< رُؤيا 1 >

إِعْلَانُ يَسُوعَ ٱلْمَسِيحِ، ٱلَّذِي أَعْطَاهُ إِيَّاهُ ٱللهُ، لِيُرِيَ عَبِيدَهُ مَا لَابُدَّ أَنْ يَكُونَ عَنْ قَرِيبٍ، وَبَيَّنَهُ مُرْسِلًا بِيَدِ مَلَاكِهِ لِعَبْدِهِ يُوحَنَّا، ١ 1
ଜାଇ ଜାଇଟା ଦାପ୍‌ରେ ଗଟ୍‌ବାକେ ଗାଲାନି, ପର୍‌ମେସର୍‌ ଜିସୁ କିରିସ୍‌ଟକେ ଜାନାଇ ରଇବା ବିସଇ ଏ ବଇଟାନେ ଲେକାଅଇ ଆଚେ । ସେ ସବୁ ବିସଇ ତାର୍‌ ଦାଙ୍ଗ୍‌ଡାମନ୍‌କେ ଜାନାଇବାକେ ପର୍‌ମେସର୍‌ ତାକେ ଜାନାଇଲା । ତେବର୍‌ପାଇ ମୁଇ ଜଅନ୍‌ ଜେ କି ତାର୍‌ ସିସ୍‌ ଅଇଲିଆଚି, ମକେ ଜାନାଇବାକେ କିରିସ୍‌ଟ ତାର୍‌ ଦୁତ୍‌କେ ପାଟାଇଲାଆଚେ ।
ٱلَّذِي شَهِدَ بِكَلِمَةِ ٱللهِ وَبِشَهَادَةِ يَسُوعَ ٱلْمَسِيحِ بِكُلِّ مَا رَآهُ. ٢ 2
ଆରି ମକେ ଜେତ୍‌କି ବିସଇ ଦେକାଇରଇଲା, ମୁଇ ସେଟାମନ୍‌ ସବୁ ଲେକିଆଚି । ଆରି ଏ ସବୁ ଜିସୁ କିରିସ୍‌ଟ ଜାନାଇରଇବା ପର୍‌ମେସରର୍‌ ସତ୍‌ ବାକିଅ ବଲି ମୁଇ ଡାଟ୍‌ ସଙ୍ଗ୍‍ କଇଲିନି ।
طُوبَى لِلَّذِي يَقْرَأُ وَلِلَّذِينَ يَسْمَعُونَ أَقْوَالَ ٱلنُّبُوَّةِ، وَيَحْفَظُونَ مَا هُوَ مَكْتُوبٌ فِيهَا، لِأَنَّ ٱلْوَقْتَ قَرِيبٌ. ٣ 3
ଏ ବଇ ପଡିକରି ତେଇ ଲେକାଅଇରଇବା ଆଗ୍‌କେ ଗଟ୍‌ବା କାତାମନ୍‌ ବୁଜିକରି ମାନ୍‌ବା ଲକ୍‌ମନ୍‌ କେଡେକ୍‌ କରମର୍‌ ଲକ୍‌ମନ୍‌! କାଇକେବଇଲେ ଏ ସବୁ ବିସଇ ଗଟ୍‌ବା ବେଲା କେଟ୍‌ଲା ।
يُوحَنَّا، إِلَى ٱلسَّبْعِ ٱلْكَنَائِسِ ٱلَّتِي فِي أَسِيَّا: نِعْمَةٌ لَكُمْ وَسَلَامٌ مِنَ ٱلْكَائِنِ وَٱلَّذِي كَانَ وَٱلَّذِي يَأْتِي، وَمِنَ ٱلسَّبْعَةِ ٱلْأَرْوَاحِ ٱلَّتِي أَمَامَ عَرْشِهِ، ٤ 4
ମୁଇ ଜଅନ୍‌ ଆସିଆ ରାଇଜେ ରଇବା ସାତ୍‌ଟା ମଣ୍ଡଲିକେ ଲେକ୍‌ଲିନି । ପର୍‌ମେସର୍‌ ଟାନେଅନି ଆସିରଇବା ଜିବନ୍‌ ଦୁକାଇଲାଟା ଆରି ସାନ୍ତି ତମ୍‌କେ ମିଲ । ସେ ଏବେ ଆଚେ । ଆଗ୍‌ତୁ ମିସା ରଇଲା ଆରି କାଲ୍‌ କାଲ୍‌ ଜୁଗ୍‌ ଜୁଗ୍‌ ରଇସି । ସେ ବସିରଇବା ଜାଗାର୍‍ ମୁଆଟର୍‌ ସାତ୍‌ଟା ଆତ୍‌ମାମନର୍‌ ଟାନେଅନି
وَمِنْ يَسُوعَ ٱلْمَسِيحِ ٱلشَّاهِدِ ٱلْأَمِينِ، ٱلْبِكْرِ مِنَ ٱلْأَمْوَاتِ، وَرَئِيسِ مُلُوكِ ٱلْأَرْضِ: ٱلَّذِي أَحَبَّنَا، وَقَدْ غَسَّلَنَا مِنْ خَطَايَانَا بِدَمِهِ، ٥ 5
ଆରି ଜିସୁକିରିସ୍‌ଟ ଟାନେଅନି । ସେ ଆକା ପର୍‌ମେସରର୍‌ ବିସଇର୍‍ ସତ୍‌ ସାକି ଦେଇପାର୍‌ସି । ମଲା ଲକ୍‌ମନର୍‌ଟାନେଅନି ତାକେସେ ପର୍‌ତୁମ୍‌ ଉଟାଇରଇଲା । ଏ ଜଗତର୍‌ ସାସନ୍‌କାରିଆମନର୍‌ ଉପ୍‌ରେ ରଇବା ସାସନ୍‌କାରିଆ । ସେ ଆମ୍‌କେ ଆଲାଦ୍‌ କଲାନି । ଆମର୍‌ପାଇ ଗଟେକ୍‌ ବଲି ଇସାବେ ମଲାକେ ଆମର୍‌ ପାପେଅନି ସେ ଆମ୍‌କେ ମୁକ୍‌ଲାଇଆଚେ ।
وَجَعَلَنَا مُلُوكًا وَكَهَنَةً لِلهِ أَبِيهِ، لَهُ ٱلْمَجْدُ وَٱلسُّلْطَانُ إِلَى أَبَدِ ٱلْآبِدِينَ. آمِينَ. (aiōn g165) ٦ 6
ତାର୍‌ ବାବା ପର୍‌ମେସର୍‌କେ ସେବା କର୍‌ବାପାଇ ସେ ଆମ୍‌କେ ଗଟେକ୍‌ ରାଜାର୍‌ କୁଟୁମେ ପୁଜାରି କଲାଆଚେ । ସେ କାଲ୍‌ କାଲ୍‌ ଜୁଗ୍‌ ଜୁଗ୍‌ ବପୁ ଆରି ମଇମା ପାଅ । ଆମେନ୍‌ । (aiōn g165)
هُوَذَا يَأْتِي مَعَ ٱلسَّحَابِ، وَسَتَنْظُرُهُ كُلُّ عَيْنٍ، وَٱلَّذِينَ طَعَنُوهُ، وَيَنُوحُ عَلَيْهِ جَمِيعُ قَبَائِلِ ٱلْأَرْضِ. نَعَمْ آمِينَ. ٧ 7
ଏଦେ ଦେକା! ସେ ମେଗ୍‌ମାଲାଇ ବସି ଆଇଲାନି । ଗୁଲାଇ ଲକ୍‌ମନ୍‌ ତାକେ ଦେକ୍‌ବାଇ । ତାକେ କୁରୁସ୍‌କାଟେ କୁଟି ମାରିରଇବା ଲକ୍‌ମନ୍‌ ମିସା ଦେକ୍‌ବାଇ । ଏ ଜଗତେ ରଇବା ସବୁ ଲକ୍‌ମନ୍‌ ତାର୍‌ଲାଗି ଦୁକ୍‌ କର୍‌ବାଇ । ସେଟା ସେନ୍ତାରିସେ ଅଇସି । ଆମେନ୍‌!
«أَنَا هُوَ ٱلْأَلِفُ وَٱلْيَاءُ، ٱلْبِدَايَةُ وَٱلنِّهَايَةُ» يَقُولُ ٱلرَّبُّ ٱلْكَائِنُ وَٱلَّذِي كَانَ وَٱلَّذِي يَأْتِي، ٱلْقَادِرُ عَلَى كُلِّ شَيْءٍ. ٨ 8
ମାପ୍‌ରୁ ପର୍‌ମେସର୍‌ ସବୁର୍‌ଟାନେଅନି ଅଦିକ୍‌ ବପୁର୍‌ଟା । ସେ ଏବେ ମିସା ଆଚେ । ସେ ଆଗ୍‌ତୁ ରଇଲା । ଆରି କାଲ୍‌ କାଲ୍‌ ଜୁଗ୍‌ ଜୁଗ୍‌ ରଇସି । ସେ କଇଲାଆଚେ “ଆରାମେଅନି ସବୁ ବିସଇ କର୍‌ବା ଲକ୍‌ ମୁଇ, ଆରି ସାରାଇବା ଲକ୍‌ ମିସା ମୁଇସେ ।”
أَنَا يُوحَنَّا أَخُوكُمْ وَشَرِيكُكُمْ فِي ٱلضِّيقَةِ وَفِي مَلَكُوتِ يَسُوعَ ٱلْمَسِيحِ وَصَبْرِهِ. كُنْتُ فِي ٱلْجَزِيرَةِ ٱلَّتِي تُدْعَى بَطْمُسَ مِنْ أَجْلِ كَلِمَةِ ٱللهِ، وَمِنْ أَجْلِ شَهَادَةِ يَسُوعَ ٱلْمَسِيحِ. ٩ 9
“ମୁଇ ଜଅନ୍‌, ତମର୍‌ ବିସ୍‌ବାସର୍‌ ଲାଗି ବାଇ ଅଇଲିଆଚି । ଜିସୁର୍‌ ସଙ୍ଗ୍‌ ଆମେ ମିସିଆଚୁକେ, ତାର୍‌ ରାଇଜେ ରଇବା ଲକ୍‌ମନର୍‌ପାଇ ଆସିରଇବା ସବୁ ଦୁକ୍‌ କସ୍‌ଟଟାନେ ମୁଇ ତମର୍‌ ସଙ୍ଗ୍‍ ମୁର୍‌ଚିକରି ଆଚି । ଚାରିବେଟ୍‌ତି ସମ୍‌ଦୁର୍‌ ରଇକରି ମଜାଇ ରଇବା ପାତ୍‌ମସ୍‌ ବଲି ଗଟେକ୍‌ ରାଇଜେ ମକେ ନେଇରଇଲା । ମୁଇ ପର୍‌ମେସରର୍‌ କାତା ଆରି ଜିସୁ ଦେଇରଇବା ସିକିଆ ଜାନାଇରଇଲିଜେ, ମକେ ସେନ୍‌ତାରି କଲା ।
كُنْتُ فِي ٱلرُّوحِ فِي يَوْمِ ٱلرَّبِّ، وَسَمِعْتُ وَرَائِي صَوْتًا عَظِيمًا كَصَوْتِ بُوقٍ ١٠ 10
୧୦ଆମେ ମିସିକରି ତାକେ ଆରାଦନା କର୍‌ବା ମାପ୍‌ରୁର୍‌ ଦିନେ, ତାର୍‌ ଆତ୍‌ମା ମକେ ଦାରିରଇଲା । ଆରି ଜବର୍‌ ଅଇତେ ମଇରି ବାଜ୍‌ଲା ପାରା ମର୍‌ ପଚ୍‌ବାଟେ ସୁନ୍‌ଲି ।
قَائِلًا: «أَنَا هُوَ ٱلْأَلِفُ وَٱلْيَاءُ. ٱلْأَوَّلُ وَٱلْآخِرُ. وَٱلَّذِي تَرَاهُ، ٱكْتُبْ فِي كِتَابٍ وَأَرْسِلْ إِلَى ٱلسَّبْعِ ٱلْكَنَائِسِ ٱلَّتِي فِي أَسِيَّا: إِلَى أَفَسُسَ، وَإِلَى سِمِيرْنَا، وَإِلَى بَرْغَامُسَ، وَإِلَى ثِيَاتِيرَا، وَإِلَى سَارْدِسَ، وَإِلَى فِيلَادَلْفِيَا، وَإِلَى لَاوُدِكِيَّةَ». ١١ 11
୧୧ତୁଇ ଦେକ୍‌ଲାଟା ବଇଟାନେ ଲେକ୍‌ ଆରି ଏପିସିୟ, ସୁର୍‌ନା, ପର୍‌ଗାମା, ତିଆଟିରା, ସାର୍‌ଦି, ପିଲାଦେଲ୍‌ପିଆ ଆରି ଲାଉଦିକିଆଇ ମଣ୍ଡ୍‌ଲିତେଇ ପାଟାଆ ବଲି ସେ ସବଦ୍‌ ସୁନ୍‌ଲି ।”
فَٱلْتَفَتُّ لِأَنْظُرَ ٱلصَّوْتَ ٱلَّذِي تَكَلَّمَ مَعِي. وَلَمَّا ٱلْتَفَتُّ رَأَيْتُ سَبْعَ مَنَايِرَ مِنْ ذَهَبٍ، ١٢ 12
୧୨ସେ ସବଦ୍‌ ସୁନ୍‌ଲାକେ, କେ କାତାଅଇଲାନି, ଦେକ୍‌ବି ବଲି ପାସଲ୍‌ଲି ଆରି ସାତ୍‌ଟା ସୁନାର୍‌ ବତି ଡାଣ୍ଡି ଦେକ୍‌ଲି ।
وَفِي وَسْطِ ٱلسَّبْعِ ٱلْمَنَايِرِ شِبْهُ ٱبْنِ إِنْسَانٍ، مُتَسَرْبِلًا بِثَوْبٍ إِلَى ٱلرِّجْلَيْنِ، وَمُتَمَنْطِقًا عِنْدَ ثَدْيَيْهِ بِمِنْطَقَةٍ مِنْ ذَهَبٍ. ١٣ 13
୧୩ତାର୍‌ ମଜାଇ ନର୍‌ ପାରା ଡିସ୍‌ତେରଇବା ଗଟେକ୍‌ ଲକ୍‌କେ ଦେକ୍‌ଲି । ତାର୍‌ ପାଦ୍‌ଜାକ ଅଇବା ଗଟେକ୍‌ ଡେଙ୍ଗ୍‌ ଲୁଗା ପିନ୍ଦିରଇଲା । ତାର୍‌ ବୁକ୍‌ତଲେ ଗଟେକ୍‌ ସୁନାର୍‌ ବେଲ୍‌ଟୁ ବାନ୍ଦି ରଇଲା ।
وَأَمَّا رَأْسُهُ وَشَعْرُهُ فَأَبْيَضَانِ كَٱلصُّوفِ ٱلْأَبْيَضِ كَٱلثَّلْجِ، وَعَيْنَاهُ كَلَهِيبِ نَارٍ. ١٤ 14
୧୪ତାର୍‌ ମୁଣ୍ଡର୍‌ ଚେଣ୍ଡି ଦଇଲା ଚାଉଲ୍‌ ଆରି ଦୁଦ୍‌ପାରା ଦବ୍‌ ରଇଲା । ଆରି ତାର୍‌ ଆଁକି ଲାଗ୍‌ତେ ରଇବା ଜଇ ପାରା ଗଜ୍‌ଗଜି ଜାଇତେ ରଇଲା ।
وَرِجْلَاهُ شِبْهُ ٱلنُّحَاسِ ٱلنَّقِيِّ، كَأَنَّهُمَا مَحْمِيَّتَانِ فِي أَتُونٍ. وَصَوْتُهُ كَصَوْتِ مِيَاهٍ كَثِيرَةٍ. ١٥ 15
୧୫ତାର୍‌ ପାଦର୍‌ ରେଡି ପିତଲ୍‌ ପାରା ଜଗ୍‌ଜଗି ଜାଇତେରଇଲା, ଜନ୍‌ଟାକି ଜଇଟାନେ ପରିଚଲ୍‌ ଅଇ ସୁନ୍ଦର୍‌ କରି ରେତ୍‌ଲାପାରା । ଆରି ତାର୍‌ ସବଦ୍‌ ଅଦର୍‌ତେରଇବା ଜର୍‌ନା ପାନିର୍‌ ସବଦ୍‌ପାରା ଜବର୍‌ ସବଦ୍‌ ଅଇତେରଇଲା ।
وَمَعَهُ فِي يَدِهِ ٱلْيُمْنَى سَبْعَةُ كَوَاكِبَ، وَسَيْفٌ مَاضٍ ذُو حَدَّيْنِ يَخْرُجُ مِنْ فَمِهِ، وَوَجْهُهُ كَٱلشَّمْسِ وَهِيَ تُضِيءُ فِي قُوَّتِهَا. ١٦ 16
୧୬ସେ ତାର୍‌ ଉଜା ବାଟର୍‌ ଆତେ ସାତ୍‌ଟା ତାରା ଦାରି ରଇଲା, ଆରି ତାର୍‌ ଟଣ୍ଡେ ଅନି ଦୁଇବାଟେ ଦାର୍‌ ରଇବା ତିପ୍‌ତିପା କାଣ୍ଡା ବାରଇତେ ରଇଲା । ଆରି ତାର୍‌ ମୁଁ ମୁଇଦାନିଆର୍‌ ବେଲ୍‌ପାରା ଜଲ୍‌କି ଜାଇତେ ରଇଲା ।
فَلَمَّا رَأَيْتُهُ سَقَطْتُ عِنْدَ رِجْلَيْهِ كَمَيِّتٍ، فَوَضَعَ يَدَهُ ٱلْيُمْنَى عَلَيَّ قَائِلًا لِي: «لَا تَخَفْ، أَنَا هُوَ ٱلْأَوَّلُ وَٱلْآخِرُ، ١٧ 17
୧୭ତାକେ ଦେକିକରି ମୁଇ ମଲାପାରା ଅଇକରି ତାର୍‌ ପାଦ୍‌ତଲେ ଅଦ୍‌ରି ଗାଲି । ତାର୍‌ ପଚେ ସେ ମର୍‌ ଉପ୍‌ରେ ତାର୍‌ ଉଜା ଆତ୍‌ ସଙ୍ଗଇ କରି କଇଲା, ଡର୍‌ନାଇ, ମୁଇସେ ଆରାମ୍‌ ମୁଇସେ ସେସ୍‌ ।
وَٱلْحَيُّ. وَكُنْتُ مَيْتًا، وَهَا أَنَا حَيٌّ إِلَى أَبَدِ ٱلْآبِدِينَ! آمِينَ. وَلِي مَفَاتِيحُ ٱلْهَاوِيَةِ وَٱلْمَوْتِ. (aiōn g165, Hadēs g86) ١٨ 18
୧୮ମୁଇସେ ଜିବନ୍‌ ରଇବା ଲକ୍‌ । କାଇକେବଇଲେ ମୁଇ ମରିରଇଲି ମିସା ଦେକା କାଲ୍‌ କାଲ୍‌ ଜୁଗ୍‌ ଜୁଗ୍‌ ବଁଚିକରି ଆଚି । ମର୍‌ ଆତେ ମରନର୍‌ ଆରି ପାତାଲର୍‌ କୁଚିକାଡି ଆଚେ । ମରିରଇବା ସବୁ ଲକ୍‌ମନର୍‌ ଉପ୍‌ରେ ଆରି ମଲାଲକ୍‌ମନ୍‌କେ କନ୍ତି ପାଟାଇବାର୍‌, ସେଟା ମର୍‌ ଅଦିକାର୍‌ଆଚେ । (aiōn g165, Hadēs g86)
فَٱكْتُبْ مَا رَأَيْتَ، وَمَا هُوَ كَائِنٌ، وَمَا هُوَ عَتِيدٌ أَنْ يَكُونَ بَعْدَ هَذَا. ١٩ 19
୧୯ତେବର୍‌ ପାଇ ତମେ ଏବେ ଜାଇଜାଇଟା ଦେକି ଆଚାସ୍‌ ଆରି ଜାଇଜାଇଟା ଏବେ ଗଟ୍‌ଲାନି ଆରି ପଚ୍‌କେ ଗଟ୍‌ସି, ସେଟା ସବୁ ଲେକିକରି ସଙ୍ଗୁଆ ।
سِرُّ ٱلسَّبْعَةِ ٱلْكَوَاكِبِ ٱلَّتِي رَأَيْتَ عَلَى يَمِينِي، وَٱلسَّبْعِ ٱلْمَنَايِرِ ٱلذَّهَبِيَّةِ: ٱلسَّبْعَةُ ٱلْكَوَاكِبُ هِيَ مَلَائِكَةُ ٱلسَّبْعِ ٱلْكَنَائِسِ، وَٱلْمَنَايِرُ ٱلسَّبْعُ ٱلَّتِي رَأَيْتَهَا هِيَ ٱلسَّبْعُ ٱلْكَنَائِسِ». ٢٠ 20
୨୦ମର୍‌ ଉଜାବାଟେ ରଇବା ସାତ୍‌ଟା ତାରା ଆରି, ସାତ୍‌ଟା ସୁନାର୍‌ ବତି ଡାଣ୍ଡିର୍‌ ଅରତ୍‌ ମୁଇ ତମ୍‌କେ କଇଦେବି । ସେ ସାତ୍‌ଟା ବତିଡାଣ୍ଡି ଅଇଲାନି ସାତ୍‌ଟା ମଣ୍ଡଲି । ସାତ୍‌ଟା ତାର୍‌ମନ୍‌ ଅଇଲାଇନି, ସାତ୍‌ଟା ମଣ୍ଡଲିର୍‌ ଦାଇତ୍‌ ନେବା ଦୁତ୍‌ମନ୍‌ ।

< رُؤيا 1 >