< أفَسُس 6 >
أَيُّهَا ٱلْأَوْلَادُ، أَطِيعُوا وَالِدِيكُمْ فِي ٱلرَّبِّ لِأَنَّ هَذَا حَقٌّ. | ١ 1 |
୧ଏ ମର୍ ପିଲାଟକିମନ୍, ତମେ ମାପ୍ରୁର୍ ସଙ୍ଗ୍ ମିସ୍ଲାର୍ପାଇ ଆୟା ବାବାର୍ କାତା ମାନିକରି ରୁଆ । ତମେ ଏନ୍ତାରି କର୍ବାର୍ ଆଚେଆକା ।
«أَكْرِمْ أَبَاكَ وَأُمَّكَ»، ٱلَّتِي هِيَ أَوَّلُ وَصِيَّةٍ بِوَعْدٍ، | ٢ 2 |
୨ଏନ୍ତାରି ଲେକା ଅଇଲାଆଚେ, ନିଜର୍ ଆୟା ବାବାକେ ସନ୍ମାନ୍ ଦିଆସ୍ । ଜେନ୍ତାରି କି ତମର୍ପାଇ ସବୁ ବିସଇ ମଙ୍ଗଲ୍ ରଇସି । ଆରି ତମେ ସାର୍ଦା ଅଇ ବେସି ଦିନ୍ ଜାକ ଏ ଜଗତେ ବଁଚିରଇସା ।
«لِكَيْ يَكُونَ لَكُمْ خَيْرٌ، وَتَكُونُوا طِوَالَ ٱلْأَعْمَارِ عَلَى ٱلْأَرْضِ». | ٣ 3 |
୩ଏଟା ଅଇଲାନି ପର୍ମେସରର୍ ପର୍ତୁମ୍ ଆଦେସ୍ ଜନ୍ଟା କି ସେ ଗଟେକ୍ ଦେଇରଇବା କାତା ମିସା ତେଇ ମିସାଇଆଚେ ।
وَأَنْتُمْ أَيُّهَا ٱلْآبَاءُ، لَا تُغِيظُوا أَوْلَادَكُمْ، بَلْ رَبُّوهُمْ بِتَأْدِيبِ ٱلرَّبِّ وَإِنْذَارِهِ. | ٤ 4 |
୪ଏ ବାବାମନ୍, ପିଲାମନ୍କେ ରିସା କରାଆ ନାଇ । ତାର୍ ବାଦୁଲେ ସେମନ୍କେ ମାପ୍ରୁର୍ ବାକିଅ ଇସାବେ ସିକାଇକରି ବଡାଆ ।
أَيُّهَا ٱلْعَبِيدُ، أَطِيعُوا سَادَتَكُمْ حَسَبَ ٱلْجَسَدِ بِخَوْفٍ وَرِعْدَةٍ، فِي بَسَاطَةِ قُلُوبِكُمْ كَمَا لِلْمَسِيحِ، | ٥ 5 |
୫ଏ ଗତିଦାଙ୍ଗ୍ଡାମନ୍, ଏ ଜଗତେ ରଇବା ସାଉକାର୍ମନର୍ କାତା ମାନିକରି ରୁଆ । ସେମନ୍କେ ସନ୍ମାନ୍ ଦେଇ, ପୁରାପୁରୁନ୍ ମନ୍ ସଙ୍ଗ୍ ନାମିକରି ରୁଆ । ଜେନ୍ତାରି କି ତମେ କିରିସ୍ଟକେ ନାମିକରି ରଇସା ।
لَا بِخِدْمَةِ ٱلْعَيْنِ كَمَنْ يُرْضِي ٱلنَّاسَ، بَلْ كَعَبِيدِ ٱلْمَسِيحِ، عَامِلِينَ مَشِيئَةَ ٱللهِ مِنَ ٱلْقَلْبِ، | ٦ 6 |
୬ଅବ୍କା ସେମନର୍ ମୁଆଟେ ବଲ୍ ବଲାଇ ଅଇବାକେ ନାଇ, କି ସେମନ୍ ଦେକ୍ଲାବେଲେସେ ନାଇ । ମାତର୍ କିରିସ୍ଟର୍ ଗତିଦାଙ୍ଗ୍ଡା ପାରା, ପର୍ମେସର୍ ମନ୍କଲାଟା ପୁରାପୁରୁନ୍ ମନ୍ ଦିଆନ୍ ଦେଇ କରା ।
خَادِمِينَ بِنِيَّةٍ صَالِحَةٍ كَمَا لِلرَّبِّ، لَيْسَ لِلنَّاسِ. | ٧ 7 |
୭ତମ୍କେ ଦାଇତ୍ ଦେଇରଇବା ସବୁ କାମ୍ ସାର୍ଦା ସଙ୍ଗ୍ କରା । ଜେନ୍ତାରିକି ତମେ ଅବ୍କା ଲକ୍ମନର୍ ପାଇ କାମ୍ ନ କରି ମାପ୍ରୁର୍ ସେବା କଲା ପାରା କରା ।
عَالِمِينَ أَنْ مَهْمَا عَمِلَ كُلُّ وَاحِدٍ مِنَ ٱلْخَيْرِ فَذَلِكَ يَنَالُهُ مِنَ ٱلرَّبِّ، عَبْدًا كَانَ أَمْ حُرًّا. | ٨ 8 |
୮କାଇକେବଇଲେ ତମେ ନିକ କାମ୍ କଲେ, ମାପ୍ରୁ ତମ୍କେ ପୁରୁସ୍କାର୍ ଦେଇସି । ତମେ ଗତିଦାଙ୍ଗ୍ଡା ଅଇରୁଆ କି ମୁକଲ୍ଲା ଲକ୍ ଅଇରୁଆ ।
وَأَنْتُمْ أَيُّهَا ٱلسَّادَةُ، ٱفْعَلُوا لَهُمْ هَذِهِ ٱلْأُمُورَ، تَارِكِينَ ٱلتَّهْدِيدَ، عَالِمِينَ أَنَّ سَيِّدَكُمْ أَنْتُمْ أَيْضًا فِي ٱلسَّمَاوَاتِ، وَلَيْسَ عِنْدَهُ مُحَابَاةٌ. | ٩ 9 |
୯ଏ ସାଉକାର୍ମନ୍, ସେନ୍ତାରିସେ ତମର୍ ଦାଙ୍ଗ୍ଡାମନ୍କେ ନିକସଙ୍ଗ୍ ଦେକାରକା କରା । ସେମନ୍କେ ଦାକାପୁକା ଦିଆସ୍ ନାଇ । ତମର୍ ମନେ ରଅ, ତାକର୍ ଆରି ତମର୍ ସାଉକାର୍ ସର୍ଗେ ଆଚେ । ଆରି ସେ ସାନ୍ ବଡ୍ ନ ବାବି ଦେକାରକା କର୍ସି ।
أَخِيرًا يَا إِخْوَتِي، تَقَوَّوْا فِي ٱلرَّبِّ وَفِي شِدَّةِ قُوَّتِهِ. | ١٠ 10 |
୧୦ସାରାସାରି ପଚେ, ମାପ୍ରୁର୍ ଟାନେ ମିସିକରି ତାର୍ ବପୁପାଇକରି ଡାଟ୍ଅଇରୁଆ ।
ٱلْبَسُوا سِلَاحَ ٱللهِ ٱلْكَامِلَ لِكَيْ تَقْدِرُوا أَنْ تَثْبُتُوا ضِدَّ مَكَايِدِ إِبْلِيسَ. | ١١ 11 |
୧୧ପର୍ମେସର୍ ତମ୍କେ ଦେଇରଇବା ଜୁଇଦର୍ ସବୁ ରକାମ୍ ଆତ୍ ଆତିଆର୍ ସାଜାଡିକରି ରୁଆ । ଜେନ୍ତାରିକି ତମ୍କେ ସଇତାନ୍ ନାଡାଇବା ବେଲେ ତାକେ ବିରଦ୍ କରିପାରାସ୍ ।
فَإِنَّ مُصَارَعَتَنَا لَيْسَتْ مَعَ دَمٍ وَلَحْمٍ، بَلْ مَعَ ٱلرُّؤَسَاءِ، مَعَ ٱلسَّلَاطِينِ، مَعَ وُلَاةِ ٱلْعَالَمِ عَلَى ظُلْمَةِ هَذَا ٱلدَّهْرِ، مَعَ أَجْنَادِ ٱلشَّرِّ ٱلرُّوحِيَّةِ فِي ٱلسَّمَاوِيَّاتِ. (aiōn ) | ١٢ 12 |
୧୨କାଇକେବଇଲେ ଆମେ ଜଗତର୍ ଲକ୍ମନର୍ ବିରୁଦେ ଜୁଇଦ୍ କରୁନାଇ । ମାତର୍ କାରାପ୍ ଆତ୍ମାମନ୍କେ, ଆନ୍ଦାରେ ରଇବା ଜଗତର୍ ସାସନ୍କାରିଆମନ୍କେ, ଆରି ସର୍ଗେ କାରାପ୍ ବପୁ ପାଇରଇବା ଆତ୍ମାମନର୍ ବିରୁଦେ ଜୁଇଦ୍ କଲୁନି । (aiōn )
مِنْ أَجْلِ ذَلِكَ ٱحْمِلُوا سِلَاحَ ٱللهِ ٱلْكَامِلَ لِكَيْ تَقْدِرُوا أَنْ تُقَاوِمُوا فِي ٱلْيَوْمِ ٱلشِّرِّيرِ، وَبَعْدَ أَنْ تُتَمِّمُوا كُلَّ شَيْءٍ أَنْ تَثْبُتُوا. | ١٣ 13 |
୧୩ତେବର୍ପାଇ ପର୍ମେସର୍ ଦେଇରଇବା ସବୁରକାମ୍ ଜୁଜ୍ବା ଆତ୍ ଆତିଆର୍ ଗଟେକ୍ ସନିଅ ପିନ୍ଦ୍ଲାପାରା ପନ୍ଦିକରି ସାଜାଡା । ସେନ୍ତାର୍ ରଇଲେ ସଇତାନ୍ ଆରି ତାର୍ କାରାପ୍ ଆତ୍ମାମନ୍ ତମ୍କେ ଜୁଜ୍ଲାବେଲେ ସେମନ୍କେ ତମେ ବିରଦ୍ କରି ପାରାସ୍ । ଜୁଇଦର୍ପାଇ ସବୁ ରକାମ୍ଟା ସାଜାଡି ରଇଲେ ତମେ ପଚେ ନ ଗୁଚିକରି ଟିଆଅଇ ପାର୍ସା ।
فَٱثْبُتُوا مُمَنْطِقِينَ أَحْقَاءَكُمْ بِٱلْحَقِّ، وَلَابِسِينَ دِرْعَ ٱلْبِرِّ، | ١٤ 14 |
୧୪ତେବେ ଜୁଇଦର୍ପାଇ ତମେ ଏନ୍ତାରି ଜାଗ୍ରତ୍ ଉଆ । ଜେନ୍ତାରି କି, ପର୍ମେସରର୍ ସତ୍ ଆଁଟାବେଡା, ଆଁଟାଇ ବାନ୍ଦିଅଇ, ତାର୍ ଦରମର୍ ସାଞ୍ଜୁ ଜଗାଡି ଅଇ,
وَحَاذِينَ أَرْجُلَكُمْ بِٱسْتِعْدَادِ إِنْجِيلِ ٱلسَّلَامِ. | ١٥ 15 |
୧୫ସୁବ୍କବରେଅନି ଆଇବା ସାନ୍ତିର୍ ପାଣ୍ଡଇ ପିନ୍ଦି ସାଜାଡି ଉଆ ।
حَامِلِينَ فَوْقَ ٱلْكُلِّ تُرْسَ ٱلْإِيمَانِ، ٱلَّذِي بِهِ تَقْدِرُونَ أَنْ تُطْفِئُوا جَمِيعَ سِهَامِ ٱلشِّرِّيرِ ٱلْمُلْتَهِبَةِ. | ١٦ 16 |
୧୬ଏ ସବୁର୍ ଉପ୍ରେ ବିସ୍ବାସର୍ ତେବାଇବା ଡାଲ୍ ଦାରିରୁଆ । ଏ ଡାଲ୍ସଙ୍ଗ୍ ସଇତାନ୍ ତମର୍ ମୁଆଟେ ବିନ୍ଦ୍ବା ଜଇର୍ କାଣ୍ଡ୍ ଅଟ୍କାଇ ପାର୍ସା ।
وَخُذُوا خُوذَةَ ٱلْخَلَاصِ، وَسَيْفَ ٱلرُّوحِ ٱلَّذِي هُوَ كَلِمَةُ ٱللهِ. | ١٧ 17 |
୧୭ଆରି ମାପ୍ରୁ ଦେଇରଇବା ମୁକ୍ତି, ଗଟେକ୍ ଟପିପାରା ମୁଣ୍ଡ୍ ରକିଆ କର୍ବାକେ ପିନ୍ଦିରୁଆ । ସୁକଲ୍ଆତ୍ମା ଦେଇରଇବା କାଣ୍ଡା ଦାରିରୁଆ । ସେ କାଣ୍ଡା ଅଇଲାନି ପର୍ମେସରର୍ ବାକିଅ ।
مُصَلِّينَ بِكُلِّ صَلَاةٍ وَطِلْبَةٍ كُلَّ وَقْتٍ فِي ٱلرُّوحِ، وَسَاهِرِينَ لِهَذَا بِعَيْنِهِ بِكُلِّ مُواظَبَةٍ وَطِلْبَةٍ، لِأَجْلِ جَمِيعِ ٱلْقِدِّيسِينَ، | ١٨ 18 |
୧୮ସୁକଲ୍ଆତ୍ମା ଚେତ୍ନା ଦେଲା ଇସାବେ ପାର୍ତନା କରା । ସବୁ ରକାମର୍ ପାର୍ତନା ଆରି ଗୁଆରିସଙ୍ଗ୍ ପାର୍ତନା କରା । ଏଟାର୍ଲାଗି ଜାଗ୍ରତ୍ ଅଇରୁଆ । ପର୍ମେସରର୍ ଲକ୍ମନର୍ପାଇ ପାର୍ତନା କରିଲାଗିରୁଆ ।
وَلِأَجْلِي، لِكَيْ يُعْطَى لِي كَلَامٌ عِنْدَ ٱفْتِتَاحِ فَمِي، لِأُعْلِمَ جِهَارًا بِسِرِّ ٱلْإِنْجِيلِ، | ١٩ 19 |
୧୯ମର୍ପାଇ ମିସା ପାର୍ତନା କରା । ଜେନ୍ତିକି ମୁଇ କାତା ଅଇବାବେଲେ ପର୍ମେସର୍ ମକେ ଟିକ୍ ବାକିଅ ଦେଅ । ସେନ୍ତାର୍ କଲେ, ସୁବ୍ କବରର୍ ଲୁଚିରଇବା ବିସଇ ମୁଇ କାକେ ନ ଡରିକରି ଲକ୍ମନ୍କେ ଜାନାଇ ପାର୍ବି ।
ٱلَّذِي لِأَجْلِهِ أَنَا سَفِيرٌ فِي سَلَاسِلَ، لِكَيْ أُجَاهِرَ فِيهِ كَمَا يَجِبُ أَنْ أَتَكَلَّمَ. | ٢٠ 20 |
୨୦ଏବେ ମୁଇ ବନ୍ଦି ଅଇ ରଇଲେ ମିସା କିରିସ୍ଟର୍ ସୁବ୍କବର୍ ଜାନାଇବାପାଇ ଗଟେକ୍ ରାଜାର୍ ଦୁତ୍ ପାରା ଅଇଲିଆଚି । ସୁବ୍କବର୍ ଟିକ୍ ସଙ୍ଗ୍, ନ ଡରିକରି ଜାନାଇବାକେ ପର୍ମେସର୍ ମକେ ବପୁ ଦେଅ ବଲି ପାର୍ତନା କରା ।
وَلَكِنْ لِكَيْ تَعْلَمُوا أَنْتُمْ أَيْضًا أَحْوَالِي، مَاذَا أَفْعَلُ، يُعَرِّفُكُمْ بِكُلِّ شَيْءٍ تِيخِيكُسُ ٱلْأَخُ ٱلْحَبِيبُ وَٱلْخَادِمُ ٱلْأَمِينُ فِي ٱلرَّبِّ، | ٢١ 21 |
୨୧ତକିକସ୍ ଜେ କି ଆମର୍ ଆଲାଦର୍ ବାଇ, । ସେ ମାପ୍ରୁକେ ବିସ୍ବାସ୍ ସଙ୍ଗ୍ ସେବା କଲାନି । ମୁଇ କେନ୍ତି ଆଚି ଆରି କାଇଟା କଲିନି, ସେ ସବୁ ବିସଇ ତମ୍କେ କଇଦେଇସି ।
ٱلَّذِي أَرْسَلْتُهُ إِلَيْكُمْ لِهَذَا بِعَيْنِهِ، لِكَيْ تَعْلَمُوا أَحْوَالَنَا، وَلِكَيْ يُعَزِّيَ قُلُوبَكُمْ. | ٢٢ 22 |
୨୨ଆମ୍କେ ଗଟ୍ବା ବିସଇ ସବୁ ତମେ ଜାନିରୁଆ ବଲିକରି ମୁଇ ତାକେ ତମର୍ଟାନେ ପାଟାଇଲିନି । ଆରି ସେ ତମ୍କେ ସାର୍ଦା କରାଇସି ।
سَلَامٌ عَلَى ٱلْإِخْوَةِ، وَمَحَبَّةٌ بِإِيمَانٍ مِنَ ٱللهِ ٱلْآبِ وَٱلرَّبِّ يَسُوعَ ٱلْمَسِيحِ. | ٢٣ 23 |
୨୩ଆମର୍ ବାବା ପର୍ମେସର୍ ଆରି ମାପ୍ରୁ ଜିସୁକିରିସ୍ଟ ସବୁ ବିସ୍ବାସି ବାଇମନ୍କେ ସାନ୍ତି ଦେଅ । କିରିସ୍ଟକେ ବିସ୍ବାସ୍ କରି ତମର୍ ବିତ୍ରେ ଆଲାଦ୍ କରାକରି ଅଇବାକେ ସେମନ୍ ତମ୍କେ ସାଇଜ କରତ୍ ।
اَلنِّعْمَةُ مَعَ جَمِيعِ ٱلَّذِينَ يُحِبُّونَ رَبَّنَا يَسُوعَ ٱلْمَسِيحَ فِي عَدَمِ فَسَادٍ. آمِينَ. -كُتِبَتْ إِلَى أَهْلِ أَفَسُسَ مِنْ رُومِيَةِ عَلَى يَدِ تِيخِيكُسَ- | ٢٤ 24 |
୨୪ଆମର୍ ମାପ୍ରୁ ଜିସୁ କିରିସ୍ଟକେ ଜେତ୍କି ଲକ୍ ଆଲାଦ୍ କଲାଇନି, ସେମନ୍କେ ପର୍ମେସର୍ ତାର୍ ଜିବନ୍ ଦୁକାଇଲାଟା ଆରି ନ ସାର୍ବା ଆଲାଦ୍ ଦେଅ ।