< ٢ تسالونيكي 1 >

بُولُسُ وَسِلْوَانُسُ وَتِيمُوثَاوُسُ، إِلَى كَنِيسَةِ ٱلتَّسَالُونِيكِيِّينَ، فِي ٱللهِ أَبِينَا وَٱلرَّبِّ يَسُوعَ ٱلْمَسِيحِ: ١ 1
ମୁଇ ପାଉଲ୍‌, ବାବା ପର୍‌ମେସର୍‌ ଲଗେ ଆରି ମାପ୍‌ରୁ ଜିସୁକିରିସ୍‌ଟ ତେଇ ରଇବା ତେସଲନିକିୟ ମଣ୍ଡଲିର୍‌ ଲକ୍‌ମନ୍‌କେ ଏ ଚିଟି ଲେକି ପାଟାଇଲିନି । ମର୍‌ ସଙ୍ଗ୍‍ ରଇକରି ସିଲା ଆରି ତିମତି ମିସା ଜୁଆର୍‌ ଜାନାଇଲାଇନି ।
نِعْمَةٌ لَكُمْ وَسَلَامٌ مِنَ ٱللهِ أَبِينَا وَٱلرَّبِّ يَسُوعَ ٱلْمَسِيحِ. ٢ 2
ଆମର୍‌ ବାବା ପର୍‌ମେସର୍‌ ଆରି ମାପ୍‌ରୁ ଜିସୁକିରିସ୍‌ଟ ତମ୍‌କେ ଜିବନ୍‌ ଦୁକାଇ ସାନ୍ତି ଦେଅ ।
يَنْبَغِي لَنَا أَنْ نَشْكُرَ ٱللهَ كُلَّ حِينٍ مِنْ جِهَتِكُمْ أَيُّهَا ٱلْإِخْوَةُ كَمَا يَحِقُّ، لِأَنَّ إِيمَانَكُمْ يَنْمُو كَثِيرًا، وَمَحَبَّةُ كُلِّ وَاحِدٍ مِنْكُمْ جَمِيعًا بَعْضِكُمْ لِبَعْضٍ تَزْدَادُ، ٣ 3
ଏ ବାଇବଇନିମନ୍‌ ତମର୍‌ପାଇ ଆମେ ପର୍‌ମେସର୍‌କେ ସବୁବେଲେ ଦନିଅବାଦ୍‌ ଦେବା କାତା । ଏଟା ଟିକ୍‌ ବିସଇ । କାଇକେବଇଲେ ତମର୍‌ ବିସ୍‌ବାସ୍‌ ଅଦିକ୍‌ ଅଦିକ୍‌ ଅଇଲାନି । ଆରି ତମର୍‌ ନିଜର୍‌ ନିଜର୍‌ ବିତ୍‌ରେ ସବୁଲକ୍‌କେ ଆଲାଦ୍‌ ବଡିଗାଲାନି ।
حَتَّى إِنَّنَا نَحْنُ أَنْفُسَنَا نَفْتَخِرُ بِكُمْ فِي كَنَائِسِ ٱللهِ، مِنْ أَجْلِ صَبْرِكُمْ وَإِيمَانِكُمْ فِي جَمِيعِ ٱضْطِهَادَاتِكُمْ وَٱلضِّيقَاتِ ٱلَّتِي تَحْتَمِلُونَهَا، ٤ 4
ତମେ ଜେତ୍‌କି ସବୁ ଉଡାସୁନିକରି ମିସା ବିସ୍‌ବାସ୍‌ କରି ବପୁସଙ୍ଗ୍‌, ଡାଟ୍‌ ଅଇକରି ଆଚାସ୍‌ । ଏ କାତା ଆମେ ପରମେସରର୍‌ ମଣ୍ଡଲିମନ୍‌କେ ବଡ୍‌ପନ୍‌ ଅଇକରି କଇଲୁନି ।
بَيِّنَةً عَلَى قَضَاءِ ٱللهِ ٱلْعَادِلِ، أَنَّكُمْ تُؤَهَّلُونَ لِمَلَكُوتِ ٱللهِ ٱلَّذِي لِأَجْلِهِ تَتَأَلَّمُونَ أَيْضًا. ٥ 5
ପର୍‌ମେସରର୍‌ ଜନ୍‌ ରାଇଜର୍‌ପାଇ ତମେ ଦୁକ୍‌ କସ୍‌ଟ ପାଇଲାସ୍‌ନି, ସେ ରାଇଜ୍‌ ପାଇସା । ପର୍‌ମେସରର୍‌ ବିଚାର୍‌ କର୍‌ବାଟା ଟିକ୍‌ ଆକା, ଇତିଅନି ସେଟା ଜାନିଅଇଲାନି ।
إِذْ هُوَ عَادِلٌ عِنْدَ ٱللهِ أَنَّ ٱلَّذِينَ يُضَايِقُونَكُمْ يُجَازِيهِمْ ضِيقًا، ٦ 6
ଜନ୍‌ଟା ଟିକ୍‌, ସେଟା ପର୍‌ମେସର୍‌ ପୁରାପୁରୁନ୍‌ କର୍‌ସି । ଜନ୍‌ଲକ୍‌ମନ୍‌ ଏବେ ତମ୍‌କେ କସ୍‌ଟ ଦେଲାଇନି, ସେମନ୍‌ କସ୍‌ଟ ପାଇବାଇ ।
وَإِيَّاكُمُ ٱلَّذِينَ تَتَضَايَقُونَ رَاحَةً مَعَنَا، عِنْدَ ٱسْتِعْلَانِ ٱلرَّبِّ يَسُوعَ مِنَ ٱلسَّمَاءِ مَعَ مَلَائِكَةِ قُوَّتِهِ، ٧ 7
ପର୍‌ମେସର୍‌ ତମର୍‌ ଦୁକ୍‌ କସ୍‌ଟ ଅଇବାଟା ସାରାଇକରି ଆମ୍‌କେ ମିସା ସାନ୍ତି ଦେଇସି । ଜେଡେବେଲେ ମାପ୍‌ରୁ ଜିସୁ ସର୍‌ଗେଅନି ତାର୍‌ ବପୁର୍‌ ଦୁତ୍‌ମନର୍‌ ମଜାଇ ବପୁଅଇ ଆଇସି, ପର୍‌ମେସର୍‌ ଏ କାମ୍‌ ପୁରାପୁରୁନ୍‌ କର୍‌ସି ।
فِي نَارِ لَهِيبٍ، مُعْطِيًا نَقْمَةً لِلَّذِينَ لَا يَعْرِفُونَ ٱللهَ، وَٱلَّذِينَ لَا يُطِيعُونَ إِنْجِيلَ رَبِّنَا يَسُوعَ ٱلْمَسِيحِ، ٨ 8
ଜନ୍‌ଲକ୍‌ମନ୍‌ ପର୍‌ମେସର୍‌କେ ନାଜାନତ୍‌, ଆରି ଆମର୍‌ ମାପ୍‌ରୁ ଜିସୁର୍‌ ବାକିଅ ନ ମାନତ୍‌, ସେନ୍ତାରି ଲକ୍‌ମନ୍‌କେ ସେ ଡଣ୍ଡ୍‌ ଦେବାକେ ଲାଗ୍‌ତେରଇବା ଜଇସଙ୍ଗ୍‌ ଆଇସି ।
ٱلَّذِينَ سَيُعَاقَبُونَ بِهَلَاكٍ أَبَدِيٍّ مِنْ وَجْهِ ٱلرَّبِّ وَمِنْ مَجْدِ قُوَّتِهِ، (aiōnios g166) ٩ 9
ସେ ଲକ୍‌ମନ୍‌ ମାପ୍‌ରୁର୍‌ ମୁଆଟେ ଡାଟ୍‌ସଙ୍ଗ୍‌ ଡାକ୍‌ପୁଟା ପାଇବା ତେଇଅନି, କାଲ୍‌ କାଲ୍‌ ଜୁଗ୍‌ ଜୁଗ୍‌ ପାଇ କୁରୁପ୍‌ନାସ୍‌ ଅଇଜିବାଇ । (aiōnios g166)
مَتَى جَاءَ لِيَتَمَجَّدَ فِي قِدِّيسِيهِ وَيُتَعَجَّبَ مِنْهُ فِي جَمِيعِ ٱلْمُؤْمِنِينَ. لِأَنَّ شَهَادَتَنَا عِنْدَكُمْ صُدِّقَتْ فِي ذَلِكَ ٱلْيَوْمِ. ١٠ 10
୧୦ସେଦିନେ ମାପ୍‌ରୁ ତାର୍‌ ଲକ୍‌ମନର୍‌ ଟାନେଅନି ଆରି ସବୁ ଲକ୍‌ମନର୍‌ ଟାନେଅନି ଡାକ୍‌ପୁଟା ଅଇ ସନ୍‌ମାନ୍‌ ପାଇସି । ଏମନର୍‌ ବିତ୍‌ରେ ତମେ ମିସା ମିସ୍‌ସା । କାଇକେବଇଲେ ଆମେ ଜନ୍‌ କବର୍‌ ଦେଇରଇଲୁ, ସେଟା ତମେ ବିସ୍‌ବାସ୍‌ କଲାସ୍‌ ଆରି ମାନ୍‌ଲାସ୍‌ ।
ٱلْأَمْرُ ٱلَّذِي لِأَجْلِهِ نُصَلِّي أَيْضًا كُلَّ حِينٍ مِنْ جِهَتِكُمْ: أَنْ يُؤَهِّلَكُمْ إِلَهُنَا لِلدَّعْوَةِ، وَيُكَمِّلَ كُلَّ مَسَرَّةِ ٱلصَّلَاحِ وَعَمَلَ ٱلْإِيمَانِ بِقُوَّةٍ، ١١ 11
୧୧ତମ୍‌କେ ଜେନ୍ତି ଜିଉନା କାଉନା କର୍‌ବାପାଇ ପର୍‌ମେସର୍‌ ବାଚ୍‌ଲା ଆଚେ, ସେନ୍ତାରି ଚଲାଚଲ୍‌ତି କରାଇବାକେ ଆମେ ପର୍‌ମେସର୍‌କେ ଗୁଆରି କଲୁନି । ସେ ତାର୍‌ ବପୁସଙ୍ଗ୍‍ ସବୁ ଆସା କର୍‌ବା ସତ୍‌ ପୁରାପୁରୁନ୍‌ କରି ତମର୍‌ ବିସ୍‌ବାସ୍‌ ଡାଁଟ୍‌ କର । ସେଟାର୍‌ପାଇ ଆମେ ସବୁବେଲେ ତମର୍‌ଲାଗି ପାର୍‌ତନା କଲୁନି ।
لِكَيْ يَتَمَجَّدَ ٱسْمُ رَبِّنَا يَسُوعَ ٱلْمَسِيحِ فِيكُمْ، وَأَنْتُمْ فِيهِ، بِنِعْمَةِ إِلَهِنَا وَٱلرَّبِّ يَسُوعَ ٱلْمَسِيحِ. ١٢ 12
୧୨ଏନ୍ତାରି କଲେ ଆମର୍‌ ସବୁଲକର୍‌ ପର୍‌ମେସର୍‌ ଆରି ମାପ୍‌ରୁ ଜିସୁକିରିସ୍‌ଟ ଜିବନ୍‌ ଦୁକାଇ ତମ୍‌କେ ମିସା ଡାକ୍‌ପୁଟା କରାଇସି । ଆରି ତମେ ମିସା ତାର୍‌ଟାନେ ଡାକ୍‌ପୁଟା ଅଇସା ।

< ٢ تسالونيكي 1 >