< رُؤيا 15 >
ثُمَّ رَأَيْتُ آيَةً أُخْرَى فِي ٱلسَّمَاءِ،عَظِيمَةً وَعَجِيبَةً: سَبْعَةَ مَلَائِكَةٍ مَعَهُمُ ٱلسَّبْعُ ٱلضَّرَبَاتُ ٱلْأَخِيرَةُ، لِأَنْ بِهَا أُكْمِلَ غَضَبُ ٱللهِ. | ١ 1 |
ତାର୍ହଃଚେ ମୁୟ୍ଁ ସଃର୍ଗେ ଆରେକ୍ ଗଟେକ୍ ବଃଡେ ବୟଃଙ୍କାର୍ ଚିନ୍ ଦଃକ୍ଲେ, ସାତ୍ଗଟ୍ ଦୁତ୍, ସେମଃନାର୍ ଆତେ ସାତ୍ଗଟ୍ ମଃର୍ଡି, କାୟ୍ତାକ୍ବଃଲେକ୍ ଇ ମଃର୍ଡିମଃନାର୍ ଇସ୍ୱରାର୍ ସଃରାସଃରି ରିସା ।
وَرَأَيْتُ كَبَحْرٍ مِنْ زُجَاجٍ مُخْتَلِطٍ بِنَارٍ، وَٱلْغَالِبِينَ عَلَى ٱلْوَحْشِ وَصُورَتِهِ وَعَلَى سِمَتِهِ وَعَدَدِ ٱسْمِهِ، وَاقِفِينَ عَلَى ٱلْبَحْرِ ٱلزُّجَاجِيِّ، مَعَهُمْ قِيثَارَاتُ ٱللهِ، | ٢ 2 |
ଆର୍ ମୁୟ୍ଁ ଦଃକ୍ଲେ, ଜଃନ୍କଃରି ଜୟ୍ ମିସ୍ଲା ଗଟେକ୍ କାଚ୍ ସଃମ୍ନ୍ଦ୍, ଆରେକ୍ ଜୁୟ୍ ଲକ୍ମଃନ୍ ଜଃତୁ, ତାର୍ ମୁର୍ତି ଆର୍ ତାର୍ ନାଉଁଆର୍ ଲଃମ୍ବର୍ ଉହ୍ରେ ଜିଣି ଆଚ୍ତି, ସେମଃନ୍ ଇସ୍ୱରାର୍ ବିଣା ଦଃରି କାଚାର୍ ସଃମ୍ନ୍ଦେ ଟିଆ ଅୟ୍ଆଚ୍ତି ।
وَهُمْ يُرَتِّلُونَ تَرْنِيمَةَ مُوسَى عَبْدِ ٱللهِ، وَتَرْنِيمَةَ ٱلْخَرُوفِ قَائِلِينَ: «عَظِيمَةٌ وَعَجِيبَةٌ هِيَ أَعْمَالُكَ، أَيُّهَا ٱلرَّبُّ ٱلْإِلَهُ، ٱلْقَادِرُ عَلَى كُلِّ شَيْءٍ! عَادِلَةٌ وَحَقٌّ هِيَ طُرُقُكَ، يَا مَلِكَ ٱلْقِدِّيسِينَ! | ٣ 3 |
ସେମଃନ୍ ଇସ୍ୱରାର୍ ଦଃଙ୍ଗ୍ଳା ମସା ଆର୍ ମେଣ୍ଡାହିଲାର୍ ଗିତ୍ କୟ୍ କଃଉଁଲାୟ୍, “ଏ ମାପ୍ରୁ, ସଃବ୍କେ ସଃକ୍ତିମାନ୍ ଇସ୍ୱର୍, ତର୍ କାମ୍ ସଃବୁ କଃଡେକ୍ ବଃଡ୍ ଆର୍ କାବା ଅଃଉତାର୍; ଏ ସଃବୁ ଜାତିମଃନାର୍ ରଃଜା, ତର୍ ବାଟ୍ ସଃବୁ ଟିକ୍ ଆର୍ ସଃତ୍ ।
مَنْ لَا يَخَافُكَ يَارَبُّ وَيُمَجِّدُ ٱسْمَكَ؟ لِأَنَّكَ وَحْدَكَ قُدُّوسٌ، لِأَنَّ جَمِيعَ ٱلْأُمَمِ سَيَأْتُونَ وَيَسْجُدُونَ أَمَامَكَ، لِأَنَّ أَحْكَامَكَ قَدْ أُظْهِرَتْ». | ٤ 4 |
ଏ ମାପ୍ରୁ, କେ ତକ୍ ନଃଡିରେ? କେ ତର୍ ନାଉଁଏ ଜଃଜ୍ମାନ୍ ଗିତ୍ ନଃକୟ୍ଁ? କାୟ୍ତାକ୍ବଃଲେକ୍ ଅଃବ୍କା ତୁୟ୍ହଃକା ପବିତ୍ର; ସଃବୁ ଜାତି ଆସି ତକ୍ ଜୁଆର୍ କଃର୍ତି, କାୟ୍ତାକ୍ବଃଲେକ୍ ତର୍ ବିଦି କାମ୍ସଃବୁ ଜାଣା ହଃଳି ଆଚେ ।”
ثُمَّ بَعْدَ هَذَا نَظَرْتُ وَإِذَا قَدِ ٱنْفَتَحَ هَيْكَلُ خَيْمَةِ ٱلشَّهَادَةِ فِي ٱلسَّمَاءِ، | ٥ 5 |
ଇତାର୍ହଃଚେ ମୁୟ୍ଁ ଦଃକ୍ଲେ, ସଃର୍ଗେ ରିଲା ସାକି ତୁମାର୍ ମନ୍ଦିରାର୍ ଦୁଆର୍ ଉଗାଳି ଅୟ୍ଲି ।
وَخَرَجَتِ ٱلسَّبْعَةُ ٱلْمَلَائِكَةُ وَمَعَهُمُ ٱلسَّبْعُ ٱلضَّرَبَاتِ مِنَ ٱلْهَيْكَلِ، وَهُمْ مُتَسَرْبِلُونَ بِكَتَّانٍ نَقِيٍّ وَبَهِيٍّ، وَمُتَمَنْطِقُونَ عِنْدَ صُدُورِهِمْ بِمَنَاطِقَ مِنْ ذَهَبٍ. | ٦ 6 |
ଆର୍ ମନ୍ଦିରେ ହୁଣି ସାତ୍ଗଟ୍ ମଃର୍ଡି ଦଃର୍ଲା ସାତ୍ଗଟ୍ ଦୁତ୍ ବାରାୟ୍ ଆୟ୍ଲାୟ୍, ସେମଃନ ମଣି ଲାଗିରିଲା ନିର୍ମୁଳ୍ ଆର୍ ଉଜାଳ୍ ମଃସ୍ଣି ବଃସ୍ତର୍ ହିନ୍ଦି ରିଲାୟ୍, ଆରେକ୍ ସେମଃନାର୍ ବୁକେ ସନାର୍ ବୁକ୍ହାଟାର୍ ବାନ୍ଦୁଣ୍ ବାନ୍ଦି ଅୟ୍ରିଲାୟ୍ ।
وَوَاحِدٌ مِنَ ٱلْأَرْبَعَةِ ٱلْحَيَوَانَاتِ أَعْطَى ٱلسَّبْعَةَ ٱلْمَلَائِكَةِ سَبْعَةَ جَامَاتٍ مِنْ ذَهَبٍ، مَمْلُوَّةٍ مِنْ غَضَبِ ٱللهِ ٱلْحَيِّ إِلَى أَبَدِ ٱلْآبِدِينَ. (aiōn ) | ٧ 7 |
ସେତାକ୍ ଚାରିଜଃତୁ ବିତ୍ରେ ଗଟେକ୍ ଜଃତୁ ସଃବୁବଃଳ୍ ଜିବନ୍ ରେତା ଇସ୍ୱରାର୍ ରିସାୟ୍ ହୁର୍ନ୍ ଅୟ୍ରିଲା ସାତ୍ଗଟ୍ ସନାର୍ କପା ସେ ସାତ୍ଗଟ୍ ଦୁତ୍କେ ଦିଲା । (aiōn )
وَٱمْتَلَأَ ٱلْهَيْكَلُ دُخَانًا مِنْ مَجْدِ ٱللهِ وَمِنْ قُدْرَتِهِ، وَلَمْ يَكُنْ أَحَدٌ يَقْدِرُ أَنْ يَدْخُلَ ٱلْهَيْكَلَ حَتَّى كَمِلَتْ سَبْعُ ضَرَبَاتِ ٱلسَّبْعَةِ ٱلْمَلَائِكَةِ. | ٨ 8 |
ଆର୍ ଇସ୍ୱରାର୍ ଜଃଜ୍ମାନ୍ ଆର୍ ସଃକ୍ତିର୍ ଦୁଆଁୟ୍ ମନ୍ଦିର୍ ହୁର୍ନ୍ ଅୟ୍ଲି, ସାତ୍ଗଟ୍ ଦୁତ୍ମଃନାର୍ ସାତ୍ଗଟ୍ ମଃର୍ଡି ନଃସେର୍ତା ହଃତେକ୍ କେ ହେଁ ମନ୍ଦିରେ ହୁରୁ ନଃହାୟ୍ଲାୟ୍ ।