< ԱՌԱՋԻՆ ՏԻՄՈԹԷՈՍ 4 >
1 Հոգին յատկապէս կ՚ըսէ թէ վերջին ատենները՝ ոմանք պիտի հեռանան հաւատքէն, ուշադրութիւն դարձնելով մոլորեցուցիչ ոգիներու եւ դեւերու վարդապետութիւններու:
୧ସୁକଲ୍ ଆତ୍ମା ନିକସଙ୍ଗ୍ କଇଲାନି, ସାରାସାରି ଦିନେ, ଲକ୍ମନ୍ ସତ୍ ବିସଇ ବିସ୍ବାସ୍ କର୍ବାଟା ଚାଡିଦେବାଇ । କାରାପ୍ ଆତ୍ମାମନର୍ ସିକିଆ ମାନ୍ବାଇ । ଆରି ସେମନ୍ ସିକାଇବା ବୁଲ୍ ସିକିଆ ବିସ୍ବାସ୍ କର୍ବାଇ ।
2 Կեղծաւորութեամբ սուտ պիտի խօսին, խանձուած խղճմտանք պիտի ունենան,
୨ଏନ୍ତାରି ସିକିଆ ଦେବାବେଲେ ଏଟା ସତ୍ ସିକିଆବଲି ଲକ୍ମନ୍ ମାନ୍ବାଇ । ମାତର୍ ସେଟା ମିଚ୍ ସିକିଆ ରଇସି । ସେମନ୍ ଟିକ୍ କଲାଇନି କି ବୁଲ୍ କଲାଇନି, ସେଟା ନିଜେ ଜାନି ନ ରଅତ୍ । ଜେନ୍ତାରି କି ତପ୍ଲା ଲୁଆସଙ୍ଗ୍ ମାଉଁସ୍ଟାନେ ଚାପ୍ଲେ ମରିଜାଇସି, ସେନ୍ତାରିସେ ।
3 պիտի արգիլեն ամուսնանալ ու ետ պիտի պահեն կերակուրներէն, որ Աստուած ստեղծեր է որպէսզի հաւատացեալները եւ ճշմարտութիւնը գիտցողները շնորհակալութեամբ ընդունին.
୩ସେମନ୍, ମାଇଜି ମନସ୍ ବିବା ଅଇବାର୍ ନାଇ ଆରି କାଇ କାଇ କାଦି କାଇବାର୍ ନାଇ ବଲି ବୁଲ୍ ସିକିଆ ଦେବାଇ । ସବୁ ରକାମର୍ କାଦି ପର୍ମେସର୍ ତିଆର୍ କଲାଆଚେ । ଜେନ୍ତି କି ଜେତ୍କି ସବୁ ଲକ୍ ତାର୍ ସତ୍ କବର୍ ବିସ୍ବାସ୍ କର୍ବାଇ, ସେମନ୍ ସେ କାଦିର୍ ଲାଗି ତାକେ ଦନିଅବାଦ୍ ଦେବାଇ ।
4 որովհետեւ ամէն ինչ որ Աստուած ստեղծած է՝ բարի է, ու ոչինչ մերժուելու է՝ եթէ ընդունուի շնորհակալութեամբ,
୪ସେନ୍ତାରି ସିକିଆ ଦେଉମନ୍ ବୁଲ୍ ସିକିଆ ଦେଲାଇନି । କାଇକେବଇଲେ କାଦି ଆରି ପର୍ମେସର୍ ତିଆର୍କଲା ସବୁ ବିସଇ ନିକଆଚେ । ଆରି କାଇ ରକାମର୍ କାଦି ମିସା ନିଚ୍ବାର୍ ନାଇ । ତାର୍ ବାଦୁଲେ ସବୁ କାଦି ନିକ ବଲି ମାନିକରି ତାକେ ଦନିଅବାଦ୍ ଦେବାର୍ ଆଚେ ।
5 քանի որ կը սրբացուի Աստուծոյ խօսքով եւ աղօթքով:
୫କାଇକେବଇଲେ ପର୍ମେସର୍ କଇରଇବା ବାକିଅ ଆରି ଆମର୍ ପାର୍ତନା ବିସଇ ସବୁ ସୁକଲ୍ ଅଇଆଚେ ।
6 Եթէ թելադրես այս բաները եղբայրներուն, պիտի ըլլաս Յիսուս Քրիստոսի բարի սպասարկու մը, սնած խօսքերով հաւատքին ու բարի վարդապետութեան՝ որուն հետեւեցար:
୬ଏ ସବୁ ବିସଇ ତମେ ବିସ୍ବାସିମନ୍କେ ସିକାଇବାର୍ ଲାଗି, ତମେ ଜିସୁ କିରିସ୍ଟକେ ସେବା କଲାସ୍ନି । ତମର୍ ବିସ୍ବାସର୍ ଲାଗି ଆରି ସତ୍ ସିକିଆ ମାନ୍ଲାର୍ ଲାଗି ପର୍ମେସର୍ ତମ୍କେ ବଡାଇସି ।
7 Բայց մերժէ՛ սրբապիղծ ու պառաւական առասպելները, եւ դուն քեզ վարժեցուր բարեպաշտութեան.
୭ଜନ୍ ସବୁ ସିକିଆ ମିଚ୍, ଆରି ଜନ୍ଟା ସବୁ ଟଣ୍ଡେପାନ୍ଦି କଇବାଟାନେ ଅନି ଦୁରିକେ ରୁଆ । ତାର୍ ବାଦୁଲେ ନିଜେ ଜାଗ୍ରତ୍ ରଇକରି ପର୍ମେସର୍ ଜନ୍ଟା ମନ୍ କଲାନି, ସେନ୍ତାରି ଚଲାଚଲ୍ତି କରା ।
8 որովհետեւ մարմինին վարժութիւնը օգտակար է քիչ բանի, բայց բարեպաշտութիւնը օգտակար է ամէն բանի, ունենալով թէ՛ ներկայ եւ թէ ապագայ կեանքին խոստումը:
୮କାଇକେବଇଲେ ଗାଗଡ୍କେ ବୁଲାଚାଲା କରି ନିକ ସଙ୍ଗ୍ ସଙ୍ଗଇବାଟା କେତେଟା କାମର୍ ପାଇ ନିକ ବିସଇ । କାଇକେବଇଲେ ଏଟା ଜଗତେ ବଁଚିରଇଲେ କି ମରିଗାଲେ ମିସା ତାକେ ଲଡାକେ ଆଇସି । ମାତର୍ ଆତ୍ମାଇ ଚଲାଚଲ୍ତି କର୍ବାଟା ସବୁ କାମେ ନିକ ରଇସି ।
9 Այս խօսքը վստահելի է ու բոլորովին ընդունուելու արժանի:
୯ଏଟା ବାଇଦରେ ସତ୍ ଆକା । ଏଟା ସବୁଲକ୍ ଅଇସି କି ନ ଅଏ ବଲିକରି ପୁରାପୁରୁନ୍ ବିସ୍ବାସ୍ କରିଅଇସି ।
10 Արդարեւ մենք կ՚աշխատինք եւ կը նախատուինք սա՛ նպատակով, որովհետեւ կը յուսանք ապրող Աստուծոյ, որ Փրկիչն է բոլոր մարդոց, մա՛նաւանդ՝ հաւատացեալներուն:
୧୦ଆମେ ପର୍ମେସର୍କେ ବିସ୍ବାସ୍ କଲାର୍ପାଇ କସ୍ଟ ଅଇ କାମ୍ କରି ଏଟା ଆସା କଲୁନି । ସେ ସତଇସେ ବଁଚିଆଚେ । ସେ ଗୁଲାଇ ମନସ୍ ଜାତିର୍ ଉଦାର୍କାରିଆ, ଜେତ୍କି ସବୁ ତାକେ ବିସ୍ବାସ୍ କଲାଇନି, ତାକର୍ପାଇ ଅଦିକ୍ ।
11 Պատուիրէ՛ եւ սորվեցո՛ւր այս բաները:
୧୧ମୁଇ ତମ୍କେ ଜେତ୍କି ବିସଇ ଲେକ୍ଲିଆଚି ସେଟାସବୁ ବିନ୍ ଲକ୍ମନ୍କେ ସିକାଆ ଆରି ତିଆରା ।
12 Ո՛չ մէկը թող արհամարհէ քու երիտասարդութիւնդ, հապա տիպա՛ր եղիր հաւատացեալներուն՝ խօսքով, վարքով, սիրով, հաւատքով ու մաքրակեցութեամբ:
୧୨ତକେ ଦାଙ୍ଗ୍ଡା ଆଚେ ବଲି କେ ମିସା ଇନ୍ ନ କର । ମାତର୍ ସବୁ ବିସ୍ବାସି ମନର୍ପାଇ ଗଟେକ୍ ସାକିପାରା ନିକ ଚଲାଚଲ୍ତି କର୍ । ସବୁ ବେଲେ ସତ୍ କାତା କଇତେର, ନିକସଙ୍ଗ୍ ଚଲାଚଲ୍ତି କର୍ତେରଇବା, ଲକ୍ମନ୍କେ ଆଲାଦ୍ କର୍ତେରଇବା, କିରିସ୍ଟକେ ବିସ୍ବାସ୍ କର୍ତେରଇବା, ପାପେ ରଅନାଇ ।
13 Մինչեւ որ գամ՝ ուշադի՛ր եղիր կարդալու, յորդորելու, սորվեցնելու:
୧୩ମୁଇ ତର୍ଟାନେ ଆଇବା ଜାକ ବିସ୍ବାସିମନ୍ ରୁଣ୍ଡ୍ଲା ବେଲାଇ, ଜେନ୍ତାରି କି ସବୁଲକ୍ ନିକକରି ସୁନ୍ଲାପାରା ସାସ୍ତର୍ ପଡିଦେସ୍ । ତେଇର୍ ଅରତ୍ ସେମନ୍କେ ବୁଜାଇଦେସ୍ ।
14 Անհոգ մի՛ ըլլար քու մէջդ եղած շնորհին հանդէպ, որ մարգարէութեամբ տրուեցաւ քեզի՝ երէցներուն ձեռնադրութեամբ:
୧୪ପର୍ମେସର୍ ତର୍ପାଇସେ ବଲିକରି ଜନ୍ ଦାନ୍ ଦେଲାଆଚେ, ସେ କାମେ ଲାଗିର । ଏଟା ବବିସତ୍ବକ୍ତାମନ୍ ଆରି ପାର୍ଚିନ୍ମନ୍ ତର୍ ମୁଣ୍ଡେ ଆତ୍ ସଙ୍ଗଇ ପାର୍ତନା କଲାବେଲେ, ତୁଇ ପର୍ମେସରର୍ ଟାନେଅନି ପାଇରଇଲୁସ୍ ।
15 Խոկա՛ այդ բաներուն մասին եւ զբաղէ՛ ատոնցմով, որպէսզի քու յառաջդիմութիւնդ երեւնայ ամենուն:
୧୫ଏ ସବୁ ବିସଇ ପୁରାପୁରୁନ୍ ମନ୍ ଦିଆନ୍ ଦେଇ କର୍ । ଜେନ୍ତାର୍କି, ସୁବ୍କବର୍ ଜାନାଇବାଟାନେ ଆରି ସିକାଇବାଟାନେ ତୁଇ ଆଗ୍ତୁ ଆଗ୍ତୁ ଗାଲୁସ୍ନି ବଲି ଲକ୍ମନ୍ ଦେକ୍ବାଇ ।
16 Ուշադի՛ր եղիր դուն քեզի ու վարդապետութեան, եւ մի՛շտ յարատեւէ ատոնց մէջ. քանի որ այդպէս ընելով՝ պիտի փրկես թէ՛ քեզ, թէ՛ քեզ լսողները:
୧୬ତୁଇ ଜାଗ୍ରତ୍ ସଙ୍ଗ୍ ଚଲାଚଲ୍ତି କର୍ । ଆରି ପର୍ମେସରର୍ ବିସଇ ଜନ୍ଟା ସିକାଇଲୁସ୍ନି, ସେ ବିସଇଟାନେ ଜାଗ୍ରତ୍ ର । ଏଟା କରିଲାଗିର । କାଇକେବଇଲେ ସେନ୍ତାରି କଲେ, ତୁଇ ନିଜ୍କେ ଆରି ତର୍ କାତା ସୁନ୍ବା ଲକ୍କେ ରକିଆ କର୍ସୁ ।