< ப்ரகாஸி²தம்’ 19 >

1 தத​: பரம்’ ஸ்வர்க³ஸ்தா²நாம்’ மஹாஜநதாயா மஹாஸ²ப்³தோ³ (அ)யம்’ மயா ஸ்²ரூத​: , ப்³ரூத பரேஸ்²வரம்’ த⁴ந்யம் அஸ்மதீ³யோ ய ஈஸ்²வர​: | தஸ்யாப⁴வத் பரித்ராணாம்’ ப்ரபா⁴வஸ்²ச பராக்ரம​: |
ଇତାର୍‌ ହଃଚେ ମୁୟ୍‌ ଜାୟ୍‌ରି ସୁଣୁଲେ, ସେରି ସଃର୍ଗାର୍‌ ଗଟ୍‌ ଅଲେକାର୍‌ ଲକ୍‌ମଃନ୍ଦାର୍‌ କାଲାହୁଲିର୍‌ ସଃବ୍‌ଦ୍‌ ହର୍‌ ଲାଗ୍‌ତି ରିଲି । ସେମଃନ୍ କଃଉତି ରିଲାୟ୍‌, “ଇସ୍ୱରାର୍‌ ସ୍ତୁତି କଃରା । ଅଃମାର୍‌ ଇସ୍ୱର୍‌ ମୁକ୍ତି, ଜଃଜ୍‌ମାନ୍ ଆର୍‌ ସଃକ୍ତିର୍‌ ଅଃଦିକାରି ।
2 விசாராஜ்ஞாஸ்²ச தஸ்யைவ ஸத்யா ந்யாய்யா ப⁴வந்தி ச| யா ஸ்வவேஸ்²யாக்ரியாபி⁴ஸ்²ச வ்யகரோத் க்ரு’த்ஸ்நமேதி³நீம்’| தாம்’ ஸ த³ண்டி³தவாந் வேஸ்²யாம்’ தஸ்யாஸ்²ச கரதஸ்ததா²| ஸோ²ணிதஸ்ய ஸ்வதா³ஸாநாம்’ ஸம்’ஸோ²த⁴ம்’ ஸ க்³ரு’ஹீதவாந்||
ତାର୍‌ ବିଚାର୍‌ ସଃତ୍‌ ଆର୍‌ ନ୍ୟାୟ୍‌ କଃରାବ୍‌ କାମେ ହୁର୍ତିବିକ୍‌ ବିଟାଳ୍‌ କଃର୍ତା ବେସ୍ୟାଣିକ୍‌ ସେ ଟିକ୍‌ ଡଃଣ୍ଡ୍‌ ଦଃୟ୍‌ଆଚେ । ଇସ୍ୱରାର୍‌ ସେବାକାରିମଃନ୍‌କେ ମଃର୍ନେ ମାରି ରିଲାକ୍‌ ସେ ତାକ୍‌ ଡଃଣ୍ଡ୍‌ ଦଃୟ୍‌ଆଚେ ।”
3 புநரபி தைரித³முக்தம்’ யதா², ப்³ரூத பரேஸ்²வரம்’ த⁴ந்யம்’ யந்நித்யம்’ நித்யமேவ ச| தஸ்யா தா³ஹஸ்ய தூ⁴மோ (அ)ஸௌ தி³ஸ²மூர்த்³த்⁴வமுதே³ஷ்யதி|| (aiōn g165)
ମୁୟ୍‌ ସୁଣ୍‌ଲେ, ସେମଃନ୍ ଆରେକ୍‌ କାଲାହୁଲି ଅୟ୍‌ କୟ୍‌ଲାୟ୍‌, “ହାଲେଲୁୟା; ସେ ବଃଡ୍‌ ଗଃଳ୍‌କେ ବଃସମ୍‌ କଃର୍ତା ଜୟ୍‌ ଦୁଆଁ ଜୁଗେଜୁଗେ ଉହ୍ରେ ଉଟ୍‌ତି ରଃୟ୍‌ଦ୍‌ ।” (aiōn g165)
4 தத​: பரம்’ சதுர்வ்விம்’ஸ²திப்ராசீநாஸ்²சத்வார​: ப்ராணிநஸ்²ச ப்ரணிபத்ய ஸிம்’ஹாஸநோபவிஷ்டம் ஈஸ்²வரம்’ ப்ரணம்யாவத³ந், ததா²ஸ்து பரமேஸ²ஸ்²ச ஸர்வ்வைரேவ ப்ரஸ²ஸ்யதாம்’||
ସିଙ୍ଗାସଣେ ବଃସିରିଲା ଇସ୍ୱରାର୍‌ ଚଃମେ ୨୪ ଗଟ୍‌ ପାରାଚିନ୍‌ମଃନ୍ ଆର୍‌ ସେ ଚାରିଗଟ୍‌ ଜିବନ୍ ଜଃତୁ ମୁଣ୍ଡ୍ୟା ମାରି ଇସ୍ୱରାର୍‌ ସେବା କଃଲାୟ୍‌ । ସେମଃନ୍ କୟ୍‌ଲାୟ୍‌, “ଆମେନ୍‌, ହାଲେଲୁୟା ।”
5 அநந்தரம்’ ஸிம்’ஹாஸநமத்⁴யாத்³ ஏஷ ரவோ நிர்க³தோ, யதா², ஹே ஈஸ்²வரஸ்ய தா³ஸேயாஸ்தத்³ப⁴க்தா​: ஸகலா நரா​: | யூயம்’ க்ஷுத்³ரா மஹாந்தஸ்²ச ப்ரஸ²ம்’ஸத வ ஈஸ்²வரம்’||
ତାର୍‌ହଃଚେ ଇସ୍ୱରାର୍‌ ସିଙ୍ଗାସଣେ ହୁଣି ଗଟେକ୍‌ ସଃବଦ୍‌ ସୁଣା ଅୟ୍‌ଲି, “ଏ ଇସ୍ୱରାର୍‌ ଗତିଦଃଙ୍ଗ୍‌ଳା ଆର୍‌ ସେବା କଃରୁମଃନ୍‌, ତାକ୍‌ ଡିର୍ତା ସାନ୍ ଆର୍‌ ବଃଡ୍ ଲକ୍‌ମଃନ୍, ସଃବୁ ଲକ୍‌ ତାର୍‌ ଗୁଣ୍‌ଗିତ୍‌ କଃଉଆ ।”
6 தத​: பரம்’ மஹாஜநதாயா​: ஸ²ப்³த³ இவ ப³ஹுதோயாநாஞ்ச ஸ²ப்³த³ இவ க்³ரு’ருதரஸ்தநிதாநாஞ்ச ஸ²ப்³த³ இவ ஸ²ப்³தோ³ (அ)யம்’ மயா ஸ்²ருத​: , ப்³ரூத பரேஸ்²வரம்’ த⁴ந்யம்’ ராஜத்வம்’ ப்ராப்தவாந் யத​: | ஸ பரமேஸ்²வரோ (அ)ஸ்மாகம்’ ய​: ஸர்வ்வஸ²க்திமாந் ப்ரபு⁴​: |
ସଃଡେବଃଳ୍‌ ମୁୟ୍‌ ସୁଣ୍‌ଲେ, ଅଲେକାର୍‌ ଲକ୍‌ମଃନ୍ଦାର୍‌ ସଃବଦ୍‌, ବୁତେକ୍‌ ହାଣି ଅଦୁର୍ତା ସଃବଦ୍‌ ଆର୍‌ ଜଃବର୍‌ ମେଗ୍ ଗଃର୍ଜାଣାର୍‌ ସଃବ୍‌ଦ୍‌ ହର୍‌ ଗଟେକ୍‌ ସଃବ୍‌ଦ୍‌ ଇରି କଃଉତାର୍‌ ସୁଣ୍‌ଲେ, “ହାଲେଲୁୟା, କାୟ୍‌ତାକ୍‌ବଃଲେକ୍‌ ଅଃମାର୍‌ ମାପ୍ରୁ ସଃବ୍‌କେ ସଃକ୍ତିମାନ୍ ଇସ୍ୱର୍‌, ସେ ହଃକା ଅଃମାର୍‌ ରଃଜା ।
7 கீர்த்தயாம​: ஸ்தவம்’ தஸ்ய ஹ்ரு’ஷ்டாஸ்²சோல்லாஸிதா வயம்’| யந்மேஷஸா²வகஸ்யைவ விவாஹஸமயோ (அ)ப⁴வத்| வாக்³த³த்தா சாப⁴வத் தஸ்மை யா கந்யா ஸா ஸுஸஜ்ஜிதா|
ଆସା ଅଃମିମଃନ୍‌ ସଃର୍ଦା ଆର୍‌ ଗିତ୍‌ନାଟ୍‌ କଃରୁଆଁ, ତାର୍‌ ବଃଡ୍ ନିକଗୁଣ୍ ଗିନେ ଜଃଜ୍‌ମାନ୍‌ କଃରୁଆଁ! କାୟ୍‌ତାକ୍‌ବଃଲେକ୍‌ ମେଣ୍ଡାହିଲାର୍‌ ବିବା ଅଃଉତା ବେଳା ଆସି ଆଚେ, ଆର୍‌ ତାର୍‌ କଃନ୍ୟା ସେତାର୍‌ ଗିନେ ଅଃହ୍‌ଣାକ୍‌ ତିଆର୍‌ କଃରି ଆଚେ ।
8 பரிதா⁴நாய தஸ்யை ச த³த்த​: ஸு²ப்⁴ர​: ஸுசேலக​: ||
ତାକ୍‌ ହିନ୍ଦ୍‌ତା ଗିନେ ଦବ୍‌ଳା ଆର୍‌ ପବିତ୍ର ମଃସୁଣ୍‌ ବଃସ୍ତର୍‌ ଦିଆ ଅୟ୍‌ଲି ।” ସେ ମଃସିଣ୍‌ ବଃସ୍ତର୍‌ ଇସ୍ୱରାର୍‌ ଲକ୍‌ମଃନାର୍‌ ଦଃର୍ମ୍‌କାମ୍‌ ।
9 ஸ ஸுசேலக​: பவித்ரலோகாநாம்’ புண்யாநி| தத​: ஸ மாம் உக்தவாந் த்வமித³ம்’ லிக² மேஷஸா²வகஸ்ய விவாஹபோ⁴ஜ்யாய யே நிமந்த்ரிதாஸ்தே த⁴ந்யா இதி| புநரபி மாம் அவத³த், இமாநீஸ்²வரஸ்ய ஸத்யாநி வாக்யாநி|
ସଃଡେବଃଳ୍‌ ସଃର୍ଗ୍‌ ଦୁତ୍‌ ମକ୍‌ କୟ୍‌ଲା, “ଇରି ଲେକି ରେ, ଜୁୟ୍‌ମଃନ୍‌ ମେଣ୍ଡାହିଲାର୍‌ ବିବା ବଜିଏ କୁଦା ଜାୟ୍‌ ଆଚ୍‌ତି, ସେମଃନାର୍‌ ବାୟ୍‌ଗ୍‌ ।” ସେ ଆରେକ୍‌ ମକ୍‌ କୟ୍‌ଲା, “ଇ ସଃବୁ ଇସ୍ୱରାର୍‌ ସଃତ୍‌ କଃତା ।”
10 அநந்தரம்’ அஹம்’ தஸ்ய சரணயோரந்திகே நிபத்ய தம்’ ப்ரணந்துமுத்³யத​: | தத​: ஸ மாம் உக்தவாந் ஸாவதா⁴நஸ்திஷ்ட² மைவம்’ குரு யீஸோ²​: ஸாக்ஷ்யவிஸி²ஷ்டைஸ்தவ ப்⁴ராத்ரு’பி⁴ஸ்த்வயா ச ஸஹதா³ஸோ (அ)ஹம்’| ஈஸ்²வரமேவ ப்ரணம யஸ்மாத்³ யீஸோ²​: ஸாக்ஷ்யம்’ ப⁴விஷ்யத்³வாக்யஸ்ய ஸாரம்’|
ସେତାକ୍‌ ମୁୟ୍‌ ସେ ଦୁତ୍‌କେ ଜୁଆର୍‌ କଃରୁକେ ତାର୍‌ ହାଦ୍‌ ତଃଳେ ଡୁଳ୍‌ଲେ । ମଃତର୍‌ ସେ ମକ୍‌ କୟ୍‌ଲା, “ଜଃଗ୍ରାତ୍‌, ଇରଃକମ୍‌ କଃର୍‌ ନାୟ୍‌, ମୁୟ୍‌ ତର୍‌ ହର୍‌ ଆର୍‌ ତର୍‌ ବାୟ୍‌ମଃନାର୍‌ ହର୍‌ ଜିସୁର୍‌ ଗଟେକ୍‌ ଗତିଦଃଙ୍ଗ୍‌ଳା । ତୁମିମଃନାର୍‌ ହର୍‌ ମୁୟ୍‌ ହେଁ ଜିସୁ ଜାଣାୟ୍‌ଲା ସଃତ୍‌କେ ଦଃରିଆଚି । ଇସ୍ୱର୍‌କେ ହଃକା ହୁଜା କଃରା । ଜିସୁ ଜାଣାୟ୍‌ ରିଲା ସଃତ୍‌ ଆତ୍ମା ହଃକା ବାବ୍‌ବାଦିମଃନ୍‌କେ ସିକ୍ୟା ଦଃୟ୍‌ଦ୍‌ ।”
11 அநந்தரம்’ மயா முக்த​: ஸ்வர்கோ³ த்³ரு’ஷ்ட​: , ஏக​: ஸ்²வேதவர்ணோ (அ)ஸ்²வோ (அ)பி த்³ரு’ஷ்டஸ்ததா³ரூடோ⁴ ஜநோ விஸ்²வாஸ்ய​: ஸத்யமயஸ்²சேதி நாம்நா க்²யாத​: ஸ யாதா²ர்த்²யேந விசாரம்’ யுத்³த⁴ஞ்ச கரோதி|
ତାର୍‌ହଃଚେ ମୁୟ୍‌ ଦଃକ୍‌ଲେ, ସଃର୍ଗ୍‌ ଦୁଆର୍‌ ଉଗାଳି ଅୟ୍‌ଆଚେ ଆର୍‌ ସେତି ଗଟେକ୍‌ ଦବ୍‌ଳା ରଃଙ୍ଗାର୍‌ ଗଃଳା ଆଚେ । ସେ ଗଳା ଚାଲାଉତା ଲକାର୍‌ ନାଉଁ ବିସ୍ୱାସାର୍‌ ଜୟ୍‌ଗ୍‌ ଆର୍‌ ସଃତ୍‌ । ତାର୍‌ ବିଚାର୍‌ ନ୍ୟାୟ୍‌ ଆର୍‌ ଦଃର୍ମେ ଜୁଜ୍‌ କଃରୁକେ ବାଚା ଅୟ୍‌ଆଚେ ।
12 தஸ்ய நேத்ரே (அ)க்³நிஸி²கா²துல்யே ஸி²ரஸி ச ப³ஹுகிரீடாநி வித்³யந்தே தத்ர தஸ்ய நாம லிகி²தமஸ்தி தமேவ விநா நாபர​: கோ (அ)பி தந்நாம ஜாநாதி|
ତାର୍‌ ଆକି ଜୟ୍‌ ଅଳା ହର୍‌ ଆର୍‌ ତାର୍‌ ମୁଣ୍ଡେ ଗାଦେକ୍‌ ମୁକୁଟ୍‌ ରିଲି । ତାର୍‌ ଗଟେକ୍‌ ନାଉଁ ଲେକା ଜାୟ୍‌ରିଲି, ମଃତର୍‌ ସେରି କାୟ୍‌ରି, ତାକ୍‌ ଚାଡି ଆରେକ୍‌ କେ ହେଁ ନଃଜାଣ୍‌ତି ।
13 ஸ ருதி⁴ரமக்³நேந பரிச்ச²தே³நாச்சா²தி³த ஈஸ்²வரவாத³ இதி நாம்நாபி⁴தீ⁴யதே ச|
ସେ ହିନ୍ଦିରିଲା ବଃସ୍ତର୍‌ ବଃନି ତଃୟ୍‌ ବୁଡାୟ୍‌ ଅୟ୍‌ରିଲି । ସେ “ଇସ୍ୱରାର୍‌ ବାକ୍ୟ” ନାଉଁଏ ଜାଣାସୁଣା ।
14 அபரம்’ ஸ்வர்க³ஸ்த²ஸைந்யாநி ஸ்²வேதாஸ்²வாரூடா⁴நி பரிஹிதநிர்ம்மலஸ்²வேதஸூக்ஷ்மவஸ்த்ராணி ச பூ⁴த்வா தமநுக³ச்ச²ந்தி|
ସଃର୍ଗାର୍‌ ସଃଇନ୍‌ ମଃନ୍ଦା ନିର୍ମୁଳ୍‌, ଦବ୍‌, ମଃସିଣ୍‌ ବଃସ୍ତର୍‌ ହିନ୍ଦି ଦବ୍‌ ଗଳାମଃନାର୍‌ ଉହ୍ରେ ଚଃଗି ତାର୍‌ ହଃଚେ ହଃଚେ ଜାତି ରିଲାୟ୍‌ ।
15 தஸ்ய வக்த்ராத்³ ஏகஸ்தீக்ஷண​: க²ங்கோ³ நிர்க³ச்ச²தி தேந க²ங்கே³ந ஸர்வ்வஜாதீயாஸ்தேநாகா⁴திதவ்யா​: ஸ ச லௌஹத³ண்டே³ந தாந் சாரயிஷ்யதி ஸர்வ்வஸ²க்திமத ஈஸ்²வரஸ்ய ப்ரசண்ட³கோபரஸோத்பாத³கத்³ராக்ஷாகுண்டே³ யத்³யத் திஷ்ட²தி தத் ஸர்வ்வம்’ ஸ ஏவ பதா³ப்⁴யாம்’ பிநஷ்டி|
ତାର୍‌ ଟଣ୍ଡେ ହୁଣି ଗଟେକ୍‌ ଦାରୁଆ କଃଣ୍ଡା ବାରାଉତି ରିଲି । ସେ କଃଣ୍ଡା ସଃଙ୍ଗ୍ ସେ ହୁର୍ତିବିର୍‌ ସଃବୁ ଜାତିକ୍‌ ଆରାୟ୍‌ଦ୍‌ । ଆରେକ୍‌ ସେମଃନ୍‌କେ ସେ ଲଃଉଆ ଡାଙ୍ଗ୍ ସଃଙ୍ଗ୍ ସାସନ୍ କଃରେଦ୍‌ ଆର୍‌ ସଃବ୍‌କେ ସଃକ୍ତିମାନ୍ ଇସ୍ୱରାର୍‌ ଜଃବର୍‌ ରିସା ହର୍‌ ଅଙ୍ଗୁର୍‌କେ ସେ ଗଃଣା କୁଣ୍ଡେ ନିଜେ ହିଳିକଃରି ଅଙ୍ଗୁର୍‌ ରଃସ୍‌ ବାର୍‌ କଃରେଦ୍‌ ।
16 அபரம்’ தஸ்ய பரிச்ச²த³ உரஸி ச ராஜ்ஞாம்’ ராஜா ப்ரபூ⁴நாம்’ ப்ரபு⁴ஸ்²சேதி நாம நிகி²தமஸ்தி|
ତାର୍‌ ବଃସ୍ତର୍‌ ଉହ୍ରେ ଆର୍‌ ଜଃଙ୍ଗେ ଇ ନାଉଁ ଲେକା ଅୟ୍‌ରିଲି, “ରଃଜା ମଃନାର୍‌ ରଃଜା ଆର୍‌ ମାପ୍ରୁ ମଃନାର୍‌ ମାପ୍ରୁ ।”
17 அநந்தரம்’ ஸூர்ய்யே திஷ்ட²ந் ஏகோ தூ³தோ மயா த்³ரு’ஷ்ட​: , ஆகாஸ²மத்⁴ய உட்³டீ³யமாநாந் ஸர்வ்வாந் பக்ஷிண​: ப்ரதி ஸ உச்சை​: ஸ்வரேணேத³ம்’ கோ⁴ஷயதி, அத்ராக³ச்ச²த|
ତାର୍‌ହଃଚେ ମୁୟ୍‌ ଗଟେକ୍‌ ଦୁତ୍‌କେ ବେଳ୍‌ ଉହ୍ରେ ଟିଆ ଅୟ୍‌ରିଲା । ସେ ଅଃଗାସେ ଉଡ୍‌ତା ଚେଳେମଃନ୍‌କେ ଆଉଲି ଅୟ୍‌କଃରି କୟ୍‌ଲା, “ଆସା, ଇସ୍ୱରାର୍‌ ବଃଡ୍ ବଜିଏ ଜଃଉଁକେ ଗଟେତଃୟ୍‌ଁ ରୁଣ୍ଡା ।
18 ஈஸ்²வரஸ்ய மஹாபோ⁴ஜ்யே மிலத, ராஜ்ஞாம்’ க்ரவ்யாணி ஸேநாபதீநாம்’ க்ரவ்யாணி வீராணாம்’ க்ரவ்யாண்யஸ்²வாநாம்’ ததா³ரூடா⁴நாஞ்ச க்ரவ்யாணி தா³ஸமுக்தாநாம்’ க்ஷுத்³ரமஹதாம்’ ஸர்வ்வேஷாமேவ க்ரவ்யாணி ச யுஷ்மாபி⁴ ர்ப⁴க்ஷிதவ்யாநி|
ରଃଜା, ସଃଇନ୍‌, ସଃଇନ୍‌ମଃନାର୍‌ ମୁଳିକା, ଗଳା, ଆର୍‌ ଗଳା ଚାଲାଉ, ଗତିଦଃଙ୍ଗ୍‌ଳା, ସ୍ୱାଦିନ୍, ବଃଡ୍ କି ସାନ୍ ସଃବ୍‌କାର୍‌ ମାସ୍‌ ଆସିକଃରି କାହା ।”
19 தத​: பரம்’ தேநாஸ்²வாரூட⁴ஜநேந ததீ³யஸைந்யைஸ்²ச ஸார்த்³த⁴ம்’ யுத்³த⁴ம்’ கர்த்தும்’ ஸ பஸு²​: ப்ரு’தி²வ்யா ராஜாநஸ்தேஷாம்’ ஸைந்யாநி ச ஸமாக³ச்ச²ந்தீதி மயா த்³ரு’ஷ்டம்’|
ତାର୍‌ହଃଚେ ମୁୟ୍‌ ଦଃକ୍‌ଲେ, ସେ ଗଳା ଚାଲାଉ ଆର୍‌ ତାର୍‌ ସଃଇନ୍ ଦଃଳ୍‌ ବିରଦେ ଜୁଜ୍‌ କଃରୁକେ ସେ ଜଃତୁ ଆର୍‌ ହୁର୍ତିବିର୍‌ ସଃବୁ ରଃଜାମଃନ୍ ଆର୍‌ ସେମଃନାର୍‌ ସଃଇନ୍‌ ଦଃଳ୍‌ ଗଟେକ୍‌ ଅୟ୍‌ଲାୟ୍‌ ।
20 தத​: ஸ பஸு² ர்த்⁴ரு’தோ யஸ்²ச மித்²யாப⁴விஷ்யத்³வக்தா தஸ்யாந்திகே சித்ரகர்ம்மாணி குர்வ்வந் தைரேவ பஸ்²வங்கதா⁴ரிணஸ்தத்ப்ரதிமாபூஜகாம்’ஸ்²ச ப்⁴ரமிதவாந் ஸோ (அ)பி தேந ஸார்த்³த⁴ம்’ த்⁴ரு’த​: | தௌ ச வஹ்நிக³ந்த⁴கஜ்வலிதஹ்ரதே³ ஜீவந்தௌ நிக்ஷிப்தௌ| (Limnē Pyr g3041 g4442)
ସେ ଜୁଜ୍‌ତଃୟ୍‌ ଜଃତୁ ଆର୍‌ ତାର୍‌ ମୁଏଁ କାବା ଅଃଉତା କାମ୍‌ କଃର୍ତା ସେ ବଃମ୍‌ଳାଉତା ବାବ୍‌ବାଦି ଦଃରା ହଃଳି ବନ୍ଦି ଅୟ୍‌ଲାୟ୍‌ । ଜୁୟ୍‌ ଲକ୍‌ମଃନାର୍‌ ତଃୟ୍‌ ଜଃତୁର୍‌ ଚିନ୍ ରିଲି ଆର୍‌ ଜୁୟ୍‌ମଃନ୍‌ ତାର୍‌ ମୁର୍ତି କେ ସେବା କଃର୍ତି ରିଲାୟ୍‌, ଜଃତୁ ତାର୍‌ କାବା ଅଃଉତା କାମ୍‌ ତଃୟ୍‌ ସେମଃନ୍‌କେ ବାମ୍‌ଳାୟ୍‌ ରିଲି । ସେ ଜଃତୁ ଆର୍‌ ସେ ବମ୍‌ଳାଉତା ବାବ୍‌ବାଦି ଗଃନ୍ଦକ୍‌ ଜୟ୍‌କୁଣ୍ଡେ ଜିବନ୍ ଜିବନ୍ ହଃବ୍‌ଳାୟ୍‌ଲାୟ୍‌ । (Limnē Pyr g3041 g4442)
21 அவஸி²ஷ்டாஸ்²ச தஸ்யாஸ்²வாரூட⁴ஸ்ய வக்த்ரநிர்க³தக²ங்கே³ந ஹதா​: , தேஷாம்’ க்ரவ்யைஸ்²ச பக்ஷிண​: ஸர்வ்வே த்ரு’ப்திம்’ க³தா​: |
ଆରେକ୍‌ ସେମଃନାର୍‌ ସଃଇନ୍‌ ଦଃଳ୍‌, ସେ ଗଳାଚାଲାଉର୍‌ ଟଣ୍ଡେ ହୁଣି ବାରାଉତା କଃଣ୍ଡା ସଃଙ୍ଗ୍ ମାରା ଅୟ୍‌ଲାୟ୍‌ । ଅଃଗାସାର୍‌ ସଃବୁ ଚେଳେମଃନ୍ ମଃନ୍‌ ଇଚାୟ୍‌ ସେମଃନାର୍‌ ମାସ୍‌ କାୟ୍‌ଲାୟ୍‌ ।

< ப்ரகாஸி²தம்’ 19 >