< ଲୂକ 17 >

1 ସେ ଆପଣା ଶିଷ୍ୟମାନଙ୍କୁ କହିଲେ, “ବିଘ୍ନ ଯେ ନ ଘଟିବ, ଏହା ଅସମ୍ଭବ, କିନ୍ତୁ ଯାହା ଦ୍ୱାରା ତାହା ଘଟିବ, ହାୟ, ସେ ଦଣ୍ଡର ପାତ୍ର;
ଜୀସୁ ତାନି ସୀସୁୟାଁଇଁ ଏଲେଇଚେସି, “ଏମିନି ତାୟିପାରି କିନି ତା଼ଣାଟି ଲ଼କୁ ପା଼ପୁତା ହେର୍‌ନେରି, ଏ଼ ବାରେ ପିଟୱି ଆ଼ଏ, ସାମା ତାୟିପାରି କିୱି କିନାସି ଆୟ଼ତା ଏ଼ୱାସି ଗାଡି ଡଣ୍ତ ବେଟାଆ଼ନେସି;
2 ଏହି ସାନ ପିଲାମାନଙ୍କ ମଧ୍ୟରୁ ଜଣକର ବିଘ୍ନର କାରଣ ହେବା ଅପେକ୍ଷା ବରଂ ତାହା ବେକରେ ଗୋଟିଏ ଚକିପଥର ଟଙ୍ଗାଯାଇ ତାହାକୁ ସମୁଦ୍ରରେ ପକାଇ ଦିଆଯାଇଥିଲେ ତାହା ପାଇଁ ଭଲ ହୋଇଥାଆନ୍ତା।
ଊଣା କକାରି ବିତ୍ରାଟି ରଅଣାଇଁ ତାୟିପାରି କିନିବାଟା ତାନି ହେର୍‌କିତା କାଜା ଜେତାୱାଲି ଦସାନା ସାମ୍‌ଦୁରିତା ମେତ୍‌ହିହିଁ ଏ଼ୱାଣାକି ନେହେଁ ଆ଼ତେମା ।
3 ତୁମ୍ଭେମାନେ ନିଜ ନିଜ ବିଷୟରେ ସାବଧାନ ହୋଇଥାଅ। ଯଦି ତୁମ୍ଭ ଭାଇ ପାପ କରେ, ତେବେ ତାହାକୁ ଅନୁଯୋଗ କର; ଆଉ ସେ ଯଦି ମନ-ପରିବର୍ତ୍ତନ କରେ, ତେବେ ତାହାକୁ କ୍ଷମା ଦିଅ।
ମୀରୁ ମୀ ତାକି ଜାଗ୍ରାତା ଆ଼ହାମାଞ୍ଜୁ ।” “ନୀ ତାୟି ପା଼ପୁ କିନେସି, ଆତିହିଁ ଏ଼ୱାଣାଇଁ ଲା଼ଗାମୁ; ଏ଼ୱାସି ନା଼ନୁ ପା଼ପୁ କିତେଏଁ ଇଞ୍ଜିଁ ମ଼ନ ୱେଟ୍‌ହିହିଁ, ଏ଼ୱାଣି ପା଼ପୁ ମ୍ଣେକ୍‌ହା ତୁହ୍‌ମୁ ।
4 ପୁଣି, ଯଦି ସେ ଦିନ ଭିତରେ ସାତ ଥର ତୁମ୍ଭ ବିରୁଦ୍ଧରେ ପାପ କରେ ଓ ସାତ ଥର ତୁମ୍ଭ ନିକଟକୁ ଫେରିଆସି ମୁଁ ମନ-ପରିବର୍ତ୍ତନ କରୁଅଛି ବୋଲି କହେ, ତେବେ ତାହାକୁ କ୍ଷମା କର।”
ଅ଼ଡ଼େ ଏ଼ୱାସି ସାତା ପା଼ଲି ନୀ କ଼ପାଟି ପା଼ପୁ କିନେସି ଅ଼ଡ଼େ ସାତା ପା଼ଲି ନୀ ତା଼ଣା ୱେଣ୍ତା ୱା଼ହାନା ନା଼ନୁ ମ଼ନ ୱେଟ୍‌ହିମାଇଁ ଇଞ୍ଜିଁ ଇଞ୍ଜାନେସି ଆତିହିଁ ଏ଼ୱାଣି ପା଼ପୁ ମ୍ଣେକ୍‌ହା ତୁହ୍‌ମୁ ।”
5 ସେଥିରେ ପ୍ରେରିତମାନେ ପ୍ରଭୁଙ୍କୁ କହିଲେ, ଆମ୍ଭମାନଙ୍କର ବିଶ୍ୱାସ ବଢ଼ାଇ ଦିଅନ୍ତୁ।
ଏଚେଟିଏ ପାଣ୍ତ୍‌ୱି ଆ଼ହାମାନାରି ପ୍ରବୁଇଁ ଏଲେଇଚେରି, “ମା଼ ନାମୁତି ପାଡି କିୟାମୁ ।”
6 ପ୍ରଭୁ କହିଲେ, “ଯଦି ଗୋଟିଏ ସୋରିଷ ଦାନା ପରି ତୁମ୍ଭମାନଙ୍କର ବିଶ୍ୱାସ ଥାଏ, ତାହାହେଲେ ଏହି ତୁତକୋଳି ଗଛକୁ ତୁ ସମୂଳେ ଉପୁଡ଼ାଯାଇ ସମୁଦ୍ରରେ ରୋପିତ ହୁଅ ବୋଲି କହିଲେ, ତାହା ତୁମ୍ଭମାନଙ୍କର ଆଜ୍ଞା ମାନିବ।”
ପ୍ରବୁ ଏଲେଇଚେସି, “ର଼ ହାର୍ସୁ ପା଼ଡ଼େୟି ଏଚେକା ମୀ ନାମୁ ମାଚିହିଁମା, ଈ ତୁତୁକଲି ମା଼ର୍‌ନୁତି ହୀରୁତଲେ ମେଗାହାଜାନା ସାମ୍‌ଦୁରିତା ଉହି ଆ଼ମୁ ଇଚିହିଁ ଏ଼ଦି ମୀ କାତା ମା଼ନୱି ଆ଼ନେ ।”
7 “କିନ୍ତୁ ତୁମ୍ଭମାନଙ୍କ ମଧ୍ୟରେ ଏପରି ଲୋକ କିଏ ଅଛି, ଯାହାର ଦାସ ହଳ ବୁଲାଇ କିମ୍ବା ପଶୁ ଚରାଇ କ୍ଷେତରୁ ଆସିଲେ ସେ ତାହାକୁ କହିବ, ଏହିକ୍ଷଣି ଆସି ଖାଇ ବସ?
“ସାମା ମୀ ବିତ୍ରାଟି ଇଲେତାସି ଆମ୍ବାଆସି ମାନେସି, ତାନି ହ଼ଲେଏସି ହେ଼ରୁ ଡ଼ୂହାନା କି କ଼ଡିୟାଁ ମେଚାନା ୱା଼ତିସାରେ ଏ଼ୱାସି ଏ଼ୱାଣାଇଁ ଜୁରୁୟାଁ ଗହ୍‌ମୁଦେଁ ଇନେସି?
8 ସେ କଅଣ ବରଂ ତାହାକୁ କହିବ ନାହିଁ, ମୋହର ଖାଇବାର ଠିକ୍ କର, ପୁଣି, ମୁଁ ଖିଆପିଆ ଶେଷ ନ କରିବା ପର୍ଯ୍ୟନ୍ତ ଅଣ୍ଟା ବାନ୍ଧି ମୋହର ସେବା କର, ତାହା ପରେ ତୁ ଖିଆପିଆ କରିବୁ?
ନାଙ୍ଗେ ତିଞ୍ଜାଲି ହିୟାମୁ, ନା଼ନୁ ତିଞ୍ଜାଲି ଆ଼ଡାଆ ପାତେକା ଟେଡେଲି ହିମ୍ବରି ରୂପାନା ନା଼ ସେ଼ବା କିୟାମୁ, ଇଞ୍ଜାଁ ଡା଼ୟୁ ନୀନୁ ତିନାମୁ ଇଞ୍ଜିଁ ଏ଼ୱାଣାଇଁ ଏଲେଇନଅସି?
9 ଦାସ ଆଦେଶ ଅନୁସାରେ କାମ କରିବାରୁ ସେ କଅଣ ତାହାକୁ ଧନ୍ୟବାଦ ଦିଏ?
ର଼ ହ଼ଲେଏସି ସା଼ୱୁକାରି କାତା ମା଼ନୱି ଆ଼ହାନା କାମା କିନାକି ଏ଼ୱାଣାଇଁ ଜହରା କିନେସିକି?
10 ସେହି ପ୍ରକାରେ ତୁମ୍ଭେମାନେ ମଧ୍ୟ ଆଦେଶ ଅନୁସାରେ ସବୁ କାମ କଲା ପରେ କୁହ, ‘ଆମ୍ଭେମାନେ ଅକର୍ମଣ୍ୟ ଦାସ, ଯାହା କର୍ତ୍ତବ୍ୟ, କେବଳ ତାହା କରିଅଛୁ।’”
୧୦ଏଲେକିହିଁଏ ମୀରୁ ଜିକେଏ ହୁକୁମି ତଲେ କାମା କିତି ଡା଼ୟୁ ‘ମା଼ମ୍ବୁ ପା଼ଡ଼ା ଆ଼ଆ ହ଼ଲିୟାଙ୍ଗାତମି; ଏ଼ନାୟି ମା଼ମ୍ବୁ କିନାୟି ମାଚେ ଏ଼ଦାଆଁ କିହାମାନମି’ ଇଞ୍ଜେରି ।”
11 ସେ ଯିରୂଶାଲମ ସହରକୁ ଯାତ୍ରା କରିବା ସମୟରେ ଶମିରୋଣ ଓ ଗାଲିଲୀ ମଧ୍ୟ ଦେଇ ଯାଉଥିଲେ।
୧୧ଜୀସୁ ଜିରୁସାଲମତା ହାଜିମାଚାଟି ଗାଲିଲି ଅ଼ଡ଼େ ସମିରଣି ଦେ଼ସା ମାଦିଟି ହାଜିମାଚେସି ।
12 ଆଉ ଯୀଶୁ କୌଣସି ଗୋଟିଏ ଗ୍ରାମରେ ପ୍ରବେଶ କରନ୍ତେ ଦଶ ଜଣ କୁଷ୍ଠରୋଗୀ ତାହାଙ୍କ ସହିତ ସାକ୍ଷାତ କଲେ;
୧୨ଏମ୍ବାଟିଏ ଏ଼ୱାସି ର଼ ନା଼ୟୁଁତା ଏଗାହାଜାଲିଏ ଦସଜା଼ଣା କାଜା ର଼ଗ ଗାଟାରି ଏ଼ୱାଣାଇଁ ବେଟାଆ଼ତେରି;
13 ସେମାନେ ଦୂରରେ ଠିଆ ହୋଇ ଉଚ୍ଚସ୍ୱରରେ କହିଲେ, ହେ ଯୀଶୁ, ହେ ଗୁରୁ, ଆମ୍ଭମାନଙ୍କୁ ଦୟା କରନ୍ତୁ।
୧୩ଏ଼ୱାରି ହେକ ନିଚାନା କାଜା ଗିୟାଁତଲେ ଏଲେଇଚେରି, “ଏ଼ ଜୀସୁ ଗୂରୁ ମାଙ୍ଗେ କାର୍ମା ମେସ୍ତାମୁ!”
14 ପୁଣି, ସେ ସେମାନଙ୍କୁ ଦେଖି କହିଲେ, “ତୁମ୍ଭେମାନେ ଯାଇ ନିଜ ନିଜକୁ ଯାଜକମାନଙ୍କୁ ଦେଖାଅ।” ଆଉ ସେମାନେ ଯାଉ ଯାଉ ଶୁଚି ହେଲେ।
୧୪ଜୀସୁ ଏ଼ୱାରାଇଁ ମେସାନା ଏଲେଇଚେସି, “ମୀରୁ ହାଜାନା ପୂଜେରାଙ୍ଗା ତା଼ଣା ତ଼ଞ୍ଜା ଆ଼କାଦୁ ।” ଅ଼ଡ଼େ ଏ଼ୱାରି ହାଜି ହାଜିହିଁ ନେହିଁ ଆ଼ତେରି ।
15 କିନ୍ତୁ ସେମାନଙ୍କ ମଧ୍ୟରୁ ଜଣେ ନିଜକୁ ସୁସ୍ଥ ହୋଇଥିବା ଦେଖି ଉଚ୍ଚସ୍ୱରରେ ଈଶ୍ବରଙ୍କ ମହିମା କୀର୍ତ୍ତନ କରୁ କରୁ ଫେରିଆସି,
୧୫ସାମା ଏ଼ୱାରି ବିତ୍ରାଟି ରଅସି ତା଼ନୁ ନେହିଁ ଆ଼ତାଣି ମେସାନା କାଜା ଗିୟାଁତଲେ ମାହାପୂରୁତି ଜହରା କିହିଁ କିହିଁ ୱେଣ୍ତା ୱା଼ହାନା,
16 ଯୀଶୁଙ୍କ ଚରଣ ତଳେ ଉବୁଡ଼ ହୋଇ ତାହାଙ୍କର ଧନ୍ୟବାଦ କରିବାକୁ ଲାଗିଲା; ସେ ଜଣେ ଶମିରୋଣୀୟ ଲୋକ।
୧୬ଜୀସୁତି କଡାୟାଁ ଡ଼଼ଇ ମୁନୁ କୁତାନା ଜହରା କିତେସି; ଏ଼ୱାସି ସମିରଣି ଲ଼କୁ ମାଚେସି ।
17 ସେଥିରେ ଯୀଶୁ ଉତ୍ତର ଦେଲେ, “ଦଶ ଜଣ କଅଣ ଶୁଚି ହେଲେ ନାହିଁ?
୧୭ଏଚେଟିଏ ଜୀସୁ ଏଲେଇଚେସି, “ଦସଜା଼ଣା ନେହିଁ ଆ଼ଆତେରିକି? ଅ଼ଡ଼େ ନ଼ ଜା଼ଣା ଏମ୍ବିୟା ମାନେରି?
18 ତେବେ ଆଉ ନଅ ଜଣ କାହାନ୍ତି? ଈଶ୍ବରଙ୍କୁ ଗୌରବ ଦେବା ନିମନ୍ତେ ଏହି ଅଣଯିହୁଦୀ ଲୋକଟି ଛଡ଼ା କଅଣ ଆଉ କେହି ଫେରିଆସି ନାହିଁ?”
୧୮ମାହାପୂରୁଇଁ ଜହରା କିହାଲି ଈ ଜୀହୁଦିଆ଼ଆତି ଲ଼କୁ ପିସ୍‌ପେ ଆମ୍ବାଆସି ୱେଣ୍ତା ୱା଼ଆତେସି?”
19 ପୁଣି, ସେ ତାହାକୁ କହିଲେ, “ଉଠିଯାଅ, ତୁମ୍ଭର ବିଶ୍ୱାସ ତୁମ୍ଭକୁ ସୁସ୍ଥ କରିଅଛି।”
୧୯ଇଞ୍ଜାଁ ଜୀସୁ ଏ଼ୱାଣାଇଁ ଏଲେଇଚେସି, “ନିଙ୍ଗାନା ହାଲାମୁ ନୀ ନାମୁ ନିଙ୍ଗେ ନେହିଁ କିହାମାଞ୍ଜାନେ ।”
20 ଈଶ୍ବରଙ୍କ ରାଜ୍ୟ କେବେ ଆସୁଅଛି, ଏ ବିଷୟରେ ଫାରୂଶୀମାନେ ତାହାଙ୍କୁ ପଚାରିବାରୁ ସେ ସେମାନଙ୍କୁ ଉତ୍ତର ଦେଲେ, “ଈଶ୍ବରଙ୍କ ରାଜ୍ୟ ଦୃଶ୍ୟ ଭାବରେ ଆସେ ନାହିଁ;
୨୦ମାହାପୂରୁତି ରା଼ଜି ଏଚେଲା ୱା଼ହିମାନେ, ଈ କାତା ପାରୁସିୟାଁ ୱେଞ୍ଜାଲିଏ ଏ଼ୱାସି ଏ଼ୱାରାଇଁ ଏଲେଇଚେସି, “ମାହାପୂରୁତି ରା଼ଜି ତ଼ଞ୍ଜା ଆ଼ହିଁ ୱା଼ଏ;
21 କିମ୍ବା ଦେଖ, ଏଠାରେ ବା ସେଠାରେ ବୋଲି ଲୋକ କହିବେ ନାହିଁ; କାରଣ ଦେଖ, ଈଶ୍ବରଙ୍କ ରାଜ୍ୟ ତୁମ୍ଭମାନଙ୍କ ମଧ୍ୟରେ ଅଛି।”
୨୧ଇମ୍ବାଆଁ ମାନେକି ଏମ୍ବାଆଁ ମାନେ ଇଞ୍ଜିଁ ଲ଼କୁ ୱେସ୍ତଅରି; ଇଚିହିଁ ମାହାପୂରୁତି ରା଼ଜି ମୀ ବିତ୍ରେଏ ମାନେ ।”
22 କିନ୍ତୁ ସେ ଶିଷ୍ୟମାନଙ୍କୁ କହିଲେ, “ଏପରି ସମୟ ଆସିବ, ଯେତେବେଳେ ତୁମ୍ଭେମାନେ ମନୁଷ୍ୟପୁତ୍ରଙ୍କର ଦିନଗୁଡ଼ିକ ମଧ୍ୟରୁ ଗୋଟିଏ ଦିନ ଦେଖିବାକୁ ଇଚ୍ଛା କରିବ, କିନ୍ତୁ ଦେଖିବ ନାହିଁ।
୨୨ଇଞ୍ଜାଁ ଜୀସୁ ତାନି ସୀସୁୟାଁଇଁ ଏଲେଇଚେସି, “ଇଲେତି ବେ଼ଲା ୱା଼ନେ, ଏଚିବେ଼ଲା ମାଣ୍‌ସି ମୀର୍‌ଏଣାତି ର଼ ଦିନା ମେସାଲି ମ଼ନ କିତିହିଁ ଜିକେଏ ମେହ୍‌ଅତେରି ।
23 ଦେଖ, ଏଠାରେ ବା ସେଠାରେ ଲୋକେ ତୁମ୍ଭମାନଙ୍କୁ କହିବେ; କିନ୍ତୁ ତୁମ୍ଭେମାନେ ଯାଅ ନାହିଁ କିମ୍ବା ସେମାନଙ୍କର ଅନୁସରଣ କର ନାହିଁ।
୨୩ଏଚିବେ଼ଲା ଲ଼କୁ ମିଙ୍ଗେ ୱେସ୍ତାନେରି, ଏ଼ୱାସି ଇମ୍ବାଆଁ ମାନେସି ଏମ୍ବାଆଁ ମାନେସି; ସାମା ଏ଼ୱାରି କାତା ଆହ୍‌ଆଦୁ କି ଏ଼ୱାରିତଲେ ତା଼କାଆଦୁ ।
24 କାରଣ ବିଜୁଳି ମାରି ଯେପରି ଆକାଶରୁ ଗୋଟିଏ ପାଖରୁ ଆରପାଖ ପର୍ଯ୍ୟନ୍ତ ଆଲୁଅ ଦିଏ, ମନୁଷ୍ୟପୁତ୍ର ଆପଣା ଦିନରେ ସେହିପରି ହେବେ।
୨୪ଏ଼ନିଇଚିହିଁ ହା଼ଗୁ ମ୍ଣିହ୍‌ନାଟି ର଼ କନଟି ଅ଼ର କନୱାକି ଉଜେଡ଼ି ଆ଼ନେ, ଏଲେକିହିଁଏ ମାଣ୍‌ସି ମୀର୍‌ଏଣା ଦିନାତା ଆ଼ନେ ।
25 ଅବଶ୍ୟ ଅନେକ ଦୁଃଖଭୋଗ କରିବାକୁ ହେବ ଓ ଏହି ବର୍ତ୍ତମାନ ପୁରୁଷ ଦ୍ୱାରା ଅଗ୍ରାହ୍ୟ ହେବାକୁ ହେବ।
୨୫ସାମା ଏ଼ୱାସି ଗାଡି କସ୍ତ ପା଼ଣ୍‌ନାୟି ମାନେ, ଇଞ୍ଜାଁ ଈ କା଼ଲାତି ଲ଼କୁ ଏ଼ୱାଣାଇଁ ଅ଼ପଅରି ।
26 ଆଉ ନୋହଙ୍କ ସମୟରେ ଯେପ୍ରକାର ଘଟିଥିଲା, ମନୁଷ୍ୟପୁତ୍ରଙ୍କ ସମୟରେ ମଧ୍ୟ ସେହି ପ୍ରକାର ଘଟିବ;
୨୬ଅ଼ଡ଼େ ନ଼ହ ବେ଼ଲାତା ଏ଼ନିକିଁ ଆ଼ହାମାଚେ, ମାଣ୍‌ସି ମୀର୍‌ଏସି ୱା଼ନି ଦିନାତା ଜିକେଏ ଏଲେକିହିଁଏ ଆ଼ନେ;
27 ଜାହାଜରେ ନୋହଙ୍କ ପ୍ରବେଶ କରିବା ଦିନ ପର୍ଯ୍ୟନ୍ତ ଲୋକମାନେ ଭୋଜନପାନ ଓ ବିବାହ କରିବା ଓ ବିବାହ ହେବାରେ ବ୍ୟସ୍ତ ଥିଲେ, ପୁଣି, ଜଳପ୍ଲାବନ ଆସି ସମସ୍ତଙ୍କୁ ବିନାଶ କଲା।
୨୭ନ଼ହ ଜା଼ଜାତା ହ଼ଡ଼୍‌ନି ଦିନା ପାତେକା ଲ଼କୁ ତିଞ୍ଜି ଉଣ୍ତିହିଁ ବୀହା କିୟାଲି ବୀହା ହିୟାଲି ହେ଼ରାମାଚେରି, ଏଚିବେ଼ଲା କାଜା ପିୟୁ ୱା଼ତେ ଇଞ୍ଜାଁ ବାରେତି କ୍ଡୁପ୍‌ହାତୁସ୍ତେ ।
28 ଲୋଟଙ୍କ ସମୟରେ ମଧ୍ୟ ସେହି ପ୍ରକାର ଘଟିଥିଲା, ଲୋକମାନେ ଖିଆପିଆ, କିଣାବିକା, ଗଛ ଲଗାଇବା ଓ ଘର ତିଆରି କରିବାରେ ବ୍ୟସ୍ତ ଥିଲେ,
୨୮ଲଟ ବେ଼ଲାତା ଜିକେଏ ଏଲେଏ ଆ଼ତେ, ଲ଼କୁ ତିଞ୍ଜି ଉଣ୍ତି ମାଚେରି, କଡି ମାଚେରି, ପାର୍‌ଚି ମାଚେରି, ମା଼ର୍‌କା ଉହି ମାଚେରି ଅ଼ଡ଼େ ଇଲ୍‌କା କିହାଲି ହେ଼ରାମାଚେରି,
29 କିନ୍ତୁ ଲୋଟ ସଦୋମରୁ ବାହାରିଯିବା ଦିନ ଆକାଶରୁ ଅଗ୍ନି ଓ ଗନ୍ଧକ ଆସି ସମସ୍ତଙ୍କୁ ବିନାଶ କଲା।
୨୯ସାମା ଲଟ ସଦମ ଗା଼ଡ଼ାଟି ହ଼ଚା ହାଲ୍‌ୱନିଏ, ଲାକପୂରୁଟି ହିଚୁ ଅ଼ଡ଼େ ଗାନ୍ଦାଗୁଣ୍ତା ୱା଼ହାନା ବାରେତି ନା଼ସା କିତେ ।
30 ମନୁଷ୍ୟପୁତ୍ର ପ୍ରକାଶିତ ହେବା ଦିନ ସେହି ପ୍ରକାର ଘଟିବ।
୩୦ମାଣ୍‌ସି ମୀର୍‌ଏସି ୱା଼ନି ଦିନାତା ଜିକେଏ ଏଲେଆ଼ହିଁଏ ଆ଼ନେ ।”
31 ସେହି ଦିନ ଯେ ଛାତ ଉପରେ ଥିବ, ସେ ଘର ଭିତରେ ଥିବା ଆପଣା ଜିନିଷପତ୍ର ନେଇଯିବା ପାଇଁ ଓହ୍ଲାଇ ନ ଆସୁ; ସେହିପରି ଯେ କ୍ଷେତରେ ଥିବ, ସେ ଫେରି ନ ଯାଉ।
୩୧“ଏ଼ ଦିନା ଆମ୍ବାଆସି ଇଲୁ ଲାକ ମାନେସି, ଏ଼ୱାସି ଇଲୁ ବିତ୍ରାମାନି ତାନି ଆ଼ସ୍ତି ଅ଼ହାଲି ରେ଼ଚା ୱା଼ଆପେସି; ଏଲେକିହିଁଏ ଆମ୍ବାଆସି ନେଃଏଲାତା ମାନାସି ଇଜ ୱେଣ୍ତା ୱା଼ଆପେସି ।
32 ଲୋଟଙ୍କ ସ୍ତ୍ରୀଙ୍କର କଥା ମନେ ପକାଅ।
୩୨ଲଟ ଡକ୍ରିନି କାତା ଅଣ୍‌ପାଦୁ!
33 ଯେ କେହି ଆପଣା ଜୀବନ ଲାଭ କରିବାକୁ ଚେଷ୍ଟା କରେ, ସେ ତାହା ହରାଇବ, ଆଉ ଯେ କେହି ଆପଣା ଜୀବନ ହରାଇବ, ସେ ତାହା ବଞ୍ଚାଇବ।
୩୩ଆମ୍ବାଆସି ତାନି ଜୀୱୁତି ନୀଟ୍‌ହାଲି ମ଼ନ କିନାସି, ଏ଼ୱାସି ନା଼ସା ଆ଼ନେସି, ଅ଼ଡ଼େ ଆମ୍ବାଆସି ତାନି ଜୀୱୁତି ଆ଼ସା କିଆଗାଟାସି ଏ଼ୱାସି ନୀଡିନେସି ।
34 ମୁଁ ତୁମ୍ଭମାନଙ୍କୁ କହୁଅଛି, ସେହି ରାତିରେ ଦୁଇ ଜଣ ଗୋଟିଏ ଖଟରେ ଶୋଇଥିବେ, ଜଣକୁ ନିଆଯିବ ଓ ଅନ୍ୟ ଜଣକୁ ଛଡ଼ାଯିବ।
୩୪ନା଼ନୁ ମିଙ୍ଗେ ୱେସିମାଞ୍ଜାଇଁ, ଏ଼ ଲା଼ଆଁୟାଁ ରିଆରି କାଟେଲିତା ଡୂରା ଡ଼ୟିନେରି, ରଅସି ଅ଼ୱିଆ଼ନେସି ଅ଼ଡ଼େ ରଅସି ଏମ୍ବାଆଁ ଡ଼ୟିନେସି ।
35 ଦୁଇ ଜଣ ସ୍ତ୍ରୀ ଏକାଠି ଚକି ପେଷୁଥିବେ, ଜଣକୁ ନିଆଯିବ ଓ ଅନ୍ୟ ଜଣକୁ ଛଡ଼ାଯିବ।
୩୫ରୀ ଇୟାସିକା ରଣ୍ତିଏ ତା଼ଣା ନୂୟିଁମାନୁ, ରଣ୍ତି ଅ଼ୱିଆ଼ନେ ରଣ୍ତି ଏମ୍ବାଆଁ ଡ଼ୟିନେ ।
36 [ଦୁଇ ଜଣ କ୍ଷେତରେ ଥିବେ, ଜଣକୁ ନିଆଯିବ ଓ ଅନ୍ୟ ଜଣକୁ ଛଡ଼ାଯିବ।]”
୩୬ରିଆରି ନେଃଏଲାତା ମାନେରି, ରଅସି ଅ଼ୱିଆ଼ନେସି, ରଅସି ଏମ୍ବାଆଁ ଡ଼ୟିନେସି ।”
37 ସେଥିରେ ଶିଷ୍ୟମାନେ ତାହାଙ୍କୁ ଉତ୍ତର ଦେଲେ, ହେ ପ୍ରଭୁ, କେଉଁଠାରେ? ସେ ସେମାନଙ୍କୁ କହିଲେ, “ଯେଉଁଠାରେ ଶବ, ସେହିଠାରେ ଶାଗୁଣାଗୁଡ଼ାକ ମଧ୍ୟ ଏକାଠି ହେବେ।”
୩୭ଏଚେଟିଏ ସୀସୁୟାଁ ଏଲେଇଚେରି, “ଏ଼ ପ୍ରବୁ ଏମ୍ବିୟା?” ଜୀସୁ ଏଲେଇଚେସି, “ମାଡ଼୍‌ହା ଏମ୍ବିୟାମାନେ ଏମ୍ବାଆଁ ରା଼ମ୍‌ଣାୟାଁ ରୁଣ୍ତା ଆ଼ନୁ ।”

< ଲୂକ 17 >