< 1 Korinflilərə 4 >

1 Beləcə insanlar bizi Məsihin xidmətçiləri və Allahın sirli niyyətini yerinə yetirən idarəçiləri saysın.
ତେବେ ତମେ ଆମ୍‌କେ କିରିସ୍‌ଟର୍‌ ସେବା କରୁମନ୍‌ ବଲି ନାମ୍‌ବାର୍‌ ଆଚେ । ଆରି ପର୍‌ମେସର୍‌ ଆମ୍‌କେ ଟିକିନିକି ସତ୍‌ ବିସଇର୍‌ ବାଣ୍ଡାର୍‌ଗରିଆର୍‌ ଦାଇତ୍‌ ଦେଲାଆଚେ ।
2 İdarəçilərdənsə tələb olunur ki, etibara layiq olsunlar.
ଆରି ସେନ୍ତାରି ଦାଇତ୍‌ ନେଇରଇବା ସେବାକରୁମନ୍‌ ସତ୍‌ ବାବେ କାମ୍‌ କର୍‌ବାର୍ ଆଚେ ।
3 Siz yaxud insan məhkəməsi mənim işlərimi təhlil edirsə, bu mənim üçün çox az əhəmiyyət kəsb edir; hətta mən öz işlərimi təhlil etmirəm.
ମାତର୍‌ ତମର୍‌ ବିତ୍‌ରେ କେତେକ୍‌ ଲକ୍‌ କି, ବିନ୍‌ ଲକ୍‌ କେ ମିସା ମର୍‌ କାମ୍‌ ଦେକି ମକେ ବିଚାର୍‌ନା କଲେ, ମକେ କାଇଟା ନଏଁ । ମୁଇ ନିଜେ ମର୍‌ ବିଚାର୍‌ନା ନ କରି ।
4 Heç bir şeyə görə vicdan əzabı çəkməsəm də, beləcə özümə haqq qazandırmıram. Çünki mənim işlərimi təhlil edən Rəbdir.
କାଇକେବଇଲେ ମୁଇ ନିଜର୍‌ ବିରୁଦେ କାଇ ଦସ୍‌ କଲାଟା ମର୍‌ ମନ୍‌ ନାଜାନେ । ଅଇଲେ ମିସା ମୁଇ ଇତି କାଇ ଦସ୍‌ ନ କଲା ଲକ୍‌ ବଲି କଇନଏ । ମାତର୍‌ ଜେ ମକେ ବିଚାର୍‌ କର୍‌ସି, ସେ ମାପ୍‌ରୁ ।
5 Buna görə də münasib vaxtdan əvvəl, yəni Rəbb gəlməyənədək heç bir işi mühakimə etməyin. O gəlib qaranlıqda gizlənən şeylərə işıq salacaq və insan ürəklərinin niyyətlərini aşkara çıxaracaq. Onda hər kəs Allahdan ona düşən tərifi alacaq.
ସେଟାର୍‌ପାଇ ତମେ କାକେ ମିସା କାଇ ବିସଇ ନେଇ ବିଚାର୍‌ କରାନାଇ । କାଇକେବଇଲେ ବିଚାର୍‌ନା କର୍‌ବାକେ ବେଲା ଅଏ ନାଇତା । ମାପ୍‌ରୁ ବିଚାର୍‌ନା କର୍‌ବାକେ ଆଇବାଜାକ ଜାଗା । ମାପ୍‌ରୁ ଆଇଲେ ଆକା ସାରାସାରି ବିଚାର୍‌ନା ଅଇସି । ସେ ଆନ୍ଦାର୍‌ ବିତ୍‌ରେ ଲୁଚ୍‌ତେ ରଇଲା ସବୁ ବିସଇ ଉଜଲେ ଦେକାଇ ଦେଇସି । ଆରି ଲକ୍‌ମନର୍‌ ମନ୍‌ ବିତ୍‌ରର୍‌ କାତା ସବୁ ଦେକାଇ ଦେଇସି । ସେଡ୍‌କି ବେଲେ ସବୁଲକ୍‌ ପର୍‌ମେସରର୍‌ ଟାନେଅନି ଲାଡ୍‌ ପାଇବାଇ ।
6 Ey qardaşlar, bizdən nümunə alaraq «yazılanlardan kənara çıxmayın» məsəlinin mənasını öyrənəsiniz deyə bunları özümə və Apolloya tətbiq etdim ki, heç kim başqasının qarşısında lovğalanıb o birisinə xor baxmasın.
ଏ ବାଇବଇନିମନ୍‌, ମୁଇ ଏ ସବୁ କାତା ତମେ ସିକା ବଲି, ମର୍‌ ବିସଇ ଆରି ଆପଲର୍‌ ବିସଇ ଉଦାଅରନ୍‌ ଦେଇ କଇଲି । ଜେନ୍ତିକି ସାସ୍‌ତରେ ଲେକାଅଇଲାଟାନର୍‌ ଅରତ୍‌ ତମେ ସିକ୍‌ସା । ସାସ୍‌ତରେ ଜେତ୍‌କି ସବୁ ଲେକା ଅଇଲାଆଚେ, ତାର୍‌ଟାନେଅନି ଅଦିକ୍‌ କରାନାଇ । ସେନ୍ତାରି କଲେ କାକେ ମିସା ନେଇକରି ବଡ୍‌ପନ୍‌ ନ ଉଆସ୍‌, ଆରି କାକେ ମିସା ଇନ୍‍ ନ କରାସ୍‍ ।
7 Axı səni kim başqalarından fərqləndirir? Nəyin var ki onu əldə etməmisən? Əgər əldə etmisənsə, nə üçün əldə etməmiş kimi öyünürsən?
କାଇକେବଇଲେ ବିନ୍‌ ଲକର୍‌ଟାନେଅନି କେ ତମ୍‌କେ ବଡ୍‌ କରତ୍‌ ନାଇ । ଆରି ଜନ୍‌ ଗୁଣ୍‌ ତମେ ଦାନ୍‌ ଇସାବେ ମିଲାଇଆଚାସ୍‌ ସେଟା ପର୍‌ମେସର୍‌ ଦେଲାଆଚେ । ତେବେ ତମର୍‌ ନିଜର୍‌ଟା ବଲି ବଡ୍‌ପନ୍‌ ଅଇ କଇ ନାପାରାସ୍‌ ।
8 Siz daha doymusunuz! Siz artıq varlanmısınız! Siz bizsiz padşah olmusunuz! Kaş ki siz, doğrudan, padşah olaydınız ki, biz də sizinlə bərabər padşahlıq edəydik!
ତମ୍‌କେ ଦର୍‌କାର୍‌ ରଇଲା ସବୁ ବିସଇ ମିଲାଇ ଆଚାସ୍‌ କି? ତମେ କାଇ ସାଉକାର୍‌ ଅଇସାରି ଆଚାସ୍‌ କି? ଗଟେକ୍‌ ଗଟେକ୍‌ ରାଜା ଅଇଜାଇଆଚାସ୍‌ କି? ଏଲେ ମିସା ଆମେ ଅଇ ନାପାର୍‌ଲୁନି । ସତଇସେ ତମେ ରାଜାଅଇତାସ୍‌ କି? ସେନ୍ତାର୍‌ଆଲେ, ଆମେ ମିସା ତମର୍‌ ସଙ୍ଗ୍‍ ରଇ କାମ୍‌ କର୍‌ତୁ ।
9 Çünki mənə elə gəlir ki, Allah biz həvariləri ölümə məhkum olunanlar kimi ən sonda nümayiş etdirdi. Biz də həm dünya, həm mələklər, həm də insanlar üçün bir tamaşa olduq.
ମାତର୍‌ ମୁଇ ବାବ୍‌ଲିନି ପର୍‌ମେସର୍‌ ଆମର୍‌ ପାରା ପେରିତ୍‌ମନ୍‌କେ ଦାଡିର୍‌ ସାରାସାରି ଜାଗା ଦେଲାଆଚେ । ଜଗତର୍‌ ସବୁ ଲକ୍‌ ଆରି ସର୍‌ଗର୍‌ ଦୁତ୍‌ମନ୍‌ ଦେକ୍‌ତେ ରଇବାବେଲେ ଆମେ, ବନ୍ଦି ଅଇଲା ଲକ୍‌ମନ୍‌କେ ମରାଇବାକେ ନେଲାପାରା ଆଚୁ ।
10 Biz Məsih naminə ağılsızıq, sizsə Məsihdə ağıllısınız! Biz zəifik, siz güclüsünüz! Siz şərəfli adamsınız, bizsə hörmətsiz!
୧୦ଆମେ କିରିସ୍‌ଟର୍‍ ଲାଗି ବକୁଆ ଲକ୍‌, ମାତର୍‌ ତମେ କିରିସ୍‌ଟର୍‌ ସଙ୍ଗ୍‌ ମିସ୍‌ଲାର୍‌ ପାଇ ବୁଦିରଇବା ଲକ୍‌ । ଆମେ ଦୁର୍‌ବଲ୍‌, ମାତର୍‌ ତମେ ବପୁରଇବା ଲକ୍‌, ତମ୍‌କେ ଲକ୍‌ମନ୍‌ ସନ୍‌ମାନ୍‌ ଦେଲାଇନି, ମାତର୍‌ ଆମ୍‌କେ ସନ୍‌ମାନ୍‌ ମିଲେନାଇ ।
11 Bu vaxtadək biz ac-susuz və cındır içindəyik. Biz döyülürük, qalmağa yerimiz də yoxdur.
୧୧ଏବେ ଜାକ ମିସା ଆମ୍‌କେ ପେଟ୍‍ପୁର୍‌ତେ କାଇବାପିଇବାକେ ମିଲେନାଇ । ପିନ୍ଦ୍‌ବାକେ ବେସି ପୁର୍‌ନା ବସ୍‌ତର୍‌ ଆଚେ । ଲକ୍‌ମନ୍‌ ଆମ୍‌କେ ମାର୍‌ଲାଇନି ଆରି ରଇବାକେ ଜାଗା ନଇଲାର୍‌ ପାଇ ଏନେତେନେ ଅଇ ବୁଲ୍‌ଲୁନି ।
12 Öz əllərimizlə işləyib zəhmət çəkirik. Bizə böhtan atanda xeyir-dua veririk, təqib olunanda dözürük,
୧୨ଆବଡ୍‌ କାମ୍‌ କରି ଆମେ ଦିନ୍‌କେ ଦିନ୍‌ ଜୁଲିସୁକି ଗାଲୁନି । କେ ଆମ୍‌କେ ସାଇପ୍‌ ଦେଲେ ତାକେ ଆମେ ଆସିର୍‌ବାଦ୍‌ କଲୁନି, ଆରି ଉଡା ସୁନିକରି ମିସା ମୁର୍‍ଚି କରି ରଇଲୁନି ।
13 təhqir olunanda mülayim cavab veririk. Biz bu anadək dünyanın zibili, hamının tullantısı kimi olmuşuq.
୧୩ନିନ୍ଦା ପାଇଲେ, ଆଲାଦର୍‌ କାତା କଇଲୁନି । ଆମେ ଏବେ ଜାକ ମିସା ଜଗତର୍‌ କାଚ୍‌ରା ପାରା ଅଇଆଚୁ । ଲକ୍‌ମନ୍‌ ଆମ୍‌କେ ଆଣ୍ଡି ଦଇରଇବା ମୁର୍‌କି ପାନିପାରା ଦେକ୍‌ଲାଇନି ।
14 Bunları sizi utandırmaq üçün yox, sevimli övladlarım kimi sizə öyüd-nəsihət vermək üçün yazıram.
୧୪ମୁଇ ତମ୍‌କେ ଲାଜ୍‌ କରାଇବାକେ ଏ ସବୁ ବିସଇ ଲେକିନାଇ, ମାତର୍‌ ତମ୍‌କେ ମର୍‌ ଆଲାଦର୍‌ ପିଲାଟକି ବଲି ଏତାଇ କରି ଚେତ୍‌ନା ଦେବାକେ, ଏ ସବୁ ଲେକ୍‌ଲିନି ।
15 Çünki sizin Məsih yolunda minlərlə mürəbbiniz olsa belə, atalarınız azdır; mən Müjdə vasitəsilə Məsih İsada olan atanız oldum.
୧୫କାଇକେବଇଲେ ତମର୍‌ଟାନେ କିରିସ୍‌ଟର୍‌ ବିସଇ ସିକାଇବାକେ କେତେକ୍‌ କେତେକ୍‌ ଗୁରୁ ରଇଲେ ମିସା, ବାବା ଇସାବେ ତମ୍‌କେ ବେସି ଲକ୍‌ ନାଇ । କିରିସ୍‌ଟ ଜିସୁର୍‌ତେଇ ମିସ୍‌ଲାର୍‌ ପାଇ ମୁଇ ତମର୍‌ ବାବା ଅଇଗାଲି । କାଇକେବଇଲେ ମୁଇ ତମ୍‌କେ ଜିସୁକିରିସ୍‌ଟର୍‌ ସୁବ୍‍କବର୍‌ କଇରଇଲି ।
16 Buna görə sizə yalvarıram, məndən nümunə götürün.
୧୬ତେବେ ମୁଇ ତମ୍‌କେ ବାବୁଜିଆ କରି କଇଲିନି, ମୁଇ ଜାଇଟା କଲିନି ତମେ ମିସା ସେନ୍ତାରି କରା ।
17 Bu səbəbə görə Rəbdə mənə sadiq və sevimli olan oğlum Timoteyi sizin yanınıza göndərdim. O sizə hər yerdə, hər bir imanlılar cəmiyyətində öyrətdiyim kimi Məsih İsada getdiyim yolları xatırladacaq.
୧୭ସେଟାର୍‌ପାଇ ମୁଇ ତିମତିକେ ତମର୍‌ ଲଗେ ପାଟାଇ ଆଚି । ମୁଇ ତାକେ ଆଲାଦ୍‌ କଲିନି । ସେ ମର୍‌ ନିଜର୍‌ ପିଲା ପାରା ଆରି ମାପ୍‌ରୁର୍‌ ସେବାକାମେ ସବୁ ନିକସଙ୍ଗ୍‍ କର୍‌ସି । ଜେଡ୍‌କିବେଲେ ସେ ତମର୍‌ଟାନେ ଆଇସି, କିରିସ୍‌ଟର୍‌ତେଇ ମିସ୍‌ଲାର୍‌ ପାଇ ବଲି ମୁଇ କେନ୍ତି ଚଲାଚଲ୍‌ତି କଲିନି, ସେ ବିସଇନେଇ ସେ ତମ୍‌କେ କଇସି । ସେ ସମାନ୍‌ ବିସଇ, ସବୁ ମଣ୍ଡଲିର୍‌ ବିସ୍‌ବାସିମନ୍‌କେ ମୁଇ ସିକାଇଲିନି ।
18 Sizdən bəziləri elə bilir ki, mən yanınıza gəlməyəcəyəm və buna görə də lovğa-lovğa danışırlar.
୧୮ସେ କରନ୍ତିଅତେଇ ଆରି କେବେ ନ ଆସେ, ବଲିକରି ତମର୍‌ ବିତ୍‌ରର୍‌ କେତେ ଲକ୍‌ ବଡ୍‌ପନ୍‌ ଅଇଆଚାସ୍‌ ।
19 Amma Rəbb istəsə, mən bu yaxında yanınıza gələcəyəm. O vaxt bu lovğaların sözlərini yox, gücünü yoxlayacağam.
୧୯ମାତର୍‌ ଜଦି ମାପ୍‌ରୁ ମନ୍‍ କଲେ ମୁଇ ଦାପ୍‌ରେ ତମର୍‌ଟାନେ ଆଇବି । ଏ ବଡ୍‌ପନିଆ ଲକ୍‌ମନ୍‌ କାଇ କାତା ଅଇଲାଇନି ବଲି ମୁଇ ନିଜେ ଜାନ୍‌ବି ଆରି ତାକର୍‌ ବପୁ ପରମେସରର୍‌ଟାନେଅନି କି ନାଇ, ସେଟା ଜାନ୍‌ବି ।
20 Çünki Allahın Padşahlığı sözdən deyil, gücdən ibarətdir.
୨୦ପରମେସରର୍‌ ରାଇଜ୍‌, ଅବ୍‍କା କାତା ଅଇବା ବିସଇ ନଏଁ, ମାତର୍‌ ବପୁର୍‌ ସଙ୍ଗ୍‌ ରଇବା ବିସଇ ।
21 Siz nə istəyirsiniz? Yanınıza dəyənəklə, yoxsa məhəbbət və həlimlik ruhu ilə gəlim?
୨୧ମୁଇ ଆଇଲାବେଲେ ତମ୍‌କେ କେନ୍ତି ଚଲାଚଲ୍‌ତି ଦେକାଇବାର୍‌ ଆଚେ? ମୁଇ ବେତ୍‌ଡାଙ୍ଗ୍‌ ଦାରି ତମର୍‌ ଲଗେ ଆଇବାର୍‌ କି, ଆଲାଦ୍‌ ଆରି ସାନ୍ତିର୍‌ ମନ୍‌ ଦାରି ଆଇବି?

< 1 Korinflilərə 4 >