପାଇଅଇସି ବଲି ସେ ସବୁ ପଡ୍‌ଲାସ୍‌ନି । ସେ ସବୁ ସାସ୍‌ତର୍‌ ମର୍‌ ବିସଇସେ ସାକି ଦେଲାନି । (aiōnios g166)
40 sizsə həyata malik olmaq üçün Mənə tərəf gəlmək istəmirsiniz.
୪୦ଏଲେମିସା ତମେ ନ ସାର୍‌ବା ଜିବନ୍‌ ପାଇବାକେ ମର୍‌ ଲଗେ ଆଇବାକେ ନିଚ୍‌ଲାସ୍‌ନି ।
41 İnsanlardan izzət qəbul etmirəm.
୪୧“ମୁଇ ମୁନୁସ୍‌ ଲକ୍‌ମନର୍‌ ଟାନେଅନି ଡାକ୍‌ପୁଟା କଜି ନାଇ ।
42 Ancaq sizi tanıyıb bilirəm ki, ürəyinizdə Allah məhəbbəti yoxdur.
୪୨ମୁଇ ଜାନି, ତମେ କେନ୍ତି ରକାମର୍‌ ଲକ୍‌, ତମର୍‌ ମନ୍‌ ବିତ୍‌ରେ ପର୍‌ମେସର୍‌କେ ଆଲାଦ୍‌ କର୍‌ବାଟା ନାଇ ।
43 Mən Atamın adı ilə gəlmişəm, amma siz Məni qəbul etmirsiniz. Əgər bir başqası öz adı ilə gəlsə, onu qəbul edərsiniz.
୪୩ମୁଇ ମର୍‌ ବାବା ପର୍‌ମେସରର୍‌ ଅଦିକାର୍‌ ପାଇ ଆଇଲିଆଚି । ମାତର୍‌ ତମେ ମକେ ନାମାସ୍‌ ନାଇ । ମାତର୍‌ ଜେଡେବେଲା କେ ମିସା ବିନ୍‌ ଲକ୍‌ ନିଜେ ମନ୍‌କରି ଆଇଲେ ତାକେ ଡାକିନେଲାସ୍‌ନି ।
44 Siz bir-birinizdən izzət qəbul edirsiniz, bir olan Allahdan gələn izzəti isə axtarmırsınız. Bəs onda necə iman edə bilərsiniz?
୪୪ତମେ ନିଜର୍‌ ନିଜର୍‌ ବିତ୍‌ରେ ସନ୍‌ମାନ୍‌ ପାଇବାକେ ମନ୍‌କଲାସ୍‌ନି । ମାତର୍‌ ପର୍‌ମେସରର୍‌ ଆଲାଦ୍‌ ପାଇବାକେ ମନ୍‌ କରାସ୍‌ ନାଇ । ସେନ୍ତି ବଇଲେ ତମେ କେନ୍ତି ମକେ ବିସ୍‌ବାସ୍‌ କରିପାରାସ୍‌?
45 Güman etməyin ki, Mən sizi Atanın önündə ittiham edəcəyəm. Sizi ittiham edən ümid bağladığınız Musadır.
୪୫ମୁଇ ତମର୍‌ ବିରଦେ ପର୍‌ମେସର୍‌ତେଇ ଦସି କର୍‌ବି ବଲି ତମେ ବାବାନାଇ । ତମେ ଜନ୍‌ଟା ମସାର୍‌ ତେଇ ଆସା କରିଆଚାସ୍‌ ସେ ସେ ତମର୍‌ ବିରଦେ ଦସି କଲାନି ।
46 Əgər siz Musaya inansaydınız, Mənə də inanardınız, çünki o Mənim barəmdə yazıb.
୪୬ଜଦି ତମେ ମସାକେ ସତ୍‌ବଲି ବିସ୍‌ବାସ୍‌ କଲାସ୍‌ନି ବଇଲେ ମକେ ମିସା ବିସ୍‌ବାସ୍‌ କର୍‌ତେ ରଇସା । କାଇକେବଇଲେ ମସା ମର୍‌ ବିସଇସେ ଲେକିଆଚେ ।
47 Lakin onun yazdıqlarına inanmırsınızsa, Mənim sözlərimə necə inanacaqsınız?»
୪୭ମାତର୍‌ ସେ ଜନ୍‌ଟା ଲେକିଆଚେ, ତେଇ ଜଦି ତମର୍‌ ବିସ୍‌ବାସ୍‌ ନାଇ ବଇଲେ, ମୁଇ ଜନ୍‌ଟା କଇଲିନି, ସେଟା କେନ୍ତି ବିସ୍‌ବାସ୍‌ କର୍‌ସା?”

< Yəhya 5 >