< يوحنَّا 8 >

أَمَّا يَسُوعُ فَمَضَى إِلَى جَبَلِ ٱلزَّيْتُونِ. ١ 1
ଜିସୁ ଜିତ୍‌ ନାଉଁର୍‌ ଗଚ୍‌ମନ୍‌ ରଇଲା ପର୍‌ବତେ ଉଟିଗାଲା ।
ثُمَّ حَضَرَ أَيْضًا إِلَى ٱلْهَيْكَلِ فِي ٱلصُّبْحِ، وَجَاءَ إِلَيْهِ جَمِيعُ ٱلشَّعْبِ فَجَلَسَ يُعَلِّمُهُمْ. ٢ 2
ତାର୍‌ ଆର୍‌କର୍‌ ଦିନର୍‌ ସାକାଲେ ସେ ମନ୍ଦିରେ ବାଉଡି ଆଇଲା ଆରି ତେଇ ସବୁଲକ୍‌ ତାର୍‌ଲଗେ ରୁଣ୍ଡ୍‌ଲାଇଜେ, ସେ ବସିକରି ସେମନ୍‌କେ ସିକାଇବାର୍‌ ଦାର୍‌ଲା ।
وَقَدَّمَ إِلَيْهِ ٱلْكَتَبَةُ وَٱلْفَرِّيسِيُّونَ ٱمْرَأَةً أُمْسِكَتْ فِي زِنًا. وَلَمَّا أَقَامُوهَا فِي ٱلْوَسْطِ ٣ 3
ସେଡ୍‌କିବେଲେ କେତେଟା ସାସ୍‌ତର୍‌ ସିକାଉମନ୍‌ ଆରି ପାରୁସିମନ୍‌, ଗଟେକ୍‌ ବେସିଆନି ମାଇଜିକେ ବେସିଆ କାମ୍‌ କର୍‌ବାବେଲେ ଦାରିକରି ଜିସୁର୍‌ ଲଗେ ଆନ୍‌ଲାଇ । ତାକେ ସବୁ ଲକର୍‌ ମୁଆଟେ ଟିଆ କରାଇ ଜିସୁକେ ପାଚାର୍‌ଲାଇ,
قَالُوا لَهُ: «يَا مُعَلِّمُ، هَذِهِ ٱلْمَرْأَةُ أُمْسِكَتْ وَهِيَ تَزْنِي فِي ذَاتِ ٱلْفِعْلِ، ٤ 4
“ଏ ଗୁରୁ, ଏ ମାଇଜିକେ ବେସିଆ କାମ୍‌ କଲାବେଲେ ଦାରିଆଚୁ ।
وَمُوسَى فِي ٱلنَّامُوسِ أَوْصَانَا أَنَّ مِثْلَ هَذِهِ تُرْجَمُ. فَمَاذَا تَقُولُ أَنْتَ؟». ٥ 5
ଏନ୍ତାରି ମାଇଜିକେ ପାକ୍‌ନା ସଙ୍ଗ୍‌ ମାରି ମରାଆ ବଲି ମସାର୍‌ ନିୟମେ ଲେକା ଅଇଲା ଆଚେ । ଏନ୍ତି ବଇଲେ ତୁଇ କାଇଟା ବଲି କଇଲୁସ୍‌ନି?”
قَالُوا هَذَا لِيُجَرِّبُوهُ، لِكَيْ يَكُونَ لَهُمْ مَا يَشْتَكُونَ بِهِ عَلَيْهِ. وَأَمَّا يَسُوعُ فَٱنْحَنَى إِلَى أَسْفَلُ وَكَانَ يَكْتُبُ بِإِصْبِعِهِ عَلَى ٱلْأَرْضِ. ٦ 6
ସେମନ୍‌ ଜେନ୍ତିକି ଜିସୁ କଇବା ଉତର୍‌ତେଇଅନି ବୁଲ୍‌ ଦାରି ତାକେ ଦସି କର୍‌ବାକେ ଏ କାତା କଇଲାଇ । ମାତର୍‌ ଜିସୁ ଲଇଁ କରି ଆଙ୍ଗ୍‍ଟି ସଙ୍ଗ୍‌ ବୁଏଁ ଲେକ୍‌ବାର୍‌ ଦାର୍‌ଲା ।
وَلَمَّا ٱسْتَمَرُّوا يَسْأَلُونَهُ، ٱنْتَصَبَ وَقَالَ لَهُمْ: «مَنْ كَانَ مِنْكُمْ بِلَا خَطِيَّةٍ فَلْيَرْمِهَا أَوَّلًا بِحَجَرٍ!». ٧ 7
ମାତର୍‌ ସେମନ୍‌ ତାକେ ତର୍‌କେ ତର୍‌ ପାଚାରିଲାଗି ରଇଲାଇ ଜେ ସେ ଟିଆଅଇ କଇଲା, “ଇତି ମୁଲ୍‌କେ ପାପ୍‌ ନ କଲା ଲକ୍‌ କେ ଆଚାସ୍‌ ବଇଲେ ସେ ଆଗ୍‌ତୁ ଆସିକରି ତାକେ ପାକ୍‌ନା ମାର ।”
ثُمَّ ٱنْحَنَى أَيْضًا إِلَى أَسْفَلُ وَكَانَ يَكْتُبُ عَلَى ٱلْأَرْضِ. ٨ 8
ତାର୍‌ପଚେ ସେ ଆରି ତରେକ୍‌ ଲଇଁକରି ବୁଏଁ ଲେକ୍‌ବାର୍‌ ଦାର୍‌ଲା ।
وَأَمَّا هُمْ فَلَمَّا سَمِعُوا وَكَانَتْ ضَمَائِرُهُمْ تُبَكِّتُهُمْ، خَرَجُوا وَاحِدًا فَوَاحِدًا، مُبْتَدِئِينَ مِنَ ٱلشُّيُوخِ إِلَى ٱلْآخِرِينَ. وَبَقِيَ يَسُوعُ وَحْدَهُ وَٱلْمَرْأَةُ وَاقِفَةٌ فِي ٱلْوَسْطِ. ٩ 9
ଜିସୁର୍‌ ଏ କାତା ସୁନି ମାଇଜିକେ ଆନିରଇବା ସବୁଲକ୍‌ ସେ ଜାଗାଇଅନି ଗଟେକ୍‌ ଗଟେକ୍‌ ଲକ୍‌ ବାରଇ ଉଟିଗାଲାଇ । ପର୍‌ତୁମ୍‌ ଡକ୍‌ରାମନ୍‌ ଗାଲାଇ । ତେଇ ସାରାସାରି ଜାକ ଜିସୁ ଆରି ସେ ମାଇଜିସେ ରଇଲାଇ ।
فَلَمَّا ٱنْتَصَبَ يَسُوعُ وَلَمْ يَنْظُرْ أَحَدًا سِوَى ٱلْمَرْأَةِ، قَالَ لَهَا: «يَا ٱمْرَأَةُ، أَيْنَ هُمْ أُولَئِكَ ٱلْمُشْتَكُونَ عَلَيْكِ؟ أَمَا دَانَكِ أَحَدٌ؟». ١٠ 10
୧୦ଜିସୁ ଟିଆଅଇ ତାକେ ପାଚାର୍‌ଲା, “ସେ ଲକ୍‌ମନ୍‌ କେନେ ଗାଲାଇ? ଇତି କେ ମିସା ତକେ ଦସ୍‌ ଦାର୍‌ବାକେ ନାଇ କି?”
فَقَالَتْ «لَا أَحَدَ، يَا سَيِّدُ!». فَقَالَ لَهَا يَسُوعُ: «وَلَا أَنَا أَدِينُكِ. ٱذْهَبِي وَلَا تُخْطِئِي أَيْضًا». ١١ 11
୧୧ସେ କଇଲା, “ନାଇ ମାପ୍‌ରୁ କେ ମିସା ମକେ ଦସି ବଲି ବିଚାର୍‌ କରତ୍‌ ନାଇ ।” ଜିସୁ ତାକେ କଇଲା, “ମୁଇ ମିସା ତକେ ଦସି ବଲି ବିଚାର୍‌ ନ କରି । ମାତର୍‌ ଜା ଆରି ପାପ୍‌ କର୍‌ ନାଇ ।”
ثُمَّ كَلَّمَهُمْ يَسُوعُ أَيْضًا قَائِلًا: «أَنَا هُوَ نُورُ ٱلْعَالَمِ. مَنْ يَتْبَعْنِي فَلَا يَمْشِي فِي ٱلظُّلْمَةِ بَلْ يَكُونُ لَهُ نُورُ ٱلْحَيَاةِ». ١٢ 12
୧୨ଜିସୁ ଆରିତରେକ୍‌ ପାରୁସିମନ୍‌କେ କଇଲା, “ମୁଇସେ ଏ ଦୁନିଆର୍‌ ଉଜଲ୍‌ । ଜନ୍‌ ଲକ୍‌ ମର୍‌ ପଚେ ପଚେ ଆଇସି, ସେ ଜିବନର୍‌ ଉଜଲ୍‌ ପାଇସି । ଆରି କେବେ ମିସା ଆନ୍ଦାରେ ନ ରଏ ।”
فَقَالَ لَهُ ٱلْفَرِّيسِيُّونَ: «أَنْتَ تَشْهَدُ لِنَفْسِكَ. شَهَادَتُكَ لَيْسَتْ حَقًّا». ١٣ 13
୧୩ପାରୁସିମନ୍‌ ତାକେ କଇଲାଇ, “ତୁଇ ନିଜେ ନିଜର୍‌ ବିସଇ ସାକି ଦେଲୁସ୍‌ନି, ସେଟାର୍‌ପାଇ, ତର୍‌ ସାକି ଦେଲାଟା ସତ୍‌ ନଏଁ ।”
أَجَابَ يَسُوعُ وَقَالَ لَهُمْ: «وَإِنْ كُنْتُ أَشْهَدُ لِنَفْسِي فَشَهَادَتِي حَقٌّ، لِأَنِّي أَعْلَمُ مِنْ أَيْنَ أَتَيْتُ وَإِلَى أَيْنَ أَذْهَبُ. وَأَمَّا أَنْتُمْ فَلَا تَعْلَمُونَ مِنْ أَيْنَ آتِي وَلَا إِلَى أَيْنَ أَذْهَبُ. ١٤ 14
୧୪ଜିସୁ ସେମନ୍‌କେ କଇଲା, “ନାଇ, ମୁଇ ମର୍‌ ନିଜର୍‌ ପାଇ ସାକି ଦେଲେ ମିସା, ମୁଇ ଜନ୍‌ଟା କଇଲିନି ସେଟା ସତ୍‌ସେ । କାଇକେ ବଇଲେ ମୁଇ କନ୍ତିଅନି ଆଇଲି ଆଚି ଆରି କନ୍ତି ଗାଲିନି, ସେଟା ମୁଇସେ ଜାନି । ମାତର୍‌ ମୁଇ କନ୍ତିଅନି ଆଇଲିଆଚି ଆରି କନ୍ତି ଜିବି, ସେଟା ତମେ ନାଜାନାସ୍‌ ।
أَنْتُمْ حَسَبَ ٱلْجَسَدِ تَدِينُونَ، أَمَّا أَنَا فَلَسْتُ أَدِينُ أَحَدًا. ١٥ 15
୧୫ଆରି ତମେ ମକେ ଲକ୍‌ମନର୍‌ ଇସାବେ ବିଚାର୍‌ କଲାସ୍‌ନି । ମାତର୍‌ ମୁଇ କାକେ ବିଚାର୍‌ ନ କରି ।
وَإِنْ كُنْتُ أَنَا أَدِينُ فَدَيْنُونَتِي حَقٌّ، لِأَنِّي لَسْتُ وَحْدِي، بَلْ أَنَا وَٱلْآبُ ٱلَّذِي أَرْسَلَنِي. ١٦ 16
୧୬ଜଦି ମୁଇ ବିଚାର୍‌ କର୍‌ତି ବଇଲେ ମର୍‌ ବିଚାର୍‌ ପୁରାପୁରୁନ୍‌ ଟିକ୍‌ ଅଇତା । କାଇକେ ବଇଲେ ମୁଇ ଗଟେକ୍‌ ଲକ୍‌ ନାଇ, ମାତର୍‌ ମକେ ପାଟାଇରଇବା ମର୍‌ ବାବା ମିସା ମର୍‌ ସଙ୍ଗ୍‌ ମିସ୍‌ତେ ଆଚେ ।
وَأَيْضًا فِي نَامُوسِكُمْ مَكْتُوبٌ أَنَّ شَهَادَةَ رَجُلَيْنِ حَقٌّ: ١٧ 17
୧୭କାଇଆଲେ ଗଟ୍‍ନାର୍‌ ବିସଇ ର‍ଇଲେ, ଦୁଇ ଲକର୍‌ ସାକି ସମାନ୍‌ ଅଇଲାନି ବଇଲେ, ସେମନ୍‌ କଇଲା କାତା ସତ୍‌ସେ । ତମର୍‌ ଦରମ୍‌ ସାସ୍‌ତରେ ଏନ୍ତି ଲେକା ଅଇଲା ଆଚେ ।
أَنَا هُوَ ٱلشَّاهِدُ لِنَفْسِي، وَيَشْهَدُ لِي ٱلْآبُ ٱلَّذِي أَرْسَلَنِي». ١٨ 18
୧୮ମୁଇ ନିଜେ ନିଜର୍‌ ବିସଇ ସାକି ଦେଲିନି, ଆରି ମକେ ପାଟାଇଲା ପର୍‌ମେସର୍‌ ମିସା ମର୍‌ ସାକି ଦେଲାନି ।”
فَقَالُوا لَهُ: «أَيْنَ هُوَ أَبُوكَ؟». أَجَابَ يَسُوعُ: «لَسْتُمْ تَعْرِفُونَنِي أَنَا وَلَا أَبِي. لَوْ عَرَفْتُمُونِي لَعَرَفْتُمْ أَبِي أَيْضًا». ١٩ 19
୧୯ଲକ୍‌ମନ୍‌ ଜିସୁକେ ପାଚାର୍‌ଲାଇ “ତର୍‌ ବାବା କନ୍ତି ଆଚେ?” ଜିସୁ ସେମନ୍‌କେ କଇଲା, “ତମେ ମକେ ନାଜାନାସ୍‌ ଆରି ମର୍‌ ବାବାକେ ମିସା ନାଜାନାସ୍‌ । ତମେ ଜଦି ମକେ ଜାନିରଇତାସ୍‌ ବଇଲେ ମର୍‌ ବାବାକେ ମିସା ଜାନ୍‌ତାସ୍‌ ।”
هَذَا ٱلْكَلَامُ قَالَهُ يَسُوعُ فِي ٱلْخِزَانَةِ وَهُوَ يُعَلِّمُ فِي ٱلْهَيْكَلِ. وَلَمْ يُمْسِكْهُ أَحَدٌ، لِأَنَّ سَاعَتَهُ لَمْ تَكُنْ قَدْ جَاءَتْ بَعْدُ. ٢٠ 20
୨୦ଜିସୁ ମନ୍ଦିରର୍‌ ଦାନ୍‌ ସଙ୍ଗଇବା ପେଡିମନ୍‌ ରଇବା ଆକ୍‌ରାଇ ଏ ସବୁ ବିସଇ ସିକିଆ ଦେଇତେରଇଲା । ଆରି କେ ମିସା ତାକେ ବନ୍ଦି କରି ନାପାର୍‌ଲାଇ । କାଇକେବଇଲେ ତାର୍‌ ବେଲା କେଟି ନ ରଇଲା ।
قَالَ لَهُمْ يَسُوعُ أَيْضًا: «أَنَا أَمْضِي وَسَتَطْلُبُونَنِي، وَتَمُوتُونَ فِي خَطِيَّتِكُمْ. حَيْثُ أَمْضِي أَنَا لَا تَقْدِرُونَ أَنْتُمْ أَنْ تَأْتُوا». ٢١ 21
୨୧ଜିସୁ ଲକ୍‌ମନ୍‌କେ ଆରି ତରେକ୍‌ କଇଲା, “ମୁଇ ଗାଲିନି ଆରି ତମେ ମକେ କଜ୍‍ସା । ମାତର୍‌ ନିଜର୍‌ ନିଜର୍‌ ପାପ୍‌ କେମା ନ କରାଇଅଇ ମର୍‌ସା । ଆରି ମୁଇ ଜନ୍‌ ଜାଗାଇ ଜିବି ତମେ ତେଇ ଆସି ନାପାରାସ୍‌ ।”
فَقَالَ ٱلْيَهُودُ: «أَلَعَلَّهُ يَقْتُلُ نَفْسَهُ حَتَّى يَقُولُ: حَيْثُ أَمْضِي أَنَا لَا تَقْدِرُونَ أَنْتُمْ أَنْ تَأْتُوا؟». ٢٢ 22
୨୨ଜିସୁ ଏନ୍ତି କଇଲାକେ ଜିଉଦି ନେତାମନ୍‌ ନିଜର୍‌ ନିଜର୍‌ ବିତ୍‌ରେ କୁଆବଲା ଅଇଲାଇ, “ସେ କାଇକେ ମୁଇ ଜନ୍‌ ଜାଗାଇ ଗାଲିନି, ତମେ ତେଇ ଜାଇନାପାରାସ୍‌ ବଲି କଇଲାନି? ଜିସୁ କାଇ ନିଜେ ଉଚ୍‌କି ଅଇ ମର୍‌ବାକେ ମନ୍‍ କଲାନି କି?”
فَقَالَ لَهُمْ: «أَنْتُمْ مِنْ أَسْفَلُ، أَمَّا أَنَا فَمِنْ فَوْقُ. أَنْتُمْ مِنْ هَذَا ٱلْعَالَمِ، أَمَّا أَنَا فَلَسْتُ مِنْ هَذَا ٱلْعَالَمِ. ٢٣ 23
୨୩ଜିସୁ ସେମନ୍‌କେ କଇଲା, “ତମେ ଏ ଦୁନିଆଇଅନି ଆସିଆଚାସ୍‌ । ମାତର୍‌ ମୁଇ ସର୍‌ଗେଅନି ଆସିଆଚି । ତମେ ଏ ଦୁନିଆର୍‌ ଲକ୍‌, ମାତର୍‌ ମୁଇ ଏ ଦୁନିଆର୍‌ ଲକ୍‌ ନଇ ।
فَقُلْتُ لَكُمْ: إِنَّكُمْ تَمُوتُونَ فِي خَطَايَاكُمْ، لِأَنَّكُمْ إِنْ لَمْ تُؤْمِنُوا أَنِّي أَنَا هُوَ تَمُوتُونَ فِي خَطَايَاكُمْ». ٢٤ 24
୨୪ତମେ ନିଜର୍‌ ନିଜର୍‌ ପାପ୍‌ କେମା ନ କରାଇଅଇତେ ମର୍‌ସା ବଲି ମୁଇ ତମ୍‌କେ କଇରଇଲି । ନିଜେ ମୁଇ ସେ । ଏଟାକେ ବିସ୍‌ବାସ୍‌ ନ କଲେ, ତମେ ନିଜର୍‌ ପାପେ ସେ ମର୍‌ସା ।”
فَقَالُوا لَهُ: «مَنْ أَنْتَ؟». فَقَالَ لَهُمْ يَسُوعُ: «أَنَا مِنَ ٱلْبَدْءِ مَا أُكَلِّمُكُمْ أَيْضًا بِهِ. ٢٥ 25
୨୫ଜିଉଦି ନେତାମନ୍‌ ପାଚାର୍‌ଲାଇ, “ତୁଇ କେ? ଆମ୍‌କେ କ ।” ଜିସୁ ସେମନ୍‌କେ କଇଲା, “ଆରାମେ ଅନି ମୁଇ କେ ବଲି କଇଆଇଲିନି ।
إِنَّ لِي أَشْيَاءَ كَثِيرَةً أَتَكَلَّمُ وَأَحْكُمُ بِهَا مِنْ نَحْوِكُمْ، لَكِنَّ ٱلَّذِي أَرْسَلَنِي هُوَ حَقٌّ. وَأَنَا مَا سَمِعْتُهُ مِنْهُ، فَهَذَا أَقُولُهُ لِلْعَالَمِ». ٢٦ 26
୨୬ତମେ ପାପ୍‌ କରିରଇବାଟା ଆରି ଦସ୍‌ କରିରଇବା ବିସଇ ମର୍‌ ଟାନେ ବେସି ଆଚେ । କାଇକେବଇଲେ, ଜେ ମକେ ପାଟାଇ ଆଚେ, ତାର୍‌ତେଇ ଅନି ମୁଇ ଜାଇଟା ସୁନି ଆଚି, ସେଟା ସେ ଜାନାଇଲିନି ।”
وَلَمْ يَفْهَمُوا أَنَّهُ كَانَ يَقُولُ لَهُمْ عَنِ ٱلْآبِ. ٢٧ 27
୨୭ମାତର୍‌ ଜିସୁ ତାର୍‌ ବାବାର୍‌ ବିସଇ ଏନ୍ତାରି କଇଲାନି ବଲି ସେମନ୍‌ ମୁଲ୍‌କେ ବୁଜି ନାପାର୍‌ଲାଇ ।
فَقَالَ لَهُمْ يَسُوعُ: «مَتَى رَفَعْتُمُ ٱبْنَ ٱلْإِنْسَانِ، فَحِينَئِذٍ تَفْهَمُونَ أَنِّي أَنَا هُوَ، وَلَسْتُ أَفْعَلُ شَيْئًا مِنْ نَفْسِي، بَلْ أَتَكَلَّمُ بِهَذَا كَمَا عَلَّمَنِي أَبِي. ٢٨ 28
୨୮ସେଟାର୍‌ପାଇ ସେ ସେମନ୍‌କେ କଇଲା, “ତମେ ନର୍‌ପିଲା ମକେ କୁର୍‌ସେ କୁଟି ମାରି ଉଟାଇଲାବେଲେ ଜାନ୍‌ସା, ସେ ନିଜେ ମୁଇ ସେ । ମୁଇ ନିଜର୍‌ ଅଦିକାରେ କାଇଟା କରି ନାପାରି, ମର୍‌ ବାବାର୍‌ ଟାନେଅନି ଜାଇଟା ସିକ୍‍ଲି ଆଚି, ସେଟାସେ କଇଲିନି, ସେଟା ତମେ ବୁଜ୍‌ସା ।
وَٱلَّذِي أَرْسَلَنِي هُوَ مَعِي، وَلَمْ يَتْرُكْنِي ٱلْآبُ وَحْدِي، لِأَنِّي فِي كُلِّ حِينٍ أَفْعَلُ مَا يُرْضِيهِ». ٢٩ 29
୨୯ଜେ ମକେ ପାଟାଇଆଚେ, ସେ ମର୍‌ ସଙ୍ଗ୍‌ ଆଚେ । ସେ ମକେ ଏକ୍‌ଲା ଚାଡି ଦେଏନାଇ, କାଇକେବଇଲେ ସେ ଜାଇଟା ମନ୍‌କଲାନି, ମୁଇ ସେଟାସେ କଲିନି ।”
وَبَيْنَمَا هُوَ يَتَكَلَّمُ بِهَذَا آمَنَ بِهِ كَثِيرُونَ. ٣٠ 30
୩୦ଜିସୁର୍‌ ଏ ସବୁ କାତା ସୁନି, ବେସି ଲକ୍‌ମନ୍‌ ତାକେ ବିସ୍‌ବାସ୍‌ କଲାଇ ।
فَقَالَ يَسُوعُ لِلْيَهُودِ ٱلَّذِينَ آمَنُوا بِهِ: «إِنَّكُمْ إِنْ ثَبَتُّمْ فِي كَلَامِي فَبِالْحَقِيقَةِ تَكُونُونَ تَلَامِيذِي، ٣١ 31
୩୧ଜିସୁ ତାର୍‌ଟାନେ ବିସ୍‌ବାସ୍‌ କରିରଇବା ଜିଉଦି ଲକ୍‌ମନ୍‌କେ କଇଲା, “ଜଦି ତମେ ମର୍‌ ସିକିଆ ମାନିକରି ତବିର୍‌ ଅଇ ରଇସା, ବଇଲେ ସତ‍ଇସେ ମର୍‌ ସିସ୍‌ ଅଇସା ।
وَتَعْرِفُونَ ٱلْحَقَّ، وَٱلْحَقُّ يُحَرِّرُكُمْ». ٣٢ 32
୩୨ଆରି ତମେ ସତ୍‌ ବିସଇ ଜାନ୍‌ସା, ସେ ସତ୍‌ ତମ୍‌କେ ମୁକ୍‌ଲାଇସି ।”
أَجَابُوهُ: «إِنَّنَا ذُرِّيَّةُ إِبْرَاهِيمَ، وَلَمْ نُسْتَعْبَدْ لِأَحَدٍ قَطُّ! كَيْفَ تَقُولُ أَنْتَ: إِنَّكُمْ تَصِيرُونَ أَحْرَارًا؟». ٣٣ 33
୩୩ଜିଉଦି ଲକ୍‌ମନ୍‌ ତାକେ କଲାଇ, “ଆମେ ଅବ୍‌ରାଆମର୍‌ ନାତିତିତିମନ୍‌, ଆରି ଆମେ କେବେ ମିସା କାର୍‌ ଗତିଅଇ ରଉନାଇ, ଏନ୍ତି ବଇଲେ ତମେ କେନ୍ତି ମୁକଲ୍‌ସା ବଲି କଇଲୁସ୍‌ନି? ଏ କାତାର୍‌ ଅରତ୍‌ କାଇଟା?”
أَجَابَهُمْ يَسُوعُ: «ٱلْحَقَّ ٱلْحَقَّ أَقُولُ لَكُمْ: إِنَّ كُلَّ مَنْ يَعْمَلُ ٱلْخَطِيَّةَ هُوَ عَبْدٌ لِلْخَطِيَّةِ. ٣٤ 34
୩୪ଜିସୁ କଇଲା, “ମୁଇ ତମ୍‌କେ ସତ୍‌ କାତା କଇଲିନି, ଜେ ପାପ୍‌ କର୍‌ସି, ସେ ପାପର୍‌ ଗତିଦାଙ୍ଗ୍‌ଡା ।
وَٱلْعَبْدُ لَا يَبْقَى فِي ٱلْبَيْتِ إِلَى ٱلْأَبَدِ، أَمَّا ٱلِٱبْنُ فَيَبْقَى إِلَى ٱلْأَبَدِ. (aiōn g165) ٣٥ 35
୩୫ଗତିଦାଙ୍ଗ୍‌ଡା ଗଟେକ୍‌ ଗରେ ସବୁ ଦିନର୍‌ପାଇ ନ ରଏ । ମାତର୍‌ ସେ ଗରର୍‌ ପିଲାସେ ସବୁଦିନର୍‌ପାଇ ରଇସି । (aiōn g165)
فَإِنْ حَرَّرَكُمْ ٱلِٱبْنُ فَبِالْحَقِيقَةِ تَكُونُونَ أَحْرَارًا. ٣٦ 36
୩୬ସେଟାର୍‌ପାଇ ମୁଇ ଜଦି ତମ୍‌କେ ମୁକ୍‌ଲାଇବି ବଇଲେ, ସତଇସେ ତମେ ମୁକଲ୍‌ସା ।
أَنَا عَالِمٌ أَنَّكُمْ ذُرِّيَّةُ إِبْرَاهِيمَ. لَكِنَّكُمْ تَطْلُبُونَ أَنْ تَقْتُلُونِي لِأَنَّ كَلَامِي لَا مَوْضِعَ لَهُ فِيكُمْ. ٣٧ 37
୩୭ତମେ ଅବ୍‌ରାଅମ୍‌ କୁଟୁମର୍‌ ଲକ୍‌ମନ୍‌ ବଲି ମୁଇ ଜାନିଆଚି, ଅଇଲେ ମିସା ତମର୍‌ ବିତ୍‌ରେଅନି କେତେ ଲକ୍‌ମନ୍‌ ମକେ ମରାଇବାକେ ଚେସ୍‌ଟା କଲାସ୍‌ନି । କାଇକେ ବଇଲେ ମର୍‌ ସିକିଆ ତମେ ମାନାସ୍‌ ନାଇ ।
أَنَا أَتَكَلَّمُ بِمَا رَأَيْتُ عِنْدَ أَبِي، وَأَنْتُمْ تَعْمَلُونَ مَا رَأَيْتُمْ عِنْدَ أَبِيكُمْ». ٣٨ 38
୩୮ମୁଇ ମର୍‌ ବାବା ସଙ୍ଗ୍‌ ରଇଲାବେଲେ ମକେ ସେ ଜାଇଟା ଦେକାଇଆଚେ, ସେଟା ତମ୍‌କେ କଇଲିନି । ମାତର୍‌ ତମର୍‌ ବାବା ତମ୍‌କେ ଜାଇଟା ସିକାଇଆଚେ, ସେଟା କଲାସ୍‌ନି ।”
أَجَابُوا وَقَالُوا لَهُ: «أَبُونَا هُوَ إِبْرَاهِيمُ». قَالَ لَهُمْ يَسُوعُ: «لَوْ كُنْتُمْ أَوْلَادَ إِبْرَاهِيمَ، لَكُنْتُمْ تَعْمَلُونَ أَعْمَالَ إِبْرَاهِيمَ! ٣٩ 39
୩୯ଜିଉଦି ଲକ୍‌ମନ୍‌ ତାକେ କଇଲାଇ, “ଆମର୍‌ ବାବା ଅବ୍‌ରାଆମ୍ ।” ଜିସୁ କଇଲା, “ତମେ ଜଦି ସତ‍ଇସେ ଅବ୍‌ରାଅମର୍‌ ନାତିତିତି ଅଇରଇତାସ୍‌ ବଇଲେ, ଅବ୍‌ରାମ୍‌ କରିରଇଲା କାମ୍‌ମନ୍‌ କର୍‌ତାସ୍‌ ।
وَلَكِنَّكُمُ ٱلْآنَ تَطْلُبُونَ أَنْ تَقْتُلُونِي، وَأَنَا إِنْسَانٌ قَدْ كَلَّمَكُمْ بِٱلْحَقِّ ٱلَّذِي سَمِعَهُ مِنَ ٱللهِ. هَذَا لَمْ يَعْمَلْهُ إِبْرَاهِيمُ. ٤٠ 40
୪୦ପର୍‌ମେସର୍‌ ତେଇଅନି ସୁନ୍‌ଲା ସତ୍‌ କାତା ଚାଡି ମୁଇ ଆରି ତମ୍‌କେ କାଇଟା କଇନାଇ । ଅଇଲେ ମିସା ତମେ ମକେ ମରାଇବାକେ ଚେସ୍‌ଟା କଲାସ୍‌ନି । ମାତର୍‌ ଅବ୍‌ରାଆମ୍ ଏନ୍ତାରି କାଇ କାମ୍‌ କରି ନ ରଇଲା ।
أَنْتُمْ تَعْمَلُونَ أَعْمَالَ أَبِيكُمْ». فَقَالُوا لَهُ: «إِنَّنَا لَمْ نُولَدْ مِنْ زِنًا. لَنَا أَبٌ وَاحِدٌ وَهُوَ ٱللهُ». ٤١ 41
୪୧ତମର୍‌ ବାବାମନ୍‌ ଜନ୍‌ କାମ୍‌ମନ୍‌ କରି ରଇଲାଇ, ତମେ ସେଟା କଲାସ୍‌ନି ।” ମାତର୍‌ ଜିଉଦିମନ୍‌ କଇଲାଇ, “ଆମର୍‌ ବାବା ପର୍‌ମେସର୍‌ସେ । ଆମେସେ ତାର୍‌ ପିଲାଟକିମନ୍‌ ।”
فَقَالَ لَهُمْ يَسُوعُ: «لَوْ كَانَ ٱللهُ أَبَاكُمْ لَكُنْتُمْ تُحِبُّونَنِي، لِأَنِّي خَرَجْتُ مِنْ قِبَلِ ٱللهِ وَأَتَيْتُ. لِأَنِّي لَمْ آتِ مِنْ نَفْسِي، بَلْ ذَاكَ أَرْسَلَنِي. ٤٢ 42
୪୨ଜିସୁ ସେମନ୍‌କେ କଇଲା, “ଜଦି ପର୍‌ମେସର୍‌ ତମର୍‌ ବାବା ଅଇରଇଲେ, ତମେ ମକେ ଆଲାଦ୍‌ କର୍‌ତାସ୍‌ । କାଇକେ ବଇଲେ ମୁଇ ପର୍‌ମେସର୍‌ ତେଇଅନି ଆସି ଏବେ ଇତି ଆଚି । ମାତର୍‌ ନିଜର୍‌ ଅଦିକାରେ ଆସିନାଇ । ସେ ମକେ ଏ ଦୁନିଆଇ ପାଟାଇଲା ଆଚେ ।
لِمَاذَا لَا تَفْهَمُونَ كَلَامِي؟ لِأَنَّكُمْ لَا تَقْدِرُونَ أَنْ تَسْمَعُوا قَوْلِي. ٤٣ 43
୪୩ତମେ କାଇକେ ମର୍‌ କାତା ବୁଜି ନାପାର୍‌ଲାସ୍‌ନି? କାଇକେ ବଇଲେ ତମେ ମର୍‌ ସିକିଆ ସୁନି ତବିର୍‌ଅଇ ର‍ଇ ନାପାର୍‌ଲାସ୍‌ନି ।
أَنْتُمْ مِنْ أَبٍ هُوَ إِبْلِيسُ، وَشَهَوَاتِ أَبِيكُمْ تُرِيدُونَ أَنْ تَعْمَلُوا. ذَاكَ كَانَ قَتَّالًا لِلنَّاسِ مِنَ ٱلْبَدْءِ، وَلَمْ يَثْبُتْ فِي ٱلْحَقِّ لِأَنَّهُ لَيْسَ فِيهِ حَقٌّ. مَتَى تَكَلَّمَ بِٱلْكَذِبِ فَإِنَّمَا يَتَكَلَّمُ مِمَّا لَهُ، لِأَنَّهُ كَذَّابٌ وَأَبُو ٱلْكَذَّابِ. ٤٤ 44
୪୪ସଇତାନ୍‌ ଅଇଲାନି ତମର୍‌ ବାବା । ଆରି ତମେ ସେ କର୍‌ବା କାରାପ୍‌ କାମ୍‌ମନ୍‌ କର୍‌ବାକେ ମନ୍‌ କଲାସ୍‌ନି । ସେ ଆଗ୍‌ତୁଅନି ଲକ୍‌ମନ୍‌କେ ନସ୍‌ଟ କଲାନି, ଆରି ସେ ସତ୍‌ ବିସଇ ଗିନ୍‌ କଲାନି । ତାର୍‌ତେଇ ସତ୍‌ ବିସଇ ନାଇ । ଜେଡେବେଲା ସେ ମିଚ୍‌ କଇଲାନି, ସେବେଲା ସେ ନିଜର୍‌ ଗୁନ୍‌ ଚଲନ୍‌ଅନି ସେନ୍ତି କଇଲାନି । କାଇକେ ବଇଲେ ସେ ମିଚ୍‌ କଇବା ଲକ୍‌, ଆରି ମିଚ୍‌ କଇବା ଲକ୍‌ମନର୍‌ ବାବା ।
وَأَمَّا أَنَا فَلِأَنِّي أَقُولُ ٱلْحَقَّ لَسْتُمْ تُؤْمِنُونَ بِي. ٤٥ 45
୪୫ଏବେ ମୁଇ ସବୁବେଲା ସତ୍‌କାତା କଇଲିନି ମିସା ତମେ ମକେ ବିସ୍‌ବାସ୍‌ କରାସ୍‌ନାଇ ।
مَنْ مِنْكُمْ يُبَكِّتُنِي عَلَى خَطِيَّةٍ؟ فَإِنْ كُنْتُ أَقُولُ ٱلْحَقَّ، فَلِمَاذَا لَسْتُمْ تُؤْمِنُونَ بِي؟ ٤٦ 46
୪୬ତମର୍‌ ବିତ୍‌ରେ ଅନି କେମିସା ଗଟେକ୍‌ ଲକ୍‌ ମୁଇ ପାପ୍‌ କଲିଆଚି ବଲି ମକେ ଦସି କରାଇପାରେ କି? ଆରି ମୁଇ ଜଦି ସତ୍‌କାତା କଇଲିନି ବଇଲେ, ତମେ କାଇଜେ ବିସ୍‌ବାସ୍‌ କରାସ୍‌ ନାଇ?
اَلَّذِي مِنَ ٱللهِ يَسْمَعُ كَلَامَ ٱللهِ. لِذَلِكَ أَنْتُمْ لَسْتُمْ تَسْمَعُونَ، لِأَنَّكُمْ لَسْتُمْ مِنَ ٱللهِ». ٤٧ 47
୪୭ଜେତ୍‌କି ଲକ୍‌ ପର୍‌ମେସରର୍‌ ଅଇଲାଇ ଆଚତ୍‌, ସେମନ୍‌ ପର୍‌ମେସରର୍‌ କାତା ସୁନ୍‌ବାଇ । ଆରି ତମେ ପର୍‌ମେସରର୍‌ତେଇଅନି ଆଇଲା ଲକ୍‌ ନୁଆସ୍‌ । ସେଟାର୍‌ପାଇ ତମେ ମର୍‌ ବାକିଅ ସୁନାସ୍‌ ନାଇ ।”
فَأَجَاب ٱلْيَهُودُ وَقَالُوا لَهُ: «أَلَسْنَا نَقُولُ حَسَنًا: إِنَّكَ سَامِرِيٌّ وَبِكَ شَيْطَانٌ؟». ٤٨ 48
୪୮ଜିଉଦିମନ୍‌ ଜିସୁକେ ପାଚାର୍‌ଲାଇ, “ତୁଇ ଗଟେକ୍‌ ସମିରଣିୟ ଲକ୍‌, ତକେ ଗଟେକ୍‌ ଡୁମା ଦାର୍‌ଲା ଆଚେ ବଲି ଆମେ କଇଲା କାତା ସତ୍‌ ନଏଁ କି?”
أَجَابَ يَسُوعُ: «أَنَا لَيْسَ بِي شَيْطَانٌ، لَكِنِّي أُكْرِمُ أَبِي وَأَنْتُمْ تُهِينُونَنِي. ٤٩ 49
୪୯ଜିସୁ ସେମନ୍‌କେ କ‍ଇଲା, “ନାଇ! ମକେ ଡୁମା ଦାରେ ନାଇ । ମୁଇ ମର୍‌ ବାବାକେ ସନ୍‌ମାନ୍‌ ଦେଲିନି । ମାତର୍‌ ତମେ ମକେ ନିନ୍ଦାକାତା କ‍ଇ ଲାଜ୍‌ କରାଇଲାସ୍‌ନି ।
أَنَا لَسْتُ أَطْلُبُ مَجْدِي. يُوجَدُ مَنْ يَطْلُبُ وَيَدِينُ. ٥٠ 50
୫୦ମୁଇ ନିଜେ ଡାକ୍‌ପୁଟା ପାଇବାକେ ଚେସ୍‌ଟା କରିନାଇ । ମାତର୍‌ ଆରି ଗଟେକ୍‌ ଲକ୍‌ ମକେ ଡାକ୍‌ପୁଟା କରାଇବାକେ ମନ୍‌ କଲାନି । ସେ ଟିକ୍‌ ବାବେ ବିଚାର୍‌ କର୍‌ବା ମାପ୍‌ରୁ ।
اَلْحَقَّ ٱلْحَقَّ أَقُولُ لَكُمْ: إِنْ كَانَ أَحَدٌ يَحْفَظُ كَلَامِي فَلَنْ يَرَى ٱلْمَوْتَ إِلَى ٱلْأَبَدِ». (aiōn g165) ٥١ 51
୫୧ମୁଇ ତମ୍‌କେ ସତ୍‌କାତା କଇଲିନି, ଜେ ମୁଇ ସିକାଇବା କାତା ମାନ୍‌ସି, ସେ କେବେ ମିସା ନ ମରେ ।” (aiōn g165)
فَقَالَ لَهُ ٱلْيَهُودُ: ٱلْآنَ عَلِمْنَا أَنَّ بِكَ شَيْطَانًا. قَدْ مَاتَ إِبْرَاهِيمُ وَٱلْأَنْبِيَاءُ، وَأَنْتَ تَقُولُ: إِنْ كَانَ أَحَدٌ يَحْفَظُ كَلَامِي فَلَنْ يَذُوقَ ٱلْمَوْتَ إِلَى ٱلْأَبَدِ. (aiōn g165) ٥٢ 52
୫୨ସେମନ୍‌ ଜିସୁକେ କଇଲାଇ, “ଏବେ ଆମେ ଜାନ୍‌ଲୁ ତକେ ଗଟେକ୍‌ ଡୁମା ଦାର୍‌ଲା ଆଚେ । ଅବ୍‌ରାଆମ୍ ଆରି ବବିସତ୍‌ବକ୍‌ତାମନ୍‌ ମରିଗାଲାଇ ଆଚତ୍‌, ମାତର୍‌ ତୁଇ କଇଲୁସ୍‌ନି ଜଦି କେ ମିସା ମର୍‌ କାତା ମାନ୍‌ସା ବଇଲେ ସେ କେବେ ମିସା ନ ମରେ ବଲି ।” (aiōn g165)
أَلَعَلَّكَ أَعْظَمُ مِنْ أَبِينَا إِبْرَاهِيمَ ٱلَّذِي مَاتَ؟ وَٱلْأَنْبِيَاءُ مَاتُوا. مَنْ تَجْعَلُ نَفْسَكَ؟». ٥٣ 53
୫୩ସେମନ୍‌ ପାଚାର୍‌ଲାଇ “ତୁଇକାଇ ଆମର୍‌ ବାବା ଅବ୍‌ରାଆମ୍‌ଟାନେଅନି ବଡ୍‌ ଲକ୍‌କି? ସେମନ୍‌ ମିସା ମରିଗାଲାଇ ଆଚତ୍‌ ଆରି ବବିସତ୍‌ବକ୍‌ତାମନ୍‌ ମିସା ମରିଜାଇଆଚତ୍‌ । ତୁଇ ନିଜ୍‌କେ କେ ବଲି ବାବ୍‌ଲୁସ୍‌ନି?”
أَجَابَ يَسُوعُ: «إِنْ كُنْتُ أُمَجِّدُ نَفْسِي فَلَيْسَ مَجْدِي شَيْئًا. أَبِي هُوَ ٱلَّذِي يُمَجِّدُنِي، ٱلَّذِي تَقُولُونَ أَنْتُمْ إِنَّهُ إِلَهُكُمْ، ٥٤ 54
୫୪ଜିସୁ ସେମନ୍‌କେ କ‍ଇଲା, “ମୁଇ ଜଦି ନିଜ୍‌କେ ଡାକ୍‌ପୁଟା କର୍‌ବି ବଲି ଚେସ୍‌ଟା କର୍‌ତି ବଇଲେ, ସେ ଡାକ୍‌ପୁଟାର୍‌ କାଇ ମୁଲିଅ ନାଇ । ମର୍‌ ବାବା ଜାକେ କି ତମେ ତମର୍‌ ପର୍‌ମେସର୍‌ ବଲି କଇଲାସ୍‌ନି, ସେ ସେ ମକେ ଡାକ୍‌ପୁଟା କରାଇଲାନି ।
وَلَسْتُمْ تَعْرِفُونَهُ. وَأَمَّا أَنَا فَأَعْرِفُهُ. وَإِنْ قُلْتُ إِنِّي لَسْتُ أَعْرِفُهُ أَكُونُ مِثْلَكُمْ كَاذِبًا، لَكِنِّي أَعْرِفُهُ وَأَحْفَظُ قَوْلَهُ. ٥٥ 55
୫୫ତମେ ତାକେ ନାଜାନାସ୍‌, ମାତର୍‌ ମୁଇ ଜାନି । ଜଦି ମୁଇ ତାକେ ନାଜାନି ବଲି କଇବି, ସେନ୍ତାର୍‌ଆଲେ ମୁଇ ମିସା ତମର୍‌ପାରା ମିଚ୍‌ କଇବା ଲକ୍‍ ଅଇବି । ମାତର୍‌ ମୁଇ ତାକେ ଜାନିଆଚି ଆରି, ତାର୍‌ କାତା ମାନ୍‌ଲିନି ।
أَبُوكُمْ إِبْرَاهِيمُ تَهَلَّلَ بِأَنْ يَرَى يَوْمِي فَرَأَى وَفَرِحَ». ٥٦ 56
୫୬ମୁଇ ଆଇବା ଦିନ୍‌ ଦେକ୍‌ବି ବଲି ତମର୍‌ ବାବା ଅବ୍‌ରାଆମ୍, ବେସି ଆସା କରି ସାର୍‌ଦା ଅଇତେ ରଇଲା । ଆରି ସେ ଦିନ୍‌କେ ଦେକି କରି ସାର୍‌ଦା ଅଇଲା” ବଲି କଇଲା ।
فَقَالَ لَهُ ٱلْيَهُودُ: «لَيْسَ لَكَ خَمْسُونَ سَنَةً بَعْدُ، أَفَرَأَيْتَ إِبْرَاهِيمَ؟». ٥٧ 57
୫୭ତାର୍‌ ପଚେ ଜିଉଦିମନ୍‌ ଜିସୁକେ କଇଲାଇ, “ତକେ ପଚାସ୍‌ ବରସ୍‌ ମିସା ଅଏ ନାଇତା, ତୁଇ କାଇ ଅବ୍‌ରାଆମ୍‍କେ ଦେକି ଆଚୁସ୍‌ କି?”
قَالَ لَهُمْ يَسُوعُ: «ٱلْحَقَّ ٱلْحَقَّ أَقُولُ لَكُمْ: قَبْلَ أَنْ يَكُونَ إِبْرَاهِيمُ أَنَا كَائِنٌ». ٥٨ 58
୫୮ଜିସୁ ସେମନ୍‌କେ କଇଲା, “ମୁଇ ତମ୍‌କେ ସତ୍‌କାତା କଇଲିନି, ଅବ୍‌ରାଆମ୍ ଜନମ୍‌ ଅଇବା ଆଗ୍‌ତୁଅନି ମୁଇ ଆଚି ।”
فَرَفَعُوا حِجَارَةً لِيَرْجُمُوهُ. أَمَّا يَسُوعُ فَٱخْتَفَى وَخَرَجَ مِنَ ٱلْهَيْكَلِ مُجْتَازًا فِي وَسْطِهِمْ وَمَضَى هَكَذَا. ٥٩ 59
୫୯ଜିସୁ ଏ କାତା କଇବାବେଲେ ସେମନ୍‌ ତାକେ ମାର୍‌ବାକେ ପାକ୍‌ନା ବେଟ୍‌ଲାଇ, ମାତର୍‌ ଜିସୁ, ମନ୍ଦିରେ ଅନି ବାରଇ ଲକ୍‌ମନର୍‌ ବିତ୍‌ରେ ପୁରି ଉଟିଗାଲା ।

< يوحنَّا 8 >